ଦେଶ : Category News


ଅଧିବେଶନକୁ ଆସିବା ପୂର୍ବରୁ ପରୀକ୍ଷା କରାଇବେ ସାଂସଦ

Anupambharat News Bureau | ଦେଶ | | 1565 | Read...

ଅଧିବେଶନକୁ ଆସିବା ପୂର୍ବରୁ ପରୀକ୍ଷା କରାଇବେ ସାଂସଦ

ନୂଆଦିଲ୍ଲୀ: ଚଳିତ ବର୍ଷର ସଂସଦର ମୌସୁମୀ ଅଧିବେଶନ ସେପେଫମ୍ବର ୧୪ ତାରିଖ ଠାରୁ ଆରମ୍ଭ ହୋଇ ଅକେଫାବର ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସମଗ୍ର ଦେଶରେ କରୋନା ମହାମାରୀର ପ୍ରଭାବ ଜାରି ରହିଥିବା ବେଳେ ସାମାଜିକ ଦୂରତାକୁ ବଜା


କରୋନାରେ ସାଂସଦଙ୍କ ମୃତୁ୍ୟ

Anupambharat News Bureau | ଦେଶ | | 1564 | Read...

କରୋନାରେ ସାଂସଦଙ୍କ ମୃତୁ୍ୟ

ତାମିଲନାଡ଼ୁର କନ୍ୟାକୁମାରୀ ସ୍ଥିତ ସଂସଦୀୟ ନିର୍ବାଚନ ମଣ୍ଡଳିର ଜଣେ କଂଗ୍ରେସ ସାଂସଦ ଏଚ୍‌ ବସନ୍ତ କୁମାର ଆଜି କରୋନା ରୋଗରେ ପ୍ରାଣ ହରାଇଥିବା ଘଟଣା ସମଗ୍ର ଦେଶରେ ଶୋକ ପରିବେଶ ସୃଷ୍ଟି କରିଛି । ସୂଚନା ଯେ, ୭୦ ବର୍ଷ ବୟସ୍କ


୧.୩୬ କୋଟି ମୂଲ୍ୟର ମୁଦ୍ରା ଜବତ

Anupambharat News Bureau | ଦେଶ | | 1560 | Read...

୧.୩୬ କୋଟି ମୂଲ୍ୟର ମୁଦ୍ରା ଜବତ

ଚେନ୍ନାଇ ବିମାନ ବନ୍ଦର ସ୍ଥିତ ଇଣ୍ଟରନ୍ୟାସ୍‌ନାଲ୍‌ କୋରିୟର ଟର୍ମିନାଲ୍‌ରେ ୧.୩୬ କୋଟି ଟଙ୍କା ମୂଲ୍ୟର ଭାରତୀୟ ମୁଦ୍ରା ଓ କେତେକ ବିଦେଶୀ ମୁଦ୍ରା ମଧ୍ୟ ଭାରତୀୟ ଆମଦାନୀ ଶୁÂ ବିଭାଗର ଅଧିକାରୀମାନେ ତନଖୀ କରି ଜବତ କର


ଜାତୀୟ ରାଜପଥ ଶୁÂ ନିୟମରେ ସଂଶୋଧିତ ଏଣିକି ଫାଷ୍ଟ ଟ୍ୟାଗ୍‌ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

Anupambharat News Bureau | ଦେଶ | | 1557 | Read...

ଜାତୀୟ ରାଜପଥ ଶୁÂ ନିୟମରେ ସଂଶୋଧିତ ଏଣିକି ଫାଷ୍ଟ ଟ୍ୟାଗ୍‌ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟ ମୋଡକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ଫାଷ୍ଟ ଟ୍ୟାଗକୁ ନେଇ ଏକ ବଡ ପରିବର୍ତ୍ତନ ଆଣିଛନ୍ତି ସରକାର । ଏଣିକି କେବଳ ଫାଷ୍ଟ ଟ୍ୟାଗ୍‌ ଉପଭୋକ୍


ଚୀନକୁ ବନ୍ଦର ଲିଜ୍‌ ଦେବା ଭୁଲ୍‌ : ଆମେ ‘ଭାରତ ଆଗ’ ନୀତି ଅନୁସରଣ କରିବୁ: ଶ୍ରୀଲଙ୍କା

Anupambharat News Bureau | ଦେଶ | | 1556 | Read...

ଚୀନକୁ ବନ୍ଦର ଲିଜ୍‌ ଦେବା ଭୁଲ୍‌ : ଆମେ ‘ଭାରତ ଆଗ’ ନୀତି ଅନୁସରଣ କରିବୁ: ଶ୍ରୀଲଙ୍କା

ନୂଆଦିଲ୍ଲୀ: ଶ୍ରୀଲଙ୍କା ନିରପେକ୍ଷ ବେଦେଶିକ ନୀତି ଅବଲମ୍ବନ କରିବାକୁ ଚାହୁଁଥିଲେ ବି ଯୁଦ୍ଧ ଓ ନିରାପତ୍ତା କ୍ଷେତ୍ରରେ ‘ଭାରତ ଆଗ’ ନୀତି ଅନୁସରଣ କରିବ ବୋଲି ବେଦେଶିକ ସଚିବ ଜୟନାଥ କଲୋମ୍ବେଜ୍‌ କହିଛନ୍ତି । ଶ୍ରୀଲଙ୍


କରୋନା ଯୋଗୁ ଅଟକିଛି ବଂଶଧାରା ଜଳବିବାଦ ମାମଲା : ଡିସେମ୍ବର ୧୦ରେ ଶେଷ ହେବ ଟ୍ରିବ୍ୟୁନାଲର କାର୍ଯ୍ୟକାଳ

Anupambharat News Bureau | ଦେଶ | | 1555 | Read...

 କରୋନା ଯୋଗୁ ଅଟକିଛି ବଂଶଧାରା ଜଳବିବାଦ ମାମଲା : ଡିସେମ୍ବର ୧୦ରେ ଶେଷ ହେବ ଟ୍ରିବ୍ୟୁନାଲର କାର୍ଯ୍ୟକାଳ

ନୂଆଦିଲ୍ଲୀ: ଓଡ଼ିଶା- ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗିରହିଥିବା ବଂଶଧାରା ଜଳବିବାଦ ମାମଲାର ଶୁଣାଣି କରୋନା ମହାମାରୀ ଯୋଗୁଁ ଅଟକିଛି । ସୁପ୍ରିମକୋର୍ଟ ଓ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲରେ ଏହି ମାମଲାର ଶୁଣାଣି ଚାଲିଛି । କରୋ


ମାଗଣାରେ ମିଳିବ ଭାକ୍‌ସିନ

Anupambharat News Bureau | ଦେଶ | | 1545 | Read...

ମାଗଣାରେ ମିଳିବ ଭାକ୍‌ସିନ

ନୂଆଦିଲ୍ଲୀ: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାଇରସକୁ ନେଇ ସମଗ୍ର ଦୁନିଆରେ ଆଶା ଜାଗି ଉଠିଛି । ଦୁନିଆରେ ସଂପ୍ରତି ଯେତେ ଭାକସିନ ଉପରେ କାମ ଚାଲିଛି ସେଥି ମଧ୍ୟରୁ ଅକ୍ସଫୋର୍ଡର ଭାକସିନକୁ ସବୁଠୁ ଗୁରୁତ୍ୱ


କାହା ପାଇଁ ମାସ୍କ କେତେ ଜରୁରୀ ?

Anupambharat News Bureau | ଦେଶ | | 1543 | Read...

କାହା ପାଇଁ ମାସ୍କ କେତେ ଜରୁରୀ ?

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତେ ମାସ୍କ ପିନ୍ଧୁଛନ୍ତି । ତେବେ ମାସ୍କ ବେଶୀ ବୟସ୍କଙ୍କ ପାଇଁ ଜରୁରୀ ନା ଶିଶୁଙ୍କ ପାଇଁ ତାକୁ ନେଇ ପ୍ରଶ୍ନ ଉଠେ । ଏବେ ଶିଶୁଙ୍କ ମାସ୍କ ପିନ୍ଧିବାକୁ ନେଇ ଗାଇଡଲାଇନ୍‌ ଜାର


ବର୍ଷ ଶେଷ ସୁଦ୍ଧା ଆସିବ ଭ୍ୟାକ୍ସିନ

Anupambharat News Bureau | ଦେଶ | | 1542 | Read...

ବର୍ଷ ଶେଷ ସୁଦ୍ଧା ଆସିବ ଭ୍ୟାକ୍ସିନ

ନୂଆଦିଲ୍ଲୀ,୨୩ା୮: ଚଳିତବର୍ଷ ଶେଷସୁଦ୍ଧା ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ପ୍ରସ୍ତìତି କ୍ଷେତ୍ରରେ ଯେଉଁ ସବୁ କାର୍ଯ୍ୟଧାରା


ସୁଟିଂ ପାଇଁ କେନ୍ଦ୍ରର ଏସଓପି ଜାରି

Anupambharat News Bureau | ଦେଶ | | 1540 | Read...

ସୁଟିଂ ପାଇଁ କେନ୍ଦ୍ରର ଏସଓପି ଜାରି

ନୂଆଦିଲ୍ଲୀ, ୨୩ା୮: ଚଳଚ୍ଚିତ୍ର ଶିଳ୍ପ ପାଇଁ ରବିବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌ (ଏସଓପି)ଜାରି କରଛି କେନ୍ଦ୍ର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଏସଓପି ଅଣାଯାଇଛି ବୋଲି ଘୋଷଣା କରିଛନ୍ତି ସୂଚନା ଓ ପ୍ରସ


କିଏ ଯାଣିଛି ଭାଇରସ୍‌ କେବେ ଯିବ ?

Anupambharat News Bureau | ଦେଶ | | 1532 | Read...

କିଏ ଯାଣିଛି ଭାଇରସ୍‌ କେବେ ଯିବ ?

ନୂଆଦିଲ୍ଲୀ: ସାରାବିଶ୍ୱରେ ଅଣାୟତ ରହିଛି କରୋନା ଭାଇରସ । ତେବେ ଭାଇରସର ପ୍ରକୋପ କେବେ କମିବ ସେନେଇ କେହି ବି କହିବା ବର୍ତ୍ତମାନ ପରିସ୍ଥିତିରେ ଅସମ୍ଭବ ରହିଛି । କି;ୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡାବ୍ଲìଏଚ୍‌ଓ) କରୋନା ମହ


ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜାର ଶୁଭେଚ୍ଛା

Anupambharat News Bureau | ଦେଶ | | 1531 | Read...

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜାର ଶୁଭେଚ୍ଛା

ନୂଆଦିଲ୍ଲୀ: ଦେଶରେ ଆଜି ଗଣେଶ ପୂଜା ପର୍ବ ପାଳନ କରାଯାଉଛି । କି;ୁ ଏଥର କରୋନା ମହାମାରୀ କାରଣରୁ କୌଣସି ପର୍ବ ପୂର୍ବ ଭଳି ପାଳନ ହେବ ନାହିଁ । ଏଥିପାଇଁ ଘରେ ରହି କିମ୍ବା କମ୍‌ ଲୋକଙ୍କ ସହ ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ଉ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page