ଦେଶ : Category News


ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ !

Anupambharat News Bureau | ଦେଶ | | 941 | Read...

ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଜିତ ହେବେ ଉପମୁଖ୍ୟମନ୍ତ୍ରୀ !

ମୁମ୍ବାଇ,୨୯ା୧୨: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୩୨ ଦିନ ପରେ ଆସନ୍ତାକାଲି ଉଦ୍ଧବ ଠାକ୍‌ରେ ବହୁ ପ୍ରତିକ୍ଷିତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ । ପ୍ରକାଶ ଥାଉକି ଗତ ୨୮ ନଭେମ୍ବରରେ ଶିବାସେନା ମୁଖ୍ୟ ଉ


ବିମାନ ଦୁର୍ଘଟଣାରେ ୧୪ ମୃତ

Anupambharat News Bureau | ଦେଶ | | 933 | Read...

ବିମାନ ଦୁର୍ଘଟଣାରେ ୧୪ ମୃତ

ନୂଆଦିଲ୍ଲୀ, କାଜାଖାସ୍ତାନର ଆଲ୍‌ମାଟି ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟରେ ଏକ ବିମାନ ଫକର -୧୦୦ ଉଡ଼ାଣ ଆରମ୍ଭ କରିବା ମାତ୍ର କିଛି ମିନଟ୍‌ ପରେ ଦୁର୍ଘଟଣା ଘଟି ଭୂତଳ କୋଠାରେ ପଡ଼ିଥିବା ଯୋଗୁଁ ଅତିକମ୍‌ରେ ୧୪ଜଣ ଲୋକ ପ୍ରା


ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ପାରିତ ରାଜ୍ୟସଭାରେ ସପକ୍ଷରେ ୧୨୫, ବିପକ୍ଷରେ ୧୦୫

Anupambharat News Bureau | ଦେଶ | | 931 | Read...

 ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ପାରିତ ରାଜ୍ୟସଭାରେ ସପକ୍ଷରେ ୧୨୫, ବିପକ୍ଷରେ ୧୦୫

ନୂଆଦିଲ୍ଲୀ,୧୧ା୧୨: ବିରୋଧୀଦଳ ଏବଂ ଉତ୍ତର ପୂର୍ବ ଏବଂ ଦେଶର ଅନ୍ୟ ଭାଗରେ କେତେକ ସଙ୍ଗଠନର ତୀବ୍ର ବିରୋଧ ସେ‰ସଂସଦରେ ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌-୨୦୧୯ ପାରିିତ ହୋଇଛି । ଲୋକସଭାରେ ଏହାକୁ ମଞ୍ଜୁରୀ ମିଳିବା ପରେ ଆ


୨୦୦୨ ଗୁଜରାଟ ଦଙ୍ଗା ମାମଲା ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌

Anupambharat News Bureau | ଦେଶ | | 928 | Read...

୨୦୦୨ ଗୁଜରାଟ ଦଙ୍ଗା ମାମଲା ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌

ଅହମଦାବାଦ: ୨୦୦୨ ମସିହାରେ ହୋଇଥିବା ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ସେତେବେଳର ମୁଖ୍ୟମନ୍ତ୍ରୀ)ଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି ନାନାବତୀ କମିଶନ । ଆଜି ଗୁଜରାଟ ବିଧାନସଭାରେ ଗୃହମନ୍ତ୍ରୀ ପ୍ରଦ


ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା ତଦନ୍ତ କରିବେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି

Anupambharat News Bureau | ଦେଶ | | 927 | Read...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା  ତଦନ୍ତ କରିବେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ: ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହାଇଦ୍ରାବାଦର ମହିଳା ଭେଟରନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାରେ ସଂପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ତେଲେଙ୍ଗାନା ରାଜ୍ୟ ପୁଲିସ୍‌ ଏନ୍‌କାଉଣ୍ଟର କରିବା ଘଟଣାର


ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି

Anupambharat News Bureau | ଦେଶ | | 926 | Read...

ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି

ନୂଆଦିଲ୍ଲୀ: ଦେଶ ଯେଉଁ ମାତ୍ରାରେ ଡିଜିଟାଲ ମୁହାଁ ହେଉଛି ସେହି ମାତ୍ରାରେ ଡିଜିଟାଲ ଠକେଇ ମଧ୍ୟ ବଢ଼ୁଛି । ଗତବର୍ଷ ତୁଳନାରେ ଚଳିତ ଥର ୫୦ ପ୍ରତିଶତ ଡିଜିଟାଲ ଠକେଇ ବଢ଼ିଛି ବୋଲି ସଂସଦକୁ ସରକାର ଅବଗତ କରାଇଛନ୍ତି । ଏହି ୫୦ ପ୍ରତ


ପ୍ରିୟଙ୍କା ହତ୍ୟା ଘଟଣା...... ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଛନ୍ତି ବହୁ ବ୍ୟକ୍ତି

Anupambharat News Bureau | ଦେଶ | | 919 | Read...

ପ୍ରିୟଙ୍କା ହତ୍ୟା ଘଟଣା...... ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଛନ୍ତି ବହୁ ବ୍ୟକ୍ତି

ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତର ଦୁଷ୍କର୍ମ ଓ ହତ୍ୟାକାଣ୍ଡ ସାରା ଦେଶକୁ ହୁଲସ୍ତୁଲ କରିଛନ୍ତି । ଏହି ସମୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ନେଟ୍‌ ଦୁନିଆରେ ସବୁଠାରୁ ବଡ଼ ସର୍ଚ୍ଚ ହୋଇଛି ହାଇଦ୍ରାବାଦର ସେହି ଲୋମ ହର୍ଷ


ରବିବାର ଶପଥ ନେବେ ଉଦ୍ଧବ ଫ୍ଳୋର ଟେଷ୍ଟ ପୂର୍ବରୁ ପଦବୀ ଛାଡ଼ିଲେ ଫଡନାଭିସ୍‌

Anupambharat News Bureau | ଦେଶ | | 914 | Read...

ରବିବାର ଶପଥ ନେବେ ଉଦ୍ଧବ  ଫ୍ଳୋର ଟେଷ୍ଟ ପୂର୍ବରୁ ପଦବୀ ଛାଡ଼ିଲେ ଫଡନାଭିସ୍‌

ମୁମ୍ବାଇ, ୨୬ା୧୧: ଘଡିକେ ଘୋଡ଼ା ଛୁଟୁଥିବା ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ନାଟକୀୟ ଢ଼ଙ୍ଗରେ ଏନ୍‌ସିପିର ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମାତ୍ର ତିନ


ଜିଓର ଅଲଇନୱାନକୁ ଟMର ଦେବ ଏୟାରଟେଲର ଏହି ପ୍ରିପେଡ୍‌ ପ୍ଲାନ

Anupambharat News Bureau | ଦେଶ | | 912 | Read...

ଜିଓର ଅଲଇନୱାନକୁ ଟMର ଦେବ ଏୟାରଟେଲର ଏହି ପ୍ରିପେଡ୍‌ ପ୍ଲାନ

ମୁମ୍ବାଇ : ରିଲିୟାନ୍ସ ଜିଓ ଏବଂ ଏୟାରଟେଲ ଟେଲିକମ ଇଣ୍ଡଷ୍ଟ୍ରୀରେ ପରସ୍ପର ପ୍ରତିଯୋଗୀ । ପ୍ରିପେଡ୍‌ ରିଚାର୍ଜ ମାମଲାରେ ଏହି ଦୁଇ କମ୍ପାନୀ ପରସ୍ପରଙ୍କୁ ଟMର ଦିଅନ୍ତି । କିଛି ଦିନ ପୂର୍ବରୁ ଜିଓ ଏବଂ ଏୟାରଟେଲ ପ୍ରିପେଡ୍‌


ମୁମ୍ବାଇ ଆକ୍ରମଣକୁ ୧୧ ବର୍ଷ ମନେ ପଡ଼ିଲା ସେହି ଛାତିଥରା ଘଟଣା

Anupambharat News Bureau | ଦେଶ | | 911 | Read...

ମୁମ୍ବାଇ ଆକ୍ରମଣକୁ ୧୧ ବର୍ଷ  ମନେ ପଡ଼ିଲା ସେହି ଛାତିଥରା ଘଟଣା

ମୁମ୍ବାଇ: ଆଜି ଦେଶ ସମେତ ସମଗ୍ର ବିଶ୍ୱ ମୁମ୍ବାଇ ୨୬/୧୧ ଆକ୍ରମଣକୁ ମନେ ପକାଇଛନ୍ତି । କାରଣ ୨୦୦୮ ମସିହା ଆଜିର ଦିନରେ ପାକିସ୍ତାନର ୧୦ ଜଣ ଆତଙ୍କବାଦୀ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରବେଶ କରି ନରସଂହାର କରିଥିଲେ । ଆଜ


ଆଜି ସୁପ୍ରିମକୋର୍ଟରେ ‘ମହାରାଷ୍ଟ୍ର ’ରାୟ

Anupambharat News Bureau | ଦେଶ | | 910 | Read...

ଆଜି ସୁପ୍ରିମକୋର୍ଟରେ ‘ମହାରାଷ୍ଟ୍ର ’ରାୟ

ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ରାଜ୍ୟରେ ସୃଷ୍ଟି ହାଇଡ୍ରାମାର ଅନ୍ତ ଘଟୁ ନାହିଁ । ମୁଖ୍ୟଢ଼ନ୍ତ୍ରୀ ଭାବେ ଶପଥ ନେବାପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଫଡ଼ନାଭିସ । ଅନ୍ୟପକ୍ଷେ ଆସନ୍ତାକାଲି


ଇଜିପଫରୁ ଆସିବ ପିଆଜ ବିଭିନ୍ନ ରାଜ୍ୟରେ ଚାହିଦା ଅନୁଧ୍ୟାନ କଲା କେନ୍ଦ୍ର

Anupambharat News Bureau | ଦେଶ | | 907 | Read...

ଇଜିପଫରୁ ଆସିବ ପିଆଜ ବିଭିନ୍ନ ରାଜ୍ୟରେ ଚାହିଦା ଅନୁଧ୍ୟାନ କଲା କେନ୍ଦ୍ର

ନୂଆଦିଲ୍ଲୀ,୨୫ା୧୧: କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ କେ. ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ଅନୁଧ୍ୟାନ କରିଛନ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page