Anupambharat News Bureau | ଦେଶ | | 756 | Read...
ଭୁବନେଶ୍ୱର, ୧୯ ।୧୦ ।(ଅନୁପମ ମିଡିଆ): ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ଏହି ଘର ପାଇଁ ଏମଜିନରେଗା ମଜୁରୀ ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ
Anupambharat News Bureau | ଦେଶ | | 754 | Read...
ନୂଆଦିଲ୍ଲୀ: ଏଣିକି ପୁଅଙ୍କ ଭଳି ଝିଅମାନେ ମଧ୍ୟ ଦେଶର ବିଭିନ୍ନ ସୈନିକ ସ୍କୁଲରେ ନାଁ ଲେଖାବା ସହ ପାଠ ପିପାରିବେ । ଦୀର୍ଘଦିନରୁ ଏନେଇ ହୋଇ ଆସୁଥିବା ଦାବିକୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇ
Anupambharat News Bureau | ଦେଶ | | 753 | Read...
ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ପ୍ରତି ଘରେ ପରିଚିତ ହୋଇଥିବା ଆମେରିକାର ଜନସନ୍-ଆଣ୍ଡ୍-ଜନସନ୍ କମ୍ପାନୀ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା
Anupambharat News Bureau | ଦେଶ | | 752 | Read...
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍ କରିଛି । ଏହି କଥିତ ଗୁରୁଙ୍କୁ ସମସ୍ତେ କଲକି ଭଗବାନ ବୋଲି ଜାଣିଛନ୍ତି । ତାଙ୍କର ମୂଳ ନାମ କି;ୁ ବିଜୟ
Anupambharat News Bureau | ଦେଶ | | 744 | Read...
ନୂଆଦିଲ୍ଲୀ:ଦୁଇ ବ୍ୟାଙ୍କ୍ ୟୁନିୟନ୍ ଚେତାବନୀ ସ୍ୱରୁପ ପବ୍ଳିକ୍ ସେକଫର ବ୍ୟାଙ୍କ୍ ମିଶ୍ରଣକୁ ବିରୁଦ୍ଧ କରି ଦିନିକିଆ ବ୍ୟାଙ୍କ୍ ଧର୍ମଘଟ ଡାକରା ଦେଇଛି । ଏହି ଧର୍ମଘଟରେ ଷ୍ଟେଟ୍ବ୍ୟାଙ୍କ୍ ଶାଖା ଗୁଡିକ ପ
Anupambharat News Bureau | ଦେଶ | | 739 | Read...
ମୁମ୍ବାଇ: ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଲିଭର୍ରେ ସମସ୍ୟା ଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବା
Anupambharat News Bureau | ଦେଶ | | 738 | Read...
ନୂଆଦିଲ୍ଲୀ: ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱବହନ କରୁଥିବା ଅଯୋଧ୍ୟା ଜମି ବିବାଦ ମାମଲାରେ ଆଜି ମୁସଲିମ ପକ୍ଷ ନୂଆ ଟୁୱିଷ୍ଟ ଆଣିଛି । ପୂର୍ବରୁ ସୁନ୍ନି ୱାକଫ ବୋର୍ଡ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥତା ପ୍ୟାନେ
Anupambharat News Bureau | ଦେଶ | | 737 | Read...
ଲକ୍ଷ୍ନୌ: ସେପେଫମ୍ବର ୧ରେ ଦେଶରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ହୋଇଛି । ଯେଉଁମାନେ ନୂଆ ଆଇନକୁ ମାନୁ ନାହାନ୍ତି ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡ଼ୁଛି । ହେଲେ ଭୁଲ୍ ନକରି ଅନେକ ଗାଡ଼ି ଚାଳକଙ୍କ ବିରୋଧରେ
Anupambharat News Bureau | ଦେଶ | | 730 | Read...
ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ ଖରାଦିନେ ପାଣି ସମସ୍ୟା ଦେଇ ଗତିକରେ । ଏବେ ସେହି ରାଜ୍ୟରେ ଭୂତଳ ଜଳ ଚୋରି ଅଭିଯୋଗ ଆସିଛି । ତାହା ପୁଣି ୭୩ କୋଟି ଟଙ୍କାର । ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତଛ ୧୧ ବର୍ଷ ତଳର ଏହ
Anupambharat News Bureau | ଦେଶ | | 729 | Read...
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ଚାଲିଛି । ମଝିରେ ଉଭୟ ବିବାହ କରିବା ନେଇ ଖବର ଆସୁଥିଲା । କି;ୁ ରଣବୀର ଏବଂ ଆଲିଆଙ୍କୁ ଏ ସମ୍ପର୍କରେ କେବେ ସର୍ବସମ୍ମୁଖରେ
Anupambharat News Bureau | ଦେଶ | | 728 | Read...
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବାଲାକୋଟ୍ ଏୟାର ଷ୍ଟ୍ରାଇMୁ ଆଜି ଯାଏ ପାକିସ୍ତାନ ଭୁଲି ପାରୁନାହିଁ । କାଳେ ଭାରତ ପୁଣିଥରେ ଏୟାର ଷ୍ଟ୍ରାଇକ କରିବ, ସେନେଇ ପାକିସ୍ତାନ ଯେକୌଣସି ଭାରତୀୟ ବିମାନକୁ ଦେଖିଲେ ଭୟରେ ଥରିବା ଆର
Anupambharat News Bureau | ଦେଶ | | 727 | Read...
ଜୟପୁର: ସିନେମାରେ ନାୟିକା ପାଇଁ ଲେଇ ହେଉଥିବା କଥା ଜାଣିଥିବେ । ଏପରିକି ସାଧାରଣ ଜୀବନରେ ମଧ୍ୟ ତ୍ରିକୋଣୀୟ ପ୍ରେମ କାହାଣୀର ସଂଖ୍ୟା କିଛି କମ୍ ନୁହେଁ । ତେବେ ଯଦି ବାଘଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟେ, ଆଶ୍ଚର୍ଯ୍ୟଜନକ ହେ