ଦେଶ : Category News


ପଶ୍ଚିମବଙ୍ଗରେ ୭୨ ମୃତ

Anupambharat News Bureau | ଦେଶ | | 1195 | Read...

ପଶ୍ଚିମବଙ୍ଗରେ ୭୨ ମୃତ

ନୂଆଦିଲ୍ଲୀ: ନିକଟରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନର ପ୍ରବଳ ତାଣ୍ଡବ ଯୋଗୁଁ ପଶ୍ଚିମବଙ୍ଗରେ ଅତିକମ୍‌ରେ ୭୨ ଜଣ ଲୋକ ପ୍ରାଣ ହରାଇଥିବା ସୂଚନାରୁ ଜଣାପଡିଛି । କେବଳ କଲିକତା ନଗରୀରେ ୧୫ ଜଣ ଲୋକ ଏହି ବାତ୍ୟାରେ ପ୍ରାଣ ହରାଇ


୩୧ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌ ବଢ଼ିଲା, ଆଜିଠୁ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ, ବିଭିନ୍ନ ଜୋନ ସ୍ଥିର କରିବେ ରାଜ୍ୟ ସରକାର

Anupambharat News Bureau | ଦେଶ | | 1184 | Read...

୩୧ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌ ବଢ଼ିଲା, ଆଜିଠୁ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ, ବିଭିନ୍ନ ଜୋନ ସ୍ଥିର କରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ:,୨୭ା୫: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗୁଥିବାରୁ ଲକ୍‌ଡାଉନ ଅବଧିକୁ ଆସନ୍ତା ୩୧ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ନୂଆ ଲକ୍‌ଡାଉନରେ ବହୁ କ୍ଷେତ୍ରରେ କୋହଳ କରାଯାଇଛି । ସୋମବାର ଠ


ପୃଥକ ସଡ଼କ ଦୁର୍ଘଟଣାରେ ୩୦ ଶ୍ରମିକ ମୃତ

Anupambharat News Bureau | ଦେଶ | | 1180 | Read...

ପୃଥକ ସଡ଼କ ଦୁର୍ଘଟଣାରେ ୩୦ ଶ୍ରମିକ ମୃତ

ନୂଆଦିଲ୍ଲୀ:ଉତ୍ତର ପ୍ରଦେଶର ଔରେୟା ଜିଲ୍ଲାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ନେଇ ଏକ ଟ୍ରକ୍‌ ରାଜସ୍ଥାନରୁ ଉତ୍ତରପ୍ରଦେଶ ଫେରୁଥିବା ବେଳେ ଏହା ଅନ୍ୟ ଏକ ଭ୍ୟାନ୍‌ ସହିତ ମୁହାମୁହିଁ ର୍ଦୁଘଟଣା ଘଟିବା ଯୋଗୁଁ ଅତି କ


ଦେଶରେ ମୃତୁ୍ୟ ସଂଖ୍ୟା ୨୫ ଶହ ଟପିଲା, ୨୪ ଘଣ୍ଟାରେ ଭାଇରସ ନେଲା ୧୩୪ ମୁଣ୍ଡ

Anupambharat News Bureau | ଦେଶ | | 1178 | Read...

ଦେଶରେ ମୃତୁ୍ୟ ସଂଖ୍ୟା ୨୫ ଶହ ଟପିଲା, ୨୪ ଘଣ୍ଟାରେ ଭାଇରସ ନେଲା ୧୩୪ ମୁଣ୍ଡ

ନୂଆଦିଲ୍ଲୀ,୧୪ା୫: ଭାରତବର୍ଷରେ କରୋନା ଭାଇରସ ମୁକାବିଲାର ଭୟାବହତା କ୍ରମେ ବ୍ୟାପିବାରେ ଲାଗିଛି । ମୃତକଙ୍କ ସଂଖ୍ୟା ଉ‹ାନ ପତନ ମଧ୍ୟରେ ଗତି କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ମୃତକଙ୍କ ସଂଖ୍ୟା ୧୩୪କୁ ବୃ


୧୬ରେ ଅବପାତର ରୂପ ନେବ

Anupambharat News Bureau | ଦେଶ | | 1177 | Read...

୧୬ରେ ଅବପାତର ରୂପ ନେବ

ଭୁବନେଶ୍ୱର ,୧୪ା୫(ଅନୁପମ ମିଡ଼ିଆ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ବର୍ତ୍ତମାନ ଘନୀଭୂତ ହୋଇ େୱଲ ମାର୍କଡ୍‌ ଲୋ ପ୍ରେସରର ରୂପ ନେଇଛି । ଏ


ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍‌ , ଛ’ମୃତ

Anupambharat News Bureau | ଦେଶ | | 1176 | Read...

ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍‌ , ଛ’ମୃତ

ମୁଜାଫରନଗର,୧୪ା୫: କରୋନା ରୋଗର ବ୍ୟାପକତା ଯୋଗୁଁ ସମଗ୍ର ଦେଶରେ ଲକ୍‌ଡ଼ାଉନ୍‌ ସ୍ଥିତି ଜାରି ରହିଛି । ଏଭଳି ଅବସ୍ଥାରେ ସମସ୍ତ କର୍ମକ୍ଷେତ୍ର ବନ୍ଦ ହୋଇପଡିବା ଯୋଗୁଁ ପ୍ରତ୍ୟେକ ଅଞ୍ଚଳରେ ଫସି ରହିଥିବା ଶ୍ରମିକ ଓ କର୍ମଚାର


ପ୍ରବାସୀଙ୍କ ପାଇଁ ୧୧୦୦୨ କୋଟିର ପାଣ୍ଠି

Anupambharat News Bureau | ଦେଶ | | 1175 | Read...

ପ୍ରବାସୀଙ୍କ ପାଇଁ ୧୧୦୦୨ କୋଟିର ପାଣ୍ଠି

ନୂଆଦିଲ୍ଲୀ,୧୪ା୫: କରୋନା ସଂକ୍ରମଣ ରୋକିବାକୁ ଦେଶରେ ଲକ୍‌ଡାଉନ ଜାରି ରହିଛି । ତେବେ ଲକ୍‌ଡାଉନ ଯୋଗୁ ଆର୍ଥିକ ସ୍ଥିତି ଏକ ପ୍ରକାର ଦୋହଲିଯାଇଛି । ତେବେ ଦେଶର ଆର୍ଥିକ ମେରୁଦଣ୍ଡକୁ ସଜାଡ଼ିବା ଲାଗି କେନ୍ଦ୍ର ସରକାର ୨୦ ଲକ୍


୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା

Anupambharat News Bureau | ଦେଶ | | 1172 | Read...

୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୨ା୫: ସମଗ୍ର ଦେଶରେ କରୋନା ରୋଗର ବ୍ୟାପକତା ଯୋଗୁଁ ତୃତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ କଡ଼ାକଡ଼ି ଭାବେ ପାଳନ କରାଯାଉଛି । କେତେକ ଅଣପ୍ରଭାବିତ ରାଜ୍ୟ ଓ ଜିଲ୍ଲାମାନଙ୍କୁ ଛାଡି ଦେଲେ ପ୍ରଭାବିତ ରାଜ୍ୟମାନଙ୍କରେ ଜୀ


ଦିନକୁ ଦିନ ସାଂଘାତିକ ରୂପ ନେଉଛି

Anupambharat News Bureau | ଦେଶ | | 1169 | Read...

ଦିନକୁ ଦିନ ସାଂଘାତିକ ରୂପ ନେଉଛି

ନୂଆଦିଲ୍ଲୀ,୯ା୫: ସାଂଘାତିକ ରୂପ ଧାରଣ କରିଛି କରୋନା ଭାଇରସ ଜନିତ ମହାମାରୀ । ସମଗ୍ର ବିଶ୍ୱରେ ଏହି କରୋନା ମହାମାରୀର ଭୟାବହତା ଅତ୍ୟନ୍ତ ଭୟଙ୍କର ଭାବେ ମୃତୁ୍ୟ ସଂଖ୍ୟାକୁ ବୃଦ୍ଧି କରିବାରେ ଲାଗିଛି । ସମଗ୍ର ଭାରତବର୍ଷରେ ଆଜ


୧୭ ପର୍ଯ୍ୟନ୍ତ ଲକ୍‌ଡ଼ାଉନ ଅବଧି ବୃଦ୍ଧି, ୪ରୁ ଗ୍ରୀନ ଜୋନରେ ଗଡ଼ିବ ଗାଡ଼ି, ଖୋଲିବ ଦୋକାନ

Anupambharat News Bureau | ଦେଶ | | 1156 | Read...

୧୭ ପର୍ଯ୍ୟନ୍ତ ଲକ୍‌ଡ଼ାଉନ ଅବଧି ବୃଦ୍ଧି, ୪ରୁ ଗ୍ରୀନ ଜୋନରେ ଗଡ଼ିବ ଗାଡ଼ି, ଖୋଲିବ ଦୋକାନ

ନୂଆଦିଲ୍ଲୀ,୨ା୫: ଭାରତରେ କରୋନା ମୁକାବିଲା ପାଇଁ ଲକ୍‌ଡ଼ାଉନକୁ ପୁଣି ବୃଦ୍ଧି କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆସନ୍ତା ୩ ତାରିଖରେ ଶେଷ ହେବାକୁ ରହିଥିବା ବେଳେ ଏହା ପୂର୍ବରୁ ଏହାର ଅବଧିରେ ଦୁଇ ସପ୍ତାହ ବୃଦ୍ଧ


ପରଲୋକରେ ଋଷି

Anupambharat News Bureau | ଦେଶ | | 1154 | Read...

ପରଲୋକରେ ଋଷି

ମୁମ୍ବାଇ,୩୦ା୪: ­ ବଲିଉଡ଼ ଜଗତର ଲୋକପ୍ରିୟ ଅଭିନେତା ଋଷି କାପୁରଙ୍କର ୬୭ ବର୍ଷରେ ପରଲୋକ ଘଟିଛି । ବୁଧବାର ଋଷି ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ସାର ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିିଟାଲର ଆଇସିୟୁରେ ଭର


ବିଶ୍ୱରେ କରୋନା ମୃତୁ୍ୟ ସଂଖ୍ୟା ୨ଲକ୍ଷ ଟପିଲା ୟୁହାନ୍‌ ନଗରୀରେ ଆଜି କୌଣସି ପଜିଟିଭ ନାହିଁ

Anupambharat News Bureau | ଦେଶ | | 1152 | Read...

ବିଶ୍ୱରେ କରୋନା ମୃତୁ୍ୟ ସଂଖ୍ୟା ୨ଲକ୍ଷ ଟପିଲା ୟୁହାନ୍‌ ନଗରୀରେ ଆଜି କୌଣସି ପଜିଟିଭ ନାହିଁ

ନୂଆଦିଲ୍ଲୀ: ଚୀନ୍‌ରୁ ସୃଷ୍ଟି ହୋଇଥିବା ଭୟଙ୍କର ତଥା ଅତ୍ୟଧିକ ମାରାତ୍ମକ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ଭୂତାଣୁର ସଂକ୍ରମଣରେ ସମଗ୍ର ବିଶ୍ୱରେ ଆଜି ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page