ଦେଶ : Category News


ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

Anupambharat News Bureau | ଦେଶ | | 518 | Read...

ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

ଭୋପାଲ୍‌: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଜଣେ ୧୨ ବର୍ଷୀୟ ଝିଅ ମଜାରେ ଏକ ଭୀତିପ୍ରଦ ବା ହରର୍‌ ଟିଭି ଶୋ’ର ନକଲ କରୁଥିବା ବେଳେ ଜୀବନ ହରାଇଛି । ଝିଅଟି ଗୋଟିଏ ଷ୍ଟìଲ୍‌ ଉପରେ ଠିଆ ହ


ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

Anupambharat News Bureau | ଦେଶ | | 517 | Read...

ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଜିଦ୍‌ କରିଥିଲେ । ଏହାକୁ ନେଇ ସମଗ୍ର ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିଲା । ତେବେ


ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

Anupambharat News Bureau | ଦେଶ | | 516 | Read...

ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

କୋଲକାତା : ଚଳିତ ଦିନରେ ଶାଶୁ ବୋହୂଙ୍କ କଳି ସବୁବେଳେ ଶୁଣିବାକୁ ମିଳୁଥିବା ବେଳେ ପଶ୍ଚିମ ବଙ୍ଗରେ ଜଣେ ଶାଶୁ ବୋହୂ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ହାୱଡା ଜିଲ୍ଲାର ସାଲିକାରେ ଜଣେ ଶାଶୁ ବୋହୂକୁ ବଞ୍ଚାଇବାକୁ ଯାଇ ନ


ଯୋଗ ମୁଦ୍ରାରେ ସାରା ଦେଶ

Anupambharat News Bureau | ଦେଶ | | 501 | Read...

ଯୋଗ ମୁଦ୍ରାରେ ସାରା ଦେଶ

ରାଞ୍ଚି ,୨୧ ।୬ (ଅନୁପମ ମିଡ଼ିଆ): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସାରା ଦେଶରେ ଯୋଗାଭ୍ୟାସ ଦେଖିବାକୁ ମିଳିଛି । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ବର୍ଗଙ୍କୁ ଆଜି ଯୋଗମୁଦ୍ରାରେ ଦେଖିବାକୁ ମିଳିଥିଲା । ଝାଡ଼ଖଣ


ଲୋକସଭାରେ ସାନି ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ

Anupambharat News Bureau | ଦେଶ | | 497 | Read...

ଲୋକସଭାରେ ସାନି ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ

ନୂଆଦିଲ୍ଲୀ: ପୂର୍ବ ଏନ୍‌ଡ଼ିଏ ସରକାର ସମୟରେ ରାଜ୍ୟସଭାରେ ପାରିତ ହୋଇପାରିନଥିବା ‘ଟ୍ରିପଲ୍‌ ତଲାକ୍‌’ ବିଲ୍‌ ନୂଆ ରୂପରେ ଆଜି ଲୋକସଭାରେ ଆଗତ ହୋଇଛି । କେନ୍ଦ୍ର ଆଇନ୍ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିରୋଧୀଙ୍କ ହୋ-ହ


ହିମାଚଳ ବସ ଦୁର୍ଘଟଣା: ୪୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

Anupambharat News Bureau | ଦେଶ | | 496 | Read...

ହିମାଚଳ ବସ ଦୁର୍ଘଟଣା: ୪୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

କୁଲ୍ଲì: ହିମାଚଳ ପ୍ରଦେଶର କୁଲ୍ଲì ଜିଲ୍ଲାରେ ଗୁରୁବାର ଏକ ମର୍ମ;ୁଦ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୪୪ ଜଣ ଯାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବଞ୍ଜର ଅଞ୍ଚଳର ୬୦ରୁ ଅଧିକ ଯାତ୍ରୀ ଥିବା ବେଳେ କିଛି ଆହତ


ଓମ୍‌ ବିର୍ଲା ଲୋକସଭା ବାଚସ୍ପତି

Anupambharat News Bureau | ଦେଶ | | 486 | Read...

ଓମ୍‌ ବିର୍ଲା ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ,୧୯ା୬: ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ଆଜି ଓମ୍‌ ବିର୍ଲା ନିର୍ବାଚିତ ହୋଇଛନ୍ତି । ବିଜେପିର ଏହି ବରିଷ୍ଠ ନେତା ଆଜି ଏହି ପଦବୀ ଲାଗି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଓମ୍‌ ବିର୍ଲାଙ୍କ ପ୍ରାର୍ଥିତ


ପାଣି ପାଇଁ ଚେନ୍ନାଇରେ ହାହାକାର

Anupambharat News Bureau | ଦେଶ | | 483 | Read...

ପାଣି ପାଇଁ ଚେନ୍ନାଇରେ ହାହାକାର

ଚେନ୍ନାଇ: ଦେଶର ଅଳ୍ପ ସ୍ଥାନରେ ମୌସୁମୀ ଛୁଇଁଥିୁବା ବେଳେ ଅନେକ ସ୍ଥାନରେ ମୌସୁମୀ ପହଞ୍ଚିବାକୁ ବାକି ରହିଛିଛ ଇତିମଧ୍ୟରେ ତାମିଲନାଡୁ ରାଜଧାନୀ ଚେନ୍ନାଇରେ ପାଣି ପାଇଁ ଘୋର ସମସ୍ୟା ଦେଖାଦେଇଛି । ପ୍ରଚଣ୍ଡ ଖରା ଯୋଗୁ ଭୂତଳ


୪୯ ବର୍ଷରେ ରାହୁଲ ଗାନ୍ଧି

Anupambharat News Bureau | ଦେଶ | | 482 | Read...

୪୯ ବର୍ଷରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗାନ୍ଧି ୪୯ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍‌ୱିଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍‌ୱିଟରେ ମୋଦି କହିଛନ୍ତି, ର


ସାଂସଦ ପଦ ହରାଇବେ ସନ୍ନି ଦେଓଲ୍‌

Anupambharat News Bureau | ଦେଶ | | 481 | Read...

ସାଂସଦ ପଦ ହରାଇବେ ସନ୍ନି ଦେଓଲ୍‌

ନୂଆଦିଲ୍ଲୀ: ଅଭିନୟରୁ ରାଜନୀତିକୁ ଆସି ବିଜେପି ଟିକେଟ୍‌ରୁ ସାଂସଦ ହୋଇଥିବା ସନ୍ନି ଦେଓଲଙ୍କ ପାଇଁ ଅଡ଼ୁଆ ହୋଇଛି ନିର୍ବାଚନୀ ଖର୍ଚ୍ଚ । ବର୍ତ୍ତମାନ ନିର୍ବାଚନ କମିଶନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଏବଂ ତା


ବିହାରରେ ଥମୁନି ଶିଶୁ ମୃତ୍ୟୁ

Anupambharat News Bureau | ଦେଶ | | 480 | Read...

ବିହାରରେ ଥମୁନି ଶିଶୁ ମୃତ୍ୟୁ

ପାଟନା : ବିହାରର ମୁଜାଫରପୁର ଏବଂ ପାଖାପାଖି ଅଂଚଳରେ ଆକ୍ୟୁଟ ଇନସେଫଲାଇଟିସ୍‌ ସିଣ୍ଡ୍ରମ୍‌ ରେ ପୀଡିତ ହୋଇ ଏପର୍ଯ୍ୟନ୍ତ ପାଖାପାଖି ୧୧୨ଜଣଙ୍କର ମୃତ୍ୟୁ ଘଟିଛି । ଏହି ମଧ୍ୟରେ ରାଜ୍ୟରେ ଥିବା ଶାସକ ଏବଂ ବିପକ୍ଷ ଦଳର ନେତା


୧୭ତମ ଲୋକସଭାର ଛ’ଟି କଥା

Anupambharat News Bureau | ଦେଶ | | 469 | Read...

୧୭ତମ ଲୋକସଭାର ଛ’ଟି କଥା

ନୂଆଦିଲ୍ଲୀ,୧୮ା୬ : ଚଳତି ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଅକ୍ତିଆର କରି ବିରୋଧୀଙ୍କୁ ମାତ୍‌ ଦେଇ ପୁଣି ଥରେ ଶାସନ ଗାଦିରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଜି ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ଅଧି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page