ଦେଶ : Category News


ମୁମ୍ବାଇକୁ ପଞ୍ଚମ ଟାଇଟଲ୍‌

Anupambharat News Bureau | ଦେଶ | | 1598 | Read...

ମୁମ୍ବାଇକୁ ପଞ୍ଚମ ଟାଇଟଲ୍‌

ଦୁବାଇ,୧୦ା୧୧: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଆଧିପତ୍ୟ ଜାହିର କରିଛି । ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌-୧୩ର ଫାଇନାଲରେ ମୁମ୍ବାଇ ୫ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ରେକର୍ଡ ପଞ୍ଚମ ଥର ପାଇଁ ଟାଇଟଲ ଜି


‘ପିନାକ’ର ସଫଳ ପରୀକ୍ଷଣ

Anupambharat News Bureau | ଦେଶ | | 1592 | Read...

‘ପିନାକ’ର ସଫଳ ପରୀକ୍ଷଣ

ବାଲେଶ୍ୱର,୪ା୧୧(ଅନୁପମ ମିଡ଼ିଆ):ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଗୋଳା ବାରୁଦ ପରୀକ୍ଷଣ କେନ୍ଦ୍ର ଆଇଟିଆରରୁ ମଲଟି ବେରେଲ୍‌ ରକେଟ୍‌ ଲଞ୍ଚର ‘ପିନାକ’ର ଆଜି ବ୍ୟାବହାରିକ ପରୀକ୍ଷଣ କରାଯାଇଛି । ପିନାକ ରକେଟ ଲଞ୍ଚ


ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ

Anupambharat News Bureau | ଦେଶ | | 1591 | Read...

ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ

ନୂଆଦିଲ୍ଲୀ: ଏଣିକି କେରଳରେ ପ୍ରବେଶ କରିପାରିବନି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)! ଅଣ ବିଜେପି ଶାସିତ ରାଜ୍ୟ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ର ପରେ ଏବେ ଏହି ଲିଷ୍ଟରେ ଯୋଡ଼ି ହୋଇଯାଇଛି କେରଳ । କେରଳରେ ବି


କୋଡ ନଥିଲେ ମିଳିବନି ଗ୍ୟାସ୍‌ ସିଲିଣ୍ଡର

Anupambharat News Bureau | ଦେଶ | | 1584 | Read...

କୋଡ ନଥିଲେ ମିଳିବନି ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ: ଦେଶରେ ୧୦୦ ସ୍ମାର୍ଟ ସହରରେ ଏଲପିଜି ଗ୍ୟାସର ଡେଲିଭରୀ ସହ ଜଡିତ ନିୟମରେ ବହୁତ ବଡ ପରିବର୍ତ୍ତନ ହୋଇଛିା ଏଲପିଜି ସିଲିଣ୍ଡର ବୁକ କରୁଥିବା ଉପଭୋକ୍ତାଙ୍କୁ ଏବେ ତାଙ୍କ ମୋବାଇଲ ନମ୍ବରରେ ଏକ ଓଟିପି ପ୍ରାପ୍ତ ହେବ ।


ବିସର୍ଜନ ବେଳେ ଅଘଟଣ: ଡଙ୍ଗା ବୁଡି ୫ ଜଣଙ୍କ ମୃତୁ୍ୟ

Anupambharat News Bureau | ଦେଶ | | 1580 | Read...

ବିସର୍ଜନ ବେଳେ ଅଘଟଣ: ଡଙ୍ଗା ବୁଡି ୫ ଜଣଙ୍କ ମୃତୁ୍ୟ

ମୁରସିଦାବାଦ: ପଶ୍ଚିମବଙ୍ଗ ମୁରସିଦାବାଦରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଏକ ଜଳାଶୟରେ ଦେଶୀ ଡଙ୍ଗା ବୁଡିଯାଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ୫ ଜଣଙ୍କ ମୃତଦହେ ଜଳାଶ


ଜାମ୍ମୁ-କାଶ୍ମୀରରେ ଜାଗା କିଣିବା ପାଇଁ ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

Anupambharat News Bureau | ଦେଶ | | 1579 | Read...

ଜାମ୍ମୁ-କାଶ୍ମୀରରେ ଜାଗା କିଣିବା ପାଇଁ ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶର କୌଣସି ବି ନାଗରିକ ଏବେ ଜାମ୍ମୁ-କାଶ୍ମୀରରେ ଜମି କିଣି ପାରିବେ । ଏନେଇ ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛନ୍ତି । କି;ୁ କୃଷି ପାଇଁ ଜମି କିଣାଯାଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯ


ଅନଲକ୍‌-୪ ଗାଇଡ଼ଲାଇନ ଜାରି n ମେଟ୍ରୋ ଚଳାଚଳ ସେପେଫମ୍ବର ୭ରୁ n କଣ୍ଟେନମେଣ୍ଟ୍‌ ଜୋନ୍‌ ବାହାରେ ଲକ୍‌ଡ଼ାଉନ୍‌ ହଟିଲା n ୨୧ରୁ ଧାର୍ମିକ କାର୍ଯ୍ୟକ୍ରମ, ଓପନ୍‌ ଥିଏଟରକୁ ଅନୁମତି n ରାଜ୍ୟ ଏବଂ ଆନ୍ତଃରାଜ୍ୟ ଚଳାଚଳ କଟଣା ହଟିବ n ସ୍କୁଲ, କଲେଜ ବନ୍ଦ ରହିବ

Anupambharat News Bureau | ଦେଶ | | 1571 | Read...

ଅନଲକ୍‌-୪ ଗାଇଡ଼ଲାଇନ ଜାରି n ମେଟ୍ରୋ ଚଳାଚଳ ସେପେଫମ୍ବର ୭ରୁ n କଣ୍ଟେନମେଣ୍ଟ୍‌ ଜୋନ୍‌ ବାହାରେ ଲକ୍‌ଡ଼ାଉନ୍‌ ହଟିଲା n ୨୧ରୁ ଧାର୍ମିକ କାର୍ଯ୍ୟକ୍ରମ, ଓପନ୍‌ ଥିଏଟରକୁ ଅନୁମତି n ରାଜ୍ୟ ଏବଂ ଆନ୍ତଃରାଜ୍ୟ ଚଳାଚଳ କଟଣା ହଟିବ n ସ୍କୁଲ, କଲେଜ ବନ୍ଦ ରହିବ

ନୂଆଦିଲ୍ଲୀ,୨୯ା୮: ଅନଲକ୍‌ -୪ ପାଇଁ କେନ୍ଦ୍ର ସରକାର ଶନିବାର ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି । ଆସନ୍ତା ସେପଫମ୍ବର ପହିଲାରୁ ୩୦ ପର୍ଯ୍ୟନ୍ତ ଏହି ଗାଇଡ଼ଲାଇନ ଜାରି ରହିବ । ନୂଆ ଗାଇଡ଼ଲାଇନରେ ପୂର୍ବାପେକ୍ଷା ଆହୁରି କେତେକ କ୍


କିଆ ସୋନେଟ୍‌ ଡିଜେଲ୍‌ ଅଟୋ, ପେଟ୍ରୋଲ୍‌ ଡିସିଟି ଉତ୍ସାହଜନକ ଚାହିଦା

Anupambharat News Bureau | ଦେଶ | | 1570 | Read...

କିଆ ସୋନେଟ୍‌ ଡିଜେଲ୍‌ ଅଟୋ, ପେଟ୍ରୋଲ୍‌ ଡିସିଟି ଉତ୍ସାହଜନକ ଚାହିଦା

ନୂଆଦିଲ୍ଲୀ:କିଆ ମୋଟର ଇଣ୍ଡିଆର ନୂତନ ସୋନେଟ୍‌ ସବ୍‌କମ୍ପାଟ୍‌ କ୍ରସ୍‌ ଓଭର‘କମ୍ପାଟ୍‌ ଏସ୍‌ୟୁଭିଦ ୬,୫୨୩ ବୁକିଂ ଗୋଟିଏ ଦିନରେ ଦକ୍ଷିଣକୋରିଆ ଅଟୋ ମେକର୍‌ କିଆ ମୋଟର ସମ୍ପୂର୍ଣ୍ଣ ଉତ୍ସାହଜନକ ଦେଶର ବଜାର ସହିତ


ପରୀକ୍ଷା ବିନା ମିଳିବନି ଡିଗ୍ରୀ ସାର୍ଟିଫିକେଟ୍‌: ସୁପ୍ରିମ୍‌କୋର୍ଟ

Anupambharat News Bureau | ଦେଶ | | 1569 | Read...

ପରୀକ୍ଷା ବିନା ମିଳିବନି ଡିଗ୍ରୀ ସାର୍ଟିଫିକେଟ୍‌: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୟୁଜିସି ନିଷ୍ପତ୍ତିକୁ ଅକ୍ଷୁର୍ଣ୍ଣ ରଖି କହିଛନ୍ତି ଯେ ଅନ୍ତିମ ବର୍ଷ ପରୀକ୍ଷା ସେପେଫମ୍ବର ୩୦ ତାରିଖ ସୁଦ୍ଧା କରାଯାଉ । ଅନ୍ତିମ ବର୍ଷ ପରୀକ୍ଷା ବିନା ଛାତ୍ରଙ୍କୁ ପାସ କରାଯିବ ନାହିଁ ବୋଲି ଅଦ


ଅଧିବେଶନକୁ ଆସିବା ପୂର୍ବରୁ ପରୀକ୍ଷା କରାଇବେ ସାଂସଦ

Anupambharat News Bureau | ଦେଶ | | 1565 | Read...

ଅଧିବେଶନକୁ ଆସିବା ପୂର୍ବରୁ ପରୀକ୍ଷା କରାଇବେ ସାଂସଦ

ନୂଆଦିଲ୍ଲୀ: ଚଳିତ ବର୍ଷର ସଂସଦର ମୌସୁମୀ ଅଧିବେଶନ ସେପେଫମ୍ବର ୧୪ ତାରିଖ ଠାରୁ ଆରମ୍ଭ ହୋଇ ଅକେଫାବର ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସମଗ୍ର ଦେଶରେ କରୋନା ମହାମାରୀର ପ୍ରଭାବ ଜାରି ରହିଥିବା ବେଳେ ସାମାଜିକ ଦୂରତାକୁ ବଜା


କରୋନାରେ ସାଂସଦଙ୍କ ମୃତୁ୍ୟ

Anupambharat News Bureau | ଦେଶ | | 1564 | Read...

କରୋନାରେ ସାଂସଦଙ୍କ ମୃତୁ୍ୟ

ତାମିଲନାଡ଼ୁର କନ୍ୟାକୁମାରୀ ସ୍ଥିତ ସଂସଦୀୟ ନିର୍ବାଚନ ମଣ୍ଡଳିର ଜଣେ କଂଗ୍ରେସ ସାଂସଦ ଏଚ୍‌ ବସନ୍ତ କୁମାର ଆଜି କରୋନା ରୋଗରେ ପ୍ରାଣ ହରାଇଥିବା ଘଟଣା ସମଗ୍ର ଦେଶରେ ଶୋକ ପରିବେଶ ସୃଷ୍ଟି କରିଛି । ସୂଚନା ଯେ, ୭୦ ବର୍ଷ ବୟସ୍କ


୧.୩୬ କୋଟି ମୂଲ୍ୟର ମୁଦ୍ରା ଜବତ

Anupambharat News Bureau | ଦେଶ | | 1560 | Read...

୧.୩୬ କୋଟି ମୂଲ୍ୟର ମୁଦ୍ରା ଜବତ

ଚେନ୍ନାଇ ବିମାନ ବନ୍ଦର ସ୍ଥିତ ଇଣ୍ଟରନ୍ୟାସ୍‌ନାଲ୍‌ କୋରିୟର ଟର୍ମିନାଲ୍‌ରେ ୧.୩୬ କୋଟି ଟଙ୍କା ମୂଲ୍ୟର ଭାରତୀୟ ମୁଦ୍ରା ଓ କେତେକ ବିଦେଶୀ ମୁଦ୍ରା ମଧ୍ୟ ଭାରତୀୟ ଆମଦାନୀ ଶୁÂ ବିଭାଗର ଅଧିକାରୀମାନେ ତନଖୀ କରି ଜବତ କର




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page