ଦେଶ : Category News


୧୧ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

Anupambharat News Bureau | ଦେଶ | | 1993 | Read...

୧୧ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଭାରତର ୧୧ ମାଛ ଧରାଳିଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ ଦେଶର ସମୁଦ୍ର ସୀମାକୁ ଆସିଥିବାରୁ ୧୧ ମାଛ ଧରାଳିଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କର ଦୁଇଟି ଡଙ୍ଗା


ଭାରତୀୟଙ୍କ ଜୀବନକୁ ନେଇ ‘ଟିକା କୂଟନୀତି’ କରୁଛନ୍ତି ସରକାର: ତିୱାରୀ

Anupambharat News Bureau | ଦେଶ | | 1992 | Read...

ଭାରତୀୟଙ୍କ ଜୀବନକୁ ନେଇ ‘ଟିକା କୂଟନୀତି’ କରୁଛନ୍ତି ସରକାର: ତିୱାରୀ

ନୂଆଦିଲ୍ଲୀ: ସଂସଦରେ ବୁଧବାର ୨୦୨୧-୨୨ ବର୍ଷ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁଦାନ ଦାବି ଚର୍ଚ୍ଚାରେ କଂଗ୍ରେସ ସାଂସଦ ମନିଷ ତିୱାରୀ ଗୁରୁତର ଅଭିଯୋଗ ଆଣିଛନ୍ତି । ସରକାର ଭାରତୀୟଙ୍କ ଜୀବନକୁ ନେଇ ଟିକା କୂ


ମିଗ୍‌-୨୧ ବିମାନ ଦୁର୍ଘଟଣା, କ୍ୟାପ୍‌ଟେନ୍‌ ମୃତ

Anupambharat News Bureau | ଦେଶ | | 1991 | Read...

ମିଗ୍‌-୨୧ ବିମାନ ଦୁର୍ଘଟଣା, କ୍ୟାପ୍‌ଟେନ୍‌ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ମିଗ୍‌-୨୧ ବାଇସନ ବିମାନ ବୁଧବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛିଛ ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ଏ.ଗୁପ୍ତାଙ୍କ ମୃତ୍ୟୁ ହୋଇଛି । ଏହି ବିମାନ ମଧ୍ୟ ଭାରତର ଏକ ଏୟାରବେସରୁ ଏକ ଯୁଦ୍ଧ ପ୍ରଶ


ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ

Anupambharat News Bureau | ଦେଶ | | 1990 | Read...

ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ

ନୂଆଦିଲ୍ଲୀ: ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ (ଏଲଆଇସି) କର୍ମଚାରୀଛବ୍ୟାଙ୍କ କର୍ମାଚରୀଙ୍କ ଦୁଇ ଦିନିଆ ଧର୍ମଘଟ ପରେ ଏବେ ପବ୍ଲିକ୍‌ ସେକଫରର ଜେନେରାଲ୍‌ ଇନସ୍ୟୁରାନ୍ସ ଏବଂ ଭାରତୀୟ ଜୀବନ ବୀମା କମ୍ପା


ବଟଲା ହାଉସ ଏନ୍‌କାଉଣ୍ଟର ମାମଲା : ଅରିଜ ଖାନକୁ ଫାଶୀ ଦଣ୍ଡ

Anupambharat News Bureau | ଦେଶ | | 1984 | Read...

ବଟଲା ହାଉସ ଏନ୍‌କାଉଣ୍ଟର ମାମଲା : ଅରିଜ ଖାନକୁ ଫାଶୀ ଦଣ୍ଡ

ନୂଆଦିଲ୍ଲୀ,୧୫ା୩: ବହୁ ଚର୍ଚ୍ଚିତ ବଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ଅରିଜ ଖାନଙ୍କୁ ଦିଲ୍ଲୀର ସାକେତ କୋର୍ଟ ଆଜି ଫାଶୀ ଦଣ୍ଡରେ ଦଣ୍ଡିତ କରିଛି । ଗତ ୮ତାରିଖରେ ଅଭିଯୁକ୍ତ ଖାନଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କର


ଉଠିଲା ମଣ୍ଡି ସମସ୍ୟା: ଶାସକ, ବିରୋଧୀଙ୍କ ହଟ୍ଟଗୋଳ

Anupambharat News Bureau | ଦେଶ | | 1983 | Read...

ଉଠିଲା ମଣ୍ଡି ସମସ୍ୟା: ଶାସକ, ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର , ୧୫ା୩(ଅନୁପମ ମିଡ଼ିଆ): ଉଭୟ ଶାସକ ଓ ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ଦିନ ତମାମ ଗୃହ ଅଚଳ ରହିଥିଲା । ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ ।


ଆନ୍ଧ୍ରପ୍ରଦେଶର ମୁନିସପାଲ୍‌ଟି ନିର୍ବାଚନରେ ୱାଇଏସ୍‌ଆର୍‌ କଂଗ୍ରେସର ସଫଳତା

Anupambharat News Bureau | ଦେଶ | | 1982 | Read...

ଆନ୍ଧ୍ରପ୍ରଦେଶର ମୁନିସପାଲ୍‌ଟି ନିର୍ବାଚନରେ ୱାଇଏସ୍‌ଆର୍‌ କଂଗ୍ରେସର ସଫଳତା

ଆନ୍ଧ୍ରପ୍ରଦେଶରେ ଚାଲିଥିବା ମୁନିସପାଲ୍‌ଟି ଓ ପଞ୍ଜାୟତ ନିର୍ବାଚନରେ ଜଗନ ରେzୀଙ୍କ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଏକ ବଡ଼ ସଫଳତା ହାସଲ କରିଛି । ସମୁଦାୟ ୭୫ଟି ଆସନରୁ ୭୪ଟି ଆସନରେ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ବ


କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିଧାନସଭା ଟିକେଟ୍‌

Anupambharat News Bureau | ଦେଶ | | 1981 | Read...

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିଧାନସଭା ଟିକେଟ୍‌

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀ ତାଲିକା ଘୋଷଣା ବେଳେ ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ


ହ୍ୱିଲ ଚେୟାରରେ ମମତାଙ୍କ ରୋଡ ସୋ

Anupambharat News Bureau | ଦେଶ | | 1980 | Read...

ହ୍ୱିଲ ଚେୟାରରେ ମମତାଙ୍କ ରୋଡ ସୋ

କୋଲକାତା: ନନ୍ଦୀଗ୍ରାମରେ ରାଲି ବେଳେ ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ପ୍ରଚାର ମଇଦାନକୁ ଫେରିଛନ୍ତି । ରବିବାର ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତାରେ ହ୍ୱିଲ ଚେୟାରରେ ବସି ରୋଡ ସୋ କରିଛନ


ନ ମାନିଲେ ପୁଣି ଲକ୍‌ଡାଉନ୍‌: ଉଦ୍ଧବ

Anupambharat News Bureau | ଦେଶ | | 1979 | Read...

ନ ମାନିଲେ ପୁଣି ଲକ୍‌ଡାଉନ୍‌: ଉଦ୍ଧବ

ମୁମ୍ବାଇ: ନିଜ ନିଜର ପରିସୀମା ମଧ୍ୟରେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ପାଳନ କରିବା ଲାଗି ଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକୁ ଆଦେଶ ଦେବା ସହ ଚେତାବନୀ ଦେଇ କହିଛନ୍ତି ଯେ, ‘ଲକ୍&z


ସଚିନଙ୍କ ନାର୍କୋ ଟେଷ୍ଟ କରାଯାଉ: ବିଜେପି

Anupambharat News Bureau | ଦେଶ | | 1978 | Read...

ସଚିନଙ୍କ ନାର୍କୋ ଟେଷ୍ଟ କରାଯାଉ: ବିଜେପି

ମୁମ୍ବାଇ: ମୁମ୍ବାଇର ଆଣ୍ଟିଲିଆ ବାହାରେ ସନ୍ଦିU କାର୍‌ ମିଳିବା ଘଟଣାରେ ଏନଆଇଏର କାର୍ଯ୍ୟାନୁଷ୍ଠାନକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଜୋର୍‌ ଧରିଛି । ଶିବସେନା ସାଂସଦ ସଞ୍ଜୟ ରାୱତ ଏହାକୁ ନେଇ ଚକିତ କଲା ଭଳି ବୟାନ ଦେଇଛନ


ଟିଏମ୍‌ସିରେ ଯୋଗଦେଲେ ଯଶୋବନ୍ତ ସିହ୍ନା

Anupambharat News Bureau | ଦେଶ | | 1977 | Read...

ଟିଏମ୍‌ସିରେ ଯୋଗଦେଲେ ଯଶୋବନ୍ତ ସିହ୍ନା

କୋଲକାତା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଯଶବନ୍ତ ସିହ୍ନା ଆଜି କୋଲକାତା ଟିଏମସି ଭବନରେ ପହଞ୍ଚିଛନ୍ତି । ଯଶବନ୍ତ ସିହ୍ନା ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ସାମିଲ ହେବେ ବୋଲି ଖବର ଆସିଥିଲା । ଯଶବ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page