Anupambharat News Bureau | ଦେଶ | | 2119 | Read...
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଦେଶରେ ହାହା କାର ପଡ଼ିଥିବା ବେଳେ ଗବେଷଣାରୁ ମିଳିଥିବା ତଥ୍ୟ ଆଶ୍ଚର୍ଯ୍ୟ କରିଛି । ରୋଗ ପାଖରେ ଧନୀ-ଗରିବ ଭେଦଭାବ ଥିବା ତଥ୍ୟ କହୁଛି । ଗରିବଙ୍କୁ ଦୟା କି;ୁ ଧନୀଙ୍କ ପାଇଁ ନିଷ୍ଠୁର କରୋନା
Anupambharat News Bureau | ଦେଶ | | 2118 | Read...
ବେଙ୍ଗାଲୁରୁ: ବର୍ଷରେ ଅଧିକ ଦିନ ହେବ ସାରା ଭାରତବର୍ଷ କୋଭିଡରେ ଛଟପଟ ହେଉଛ । କେବଳ ଜୀବନ ନୁହେଁ ଜୀବିକା ଉପରେ ମଧ୍ୟ ଏହି ଉହାନ ଭାଇରସ ପ୍ରଭାବ ପକାଇଛି । ଯାହାର ତାଜା ନମୁନା କର୍ଣ୍ଣାଟକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ
Anupambharat News Bureau | ଦେଶ | | 2117 | Read...
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀରେ ବେହାଲ ଦିଲ୍ଲୀରେ କେନ୍ଦ୍ର ସରକାର ‘ଗଭର୍ଣ୍ଣମେଣ୍ଟ ଅଫ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ’ ଶଂସୋଧିତ ଆଇନ ୨୦୨୧ ନୋଟିଫାଇ କରିଦେଇଛନ୍ତି । ଅର୍ଦ୍ଧରାତ୍ରରୁ ରାଷ୍ଟ୍ରୀୟ
Anupambharat News Bureau | ଦେଶ | | 2115 | Read...
ଉତ୍ତରପ୍ରଦେଶ: ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଯନ୍ତ୍ରଣାରେ ଚାଲିଗଲା ୧୯ ବର୍ଷିୟା ଝିଅର ଜୀବନ । ୟୁପିର ଫିରୋଜାବାଦରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗମ୍ଭୀର ଅବସ୍ଥାରେ ଝିଅକୁ ମୋଟର ସାଇକେଲରେ ସରକାରୀ ଟ
Anupambharat News Bureau | ଦେଶ | | 2113 | Read...
ନୂଆଦିଲ୍ଲୀ: ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ୧୮ରୁ ୪୫ ବର୍ଷର ବୟସ୍କ ବ୍ୟକ୍ତି ଟିକା ନେବେଛ ହେଲେ ଟିକା ଉତ୍ପାଦନରେ ବିଳମ୍ବହୋଇଥିବାରୁ ଟିକାକରଣ ବିଳମ୍ବ ହେବ ବୋଲି ଜଣାପ
Anupambharat News Bureau | ଦେଶ | | 2112 | Read...
ନୂଆଦିଲ୍ଲୀ: ଜଣେ ପଜିଟିଭ ବ୍ୟକ୍ତି ୪୧୧ ଜଣଙ୍କୁ ସଂକ୍ରମଣ କରିପାରିବ । ସାରା ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଚାଲିଛି । ଏହି ସମୟରେ ସଂକ୍ରମଣର ଭୟାବହତା ଉପରେ ବ୍ରେକ୍ ଲଗାଇବାକୁ ବିଭିନ୍ନ ସରକାର ନାଇଟ୍ କର୍ଫ୍ୟୁ, ଲକଡା
Anupambharat News Bureau | ଦେଶ | | 2111 | Read...
ନୂଆଦିଲ୍ଲୀ : ବର୍ତ୍ତମାନ ଦେଶର ସ୍ଥିତି ଯାହା ତାହା ଜରୁରୀ ସ୍ଥିତି ନୁହେଁ ତ କ’ଣ? ଭାରତରେ କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏଭଳି ଗୁରୁତର ପରିସ୍ଥିତିକୁ ସାମ୍ନା କରିବା ସହିତ
Anupambharat News Bureau | ଦେଶ | | 2106 | Read...
ମୁମ୍ବାଇ: ସାଙ୍ଗ ସାଥୀଙ୍କଠୁ ନେଇ ଅଫିସ୍ ପର୍ଯ୍ୟନ୍ତ ସେ ସରକାରୀ ହେଉ କି ଘରୋଇ ଅଫିସ୍ ହେଉ, କାର୍ଯ୍ୟରେ ଉତ୍ତମ ସମନ୍ୱୟ ପାଇଁ ହ୍ୱାଟସ୍ଆପ ଗ୍ରୁପର ବହୁଳ ବ୍ୟବହାର ବଢିବାରେ ଲାଗିଛି । କି;ୁ ବେଳେ ବେଳେ ଗ୍ରୁପରେ ଆପତ୍ତିଜ
Anupambharat News Bureau | ଦେଶ | | 2105 | Read...
ଚେନ୍ନାଇ: ଦେଶରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ନେଉନାହିଁ । ଦିନ ବିତିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି । ଏହା ମଧ୍ୟରେ ମାଦ୍ରାସ ହାଇକୋର୍ଟ ଗତ କିଛି ସପ୍ତାହରେ କରୋନାର ବଢୁଥିବା ସଂକ୍ରମଣ ପାଇଁ ନିର୍ବାଚନ ଆୟୋ
Anupambharat News Bureau | ଦେଶ | | 2104 | Read...
ମିରଟ: ଭାରତରେ କରୋନା ସଂକ୍ରମଣର ଭୟାବହତା ଏବେ ବ୍ୟାପକ ହେବାରେ ଲାଗିଛି । କେଉଁଠି ଅକ୍ସିଜେନ ନାହିଁ ତ କେଉଁଠି ରୋଗୀଙ୍କୁ ବେଡ ମିଳୁନାହିଁ । ଗତ କିଛି ଦିନ ହେଲା ଦେଶରେ ଏଭଳି ସ୍ଥିତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ହସ୍ପ
Anupambharat News Bureau | ଦେଶ | | 2102 | Read...
୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦେବା ଲାଗି ଦିଲ୍ଲୀ ସରକାର ସ୍ଥିର କରିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଘୋଷଣା କରିଛନ୍ତି । ସେ କହିଛନ୍ତି, ସମଗ୍ର ଦେଶରେ କୋଭିଡ୍-୧୯ ଧ୍ୱଂସ ସାଧନ କ
Anupambharat News Bureau | ଦେଶ | | 2101 | Read...
ନୂଆଦିଲ୍ଲୀ: ଦେଶରେ ଅକ୍ସିଜେନ୍ ଏବଂ ଅକ୍ସିଜେନ୍ ଉପକରଣ ଉପରୁ ହଟିଲା କଷ୍ଟମ୍ ଡ୍ୟୁଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ କୋଭିଡ୍ ଭ୍ୟା