ଦେଶ : Category News


ଆମେଠିରେ ହାରିଲେ ରାହୁଲ ଗାନ୍ଧୀ

Anupambharat News Bureau | ଦେଶ | | 219 | Read...

ଆମେଠିରେ ହାରିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଆମେଠି ଭଳି ଆସନରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଗୁଆ ପରାଜୟ ସ୍ୱୀକାର ଦେଶର ରାଜନୀତିର ମୋଡ଼ ବଦଳାଇ ଦେଇଛି । କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ


ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର କହିଲେ, ‘ଅଚ୍ଛେ ଦିନ ଆଗୟେ’

Anupambharat News Bureau | ଦେଶ | | 218 | Read...

ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର କହିଲେ, ‘ଅଚ୍ଛେ ଦିନ ଆଗୟେ’

ମୁମ୍ୱାଇ: ଆକଫିଂ ସହ ପଲିଟିକ୍ସରେ ବି ସଫଳ ହେଲେ ବଲିଉଡ୍‌ର ଆକ୍ସନ ହିରୋ ସନ୍ନି ଦେଓଲ । ଚଳିତ ଥର ପ୍ରଥମ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ତଥାପି ବାଜି ମାରିନେଲେ । ଏଥର ସନ୍ନି ଲୋକସଭାରେ ବସିବା ପMା ହୋଇଗଲା । ନିର୍ବା


ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

Anupambharat News Bureau | ଦେଶ | | 217 | Read...

ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଚାଇନା ଏବଂ ରୁଷ୍‌ ରାଷ୍ଟ୍ରପତି ଭୋଟ୍‌ ଗଣତି ଟ୍ରେଣ୍ଡ ଦେଖି ନରେନ୍ଦ୍ର ମୋଦି ବିଜୟୀ ହେବେ ବୋଲି ଆକଳନ କରିଛନ୍ତି । ଏନେଇ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍‌ ରାଷ୍


ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

Anupambharat News Bureau | ଦେଶ | | 216 | Read...

ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

ବେଙ୍ଗାଲୁରୁ: ମୋଦି ବିରୋଧୀ ଚେହେରା ଭାବରେ ଉଭା ହେବା ସହ ବେଙ୍ଗାଲୁରୁ ମଧ୍ୟ ଆସନରୁ ନିର୍ବାଚନ ଲିଥିବା ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ପରାଜିତ ହେବା ସ୍ପଷ୍ଟ ହୋଇଛି । ତୃତୀୟ ସ୍ଥାନରେ ରହିଥିବା ପ୍ରକାଶ ଏହାକୁ ସ୍ୱୀକାର କ


ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

Anupambharat News Bureau | ଦେଶ | | 200 | Read...

ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

ଭୁବନେଶ୍ୱର,୨୧ ।୫ (ଅନୁପମ ମିଡିଆ):ଆଉ ଦିନକ ପରେ ସାଧାରଣ ନିର୍ବାଚନର ଭୋଟ୍‌ ଗଣତି ହେବ । ୨୧ ଟି ଲୋକସଭା ଏବଂ ୧୪୬ ଟି ବିଧାନସଭା ଆସନ ପାଇଁ ୬୩ ଟି କେନ୍ଦ୍ରରେ ଭୋଟ୍‌ ଗଣନା କରାଯିବ । ଭୋଟ ଗଣତିକୁ ନେଇ ଅବଗଣନା ଆରମ୍ଭ ହୋଇଛି ।


ବିଧାୟକ ସମେତ ଦଶ ଜଣଙ୍କୁ ଗୁଳି କରି ହତ୍ୟା

Anupambharat News Bureau | ଦେଶ | | 198 | Read...

ବିଧାୟକ ସମେତ ଦଶ ଜଣଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ, ୨୧ା୫: ଅରୁଣାଚଳ ପ୍ରଦେଶର ତିରାପ୍‌ ଜିଲ୍ଳାରେ ଆଜି ଏକ ବଡ଼ଧରଣର ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ତିରାପ୍‌ ଜିଲ୍ଲାରେ ବଗାପାଣି ଠାରେ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଜଣେ ବିଧାୟକ ଓ ତାହାଙ୍କ ପୁ


କ୍ଷମା ମାଗିଲେ ବିବେକ୍‌ ଓବରୟ

Anupambharat News Bureau | ଦେଶ | | 192 | Read...

କ୍ଷମା ମାଗିଲେ ବିବେକ୍‌ ଓବରୟ

ମୁମ୍ବାଇ: ତୀବ୍ର ସମାଲୋଚନା ଓ ମହିଳା କମିଶନଙ୍କ ନୋଟିସ୍‌ ପରେ ଶେଷରେ ଅଭିନେତା ବିବେକ୍‌ ଓବରୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଟ୍ୱିଟ୍‌ କରିଥିବା ଏକ ମିମ୍‌ ଓ ଫଟୋକୁ ଆଜି ଡିଲିଟ୍‌ କରିଛନ୍ତି । ଏ ନେଇ ସେ ଟ୍ୱ


ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

Anupambharat News Bureau | ଦେଶ | | 191 | Read...

ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ପିତା ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଭାଇ ଭଉଣୀ ବାପାଙ୍କୁ ମନେ ପକାଇବା ସହ


ଗିରଫ ହୋଇପାରନ୍ତି ଆଇପିଏସ୍‌ ରାଜୀବ କୁମାର

Anupambharat News Bureau | ଦେଶ | | 190 | Read...

ଗିରଫ ହୋଇପାରନ୍ତି ଆଇପିଏସ୍‌ ରାଜୀବ କୁମାର

ନୂଆଦିଲ୍ଲୀ: ଶାରଦା ଚିଟ୍‌ଫଣ୍ଡ ଘୋଟଲାରେ ଫସିଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ନିସ୍ତାର ନାହିଁ । ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିବା ଆଦେଶର ଅବଧି ବଢ଼ାଇବା ପାଇଁ ରାଜୀବ କୁମାରଙ୍କ ଦ୍ୱାର


କମଲ ହାସନଙ୍କୁ ମିଳିଲା ଜାମିନ

Anupambharat News Bureau | ଦେଶ | | 178 | Read...

କମଲ ହାସନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ମMଲ ନିଧି ମୟମର ନେତା କମଲ ହାସନଙ୍କୁ ମାଡ୍ରାସ ହାଇକୋର୍ଟ ମଦୁରାଇ ବେଞ୍ଚ୍‌ ଅନ୍ତରୀଣ ଜାମିନ ଦେଇଛନ୍ତି । କମଲ ହାସନ ନାଥୁରାମ୍‌ ଗଡସେଙ୍କୁ ନେଇ ଦେଇଥିବା ବୟାନ ପରେ ତାଙ୍କ ବିରୁଧରେ ହିନ୍ଦୁ ମୁନାନୀ ପାର୍ଟି


ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ୨୦୧୬ରେ ହିଁ ହୋଇଥିଲା: ସେନା ଅଧିକାରୀ

Anupambharat News Bureau | ଦେଶ | | 177 | Read...

ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ୨୦୧୬ରେ ହିଁ ହୋଇଥିଲା: ସେନା ଅଧିକାରୀ

ନୂଆଦିଲ୍ଲୀ: ୨୦୧୬ ସେପେଫମ୍ବରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରଥମ ନୁହେଁ ଓ ପୂର୍ବରୁ ମଧ୍ୟ ୬ ଥର ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିବା ନେଇ କଂଗ୍ରେସର ଦାବି ଭୁଲ ପ୍ରମାଣିତ ହୋଇଛି । ଏହା ପ୍ରଥମ ସର୍ଜିକାଲ ଷ୍ଟ୍


ପୁଣି ଚମକିବେ ମୋଦି, ୟୁପିରେ ବୁଆ-ବବୁଆଙ୍କ ହେବ କମାଲ୍‌

Anupambharat News Bureau | ଦେଶ | | 169 | Read...

ପୁଣି ଚମକିବେ ମୋଦି, ୟୁପିରେ ବୁଆ-ବବୁଆଙ୍କ ହେବ କମାଲ୍‌

ନୂଆଦିଲ୍ଲୀ : ଦେଶର ସାତଗୋଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଆଜି ଆସିଛି ଏକ୍‌ଜିଯଥ ପୋଲ୍‌(ବହୁଡ଼ା ମତ) । ସବୁ ସଂସ୍ଥା ଯାହା ପରଖିଛନ୍ତି ବା ଯାହା ଭୋଟ ଦେଲଶ ପରେ ଲୋକଙ୍କ ଠାରୁ ମତ ସଂଗ୍ରହ କରିଛନ୍ତି ତାହା କହୁଛି ଦେଶର




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page