ଦେଶ : Category News


ପୁଅର ପଚାଷଢ଼ା ଶବକୁ ବସ୍ତାରେ ଧରି କାନ୍ଦି କାନ୍ଦି ଚାଲିଲେ ଅସହାୟ ପିତା

Anupambharat News Bureau | ଦେଶ | | 1951 | Read...

ପୁଅର ପଚାଷଢ଼ା ଶବକୁ ବସ୍ତାରେ ଧରି କାନ୍ଦି କାନ୍ଦି ଚାଲିଲେ ଅସହାୟ ପିତା

କଟିହାର: ବିହାର କଟିହାର ଜିଲ୍ଲାରେ ପ୍ରଶାସନର ସମ୍ବେଦନହୀନତାର ଛବି ସାମ୍ନାକୁ ଆସିଛି । ସୁଶାସନ ଦାବି ମଧ୍ୟରେ ସାହାଯ୍ୟ ନ ପାଇ ଜଣେ ଅସହାୟ ପିତାଙ୍କୁ ୧୩ ବର୍ଷୀୟ ପୁଅର ଶବକୁ ବସ୍ତାରେ ବାନ୍ଧି ୩ କିଲୋମିଟର ଯାଏଁ ଚାଲିବାକୁ


ଶିକ୍ଷକଙ୍କୁ ଗୁଳି କଲା ଛାତ୍ର

Anupambharat News Bureau | ଦେଶ | | 1950 | Read...

ଶିକ୍ଷକଙ୍କୁ ଗୁଳି କଲା ଛାତ୍ର

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଗୁଳି କରିଥିବା ଭଳି ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ତେବେ ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି । ସେ ଆହତ ଅଛନ୍ତି । ହସ


ଭାକସିନ୍‌ ପାଇଁ ‘ବାଲି’ ଅଡୁଆ

Anupambharat News Bureau | ଦେଶ | | 1949 | Read...

ଭାକସିନ୍‌ ପାଇଁ ‘ବାଲି’ ଅଡୁଆ

ନୂଆଦିଲ୍ଲୀ: ବିଶ୍ୱରେ ଦେଖେଦେଉଚି ବାଲିର ଭୟଙ୍କର ଅଭାବ । ଜଳ ପରେ ବାଲି ହିଁ ବିଶ୍ୱରେ ବ୍ୟବହାର ହେଉଥିବା ଦ୍ୱିତୀୟ ପଦାର୍ଥ । ଏବେ କି;ୁ ବାଲିର ଅଭାବ ପରିଲକ୍ଷିତ ହୋଇଛି । ଏପରିକି ଆମେରିକାରେ ମାତ୍ର ୧୦୦୦ରୁ କମ୍‌ ଖଣି ବାକି


ସନ୍ଦିU ସ୍କର୍ପିଓ ଜବତ ଘଟଣାରେ ନୂଆ ମୋଡ଼ : ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର

Anupambharat News Bureau | ଦେଶ | | 1945 | Read...

ସନ୍ଦିU ସ୍କର୍ପିଓ ଜବତ ଘଟଣାରେ ନୂଆ ମୋଡ଼ : ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ସମ୍ମୁଖରୁ ବିସ୍ପୋରକ ସାମଗ୍ରୀ ଭର୍ତ୍ତି ସ୍କର୍ପିଓ ଉଦ୍ଧାର ଘଟଣା ତଦନ୍ତ ଜାରି ରହିଥିବା ବେଳେ ଆଜି ଏହା ନୂଆ ମୋଡ଼ ନେଇଛି । ଉକ୍ତ ସ୍କର୍ପିଓ ଗାଡିର ନମ୍ବର ନକଲି ଥିବାବେଳେ ଗ


ଆସାମରେ ୯୨ଟି ଆସନରେ ଲଢିବ ବିଜେପି

Anupambharat News Bureau | ଦେଶ | | 1943 | Read...

ଆସାମରେ ୯୨ଟି ଆସନରେ ଲଢିବ ବିଜେପି

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଏବଂ ସହଯୋଗୀ ଦଳ ଆସାମ ଗଣ ପରିଷଦ ବା ଏଜିପି ଓ ୟୁନାଇଟେଡ୍‌ ପିପୁଲ୍ସ ଲିବରାଲ ବା ୟୁପିପିଏଲ ମଧ୍ୟରେ ଆସନ ବୁଝାବଣାକୁ ନେଇ ସହମତି ପ୍ରକାଶ ପାଇଛି । ଏଜିପି ୨୬, ୟୁପିପିଏ


୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମ୍‌ସି

Anupambharat News Bureau | ଦେଶ | | 1941 | Read...

୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମ୍‌ସି

କୋଲକାତା: ତୃଣମୂଳ କଂଗ୍ରେସ ୨୯୪ ବିଧାନସଭା ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଯେଉଁଥିରେ ୪୨ ମୁସଲମାନ ପ୍ରାର୍ଥୀ, ଏସସି ୭୯ ଏବଂ ଏସଟି ଶ୍ରେଣୀର ୧୭ ପ୍ରାର୍ଥୀ ରହିଛନ୍ତି । ବାକି ତିନି ଆସନ କାଲିପାଙ୍ଗ, ଦାର୍ଜି


ଟିକା ନେଲେ କେଜରିୱାଲ୍‌

Anupambharat News Bureau | ଦେଶ | | 1939 | Read...

ଟିକା ନେଲେ କେଜରିୱାଲ୍‌

ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଗୁରୁବାର ବାପା ଗୋବିନ୍ଦ ରାମ କେଜ୍ରିୱାଲ ଏବଂ ମା’ ଗୀତା ଦେବୀଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିରମ୍‌ ଇନ୍‌ଷଫିଚ୍ୟୁଟ ଉତ୍ପାଦିତ କୋଭିସିଲ୍‌ଡ ଟି


ମଙ୍ଗଳ ମିଶନକୁ ଝଟକା

Anupambharat News Bureau | ଦେଶ | | 1932 | Read...

ମଙ୍ଗଳ ମିଶନକୁ ଝଟକା

ମିଶନ ମଙ୍ଗଳ କିଛି ମାତ୍ରାରେ ସଫଳ ହୋଇଥିଲେ ବି ଶେଷ ଆଡକୁ ଝଟକା ଲାଗିଛି । ମଙ୍ଗଳର ମହାକାଶଯାନ ଷ୍ଟାରସିପ୍‌ ଟେକ୍ସାସରୁ ଉତକ୍ଷେପଣ ହେବା ପରେ ୧୦ କିଲୋମିଟର ଉପରକୁ ଯାଇଥିଲା । ସଫଳତାର ସହ ଫେରି ଆସି ଲ୍ୟାଣ୍ଡିଂ ମଧ୍ୟ କରିଥ


ଭାରତ ଠାରୁ ଋଣ ନେଲା ଆମେରିକା

Anupambharat News Bureau | ଦେଶ | | 1926 | Read...

ଭାରତ ଠାରୁ ଋଣ ନେଲା ଆମେରିକା

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ହେଉଛି ଆମେରିକାର ଅର୍ଥବ୍ୟବସ୍ଥା । କି;ୁ ଏହି ଅର୍ଥବ୍ୟବସ୍ଥାର ଋଣ ଭାର ଏବେ ଏତେ ବଢ଼ି ଯାଇଛି ଯେ, ଯେ କେହି ବି ଏହାକୁ ଶୁଣିବ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବ । ଏହି ଦେଶ ଭାରତଠାର


ପଶ୍ଚିମବଙ୍ଗରେ ପୁଣି ଦିଦି ହିଁ ଆସିବେ: ପ୍ରଶାନ୍ତକିଶୋର

Anupambharat News Bureau | ଦେଶ | | 1925 | Read...

ପଶ୍ଚିମବଙ୍ଗରେ ପୁଣି ଦିଦି ହିଁ ଆସିବେ: ପ୍ରଶାନ୍ତକିଶୋର

ଭୋପାଳ: ତାରିଖ ଘୋଷଣା ସହିତ ପଶ୍ଚିମବଙ୍ଗ ନିର୍ବାଚନୀ ରଣାଙ୍ଗନରେ ପରିଣତ ହୋଇଛି । ଏହା ମଧ୍ୟରେ ତୃଣମୂଳ କଂଗ୍ରେସ ପାଇଁ ପଶ୍ଚିମବଙ୍ଗରେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର କହିଛନ୍ତି, ଭାରତରେ ଗଣତନ୍


ସମ୍ମାନକୁ କ୍ଷତି ପହଞ୍ଚାଇଲେ ଦେଇ ପାରିବେ ଛାଡପତ୍ର: କୋର୍ଟ

Anupambharat News Bureau | ଦେଶ | | 1924 | Read...

ସମ୍ମାନକୁ କ୍ଷତି ପହଞ୍ଚାଇଲେ ଦେଇ ପାରିବେ ଛାଡପତ୍ର: କୋର୍ଟ

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତି ନିଜ ଜୀବନସାଥୀଙ୍କ ମାନ ସମ୍ମାନକୁ ଆଘାତ ଦିଅନ୍ତି ତେବେ ଏହା ମାନସିକ କ୍ରୁରତା ସହ ସମାନ । ଏହା ଛାଡପତ୍ରର ଆଧାର ମଧ୍ୟ ହୋଇ ପାରିବ । ସେନାର ଜଣେ ଅଧିକାରୀ ଏବଂ ତାଙ୍କ ପତ୍ନୀଙ୍କ ମାମଲାରେ ଶୁଣ


ଗ୍ୟାସ୍‌ ଦର ୨୫ ଟଙ୍କା ବଢ଼ିଲା

Anupambharat News Bureau | ଦେଶ | | 1921 | Read...

ଗ୍ୟାସ୍‌ ଦର ୨୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀନଗରୀ ନୂଆଦିଲ୍ଲୀରେ ଆଜି ପୁଣି ଥରେ ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ଘଟିଛି । ଦିଲ୍ଲୀ ନଗରୀରେ ଏହି ଦର ବୃଦ୍ଧି ଘଟିଥିଲେ ମଧ୍ୟ ସମଗ୍ର ଦେଶବାସୀଙ୍କ ମଧ୍ୟରେ ଏହା ଏକ ପ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page