ଦେଶ : Category News


ଇଜିପଫରୁ ଆସିବ ପିଆଜ ବିଭିନ୍ନ ରାଜ୍ୟରେ ଚାହିଦା ଅନୁଧ୍ୟାନ କଲା କେନ୍ଦ୍ର

Anupambharat News Bureau | ଦେଶ | | 907 | Read...

ଇଜିପଫରୁ ଆସିବ ପିଆଜ ବିଭିନ୍ନ ରାଜ୍ୟରେ ଚାହିଦା ଅନୁଧ୍ୟାନ କଲା କେନ୍ଦ୍ର

ନୂଆଦିଲ୍ଲୀ,୨୫ା୧୧: କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ କେ. ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ଅନୁଧ୍ୟାନ କରିଛନ


ବିସ୍ପୋରଣ କରି କାହିଁକି ମାରି ଦଉନ: ସୁପ୍ରିମକୋର୍ଟ

Anupambharat News Bureau | ଦେଶ | | 904 | Read...

ବିସ୍ପୋରଣ କରି କାହିଁକି ମାରି ଦଉନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ଦିଲ୍ଲୀ, ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଗ୍ୟାସ ଗ୍ୟାସ୍‌ଚାମ୍ବରରେ ଲୋକଙ୍କୁ ରଖିବା ଅପେକ୍ଷା ବିସ୍ପୋରଣ କରି କାହିଁକି ମ


ବିଜେପି ନେତାଙ୍କୁ ରାସ୍ତାକଡ଼କୁ ଠେଲିଦେଲେ

Anupambharat News Bureau | ଦେଶ | | 903 | Read...

ବିଜେପି ନେତାଙ୍କୁ ରାସ୍ତାକଡ଼କୁ ଠେଲିଦେଲେ

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ଲୋକମାନେ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଛନ୍ତି । ଖାଲିସେତିକି ନୁହେଁ, ଲୋକମାନେ ତାଙ୍କୁ ଧMା ମାରି ରାସ୍ତା କଡ଼କୁ ମଧ୍ୟ ଠେଲି ଦେଇଛନ୍ତି । ପଶ୍ଚିମବ


ନିଯୁକ୍ତି ରାଲିରୁ ଆତଙ୍କବାଦୀ ଗିରଫ

Anupambharat News Bureau | ଦେଶ | | 902 | Read...

ନିଯୁକ୍ତି ରାଲିରୁ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ କଶ୍ମୀରର ବରମୁଲା ଜିଲ୍ଲାରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି ପୁଲିସ୍‌ । ବରମୁଲାରେ ରେଲେୱ ନିଯୁକ୍ତି ପାଇଁ ରାଲି ଚାଲିଥିଲା । ଏହାରି ଭିତରେ ଆତଙ୍କବାଦୀ ଜଣଙ୍କ ଲୁଚିଥିଲା ବୋଲି ପୁଲିସ ଜାଣିବା ପରେ ଗିରଫ


ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋବଡେ

Anupambharat News Bureau | ଦେଶ | | 898 | Read...

ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋବଡେ

ନୂଆଦିଲ୍ଲୀ, ୧୭ା୧୧: ସୋମବାର ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ପାଖାପ


ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

Anupambharat News Bureau | ଦେଶ | | 897 | Read...

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୧୭ା୧୧: ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ବିଜେପି ନେତୃତ୍ୱାଧିନ ଏନଏଡ଼ିଏ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଣିବ ଲକ୍ଷ୍ୟରେ ରହିଥିବା ବେଳେ ସରକାରଙ୍କୁ ଘେରିବାକୁ ରଣ କ


ବିକ୍ରି ହେବ ଏୟାର ଇଣ୍ଡିଆ ଓ ବିପିସିଏଲ

Anupambharat News Bureau | ଦେଶ | | 895 | Read...

 ବିକ୍ରି ହେବ ଏୟାର ଇଣ୍ଡିଆ ଓ ବିପିସିଏଲ

ନୂଆଦିଲ୍ଲୀ, ୧୭ା୧୧: ନୂଆ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିକ୍ରି ହୋଇଯିବ ଏୟାର ଇଣ୍ଡିଆ ଏବଂ ଭାରତ ପେଟ୍ରୋଲିୟମ୍‌ ଭଳି ସଂସ୍ଥା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ୍‌ ଇଣ୍ଡିଆକ


ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇ ନିଷ୍ପତ୍ତିକୁ ଜିଓର ଆପତ୍ତି

Anupambharat News Bureau | ଦେଶ | | 892 | Read...

ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇ ନିଷ୍ପତ୍ତିକୁ ଜିଓର ଆପତ୍ତି

ନୂଆଦିଲ୍ଲୀ: ଆଇୟୁସି ଚାର୍ଜ ଉଠାଇବା ଓ ହ୍ରାସ କରିବା ଟ୍ରାଇର ନିଷ୍ପତ୍ତିକୁ ଜିଓ ଆପତ୍ତି ଉଠାଇଛି । ଟେଲିକମ୍‌ ନିୟନ୍ତ୍ରଣ କର୍ତ୍ତୁପକ୍ଷ ଅଫ୍‌ ଇଣ୍ଡିଆ ଚେୟାର୍‌ ମ୍ୟାନ୍‌ ଆର୍‌ଏସ୍‌ ଶର୍ମା କହିବାନୁସାରେ ଆୟୁସି ଚ


ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର

Anupambharat News Bureau | ଦେଶ | | 891 | Read...

ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀର ପ୍ରଦୂଷଣ ଓ ବାୟୁମଣ୍ଡଳ ବାବଦରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ । ଏହା ପୂର୍ବରୁ ଆଜି ଦିଲ୍ଲୀର ପ୍ରଦୂଷଣକୁ ନେଇ ଟୁଇଟ୍‌ କରିଛନ୍ତି କେଜ୍ରିୱାଲ । ସେ କହିଛନ୍


ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ?

Anupambharat News Bureau | ଦେଶ | | 890 | Read...

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ?

ମୁମ୍ବାଇ: ମହାରାଷ୍ଟ୍ରରରେ ଚାଲିଥିବା କ୍ଷମତା ଯୁଦ୍ଧରେ ପୁଣିଥରେ ନୂଆ ଟୁଇଟ୍‌ ଆସିଛି । ମହାରାଷ୍ଟ୍ରରରେ କଂଗ୍ରେସ-ଏନ୍‌ସିପିି-ଶିବସେନା ସରକାର ଗଠନ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି । ଏଥିପାଇଁ ଆସନ୍ତାକାଲି ଏନ


କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌

Anupambharat News Bureau | ଦେଶ | | 887 | Read...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌

ନୂଆଦିଲ୍ଲୀ,୧୪ା୧୧: ସୁପ୍ରିମକୋର୍ଟ ଗୁରୁବାର ରାଫେଲ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ ଦେବା ସହ ଏହି ପ୍ରସଙ୍ଗର ଆଉ କୌଣସି ଯାଞ୍ଚର ଆବଶ୍ୟକତା ନ ଥିବା କହିଛନ୍ତି । ଫଳରେ ବହୁ ଦିନ ଲାଗି ରହ


ଦୁଇ ଟ୍ରେନ୍‌ ମୁହାଁମୁହିଁ ୧୩ ଆହତ

Anupambharat News Bureau | ଦେଶ | | 884 | Read...

ଦୁଇ ଟ୍ରେନ୍‌ ମୁହାଁମୁହିଁ    ୧୩ ଆହତ

ହାଇଦ୍ରାବାଦ,୧୧ା୧୧: ସୋମବାର ପୂର୍ବାହ୍ନରେ କାଚେଗୁଡ଼ା-ମାଲାକପେଟ୍‌ ରେଳବାଇ ଷ୍ଟେସନରେ ଦୁଇଟି ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧMା ହେବାରୁ ୧୩ ଜଣ ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ନିକଟରେ ଥିବା ଡାକ୍ତ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page