Anupambharat News Bureau : News


ଅଜିତ୍‌ ଡୋଭାଲଙ୍କୁ ମିଳିଲା କ୍ୟାବିନେଟ୍‌ ର୍ୟାଙ୍କ୍‌

Anupambharat News Bureau | ଦେଶ | | 356 | Read...

ଅଜିତ୍‌ ଡୋଭାଲଙ୍କୁ ମିଳିଲା କ୍ୟାବିନେଟ୍‌ ର୍ୟାଙ୍କ୍‌

ନୂଆଦିଲ୍ଲୀ : ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ କ୍ୟାବିନେଟ୍‌ ରାଙ୍କ୍‌ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ୫ ବର୍ଷ ପାଇଁ ଡୋଭାଲଙ୍କୁ ନିଯୁକ୍ତି ମିଳିଛି । ଅଜିତ ଡୋଭାଲ ଭାରତର ଜଣେ ଦକ୍ଷ ସ



ଭଦ୍ରାଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

Anupambharat News Bureau | ଦେଶ | | 355 | Read...

ଭଦ୍ରାଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ସିବିଆଇର ବିଶେଷ ଅଦାଲତରୁ ରର୍ବଟ ଭଦ୍ରାଙ୍କୁ ଆଶ୍ୱସ୍ତୀ ମିଳିଛି । ତାଙ୍କୁ ନିଜର ଚିକିତ୍ସା କରାଇବାକୁ ୬ ସପ୍ତାହ ପାଇଁ ବିଦେଶ ଯିବାକୁ ଅନୁମତି ମିଳିଛି । ଭଦ୍ରା ଦିଲ୍ଲୀର ହାଉସ୍‌ ଅଭେନ୍ୟୁ ଅଦାଲତରେ ଏକ ମେଡି



ମାଲବାହି ଟ୍ରେନ ଲାଇନଚୁ୍ୟତ ରେଳ ଚଳାଚଳ ବାଧାପ୍ରାପ୍ତ

Anupambharat News Bureau | ଓଡ଼ିଶା | | 354 | Read...

ମାଲବାହି ଟ୍ରେନ ଲାଇନଚୁ୍ୟତ ରେଳ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ , ୩ା୬ (ଅନୁପମ ମିଡିଆ): ଜୟପୁର ନିକଟ ମାଳିଗୁଡାରେ ଏକ ମାଲବାହି ଟ୍ରେନ ଲାଇନଚ୍ୟୁତ ହେବାରୁ କୋରାପୁଟ-ଜୟପୁର ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୈଲାଡିଲାରୁ ଏକ ମାଲବାହି ଟ୍ରେନ ଲୁହାପଥର ନେଇ ବିଶାଖାପାଟଣା



ବାଲି ମାଫିଆଙ୍କ ଦାଦାଗିରୀ ତହସିଲଦାରଙ୍କୁ ମାଡ,ହତ୍ୟା ଧମକ

Anupambharat News Bureau | ଓଡ଼ିଶା | | 353 | Read...

ବାଲି ମାଫିଆଙ୍କ ଦାଦାଗିରୀ ତହସିଲଦାରଙ୍କୁ ମାଡ,ହତ୍ୟା ଧମକ

ରସୁଲପୁର,୩ା୬(ଅନୁପମ ମିଡିଆ):ରସୁଲପୁର ତହସିଲ ଅଞ୍ଚଳରେ ବାଲି ମାଫିଆ ମାନେ ଖୁବ୍‌ ସକ୍ରିୟ ହୋଇ ପଡିଛନ୍ତି । ବିଭିନ୍ନ ନଦୀରୁ ବେଧଡକ ଚୋରା ବାଲି ଉଠାଇ ବିକ୍ରୀ କରି ମାଲାମାଲ ହେଉଛନ୍ତି । ସେମାନଙ୍କର ନା ଅଛି ପ୍ରଶାସନକୁ ଭୟ ନ



ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ସଫଳତା ହାର ୫୩.୧୧%

Anupambharat News Bureau | ଓଡ଼ିଶା | | 352 | Read...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ସଫଳତା ହାର ୫୩.୧୧%

କେନ୍ଦୁଝର, ୩ା୬ (ଅନୁପମ ମିଡିଆ): ଚଳିତବର୍ଷ ୨ ବିଜ୍ଞାନ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଏଥିରେ କେନ୍ଦୁଝର ଜିଲ୍ଲାର ୫୩.୧୧% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ୨୦୧୯ ମସି



ଯୁବକକୁ ଟାଣିନେଲା କୁମ୍ଭୀର, ମୃତ ଦେହ ଉଦ୍ଧାର

Anupambharat News Bureau | ଓଡ଼ିଶା | | 351 | Read...

ଯୁବକକୁ ଟାଣିନେଲା କୁମ୍ଭୀର, ମୃତ ଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ, ୩ା୫ (ଅନୁପମ ମିଡିଆ): ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଞ୍ଚାୟତ ମଣ୍ଡପଡା ଗ୍ରାମର ସnୟ କୁମାର ପ୍ରଧାନ (୩୦) ଗତକାଲି ଦିନ ୧୧ଟା ବେଳେ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଉଥିବାବେଳେ ହଠାତ ଏକ କୁମ୍ଭୀର ତା



ପ୍ରାତଃଭ୍ରମଣ ହେଲା କାଳ, ଟ୍ରକ୍‌ ଚାପାରେ ଦୁଇଭଉଣୀ ମୃତ

Anupambharat News Bureau | ଓଡ଼ିଶା | | 350 | Read...

ପ୍ରାତଃଭ୍ରମଣ ହେଲା କାଳ, ଟ୍ରକ୍‌ ଚାପାରେ ଦୁଇଭଉଣୀ ମୃତ

କେନ୍ଦୁଝର, ୩ା୬ (ଅନୁପମ ମିଡିଆ): ପ୍ରାତଃଭ୍ରମଣରୁ କରୁଥିବା ସମୟରେ ଦୁଇଭଉଣୀଙ୍କ ଉପରେ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତୁ୍ୟ ହୋଇଥିବାବେଳେ ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲ



ସାବିତ୍ରୀରେ ଜଳିଲା ଜୁଇ, ବୋହୂକୁ ପୋଡି ମାରିଦେଲେ

Anupambharat News Bureau | ଓଡ଼ିଶା | | 349 | Read...

ସାବିତ୍ରୀରେ ଜଳିଲା ଜୁଇ, ବୋହୂକୁ ପୋଡି ମାରିଦେଲେ

ନିମାପଡା, ୩ା୬ (ଅନୁପମ ମିଡିଆ): ମନରେ ଅସୁମାରି ସ୍ୱପ୍ନ, ରାତି ପାହିଥିଲେ ସାବିତ୍ରୀ ବ୍ରତ କରି ସ୍ୱାମୀର ମଙ୍ଗଳ ମନାସୀଥାନ୍ତା । ମାତ୍ର ସାବିତ୍ରୀ ଅମାବାସ୍ୟାର ପୂର୍ବ ଦିନ ସ୍ୱାମୀ ସାଜିଲା ସଇତାନ୍‌ । କେତେଟା ଟଙ୍କା ପାଇଁ



ବିଦୁ୍ୟତ ଆଘାତରେ ଶ୍ରମିକ ମୃତ

Anupambharat News Bureau | ଓଡ଼ିଶା | | 348 | Read...

ବିଦୁ୍ୟତ ଆଘାତରେ ଶ୍ରମିକ ମୃତ

ବ୍ୟାସନଗର,୩ା୬(ଅନୁପମ ମିଡିଆ):ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ନିମନ୍ତେ ଠିକା ନେଇଥିବା ଦିଲ୍ଲିପ ବିଲïକନ ନାମକ ଏକ କମ୍ପାନୀ ଠାରୁ ଲିଜ ନେଇଥିବା ଏକ ପେଟି କଂଟ୍ରାକଫର ଅଧିନରେ କାର୍ଯ୍ୟ କ



ଛାତ୍ରୀଙ୍କୁ ଅପହରଣ!

Anupambharat News Bureau | ଓଡ଼ିଶା | | 347 | Read...

ଛାତ୍ରୀଙ୍କୁ ଅପହରଣ!

ଅନୁଗୋଳ ,୩ା୬(ଅନୁପମ ମିଡିଆ): ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବେନ୍ତପୁର ଅଞ୍ଚଳର ଜଣେ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି । ମେ ୨୧ ତାରିଖରେ ଘଟଣା ସଂକ୍ରାନ୍ତରେ ଛାତ୍ରୀଙ୍କ ପିତା ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି । ଅପହ



ବିଜେଡ଼ି ସାଂସଦଙ୍କୁ ଦାୟିତ୍ୱ ବଣ୍ଟନ, ପିନାକୀ ମିଶ୍ର ସଂସଦୀୟ ଦଳ ନେତା,ଅଚୁ୍ୟତଙ୍କୁ ମୁଖ୍ୟ ସଚେତକ, ଅନୁଭବଙ୍କୁ ଉପମୁଖ୍ୟ ସଚେତକ

Anupambharat News Bureau | ଓଡ଼ିଶା | | 346 | Read...

ବିଜେଡ଼ି ସାଂସଦଙ୍କୁ ଦାୟିତ୍ୱ ବଣ୍ଟନ, ପିନାକୀ ମିଶ୍ର ସଂସଦୀୟ ଦଳ ନେତା,ଅଚୁ୍ୟତଙ୍କୁ ମୁଖ୍ୟ ସଚେତକ,  ଅନୁଭବଙ୍କୁ ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୨ ।୬ (ଅନୁପମ ମିଡିଆ): ବିଜେଡ଼ିର ନବ ନିର୍ବାଚିତ ସାଂସଦଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦାୟିତ୍ୱ ବଣ୍ଟନ କରିଛନ୍ତି । ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ (ଯାହା ବି



ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ, ଚାରି ଆହତ, ବହୁ ଟିଣ ଛପର ଉଡ଼ିଲା

Anupambharat News Bureau | ଓଡ଼ିଶା | | 345 | Read...

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ, ଚାରି ଆହତ, ବହୁ ଟିଣ ଛପର ଉଡ଼ିଲା

ଭଞ୍ଜନଗର,୨ ।୬(ଅନୁପମ ମିଡ଼ିଆ): ରବିବାର ଅପରାହ୍ନରେ ଭଞ୍ଜନଗର ଏବଂ ଏହାର ଆଖପାଖ ଇଲାକାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଅପରାହ୍ନ ସାଢେ ୩ଟାରେ ଆକାଶରେ କଳାହାଣ୍ଡିଆ ମେଘ ଘଟିଆସବା ସହ ଘଡଘଡି ସହ ପ୍ରବଳ ବର୍ଷା ହେବ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page