Anupambharat News Bureau : News


ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

Anupambharat News Bureau | ଓଡ଼ିଶା | | 210 | Read...

ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

ଜୁନାଗଡ଼,୨୨ା୫(ଅନୁପମ ମିଡ଼ିଆ): ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧMାରୁ ଗୋଟିଏ ପରିବାରର ୫ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି ।



ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

Anupambharat News Bureau | ଓଡ଼ିଶା | | 209 | Read...

ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

ଭୁବନେଶ୍ୱର,୨୨ ।୫ (ଅନୁପମ ମିଡିଆ): ଗୁରୁବାର ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭାର ଭୋଟ୍‌ ଗଣତି ହେବ । ସରକାର ଗଠନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ସାରିଥିବା ବେଳେ ନେତାଙ୍କ ଛାତି ଧଡ୍‌ ଧଡ୍‌ ହେଉଛି । ତେବେ ହାତୀ କ



କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

Anupambharat News Bureau | ଓଡ଼ିଶା | | 208 | Read...

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

ବ୍ରହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ) : ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ଏବଂ ତାଙ୍କ ସହଯୋଗୀ ସନ୍ତୋଷ ଜେନାଙ୍କୁ ବୁଧବାର ରାତି ପ୍ରାୟ ୯ଟା ବେଳେ ଲାଞ୍ଜିପଲ୍ଲୀ ବାଇପାସ୍‌ ଛକ ନିକଟରେ କେତେକ ଦୁର୍ବୁତ୍ତ ଗୁଳିମାଡ଼



ଟାଉନ୍‌ଥାନାରୁ ମହମ୍ମଦ ଇମ୍ରାନ ଫେରାର୍‌

Anupambharat News Bureau | ଓଡ଼ିଶା | | 207 | Read...

ଟାଉନ୍‌ଥାନାରୁ ମହମ୍ମଦ ଇମ୍ରାନ ଫେରାର୍‌

ବ୍ରହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ) : ବ୍ରହ୍ମପୁର ସଦରଥାନାରେ ରୁଜୁ ଏକ ମାମଲାର ଅଭିଯୁକ୍ତ ମହମ୍ମଦ ଇମ୍ରାନ ଆଜି ଭୋର୍‌ରେ ବ୍ରହ୍ମପୁର ଟାଉନଥାନାରୁ ଫେରାର୍‌ ହୋଇଯାଇଥିବା ସୂଚନା ମିଳିଛି । ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ



ମହାନଗରରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ, ବହୁ ଲୋକ ଆହତ, ବନ ବିଭାଗ ଖାଲି ହାତରେ

Anupambharat News Bureau | ଓଡ଼ିଶା | | 206 | Read...

ମହାନଗରରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ, ବହୁ ଲୋକ ଆହତ, ବନ ବିଭାଗ ଖାଲି ହାତରେ

ବ୍ରହ୍ମପୁର,୨୧ା୫ (ଅନୁପମ ମିଡ଼ିଆ) : ବ୍ରହ୍ମପୁରରେ ବର୍ତ୍ତମାନ ମାଙ୍କଡ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିିଦିନ ଧରି ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଏକ ହନୁମାଙ୍କଡ ବହୁ ସାହି ବାସୀନ୍ଦାଙ୍କୁ କାମୁଡି ଆହତ କରିଛି । ଉ



ଏଟିଏମ୍‌ରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌

Anupambharat News Bureau | ଓଡ଼ିଶା | | 205 | Read...

ଏଟିଏମ୍‌ରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌

ହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ): ସ୍ଥାନୀୟ ଟାଟା ବେଞ୍ଜ୍‌ ଛକ ସ୍ଥିତ ଏଟିଏମ୍‌ କାଉଣ୍ଟରରେ ଗତକାଲି ରାତିରେ ଜଣେ ଛେଳି ବ୍ୟବସାୟୀଙ୍କୁ ଆକ୍ରମଣ କରି ୪୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ୧୦.୩



ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

Anupambharat News Bureau | ଓଡ଼ିଶା | | 204 | Read...

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, ୨୨ା୫(ଅନୁପମ ମିଡିଆ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍



ଆଧାର ଯୋଗୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଧିମେଇଲା

Anupambharat News Bureau | ଓଡ଼ିଶା | | 203 | Read...

 ଆଧାର ଯୋଗୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଧିମେଇଲା

ସମ୍ବଲପୁର,୨୨ା୫(ଅନୁପମ ମିଡିଆ): ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଚଳନ ହେବା ପରେ ୧୯୧୫-୧୬ ଓ ୧୯୧୬-୧୭ ବର୍ଷରେ ସମ୍ବଲପୁର ଜିଲ୍ଲା ଭଲ ପ୍ରଦର୍ଶନ କରିଥିଲା । ଉଭୟ ମୃତ୍ତିକା ପରୀକ୍ଷା ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ବିତରଣ



ଦିନ ମଜୁରିଆଙ୍କ ପେଟରେ ଲାତ

Anupambharat News Bureau | ଓଡ଼ିଶା | | 202 | Read...

ଦିନ ମଜୁରିଆଙ୍କ ପେଟରେ ଲାତ

ଭଦ୍ରକ,୨୨ା୫(ଅନୁପମ ମିଡିଆ): ଗତ ଡିସମ୍ବେର ମାସରେ ବନ୍ତ ସହର ମହକୁମାରେ ଅବସ୍ଥିତ ସରକାରୀ ଚାଉଳ ଗୋଦାମରେ ଘୋଟାଲା ହେବା ପରେ ଗୋଦାମ ବନ୍ଦ ରହିଛି । ଫଳରେ ଉକ୍ତ ଗୋଦାମରେ କାର୍ଯ୍ୟ କରି ପରିବାର ଚଳାଉଥିବା ବହୁ ଶ୍ରମିକ ନିଜର ଜୀ



ଭଦ୍ରକ କଲେଜରେ ୭ଟି ଓ ସଂସ୍କୃତି ଭବନର ୧୦ଟି ଟେବୁଲରେ ହେବ ଗଣତି

Anupambharat News Bureau | ଓଡ଼ିଶା | | 201 | Read...

  ଭଦ୍ରକ କଲେଜରେ ୭ଟି ଓ ସଂସ୍କୃତି ଭବନର ୧୦ଟି ଟେବୁଲରେ ହେବ ଗଣତି

ଭଦ୍ରକ,୨୨ା୫(ଅନୁପମ ମିଡିଆ): ସାରା ଦେଶରେ ୧୪ଟି ଟେବୁଲରେ ଭୋଟ୍‌ ଗଣତି ହେଉଥିବାବେଳେ ଓଡ଼ିଶା ପାଇଁ ୭ ଟି ଟେବୁଲ୍‌କୁ ଅନୁମତି ମିଳିଛି । ଭଦ୍ରକ ଜିଲା ପ୍ରଶାସନ ଅଧିକ ଟେବୁଲ ପାଇଁ ଅନୁମତି ମାଗିଥିଲେ ମଧ୍ୟ ନିର୍ବାଚନ କମିଶନର



ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

Anupambharat News Bureau | ଦେଶ | | 200 | Read...

ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

ଭୁବନେଶ୍ୱର,୨୧ ।୫ (ଅନୁପମ ମିଡିଆ):ଆଉ ଦିନକ ପରେ ସାଧାରଣ ନିର୍ବାଚନର ଭୋଟ୍‌ ଗଣତି ହେବ । ୨୧ ଟି ଲୋକସଭା ଏବଂ ୧୪୬ ଟି ବିଧାନସଭା ଆସନ ପାଇଁ ୬୩ ଟି କେନ୍ଦ୍ରରେ ଭୋଟ୍‌ ଗଣନା କରାଯିବ । ଭୋଟ ଗଣତିକୁ ନେଇ ଅବଗଣନା ଆରମ୍ଭ ହୋଇଛି ।



ତପ୍ତପାଣି ଘାଟିରୁ ଖସିଲା ବସ, ଜଣେ ମୃତ,୩୫ ଆହତ

Anupambharat News Bureau | ଓଡ଼ିଶା | | 199 | Read...

ତପ୍ତପାଣି ଘାଟିରୁ ଖସିଲା ବସ,  ଜଣେ ମୃତ,୩୫ ଆହତ

ମୋହନା/ସାନଢ଼େମୁଣ୍ଡି/ଦିଗପହଣ୍ଡି,୨୧ ।୫(ଅନୁପମ ମିଡ଼ିଆ): ତପ୍ତପାଣି ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ଯାତ୍ରୀବାହୀ ବସ୍‌ ଖସିପଡ଼ିବାରୁ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୩୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରୁ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page