Anupambharat News Bureau | ଦେଶ | | 562 | Read...
ପାଟନା: ଘାତକ ମସ୍ତିଷ୍କ ଜ୍ୱର ଏଇଏସ୍ ଏବେ ବିହାରରେ ଗୋଟିଏ ପରେ ଗୋଟିଏ ଶିଶୁଙ୍କ ମୁଣ୍ଡ ନେବାରେ ଲାଗିଛି । ଆକୁ୍ୟଟ ଏନ୍ସେଫାଲଇଟିସ୍ ବା ଉତ୍କଟ ମସ୍ତିଷ୍କ ଜ୍ୱର ଜନିତ ଶିଶୁ ମୃତୁ୍ୟ ସଂଖ୍ୟା ୧୫୦ ଅତିକ୍ରମ କରିବା ପରେ ଆଜ
Anupambharat News Bureau | ଦେଶ | | 561 | Read...
ନୂଆଦିଲ୍ଲୀ: ଜଳ ସଂରକ୍ଷଣ ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଏହାରି ଭିତରେ ଦେଶରେ ଜଳର ସ୍ଥିତିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଜଲଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସ
Anupambharat News Bureau | ଓଡ଼ିଶା | | 560 | Read...
ଭୁବନେଶ୍ୱର, ୧ା୭ (ଅନୁପମ ମିଡିଆ): ଡିଜିଟାଲ ଇଣ୍ଡିଆ ର ପ୍ରସାର ଓ ଇଲେକେଫ୍ରାନିକ୍ସ ମାଧ୍ୟମରେ ସୂଚନା ପ୍ରଦାନକୁ ଲକ୍ଷ୍ୟ ରଖି ପୂର୍ବତଟ ରେଳପଥ ଜୁଲାଇ ମାସ ୪ ତାରିଖ ଠାରୁ ୧୪ ତାରିଖ ମଧ୍ୟରେ ରଥଯାତ୍ରା ସମ୍ବନ୍ଧରେ ରେଳବାଇର ସୂ
Anupambharat News Bureau | ଓଡ଼ିଶା | | 559 | Read...
କେନ୍ଦୁଝର, ୧ା୭ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗାଁର ଜଣେ ବୃଦ୍ଧାଙ୍କର ଶବଦାହ ସାରି ପୋଖରୀରେ ଗାଧୋଉଥିବାବେଳେ ଆଉ ଜଣେ ବ୍ୟକ୍ତି ପାଣିରେ ବୁଡି ମୃତୁ୍ୟବରଣ କରିଥି
Anupambharat News Bureau | ଓଡ଼ିଶା | | 558 | Read...
ସମ୍ବଲପୁର, ୧ା୭ (ଅନୁପମ ମିଡିଆ): ଭିିମସାର ର ପୂର୍ବତନ ନିର୍ଦ୍ଦେଶକ ଡ଼ା. ଅଶ୍ୱିନୀ କୁମାର ପୂଜାହାରୀ କଂଗ୍ରେସ ଦଳରୁ ଇସ୍ତାଫା ଦେଇଛନ୍ତି । ସେ ଗତ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇ ସମ୍ବଲପୁର ଆସନରୁ ପ୍ରତିଦ
Anupambharat News Bureau | ଓଡ଼ିଶା | | 557 | Read...
ଭୁବନେଶ୍ୱର, ୩୦ା୬ (ଅନୁପମ ମିଡିଆ) : ପ୍ରଥମ ଭାରତୀୟ ତଥା ଓଡ଼ିଆ ଆଇଆରଏସ ପ୍ରଣବ କୁମାର ଦାସ ବିଶ୍ୱସୀମା ଶୁÂ ସଂଗଠନ(ଡବ୍ଳୁସିଓ)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ପଦ ପାଇଁ ଇଂଲଣ୍ଡ ପ୍ରାର୍ଥୀଙ୍କୁ ହରାଇ ପ୍ରଣବ
Anupambharat News Bureau | ଓଡ଼ିଶା | | 556 | Read...
ଗଞ୍ଜାମ/ରମ୍ଭା,୩୦ା୬(ଅନୁପମ ମିଡ଼ିଆ): ରମ୍ଭା ଶ୍ରୀଜଗନାଥ ମହାବିଦ୍ୟାଳୟର ଡେମନେଷ୍ଟ୍ରେଟର ଅଶ୍ମୀନି କୁମାର ମିଶ୍ର(୫୭)ଙ୍କ ଶବ ରବିବାର ପୂର୍ବାହ୍ନରେ ବିରୁଳି ଗଡ଼ ମୁଖ୍ୟ ରାସ୍ତା ପଣସ ଢିଅ ନିକଟରୁ ପୋଲିସ ଉଦ୍ଧାର କରିଛି । ପାର
Anupambharat News Bureau | ଓଡ଼ିଶା | | 555 | Read...
ମାଲକାନଗିରି,୩୦ା୬ (ଅନୁପମ ମିଡିଆ): ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖାଇବାକୁ ନପାଇ ଜଣେ ବିଧବା ଶେଷରେ ନିଜର ଦୁଇ ସନ୍ତାନକୁ ବିଷ ଦେଇ ନିଜେ ପାନ କରି ଆତ୍ମହତ୍ୟା କରିଛି । ସା
Anupambharat News Bureau | ଓଡ଼ିଶା | | 554 | Read...
ପାରାଦ୍ୱୀପ,୩୦ା୬(ଅନୁପମମିଡ଼ିଆ): ପାରାଦ୍ୱୀପ ସାମୁଦ୍ରିକ ଥାନାଠାରୁ ମାତ୍ର ୫ ଶହ ମିଟର ପରିସରରେ ଦୁଇଜଣ ପାଗଳଙ୍କ ମୃତ ଦେହ ଠାବ କରାଯାଇଛି । ଜଣଙ୍କର ମୃତ ଦେହ ନେହେରୁ ବଙ୍ଗଳା ମାର୍କେଟ ପରିସରରେ ପଡିଥିବା ବେଳେ ଅନ୍ୟଜଣଙ୍କର
Anupambharat News Bureau | ଓଡ଼ିଶା | | 553 | Read...
ଖୋର୍ଦ୍ଧା,୨୮ା୬(ଅନୁପମମିଡ଼ିଆ): ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲାର ଟିଏମ୍ସି ରୋଡ଼ରେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ ଟିମ୍ ସହ ଏନ୍କାଉଣ୍ଟରରେ ଖଣି ମାଫିଆ ଗ୍ୟାଙ୍ଗର ମୁଖ୍ୟ ତଥା ଦୁର୍ଦ୍ଦାନ୍ତ ଅପରାଧୀ ସ
Anupambharat News Bureau | ଓଡ଼ିଶା | | 552 | Read...
ଭୁବନେଶ୍ୱର,୩୦ା୬(ଅନୁପମ ମିଡ଼ିଆ): ଏମିତି ଦେଖିଲେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କର କୌଣସି ତୁଳନା ସମ୍ଭବ ନୁହେଁ । ସରକାର ଭିତରେ ଧର୍ମେନ୍ଦ୍ରଙ୍କ ସ୍ଥାନ ଢେର ଉଚ୍ଚରେ । ମୋଦି ସରକା
Anupambharat News Bureau | ବିଦେଶ | | 551 | Read...
ସିଓଲ: ଡୋନାଲï ଟ୍ରମ୍ପ ଇତିହାସ ସୃଷ୍ଟି କରିଛନ୍ତିଛ ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ସେ ଅପ୍ରତ୍ୟାଶିତ ଢଙ୍ଗରେ ଉତ୍ତର କୋରିଆରେ ପହଞ୍ଚି ସେଠାକାର ସୁପ୍ରିମ ଲିଡର କିମ୍ ଜଙ୍ଗ ଉନ୍ଙ୍କୁ ସାକ୍ଷାତ କରିଛନ୍ତି । ଟ୍ର