Anupambharat News Bureau : News


ଦୁର୍ଦ୍ଦାନ୍ତ ମନୋଜକୁ ଏନ୍‌କାଉଣ୍ଟର

Anupambharat News Bureau | ଓଡ଼ିଶା | ଗଞ୍ଜାମ | 33 | Read...

ଦୁର୍ଦ୍ଦାନ୍ତ ମନୋଜକୁ ଏନ୍‌କାଉଣ୍ଟର

ଖଲ୍ଲିକୋଟ, ୧୦ା୫ (ଅନୁପମ ମିଡ଼ିଆ): କିଛି ଦିନର ବ୍ୟବଧାନ ପରେ ଖଲ୍ଲିକୋଟ ପୋଲିସ କରିଛି ଏନ୍‌କାଉଣ୍ଟର୍‌ । ଏନ୍‌କାଉଣ୍ଟରରେ ଖୋଜାପଲ୍ଲୀର ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁର ବାମ ଗୋଡ଼ରେ ବାଜିଛି ଗୁଳି । ଡ଼କାୟତି, ରାହାଜ



ଛୁଟିରେ ଖୋଲା ରହିବ ବ୍ୟାଙ୍କ୍‌

Anupambharat News Bureau | ଓଡ଼ିଶା | | 32 | Read...

ଛୁଟିରେ ଖୋଲା ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର, ୧୦ା୫ (ଅନୁପମମିଡ଼ିଆ): ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ଛୁଟି ଦିନରେ ମଧ୍ୟ ଖୋଲା ରହିବ ବ୍ୟାଙ୍କ୍‌ । ଶୁକ୍ରବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅର୍ଥ ସଚିବ ଓ ବିଭିନ୍ନ ବ୍ୟାଙ୍କ



ତାତି କବଳରେ ଓଡ଼ିଶା ଲାଗି ରହିବ ଆହୁରି ଦୁଇ ଦିନ

Anupambharat News Bureau | ଓଡ଼ିଶା | | 31 | Read...

ତାତି କବଳରେ ଓଡ଼ିଶା ଲାଗି ରହିବ ଆହୁରି ଦୁଇ ଦିନ

ଭୁବନେଶ୍ୱର, ୧୦ା୫ (ଅନୁପମ ମିଡ଼ିଆ): ପ୍ରଚଣ୍ଡ ତାତିରେ ସିଜୁଛି ସମଗ୍ର ଓଡ଼ିଶା । ଗତ କିଛି ଦିନ ହେଲା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଶୁକ୍ରବାର ମଧ୍ୟ ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ଯୋଗୁଁ ଜନ ଜୀବନ ଅସ



ଭାରତରେ ସାମୟିକ ବନ୍ଦ ରହିଲା ମ୍ୟାକଡୋନାଲଡ୍‌ ଆଉଟ୍‌ଲେଟ୍‌

Anupambharat News Bureau | ଶିଳ୍ପ ବାଣିଜ୍ୟ | | 30 | Read...

ଭାରତରେ ସାମୟିକ ବନ୍ଦ ରହିଲା ମ୍ୟାକଡୋନାଲଡ୍‌ ଆଉଟ୍‌ଲେଟ୍‌

ନୂଆଦିଲ୍ଲୀ: ଉତ୍ତର ଏବଂ ପୂର୍ବ ଭାରତରେ ସାମୟିକ ବନ୍ଦ ରହିବ ମ୍ୟାକଡୋନାଲï ଆଉଟଲେଟ୍‌ । ଆମେରିକାର ଏହି ଫୁଡ୍‌ ରିଟେଲର୍‌ କମ୍ପାନୀ ଭାରତରେ ବ୍ୟବସାୟ କରିବା ପାଇଁ ବ୍ୟବସାୟୀ ବିକ୍ରମ ବକ୍ସିଙ୍କ ମଧ୍ୟରେ ଯେଉଁ ଚୁକ୍ତି



ଆଇପିଏଲ୍‌ ଫାଇନାଲ୍‌ ଟିକେଟ୍‌ ୨ ମିନିଟ୍‌ରେ ଶେଷ

Anupambharat News Bureau | କ୍ରୀଡ଼ା | | 29 | Read...

ଆଇପିଏଲ୍‌ ଫାଇନାଲ୍‌  ଟିକେଟ୍‌ ୨ ମିନିଟ୍‌ରେ ଶେଷ

ନୂଆଦିଲ୍ଲୀ,୯ ।୫: ଆଇପିଏଲ୍‌ ଫାଇନାଲ୍‌ ପାଇଁ ସବୁ ଟିକେଟ୍‌ ମାତ୍ର ୨ ମିନିଟ୍‌ରେ ବିକ୍ରି ହୋଇଯାଇଛି । ଅନେକ କ୍ରିକେଟ୍‌ପ୍ରେମୀ ଟିକେଟ୍‌ରୁ ବଞ୍ଚିତ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଟିକେଟ୍‌ ବ



ଷ୍ଟିମାକ୍‌ ହେବେ ଭାରତର ପରବର୍ତ୍ତୀ ଫୁଟ୍‌ବଲ୍‌ କୋଚ୍‌

Anupambharat News Bureau | କ୍ରୀଡ଼ା | | 28 | Read...

ଷ୍ଟିମାକ୍‌ ହେବେ ଭାରତର ପରବର୍ତ୍ତୀ ଫୁଟ୍‌ବଲ୍‌ କୋଚ୍‌

ନୂଆଦିଲ୍ଲୀ,୯ ।୫: କ୍ରୋଏସିଆର ପୂର୍ବତନ ଖେଳାଳି ତଥା ମ୍ୟାନେଜର ଇଗୋର ଷ୍ଟିମାକ୍‌ ଭାରତୀୟ ପୁରୁଷ ଫୁଟ୍‌ବଲ ଦଳର ପରବର୍ତ୍ତୀ କୋଚ୍‌ ଭାବେ ନିଯୁକ୍ତ ହେବେ । ଏନେଇ ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌)ର ଟେକ



ଜାତୀୟ ବାସ୍କେଟ୍‌ ବଲ୍‌ରେ ବ୍ରହ୍ମପୁରର ଦୁଇ ଖେଳାଳି

Anupambharat News Bureau | ଓଡ଼ିଶା | ଗଞ୍ଜାମ | 27 | Read...

ଜାତୀୟ ବାସ୍କେଟ୍‌ ବଲ୍‌ରେ ବ୍ରହ୍ମପୁରର ଦୁଇ ଖେଳାଳି

ବ୍ରହ୍ମପୁର,୧୦ ।୫(ଅନୁପମ ମିଡ଼ିଆ) : କୋଏମ୍ବାଟୁରରେ ୧୪ ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ବାସ୍କେଟବଲ୍‌ ପ୍ରତିଯୋଗିତାରେ ଯୋଗଦେବାପାଇଁ ବ୍ରହ୍ମପୁରର ଦୁଇ ଖେଳାଳି ମନୋନୀତ ହୋଇଛନ୍ତି । ସେମାନେ ହେଲେ ବୋନିତା ଚ



ଜେଲ୍‌ ଟ୍ରେନିଂ ସ୍କୁଲ୍‌ର ୪୯ତମ ସମାବର୍ତ୍ତନ ଉତ୍ସବ

Anupambharat News Bureau | ଓଡ଼ିଶା | ଗଞ୍ଜାମ | 26 | Read...

ଜେଲ୍‌ ଟ୍ରେନିଂ ସ୍କୁଲ୍‌ର ୪୯ତମ ସମାବର୍ତ୍ତନ ଉତ୍ସବ

ବ୍ରହ୍ମପୁର,୧୦ ।୫(ଅନୁପମ ମିଡ଼ିଆ) : ଜେଲ୍‌ର ଅନ୍ତେବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ପାଇଁ କାରାରକ୍ଷୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ଜେଲ୍‌ ବିଭାଗ ନିର୍ଦ୍ଦେଶକ ତଥା ପୋଲିସ ଅତିରିକ୍ତ ମହାନି



ତିନି ନକ୍ସଲଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର, ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲା ସିଏଲସି

Anupambharat News Bureau | ଓଡ଼ିଶା | ମାଲକାନଗିରି | 25 | Read...

ତିନି ନକ୍ସଲଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର, ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲା ସିଏଲସି

କୋରାପୁଟ, ୧୦ା୫ (ଅନୁପମ ମିଡିଆ): ବୁଧବାର ଅପରାନ୍ନରେ କୋରାପୁଟ ଜିଲା ପାଡୁଆ ଥାନା କିତୁବା ଗ୍ରାମ ନିକଟ ଜଙ୍ଗଲରେ ପୁଲିସ୍‌ ଗୁଳିରେ ମୃତ୍ୟୁ ବରଣ କରିଥିବା ୫ ମାଓବାଦୀଙ୍କ ମଧ୍ୟରୁ ୩ଜଣଙ୍କ ମୃତଦେହ ଆଜି ପୁଲିସ୍‌ ସେମାନଙ୍କ



ଦନ୍ତା ହାତୀର ଗଳିତ ଶବ ଉଦ୍ଧାର

Anupambharat News Bureau | ଓଡ଼ିଶା | ଅନୁଗୁଳ | 23 | Read...

ଦନ୍ତା ହାତୀର ଗଳିତ ଶବ ଉଦ୍ଧାର

ଅନୁଗୋଳ ,୧୦ା୫(ଅନୁପମ ମିଡିଆ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ଗ୍ରାମ ନିକଟ ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ଶବ ଉଦ୍ଧାର କରାଯାଇଛି । କିଛି ଜଙ୍ଗଲ ଜଗୁଆଳି ଆଜି ହାତୀର ଗଳିବ ଶବ



ଭଦ୍ରକରେ ବଧୂହତ୍ୟା, ଟଙ୍କା ପାଇଁ ୯ ମାସର ଗର୍ଭବତୀର ଜୀବନ ଗଲା

Anupambharat News Bureau | ଓଡ଼ିଶା | ଭଦ୍ରକ | 22 | Read...

ଭଦ୍ରକରେ ବଧୂହତ୍ୟା,   ଟଙ୍କା ପାଇଁ ୯ ମାସର ଗର୍ଭବତୀର ଜୀବନ ଗଲା

ଭଦ୍ରକ,୧୦ା୫(ଅନୁପମ ମିଡିଆ): ଗତକାଲି ଯୌତୁକ ପାଇଁ ଜଣେ ନବବଧୂର ଜୀବନ ଦୀପ ଲିଭିଯାଇଥିବାବେଳେ ଆଜି ସଦଭାର ଟଙ୍କା ପାଇଁ ପୁଣି ଘଟିଛି ଜଣେ ୯ ମାସର ଗର୍ଭବତୀର ମୃତୁ୍ୟ । ଏ ସଂପର୍କରେ ସ୍ଥାନୀୟ ଥାନାରେ କନ୍ୟା ପିତା ଅଭିଯୋଗ କରିଥ



ଉ.କୋରିଆର ଅଧିକ ମିଶାଇଲ୍‌ ପରୀକ୍ଷଣକୁ ରୋକିବା ପାଇଁ ଆମେରିକାର ଯୋଜନା

Anupambharat News Bureau | ବିଦେଶ | | 21 | Read...

ଉ.କୋରିଆର ଅଧିକ ମିଶାଇଲ୍‌ ପରୀକ୍ଷଣକୁ ରୋକିବା ପାଇଁ ଆମେରିକାର ଯୋଜନା

ୱାସିଂଟନ୍‌: ବିଶ୍ୱରେ ମିଶାଇଲ୍‌ ପରୀକ୍ଷଣ କରିବାରେ ଉତ୍ତର କୋରିଆ ସବୁଠାରୁ ଧୀନ ରାଷ୍ଟ୍ର ଆମେରିକାକୁ ଭୟଭୀତ କରିବା ପାଇଁ ନିଜ ଇଚ୍ଛା ମୁତାବକ ଅନବରତ ପରୀକ୍ଷଣ କରିବାରେ ଲାଗିଛି । ମିଳିତ ଜାତି ସଂଘର କଟକଣାକୁ ମଧ୍ୟ ଉତ୍




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page