Anupambharat News Bureau : News


ଆରପାରିରେ ସାଂସଦ ଅମର ସିଂ

Anupambharat News Bureau | ଦେଶ | | 1416 | Read...

ଆରପାରିରେ ସାଂସଦ ଅମର ସିଂ

ନୂଆଦିଲ୍ଲୀ: ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ । ସିଙ୍ଗାପୁରରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘଦିନ ଧରି ସିଙ୍ଗାପୁର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୨୦୧୩ରେ ଅମର ସିଂଙ୍କ କିଡନୀ ଅଚଳ ହୋ



ସକାଳ ପାଞ୍ଚରୁ ଅପରାହ୍ନ ଚାରି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା: ବ୍ରହ୍ମପୁର, ଜିଲ୍ଲା ସୀମା ପୂର୍ବ ଭଳି ସିଲ୍‌ ରହିବ

Anupambharat News Bureau | ଓଡ଼ିଶା | | 1415 | Read...

ସକାଳ ପାଞ୍ଚରୁ ଅପରାହ୍ନ ଚାରି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା:  ବ୍ରହ୍ମପୁର, ଜିଲ୍ଲା ସୀମା ପୂର୍ବ ଭଳି ସିଲ୍‌ ରହିବ

ବ୍ରହ୍ମପୁର,୧ା୮(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ ବ୍ୟବସାୟୀ ଓ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ସକାଳ ୫ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ



ପୁଣି ୧୦ ମୁଣ୍ଡ ନେଲା: ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୮୭କୁ ବୃଦ୍ଧି

Anupambharat News Bureau | ଓଡ଼ିଶା | | 1414 | Read...

ପୁଣି ୧୦ ମୁଣ୍ଡ ନେଲା: ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୮୭କୁ ବୃଦ୍ଧି

ଭୁବନେଶ୍ୱର, ୧ା୮(ଅନୁପମ ମିଡ଼ିଆ): ରାଜ୍ୟରେ ପୁଣି କରୋନା ୧୦ ମୁଣ୍ଡ ନେଇଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୧୮୭ କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ପାଞ୍ଚ ଜଣ ହୋଇଥିବ



ବ୍ରହ୍ମପୁରରେ ଆଉ ଦୁଇ କୋଭିଡ ହସ୍ପିିଟାଲ ଉଦ୍‌ଘାଟିତ: କୋଭିଡ ନିୟମକୁ ହାଲ୍‌କାରେ ନିଅ;ୁ ନାହିଁ: ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 1413 | Read...

ବ୍ରହ୍ମପୁରରେ ଆଉ ଦୁଇ କୋଭିଡ ହସ୍ପିିଟାଲ ଉଦ୍‌ଘାଟିତ:   କୋଭିଡ ନିୟମକୁ ହାଲ୍‌କାରେ ନିଅ;ୁ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବ୍ରହ୍ମପୁରରେ ୧୫୦ ଲେଖାଏଁ ଶଯ୍ୟା ଥିବା ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି । ବ୍ରହ୍ମପୁରର କନିଷି ଠାର



ମାସ୍କ ନପିନ୍ଧିଲେ ପାଞ୍ଚ ହଜାର ଜରିମାନା

Anupambharat News Bureau | ଓଡ଼ିଶା | | 1412 | Read...

ମାସ୍କ ନପିନ୍ଧିଲେ ପାଞ୍ଚ ହଜାର ଜରିମାନା

ଶିନିବାରଠାରୁଲାଗୁ ହେବାକୁ ଥିବା ନୂତନ ଗାଇଡ୍‌ ଲାଇନ୍‌ ଅନୁଯାୟୀ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ସର୍ବସାଧାରଣରେ ଛେପ ନ ପାକାଇବା, ବାହାଘର ଓ ଶୁଦ୍ଧିଘରରେ ନିର୍ଦ୍ଧାରିତ ଲୋକଙ୍କ ଠାରୁ ଅଧିକ ଲୋକ ଯୋଗ



୪ରେ ଲଘୁଚାପ

Anupambharat News Bureau | ଓଡ଼ିଶା | | 1411 | Read...

୪ରେ ଲଘୁଚାପ

ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ଏବଂ ପୁରା ରାଜ୍ୟରେ ବର୍ଷା ହେବାର ସ



ଜୁଲାଇରେ ନେଲା ୮୬ ମୁଣ୍ଡ

Anupambharat News Bureau | ଓଡ଼ିଶା | | 1410 | Read...

ଜୁଲାଇରେ ନେଲା ୮୬ ମୁଣ୍ଡ

ବ୍ରହ୍ମପୁର,୩୧ା୭(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ନିଜ କାୟା ମେଲାଇ ଚାଲିଥିବା ବେଳେ ଜୁଲାଇ ମାସରେ ସର୍ବାଧିକ୧୫୦ରୁ ଊର୍ଦ୍ଧ୍ୱ ମୁଣ୍ଡ ନେଇଛି । ଏଥିରେ ଶୀର୍ଷରେ ରହିଛି ଗଞ୍ଜାମ ଜିଲ୍ଲା । ଜୁଲାଇରେ ଏହି ଅଜଣା ଭୂତାଣୁ ଜିଲ୍ଲ



ଆସିଲା ଅଗଷ୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌

Anupambharat News Bureau | ଓଡ଼ିଶା | | 1409 | Read...

ଆସିଲା ଅଗଷ୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌

ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଅଗଷ୍ଟ ମାସ ଲାଗି ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ଏଥର ଗାଇଡ୍‌ ଲାଇନ୍‌ରେ ସମଗ୍ର ରାଜ୍ୟରେ କଟକଣା କିଛି ମାତ୍ରାରେ କୋହଳ ହୋଇଥିବା ବେଳେ କେବଳକଣ୍ଟେନମେଣ୍ଟ ଜାନରେ ସ



ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ନିଜର ଅଧିନକୁ ଆଣିଲା ୟସ୍‌ବ୍ୟାଙ୍କ୍‌

Anupambharat News Bureau | ଦେଶ | | 1408 | Read...

ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ନିଜର ଅଧିନକୁ ଆଣିଲା ୟସ୍‌ବ୍ୟାଙ୍କ୍‌

ନୂଆଦିଲ୍ଲୀ:ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ୟସ୍‌ବ୍ୟାଙ୍କ୍‌ ନିଜ ଅଧିନକୁ ଆଣିଛି । ଅନିଲ୍‌ ଅମ୍ବାନୀ ୟସ୍‌ବ୍ୟାଙ୍କ୍‌ର ୨,୮୯୨ କୋଟି ବକେୟା ଜମା କରିବାରେ ବିଫଳ ହୋଇଛନ୍ତି । ବେସରକାରୀ ଋଣ ପ୍ରଦାନକାରୀ



ଜୀବଜନ୍ତୁ ଖାଇ ପୁଣି ଚୀନ୍‌ରେ କରୋନା ଚିହ୍ନଟ

Anupambharat News Bureau | ବିଦେଶ | | 1407 | Read...

ଜୀବଜନ୍ତୁ ଖାଇ ପୁଣି ଚୀନ୍‌ରେ କରୋନା ଚିହ୍ନଟ

ନୂଆଦିଲ୍ଲୀ: ଚୀନରେ ପୁଣି ଥରେ କରୋନା ଭାଇରସ୍‌ ଆକ୍ରମଣାତ୍ମକ ଭାବେ ଫେରିଛି । କାରଣ କ୍ରମାଗତ ଚତୁର୍ଥ ଦିନରେ ମଧ୍ୟ ଅଧିକ ସଂଖ୍ୟାରେ କେସ୍‌ ବୃଦ୍ଧି ଘଟିଛି । ଦେଶର ସ୍ୱାସ୍ଥ୍ୟ ବିଭାଗ ଗୁରୁବାର କହିଛି ଜୁଲାଇ ୩୦ ରେ ଦେଶରେ



ଭାରତୀୟମାନେ ବଡ ଦାୟିତ୍ୱହୀନ: ଟ୍ରମ୍ପ

Anupambharat News Bureau | ବିଦେଶ | | 1406 | Read...

ଭାରତୀୟମାନେ ବଡ ଦାୟିତ୍ୱହୀନ: ଟ୍ରମ୍ପ

ୱାଶିଂଟନ୍‌: ଭାରତ, ଚୀନ୍‌ ଏବଂ ଋଷ ନିଜ ଏୟାର କ୍ୱାଲିଟିର ଧ୍ୟାନ ରଖନ୍ତିନାହିଁ କି;ୁ ଆମେରିକା ସବୁବେଳେ ବାୟୁର ମାନ ପ୍ରତି ଗୁରୁତ୍ୱ ଦେଇଥାଏ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ । ସେ ପ୍ୟାରିସ୍‌



ଦିନକରେ ସର୍ବାଧିକ ୫୨ ହଜାର ଆକ୍ରାନ୍ତ, ୭୭୫ ମୃତ

Anupambharat News Bureau | ଦେଶ | | 1405 | Read...

ଦିନକରେ ସର୍ବାଧିକ ୫୨ ହଜାର ଆକ୍ରାନ୍ତ, ୭୭୫ ମୃତ

ନୂଆଦିଲ୍ଲୀ: ଭାରତବର୍ଷରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି କରୋନା ଭୂତାଣୁର ସଂକ୍ରମଣ । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହି କରୋନା ସଂକ୍ରମଣ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଦୈନିକ ହଜାର ହଜାର ମୃତୁ୍ୟବରଣ କରୁଥିବା ବେଳେ ଲ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page