Anupambharat News Bureau | ଦେଶ | | 1906 | Read...
ମୁମ୍ବାଇ: ବାବା ରାମଦେବଙ୍କ ପତଞ୍ଜଳିର କରୋନିଲ ଟାବଲେଟକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ବର୍ତ୍ତମାନ ମହାରାଷ୍ଟ୍ର ସରକାର ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଙ
Anupambharat News Bureau | ଦେଶ | | 1905 | Read...
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ହୋଇଥିବା ଜଳ ମହାପ୍ରଳୟକୁ ୧୭ ଦିନ ବିତିସାରିଛି । ଏ ପର୍ଯ୍ୟନ୍ତ ମଧ୍ୟ ଫଶି ରହିଥିବା ୧୩୬ ଲୋକଙ୍କ ପତ୍ତା ମିଳିପାରିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ଲୋକଙ୍କ ଶବ ଏବଂ ୨୯ ମନୁଷ୍ୟ ଅଙ୍ଗ ମିଳିଥି
Anupambharat News Bureau | ଦେଶ | | 1904 | Read...
ଅମରୋହା: ଉତ୍ତର ପ୍ରଦେଶ ଅମରୋହାରେ ହତ୍ୟାକାଣ୍ଡ ଦୋଷୀ ଶବନମଙ୍କ ଫାଶୀ ପୁଣିଥରେ ଘୁଞ୍ଚିଯାଇଛି । ନ୍ୟାୟାଳୟ ହତ୍ୟାକାରୀ ଶବନମଙ୍କ ସବିଶେଷ ତଥ୍ୟ ମାଗିଥିଲେ । କି;ୁ ଶବନମଙ୍କ ଓକିଲ ରାଜ୍ୟପାଳଙ୍କ ଠାରେ ଦୟା ଆବେଦନ ଦାଖଲ କରିଥ
Anupambharat News Bureau | ଦେଶ | | 1903 | Read...
ନୂଆଦିଲ୍ଲୀ,୨୨ା୨: ପୁଡ଼ୁଚେରୀରେ ସଂଖ୍ୟା ଖେଳରେ ପଛରେ ପଡ଼ି ଯାଇଥିବା କଂଗ୍ରେସ ସରକାରର ଆଜି ପତନ ଘଟିଛି । ଏହି କେନ୍ଦ୍ର ଶାସିତ ରାଜ୍ୟରେ କଂଗ୍ରେସ ସରକାରର ପତନ ଘଟିବା ନେଇ ଯେଉଁ ଆଶଙ୍କା ଦେଖା ଦେଇଥିଲା ତାହା ଆଜି ପ୍ରମାଣିତ ହ
Anupambharat News Bureau | ଓଡ଼ିଶା | | 1902 | Read...
ଭୁବନେଶ୍ୱର, ୨୨ା୨ (ସ୍ୱତନ୍ତ୍ର ପ୍ରତିନିଧି): ସଂସଦରେ ଓଡ଼ିଶାର ସ୍ୱର ଯେମିତି ଦମ୍ଦାର ହେବା କଥା ସେମିତି ହୋଇପାରୁ ନାହିଁ । ଅନ୍ୟ ରାଜ୍ୟର ସାଂସଦମାନେ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଉପଭ
Anupambharat News Bureau | ଓଡ଼ିଶା | | 1901 | Read...
ଭୁବନେଶ୍ୱର, ୨୨ା୨(ଅନୁପମ ମିଡ଼ିଆ): ପରିସ୍ଥିତି ବିଗିଡ଼ିଲେ ଲକଡାଉନ୍ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ରାଜ୍ୟରେ କରୋନା ସ୍ଥିତି ନେଇ ସେ କହିଛନ୍ତି ଯେ, ରାଜ୍ୟ ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖ
Anupambharat News Bureau | ଓଡ଼ିଶା | | 1900 | Read...
କଟକ, ୨୨ା୨(ଅନୁପମ ମିଡ଼ିଆ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୨୨ ବର୍ଷ ପରେ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁରର
Anupambharat News Bureau | ଓଡ଼ିଶା | | 1899 | Read...
ଭୁବନେଶ୍ୱର, ୨୨ା୨(ଅନୁପମ ମିଡ଼ିଆ): ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ବେଜଟ୍ ପରିମାଣ ୧୩ ପ
Anupambharat News Bureau | ଓଡ଼ିଶା | | 1898 | Read...
ଭୁବନେଶ୍ୱର, ୨୦ା୨(ଅନୁପମ ମିଡ଼ିଆ): ପୁଣିଥରେ ରାଜ୍ୟରେ ଲାଗୁ ହୋଇପାରେ ଲକ୍ ଡାଉନ୍ । ରାଜ୍ୟରେ ବର୍ତ୍ତମାନ କୋଭିଡ କେସ୍ ସଂଖ୍ୟା କମୁଛି । ଏବେ ଲକଡାଉନ ସମ୍ଭାବନା ନାହିଁ କି;ୁ ଏହାକୁ ଏଡାଇ ହେବ ନାହିଁ । ତେବେ ଲୋକେ ନିଜେ
Anupambharat News Bureau | ଓଡ଼ିଶା | | 1897 | Read...
ଭୁୁବନେଶ୍ୱର, ୨୦ା୨(ଅନୁପମ ମିଡ଼ିଆ): ଚାଷୀ ମାନଙ୍କର ଉପିାଦିତ ଧାନ କିଣା ସମସ୍ୟାକୁ ନେଇ ଆଜି ବିଧାନସଭାରେ ଆଜି ତୃତୀୟ ଦିନ ଗୃହରେ ବିରୋଧୀ ଦଳ ପକ୍ଷରୁ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରାଯାଇଥିଲା । ହଟ୍ଟଗୋଳ କାରଣରୁ ଗୃହର ପ୍ରଥମାର
Anupambharat News Bureau | ଓଡ଼ିଶା | | 1896 | Read...
ଭୁବନେଶ୍ୱର, ୨୦ା୨(ଅନୁପମ ମିଡ଼ିଆ): ପ୍ରକାଶ ପାଇଲା ୨୦୨୦ -୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । କରୋନା ମାଡ଼ରେ ରାଜ୍ୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅଭ
Anupambharat News Bureau | ଦେଶ | | 1895 | Read...
ବିଜନୋର: ନଜୀବାବାଦରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବାହାଘର ପରେ ବିଦା ହୋଇ ଶାଶୁ ଘରକୁ ଫେରୁଥିବା ବେଳେ ଏକ ମର୍ମ;ୁଦ ସଡକ ଦୁର୍ଘଟଣାରେ ଜଣେ ନବବଧୂଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ କାରରେ ଥି