Anupambharat News Bureau | ଓଡ଼ିଶା | | 1629 | Read...
ଭୁବନେଶ୍ୱର, ୨ା୧୨(ଅନୁନମ ମିଡ଼ିଆ): ଏଣିକି ସବୁ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର ଡାଏଲ୍ କରିବାକୁ ପଡ଼ିବ । ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର ଲୋଡା । ୧୧୨ ଡାଏଲ କଲେ ମି
Anupambharat News Bureau | ଓଡ଼ିଶା | | 1628 | Read...
ଭୁବନେଶ୍ୱର, ୨ା୧୨(ଅନୁପମ ମିଡ଼ିଆ): ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପାଇଁ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବୁଧବାର ଅପରାହ୍ନରେ ଏକାମ୍ରକ୍ଷେତ୍
Anupambharat News Bureau | ଦେଶ | | 1627 | Read...
ନୂଆଦିଲ୍ଲୀ: ଖାସ୍ କରି ଭାରତୀୟ ନୌସେନା ପାଇଁ ବିକଶିତ ହୋଇଥିବା ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଆଜି (ମଙ୍ଗଳବାର) ଏକ ପରୀକ୍ଷଣ ସଫଳତା ପୂର୍ବକ ସଂପନ୍ନ ହୋଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳ
Anupambharat News Bureau | ଦେଶ | | 1626 | Read...
ମୁମ୍ବାଇ: ପ୍ରସିଦ୍ଧ ଟେଲିଭିଜନ ହୋଷ୍ଟ୍ ତଥା ଅଭିନେତା ଆଦିତ୍ୟ ନାରାୟଣଙ୍କ ବିବାହ। କୋଭିଡ୍ କଟକଣା ସହ ବାନ୍ଧବୀ ଶ୍ବେତାଙ୍କୁ ବିବାହ କରିବା ପାଇଁ ପୂର୍ବରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିଥିଲେ ସୁପ୍ରସିଦ୍ଧ ଗା
Anupambharat News Bureau | ଦେଶ | | 1625 | Read...
ସିଓଲ୍: କରୋନା ମହାମାରୀ ସାରା ବିଶ୍ୱରେ ସଂହାରଲୀଳା ଚଳାଇଛି । ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ବିଭିନ୍ନ ଦେଶ ଶକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । କି;ୁ ବିଶ୍ୱର ଏକମାତ୍ର ଦେଶ ଉତ୍ତର କୋରିଆ କରୋନା ସଂକ୍ରମ
Anupambharat News Bureau | ଦେଶ | | 1624 | Read...
ହରିଦ୍ୱାର: ଉତ୍ତରାଖଣ୍ଡ ହରିଦ୍ୱାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଅନୁଭୂତ ହେବାରୁ ଲୋକେ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ । କିଛି ସମୟ ଯାଏଁ ରାସ୍ତାରେ ଲୋକଙ୍କ ଭିଡ ଜମିଥିଲା । ଯାହାଫଳରେ ବହୁ ସମୟ ଯାଏଁ ରାସ
Anupambharat News Bureau | ଦେଶ | | 1623 | Read...
ନୂଆଦିଲ୍ଲୀ: ଭାରତର ସୀମାରେ ମଜବୁତ ରାସ୍ତା ନିର୍ମାଣ ପରେ ଏବେ କେନ୍ଦ୍ର ସରକାର ଚୀନକୁ ଆଉ ଏକ ବଡ ଝଟକା ଦେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବ୍ରହ୍ମପୁତ୍ର ନଦୀରେ ଦେଶର ସବୁଠାରୁ ଲମ୍ବା ସଡକ ତିଆରି କରିବ ଭାରତ । ଆସାମ
Anupambharat News Bureau | ଦେଶ | | 1622 | Read...
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷକ ଆଇନକୁ ନେଇ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରଖିଛନ୍ତି । ନୂଆ କୃଷକ ଆନ୍ଦୋଳନକୁ ବଦଳାଇବା ଦାବିରେ ରାଜଧାନୀ ଦିଲ୍ଲୀରେ ହେଉଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ରାଜସ୍ଥାନ କ
Anupambharat News Bureau | ଦେଶ | | 1620 | Read...
ମୁମ୍ବାଇ: ଦେହଜୀବୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବେ ମହାରାଷ୍ଟ୍ର ସରକାର । ପ୍ରତି ଦେହଜୀବୀଙ୍କୁ ମାସିକ ୫୦୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇବାକୁ ମହାରାଷ୍ଟ୍ର ସରକାର ଗୁରୁବାର ଘୋଷଣା କରିଛନ୍ତି । ଅକେଫାବରରୁ ଡିସେମ୍ବର
Anupambharat News Bureau | ବିଦେଶ | | 1619 | Read...
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ତିନି ମାସ ପରେ ବି ଡୋନାଲï ଟ୍ରମ୍ପ ନିଜ ଜିଦରେ ଅଟଳ ଅଛନ୍ତି । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ସେ ବାରମ୍ବାର ଅଭିଯୋଗ କରୁଛନ୍ତି । ଏବେ କି;ୁ ସେ ହ୍ୱାଇଟ୍ ହାଉସ ଛାଡିବ
Anupambharat News Bureau | ଦେଶ | | 1618 | Read...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ପ୍ରସ୍ତୁତି ଦେଖିବାକୁ ଯିବେ । ଶନିବାର ସେ ପୁନେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ) ସହ ଅହମ୍ମଦାବାଦରେ ଥିବା ଜାଇଡସ୍ ବାୟୋଟେକ୍ ପାର୍କ ଏବ
Anupambharat News Bureau | ଦେଶ | | 1617 | Read...
ନୂଆଦିଲ୍ଲୀ: କୋର୍ଟର କାର୍ଯ୍ୟ ସମ୍ବିଧାନରେ ବର୍ଣ୍ଣିତ ଧାରାକୁ ରକ୍ଷା କରିବା । ଏହାସହ ନାଗରିକଙ୍କୁ ଦିଆଯାଉଥିବା ମୌଳିକ ଅଧିକାରକୁ ସୁରକ୍ଷା ଦେବା ମଧ୍ୟ କୋର୍ଟର ପ୍ରମୁଖ କାର୍ଯ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧ