Anupambharat News Bureau : News


ଗର୍ଭବତୀ ହାତୀକୁ ହତ୍ୟା ମାମଲା, ହତ୍ୟାକାରୀର ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

Anupambharat News Bureau | ଦେଶ | | 1247 | Read...

ଗର୍ଭବତୀ ହାତୀକୁ ହତ୍ୟା ମାମଲା, ହତ୍ୟାକାରୀର ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

ମଲªୁରମ: କେରଳର ସାଇଲେଣ୍ଟ ଭ୍ୟାଲି ଜଙ୍ଗଲ ନିକଟସ୍ଥ ଗାଁରେ ଗର୍ଭବତୀ ହାତୀକୁ ଅତି ଅମାନୁଷିକ ଭାବେ ବିସ୍ପୋରକ ଭର୍ତ୍ତି ସପୁରିଖୁଆଇ ହତ୍ୟା ଘଟଣାରେ ମାନବିକତା ଉପରେ ପ୍ରଶ୍ନ ଉଠିଛି । ଘଟଣାକୁ ନେଇ ଘୋର ନିନ୍ଦା କରାଯାଉଛି ।



ମଣ୍ଡିରେ ଧାନ ଦେଇ ଟଙ୍କା ପାଇନଥିବା ଅଭିଯୋଗ ଆଣିଲେ ଚାଷୀ

Anupambharat News Bureau | ଓଡ଼ିଶା | କେନ୍ଦୁଝର | 1246 | Read...

ମଣ୍ଡିରେ ଧାନ ଦେଇ ଟଙ୍କା ପାଇନଥିବା ଅଭିଯୋଗ ଆଣିଲେ ଚାଷୀ

କେନ୍ଦୁଝର, ୩ା୬: କେନ୍ଦୁଝର ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଧାନ ଦେଇ ଆଜକୁ ୨/୩ ମାସ ବିତି ଯାଇଥିଲେ ମଧ୍ୟ କେତେକ ଚାଷୀ ଧାନ ପାଇନଥିବା ଅଭିଯୋଗ କରିଛନ୍ତି । ବୁଧବାର ଦିନ ଏସଂପର୍କରେ କେତେକ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଦାବ



କେନ୍ଦୁଝର ଡିଏମ୍‌ଏଫ୍‌: ଦରମା ବାବଦରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

Anupambharat News Bureau | ଓଡ଼ିଶା | କେନ୍ଦୁଝର | 1245 | Read...

କେନ୍ଦୁଝର ଡିଏମ୍‌ଏଫ୍‌: ଦରମା ବାବଦରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

କେନ୍ଦୁଝର, ୨ା୬: କେନ୍ଦୁୁଝର ଡିଏମ୍‌ଏଫ୍‌ରେ ପ୍ରତ୍ୟେକ ମାସ ଦରମା ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ବୈଷୟିକ ଜ୍ଞାନ ନଥିବା ଅନେକ ଯୁବକ/ଯୁବତୀଙ୍କୁ କେନ୍ଦୁଝର ଡିଏମ୍‌ଏଫ୍‌ରେ ନିିଯୁକ୍ତି ଦିଆଯାଇଛି । ଏଥିପା



ଓଡ଼ିଶାରେ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍‌

Anupambharat News Bureau | ଓଡ଼ିଶା | | 1244 | Read...

ଓଡ଼ିଶାରେ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍‌

ଭୁବନେଶ୍ୱର, ୧ା୬(ଅନୁପମମିଡ଼ିଆ): ଓଡ଼ିଶାରେ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକ୍‌-ଡାଉନ୍‌କୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ ଆଜିଠାରୁ ସମଗ୍ର ଦେଶରେ ଅନଲକ୍‌ର ପ୍ରଥ



କ୍ୟାଣ୍ଟିନ୍‌ରେ ସ୍ୱଦେଶୀ ସାମଗ୍ରୀ

Anupambharat News Bureau | ଦେଶ | | 1243 | Read...

କ୍ୟାଣ୍ଟିନ୍‌ରେ ସ୍ୱଦେଶୀ ସାମଗ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଲକ୍‌ଡାଉନ୍‌ ପରେ ଦେଶର ଅର୍ଥନୀତିକୁ ବଳ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ସ୍ଲୋଗାନ ଦେଇଛନ୍ତି । ଅନ୍ୟପଟେ ଚୀନ ସହ ଏଲଏସିରେ ସୀମା ବିବାଦ ଉଗ୍ର ରୂପ ନେବାରେ ଲା



ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ଦେହାନ୍ତ

Anupambharat News Bureau | ଦେଶ | | 1242 | Read...

ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌ଙ୍କ ଦେହାନ୍ତ

ମୁମ୍ବାଇ : ଚଳିତ ବର୍ଷ ବଲିଉଡ଼ ପାଇଁ ଅନେକ ଦୁଃଖଦ ଖବର ଦେଇଛି । ଯେପରି କିଛି ଦିନ ତଳେ ଅଭିନେତା ଇର୍ଫାନ୍‌ ଖାନ୍‌, ରିଷି କପୁରଙ୍କ ଦେହାନ୍ତ ହୋଇଥିଲା । ବଲିଉଡ୍‌ର ଏହି ଦୁଇ ବରିଷ୍ଠ ଅଭିନେତାଙ୍କୁ ହରାଇ ଶୋକରେ ବୁଡିଥିବା ବ



ଏସି ନେଲା ତିନି ଜୀବନ, ବିସିସି ବ୍ୟାଙ୍କ ସଭାପତି ସମେତ ତିନି ମୃତ

Anupambharat News Bureau | ଓଡ଼ିଶା | | 1241 | Read...

ଏସି ନେଲା ତିନି ଜୀବନ, ବିସିସି ବ୍ୟାଙ୍କ ସଭାପତି ସମେତ ତିନି ମୃତ

ବ୍ରହ୍ମପୁର,୨୯ ।୫(ଅନୁପମ ମିଡ଼ିଆ): ଏସି ନିଆଁ ନେଇଛି ତିନି ଜୀବନ । ଏଭଳି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଗୋଷାଇଁନୂଆଗାଁର ପାଣିଗ୍ରାହୀ ସାହିରେ ଘଟିଛି । ବିଦୁ୍ୟତ ସର୍ଟସର୍କିଟରୁ ଏସିରେ ନିଆଁ ଲାଗିବା ଏବଂ ତତ୍‌ଜନିତ ଧୂ



ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

Anupambharat News Bureau | ଓଡ଼ିଶା | | 1240 | Read...

ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

ଭୁବନେଶ୍ୱର, ୨୯ା୫(ଅନୁପମମିଡ଼ିଆ): ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୨ଟି



ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ବଣ୍ଟନ କରି ଉଦାହରଣ ସୃଷ୍ଟି କଲେ ହିନ୍ଦୁ-ମୁସଲିମ ଭାଇ

Anupambharat News Bureau | ଓଡ଼ିଶା | କେନ୍ଦୁଝର | 1239 | Read...

 ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ବଣ୍ଟନ କରି ଉଦାହରଣ ସୃଷ୍ଟି କଲେ ହିନ୍ଦୁ-ମୁସଲିମ ଭାଇ

କେନ୍ଦୁଝର, ୨୯ା୫ (ଅନୁପମ ଭାରତ): କେନ୍ଦୁଝର ସହରର ଜାତୀୟ ରାଜପଥ-୪୯ ପାଶ୍ୱର୍ରେ ବସ,ଟ୍ରକ ଏବଂ ଅନ୍ୟାନ୍ୟ ଛୋଟ ଗାଡିରେ ଯାଉଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବୋତଲ ବଣ୍ଟ ନ କରି ଉଦାହରଣ ସୃଷ୍ଟି କରି



ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ

Anupambharat News Bureau | ଦେଶ | | 1238 | Read...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ

ନୂଆଦିଲ୍ଲୀ, ୨୮ା୫(ଅନୁପମମିଡ଼ିଆ):ଦେଶରେ ଲକଡାଉନ ଘୋଷଣା ହେବା ପରେ ନିଜ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ସମ୍ପୂୂର୍ଣ୍ଣ ଟ୍ରେନ ବା ବସ ଭଡ଼ା ସମ୍ପୃକ୍ତ ରାଜ୍ୟ ସରକାରମାନେ ବହନ କରିବେ ବୋଲି ଗୁରୁବାର ସୁପ୍ରିମ୍‌



କରୋନା ରୋକିବାକୁ ନର ବଳି !

Anupambharat News Bureau | ଓଡ଼ିଶା | | 1237 | Read...

କରୋନା ରୋକିବାକୁ ନର ବଳି !

ଆଠଗଡ,୨୮ା୫(ଅନୁପମ ମିଡିଆ): କରୋନା ମହାମାରୀ ରୋକିବାକୁ ଗତ କାଲି ବିଳମ୍ବିତ ରାତିରେ ନରିସଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ଗ୍ରାମରେ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ନର ବଳି ଦିଆଯିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି



‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Anupambharat News Bureau | ଓଡ଼ିଶା | | 1236 | Read...

‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୨୮ା୫(ଅନୁପମମିଡ଼ିଆ): କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆସନ୍ତା ମଇ ୩୦ ତାରିଖ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ସମୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page