Anupambharat News Bureau | ଓଡ଼ିଶା | | 1548 | Read...
ସମ୍ବଲପୁର, ୨୫ ।୮(ଅନୁପମ ମିଡ଼ିଆ): ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଏବଂ ବୁର୍ଲାସ୍ତିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ମହାକାଶ, ରକେଟ ନିର୍ମାଣ ପ୍ରଭୃତି ବିଷୟରେ ଗବେଷଣା ପାଇଁ ଆଜି ମଙ୍ଗଳବାର
Anupambharat News Bureau | ଓଡ଼ିଶା | | 1547 | Read...
ଭୁବନେଶ୍ୱର, ୨୫ା୮(ଅନୁପମ ମିଡ଼ିଆ): ବଙ୍ଗୋପସାଗରର ଉତ୍ତର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଏକ େୱଲମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ପ୍ରାୟ ସାରା ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ
Anupambharat News Bureau | ଓଡ଼ିଶା | | 1546 | Read...
ଭୁବନେଶ୍ୱର, ୨୫ା୮(ଅନୁପମ ମିଡ଼ିଆ): କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମାଞ୍ଚଳ ଜୀବନ ଜୀବିକାର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ-୧୯ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଏହା ମଧ୍ୟରେ ଚା
Anupambharat News Bureau | ଦେଶ | | 1545 | Read...
ନୂଆଦିଲ୍ଲୀ: ବ୍ରିଟେନ୍ର ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାଇରସକୁ ନେଇ ସମଗ୍ର ଦୁନିଆରେ ଆଶା ଜାଗି ଉଠିଛି । ଦୁନିଆରେ ସଂପ୍ରତି ଯେତେ ଭାକସିନ ଉପରେ କାମ ଚାଲିଛି ସେଥି ମଧ୍ୟରୁ ଅକ୍ସଫୋର୍ଡର ଭାକସିନକୁ ସବୁଠୁ ଗୁରୁତ୍ୱ
Anupambharat News Bureau | ବିଦେଶ | | 1544 | Read...
ନୂଆଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କିମ୍ ଏବେ କୋମାରେ ଥିବା ଓ ତାଙ୍କ ଭଉଣୀଙ୍କୁ ଶାସନ ହସ୍ତାନ୍ତର କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ଏହି ଅଧିକାରୀଜଣ
Anupambharat News Bureau | ଦେଶ | | 1543 | Read...
ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତେ ମାସ୍କ ପିନ୍ଧୁଛନ୍ତି । ତେବେ ମାସ୍କ ବେଶୀ ବୟସ୍କଙ୍କ ପାଇଁ ଜରୁରୀ ନା ଶିଶୁଙ୍କ ପାଇଁ ତାକୁ ନେଇ ପ୍ରଶ୍ନ ଉଠେ । ଏବେ ଶିଶୁଙ୍କ ମାସ୍କ ପିନ୍ଧିବାକୁ ନେଇ ଗାଇଡଲାଇନ୍ ଜାର
Anupambharat News Bureau | ଦେଶ | | 1542 | Read...
ନୂଆଦିଲ୍ଲୀ,୨୩ା୮: ଚଳିତବର୍ଷ ଶେଷସୁଦ୍ଧା ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ପ୍ରସ୍ତìତି କ୍ଷେତ୍ରରେ ଯେଉଁ ସବୁ କାର୍ଯ୍ୟଧାରା
Anupambharat News Bureau | ଓଡ଼ିଶା | | 1541 | Read...
ହିିଳିକାଟୁ, ୨୩ା୮(ଅନୁପମ ମିଡ଼ିଆ): ହିଞ୍ଜିଳି ଥାନା ସ୍ଥିତ କାଳିଦାସପୁରରେ ବାଲି ଚାଲାଣକୁ ବିରୋଧ କରି ଗାଡ଼ି ପୋଡ଼ି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ରବିବାର ଗ୍ରାମବାସୀ ଥାନା ଘେରାଉକୁ ନେଇ ଉତ୍ତେଜନା ପରିସ୍ଥିତି
Anupambharat News Bureau | ଦେଶ | | 1540 | Read...
ନୂଆଦିଲ୍ଲୀ, ୨୩ା୮: ଚଳଚ୍ଚିତ୍ର ଶିଳ୍ପ ପାଇଁ ରବିବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍ (ଏସଓପି)ଜାରି କରଛି କେନ୍ଦ୍ର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଏସଓପି ଅଣାଯାଇଛି ବୋଲି ଘୋଷଣା କରିଛନ୍ତି ସୂଚନା ଓ ପ୍ରସ
Anupambharat News Bureau | ଓଡ଼ିଶା | | 1539 | Read...
ଭୁବନେଶ୍ୱର, ୨୩ା୮(ଅନୁପମ ମିଡ଼ିଆ): ବାଂଲାଦେଶ ଏବଂ ତାର ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୫.୮ କିମି ରୁ ୭.୬ କିମି ମଧ୍ୟରେ ବାୟୁମଣ୍ଡଳରେ ଗୋଟିଏ ଘୁର୍ଣ୍ଣିବଳୟ ରହିଛି ଏହା ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଉତ୍ତର ବଙ୍ଗୋପସା
Anupambharat News Bureau | ଓଡ଼ିଶା | | 1538 | Read...
ଭୁବନେଶ୍ୱର, ୨୨ା୮(ଅନୁପମ ମିଡ଼ିଆ): ପ୍ରତିଦିନ ଟେଷ୍ଟିଂ ବଢୁଥିବାରୁ ଭୁବନେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବା ସ୍ୱାଭାବିକ । ବର୍ତ୍ତମାନ ଭୁବନେଶ୍ୱର ପିକ୍ରେ ଅଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ
Anupambharat News Bureau | ଓଡ଼ିଶା | | 1537 | Read...
ଭୁବନେଶ୍ୱର, ୨୨ା୮(ଅନୁପମ ମିଡ଼ିଆ):ପୁରୀରେ ଥିବା ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିବା ଆରମ୍ଭ କରିଛନ୍ତି । କି;ୁ ଧର୍ମଶାଳା ଜମି ବିକ୍ରି ହୋଇପାରିବ ନାହିଁ ବୋଲି ଆଇନ ରହ