Anupambharat News Bureau : News


ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ

Anupambharat News Bureau | ଦେଶ | | 393 | Read...

ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ

ନୂଆଦିଲ୍ଲୀ: ମୋଦି-୧ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ବେଶ ପ୍ରଭାବଶାଳୀ ଥିବା ରାଜନାଥ ସିଂହ ମୋଦି-୨ ସରକାରରେ ଅଲୋଡ଼ା ହୋଇପଡ଼ିଥିବା ଭଳି ମନେ ହେଉଛି । ମୋଦି-୨ ସରକାରରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି । ଏପରି



ପିକେଙ୍କ ଶରଣରେ ଦିଦି

Anupambharat News Bureau | ଦେଶ | | 392 | Read...

ପିକେଙ୍କ ଶରଣରେ ଦିଦି

କୋଲକାତା: ୨୦୧୪ ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ରଣନୀତି ପସ୍ତìତ କରିବା ହେଉ, କିମ୍ବା ନୀତୀଶ କୁମାର ଓ ଜଗନ ମୋହନ ରେzୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ହେଉ, ଏସବୁ ପଛରେ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ



କେରଳ ପାଖରେ ମୌସୁମୀ, ଖେଳୁଛି ଲୁଚକାଳି

Anupambharat News Bureau | ଦେଶ | | 391 | Read...

କେରଳ ପାଖରେ ମୌସୁମୀ,  ଖେଳୁଛି ଲୁଚକାଳି

ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବା ପୂର୍ବରୁ ଲୁଚକାଳି ଖେଳୁଛି ମୌସୁମୀ । କେରଳରେ ମୌସୁମୀ ପାଖାପାଖି ପହଞ୍ଚି ସାରିଛି, ହେଲେ ୮ ତାରିଖ ପରେ ଯାଇ ମୌସୁମୀ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସଦ୍ୟ ଆକଳନ କରି ଏହା କହିଛି । ମୌସୁମ



ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକା ଜାରି କଲା ଭାରତ

Anupambharat News Bureau | ଦେଶ | | 390 | Read...

ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକା ଜାରି କଲା ଭାରତ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛନ୍ତି କଶ୍ମୀର ଆତଙ୍କବାଦୀ । ଏହାକୁ ନଜରରେ ରଖି କଶ୍ମୀରରେ ସକ୍ରୀୟ ଥିବା ଟପ୍‌ ଟେନ ଆତଙ୍କବାଦୀଙ୍କ ତାଲିକା ପସ୍ତìତ କରିଛି ଭାରତ । ଦେଶର ନୂଆ ଗୃହମନ୍ତ୍ରୀ ଭାବେ ଅମିତ ଶାହା ଦାୟିତ୍ୱ ଗ୍ରହଣ କ



ବିଜେଡ଼ିକୁ ଭୋଟ ଦେଇନ, ତୁମକୁ ଚାଉଳ ନାହିଁ !

Anupambharat News Bureau | ଓଡ଼ିଶା | | 389 | Read...

ବିଜେଡ଼ିକୁ ଭୋଟ ଦେଇନ, ତୁମକୁ  ଚାଉଳ ନାହିଁ !

ଆନନ୍ଦପୁର,୬ା୬(ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡ ଘସିପୁରା ନିର୍ବାଚନ ମଣ୍ଡଳୀର ସାଇଁକୁଳ ପଞ୍ଚାୟତର କିଛି ବ୍ୟକ୍ତିଙ୍କୁ ହୀନ ରାଜନୀତି ଚକ୍ରାନ୍ତରେ ବିଜେଡ଼ିକୁ ଭୋଟ ଦେଇନଥିବା ଅଭିଯୋଗରେ ତୁମକୁ ଚାଉଳ ଦିଆଯିବ ନାହିଁ ଘଟଣା