Anupambharat News Bureau : News


ମହିଳା ସରପଞ୍ଚଙ୍କୁ ଆକ୍ରମଣ, ଛ’ କୋର୍ଟ ଚାଲାଣ

Anupambharat News Bureau | ଓଡ଼ିଶା | | 99 | Read...

ମହିଳା ସରପଞ୍ଚଙ୍କୁ ଆକ୍ରମଣ, ଛ’ କୋର୍ଟ ଚାଲାଣ

ପୁରୁଷୋତ୍ତମପୁର,୧୫ା୫(ଅନୁପମ ମିଡ଼ିଆ): ପୁରୁଷୋତ୍ତମପୁର ଥାନା ହିଞ୍ଜିଳିକାଟୁ ବ୍ଲକର ନନ୍ଦିକ ପଞ୍ଚାୟତର ମହିଳା ସରପଞ୍ଚ ମାଧୁରୀ ପାଣିଗ୍ରାହୀ ଏବଂ ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ଆକ୍ରମର ମାମଲାରେ ପୋଲିସ



ବୁଡ଼ି ଯାଉଛି ମାଟି କାରିଗରୀଙ୍କ କୌଳିକ ବୃତ୍ତି

Anupambharat News Bureau | ଓଡ଼ିଶା | | 98 | Read...

ବୁଡ଼ି ଯାଉଛି ମାଟି କାରିଗରୀଙ୍କ କୌଳିକ ବୃତ୍ତି

ମାଲକାନଗିରି,୧୫ା୫ (ଅନୁପମ ମିଡିଆ): ମାଟିର ବାସନା ନିଆରା । ରୋଷେଇ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ବସ୍ତୁ ତିଆରିରେ ବ୍ୟବହାର ହୁଏ ମାଟି ଦିନଥିଲା କୁମ୍ଭାର ମାନେ ସାହି ସାହି ବୁଲି ନିଜ ହାତ ଗଢା ମାଟି ପାତ୍ରକୁ ବିକ୍ରି କର



ଦଂଶିଥିବା ଥିବା ସାପକୁ ଧରି ଡାକ୍ତରଖାନା ଆସିଲେ ଯୁବକ

Anupambharat News Bureau | ଓଡ଼ିଶା | | 97 | Read...

 ଦଂଶିଥିବା ଥିବା ସାପକୁ ଧରି ଡାକ୍ତରଖାନା ଆସିଲେ ଯୁବକ

ମାଲକାନଗିରି, ୧୫ା୫ (ଅନୁପମ ମିଡିଆ): ମାଲକାନଗିରି ଡାକ୍ତରଖାନାରେ ମଙ୍ଗଳବାର ରାତିରେ ଜଣେ ଯୁବକଙ୍କ ଅଦ୍ଭୁତ କାଣ୍ଡ ଉପସ୍ଥିତ ସମସ୍ତଙ୍କୁ ଆତଙ୍କିତ କରିଛି । ସାପ କାମୁଡିଲା ବୋଲି ସେଇ ସାପକୁ ଧରି ଯୁବକ ଜଣଙ୍କ ଡାକ୍ତରଖାନାରେ



ମହାନଦୀରୁ ମିଳିଲା ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ

Anupambharat News Bureau | ଓଡ଼ିଶା | | 96 | Read...

ମହାନଦୀରୁ ମିଳିଲା ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ

କଟକ, ୧୫ା୫ (ଅନୁପମ ମିଡିଆ): ନିଖୋଜ ହୋଇଥିବା ଦୁଇ ଜଣ କଲେଜ ଛାତ୍ରଙ୍କ ମୃତଦେହ ଆଜି ମହାନଦୀରୁ ଜଗତପୁର ଥାନା ପୁଲିସ ଉଦ୍ଧାର କରିଛି । ଗତ ସୋମବାର ମଧ୍ୟାହ୍ନରେ ଦୁଇ କଲେଜ ଛାତ୍ର ନିଖୋଜ ହୋଇଥିବା ନେଇ ସୋମବାର ସନ୍ଧ୍ୟାରେ ପରିବା



୩୦ଫୁଟ୍‌ ତଳକୁ ଖସିପଡିଲା ଟ୍ରକ୍‌, ଡ୍ରାଇଭର ମୃତ

Anupambharat News Bureau | ଓଡ଼ିଶା | | 95 | Read...

୩୦ଫୁଟ୍‌ ତଳକୁ ଖସିପଡିଲା ଟ୍ରକ୍‌, ଡ୍ରାଇଭର ମୃତ

କେନ୍ଦୁଝର, ୧୫ା୫(ଅନୁପମ ମିଡିଆ): କେନ୍ଦୁଝର ସଦର ଥାନା ଶୁଆକାଟୀସ୍ଥିତ ଓଏମ୍‌ସି ଖଣି ପରିସରରେ ବୁଧବାର ଦିନ ଏକ ଦୂର୍ଘଟଣା ଘଟି ଟ୍ରକଟି ୩୦ଫୁଟ୍‌ ତଳକୁ ଖସି ପଡିବାରୁ ଡ୍ରାଇଭରଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମିଳିଥିବା



ଫକୀରମୋହନ ମେଡ଼ିକାଲ ଅଶାନ୍ତ

Anupambharat News Bureau | ଓଡ଼ିଶା | | 94 | Read...

ଫକୀରମୋହନ ମେଡ଼ିକାଲ ଅଶାନ୍ତ

ବାଲେଶ୍ୱର,୧୫ା୫(ଅନୁପମ ମିଡିଆ): ଯେଉଁ ଆନ୍ଦୋଳନ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏବେ ସୁପର ସ୍ପେଶ୍ୟାଲିଟି ହସପିଟାଲ ତଥା ମେଡିକାଲ କଲେଜର ମାନ୍ୟତା ମିଳିଥିଲା ମାତ୍ର କର୍ମଚାରୀଙ୍କର ବେପରୁଆ ମନଭାବ ଯୋଗୁଁ ଅ



ହାତୀ ଶାବକର ମୃତଦେହ ଉଦ୍ଧାର

Anupambharat News Bureau | ଓଡ଼ିଶା | | 93 | Read...

ହାତୀ ଶାବକର ମୃତଦେହ ଉଦ୍ଧାର

ଚୌଦ୍ୱାର,୧୫ା୫(ଅନୁପମ ମିଡ଼ିଆ): ଚୌଦ୍ୱାର ଥାନା ଅନ୍ତର୍ଗତ ଡାଳିଯୋଡା ସଂରକ୍ଷିତ ବନାଞ୍ଚଳ ଅଧିନ ଜାମଣା ଗ୍ରାମ ନିକଟରେ ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି । ବନବିଭାଗ କର୍ମଚାରୀଙ୍କଦ୍ୱାରା ଶାବକର ଶବକୁ ବ୍ୟବଛେଦ କର



ଯୁବତୀଙ୍କୁ ଚୁମ୍ବନ ଦେଇ ଗିରଫ ହେଲା ପ୍ରେମିକ

Anupambharat News Bureau | ଓଡ଼ିଶା | | 92 | Read...

  ଯୁବତୀଙ୍କୁ ଚୁମ୍ବନ ଦେଇ  ଗିରଫ ହେଲା ପ୍ରେମିକ

ଭଞ୍ଜନଗର,୧୪ ।୫(ଅନୁପମ ମିଡ଼ିଆ) : ଏକତରଫା ପ୍ରେମରୁ ଅଘଟଣ । ଯୁବତୀକୁ ଏକା ପାଇଁ ଗାଢ ଚୁମ୍ବନ ଦେଲା ହତାଶ ପ୍ରେମିକ । ଚୁମ୍ବନ ଦେଇ ଓଠକୁ କାମୁଡି ଛିଣ୍ଡାଇ ଦେଇଥିବା ହତାଶ ପ୍ରେମିକକୁ ଶେଷରେ ପୋଲିସ କାବୁ କରିଛି । ଏଭଳି ଏକ ମାମଲ



ସିଏଟ୍‌ ପୁରସ୍କାର: କୋହଲି ଶ୍ରେଷ୍ଠ କ୍ରିକେଟର

Anupambharat News Bureau | କ୍ରୀଡ଼ା | | 91 | Read...

ସିଏଟ୍‌ ପୁରସ୍କାର: କୋହଲି ଶ୍ରେଷ୍ଠ କ୍ରିକେଟର

ମୁମ୍ବାଇ,୧୪ ।୫: ସିଏଟ୍‌ କ୍ରିକେଟ୍‌ ରେଟିଂ ଅନ୍ତର୍ଜାତୀୟ ପୁରସ୍କାରରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । କୋହଲି ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ସହ ୨୦୧୮ ସିଜନ୍‌ର ଶ୍ରେଷ୍ଠ



ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ରେଫରୀ

Anupambharat News Bureau | କ୍ରୀଡ଼ା | | 90 | Read...

ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ରେଫରୀ

ଦୁବାଇ,୧୪ ।୫: ପୂର୍ବତନ ଭାରତୀୟ ମହିଳା କ୍ରିକେଟର ଜିଏସ୍‌ ଲକ୍ଷ୍ମୀ ଇତିହାସ ରଚିଛନ୍ତି । ସେ ପ୍ରଥମ ମହିଳା ଭାବେ ଆଇସିସି ମ୍ୟାଚ୍‌ ରେଫରୀ ପ୍ୟାନେଲ୍‌ରେ ସାମିଲ ହୋଇଛନ୍ତି । ଲକ୍ଷ୍ମୀ ଏବେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ର



ଜୁନ୍‌ ୪ରେ କେରଳ ଛୁଇଁବ ମୌସୁମୀ

Anupambharat News Bureau | ଓଡ଼ିଶା | | 89 | Read...

ଜୁନ୍‌ ୪ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୧୪ ।୫ (ଅନୁପମ ମିଡିଆ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଜୁନ୍‌ ୪ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଛି । ତେବେ ଚଳିତ ବର୍ଷ ମୌସୁମୀ ସ୍



ପିଛା କଲେ ଦୃର୍ବୃତ୍ତ, ଓଲଟିପଡ଼ିଲା ବିଧାୟକଙ୍କ ଗାଡ଼ି

Anupambharat News Bureau | ଦେଶ | | 88 | Read...

ପିଛା କଲେ ଦୃର୍ବୃତ୍ତ, ଓଲଟିପଡ଼ିଲା ବିଧାୟକଙ୍କ ଗାଡ଼ି

ରାଏବରେଲୀ:ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲୀରେ କିଛି ଦୃର୍ବୃତ୍ତ କଂଗ୍ରେସ ବିଧାୟକ ଅଦିତି ସିଂହଙ୍କ ଗାଡ଼ିର ପିଛା କରିବାପରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିବା ସୂଚନା ମିଳିଛି । ସମ୍ପୃକ୍ତ ଦୁର୍ବୃତ୍ତ ଅଦିତିଙ୍କ ଉ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page