Anupambharat News Bureau : News


ସରିଲା ପ୍ରଚାର , ସୋମବାର ଭୋଟ୍‌

Anupambharat News Bureau | ଓଡ଼ିଶା | | 759 | Read...

ସରିଲା ପ୍ରଚାର , ସୋମବାର ଭୋଟ୍‌

ଭୁବନେଶ୍ୱର, ୧୯ ।୧୦(ଅନୁପମ ମିଡିଆ): ବିଜେପୁର ଉପନିର୍ବାଚନ ପାଇଁ ଶନିବାର ପ୍ରଚାର ଶେଷ ହୋଇଛି । ସୋମବାର ବିଜେପୁର ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବାହାରର ସମସ୍ତ ନେତାଙ୍କୁ ଅଞ୍ଚଳ ଛାଡିବାକୁ



ବେଆଇନ ବାଣକାରଖାନାରେ ଚଢ଼ାଉ ,୧୨ ଗିରଫ

Anupambharat News Bureau | ଓଡ଼ିଶା | | 758 | Read...

ବେଆଇନ ବାଣକାରଖାନାରେ ଚଢ଼ାଉ ,୧୨ ଗିରଫ

କଟକ, ୧୯ା୧୦(ଅନୁପମମିଡ଼ିଆ): ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଓ ମହାଜନପୁରରେ ବେଆଇନ ବାଣ କାରଖାନା ଉପରେ କମିଶନରେଟ ପୋଲିସ ଚଢଉ କରି ବିପୁଳ ପରିମାଣର ବାଣ, ବିସ୍ପୋରକ, ବାରୁଦ ଓ ଲୁହା ଗୁଣ୍ଡ ଆଦି ଜବତ କରିବା ସହ ଏଥିରେ ସମ୍



୧୫ ନଭେମ୍ବର ସୁଦ୍ଧା ଦ୍ୱିତୀୟ କିସ୍ତି ଦେଲେ ମିଳିବ ପୁରସ୍କାର

Anupambharat News Bureau | ଦେଶ | | 756 | Read...

୧୫ ନଭେମ୍ବର ସୁଦ୍ଧା ଦ୍ୱିତୀୟ କିସ୍ତି ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର, ୧୯ ।୧୦ ।(ଅନୁପମ ମିଡିଆ): ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ଏହି ଘର ପାଇଁ ଏମଜିନରେଗା ମଜୁରୀ ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ



ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ମାମଲା ସରପଞ୍ଚଙ୍କ ସ୍ୱାମୀ ଗିରଫ

Anupambharat News Bureau | ଓଡ଼ିଶା | | 755 | Read...

ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ମାମଲା  ସରପଞ୍ଚଙ୍କ ସ୍ୱାମୀ ଗିରଫ

ଯାଜପୁର/ଧର୍ମଶାଳା,୧୯ା୧୦(ଅନୁପମମିଡ଼ିଆ): ଯାଜପୁର ଜିଲ୍ଳାର ଧର୍ମଶାଳା ବ୍ଲକର ଗ୍ରାମସେବୀକା ତଥା ହରିଦାସପୁର ଗ୍ରାମପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତୁ୍ୟ ମାମଲାରେ ରେ ପୋଲିସ ସ୍ଥାନୀୟ ସରପଞ୍ଚଙ୍



ପୁଅଙ୍କ ଭଳି ଝିଅମାନେ ଏଣିକି ସୈନିକ ସ୍କୁଲରେ ପିପାରିବେ

Anupambharat News Bureau | ଦେଶ | | 754 | Read...

ପୁଅଙ୍କ ଭଳି ଝିଅମାନେ ଏଣିକି ସୈନିକ ସ୍କୁଲରେ ପିପାରିବେ

ନୂଆଦିଲ୍ଲୀ: ଏଣିକି ପୁଅଙ୍କ ଭଳି ଝିଅମାନେ ମଧ୍ୟ ଦେଶର ବିଭିନ୍ନ ସୈନିକ ସ୍କୁଲରେ ନାଁ ଲେଖାବା ସହ ପାଠ ପିପାରିବେ । ଦୀର୍ଘଦିନରୁ ଏନେଇ ହୋଇ ଆସୁଥିବା ଦାବିକୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇ



୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌

Anupambharat News Bureau | ଦେଶ | | 753 | Read...

୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌

ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ପ୍ରତି ଘରେ ପରିଚିତ ହୋଇଥିବା ଆମେରିକାର ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା



କଳକୀ ଭଗବାନଙ୍କ ଆଶ୍ରମରେ କଳାଧନ

Anupambharat News Bureau | ଦେଶ | | 752 | Read...

କଳକୀ ଭଗବାନଙ୍କ ଆଶ୍ରମରେ କଳାଧନ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍‌ କରିଛି । ଏହି କଥିତ ଗୁରୁଙ୍କୁ ସମସ୍ତେ କଲକି ଭଗବାନ ବୋଲି ଜାଣିଛନ୍ତି । ତାଙ୍କର ମୂଳ ନାମ କି;ୁ ବିଜୟ



କା-ଅପରେଟିଭ ସୋସାଇଟ ସଭାପତିଙ୍କ ବିରୋଧରେ ଯୈðାନ ନିର୍ଯ୍ୟାତନା ଅଭିଯୋଗ

Anupambharat News Bureau | ଓଡ଼ିଶା | | 748 | Read...

କା-ଅପରେଟିଭ ସୋସାଇଟ ସଭାପତିଙ୍କ  ବିରୋଧରେ ଯୈðାନ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡା, ୧୯ା୧୦(ଅନୁପମ ମିଡିଆ) : କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ସଭାପତି ପ୍ରମୋଦ କୁମାର ସାହୁଙ୍କ ନାମରେ ସେହି ସୋସାଇଟର ଜନୈକ ମହିଳା କର୍ମଚାରୀଙ୍କୁ ଯୈðାନ ଶୋଷଣ କରିଥିବା ନେଇ କେନ୍ଦ୍ରାପଡା ଟାଉନ ଥ



ବିଜେପୁର ଉପ ନିର୍ବାଚନ, ଦୁଇଦିନ ପରେ ଭୋଟ

Anupambharat News Bureau | ଓଡ଼ିଶା | | 747 | Read...

ବିଜେପୁର ଉପ ନିର୍ବାଚନ, ଦୁଇଦିନ ପରେ ଭୋଟ

ସମ୍ବଲପୁର, ୧୮ା୧୦,(ଅନୁପମମିଡ଼ିଆ): ବରଗଡ଼ ଜିଲ୍ଳା ବିଜେପୁର ବିଧାନସଭା ଆସନ ପାଇଁ ଆଗାମୀ ୨୧ ତାରିଖ ଦିନ ଭୋଟଗ୍ରହଣ କରାଯିବ । ଆସନ୍ତାକାଲି ଅପରାହ୍ନରେ ଭୋଟ ପ୍ରଚାର ସ୍ଥଗିତ ହେବାକୁ ଯାଉଥିବାରୁ ଏବେ ନିର୍ବାଚନ ମଣ୍ଡଳୀ ସାରା



ଏନ୍‌କାଉଣ୍ଟର ଦୁର୍ଦ୍ଦାନ୍ତ ଭାଗୁ ଆହତ

Anupambharat News Bureau | ଓଡ଼ିଶା | | 746 | Read...

ଏନ୍‌କାଉଣ୍ଟର ଦୁର୍ଦ୍ଦାନ୍ତ ଭାଗୁ ଆହତ

ପିପିଲି,୧୮ା୧୦(ଅନୁପମମିଡ଼ିଆ): ପିପିଲି ଓ ପୁରୀ ତାଳବଣିଆ ପୋଲିସର ମିଳିତ ଏନ୍‌କାଉଣ୍ଟର ରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଆହତ ହୋଇ ପୋଲିସ ହାତରେ ଧରାପଡ଼ିଛି । ଭାଗୁର ବାମ ଗୋଡରେ ଗୁଳି ବାଜିଥିବା ବେଳେ ତ



ଅକେଫାବରରେ ‘ବାତ୍ୟା’ ଭୟ ନାହିଁ

Anupambharat News Bureau | ଓଡ଼ିଶା | | 745 | Read...

 ଅକେଫାବରରେ ‘ବାତ୍ୟା’ ଭୟ ନାହିଁ

ଭୁବନେଶ୍ୱର,୧୮ ।୧୦(ଅନୁପମ ମିଡିଆ): ଶୁକ୍ରବାର ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ତାମିଲନାଡୁ, କେରଳ ସମେତ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବ



ଆସନ୍ତା ସପ୍ତାହରେ ବ୍ୟାଙ୍କ୍‌ ଧର୍ମଘଟ, ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ପ୍ରଭାବିତ ହେବନାହିିଁ

Anupambharat News Bureau | ଦେଶ | | 744 | Read...

ଆସନ୍ତା ସପ୍ତାହରେ ବ୍ୟାଙ୍କ୍‌ ଧର୍ମଘଟ, ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ପ୍ରଭାବିତ ହେବନାହିିଁ

ନୂଆଦିଲ୍ଲୀ:ଦୁଇ ବ୍ୟାଙ୍କ୍‌ ୟୁନିୟନ୍‌ ଚେତାବନୀ ସ୍ୱରୁପ ପବ୍ଳିକ୍‌ ସେକଫର ବ୍ୟାଙ୍କ୍‌ ମିଶ୍ରଣକୁ ବିରୁଦ୍ଧ କରି ଦିନିକିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା ଦେଇଛି । ଏହି ଧର୍ମଘଟରେ ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ଗୁଡିକ ପ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page