Anupambharat News Bureau | ଦେଶ | | 1532 | Read...
ନୂଆଦିଲ୍ଲୀ: ସାରାବିଶ୍ୱରେ ଅଣାୟତ ରହିଛି କରୋନା ଭାଇରସ । ତେବେ ଭାଇରସର ପ୍ରକୋପ କେବେ କମିବ ସେନେଇ କେହି ବି କହିବା ବର୍ତ୍ତମାନ ପରିସ୍ଥିତିରେ ଅସମ୍ଭବ ରହିଛି । କି;ୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡାବ୍ଲìଏଚ୍ଓ) କରୋନା ମହ
Anupambharat News Bureau | ଦେଶ | | 1531 | Read...
ନୂଆଦିଲ୍ଲୀ: ଦେଶରେ ଆଜି ଗଣେଶ ପୂଜା ପର୍ବ ପାଳନ କରାଯାଉଛି । କି;ୁ ଏଥର କରୋନା ମହାମାରୀ କାରଣରୁ କୌଣସି ପର୍ବ ପୂର୍ବ ଭଳି ପାଳନ ହେବ ନାହିଁ । ଏଥିପାଇଁ ଘରେ ରହି କିମ୍ବା କମ୍ ଲୋକଙ୍କ ସହ ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ଉ
Anupambharat News Bureau | ଦେଶ | | 1530 | Read...
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ବିତିଗଲାଣି । ଏତେ ଦିନ ବିତି ଯାଇଥିଲେ ହେଁ ଯାଞ୍ଚ ଏଜେନ୍ସି ଓ ମୁମ୍ବାଇ ପୁଲିସ ଅଭିନେତାଙ୍କ ମୃତ୍ୟୁ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଖୋଜି ପାଇପାରି ନାହ
Anupambharat News Bureau | ଦେଶ | | 1529 | Read...
ନୂଆଦିଲ୍ଲୀ : ଦେଶ ଆସନ୍ତାକାଲି ଏହାର ୭୪ତମ ସ୍ୱାଧୀନତା ଦିବସ ପାଳନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ ସହ ଏହି ଐତିହାସିକ ସ୍ମାରକୀର ପ୍ରାଚୀର ଉପରୁ ରାଷ୍ଟ୍ରକୁ ସମ୍ବୋଧନ କରିବ
Anupambharat News Bureau | ଦେଶ | | 1528 | Read...
ଜୟପୁର: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଗେହଲଟ ସରକାର ଆଗତ କରିଥିବା ଆସ୍ଥା ଭୋଟ ଧ୍ନୀମତରେ ଗୃହୀତ ହୋଇଛି । ଏହା ସହ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି । ଆସ୍ଥା ଭୋଟରେ ସରକାରଙ୍କ ସପକ
Anupambharat News Bureau | ଦେଶ | | 1527 | Read...
ନୂଆଦିଲ୍ଲୀ:ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚାଇନିଜ୍ ଭିଡିଓ ସେୟାରିଂ ଆପ୍ ଟିକ୍ଟକ୍ରେ ନିବେଶ କରିବେ ରିପୋର୍ଟରେ କୁହାଯାଇଛି । ଟିକ୍ଟକ୍ ବାଇର୍ଟି ଡେନ୍ସ ଓ ରିଲାଏନ୍
Anupambharat News Bureau | ଓଡ଼ିଶା | | 1526 | Read...
ଭୁବନେଶ୍ୱର, ୧୪ା୮(ଅନୁପମ ମିଡ଼ିଆ): ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ପୁଲିସ୍ ପଦକ ଘୋଷଣା କରାଯାଇଛି । ଓଡିଶାରୁ ୧୪ଜଣଙ୍କୁ ସ୍ୱାଧୀନତା ଦିବସ ଅବସରରେ ପୋଲିସ୍ ପଦକ ପ୍ରଦାନ ଲାଗି ମନୋନୀତ କରାଯାଇଛି । ୧୪
Anupambharat News Bureau | ଓଡ଼ିଶା | | 1525 | Read...
ଭୁବନେଶ୍ୱର, ୧୪ା୮(ଅନୁପମ ମିଡ଼ିଆ): ବରିଷ୍ଠ ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ ହୋଇଛି । କ୍ରାଇମବ୍ରାଞ୍ଚ ଆଇଜି ତଥା ୧୯୯୯ ବ୍ୟାଚ୍ ଆଇପିଏସ୍ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି । ଗୃହ ବିଭ
Anupambharat News Bureau | ଓଡ଼ିଶା | | 1524 | Read...
ଭୁବନେଶ୍ୱର,୧୪ା୮(ଅନୁପମ ମିଡ଼ିଆ): ଉତ୍ତର ଓଡ଼ିଶା ଉପକୂଳ ଏବଂ ଗ୍ୟାଙ୍ଗଟିକ ପଶ୍ଚିମବଙ୍ଗ ଅଞ୍ଚଳରେ ଲଘୁଚାପ ଘନୀଭୂତ ହୋଇ େୱଲ ମାର୍କେଡ଼ ଲୋ ପ୍ରେସରରେ ପରିଣତ ହୋଇଛି । ବର୍ତ୍ତମାନ ଏହା ଉତ୍ତର ଓଡିଶା ଉପକୂଳ, ସଂଲଗ୍ନ ଉତ୍ତର-ପଶ୍ଚ
Anupambharat News Bureau | ଦେଶ | | 1523 | Read...
ନୂଆଦିଲ୍ଲୀ,୧୪ା୮: କରୋନା ସଙ୍କଟକୁ ନିୟନ୍ତ୍ରଣ କରୁଥିବା ଆଗଧାଡ଼ି ଯୋଦ୍ଧାଙ୍କ ପାଖରେ ଦେଶ ଋଣୀ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରକାଶ କରିଛନ୍ତି । ଏହି ମହାମାରୀ ଯୋଗୁ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନରେ କଟକଣା କର
Anupambharat News Bureau | ଓଡ଼ିଶା | | 1522 | Read...
ଭୁବନେଶ୍ୱର,୧୩ ଅଗଷ୍ଟ - କରୋନା ପାଇଁ ଟ୍ୱିନସିଟିରେ ଗଣେଶ ପୂଜା ଉପରେ ରୋକ୍ ଲାଗିଛି । କଟକ ଓ ଭୁବନେଶ୍ୱରରେ କୌଣସି ମଣ୍ଡପରେ ଗଣେଶ ପୂଜା ହୋଇପାରିବନି ବୋଲି ଟ୍ୱିଟ୍ କରି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇ
Anupambharat News Bureau | ଓଡ଼ିଶା | | 1521 | Read...
ଭୁବନେଶ୍ୱର, ୧୩ ଅଗଷ୍ଟ - ଯୁକ୍ତ -୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ଶୂନ୍ୟ ଫଳାଫଳ ଥିବା ୧୫ଟି କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନୋଟିସ ଜାରି କରା ଯାଇଛି । ଏ ବର୍ଷ ସେମାନଙ୍କର ଆଡମିଶନ କାହି