Anupambharat News Bureau : News


ଆଲବମ୍‌ ଅଭିନେତ୍ରୀ ଦୀପାଙ୍କ ପରଲୋକ

Anupambharat News Bureau | ଓଡ଼ିଶା | | 1384 | Read...

ଆଲବମ୍‌ ଅଭିନେତ୍ରୀ ଦୀପାଙ୍କ ପରଲୋକ

ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ଓଡିଆ ଆଲବମ୍‌ ଜଗତର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କର ସୋମବାର ଅପରାହ୍ନରେ ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ । ଭୁବନେଶ୍ୱର ସ୍ପର୍ଶ ହସ୍‌ପିଟାଲ୍‌ରେ ଚ



ସଂକ୍ରମଣ ଭୟ:ରୋଗୀକୁ ନେଲାନି ଆମ୍ବୁଲାନ୍ସ : ଘର ବାରଣ୍ଡାରେ ପ୍ରାଣବାୟୁ ଉଡ଼ିଲା

Anupambharat News Bureau | ଓଡ଼ିଶା | | 1383 | Read...

ସଂକ୍ରମଣ ଭୟ:ରୋଗୀକୁ ନେଲାନି ଆମ୍ବୁଲାନ୍ସ : ଘର ବାରଣ୍ଡାରେ ପ୍ରାଣବାୟୁ ଉଡ଼ିଲା

ବ୍ରହ୍ମପୁର,୨୭ା୭ (ଅନୁପମ ମିଡ଼ିଆ): କରୋନା ସଂକ୍ରମଣ ଭୟ କିଭଳି ଜନମାନସକୁ ପ୍ରଭାବିତ କରିବାରେ ଲାଗିଛି ତାର ଆଉ ଏକ ନିଛକ ଦୃଶ୍ୟ ଆଜି ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି । ଏନେଇ ଭିଡ଼ିଓ ଭାଇରାଲ ପରେ ଘଟଣା ଜିଲ୍ଳାରେ ଆଲୋଡ଼ନ ସ



ଚିନ୍ତା ବଢ଼ାଉଛି ଗଞ୍ଜାମ, ଖୋର୍ଦ୍ଧା ଓ କଟକ

Anupambharat News Bureau | ଓଡ଼ିଶା | | 1382 | Read...

ଚିନ୍ତା ବଢ଼ାଉଛି ଗଞ୍ଜାମ, ଖୋର୍ଦ୍ଧା ଓ କଟକ

ଭୁବନେଶ୍ୱର, ୨୬ା୭(ଅନୁପମ ମିଡ଼ିଆ): ରାଜ୍ୟର ତିନି ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଗଞ୍ଜାମ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ କରୋନା ପରିସ୍ଥିତି ପୁରା ଉଦ୍‌ବେଗ ଜନକ ରହିଛି । ଆଜି ସୁଦ୍ଧା ଗଞ୍ଜାମ



ଆଇଏଏସ ସ୍ତରରେ ଅଦଳ ବଦଳ

Anupambharat News Bureau | ଓଡ଼ିଶା | | 1381 | Read...

ଆଇଏଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ­ ରାଜ୍ୟ ସରକାର ଆଇଏଏସ ସ୍ତରରେ ସାମାନ୍ୟ ଅଦଳ ବଦଳ କରିଛନ୍ତି । ବରିଷ୍ଠ ଆଇଏଏସ ରାଜକୁମାର ଶର୍ମାଙ୍କୁ କୃଷି ଉପିାଦନ କମିଶନର ଭାବେ ଦାୟିତ୍ୱ ଦିଆ ଯାଇଛି । ସେହିପରି ଅନୁ ଗର୍ଗଙ୍କୁ ଜଳ ସମ୍ପ



ଦେଶରେ ଜିଓମାର୍ଟ ଅନ୍‌ଲାଇନ୍‌ରେ ୫୦% କିରାଣୀ ଜିନିଷ ବିକି୍ର କରିଛି: ଗୋଲïମ୍ୟାନ୍‌

Anupambharat News Bureau | ଦେଶ | | 1380 | Read...

ଦେଶରେ ଜିଓମାର୍ଟ ଅନ୍‌ଲାଇନ୍‌ରେ ୫୦% କିରାଣୀ ଜିନିଷ ବିକି୍ର କରିଛି: ଗୋଲïମ୍ୟାନ୍‌

ନୂଆଦିଲ୍ଲୀ:ଦେଶରେ ଜିଓମାର୍ଟ ଅନ୍‌ଲାଇନ୍‌ରେ ୫୦% କିରାଣୀ ଜିନିଷ ବିକି୍ର କରିଥିବା ଗୋଲïମ୍ୟାନ୍‌ ସଚ୍‌ ପକ୍ଷରୁ କୁହାଯାଇଛି । ଫେସ୍‌ବୁକ୍‌ ଜିଓମାର୍ଟ କିଛିକାଂଶରେ ସହାୟକ ହୋଇଛି । ମୁକେଶ ଅମ୍ବାନୀ ନିୟମିତ ଭାବ



ଗେହଲଟ-ପାଇଲଟ୍‌ ରାଜନୈତିକ ବିବାଦ: ରାଜ୍ୟପାଳଙ୍କୁ ହଟାଇବାକୁ ଦାବି

Anupambharat News Bureau | ଦେଶ | | 1379 | Read...

ଗେହଲଟ-ପାଇଲଟ୍‌ ରାଜନୈତିକ ବିବାଦ:  ରାଜ୍ୟପାଳଙ୍କୁ ହଟାଇବାକୁ ଦାବି

ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ସଂଗ୍ରାମରେ ଆଜି ୩ଟି ବଡ ଘଟଣା ଘଟିଛି । ବିଏସପି ବିଧାୟକଙ୍କ କଂଗ୍ରେସରେ ବିଲୟକୁ ନେଇ ଦାଖଲ ଯାଚିକା ହାଇକୋର୍ଟରେ ଖାରଜ ହୋଇ ଯାଇଛି । ଅନ୍ୟପଟେ ରାଜସ୍ଥାନ ହାଇକୋର୍ଟରେ ଜଣେ ଜନସ୍‌ାର୍



୨୯ରେ ଭାରତକୁ ଆସିବ ରାଫେଲ୍‌

Anupambharat News Bureau | ଦେଶ | | 1378 | Read...

୨୯ରେ ଭାରତକୁ ଆସିବ ରାଫେଲ୍‌

ନୂଆଦିଲ୍ଲୀ: ଆସୁଛି ରାଫେଲ୍‌ । ଫ୍ରାନ୍ସ ମେରୀଗ୍ରାକ୍‌ ରୁ ଭାରତକୁ ଆସୁଛି ଯୁଦ୍ଧ ବିମାନ ୫ଟି ଯୁଦ୍ଧ ବିମାନ ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଛନ୍ତି । ଦିନେ ପରେ ଅର୍ଥାତ ଜୁଲାଇ ୨୯ ତାରିଖରେ ଏହି ୫ଟି ବିମାନ ଅମ୍ବାଲା ଏୟାରବେ



ବାହା ହେବେ ପୁନମ୍‌

Anupambharat News Bureau | ଦେଶ | | 1377 | Read...

ବାହା ହେବେ ପୁନମ୍‌

ମୁମ୍ବାଇ : ମଡେଲ୍‌-ଅଭିନେତ୍ରୀ ପୁନମ୍‌ ପାଣ୍ଡେ ନିଜ ଲଙ୍ଗ୍‌ ଟାଇମ୍‌ ବୟଫ୍ରେଣ୍ଡ ସ୍ୟାମ୍‌ ବମ୍ବେଙ୍କ ସହ ନିର୍ବନ୍ଧ କରିଛନ୍ତି । ସ୍ୟାମ୍‌ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏଙ୍ଗେଜମେଣ୍ଟ ରିଙ୍ଗ୍‌ ପିନ୍ଧି ପୁନମଙ୍



ପ୍ଲାଜମା ମାଗୁଛି ସ୍ୱାସ୍ଥ୍ୟ ବିଭାଗ

Anupambharat News Bureau | ଦେଶ | | 1376 | Read...

ପ୍ଲାଜମା ମାଗୁଛି ସ୍ୱାସ୍ଥ୍ୟ ବିଭାଗ

ଗୌହାଟୀ: ଗୁରୁତର ବନ୍ୟା ପ୍ରଭାବିତ ଆସାମାରେ କୋଭିଡ-୧୯ ମାମଲା କିପରି ପାରିଚାଳନା କରାଯାଉଛି ତାହା ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ । ଜନୈକ ଗୁରୁତର ରୋଗୀଙ୍କ ଲାଗି ପ୍ଲାଜମା ଆବଶ୍ୟକ ପଡିବାରୁ କିଛି ସପ୍ତାହ ପୂର୍ବରୁ ହ



କରୋନ ନାମରେ କେବଳ ଅର୍ଥ ଆତ୍ମସାତ୍‌, ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମାଲାମାଲ୍‌

Anupambharat News Bureau | ଦେଶ | | 1375 | Read...

କରୋନ ନାମରେ କେବଳ ଅର୍ଥ ଆତ୍ମସାତ୍‌,  ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମାଲାମାଲ୍‌

ନୂଆଦିଲ୍ଲୀ: ଉଲ୍ଲେଖଥାଉକି ଦେଶର ବିଭିନ୍ନ ରାଜ୍ୟ ଗୁଡିକର ପୌର ନିଗମ ଦ୍ୱାରା ପରିଚାଳିତ ଏକ ହସ୍ପିଟାଲର ଜୁଲାଇ ୨୭ ରେ ହେମିବେନ ଚୋବାତିୟା ନାମ୍ନୀ ୭୦ ବର୍ଷୀୟା କୋଭିଡ ରୋଗୀଙ୍କୁ ଡ଼ିସ୍‌ଚାର୍ଜର୍ କରାଯାଇଥିଲା । ସୁରଟ ସହର



କରୋନାର ପ୍ରଧାନ ଲକ୍ଷଣ ଜ୍ୱର ନୁହେଁ କାଶ, କ୍ଳାନ୍ତପଣ

Anupambharat News Bureau | ଦେଶ | | 1374 | Read...

କରୋନାର ପ୍ରଧାନ ଲକ୍ଷଣ ଜ୍ୱର ନୁହେଁ କାଶ, କ୍ଳାନ୍ତପଣ

ନୂଆଦିଲ୍ଲୀ: କରୋନା ଭାଇରସ୍ର ପ୍ରଧାନ ଲକ୍ଷଣ ଜ୍ୱର ନୁହେଁଛ ଯଦି ଜ୍ୱର ପ୍ରତି ଗୁରୁିବ ଦିଆଯିବ ତେବେ ଅନେକ ସଂକ୍ରମଣ ମାମଲାକୁ ରିପୋର୍ଟ କରାଯାଇପାରିବ ନାହିଁଛ ଏମ୍ସ ଦିଲ୍ଲୀ ଅଧୀନରେ ଦୁଇଟି ଫ୍ୟାସିଲିଟିରେ ଚିକିତ୍ସିତ ହେଉଥ



ବିରୋଧୀଙ୍କୁ ଉଦ୍ଧବ ଠାକରେଙ୍କ ଆହ୍ୱାନ ସାହସ ଅଛିତ ସରକାର ଭାଙ୍ଗ

Anupambharat News Bureau | ଦେଶ | | 1373 | Read...

ବିରୋଧୀଙ୍କୁ ଉଦ୍ଧବ ଠାକରେଙ୍କ ଆହ୍ୱାନ ସାହସ ଅଛିତ ସରକାର ଭାଙ୍ଗ

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ନେଇ ହେଉଥିବା କଥିତ ଷଡ଼ଯନ୍ତ୍ର ସମ୍ପର୍କରେ କଡ଼ା ମନୋଭାବ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ଯେ ରାଜ୍ୟରେ ମହା ବିକାଶ ଅଘାଡ଼ିର ୩ ଚକିଆ ସରକାର ରହିଛି ସତ, ମ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page