Anupambharat News Bureau | ଓଡ଼ିଶା | | 1749 | Read...
ପୁରୀ,୨ା୧(ଅନୁପମ ମିଡ଼ିଆ): ଦୀର୍ଘ ୯ମାସରୁ ଊର୍ଦ୍ଧ୍ୱ ଦର୍ଶନରୁ ବଞ୍ଚିତ ହୋଇଥିବା ଜଗନ୍ନାଥପ୍ରେମୀମାନେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦେଖିବାର ସୁଯୋଗ ପାଇବେ । ଦର୍ଶନାର୍ଥିମାନଙ୍କୁ ଶ୍ରୀମନ୍ଦିରରେ ପ୍
Anupambharat News Bureau | ଓଡ଼ିଶା | | 1748 | Read...
ଭୁବନେଶ୍ୱର,୨ା୧(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଆସନ୍ତା ୮ରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯିବେ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ
Anupambharat News Bureau | ଦେଶ | | 1747 | Read...
ନୂଆଦିଲ୍ଲୀ: ଭାରତ କରୋନା ଭାକସିନକୁ ନେଇ ପ୍ରସ୍ତୁତିକୁ ଜୋରଦାର୍ କରିଛି । ଶନିବାରଠାରୁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି
Anupambharat News Bureau | ଦେଶ | | 1746 | Read...
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାବଦରେ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ଯାହା ବିହାର ରାଜନୀତିକୁ ସରଗରମ କରିଦେଇଛି । ନୀତିଶ ମହାମେଣ୍ଟରେ ପୁଣି ସାମିଲ ହେବାକୁ ଯ
Anupambharat News Bureau | ଦେଶ | | 1745 | Read...
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଶନିବାର ସକାଳୁ ହାଲୁକା ବର୍ଷା ହୋଇଛି । ବର୍ଷା ଯୋଗୁଁ ଶୀତର ପ୍ରକୋପ ଆହୁରି ବଢିଯାଇଛି । ବର୍ଷା ଯୋଗୁଁ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ, ହରିୟାଣା
Anupambharat News Bureau | ଦେଶ | | 1744 | Read...
ନୂଆଦିଲ୍ଲୀ: ଶନିବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ବୁଟା ସିଂହଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ପ୍ରଥମେ ଅକାଳି ଦଳର ଜଣେ ସଦସ୍ୟଭାବେ ସେ ନିର୍ବାଚନ ଲଢ଼ିବା ପ
Anupambharat News Bureau | ଓଡ଼ିଶା | | 1743 | Read...
କଟକ, ୩୦ା୧୨(ଅନୁପମ ମିଡ଼ିଆ): ଚାରି ଦିନ ଧରି ଚାଲିଥିବା ରାଜ୍ୟର ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭର୍ଚୁଆଲ ମୋଡ୍&zw
Anupambharat News Bureau | ଓଡ଼ିଶା | | 1742 | Read...
ଭୁବନେଶ୍ୱର, ୩୦ା୧୨(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଜାନୁଆରୀ ମାସ ପାଇଁ ବୁଧବାର ଅନଲକ୍ ଗାଇଡଲାଇନ୍ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସାରା ରାଜ୍ୟରେ
Anupambharat News Bureau | ଓଡ଼ିଶା | | 1741 | Read...
ଭୁବନେଶ୍ୱର, ୩୦ା୧୨ (ଅନୁପମ ମିଡ଼ିଆ): ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର(୮୫)ଙ୍କ ଆଜି ପରଲୋକ ହୋଇଯାଇଛି । ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତକାଲି ରାତି
Anupambharat News Bureau | ଓଡ଼ିଶା | | 1740 | Read...
ଭୁବନେଶ୍ୱର, ୩୦ା୧୨ (ଅନୁପମ ମିଡ଼ିଆ): ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ଛ’ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଚାରି ଜଣ ଇଞ୍ଜିିନିୟର ଥିବା ବେଳେ ଦୁଇଜଣ ଅବକାରୀ ବିଭାଗର ଅ
Anupambharat News Bureau | ଓଡ଼ିଶା | | 1739 | Read...
ନୂଆଦିଲ୍ଲୀ,୩୦ା୧୨: ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ପାରାଦୀପରେ େୱଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ ପାରାଦୀପ ବନ୍ଦର
Anupambharat News Bureau | ଓଡ଼ିଶା | | 1738 | Read...
ଭୁୁବନେଶ୍ୱର ,୨୮ା୧୨(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଚଳିତ ବର୍ଷର ଶେଷ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୨ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର