: District News


କରୋନା ଦିନକରେ ନେଲା ୧୦ ମୁଣ୍ଡ ,ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ତିନି , ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୩୦କୁ ବୃଦ୍ଧି

Anupambharat News Bureau | ଓଡ଼ିଶା | | 1359 | Read...

କରୋନା ଦିନକରେ ନେଲା ୧୦ ମୁଣ୍ଡ ,ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ତିନି , ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୩୦କୁ ବୃଦ୍ଧି

ଭୁବନେଶ୍ୱର, ୨୫ା୭(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ­ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୦ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଏହି ସଂଖ୍ୟା ପୂର୍ବରୁ ଦିନକୁ ପ



ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ

Anupambharat News Bureau | ଓଡ଼ିଶା | | 1358 | Read...

ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ

ଭୁବନେଶ୍ୱର , ୨୫ା୭(ଅନୁପମ ମିଡ଼ିଆ): ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଅବସରରେ ଶନିବାର ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ମସିହା ନିମନ୍ତେ ପ୍ରଥିତଯଶା କଥାକାର, ଔପନ



ଆପଣାର ହେଉଛନ୍ତି ପର: ପଡ଼ି ରହିଲା ଏଏସ୍‌ଆଇଙ୍କ ଶବ

Anupambharat News Bureau | ଓଡ଼ିଶା | | 1357 | Read...

ଆପଣାର ହେଉଛନ୍ତି ପର: ପଡ଼ି ରହିଲା ଏଏସ୍‌ଆଇଙ୍କ ଶବ

କୋଦଳା,୨୫ା୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ତାର କରାଳ ରୂପ ଜାରି ରଖିଛି । ପ୍ରତିଦିନ ମୁଣ୍ଡ ପରେ ମୁଣ୍ଡ ନେଉଛି । ତେବେ ସଂକ୍ରମଣ ଭୟରେ ଶବକୁ ଅଛୁଁଆ କରାଯାଉଛି ତାକୁ ନେଇ ମାନବିକତା ବାଟ ହୁଡ଼ିବାରେ ଲାଗିଥ



ପଜିଟିଭ ବୃଦ୍ଧି ନେଇ ଆତଙ୍କିତ ହୁଅନ୍ତୁ ନାହିଁ ଜିଲ୍ଲାରେ ୯୦ ପ୍ରତିଶତ ସୁସ୍ଥ ହେଉଛନ୍ତି : ଜିଲ୍ଲାପାଳ

Anupambharat News Bureau | ଓଡ଼ିଶା | | 1356 | Read...

ପଜିଟିଭ ବୃଦ୍ଧି ନେଇ ଆତଙ୍କିତ ହୁଅନ୍ତୁ ନାହିଁ ଜିଲ୍ଲାରେ ୯୦ ପ୍ରତିଶତ ସୁସ୍ଥ ହେଉଛନ୍ତି : ଜିଲ୍ଲାପାଳ

ବ୍ରହ୍ମପୁର,୨୪ ।୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁରରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଲୋକେ ଆତଙ୍କିତ କୌଣସି କାରଣ ନାହିଁ । ଜିଲ୍ଲାରେ ପ୍ଲାଜ୍‌ମା ଥେରାପି ସହ ପର୍ଯ୍ୟାପ୍ତ



ପିଲାଙ୍କ ଅନଲାଇନ ପାଠ: ଗାଇ ବିକି ସ୍ମାର୍ଟ ଫୋନ୍‌ କିଣିଲେ ଗରୀବ ବାପା

Anupambharat News Bureau | ଦେଶ | | 1355 | Read...

ପିଲାଙ୍କ ଅନଲାଇନ ପାଠ:  ଗାଇ ବିକି ସ୍ମାର୍ଟ ଫୋନ୍‌ କିଣିଲେ ଗରୀବ ବାପା

ହିମାଞ୍ଚଳ ପ୍ରଦେଶ: ଅଭାବୀଙ୍କ ପାଇଁ ଆନେକ ଯୋଜନା, କି;ୁ ହିତାଧୀକାରୀ ଚୟନରେ ଯଦି ପ୍ରିୟାପ୍ରିତି ଏବଂ ତ୍ରୁଟି ହୁଏ ତେବେ ବିକାଶ କଥା ଭାବିବା କିପରି ? କରୋନା ଜନୀତ ଅସାଧାରଣ ପରିସ୍ଥିତିରେ ସ୍କୁଲ- କଲେଜ ବନ୍ଦ । ଅନଲାଇନ ପାଠ ପଢ



ଆଡ୍‌ଭାନୀ ଓ ଯୋଶୀଙ୍କ ଯୋଗୁଁ ଆଜି ରାମମନ୍ଦିର

Anupambharat News Bureau | ଦେଶ | | 1354 | Read...

ଆଡ୍‌ଭାନୀ ଓ ଯୋଶୀଙ୍କ ଯୋଗୁଁ ଆଜି ରାମମନ୍ଦିର

ଲକ୍ଷ୍ନୌ: ଅଯୋଧ୍ୟା ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଶୁକ୍ରବାର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତାଙ୍କର ବୟାନ ରେକର୍ଡ କରିଛନ୍ତି । ଏହି ଶୁଣାଣି



ନିରୁତ୍ସାହଜନକ ସ୍ଥିତିରେ ସେନ୍‌ସେକ୍ସ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 1353 | Read...

ନିରୁତ୍ସାହଜନକ ସ୍ଥିତିରେ ସେନ୍‌ସେକ୍ସ

ମୁମ୍ବାଇ:ଭାରତୀୟ ଷ୍ଟକ୍‌ ବଜାରରେ କାରବାର ମଧ୍ୟମଧରଣ ବୃଦ୍ଧି ହେବା ସହ ନିରୁତ୍ସାହଜନକ ସ୍ଥିତିରେ ରହିଥିଲା । ଫାଇ ନାସିଆଲ୍‌, ଅଟୋ ଓ ମେଟାଲ୍‌ କାଉଣ୍ଟରେ୍‌ ସାମାନ୍ୟ ଉନ୍ନତି ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଓ



ରାଜ୍ୟରେ ଅକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼ : ପୁଣି ୧୫୯୪ ପଜିଟିଭ, ୮୦୮ ସୁସ୍ଥ

Anupambharat News Bureau | ଓଡ଼ିଶା | | 1352 | Read...

ରାଜ୍ୟରେ ଅକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼ : ପୁଣି ୧୫୯୪ ପଜିଟିଭ, ୮୦୮ ସୁସ୍ଥ

ଭୁବନେଶ୍ୱର, ୨୪ା୭(ଅନୁପମ ମିଡ଼ିଆ): ରାଜ୍ୟରେ ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟରେ ସବୁ ରେକର୍ଡ ଭାଙ୍ଗିଥିବା ବେଳେ ସୁସ୍ଥରେ ମଧ୍ୟ ନୂଆ ରେକର୍ଡ଼ ସୃଷ୍‌ଟି ହୋଇଛି । ଆଜି ଗୋଟିଏ ଦିନରେ ୨୮ ଜିଲ୍ଲାରୁ ୧୫୯୪ ଜଣ ଆକ୍ରାନ୍ତ ଚି



କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

Anupambharat News Bureau | ଓଡ଼ିଶା | | 1351 | Read...

କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର, ୨୪ା୭(ଅନୁପମ ମିଡ଼ିଆ): କାଳିଆ ଯୋଜନାରେ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ । ଏହିଭଳି ୫୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି



ବ୍ରହ୍ମପୁର ବଡ଼ମେଡ଼ିକାଲ ଓପିଡ଼ି : ଖୋଲିବାକୁ ନିର୍ଦ୍ଦେଶନାମା, ଫିଟୁନି ତାଲା

Anupambharat News Bureau | ଓଡ଼ିଶା | | 1350 | Read...

ବ୍ରହ୍ମପୁର ବଡ଼ମେଡ଼ିକାଲ ଓପିଡ଼ି : ଖୋଲିବାକୁ ନିର୍ଦ୍ଦେଶନାମା, ଫିଟୁନି ତାଲା

ବ୍ରହ୍ମପୁର,୨୪ା୭(ଅନୁପମ ମିଡ଼ିଆ): ରାଜ୍ୟର ଅନ୍ୟତମ ପ୍ରମୁଖ ବ୍ରହ୍ମପୁର ବଡ଼ମେଡ଼ିକାଲର ଓପିଡ଼ି ଦୀର୍ଘ ଦିନ ହେଲା ବନ୍ଦ ହୋଇ ରହିଛି । ଫଳରେ ବହୁ ରୋଗୀ ଚିକିତ୍ସା ସେବାରୁ ବଞ୍ଚିତ ହେବା ସହ ଘରୋଇ କ୍ଳିନିକ୍‌ରେ ଶୋଷଣର ଶିକାର ହେବା



ଝିଅକୁ ଜଙ୍ଗଲରେ ପିଙ୍ଗି, ମା’ ସହ ଗଣ ଦୁଷ୍କର୍ମ

Anupambharat News Bureau | ଦେଶ | | 1349 | Read...

ଝିଅକୁ ଜଙ୍ଗଲରେ ପିଙ୍ଗି, ମା’ ସହ ଗଣ ଦୁଷ୍କର୍ମ

ରତଲାମ: ମଧ୍ୟପ୍ରଦେଶ ରତଲାମ ଜିଲ୍ଲା ମାଲ୍ୟା ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି ଯାହା ଅମାନବିକତାର ପରିଚୟ ଦେଇଛି । ଦୁଇ ଦୁର୍ବୁତ୍ତ ଜଣେ ମହିଳା ଓ ତାଙ୍କ ୩ ବର୍ଷର ଶିଶୁକୁ ଅପହରଣ କରିନେଇଥଲେ । ଦୁଇ ଦୁର୍ବୁତ୍ତ ମା ଝିଅଙ୍କୁ ଗ



ବ୍ରିଟେନ୍‌ରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

Anupambharat News Bureau | ବିଦେଶ | | 1348 | Read...

ବ୍ରିଟେନ୍‌ରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ନୂଆଦିଲ୍ଲୀ: ବ୍ରିଟେନ (ସଂଯୁକ୍ତ ରାଷ୍ଟ୍ର)ରେ ଲକ୍ଷାଧିକ ଜଗନ୍ନାଥ ଭକ୍ତ ରହିଛନ୍ତି । ଯେଉଁମାନେ କେବଳ ପ୍ରତିଦିନ ଜଗନ୍ନାଥଙ୍କ ଆରାଧନ କରନ୍ତି, ତାହା ନୁହେଁ , ସନାତନ ଧର୍ମର ପ୍ରଚାର ଓ ପ୍ରସାର ମଧ୍ୟ କରିଥାନ୍ତି । ଏମିତିକି ଜଗ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page