: District News


ମାଟ୍ରିକ ରିଜେଲଫ : ଆଜି ବୋର୍ଡ଼ ଘୋଷଣା କରିବ ତାରିଖ

Anupambharat News Bureau | ଓଡ଼ିଶା | | 171 | Read...

ମାଟ୍ରିକ ରିଜେଲଫ :  ଆଜି ବୋର୍ଡ଼ ଘୋଷଣା କରିବ ତାରିଖ

କଟକ,୧୯ା୫(ଅନୁପମମିଡ଼ିଆ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ୨୦୧୯ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ଘଟିଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇଁ ବୋର୍ଡ଼ କର୍ତ୍ତୃପକ୍ଷ



ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ୱୀକାର, ମା’, ଭଉଣୀ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

Anupambharat News Bureau | ଓଡ଼ିଶା | | 170 | Read...

ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ୱୀକାର,  ମା’, ଭଉଣୀ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

ଭୁବନେଶ୍ୱର, ୧୯ ।୫ (ଅନୁପମ ମିଡିଆ) : ଓଡ଼ିଆ ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି । ସେ ନିଜେ ଏକଥା ରବିବାର ପ୍ରକାଶ କରିଛନ୍ତି । ‘ଦ ସେଣ୍ଡ ଏକ୍ସପ୍ରେସ୍‌’ କୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି



ପୁଣି ଚମକିବେ ମୋଦି, ୟୁପିରେ ବୁଆ-ବବୁଆଙ୍କ ହେବ କମାଲ୍‌

Anupambharat News Bureau | ଦେଶ | | 169 | Read...

ପୁଣି ଚମକିବେ ମୋଦି, ୟୁପିରେ ବୁଆ-ବବୁଆଙ୍କ ହେବ କମାଲ୍‌

ନୂଆଦିଲ୍ଲୀ : ଦେଶର ସାତଗୋଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଆଜି ଆସିଛି ଏକ୍‌ଜିଯଥ ପୋଲ୍‌(ବହୁଡ଼ା ମତ) । ସବୁ ସଂସ୍ଥା ଯାହା ପରଖିଛନ୍ତି ବା ଯାହା ଭୋଟ ଦେଲଶ ପରେ ଲୋକଙ୍କ ଠାରୁ ମତ ସଂଗ୍ରହ କରିଛନ୍ତି ତାହା କହୁଛି ଦେଶର



ବିରାଟଙ୍କ ଟିମ୍‌କୁ ଏନ୍‌ଗିଡିଙ୍କ ଚେତାବନୀ

Anupambharat News Bureau | କ୍ରୀଡ଼ା | | 168 | Read...

ବିରାଟଙ୍କ ଟିମ୍‌କୁ ଏନ୍‌ଗିଡିଙ୍କ ଚେତାବନୀ

ଡର୍ବାନ୍‌,୧୯ ।୫: ବିଶ୍ୱକପ୍‌ରେ ଭାରତ ତାର ଅଭିଯାନ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ । ତେବେ ତା’ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର୍‌ ଲୁନ୍‌ଗି ଏନ୍‌ଗିଡି ବିରାଟ କୋହଲି



ଅବସର ନେଇପାରନ୍ତି ଯୁବରାଜ

Anupambharat News Bureau | କ୍ରୀଡ଼ା | | 167 | Read...

ଅବସର ନେଇପାରନ୍ତି ଯୁବରାଜ

ନୂଆଦିଲ୍ଲୀ,୧୯ ।୫: ସୀମିତ ଓଭର କ୍ରିକେଟ୍‌ରେ ଭାରତର ଅନ୍ୟତମ ମହାନ ଖେଳାଳି ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବାକୁ ବିଚାର କରୁଛନ୍ତି । ଆଇସିସି ଅନୁମୋଦିତ ବିଦେଶୀ ଟି୨୦ ଲିଗ୍‌ରେ ଏକ ସ୍ୱାଧୀନ କ୍ୟାରି



ନଦୀକୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

Anupambharat News Bureau | ଓଡ଼ିଶା | | 166 | Read...

ନଦୀକୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ଆସିକା,୧୯ା୫(ଅନୁପମ ମିଡ଼ିଆ): ସ୍ଥାନୀୟ କଳିଙ୍ଗା ରୋଡ଼ ରାଜସ୍ୱ ଡ଼ାକବଙ୍ଗଳା ପଛ ପଟ ବଡ଼ନଦୀ ପଠାରେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ୨୮ରୁ ୩୦ ବର୍ଷ ମଧ୍ୟରେ ଏହି ବ



ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜାମ ସରକାରୀ ମେଡ଼ିକାଲ୍‌

Anupambharat News Bureau | ଓଡ଼ିଶା | | 165 | Read...

ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜାମ ସରକାରୀ ମେଡ଼ିକାଲ୍‌

ଗଞ୍ଜାମ,୧୯ା୫(ଅନୁପମ ମିଡ଼ିଆ): ଗଞ୍ଜାମ ସ୍ଥିତ ସରକାରୀ ମେଡିକାଲ୍‌ରେ ଗତ ୬ମାସ ତଳେ ନିଯୁକ୍ତି ପାଇଥିବା ଡାକ୍ତର ବିଦ୍ୟା ମହାରଣା ପିଜି ପଢ଼ିବା ପାଇଁ ଚାକିରି ଛାଡ଼ି ଯାଇଥିବା ବେଳେ ବର୍ତ୍ତମାନ ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜ



ଅମରିନ୍ଦର -ସିଦ୍ଧୁଙ୍କ ମଧ୍ୟରେ ବିବାଦ ଘନେଇଲା

Anupambharat News Bureau | ଦେଶ | | 164 | Read...

ଅମରିନ୍ଦର -ସିଦ୍ଧୁଙ୍କ ମଧ୍ୟରେ ବିବାଦ ଘନେଇଲା

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଫନ୍‌ ଅମରିନ୍ଦର ସିଂହ ଓ ଦଳୀୟ ନେତା ତଥା ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ବିସ୍ପୋରକ ରୂପ ନେଇଛି । ସିଦ୍ଧୁ ହିଁ ବିବାଦୀୟ ବୟାନ ଦେଇ କଂଗ୍ରେସ ଓ



ଅଂଶୁଘାତ ନଲାଗିବାକୁ ପିଆଜ ବଣ୍ଟନ

Anupambharat News Bureau | ଦେଶ | | 163 | Read...

ଅଂଶୁଘାତ ନଲାଗିବାକୁ ପିଆଜ ବଣ୍ଟନ

ଝାବୁଆ (ମଧ୍ୟପ୍ରଦେଶ): ଦେଶରେ ଚାରିଆଡେ ଗ୍ରୀଷ୍ମ ଲହରି ଜାରି ରହିଛି । ଏହାରି ମଧ୍ୟରେ ରବିବାର ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ହେଉଛି । ମଧ୍ୟପ୍ରଦେଶର ୮ଟି ଲୋକସଭା ଆସନରେ ଆଜି ମତଗ୍



ଭୋଟ୍‌ ଦେଲେ ଯୋଗୀ ଆଦିତ୍ୟନାଥ

Anupambharat News Bureau | ଦେଶ | | 162 | Read...

ଭୋଟ୍‌ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ଆଜି ଚାଲିଛି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ହେଉଛି ଭୋଟ୍‌ ଗ୍ରହଣ । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋ



ଜଳବାୟୁ ପରିବର୍ତ୍ତନ ଯୋଗୁଁ କମୁଛି ପକ୍ଷୀଙ୍କ ସଂଖ୍ୟା, କେନ୍ଦୁଝର ବନଖଣ୍ଡକୁ ଆସିଛନ୍ତି ୨୮୬୫ ବହିରାଗତ ପକ୍ଷୀ

Anupambharat News Bureau | ଓଡ଼ିଶା | | 161 | Read...

ଜଳବାୟୁ ପରିବର୍ତ୍ତନ ଯୋଗୁଁ କମୁଛି ପକ୍ଷୀଙ୍କ ସଂଖ୍ୟା,  କେନ୍ଦୁଝର ବନଖଣ୍ଡକୁ ଆସିଛନ୍ତି ୨୮୬୫ ବହିରାଗତ ପକ୍ଷୀ

କେନ୍ଦୁଝର, ୧୯ା୫ (ଅନୁପମ ମିଡିଆ): କେନ୍ଦୁଝର ବନଖଣ୍ଡକୁ ବହିରାଗତ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କିଛିବର୍ଷ ପୂର୍ବରୁ ଯେପରି ଭାବରେ ବହିରାଗତ ପକ୍ଷୀମାନେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଜଳାଶୟମାନଙ



ଓଡ଼ିଶାର ପୁନରୁଦ୍ଧାର ପାଇଁ ଆକ୍ସିସ ବ୍ୟାଙ୍କ ପ୍ରତିବଦ୍ଧ, ରାଜ୍ୟକୁ ବ୍ୟାଙ୍କର ସାମଗ୍ରିକ ଆର୍ଥିକ ସହାୟତା ୧୩.୪ କୋଟି ଟପିଲା

Anupambharat News Bureau | ଓଡ଼ିଶା | | 160 | Read...

ଓଡ଼ିଶାର ପୁନରୁଦ୍ଧାର ପାଇଁ ଆକ୍ସିସ ବ୍ୟାଙ୍କ ପ୍ରତିବଦ୍ଧ,  ରାଜ୍ୟକୁ ବ୍ୟାଙ୍କର ସାମଗ୍ରିକ ଆର୍ଥିକ ସହାୟତା ୧୩.୪ କୋଟି ଟପିଲା

ଭୁବନେଶ୍ୱର, ୧୯ା୫ (ଅନୁପମ ମିଡିଆ): ରାଜ୍ୟ ସରକାର ଓ ସ୍ଥାନୀୟ କର୍ତୃପକ୍ଷଙ୍କୁ ସହାୟତା ଓ ଆର୍ଥିକ ସହଯୋଗ ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ, ଭାରତର ତୃତୀୟ ସର୍ବବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ପକ୍ଷରୁ ରାଜ୍ୟ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page