Anupambharat News Bureau | ବିଦେଶ | | 782 | Read...
ଇସଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେବଳ ପାକିସ୍ତାନ ସରକାର ନୁହନ୍ତି ଦେଶର ନାମାଦାମୀ କଳାକାର ମଧ୍ୟ ବିଚଳିତ ହୋଇପଡ଼ିଛନ୍ତି । ଏଥିପାଇଁ ସେମାନେ ଭାରତ ସରକାରଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି । ଏହିକ୍
Anupambharat News Bureau | ଦେଶ | | 781 | Read...
ଶ୍ରୀନଗର: କୁଖ୍ୟାତ ଆତଙ୍କୀ ସଂଗଠନ ଅଲ-କାଏଦର ସହଯୋଗୀ ଭାବେ ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରୁଥିବା ଅନସାର ଘାଜୱାଟ ଉଲ ହିନ୍ଦ (ଏଜିଏଚ୍) ଏବେ ମୂଳପୋଛ ହୋଇଯାଇଛି । ଅଲ-କାଏଦର ସହଯୋଗୀ ଭାବେ ଏଜିଏଚ୍ କଶ୍ମୀରରେ ସକ୍ରିୟ ରହି ବ
Anupambharat News Bureau | ଦେଶ | | 780 | Read...
ନୂଆଦିଲ୍ଲୀ: ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବଡ଼ କାର୍ଡ ଖେଳିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍
Anupambharat News Bureau | ଓଡ଼ିଶା | | 779 | Read...
ଭଦ୍ରକ,୨୩ା୧୦(ଅନୁପମ ମିଡିଆ): ଭଦ୍ରକ ସହର ଭିତରେ ଦିନକୁ ଦିନ ବୃଦ୍ଧି ପାଉଥିବା ଲୁଟ୍ ଘଟଣା ପାଇଁ ଅତିଷ୍ଠ ହେଲେଣି ଜନସାଧାରଣ । ଲୁଟେରାଙ୍କ ଆତଙ୍କରାଜରେ ଏବେ ଅସୁରକ୍ଷିତ ଓ ଆତଙ୍କିତ ସହରବାସୀ ଲଗାତର ଛୋଟବଡ ଚୋରି ଓ ଲୁଟ୍
Anupambharat News Bureau | ଓଡ଼ିଶା | | 778 | Read...
ଭଦ୍ରକ,୨୩ା୧୦(ଅନୁପମ ମିଡିଆ): ଭଦ୍ରକ ପୌରାଞ୍ଚଳରେ ଥିବା ବିଭିନ୍ନ ମହିଳା ସଂଘ ପକ୍ଷରୁ ଜିଲାପାଳ ଜ୍ଞାନ ଦାସଙ୍କୁ ରାନୀ ପଣ୍ଡାଙ୍କ ନଗ୍ନ ନୃତ୍ୟକୁ ବିରୋଧ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଭଦ୍ରକ ଐତିହ
Anupambharat News Bureau | ଓଡ଼ିଶା | | 777 | Read...
କେନ୍ଦୁଝର,୨୩ା୧୦(ଅନୁପମ ମିଡିଆ): ସାଂପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଦର ହୁ ହୁ ହୋଇ ବଢୁଥିବାବେଳେ କେହି କେହି ଏହାକୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର କାରଣ କହୁଥିବାବେଳେ ଆଉ କେତେକ ସରକାରୀ ଦୋଷ
Anupambharat News Bureau | ଓଡ଼ିଶା | | 776 | Read...
ଚୌଦ୍ୱାର,୨୩ା୧୦(ଅନୁପମ ମିଡିଆ): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ବଣକରଞ୍ଜି ପଂଚାୟତର ଗୋଡଧୁଆ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ଘନ ସୋରେନ୍ (୬୫)ନାମକ ଜଣେ ବୃଦ୍ଧଙ୍କ ମୃତଦେହକୁ ଚୌଦ୍ୱାର ପୋଲିସ ଚଳିତ ମାସ ୧୪ତାରିଖରେ ଉଦ
Anupambharat News Bureau | ଓଡ଼ିଶା | | 773 | Read...
ଭୁବନେଶ୍ୱର, ୨୧ ।୧୦(ଅନୁପମ ମିଡିଆ): ସୋମବାର ବିଜେପୁର ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ ଶେଷ ହୋଇଛି । ଏହି ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି । ମୁଖ୍ୟ ନିର୍ବାଚ
Anupambharat News Bureau | ଓଡ଼ିଶା | | 772 | Read...
ସମ୍ବଲପୁର, ୨୧ା୧୦ (ଅନୁପମମିଡ଼ିଆ): ଭିମସାରରେ ନ୍ତ୫ଟି’ ଉପରେ ସେତେବେଳେ ଶକ୍ତ ଚାପୁଡ଼ା ପଡ଼ିଛି ଯେତେବେଳେ କି ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତିରେ ଅନେକ ଜୁନିୟର ଡାକ୍ତର ଜଣେ ରୋଗୀଙ୍କ ପୁଅକୁ ମାଡ଼ ମାରିଛନ୍ତି, ମୋବ
Anupambharat News Bureau | ଓଡ଼ିଶା | | 771 | Read...
ଯାଜପୁର ୨୧ା୧୦(ଅନୁପମମିଡ଼ିଆ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ବିଜେଡି ନେତାଙ୍କ ଗେଷ୍ଟ ହାଉସରେ ମୃତୁ୍ୟକୁ ନେଇ ସାରା ରାଜ୍ୟରେ ଚହଳ ପଡିଯାଇଛି । କି;ୁ ଏହି ସ୍ପର
Anupambharat News Bureau | କ୍ରୀଡ଼ା | | 770 | Read...
ରାଞ୍ଚି,୨୧ ।୧୦: ପେସ୍ ଯୋଡ଼ି ମହମ୍ମଦ ସାମି ଓ ଉମେଶ ଯାଦବଙ୍କ ପୁଣିଥରେ ଘାତକ ବୋଲିଂ ବଳରେ ଭାରତ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଏକ ବୃହତ୍ ବିଜୟର ନିକଟତର ହୋଇଛି । ସାମି-ଯାଦବଙ୍କ ଆଗରେ ଦକ୍ଷିଣ ଆଫ୍ରିକାର
Anupambharat News Bureau | ଶରୀରମାଦ୍ୟମ | | 769 | Read...
ଆଲର୍ଜି :- ଶ୍ୱାସ ହେବାର ବିଭିନ୍ନ କାରଣ ମଧ୍ୟରୁ ଆଲର୍ଜି ହେଉଛି ଅନ୍ୟତମ । ସାଧାରଣତଃ ଶରୀରର କ୍ଷତିକରୁନଥିବା ଦ୍ରବ୍ୟ ପ୍ରତି ଶରୀରର ଅସ୍ୱଭାବିକ ପ୍ରତିକ୍ରିୟାକୁ ଆଲର୍ଜି କୁହାଯାଏ । ଏହି ଦ୍ରବ୍ୟଗୁଡ଼ିକ ମଧ୍ୟରେ ଫୁଲର ପରାଗ