Anupambharat News Bureau | ବିଦେଶ | | 68 | Read...
ବେଜିଂ: ଚୀନ୍ର ଗବେଷକମାନେ ନିକଟରେ ‘ଅଲଟ୍ରା-ଲଙ୍ଗ ରେଞ୍ଜ ଏଆଇ କ୍ୟାମେରା’ ନିର୍ମାଣ କରିଛନ୍ତି । ଏହି କ୍ୟାମେରା ସାହାର୍ଯ୍ୟରେ ଜଣେ ବ୍ୟକ୍ତି ୪୫ କିଲୋମିଟରରେ ଥିବା ବସ୍ତìର ଫଟୋ ଉତ୍ତୋଳନ କରିପାରିବେ । ଗବେଷକ ଝେଙ
Anupambharat News Bureau | ଦେଶ | | 67 | Read...
ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ବଲିଉଡ୍ ଅଭିନେତା ସନ୍ନି ଦେଓଲ ବିଜେପି ଟିକେଟ୍ରେ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଏହାକୁ ନେଇ ତାଙ୍କ ବାପା ତଥା ଭେଟେରାନ୍ ଆକଫର ଓ ପୂର୍ବତନ ସାଂସଦ
Anupambharat News Bureau | ଦେଶ | | 66 | Read...
ନୂଆଦିଲ୍ଲୀ,୧୩ା୫: ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବା ନାହିଁ । ଆଜି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷ
Anupambharat News Bureau | ଦେଶ | | 65 | Read...
ନୂଆଦିଲ୍ଲୀ,୧୩ା୫: ସମଗ୍ର ଭାରତ ବର୍ଷରେ ଚଳଚ୍ଚିତ୍ର ଜଗତରେ ଜଣେ ପ୍ରଖ୍ୟାତ କଳାକାର ବା ଅଭିନେତା ଭାବରେ ପରିଚିତ କମଲ ହାସନ ଆଜି ନାଥୁରାମ ଗଡ୍ସେଙ୍କୁ ଭାରତର ପ୍ରଥମ ଆତଙ୍କବାଦୀ ବୋଲି ମନ୍ତବ୍ୟ ଦେଇ ବିବାଦୀୟ ସ୍ଥିତିର ସମ୍
Anupambharat News Bureau | ଓଡ଼ିଶା | | 64 | Read...
ସମ୍ବଲପୁର,୧୩ା୫(ଅନୁପମମିଡ଼ିଆ): ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ୧୫ର ଉଲୁଣ୍ଡା ନିକଟସ୍ଥ ଏସ୍ .ପତ୍ରାପାଲିରେ କାର ସହ ବାଇକ୍ ଧMା ହେବାରୁ ପ୍ରସୂତି ସମେତ ତିନି ଜଣଙ୍କ ମୃତୁ୍ୟ ଘଟିଛି । ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘ
Anupambharat News Bureau | ଓଡ଼ିଶା | | 62 | Read...
ନିଶ୍ଚିନ୍ତକୋଇଲି ୧୩.୫ (ଅନୁପମ ମିଡିଆ) : ରାଜ୍ୟରେ ସୃଷ୍ଟି ହୋଇଥିବା ମହାବାତ୍ୟା ଫନି ପ୍ରଭାବରେ ପ୍ରାୟ ୬ ଟି ଜିଲ୍ଲାରେ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ପରିବାର ସର୍ବସ୍ୱ ହରାଇଛନ୍ତି । ସେମାନଙ୍କର ମୁଣ୍ଡ ଗୁଞ୍ଜି
Anupambharat News Bureau | ଓଡ଼ିଶା | | 61 | Read...
କାଶୀପୁର, ୧୩ ।୫ (ଅନୁପମ ମିଡ଼ିଆ): ଗତ ଦୁଇ ମାସ ତଳେ କାଶୀପୁରା ଠାରୁ ହରିଦ୍ୱାର ଯାଇ ନିଖୋଜ ଥିବାର ଶ୍ରମିକ ଗୋପିମାଝୀର ସନ୍ଧାନ ସୋସିଆଲ ମିଡ଼ିଆରୁ ମିଳିଥିବା ଜଣାଯାଇଛି । ମୁମ୍ବାଇରେ ରହୁଥିବା ମହମ୍ମଦ ଇଲାମ ନାମକ ଦୈନିକ ସମୁଦ
Anupambharat News Bureau | ଓଡ଼ିଶା | | 60 | Read...
କୋରାପୁଟ, ୧୩ା୫ (ଅନୁପମ ମିଡିଆ): ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନର ଆଖ୍ୟା ଦିଆଯାଇଥିବାର କାରଣ ବେଳେ ବେଳେ ଡାକ୍ତରମାନେ ହିଁ ତାର ଉତ୍ତମ ଉଦାହରଣ ପ୍ରଦାନ କରିଥାନ୍ତି । ଏହିପରି ଏକ ଘଟଣାକ୍ରମରେ ଜଣେ ଡାକ୍ତର କିପରି ଗୋଟିଏ ପ୍ରସ
Anupambharat News Bureau | ଓଡ଼ିଶା | | 59 | Read...
ରାମନାଗୁଡ଼ା, ୧୩ ।୫ (ଅନୁପମ ମିଡ଼ିଆ): ପାଣି ପାଇଁ ଲୋକ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ଦୀର୍ଘ ୯ ମାସ ହେବ ଯୋଗାଣ ଅସୁବିଧା ଲାଗି ରହିଥିବା ବେଳେ ଯାହାକୁ ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲ
Anupambharat News Bureau | ଓଡ଼ିଶା | | 58 | Read...
ଯୋଡା,୧୩ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଦେଓଝର ଠାରେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ ପରିଚାଳିତ ଜିନ୍ଦଲ ପିଲେଟ୍ କାରଖାନାରେ ସୋମବାର ପୂର୍ବାହ୍ନରେ କାର୍ଯ୍ୟରତ ଅବସ୍ଥାରେ ସନାତନ ମୁଣ୍ଡା ନାମକ ଜୈ
Anupambharat News Bureau | ଓଡ଼ିଶା | | 54 | Read...
ଉମରକୋଟ, ୧୨ା୫ (ଅନୁନପ ମିଡିଆ): ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପୁଣି ଶବକୁ ଖାଇଲା ମୂଷା । କିଛି ଦିନ ବ୍ୟବଧାନରେ ଏହି ପରି ଏକ ହୃଦୟସ୍ପର୍ଶୀ ଘଟଣା ସାମନାକୁ ଆସିଛି । ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରର
Anupambharat News Bureau | ବିଦେଶ | | 53 | Read...
ମଗାଧିଶୁ: ଆମେରିକୀୟ ସେନାବାହିନୀ ମୁତାବକ ସୋମାଲିଆର ଦକ୍ଷିଣ ପ୍ରାନ୍ତରରେ ଆମେରିକା ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇ ୫୨ ଜଣ ସନ୍ଦିU ଆଲ୍ ସାହାବାଗ୍ ବିଦ୍ରୋହୀ ଗୋଷ୍ଠୀଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି । ଆମେ