: District News


ଆମେଠିରେ ହାରିଲେ ରାହୁଲ ଗାନ୍ଧୀ

Anupambharat News Bureau | ଦେଶ | | 219 | Read...

ଆମେଠିରେ ହାରିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଆମେଠି ଭଳି ଆସନରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଗୁଆ ପରାଜୟ ସ୍ୱୀକାର ଦେଶର ରାଜନୀତିର ମୋଡ଼ ବଦଳାଇ ଦେଇଛି । କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ



ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର କହିଲେ, ‘ଅଚ୍ଛେ ଦିନ ଆଗୟେ’

Anupambharat News Bureau | ଦେଶ | | 218 | Read...

ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର କହିଲେ, ‘ଅଚ୍ଛେ ଦିନ ଆଗୟେ’

ମୁମ୍ୱାଇ: ଆକଫିଂ ସହ ପଲିଟିକ୍ସରେ ବି ସଫଳ ହେଲେ ବଲିଉଡ୍‌ର ଆକ୍ସନ ହିରୋ ସନ୍ନି ଦେଓଲ । ଚଳିତ ଥର ପ୍ରଥମ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ତଥାପି ବାଜି ମାରିନେଲେ । ଏଥର ସନ୍ନି ଲୋକସଭାରେ ବସିବା ପMା ହୋଇଗଲା । ନିର୍ବା



ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

Anupambharat News Bureau | ଦେଶ | | 217 | Read...

ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଚାଇନା ଏବଂ ରୁଷ୍‌ ରାଷ୍ଟ୍ରପତି ଭୋଟ୍‌ ଗଣତି ଟ୍ରେଣ୍ଡ ଦେଖି ନରେନ୍ଦ୍ର ମୋଦି ବିଜୟୀ ହେବେ ବୋଲି ଆକଳନ କରିଛନ୍ତି । ଏନେଇ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍‌ ରାଷ୍



ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

Anupambharat News Bureau | ଦେଶ | | 216 | Read...

ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

ବେଙ୍ଗାଲୁରୁ: ମୋଦି ବିରୋଧୀ ଚେହେରା ଭାବରେ ଉଭା ହେବା ସହ ବେଙ୍ଗାଲୁରୁ ମଧ୍ୟ ଆସନରୁ ନିର୍ବାଚନ ଲିଥିବା ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ପରାଜିତ ହେବା ସ୍ପଷ୍ଟ ହୋଇଛି । ତୃତୀୟ ସ୍ଥାନରେ ରହିଥିବା ପ୍ରକାଶ ଏହାକୁ ସ୍ୱୀକାର କ



ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

Anupambharat News Bureau | ଓଡ଼ିଶା | | 215 | Read...

ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

ଭଦ୍ରକ, ୨୧ା୫ (ଅନୁପମ ମିଡିଆ): ଆଜି ପ୍ରକାଶ ପାଇଥିବା ଚଳିତବର୍ଷର ମ୍ୟାଟ୍ରିକ୍‌ ପରୀକ୍ଷା ଫଳାଫଳରେ ଏହି ଜିଲାର କାଜଲ ପ୍ରଥମ କିନ୍ନର ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଜିଲାର ଚାନ୍ଦବାଲିର ଦାଖା ହାଇସ୍କୁଲରେ ପାଠ ପଢି ଚର



ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ବିଜୟ ସୁନିଶ୍ଚିତ

Anupambharat News Bureau | ଓଡ଼ିଶା | | 214 | Read...

ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ବିଜୟ ସୁନିଶ୍ଚିତ

ସାଲେପୁର,୨୩ା୫(ଅନୁପମ ମିଡିଆ): ଆଜି ସାଲେପୁର ନିର୍ବାଚନ ମଣ୍ଡଳୀର ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ବେହେରା ପ୍ରାୟ ୧୭ହଜାରରୁ ଉର୍ଦ୍ଧ୍ୱଭୋଟ୍‌ ଅଧିକ ପାଇ ବିଜୟର ଦ୍ୱାର ଦେଶରେ ପହଞ୍ଚିବ



ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ୨୪ ରାଉଣ୍ଡ ସୁଦ୍ଧା ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ

Anupambharat News Bureau | ଓଡ଼ିଶା | | 213 | Read...

 ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ୨୪ ରାଉଣ୍ଡ ସୁଦ୍ଧା  ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ

ତାଳଚେର,୨୩ା୫(ଅନୁପମ ମିଡିଆ): ୬୦ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ବିଜୟ ପଥରେ ଆଗୁସାର ହେଉଥିଲା ବେଳେ ୨୪ ରାଉଣ୍ଡ ସୁଦ୍ଧା ସେ ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ ଥିବା ଜଣାପଡ଼ିଛି ।



ଆନନ୍ଦପୁରରୁ ଭାଗିରଥି ଓ ଘସିପୁରାରୁ ବଦ୍ରି ବିଜୟୀ

Anupambharat News Bureau | ଓଡ଼ିଶା | | 212 | Read...

ଆନନ୍ଦପୁରରୁ ଭାଗିରଥି ଓ ଘସିପୁରାରୁ ବଦ୍ରି ବିଜୟୀ

ଆନନ୍ଦପୁର,୨୩ା୫(ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡର ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳରେ ବିଜେଡ଼ିର ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଜେଡ଼ି ପ୍ରାର୍ଥୀ ଭାଗିରଥି ସେଠୀ ବିପୁଳ ଭୋଟ ବ୍ୟବଧାନରେ କ



ଯାଜପୁରରେ ବିଜେଡିର ବାଜିମାତ୍‌ , ୭ ବିଧାନସଭା ଓ ୧ ଲୋକସଭା ଆସନ ହାସଲ

Anupambharat News Bureau | ଓଡ଼ିଶା | | 211 | Read...

ଯାଜପୁରରେ ବିଜେଡିର ବାଜିମାତ୍‌ , ୭ ବିଧାନସଭା ଓ ୧ ଲୋକସଭା ଆସନ ହାସଲ

ବିରଜାକ୍ଷେତ୍ର ,୨୩ା୫(ଅନୁପମ ମିଡିଆ): ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ୭ଜଣ ବିଧାୟକ / ବିଧାୟିକା ଓ ଲୋକସଭା ପ୍ରାର୍ଥିନୀ ଙ୍କ ବିଜୟଲାଭ ଘଟିଛି । ଚଳିତ ନିର୍ବାଚନରେ ବିଜେଡି ୨ଜଣ ନୁଆଁମୁହଁ କୁ ପ୍ରାର୍ଥୀ ଦେଇଥି



ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

Anupambharat News Bureau | ଓଡ଼ିଶା | | 210 | Read...

ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

ଜୁନାଗଡ଼,୨୨ା୫(ଅନୁପମ ମିଡ଼ିଆ): ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧMାରୁ ଗୋଟିଏ ପରିବାରର ୫ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି ।



ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

Anupambharat News Bureau | ଓଡ଼ିଶା | | 209 | Read...

ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

ଭୁବନେଶ୍ୱର,୨୨ ।୫ (ଅନୁପମ ମିଡିଆ): ଗୁରୁବାର ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭାର ଭୋଟ୍‌ ଗଣତି ହେବ । ସରକାର ଗଠନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ସାରିଥିବା ବେଳେ ନେତାଙ୍କ ଛାତି ଧଡ୍‌ ଧଡ୍‌ ହେଉଛି । ତେବେ ହାତୀ କ



କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

Anupambharat News Bureau | ଓଡ଼ିଶା | | 208 | Read...

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

ବ୍ରହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ) : ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ଏବଂ ତାଙ୍କ ସହଯୋଗୀ ସନ୍ତୋଷ ଜେନାଙ୍କୁ ବୁଧବାର ରାତି ପ୍ରାୟ ୯ଟା ବେଳେ ଲାଞ୍ଜିପଲ୍ଲୀ ବାଇପାସ୍‌ ଛକ ନିକଟରେ କେତେକ ଦୁର୍ବୁତ୍ତ ଗୁଳିମାଡ଼




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page