Anupambharat News Bureau | ଓଡ଼ିଶା | | 1383 | Read...
ବ୍ରହ୍ମପୁର,୨୭ା୭ (ଅନୁପମ ମିଡ଼ିଆ): କରୋନା ସଂକ୍ରମଣ ଭୟ କିଭଳି ଜନମାନସକୁ ପ୍ରଭାବିତ କରିବାରେ ଲାଗିଛି ତାର ଆଉ ଏକ ନିଛକ ଦୃଶ୍ୟ ଆଜି ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି । ଏନେଇ ଭିଡ଼ିଓ ଭାଇରାଲ ପରେ ଘଟଣା ଜିଲ୍ଳାରେ ଆଲୋଡ଼ନ ସ
Anupambharat News Bureau | ଓଡ଼ିଶା | | 1382 | Read...
ଭୁବନେଶ୍ୱର, ୨୬ା୭(ଅନୁପମ ମିଡ଼ିଆ): ରାଜ୍ୟର ତିନି ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଗଞ୍ଜାମ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ କରୋନା ପରିସ୍ଥିତି ପୁରା ଉଦ୍ବେଗ ଜନକ ରହିଛି । ଆଜି ସୁଦ୍ଧା ଗଞ୍ଜାମ
Anupambharat News Bureau | ଓଡ଼ିଶା | | 1381 | Read...
ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଆଇଏଏସ ସ୍ତରରେ ସାମାନ୍ୟ ଅଦଳ ବଦଳ କରିଛନ୍ତି । ବରିଷ୍ଠ ଆଇଏଏସ ରାଜକୁମାର ଶର୍ମାଙ୍କୁ କୃଷି ଉପିାଦନ କମିଶନର ଭାବେ ଦାୟିତ୍ୱ ଦିଆ ଯାଇଛି । ସେହିପରି ଅନୁ ଗର୍ଗଙ୍କୁ ଜଳ ସମ୍ପ
Anupambharat News Bureau | ଦେଶ | | 1380 | Read...
ନୂଆଦିଲ୍ଲୀ:ଦେଶରେ ଜିଓମାର୍ଟ ଅନ୍ଲାଇନ୍ରେ ୫୦% କିରାଣୀ ଜିନିଷ ବିକି୍ର କରିଥିବା ଗୋଲïମ୍ୟାନ୍ ସଚ୍ ପକ୍ଷରୁ କୁହାଯାଇଛି । ଫେସ୍ବୁକ୍ ଜିଓମାର୍ଟ କିଛିକାଂଶରେ ସହାୟକ ହୋଇଛି । ମୁକେଶ ଅମ୍ବାନୀ ନିୟମିତ ଭାବ
Anupambharat News Bureau | ଦେଶ | | 1379 | Read...
ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ସଂଗ୍ରାମରେ ଆଜି ୩ଟି ବଡ ଘଟଣା ଘଟିଛି । ବିଏସପି ବିଧାୟକଙ୍କ କଂଗ୍ରେସରେ ବିଲୟକୁ ନେଇ ଦାଖଲ ଯାଚିକା ହାଇକୋର୍ଟରେ ଖାରଜ ହୋଇ ଯାଇଛି । ଅନ୍ୟପଟେ ରାଜସ୍ଥାନ ହାଇକୋର୍ଟରେ ଜଣେ ଜନସ୍ାର୍
Anupambharat News Bureau | ଦେଶ | | 1378 | Read...
ନୂଆଦିଲ୍ଲୀ: ଆସୁଛି ରାଫେଲ୍ । ଫ୍ରାନ୍ସ ମେରୀଗ୍ରାକ୍ ରୁ ଭାରତକୁ ଆସୁଛି ଯୁଦ୍ଧ ବିମାନ ୫ଟି ଯୁଦ୍ଧ ବିମାନ ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଛନ୍ତି । ଦିନେ ପରେ ଅର୍ଥାତ ଜୁଲାଇ ୨୯ ତାରିଖରେ ଏହି ୫ଟି ବିମାନ ଅମ୍ବାଲା ଏୟାରବେ
Anupambharat News Bureau | ଦେଶ | | 1377 | Read...
ମୁମ୍ବାଇ : ମଡେଲ୍-ଅଭିନେତ୍ରୀ ପୁନମ୍ ପାଣ୍ଡେ ନିଜ ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ଡ ସ୍ୟାମ୍ ବମ୍ବେଙ୍କ ସହ ନିର୍ବନ୍ଧ କରିଛନ୍ତି । ସ୍ୟାମ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏଙ୍ଗେଜମେଣ୍ଟ ରିଙ୍ଗ୍ ପିନ୍ଧି ପୁନମଙ୍
Anupambharat News Bureau | ଦେଶ | | 1376 | Read...
ଗୌହାଟୀ: ଗୁରୁତର ବନ୍ୟା ପ୍ରଭାବିତ ଆସାମାରେ କୋଭିଡ-୧୯ ମାମଲା କିପରି ପାରିଚାଳନା କରାଯାଉଛି ତାହା ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ । ଜନୈକ ଗୁରୁତର ରୋଗୀଙ୍କ ଲାଗି ପ୍ଲାଜମା ଆବଶ୍ୟକ ପଡିବାରୁ କିଛି ସପ୍ତାହ ପୂର୍ବରୁ ହ
Anupambharat News Bureau | ଦେଶ | | 1375 | Read...
ନୂଆଦିଲ୍ଲୀ: ଉଲ୍ଲେଖଥାଉକି ଦେଶର ବିଭିନ୍ନ ରାଜ୍ୟ ଗୁଡିକର ପୌର ନିଗମ ଦ୍ୱାରା ପରିଚାଳିତ ଏକ ହସ୍ପିଟାଲର ଜୁଲାଇ ୨୭ ରେ ହେମିବେନ ଚୋବାତିୟା ନାମ୍ନୀ ୭୦ ବର୍ଷୀୟା କୋଭିଡ ରୋଗୀଙ୍କୁ ଡ଼ିସ୍ଚାର୍ଜର୍ କରାଯାଇଥିଲା । ସୁରଟ ସହର
Anupambharat News Bureau | ଦେଶ | | 1374 | Read...
ନୂଆଦିଲ୍ଲୀ: କରୋନା ଭାଇରସ୍ର ପ୍ରଧାନ ଲକ୍ଷଣ ଜ୍ୱର ନୁହେଁଛ ଯଦି ଜ୍ୱର ପ୍ରତି ଗୁରୁିବ ଦିଆଯିବ ତେବେ ଅନେକ ସଂକ୍ରମଣ ମାମଲାକୁ ରିପୋର୍ଟ କରାଯାଇପାରିବ ନାହିଁଛ ଏମ୍ସ ଦିଲ୍ଲୀ ଅଧୀନରେ ଦୁଇଟି ଫ୍ୟାସିଲିଟିରେ ଚିକିତ୍ସିତ ହେଉଥ
Anupambharat News Bureau | ଦେଶ | | 1373 | Read...
ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ନେଇ ହେଉଥିବା କଥିତ ଷଡ଼ଯନ୍ତ୍ର ସମ୍ପର୍କରେ କଡ଼ା ମନୋଭାବ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ଯେ ରାଜ୍ୟରେ ମହା ବିକାଶ ଅଘାଡ଼ିର ୩ ଚକିଆ ସରକାର ରହିଛି ସତ, ମ
Anupambharat News Bureau | ଦେଶ | | 1372 | Read...
ନୂଆଦିଲ୍ଲୀ : ଆଜି କାରଗିଲ ଯୁଦ୍ଧ- ଅପରେସନ୍ ବିଜୟକୁ ୨୧ବର୍ଷ ହେଲା । ୧୯୯୯ ଜୁଲାଇ ୨୬ରେ ପାକିସ୍ତାନକୁ ପରାଜିତ କରି କାରଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା ଭାରତ । ୧୮ହଜାର ଫୁଟ ଉଚ୍ଚରେ ପ୍ରାୟ ୨ମାସ କାଳ ଚାଲିଥିବା ଏହି ଯୁ