: District News


ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା ତଦନ୍ତ କରିବେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି

Anupambharat News Bureau | ଦେଶ | | 927 | Read...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣା  ତଦନ୍ତ କରିବେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ: ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହାଇଦ୍ରାବାଦର ମହିଳା ଭେଟରନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାରେ ସଂପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ତେଲେଙ୍ଗାନା ରାଜ୍ୟ ପୁଲିସ୍‌ ଏନ୍‌କାଉଣ୍ଟର କରିବା ଘଟଣାର



ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି

Anupambharat News Bureau | ଦେଶ | | 926 | Read...

ଡିଜିଟାଲ ଠକେଇ ୫୦ ପ୍ରତିଶତ ବଢ଼ିଛି

ନୂଆଦିଲ୍ଲୀ: ଦେଶ ଯେଉଁ ମାତ୍ରାରେ ଡିଜିଟାଲ ମୁହାଁ ହେଉଛି ସେହି ମାତ୍ରାରେ ଡିଜିଟାଲ ଠକେଇ ମଧ୍ୟ ବଢ଼ୁଛି । ଗତବର୍ଷ ତୁଳନାରେ ଚଳିତ ଥର ୫୦ ପ୍ରତିଶତ ଡିଜିଟାଲ ଠକେଇ ବଢ଼ିଛି ବୋଲି ସଂସଦକୁ ସରକାର ଅବଗତ କରାଇଛନ୍ତି । ଏହି ୫୦ ପ୍ରତ



ପୁରୀ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ ପୋଲିସ୍‌ କ ୍ୱାର୍ଟରେ ଗଣଧର୍ଷଣ ମାମଲାରେ ଦୁଇ ଗିରଫ: ଗୁମର ଖୋଲିବ

Anupambharat News Bureau | ଓଡ଼ିଶା | | 925 | Read...

ପୁରୀ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ  ପୋଲିସ୍‌ କ ୍ୱାର୍ଟରେ ଗଣଧର୍ଷଣ ମାମଲାରେ ଦୁଇ ଗିରଫ: ଗୁମର ଖୋଲିବ

ପୁରୀ, ୧୧ା୧୨ (ଅନୁପମ ମିଡିଆ): ଆମ ପ୍ରତିନିଧିଙ୍କ ଠାରୁ : ସୋମବାର ଦିନ ପୁରୀ ଏସ୍‌.ପି. ଉମାଶଙ୍କର କୁମ୍ଭାର ପଡ଼ା ଥାନା ପୋଲିସ୍‌ କ୍ୱାର୍ଟରରେ ଗଣଧର୍ଷଣ ବଳାତ୍କାର ମାମଲାରେ ପୂର୍ବରୁ ୩ଜଣକୁ ଗିରଫ କରି ରେପ୍‌ କେସ୍‌ରେ କୋର�



ଗୁରୁବାରରୁ ବଢ଼ିବ ଶୀତ

Anupambharat News Bureau | ଓଡ଼ିଶା | | 924 | Read...

ଗୁରୁବାରରୁ ବଢ଼ିବ ଶୀତ

ଭୁବନେଶ୍ୱର, ୩ ।୧୨(ଅନୁପମ ମିଡିଆ) : ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ ଦେଲେ ରାଜ୍ୟରେ ଏ ପର୍ଯ୍ୟନ୍ତ ବଡ଼ ଧରଣର ଶୀତ ଅନୁଭୂତ ହୋଇନାହିଁ । ତେବେ ଆସନ୍ତା ୪୮ ଘଣ୍ଟା ପରେ ରାଜ୍ୟରେ ସ୍ୱାଭାବିକ ତାପମାତ୍ରା ୨ରୁ ୩ ଡିଗ�



ପୃଥ୍ୱୀ-୨ର ସଫଳ ପରୀକ୍ଷଣ

Anupambharat News Bureau | ଓଡ଼ିଶା | | 923 | Read...

ପୃଥ୍ୱୀ-୨ର  ସଫଳ ପରୀକ୍ଷଣ

ବାଲେଶ୍ୱର, ୩ା୧୨ (ଅନୁପମ ମିଡ଼ିଆ): ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । ବାଲେଶ୍ୱର ଚାନ୍ଦିପୁରରୁ ସ୍ୱଳ୍ପ ଦୂରଗାମୀ ପୃଥ୍ୱୀ-୨ର ସଫଳ ଉତ୍‌କ୍ଷେପଣ ହୋଇଛି । ଚାନ୍ଦିପୁରର ୩ ନମ୍ବର ଲଞ୍ଚ�



ମେଡିକାଲ ସିଟ୍‌ ନାଁରେ ୬୯ ଲକ୍ଷ ଠକେଇ, ଜଣେ ଗିରଫ

Anupambharat News Bureau | ଓଡ଼ିଶା | | 922 | Read...

ମେଡିକାଲ ସିଟ୍‌ ନାଁରେ  ୬୯ ଲକ୍ଷ ଠକେଇ, ଜଣେ ଗିରଫ

କଟକ,୩ା୧୨(ଅନୁପମ ମିଡିଆ): ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚୁ୍ୟଟ୍‌ ଅଫ ମେଡିକାଲ ସାଇନ୍ସ(କିମସ୍‌) ରେ ମ୍ୟାନେଜମେଣଫ କୋଟାରେ ଏମବିବିଏସରେ ନାମ ଲେଖାଇଦେବାର ପ୍ରତିଶ୍ରୁତି ଦେଇ ୬୯ ଲକ୍ଷ ଟଙ୍କା ଠକିନେଇଥିବା ଏକ ଠକକୁ କ୍ରାଇମ�



‘ମଧୁ ଆପ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଭିଡିଓ ଦ୍ୱାରା ପାଠ ପଢିବେ ସ୍କୁଲ ଛାତ୍ରଛାତ୍ରୀ

Anupambharat News Bureau | ଓଡ଼ିଶା | | 921 | Read...

 ‘ମଧୁ ଆପ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ  ଭିଡିଓ ଦ୍ୱାରା ପାଠ ପଢିବେ ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର,୩ ।୧୧(ଅନୁପମ ମିଡିଆ): ପିଲାମାନଙ୍କୁ ସହଜରେ ପାଠ ବୁଝାଇବା ଏବଂ ବିଭିନ୍ନ ପ୍ରଶ୍ନ ଅଭ୍ୟାସ କରାଇବା ଲକ୍ଷ୍ୟ ନେଇ ଗଞ୍ଜମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମଧୁ ଆପ୍‌’ର ଆରମ୍ଭ କରାଯାଇଛି ।ଛାତ୍ରଛାତ୍ରୀମାନେ ‘ମଧ�



‘ମେରୀକମ୍‌ ବକ୍ସିଂର ମାରାଡୋନା’

Anupambharat News Bureau | କ୍ରୀଡ଼ା | | 920 | Read...

‘ମେରୀକମ୍‌ ବକ୍ସିଂର ମାରାଡୋନା’

ଭାରତର ଷ୍ଟାର୍‌ ମହିଳା ବକ୍ସର ହେଉଛନ୍ତି ଏମ୍‌ସି ମେରୀକମ୍‌ । ସେ ପାଞ୍ଚଟି ବିଶ୍ୱ ମହିଳା ବକ୍ସିଂ ଚାମ୍ପିଆନ୍‌ରେ ଟାଇଟଲ୍‌ ହାସଲ କରିବାରେ ଗୌରବ ଅର୍ଜନ କରିଛନ୍ତି । ଭାରତୀୟ ମହିଳା ବକ୍ସିଂର ହାଇପ୍ରଫେମାନ୍ସ ଡାଇର�



ପ୍ରିୟଙ୍କା ହତ୍ୟା ଘଟଣା...... ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଛନ୍ତି ବହୁ ବ୍ୟକ୍ତି

Anupambharat News Bureau | ଦେଶ | | 919 | Read...

ପ୍ରିୟଙ୍କା ହତ୍ୟା ଘଟଣା...... ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଛନ୍ତି ବହୁ ବ୍ୟକ୍ତି

ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତର ଦୁଷ୍କର୍ମ ଓ ହତ୍ୟାକାଣ୍ଡ ସାରା ଦେଶକୁ ହୁଲସ୍ତୁଲ କରିଛନ୍ତି । ଏହି ସମୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ନେଟ୍‌ ଦୁନିଆରେ ସବୁଠାରୁ ବଡ଼ ସର୍ଚ୍ଚ ହୋଇଛି ହାଇଦ୍ରାବାଦର ସେହି ଲୋମ ହର୍ଷ�



ସମ୍ବଲପୁର ଆରଟିଓ ଅଫିସରୁ ଦଲାଲ ଗିରଫ

Anupambharat News Bureau | ଓଡ଼ିଶା | | 918 | Read...

ସମ୍ବଲପୁର ଆରଟିଓ ଅଫିସରୁ ଦଲାଲ ଗିରଫ

ସମ୍ବଲପୁର,୩ା୧୨ (ଅନୁପମ ମିଡିଆ): ରାଜ୍ୟ ସରକାର ଜନସାଧାରଣଙ୍କୁ ଉତ୍ତମ ସେବା ଦେବା ପାଇଁ ମୋ ସରକାର ଯୋଜନା ପ୍ରଣୟନ କରିଛନ୍ତି । ଆରଟିଓ ଅଫିସ ଓ ଚିକିସିାଳୟକୁ ଦଲାଲ ମୁକ୍ତ କରିବାକୁ ଉଦ୍ୟମ କରିଛନ୍ତି । ଏଭଳି ସ୍ଥଳେ ସମ୍ବଲପୁର



ଭିଜିଲାନ୍ସ ଜାଲରେ ତହସିଲ ମୁଖ୍ୟ କିରାଣୀ

Anupambharat News Bureau | ଓଡ଼ିଶା | | 917 | Read...

ଭିଜିଲାନ୍ସ ଜାଲରେ ତହସିଲ ମୁଖ୍ୟ କିରାଣୀ

ଖଣ୍ଡପଡ଼ା. ୩ା୧୨ (ଅନୁପମ ମିଡିଆ): ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଜନୈକ ଯୁବକଙ୍କ ଠାରୁ ଅର୍ଥ ଉତ୍କୋଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଧରାପଡ଼ି ଗିରଫ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଏକ ଓଏଲ୍‌ଆର୍&z



ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବୋଲର୍‌ଙ୍କ କମାଲ୍‌

Anupambharat News Bureau | କ୍ରୀଡ଼ା ଓ କ୍ରୀଡ଼ାବିତ | | 916 | Read...

ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବୋଲର୍‌ଙ୍କ କମାଲ୍‌

କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ ଠାରେ ଦେଶରେ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ଟେଷ୍ଟ ମ୍ୟାଚ୍‌ ହୋଇଥିଲା । ବାଂଲାଦେଶର ରାଜନେତା ତଥା ଦେଶର ପ୍ରତି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

15177
Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page