Anupambharat News Bureau | ଓଡ଼ିଶା | | 306 | Read...
ଭଦ୍ରକ,୩୦ା୫ (ଅନୁପମ ମିଡିଆ): ଆଜି ଭଦ୍ରକ ସହରର ଐତିହାସିକ ଗାନ୍ଧିପଡିଆ ନିକଟରେ ଥିବା ଘରୋଇ ପାଢୀ ନର୍ସିଂହୋମ୍ରେ ସୁଇପର ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକ ୩ ତାଲା ବାଲ୍କୋନିରୁ ଖସିପଡି ମୃତୁ୍ୟବରଣ କରିଥିବାର ଜଣାପଡି
Anupambharat News Bureau | ଓଡ଼ିଶା | | 305 | Read...
ବିରଜାକ୍ଷେତ୍ର ,୩୦ା୫ (ଅନୁପମ ମିଡିଆ): ଯାଜପୁରରେ ସ୍ୱଛ ବୈତରଣୀ ବଞ୍ଚାଅ ଅଭିଯାନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିରଜା ସଂସ୍କୃତି ପ୍ରଚାର ସମିତି ବିରଜା କ୍ଷେତ୍ର, ଜଗନ୍ନାଥ ଚେତନା ଲୋକ ସଂଗ୍ରହ କାର୍ଯ୍ୟକ୍ରମ, ବିର
Anupambharat News Bureau | ଓଡ଼ିଶା | | 304 | Read...
ଭଦ୍ରକ,୩୦ା୫ (ଅନୁପମ ମିଡିଆ): ଭଣ୍ଡାରିପୋଖରୀ ଥାନା ମଞ୍ଜୁରିରୋଡ଼ ଫାଣ୍ଡି ଅନ୍ତର୍ଗତ କୋଟସିରା ଗ୍ରାମରେ ନିଖୋଜ ଝିଅକୁ ଖୋଜିଦେବା କହି ଟଙ୍କା ଠକିନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗ୍ରାମର ଗୋପିନାଥ ଜେନା
Anupambharat News Bureau | ଓଡ଼ିଶା | | 303 | Read...
ଅନୁଗୋଳ,୩୦ା୫(ଅନୁପମ ମିଡିଆ): ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିଲେ ମଧ୍ୟ ତାହା ଜନ କଲ୍ୟାଣ କାର୍ଯ୍ୟରେ ସହାୟକ ହୋଇପାରୁନଥିବା ଘଟଣା ସାମ୍ନାକୁ ଆସୁଛ
Anupambharat News Bureau | ଓଡ଼ିଶା | | 302 | Read...
ଭୁବନେଶ୍ୱର,୨୭ ।୫(ଅନୁପମ ମିଡିଆ): ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭରବ୍ରିଜ୍ ଉପରେ ଏକ ସ୍କୁଟିକୁ ଏକ ଅଜଣା ଗାଡି ଧM୍ା ଦେବା ଫଳରେ ତଳକୁ ଖସି ବାପା ପୁଅଙ୍କର ମୃତୁ୍ୟ ଘଟିଛି । ମୃତକମାନେ ହେଲେ ନୟାଗ
Anupambharat News Bureau | ଓଡ଼ିଶା | | 301 | Read...
ଭୁବନେଶ୍ୱର,୨୭ ।୫ (ଅନୁପମ ମିଡିଆ): ଚଳିତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ୧୪୬ ବିଧାୟକଙ୍କ ମଧ୍ୟରୁ ୪୬ ପ୍ରତିଶତ ବା ୬୭ ଜଣ ହେଉଛନ୍ତି ଦାଗୀ ନେତା । ଏଡିଆର ଓ ଇଲେକ୍ସନ ୱାଚ୍ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ରିପୋର୍
Anupambharat News Bureau | କ୍ରୀଡ଼ା | | 300 | Read...
ନୂଆଦିଲ୍ଲୀ,୨୭ ।୫: ମୁ୍ୟନିକ୍ଠାରେ ବିଶ୍ୱକପ୍ ସୁଟିଂରେ ଭାରତର କନିଷ୍ଠତମ ସୁଟର ସୌରଭ ଚୌଧୁର ୀ ୧୦ମିଟର ଏୟାର୍ ଫିସ୍ତଲ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ଗୌରବ ଅର୍ଜନ କରିଛନ୍ତି । ଏହି ସଫଳତା ପାଇବା ପରେ
Anupambharat News Bureau | କ୍ରୀଡ଼ା | | 299 | Read...
ନୂଆଦିଲ୍ଲୀ,୨୭ ।୫:ଭାରତ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅଭ୍ୟାସ୍ ମ୍ୟାଚ୍ ମଙ୍ଗଳବାର କାର୍ଡିଫ୍ ଠାରେ ଖେଳାଯିବ । ପ୍ରଥମ ଅଭ୍ୟାସ୍ ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତ ନିଜର ବ୍ୟାଟିଂଲାଇନ୍ ଅପ୍ର ନୈରାଶ୍ୟଜନ
Anupambharat News Bureau | ଦେଶ | | 298 | Read...
ଆମେଠି: ଉତ୍ତର ପ୍ରଦେଶର ଆମେଠି ସାଂସଦ ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କ ହତ୍ୟା ଘଟଣାରେ ପୋଲିସ୍ ଆଜି ୩ ଜଣଙ୍କୁ ଗିରଫ କରିଛି । ଏମାନେ ଆଞ୍ଚଳିକ ସ୍ତରୀୟ ରାଜନୀତିକ ଶତ୍ରୁତା ଯୋଗୁଁ ସୁରେନ୍ଦ୍ରଙ୍
Anupambharat News Bureau | ଦେଶ | | 297 | Read...
ମୁମ୍ବାଇ: ବଲିଉଡ୍ ଦୁନିଆର ଭେଟେରାନ୍ ଆକ୍ସନ୍ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି । ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଶାନ୍ତାକ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଭର୍
Anupambharat News Bureau | ଦେଶ | | 296 | Read...
ରାଞ୍ଚି: ବିହାର ଓ ଝାରଖଣ୍ଡରେ ଆରଜେଡିର ଲଜ୍ଜାଜନକ ପରାଜୟ ପରେ ଜେଲ୍ରେ ଥିବା ଏହାର ପ୍ରତିଷ୍ଠାତା ଲାଲୁ ପ୍ରସାଦ କିଛି ବି ଖାଇ ନଥିଲେ । ତେବେ ଦୁଇ ଦିନ ଉପାସ ରହିବା ପରେ ଗତକାଲି ରାତିରେ ଲାଲୁ ଖାଦ୍ୟ ଗ୍ରହଣ କରିଛନ୍ତି । ସା
Anupambharat News Bureau | ଦେଶ | | 295 | Read...
ନୂଆଦିଲ୍ଲୀ: ସୁଇଜରଲ୍ୟାଣ୍ଡ ବ୍ୟାଙ୍କ ନାମ ଗୋପନ ରଖି କଳାଟଙ୍କା ରଖିବାର ଏକ ପ୍ରମୁଖ ଠିକଣା । ଏବେ ଏହି ବ୍ୟାଙ୍କ କଳାଟଙ୍କା ରଖିଥିବା ଭାରତୀୟ ଜମାକାରୀଙ୍କ ନାମ ପ୍ରକାଶ କରିବ । ଦୀର୍ଘ ଦିନରୁ ଭାରତ ସରକାର ଏଥିପାଇଁ ପ୍ରୟାସ