: District News


ଶିକ୍ଷକ ନିଯୁକ୍ତି ଜାଲିଆତି : ରିମାଣ୍ଡରେ ଗଲେ ପାର୍ଥ, ଗିରଫ ହେଲେ ଅର୍ପିତା

Anupambharat News Bureau | ଦେଶ | | 2686 | Read...

 ଶିକ୍ଷକ ନିଯୁକ୍ତି ଜାଲିଆତି : ରିମାଣ୍ଡରେ ଗଲେ ପାର୍ଥ,  ଗିରଫ ହେଲେ ଅର୍ପିତା

କୋଲକାତା: ଚଳିତ ଶାସନ ବ୍ୟବସ୍ଥାରେ ଯଦିଓ କଡ଼ା ନିୟମାବଳୀ କାର୍ଯ୍ୟକାରୀ କରୁଛି ତେବେ ମଧ୍ୟ କେତେକ କ୍ଷେତ୍ରରେ ସରକାରଙ୍କ କୋହଳ ମନୋଭାବ ଏବଂ ଉଦାସୀନତାର ସୁଯୋଗ ନେଇ ବିଶିଷ୍ଟ ବ୍ୟକ୍ତିମାନେ କୋଟି କୋଟି ଟଙ୍କାର ଜାଲିଆତି କର



ମିଡିଆ କଙ୍ଗାରୁ କୋର୍ଟ ଚଳାଇଛି : ସିଜେଆଇ

Anupambharat News Bureau | ଦେଶ | | 2685 | Read...

ମିଡିଆ କଙ୍ଗାରୁ କୋର୍ଟ ଚଳାଇଛି : ସିଜେଆଇ

ନୂଆଦିଲ୍ଲୀ: ଭାରତରେ ଗଣମାଧ୍ୟମର କାର୍ଯ୍ୟକଳାପର ସୀମା ଟପି ଯାଇଥିବା ସମ୍ପର୍କରେ ହୃଦବୋଧ କରାଇଛନ୍ତି ଭାରତର ମୁଖ୍ୟ ନ୍ୟାୟାଧୀଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣା । ବିଭିନ୍ନ ଜାତୀୟ ଗଣମାଧ୍ୟମର



କାଶିପୁର ଝାଡ଼ାବାନ୍ତି ମୃତୁ୍ୟ ଆଠକୁ ବୃଦ୍ଧି

Anupambharat News Bureau | ଓଡ଼ିଶା | | 2684 | Read...

କାଶିପୁର ଝାଡ଼ାବାନ୍ତି ମୃତୁ୍ୟ ଆଠକୁ ବୃଦ୍ଧି

ରାୟଗଡ଼ା, ୨୩ ।୭ (ଅନୁପମ ମିଡିଆ) ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଆଉ ଜଣକର ମୃତୁ୍ୟ ଘଟିଛି । ଫଳରେ ବ୍ଲକରେ ଝାଡ଼ାବାନ୍ତିଜନିତ ମୃତୁ୍ୟ ସଂଖ୍ୟା ୮ କୁ ବୃଦ୍ଧି ପାଇଛି । ମୃତ



ମଙ୍କିପକ୍ସ ମାମଲା: ଜରୁରୀସ୍ଥିତି ଘୋଷଣା କଲା ଡବ୍ଲୁଏଚ୍‌ଓ

Anupambharat News Bureau | ଦେଶ | | 2683 | Read...

 ମଙ୍କିପକ୍ସ ମାମଲା: ଜରୁରୀସ୍ଥିତି ଘୋଷଣା କଲା ଡବ୍ଲୁଏଚ୍‌ଓ

ନୂଆଦିଲ୍ଲୀ : ବିଶ୍ୱରେ ମଙ୍କିପକ୍ସ ମାମଲା ଚିନ୍ତାଜନକ ଭାବେ ବଢିଚାଲିଛି । ଭାରତରେ ମଧ୍ୟ ଏହା ନିଜର କାୟା ମେଲାଇ ଚାଲିଛି । ଶନିବାରଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲìଏଚ୍‌ଓ ) ଏହାକୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଜରୁରୀ ପର



ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହ: ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପରାମର୍ଶ

Anupambharat News Bureau | ଦେଶ | | 2682 | Read...

 ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହ: ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଜି କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଦେଶର ସର୍ବୋଚ୍ଚ ବ୍ୟକ୍ତିଙ୍କୁ ସମ୍ମାନୀୟ ଭାବେ ଆଜି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କର



ହକି ଇଣ୍ଡିଆ ସଙ୍କଟ: ଆସନ୍ତା ମାସରେ ଭାରତ ଆସିବ ଏଫ୍‌ଆଇଏଚ୍‌ ଦଳ

Anupambharat News Bureau | କ୍ରୀଡ଼ା | | 2681 | Read...

ହକି ଇଣ୍ଡିଆ ସଙ୍କଟ: ଆସନ୍ତା ମାସରେ ଭାରତ ଆସିବ ଏଫ୍‌ଆଇଏଚ୍‌ ଦଳ

ନୂଆଦିଲ୍ଲୀ,୨୧ା୭: ନବ ନିଯୁକ୍ତ ଅନ୍ତରୀଣ ସଭାପତି ସୈଫ ଅହମ୍ମଦଙ୍କ ନେତୃତ୍ୱରେ ଏକ ତିନି ସଦସ୍ୟ ବିଶିଷ୍ଟ ଅନ୍ତର୍ଜାତୀୟ ହକି ଫେଡେରେସନ୍‌ (ଏଫ୍‌ଆଇଏଚ୍‌) ଦଳ ଅଗଷ୍ଟ ୧୫ ରେ ଭାରତ ଗସ୍ତ କରି ନୂଆ ସମ୍ବିଧାନ କାର୍ଯ୍ୟକାରୀ କରିବ



ଆଜିଠୁ ଭାରତ-େୱଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜ୍‌

Anupambharat News Bureau | କ୍ରୀଡ଼ା | | 2680 | Read...

ଆଜିଠୁ ଭାରତ-େୱଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜ୍‌

ପୋର୍ଟ ଅଫ୍‌ ସ୍ପେନ୍‌,୨୧ା୭: ଭାରତ ଓ େୱଷ୍ଟଇଣ୍ଡିଜ୍‌ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହେଉଛି । ସମ୍ପ୍ରତି ଦିନିକିଆ ଫର୍ମାଟ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବା ବେ



ଇଡିରେ ସୋନିଆଙ୍କୁ ତିନି ଘଣ୍ଟିଆ ଜେରା: ୨୫ରେ ପୁଣି ହେବେ ହାଜର

Anupambharat News Bureau | ଦେଶ | | 2679 | Read...

ଇଡିରେ ସୋନିଆଙ୍କୁ ତିନି ଘଣ୍ଟିଆ ଜେରା: ୨୫ରେ ପୁଣି ହେବେ ହାଜର

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲï ଦୁର୍ନୀତି ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପ୍ରଥମଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରାର ସମ୍ମୁଖୀନ ହୋଇଛନ୍ତି । ଇଡିର ଅଧିକାରୀମାନେ ତାଙ୍କୁ ପ୍ରାୟ



ଏମଏଲଏ ଲ୍ୟାଡ ଫଣ୍ଡ ବୃଦ୍ଧି ଦାବି

Anupambharat News Bureau | ଓଡ଼ିଶା | | 2678 | Read...

ଏମଏଲଏ ଲ୍ୟାଡ ଫଣ୍ଡ ବୃଦ୍ଧି ଦାବି

ଭୁୁବନେଶ୍ୱର, ୨୧ା୭ (ଅନୁପମ ମିଡିଆ): ­ ବିଭିନ୍ନ ନିର୍ବାଚନମଣ୍ଡଳୀ ମାନଙ୍କରେ ଜନସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଲାଣି । ବିଭିନ୍ନ ପ୍ରକଳ୍ପର ମୂଲ୍ୟ ମଧ୍ୟ ବଢିବାରେ ଲାଗିଛି । ତେଣୁ ଏମଏଲଏ ଲ୍ୟାଡ ଫଣ୍ଡରେ ଯେଉଁ ୩ କୋଟି ଟଙ



ନୂଆ ନିୟମରେ ହେବ ଭୋଟର ତାଲିକା: ଏଣିକି ବର୍ଷକୁ ୪ଥର ନାଁ ଯୋଡ଼ି ହେବ

Anupambharat News Bureau | ଓଡ଼ିଶା | | 2677 | Read...

ନୂଆ ନିୟମରେ ହେବ ଭୋଟର ତାଲିକା:  ଏଣିକି ବର୍ଷକୁ ୪ଥର ନାଁ ଯୋଡ଼ି ହେବ

ଭୁବନେଶ୍ୱର, ୨୧ା୭ (ଅନୁପମ ମିଡିଆ): ନିର୍ବାଚନ ଆୟୋଗଙ୍କ ସଂଶୋଧିତ ନୂତନ ନିୟମାନୁସାରେ ତ୍ରୁଟିଶୂନ୍ୟ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରାଜ୍ୟର ସମସ୍ତ ଜ



ଦ୍ରୌପଦୀ ମୁର୍ମୁ ପଞ୍ଚଦଶ ରାଷ୍ଟ୍ରପତି

Anupambharat News Bureau | ଦେଶ | | 2676 | Read...

  ଦ୍ରୌପଦୀ ମୁର୍ମୁ ପଞ୍ଚଦଶ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ସଂପ୍ରଦାୟର ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଘଟଣା ସମଗ୍ର ବିଶ୍ୱରେ ଆକର୍ଷଣର କେନ୍ଦ୍ରକୁ ଆସିଛି । ସର୍ବତ୍ର ଚର୍ଚ୍ଚା ହେଉଛି ଯେ, ସାଧାରଣ ଜ



୨୪ ଘଣ୍ଟା ମଧ୍ୟରେ ୩ ପୁଲିସ କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା

Anupambharat News Bureau | ଦେଶ | | 2675 | Read...

୨୪ ଘଣ୍ଟା ମଧ୍ୟରେ ୩ ପୁଲିସ କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା

ବୋରସଦା: ଖାକୀକୁ ଟାର୍ଗେଟ୍‌ କରାଯାଇଛି । କେଉଁଠି ଗୁଳି କରାଯାଉଛି ତ କେଉଁଠି ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ସ୍ଥାନରେ ପୁଲିସ ଅଫିସରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ପ୍ରଥମେ ହରିଆଣା ପରେ ର




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page