Anupambharat News Bureau | ଦେଶ | | 867 | Read...
ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ଛକାପrା ଜାରି ରହିଛି । ଏହାରି ଭିତରେ ମହାରାଷ୍ଟ୍ର ସ୍ୱାଧୀନ ବିଧାୟକ ରବି ରଣା କହିଛନ୍ତି, ଶିବସେନାର ୨୫ ବିଧାୟକ ବିଜେପି ଲିଙ୍କରେ । ଯା
Anupambharat News Bureau | ଓଡ଼ିଶା | | 866 | Read...
ବରଗଡ଼,୫ା୧୧(ଅନୁପମ ମିଡିଆ): ଧନୁଯାତ୍ରା ବିଶ୍ୱପ୍ରସିଦ୍ଧ ଖୋଲା ରଙ୍ଗମଞ୍ଚ ଭାବରେ ବିବେଚନା କରାଯାଉଥିବାବେଳେ ନିକଟରେ ହେବାକୁ ଥିବା ୭୧ତମ ଧନୁଯାତ୍ରା ପ୍ରସ୍ତୁତି ବୈଠକରୁ ହିଁ ଆରମ୍ଭ ହୋଇଥିବା ବିବାଦ ପାଇଁ ଜିଲାର ବୁଦ୍ଧିଜ
Anupambharat News Bureau | ଓଡ଼ିଶା | | 865 | Read...
ଖୋର୍ଦ୍ଧା,୫ା୧୧(ଅନୁପମ ମିଡିଆ): କିଛିଦିନର ନୀରବତା ପରେ ଜାତୀୟ ରାଜପଥରେ ପୁଣି ଘଟିଛି ଡ଼କାୟତି । କଲିକତା-ମାଡା୍ରସ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଥାନା ଅଂଚଳରେ ଘଟିଛି ଏଭଳି ଘଟଣା । ଘଟଣାରୁ ଜଣାଯାଇଛି, ଆଇଟିସିଭଜିରୋ ସୁଲି
Anupambharat News Bureau | ଓଡ଼ିଶା | | 864 | Read...
କଟକ,୫ା୧୧(ଅନୁପମ ମିଡିଆ): ଜୟଦେବ ବିହାରରେ ରହୁଥିବା ଜଣେ ଘର ମାଲିକଙ୍କ ଘରର ଆଂଶିକ ଭଙ୍ଗା ରିପୋର୍ଟ ପ୍ରଦାନ ପାଇଁ ୧୫ ହଜାର ଟଙ୍କା ଲାଂଚ ନେଇଥିବା ବିଡିଏ ଏନଫୋର୍ସମେଣଫ ଇନ୍ସପେକଫରଙ୍କ ପାଇଁ ମହଙ୍ଗା ପଡିଛି । ଏହି ରିପୋର୍ଟ ପ
Anupambharat News Bureau | ଓଡ଼ିଶା | | 863 | Read...
କେନ୍ଦୁଝର, ୫ା୧୧ (ଅନୁପମ ମିଡିଆ):କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶୁଆକାଟୀ ଗ୍ରାମ ପଞ୍ଚାୟତର ଦଅଁଳାଠାରେ ଜଣେ ଆଦିବାସୀ ଚାଷୀ ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ଗଛ ଉପରେ ମଞ୍ଚା ବାନ୍ଧି ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି
Anupambharat News Bureau | ଓଡ଼ିଶା | | 862 | Read...
ଭୁବନେଶ୍ୱର, ୪ା୧୧ (ଅନୁପମ ମିଡ଼ିଆ): ଲଘୁଚାପର ରୂପନେଲା ଘୂର୍ଣ୍ଣିବଳୟ । ତା’ସହିତ ଓଡ଼ିଶା ଉପକୂଳରେ ବାତ୍ୟା ଆଶଙ୍କା ବି ଧୀରେ ଧୀରେ ଦୃଢ଼ୀଭୂତ ହେବାରେ ଲାଗିଛି । ତେବେ ଲଘୁଚାପ, ଅବପାତର ରୂପ ନେବା ପରେ ବାତ୍ୟା ଓ ଏହାର ଗତିପଥ ସ
Anupambharat News Bureau | ଓଡ଼ିଶା | | 861 | Read...
ଭୁବନେଶ୍ୱର,୪ ।୧୧(ଅନୁପମ ମିଡିଆ): ଗାଁସାଥୀ (ମେଟ୍) ସଂଘ ମିଳିତ କ୍ର୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ରାମମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଲୋୟର ପିଏମଜି ଠାରେ ବିଭିନ୍ନ ଦାବି ନେଇ ଏକ ଗର୍ଜନ ସମାବେଶ ସ
Anupambharat News Bureau | ଦେଶ | | 860 | Read...
ବିଶାଖାପଟନମ, ୪ା୧୧: ଅଫିସରେ କାର୍ଯ୍ୟ କରୁଥିବା ବେଳେ ମହିଳା ତହସିଲଦାରୁ ଜଣେ ଦୁର୍ବୃତ୍ତ ଜୀଅନ୍ତା ଜାଳି ହତ୍ୟା କରିଛି । ହାଇଦ୍ରାବାଦ ଉପକଣ୍ଠରେ ଥିବା ରଙ୍ଗାରେzୀ ଜିଲ୍ଲା ଅବଦୁଲ୍ଲାପୁରମେଟ୍ ତହସିଲଦାର ଅଫିସରେ ଏହି ଘ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 859 | Read...
ନୂଆଦିଲ୍ଲୀ, : ଭାରତୀୟ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ ଏକ ବଡ଼ ଘୋଷଣା କରିଛି । ଏଣିକି ଏୟାରଟେଲ ପ୍ରିପେଡ ପ୍ଲାନ୍ରେ ଲାଇଫ୍ ଇନ୍ସୁ୍ୟରାନ୍ସ ଦିଆଯିବ । ଏଥିପାଇଁ ଇନ୍ସୁ୍ୟରାାନ୍ସ କମ୍ପାନୀ ଭାରତୀ ଏକ୍ସା (ଇhଚ୍
Anupambharat News Bureau | ଶିଳ୍ପ ବାଣିଜ୍ୟ | | 858 | Read...
ନୂଆଦିଲ୍ଲୀ : କାର୍ଯ୍ୟ ଦିବସର ସମୟ କେତେ ଘଣ୍ଟା ହେବା ଦରକାର ? ଦେଶରେ ୯ ଘଣ୍ଟିଆ କାର୍ଯ୍ୟ ଦିବସ ଲାଗୁ କରିବାକୁ ସରକାର ଚାହୁଛନ୍ତି । ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ଚିଠା ମଜୁରି କୋଡ୍ରେ ଏଭଳି ପ୍ରସ୍ତାବ ଦିଆଯା
Anupambharat News Bureau | ଦେଶ | | 857 | Read...
ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ପାକିସ୍ତାନର କର୍ତ୍ତାରପୁରରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଭାରତରୁ ଶ୍ରଦ୍ଧାଳୁମାନେ ଯିବେ । ହେଲେ ଏହା ପୂର୍ବରୁ ଆତଙ୍କୀସ୍ତାନ ପାକିସ୍ତାନ ସମ୍ପର୍କରେ ସାଂଘାତିକ ତଥ୍ୟ ସାମ୍ନାକୁ
Anupambharat News Bureau | ଦେଶ | | 856 | Read...
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ପ୍ରଦୂଷଣକୁ ନେଇ ଆଜି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତିଛ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁ ଦିଲ୍ଲୀ