: District News


ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୫୧ ମୃତ

Anupambharat News Bureau | ଦେଶ | | 1109 | Read...

 ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୫୧ ମୃତ

ନୂଆଦିଲ୍ଲୀ,୧୩ା୪: ଚୀନ୍‌ରୁ ସୃଷ୍ଟି ହୋଇଥିବା ଭୟଙ୍କର ତଥା ମହାମାରୀ କରୋନା ଭୂତାଣୁରେ ସମଗ୍ର ବିଶ୍ୱରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଇତିମଧ୍ୟରେ ପ୍ରାଣ ହରାଇଛନ୍ତି । ଭା



ଅତ୍ୟାବଶ୍ୟକୀୟ ଔଷଧ ମହଜୁଦ ରହିଛି

Anupambharat News Bureau | ଓଡ଼ିଶା | | 1108 | Read...

 ଅତ୍ୟାବଶ୍ୟକୀୟ ଔଷଧ ମହଜୁଦ ରହିଛି

ଭୁବନେଶ୍ୱର, ୧୩ା୪(ଅନୁପମମିଡ଼ିଆ): ଆସନ୍ତା ୫ ମାସ ପାଇଁ ରାଜ୍ୟରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ଯଥା- ଆଣ୍ଟିବାୟୋଟିକ୍ସ, ଆନାଲ୍‌ଜେସିକ୍ସ ଓ ଆଣ୍ଟିଇନ୍‌ଫ୍ଲାମେଟାରୀ ଉପଲବ୍ଧ ରହିଛି । ଏହା ବ୍ୟତୀତ ଯଥେଷ୍ଟ ପରିମାଣର ତ



ପାଞ୍ଚ ସୁସ୍ଥ ହେଲେ

Anupambharat News Bureau | ଓଡ଼ିଶା | | 1107 | Read...

ପାଞ୍ଚ ସୁସ୍ଥ ହେଲେ

ଭୁବନେଶ୍ୱର, ୧୩ା୪ (ଅନୁପମ ମିଡିଆ): ରାଜ୍ୟରେ କରୋନା ପଜିଟିଭଙ୍କ ମଧ୍ୟରୁ ସୋମବାର ରାତିରେ ଆଉ ପାଞ୍ଚ ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚୀତ କରାଯଇଛି । ଏହାକୁ ମିଶାଇ ବର୍



ଆଉ ଜଣେ ପଜିଟିଭ୍‌ ଚିହ୍ନଟ

Anupambharat News Bureau | ଓଡ଼ିଶା | | 1106 | Read...

ଆଉ ଜଣେ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, ୧୩ା୪(ଅନୁପମମିଡ଼ିଆ): ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବମିଖାଲରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍‌ ଆସିଛି । ସେ ବମିଖାଲରେ ପୂର୍ବରୁ ଚିହ୍ନଟ ୪ ଜଣ କରୋନା ପଜ



କରୋନା ସନ୍ଦେହ: ପଡ଼ି ରହିଛି ଶବ, ଏମ୍‌କେସିଜିରେ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କ ମୃତୁ୍ୟ ଘଟଣା

Anupambharat News Bureau | ଓଡ଼ିଶା | | 1105 | Read...

କରୋନା ସନ୍ଦେହ: ପଡ଼ି ରହିଛି ଶବ, ଏମ୍‌କେସିଜିରେ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କ ମୃତୁ୍ୟ ଘଟଣା

ଦିଗପହଣ୍ଡି,୧୩ ।୪(ଅନୁପମ ମିଡ଼ିଆ): ଭୂବନେଶ୍ୱର ସାଲିଆସାହିର ଜଣେ ଶ୍ରମିକ ଲକ୍‌ ଡାଉନ ସମୟରେ ଅନ୍ୟ ୩ ସମ୍ପର୍କୀୟଙ୍କ ସହ ଖସି ନିଜ ଗ୍ରାମ ସାନଖେମୁଣ୍ଡି ଅଞ୍ଚଳକୁ ଫେରି ଆସିଥିବା ଏବଂ ୧୨ ଦିନ ପରେ ଜ୍ୱର ରୋଗରେ ପୀଡିତ ହୋଇ ମୃତ



୨୪ ଘଣ୍ଟାରେ ୩୪ ମୃତ

Anupambharat News Bureau | ଦେଶ | | 1104 | Read...

୨୪ ଘଣ୍ଟାରେ ୩୪ ମୃତ

ନୂଆଦିଲ୍ଲୀ,୧୩ା୪: ଭାରତରେ କରୋନାର ମୁକାବିଲା କରିବା ପାଇଁ ୨୧ ଦିନିଆ ଲକ୍‌ଡ଼ାଉନ୍‌ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ତେବେ ମଧ୍ୟ ଦେଶରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ସମଗ୍ର ଦେଶରେ ଏହି କରୋନା ରୋଗର ପ



ଲକ୍‌ଡ଼ାଉନ୍‌ ବଢ଼ିବ, ହେବ ଜୋନ୍‌ସ୍ତରୀୟ, ରେଡ଼, ଅରେଞ୍ଜ ଓ ଗ୍ରୀନ୍‌ରେ ଭାଗ ହେବ

Anupambharat News Bureau | ଦେଶ | | 1103 | Read...

ଲକ୍‌ଡ଼ାଉନ୍‌ ବଢ଼ିବ, ହେବ ଜୋନ୍‌ସ୍ତରୀୟ,  ରେଡ଼, ଅରେଞ୍ଜ ଓ ଗ୍ରୀନ୍‌ରେ ଭାଗ ହେବ

ନୂଆଦିଲ୍ଲୀ,୧୩ା୪:ସମଗ୍ର ବିଶ୍ୱରେ କରୋନା ଭାଇରସର ଭୟାବହତା ବ୍ୟାପିବାରେ ଲାଗିଛି । ଦୈନିକ ମୃତକଙ୍କ ସଂଖ୍ୟା ପ୍ରଭାବିତ ରାଷ୍ଟ୍ରମାନଙ୍କ ମଧ୍ୟରେ ହଜାରରୁ ଉର୍ଦ୍ଧ୍ୱ ବୃଦ୍ଧି ପାଉଛି । ଭାରତରେ ମଧ୍ୟ କରୋନାର ମୁକାବିଲା ପାଇ



ଆନ୍ଧ୍ର ସରକାର ମାଗଣାରେ ବାଣ୍ଟିବେ ମାସ୍କ୍‌

Anupambharat News Bureau | ଦେଶ | | 1102 | Read...

ଆନ୍ଧ୍ର ସରକାର ମାଗଣାରେ ବାଣ୍ଟିବେ ମାସ୍କ୍‌

ଅମରାବତୀ,୧୩ା୪: କରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ ସରକାର ନିଜ ନିଜର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ସର୍ବଦା ଚେଷ୍ଟା ଜାରି ରଖିଛନ୍ତି । ଯେକୌଣସି ସ୍ଥିତିରେ ମଧ୍ୟ ରାଜ୍ୟର କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍



ଚାରି ପଜିଟିଭ୍‌ଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରୀ ଦୁଇ ଜଣଙ୍କର ନିଜାମୁଦ୍ଦିନ୍‌ ଲିଙ୍କ୍‌

Anupambharat News Bureau | ଓଡ଼ିଶା | | 1101 | Read...

ଚାରି ପଜିଟିଭ୍‌ଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରୀ   ଦୁଇ ଜଣଙ୍କର ନିଜାମୁଦ୍ଦିନ୍‌ ଲିଙ୍କ୍‌

ଭୁବନେଶ୍ୱର,୧୨ା୪(ଅନୁପମମିଡ଼ିଆ): ରାଜ୍ୟରେ ଆଉ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିଚ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ଏଥି ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ଜଣଙ୍କର



ଦେଶରେ ଲକ୍‌ଡ଼ାଉନ୍‌ ୩୦ ଯାଏ ବଢ଼ିବ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଭିଡ଼ିଓ କନଫେରନ୍ସିଂ

Anupambharat News Bureau | ଦେଶ | | 1100 | Read...

ଦେଶରେ ଲକ୍‌ଡ଼ାଉନ୍‌ ୩୦ ଯାଏ ବଢ଼ିବ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଭିଡ଼ିଓ କନଫେରନ୍ସିଂ

ମ୍ଭାବନା ରହିଛି । ତେବେ ପୁଣି ଲକ୍‌ଡାଉନ ବୃଦ୍ଧି ବେଳେ କେତେକ କ୍ଷେତ୍ରରେ କୋହଳ କରାଯିବା ଲାଗି କେନ୍ଦ୍ର ସରକାର ଚିନ୍ତା କରୁଥିବା କୁହାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି କୋଭିଡ ୧୯ର ମୁକା



ରାଜ୍ୟରେ ୧୨ଜଣ ସୁସ୍ଥ ହେଲେଣି

Anupambharat News Bureau | ଓଡ଼ିଶା | | 1099 | Read...

ରାଜ୍ୟରେ ୧୨ଜଣ ସୁସ୍ଥ ହେଲେଣି

ଭୁବନେଶ୍ୱର, ୧୧ା୪ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭ଟି ସକ୍ରିୟ କରୋନା ମାମଲା ରହିଛି । ଏହି ୩୭ ଜଣଙ୍କ ମଧ୍ୟରୁ ଦୁଇ ଜଣ ହସ୍ପିଟାଲ ସପୋର୍ଟରେ ଅଛନ୍ତି । ଅନ୍ୟ ମାନଙ୍କର କୌଣସି ହସ୍ପିଟାଲ ସପୋର୍ଟର ଆବଶ୍ୟକତା ପଡି ନାହିାଁ ତେଣ



ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା ମହଜୁଦ ରହିଛି ସୁରକ୍ଷା ଉପକରଣ

Anupambharat News Bureau | ଓଡ଼ିଶା | | 1098 | Read...

ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା ମହଜୁଦ ରହିଛି ସୁରକ୍ଷା ଉପକରଣ

ଭୁବନେଶ୍ୱର, ୧୧ା୪(ଅନୁପମମିଡ଼ିଆ): ରାଜ୍ୟରେ କରୋନା ପଜିଟିଭ ହେବାର ଦୁଇଟି ନୂଆ ମାମଲା ସାମନାକୁ ଆସିଛି । ଏହା ସହ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ମାମଲା ସଂଖ୍ୟା ୫୦ ରେ ପହଞ୍ଚିଛି । ଶୁକ୍ରବାର ରାତ୍ରୀରେ ରାଜ୍ୟ ସରକାରଙ୍କ ପକ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page