: District News


୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ, ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

Anupambharat News Bureau | ଓଡ଼ିଶା | | 270 | Read...

୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ,  ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

ଭଦ୍ରକ,,୨୫ା୫(ଅନୁପମ ମିଡିଆ): ଭୋଟ ଗଣତି ପରେ ଏବେ ଫଳ ପ୍ରକାଶ ପାଇଛି । ଭଦ୍ରକ ଜିଲାରେ ୫ଟି ବିଧାନସଭା ଓ ଲୋକସଭା ଆସନର ଏହି ଫଳରୁ ଜଣାପଡିଛି । ନିର୍ବାଚନୀ ମଇଦାନରେ ଛିଡା ହୋଇଥିବା ୪୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ପ୍ରାର୍ଥୀ ଅମାନ



ଆଠଗଡରେ ତାପମାତ୍ରାର ପାରା ୪୪ ଛୁଇଁଲା

Anupambharat News Bureau | ଓଡ଼ିଶା | | 267 | Read...

ଆଠଗଡରେ ତାପମାତ୍ରାର ପାରା ୪୪ ଛୁଇଁଲା

ଆଠଗଡ,୨୫ା୫(ଅନୁପମ ମିଡିଆ): ସାରା ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ପାଣିପାଗ ବିଭାଗର ସୁଚନା ଅନୁଯାୟୀ ଗ୍ରୀଷ୍ମ ପ୍ରବାହର ଅଧିକ ବୃଦ୍ଧି ପାଇବା ସହିତ ଆଗକୁ ଆହୁରି ୪ ଦିନ ଧରି ଲାଗିବ ଗରମ ଲାଗିରହିବ



ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

Anupambharat News Bureau | ଓଡ଼ିଶା | | 266 | Read...

ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୫ା୫ (ଅନୁପମ ମିଡିଆ): ଗ୍ରୀଷ୍ମ ସମୟରେ ଯାତ୍ରୀ ଭିଡକୁ ଏଡ଼ାଇବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଜୁନ ପହିଲାରୁ ୩୦ ତାରିଖ ମଧ୍ୟରେ ଏକ ଦ୍ୱି-ସାପ୍ତାହିକ ଟ୍ରେନ ଚଳାଚଳ କରାଇବା



ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼

Anupambharat News Bureau | କ୍ୟାରିୟର ନିଯୁକ୍ତି | | 265 | Read...

 ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼

ପିପିଲି,୨୫ା୫ (ଅନୁପମ ମିଡିଆ):ପିପିଲିର ବିଜେପି ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଶ୍ରିତ ପଟ୍ଟନାୟକ(ରିକୁ)ଙ୍କ ନିଜର କମାକନ୍ତିଆସ୍ଥ ଘର ଉପରକୁ ଶୁକ୍ରବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥି



ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍‌

Anupambharat News Bureau | ଓଡ଼ିଶା | | 264 | Read...

 ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍‌

କେନ୍ଦୁଝର, ୨୫ା୫ (ଅନୁପମ ମିଡିଆ): କିଛି ସମୟ ବ୍ୟବଧାନରେ ପୁଣି ଲୁଟେରା ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳୁଛି । ଘଟଗାଁଠାରୁ ୧୦କିମି ଦୂର ମେଲାଣ ୨୦ ନମ୍ବର ଜାତୀୟ ରାଜପଥ ଉପରେ ଦୁବୁର୍ତ୍ତମାନେ ବନ୍ଧୁକ ଦେଖାଇ ୩ଲକ୍ଷରୁ ଉର



ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

Anupambharat News Bureau | ଓଡ଼ିଶା | | 263 | Read...

ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

ଅନୁଗୋଳ ,୨୫ା୫(ଅନୁପମ ମିଡିଆ): କାମ ଦେଲାନାହିଁ ଧର୍ମେନ୍ଦ୍ରଙ୍କ ପ୍ରଭାବ କି ମୋଦୀ ଲହର । ବିଜେଡ଼ି ସୁପ୍ରିମୋ ନବୀନଙ୍କ ଯାଦୁ କି;ୁ କାମ ଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲା ଅନୁଗୋଳରେ ଗତ ଦୁଇଟି ନିର



ନୋଟାରେ ୧୨ ହଜାର ଭୋଟର

Anupambharat News Bureau | ଓଡ଼ିଶା | | 262 | Read...

ନୋଟାରେ ୧୨ ହଜାର ଭୋଟର

ଅନୁଗୋଳ,୨୫ା୫(ଅନୁପମ ମିଡିଆ): ଅଭିବକ୍ତ ଢ଼େଙ୍କାନାଳ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ରରେ ୧୨ ହଜାର ୪୭୦ ଭୋଟରଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥିମାନଙ୍କୁ ପସନ୍ଦକୁ ଆସିନାହିଁ । ସେମାନେ କୌଣସି ପ୍ରାର୍ଥୀ ସପକ୍ଷରେ ଭ



ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 261 | Read...

 ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

ଅନୁଗୋଳ ,୨୫ା୫(ଅନୁପମ ମିଡିଆ): ଅନୁଗୋଳ ଥାନା ଅନ୍ତର୍ଗତ କୁମଣ୍ଡଠାରେ ଶଳା ଭାଉଜକୁ ପ୍ରେମ କରି ବିଫଳ ହେବା ଫଳରେ ଉଭୟଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କୁମଣ୍ଡ ଗାଁ ରଞ୍ଜନ ସାହୁ ବାଳୁଅକଟା ଗାଁରେ



କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

Anupambharat News Bureau | ଦେଶ | | 260 | Read...

କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

ଗାନ୍ଧୀନଗର,୨୪ା୫: ଗୁଜରାଟର ସୁରତ ସ୍ଥିତ ଏକ କୋଚିଂ ସେଣ୍ଟରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ୧୮ ଜଣ ଛାତ୍ରଛାତ୍ରୀଙ୍କ ମୃତୁ୍ୟ ଘଟିଛି । ଅଗ୍ନିକାଣ୍ଡରୁ ନିଜକୁ ବଞ୍ଚାଇବା ଲାଗି ଚାରିତଳ ବିଶିଷ୍ଟ ଏହି କୋଠ



ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

Anupambharat News Bureau | ଓଡ଼ିଶା | | 259 | Read...

ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୫: ବିଜେପି ପାଇଁ ଅଭୂତପୂର୍ବ ସଫଳତା ଆଣିଥିବା ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରାଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେହିଭଳି ଓଡ଼ିଶାର ଅପ୍ରତିଦ୍ୱନ୍ଦି ନେତା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟ



୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

Anupambharat News Bureau | ଓଡ଼ିଶା | | 258 | Read...

୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

ହିଞ୍ଜିଳିକାଟୁ,୨୪ ।୫(ଅନୁପମ ମିଡ଼ିଆ) : ହିଞ୍ଜିିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ଲଗାତାର ୫ମ ଥର ପାଇଁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ



ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

Anupambharat News Bureau | ଓଡ଼ିଶା | | 257 | Read...

ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ):ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଶୁକ୍ରବାର ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ଆଜି ଘୋଷଣା କରିଛନ୍ତି । ସେ ନିଜଇସ୍ତ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page