: District News


ଦଂଶିଥିବା ଥିବା ସାପକୁ ଧରି ଡାକ୍ତରଖାନା ଆସିଲେ ଯୁବକ

Anupambharat News Bureau | ଓଡ଼ିଶା | | 97 | Read...

 ଦଂଶିଥିବା ଥିବା ସାପକୁ ଧରି ଡାକ୍ତରଖାନା ଆସିଲେ ଯୁବକ

ମାଲକାନଗିରି, ୧୫ା୫ (ଅନୁପମ ମିଡିଆ): ମାଲକାନଗିରି ଡାକ୍ତରଖାନାରେ ମଙ୍ଗଳବାର ରାତିରେ ଜଣେ ଯୁବକଙ୍କ ଅଦ୍ଭୁତ କାଣ୍ଡ ଉପସ୍ଥିତ ସମସ୍ତଙ୍କୁ ଆତଙ୍କିତ କରିଛି । ସାପ କାମୁଡିଲା ବୋଲି ସେଇ ସାପକୁ ଧରି ଯୁବକ ଜଣଙ୍କ ଡାକ୍ତରଖାନାରେ



ମହାନଦୀରୁ ମିଳିଲା ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ

Anupambharat News Bureau | ଓଡ଼ିଶା | | 96 | Read...

ମହାନଦୀରୁ ମିଳିଲା ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ

କଟକ, ୧୫ା୫ (ଅନୁପମ ମିଡିଆ): ନିଖୋଜ ହୋଇଥିବା ଦୁଇ ଜଣ କଲେଜ ଛାତ୍ରଙ୍କ ମୃତଦେହ ଆଜି ମହାନଦୀରୁ ଜଗତପୁର ଥାନା ପୁଲିସ ଉଦ୍ଧାର କରିଛି । ଗତ ସୋମବାର ମଧ୍ୟାହ୍ନରେ ଦୁଇ କଲେଜ ଛାତ୍ର ନିଖୋଜ ହୋଇଥିବା ନେଇ ସୋମବାର ସନ୍ଧ୍ୟାରେ ପରିବା



୩୦ଫୁଟ୍‌ ତଳକୁ ଖସିପଡିଲା ଟ୍ରକ୍‌, ଡ୍ରାଇଭର ମୃତ

Anupambharat News Bureau | ଓଡ଼ିଶା | | 95 | Read...

୩୦ଫୁଟ୍‌ ତଳକୁ ଖସିପଡିଲା ଟ୍ରକ୍‌, ଡ୍ରାଇଭର ମୃତ

କେନ୍ଦୁଝର, ୧୫ା୫(ଅନୁପମ ମିଡିଆ): କେନ୍ଦୁଝର ସଦର ଥାନା ଶୁଆକାଟୀସ୍ଥିତ ଓଏମ୍‌ସି ଖଣି ପରିସରରେ ବୁଧବାର ଦିନ ଏକ ଦୂର୍ଘଟଣା ଘଟି ଟ୍ରକଟି ୩୦ଫୁଟ୍‌ ତଳକୁ ଖସି ପଡିବାରୁ ଡ୍ରାଇଭରଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମିଳିଥିବା



ଫକୀରମୋହନ ମେଡ଼ିକାଲ ଅଶାନ୍ତ

Anupambharat News Bureau | ଓଡ଼ିଶା | | 94 | Read...

ଫକୀରମୋହନ ମେଡ଼ିକାଲ ଅଶାନ୍ତ

ବାଲେଶ୍ୱର,୧୫ା୫(ଅନୁପମ ମିଡିଆ): ଯେଉଁ ଆନ୍ଦୋଳନ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏବେ ସୁପର ସ୍ପେଶ୍ୟାଲିଟି ହସପିଟାଲ ତଥା ମେଡିକାଲ କଲେଜର ମାନ୍ୟତା ମିଳିଥିଲା ମାତ୍ର କର୍ମଚାରୀଙ୍କର ବେପରୁଆ ମନଭାବ ଯୋଗୁଁ ଅ



ହାତୀ ଶାବକର ମୃତଦେହ ଉଦ୍ଧାର

Anupambharat News Bureau | ଓଡ଼ିଶା | | 93 | Read...

ହାତୀ ଶାବକର ମୃତଦେହ ଉଦ୍ଧାର

ଚୌଦ୍ୱାର,୧୫ା୫(ଅନୁପମ ମିଡ଼ିଆ): ଚୌଦ୍ୱାର ଥାନା ଅନ୍ତର୍ଗତ ଡାଳିଯୋଡା ସଂରକ୍ଷିତ ବନାଞ୍ଚଳ ଅଧିନ ଜାମଣା ଗ୍ରାମ ନିକଟରେ ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି । ବନବିଭାଗ କର୍ମଚାରୀଙ୍କଦ୍ୱାରା ଶାବକର ଶବକୁ ବ୍ୟବଛେଦ କର



ଯୁବତୀଙ୍କୁ ଚୁମ୍ବନ ଦେଇ ଗିରଫ ହେଲା ପ୍ରେମିକ

Anupambharat News Bureau | ଓଡ଼ିଶା | | 92 | Read...

  ଯୁବତୀଙ୍କୁ ଚୁମ୍ବନ ଦେଇ  ଗିରଫ ହେଲା ପ୍ରେମିକ

ଭଞ୍ଜନଗର,୧୪ ।୫(ଅନୁପମ ମିଡ଼ିଆ) : ଏକତରଫା ପ୍ରେମରୁ ଅଘଟଣ । ଯୁବତୀକୁ ଏକା ପାଇଁ ଗାଢ ଚୁମ୍ବନ ଦେଲା ହତାଶ ପ୍ରେମିକ । ଚୁମ୍ବନ ଦେଇ ଓଠକୁ କାମୁଡି ଛିଣ୍ଡାଇ ଦେଇଥିବା ହତାଶ ପ୍ରେମିକକୁ ଶେଷରେ ପୋଲିସ କାବୁ କରିଛି । ଏଭଳି ଏକ ମାମଲ



ସିଏଟ୍‌ ପୁରସ୍କାର: କୋହଲି ଶ୍ରେଷ୍ଠ କ୍ରିକେଟର

Anupambharat News Bureau | କ୍ରୀଡ଼ା | | 91 | Read...

ସିଏଟ୍‌ ପୁରସ୍କାର: କୋହଲି ଶ୍ରେଷ୍ଠ କ୍ରିକେଟର

ମୁମ୍ବାଇ,୧୪ ।୫: ସିଏଟ୍‌ କ୍ରିକେଟ୍‌ ରେଟିଂ ଅନ୍ତର୍ଜାତୀୟ ପୁରସ୍କାରରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । କୋହଲି ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ସହ ୨୦୧୮ ସିଜନ୍‌ର ଶ୍ରେଷ୍ଠ



ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ରେଫରୀ

Anupambharat News Bureau | କ୍ରୀଡ଼ା | | 90 | Read...

ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ରେଫରୀ

ଦୁବାଇ,୧୪ ।୫: ପୂର୍ବତନ ଭାରତୀୟ ମହିଳା କ୍ରିକେଟର ଜିଏସ୍‌ ଲକ୍ଷ୍ମୀ ଇତିହାସ ରଚିଛନ୍ତି । ସେ ପ୍ରଥମ ମହିଳା ଭାବେ ଆଇସିସି ମ୍ୟାଚ୍‌ ରେଫରୀ ପ୍ୟାନେଲ୍‌ରେ ସାମିଲ ହୋଇଛନ୍ତି । ଲକ୍ଷ୍ମୀ ଏବେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ର



ଜୁନ୍‌ ୪ରେ କେରଳ ଛୁଇଁବ ମୌସୁମୀ

Anupambharat News Bureau | ଓଡ଼ିଶା | | 89 | Read...

ଜୁନ୍‌ ୪ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୧୪ ।୫ (ଅନୁପମ ମିଡିଆ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଜୁନ୍‌ ୪ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଛି । ତେବେ ଚଳିତ ବର୍ଷ ମୌସୁମୀ ସ୍



ପିଛା କଲେ ଦୃର୍ବୃତ୍ତ, ଓଲଟିପଡ଼ିଲା ବିଧାୟକଙ୍କ ଗାଡ଼ି

Anupambharat News Bureau | ଦେଶ | | 88 | Read...

ପିଛା କଲେ ଦୃର୍ବୃତ୍ତ, ଓଲଟିପଡ଼ିଲା ବିଧାୟକଙ୍କ ଗାଡ଼ି

ରାଏବରେଲୀ:ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲୀରେ କିଛି ଦୃର୍ବୃତ୍ତ କଂଗ୍ରେସ ବିଧାୟକ ଅଦିତି ସିଂହଙ୍କ ଗାଡ଼ିର ପିଛା କରିବାପରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିବା ସୂଚନା ମିଳିଛି । ସମ୍ପୃକ୍ତ ଦୁର୍ବୃତ୍ତ ଅଦିତିଙ୍କ ଉ



ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ

Anupambharat News Bureau | ଦେଶ | | 87 | Read...

ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ତିଆରି ହୋଇଥିବା ଏକ ମିମକୁ ସୋସିଆଲ୍‌ ମିଡିଆରେ ଶେୟାର କରିବା ବିଜେପିର ଜଣେ ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି । ବିଜେପି ଯୁବ ମୋର୍ଚ୍ଚା ନେତ୍ର



ଯୁଦ୍ଧ ପାଇଁ ପ୍ରସ୍ତୁତି ହେଲେ ଉଭୟ ଇରାନ୍‌ ଓ ଆମେରିକା ସେନା

Anupambharat News Bureau | ବିଦେଶ | | 85 | Read...

ଯୁଦ୍ଧ ପାଇଁ ପ୍ରସ୍ତୁତି ହେଲେ ଉଭୟ ଇରାନ୍‌ ଓ ଆମେରିକା ସେନା

ରିଆଦ୍‌: ଇରାନ୍‌ ଓ ଆମେରିକା ମଧ୍ୟରେ ତୈଳକୁ ନେଇ ପରିସ୍ଥିତି ଏପରି ହେଲାଣି ଯେ, କୌଣସି ମୂହୂର୍ତ୍ତରେ ଇରାନ୍‌ ଓ ଆମେରିକା ମଧ୍ୟରେ ପ୍ରବଳ ଯୁଦ୍ଧ ହେବାର ସମ୍ଭାବନା ଦେଖାଦେଇଛି । ଉଭୟ ଦେଶ ସେନା ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତ&




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page