Anupambharat News Bureau | ବିଦେଶ | | 1257 | Read...
ମେକ୍ସିକୋ: ମେକ୍ସିକୋରେ ମହିଳା ବିରୋଧି ହିଂସା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ପ୍ରାୟ ୯୮୭ରୁ ଅଧିକ ମହିଳା ଓ ଯୁବତୀଙ୍କୁ ହତ୍ୟା କରାଯାଇ ସାରିଛି । ତେବେ ଏହାରୁ ଦେଶର ରାଷ୍ଟ୍ରପତି ଲୋପେଜ୍ ଓବ୍ରୋଡୋର୍ ଖଣ୍ଡାନ
Anupambharat News Bureau | ଦେଶ | | 1256 | Read...
ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । କେନ୍ଦ୍ର ସରକାରଙ୍କ ଯେବେ ନିଷ୍ପତ୍ତି ନେବେ ତା’ପରେ ସ୍କୁଲ-କଲେଜ୍ ଖୋଲିବ । ସେତେବେଳ ପର୍ଯ୍ୟନ୍ତ ଦେଶର ସମସ୍ତ ଶିକ୍
Anupambharat News Bureau | ଦେଶ | | 1255 | Read...
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ନୂଆ ମାର୍ଗଦର୍ଶନ ଜାରିକରିଛନ୍ତି । ଏଥିରେ ସାର୍ବଜନିକ ସ୍ଥାନକୁ ଯାତାୟାତ ହେଉଥିବା ଲୋକଙ୍କୁ ୩ ପରସ୍ତ ନନ୍ ମେଡିକାଲ ମାସ୍କ ବ୍ୟବହା
Anupambharat News Bureau | ଦେଶ | | 1253 | Read...
ନୂଆଦିଲ୍ଲୀ,୫ା୬: ଚଳିତ ବର୍ଷର ସଭିଲ ସର୍ଭିସ ପ୍ରାରମ୍ଭିକ ପରୀକ୍ଷା (ପ୍ରିଲିମ୍) ଆକେଫାବର ୪ରେ ଅନୁଷ୍ଠିତ ହେବ । କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍ସି) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି । ୟୁପିଏସ୍ସିର ସଂଶୋଧିତ ବ
Anupambharat News Bureau | ଓଡ଼ିଶା | | 1252 | Read...
ଭୁବନେଶ୍ୱର,୫ା୬(ଅନୁପମମିଡ଼ିଆ): ରାଜ୍ୟ ସରକାରଙ୍କ ପୂର୍ବ ଘୋଷିତ ପ୍ରକାରେ ଆସନ୍ତାକାଲିଠାରୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ୍ଡାଉନ ଆରମ୍ଭ ହେବ । ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ଦୃଷ୍ଟିରେ ରଖି ଅଧିକ ସଂକ୍ରମଣ ହୋଇଥିବ
Anupambharat News Bureau | ଦେଶ | | 1248 | Read...
ନୂଆଦିଲ୍ଲୀ :ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଏକ ବଡ ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି । ଏବେ ଉଭୟ ଦେଶ ପରସ୍ପରର ସାମରିକ ଘାଟିକୁ ବ୍ୟବହାର କରିପାରିବେ । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛ
Anupambharat News Bureau | ଦେଶ | | 1247 | Read...
ମଲªୁରମ: କେରଳର ସାଇଲେଣ୍ଟ ଭ୍ୟାଲି ଜଙ୍ଗଲ ନିକଟସ୍ଥ ଗାଁରେ ଗର୍ଭବତୀ ହାତୀକୁ ଅତି ଅମାନୁଷିକ ଭାବେ ବିସ୍ପୋରକ ଭର୍ତ୍ତି ସପୁରିଖୁଆଇ ହତ୍ୟା ଘଟଣାରେ ମାନବିକତା ଉପରେ ପ୍ରଶ୍ନ ଉଠିଛି । ଘଟଣାକୁ ନେଇ ଘୋର ନିନ୍ଦା କରାଯାଉଛି ।
Anupambharat News Bureau | ଓଡ଼ିଶା | | 1244 | Read...
ଭୁବନେଶ୍ୱର, ୧ା୬(ଅନୁପମମିଡ଼ିଆ): ଓଡ଼ିଶାରେ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକ୍-ଡାଉନ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ ଆଜିଠାରୁ ସମଗ୍ର ଦେଶରେ ଅନଲକ୍ର ପ୍ରଥ
Anupambharat News Bureau | ଦେଶ | | 1243 | Read...
ନୂଆଦିଲ୍ଲୀ: କରୋନା ଭାଇରସ୍ ଲକ୍ଡାଉନ୍ ପରେ ଦେଶର ଅର୍ଥନୀତିକୁ ବଳ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ସ୍ଲୋଗାନ ଦେଇଛନ୍ତି । ଅନ୍ୟପଟେ ଚୀନ ସହ ଏଲଏସିରେ ସୀମା ବିବାଦ ଉଗ୍ର ରୂପ ନେବାରେ ଲା
Anupambharat News Bureau | ଦେଶ | | 1242 | Read...
ମୁମ୍ବାଇ : ଚଳିତ ବର୍ଷ ବଲିଉଡ଼ ପାଇଁ ଅନେକ ଦୁଃଖଦ ଖବର ଦେଇଛି । ଯେପରି କିଛି ଦିନ ତଳେ ଅଭିନେତା ଇର୍ଫାନ୍ ଖାନ୍, ରିଷି କପୁରଙ୍କ ଦେହାନ୍ତ ହୋଇଥିଲା । ବଲିଉଡ୍ର ଏହି ଦୁଇ ବରିଷ୍ଠ ଅଭିନେତାଙ୍କୁ ହରାଇ ଶୋକରେ ବୁଡିଥିବା ବ
Anupambharat News Bureau | ଓଡ଼ିଶା | | 1241 | Read...
ବ୍ରହ୍ମପୁର,୨୯ ।୫(ଅନୁପମ ମିଡ଼ିଆ): ଏସି ନିଆଁ ନେଇଛି ତିନି ଜୀବନ । ଏଭଳି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଗୋଷାଇଁନୂଆଗାଁର ପାଣିଗ୍ରାହୀ ସାହିରେ ଘଟିଛି । ବିଦୁ୍ୟତ ସର୍ଟସର୍କିଟରୁ ଏସିରେ ନିଆଁ ଲାଗିବା ଏବଂ ତତ୍ଜନିତ ଧୂ
Anupambharat News Bureau | ଓଡ଼ିଶା | | 1240 | Read...
ଭୁବନେଶ୍ୱର, ୨୯ା୫(ଅନୁପମମିଡ଼ିଆ): ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୨ଟି