: District News


ନୌସେନା ମୁଖ୍ୟ ହେଲେ ଆଡମିରାଲ୍‌ କରମବୀର ସିଂହ

Anupambharat News Bureau | ଦେଶ | | 330 | Read...

ନୌସେନା ମୁଖ୍ୟ ହେଲେ ଆଡମିରାଲ୍‌ କରମବୀର ସିଂହ

ନୂଆଦିଲ୍ଲୀ, ୩୧ା୫: ଆଡମିରାଲ୍‌ କରମବୀର ସିଂହ ଶୁକ୍ରବାର ଦେଶର ୨୪ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବର୍ତ୍ତମାନ ନୌସେନା ମୁଖ୍ୟଭାବେ କାର୍ଯ୍ୟ କରୁଥିବା ଆଡମିରାଲ ସୁନୀଲ ଲାମ୍ବା ଆଜି ବିଧିବଦ୍ଧ ଭାବେ ତ



ଏସସିବିରେ ଆରମ୍ଭ ହେଲା ମଲିକୁଲାର ଜିଓନୋମିକ ପରୀକ୍ଷା

Anupambharat News Bureau | ଓଡ଼ିଶା | | 329 | Read...

ଏସସିବିରେ ଆରମ୍ଭ ହେଲା ମଲିକୁଲାର ଜିଓନୋମିକ ପରୀକ୍ଷା

ଭୁବନେଶ୍ୱର, ୩୧ ।୫ । (ଅନୁପମ ମିଡିଆ): କର୍କଟ ରୋଗର ଆରମ୍ଭ ସମୟରେ ତାହାକୁ ଚିହ୍ନଟ କରିପାରୁଥିବା ମଲିକୁଲାର ଜିଓନୋମିକ ପରୀକ୍ଷା ଏବଂ ଗବେଷଣା ପରୀକ୍ଷାଗାର କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ବା



ଜୁନ୍‌ ୭ରେ କେରଳ ଛୁଇଁପାରେ ମୌସୁମୀ

Anupambharat News Bureau | ଦେଶ | | 328 | Read...

ଜୁନ୍‌ ୭ରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ, ୩୧ା୫: ଦେଶର ଚାଷୀକୁଳ ନିର୍ଭର କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ କେବେ ପହଞ୍ଚିବ, ତାକୁ ନେଇ ସନ୍ଦେହ ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ ମୌସୁମୀ ଆସନ୍ତା ୬ ତାରିଖରେ କେରଳ ଛୁଇଁବାର ସମ୍ଭାବନା



ଆଜି ବାଚସ୍ପତି ନିର୍ବାଚନ

Anupambharat News Bureau | ଓଡ଼ିଶା | | 327 | Read...

  ଆଜି ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର, ୩୧ ।୫ । (ଅନୁପମ ମିଡିଆ): ବିଧାୟକମାନଙ୍କ ପାଇଁ ବିଧାନସଭାରେ ଆୟୋଜିତ ଦୁଇ ଦିନିଆ ଶପଥ ପାଠ କାର୍ଯ୍ୟକ୍ରମ ଶୁକ୍ରବାର ସଂଧ୍ୟାରେ ସମାପ୍ତ ହୋଇଛି । ଗୁରୁବାର ଦିନ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ଦିନ



ଏଣିକି ସବୁ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, ସହିଦଙ୍କ ପିଲାଙ୍କ ପାଇଁ ବୃତ୍ତି ବୃଦ୍ଧି

Anupambharat News Bureau | ଦେଶ | | 326 | Read...

 ଏଣିକି ସବୁ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, ସହିଦଙ୍କ ପିଲାଙ୍କ ପାଇଁ ବୃତ୍ତି ବୃଦ୍ଧି

ନୂଆଦିଲ୍ଲୀ, ୩୧ା୫: ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନି



ଶାହାଙ୍କୁ ସ୍ୱରାଷ୍ଟ୍ର, ନିର୍ମଳାଙ୍କୁ ଅର୍ଥ

Anupambharat News Bureau | ଦେଶ | | 325 | Read...

  ଶାହାଙ୍କୁ ସ୍ୱରାଷ୍ଟ୍ର, ନିର୍ମଳାଙ୍କୁ ଅର୍ଥ

ନୂଆଦିଲ୍ଲୀ, ୩୧ା୫: ଭାରତୀୟ ସମ୍ବିଧାନର ରୀତି ନୀତି ଅନୁଯାୟୀ ଗଣତନ୍ତ୍ରର ସପ୍ତଦଶ ସାଧାରଣ ଲୋକସଭା ନିର୍ବାଚନ ପରବର୍ତ୍ତି ଭାରତୀୟ ଜନତାପାର୍ଟି (ବିଜେପି) ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଏନ୍‌ଡିଏର ତତ୍ତ୍ୱାବଧାନ



ପେଟ୍ରୋଲ୍‌ ଢାଳି ଜାଳିଦେଲା ପ୍ରେମିକ

Anupambharat News Bureau | ଓଡ଼ିଶା | | 324 | Read...

ପେଟ୍ରୋଲ୍‌ ଢାଳି ଜାଳିଦେଲା ପ୍ରେମିକ

କୋରାପୁଟ, ୩୧ା୫ (ଅନୁପମ ମିଡିଆ): ସେମିଲିଗୁଡା ଅଂଚଳରେ ଶୁକ୍ରବାର ଅପରାନ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିବା ଯୁବକ ଜଣକ ହତାଶ ହୋଇ ପ୍ରେମିକାକୁ ପେଟ୍ରୋଲ୍‌ ଢାଳି ପୋଡି ଦେ



କେମିତି ଥିଲା ଶାହଙ୍କ ସଫଳ ଯାତ୍ରା, ଶେୟାର ବ୍ରୋକରରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ

Anupambharat News Bureau | ଦେଶ | | 323 | Read...

 କେମିତି ଥିଲା ଶାହଙ୍କ ସଫଳ ଯାତ୍ରା,  ଶେୟାର ବ୍ରୋକରରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପିର ଚାଣକ୍ୟ ଭାବେ ପରିଚିତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଛନ୍ତି । ମୋଦି-୨ ସରକାରରେ ତାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ



ମୋଦି ପାଖରେ ରଖିଲେ ଏହି ସବୁ ବିଭାଗ

Anupambharat News Bureau | ଦେଶ | | 322 | Read...

ମୋଦି ପାଖରେ ରଖିଲେ ଏହି ସବୁ ବିଭାଗ

ନୂଆଦିଲ୍ଲୀ: ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମରେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଘୋଷଣା କରିଛନ୍ତିଛ ମୋଦିଙ୍କ ସମେତ ଏନଡିଏ-୨ ସରକାରରେ ୫୮ ଜଣ ସଦସ୍ୟ ରହିଛନ୍ତିଛ ମୋ



ବଳକା ଚାଉଳକୁ ନେଇ ଚିନ୍ତା: ପଡିରହିଛି ୬ ଲକ୍ଷ କ ୍ୱିଣ୍ଟାଲ ଚାଉଳ

Anupambharat News Bureau | ଓଡ଼ିଶା | | 321 | Read...

ବଳକା ଚାଉଳକୁ ନେଇ ଚିନ୍ତା: ପଡିରହିଛି ୬ ଲକ୍ଷ କ ୍ୱିଣ୍ଟାଲ ଚାଉଳ

ଭଦ୍ରକ,୩୧ା୫ (ଅନୁପମ ମିଡିଆ): ଭଦ୍ରକ ଜିଲାରେ ଚାଉଳ ସଂଗ୍ରହକୁ ନେଇ ଯୋଗାଣ ନିଗମ ଏବେ ଚିନ୍ତାରେ ପଡିଛି । ଚାଉଳ ରଖିବାକୁ ଜାଗା ନାହିଁ କିମ୍ବା ବାହାର ଜିଲାକୁ ଚାଉଳ ଯୋଗାଣ କରାଯିବାର ବ୍ୟବସ୍ଥା ନାହିଁ । ଫଳରେ ଗତ ପ୍ରାୟ ୧୫ଦିନ



ଓଭରବ୍ରିଜରେ ଶତାଧିକ ଗଛ, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

Anupambharat News Bureau | ଓଡ଼ିଶା | | 320 | Read...

 ଓଭରବ୍ରିଜରେ ଶତାଧିକ ଗଛ, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

ବ୍ୟାସନଗର, ୩୦ ।୦୫ (ଅନୁପମ ମିଡ଼ିଆ): ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଠାରେ ରାଜପଥ ଉପରେ ଓଭରବ୍ରିଜ କରାଯାଇଛି । ଏଠାରୁ ୨୦ ନମ୍ବର ଜାତୀୟ ରାଜପଥ ପାଣିକୋଇଲିରୁ ରାଜାମୁଣ୍ଡା ବାହାରିଛି । କେଉଁଝର ବା ରାଉରକେଲା ଅବା କଳିଙ



ଖାଦ୍ୟରେ ବିଷ ମିଶେଇଲା ନାବାଳକ: ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ

Anupambharat News Bureau | ଓଡ଼ିଶା | | 319 | Read...

ଖାଦ୍ୟରେ ବିଷ ମିଶେଇଲା ନାବାଳକ: ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ

ସୋର, ୩୧ା୫ (ଅନୁପମ ମିଡିଆ): ଆଜି ମଧ୍ୟାହ୍ନରେ ସୋର ଅଞ୍ଚଳରେ ଏକ ଅଭାବନୀୟ ଘଟଣାରୁ ଗୋଟିଏ ଦମ୍ପତ୍ତିଙ୍କର ଜୀବନ ରକ୍ଷା ପାଇଯାଇଛି । ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ଅନ୍ତର୍ଗତ ବଇଁଶୀଖାର୍ଜୀ ଗ୍ରାମର ଜନୈକ ବ୍ୟକ୍ତିଙ୍କ ବାଡ଼




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page