.
Anupambharat News Bureau | ଦେଶ | | 2799 | Read...
ନୂଆଦିଲ୍ଲୀ :ଷ୍ଟେଟବ୍ୟାଙ୍କ ଗ୍ରାହକ ଏବେ ଛୋଟ ମୋଟ ବ୍ୟାଙ୍କ କାମ ପାଇଁ ବ୍ୟାଙ୍କ ଯାଇ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ବ୍ୟାଙ୍କ ଏବେ ଗ୍ରାହକଙ୍କ ପାଇଁ ହ୍ୱାଟସଆପ୍ ବ୍ୟାଙ୍କିଙ୍ଗ୍ ସୁବିଧା ଆରମ୍ଭ କରିଛି । ଏହା ଦ୍ୱାରା ମ
Anupambharat News Bureau | ଦେଶ | | 2798 | Read...
ନୂଆଦିଲ୍ଲୀ:ଅଦାନୀ ଗ୍ରୁପର ମୁଖ୍ୟ ଗୈତମ ଅଦାନୀ ଭାରତ ସହ ଏସିଆର ମଧ୍ୟ ସବୁଠୁ ବଡ ଧନି । ଆଜକୁ କିଛି ମାସ ତଳେ ତାଙ୍କ ନାଁ ସେତେ ପରିଚିତ ନଥିଲେ । ଏବେ କି;ୁ ତାଙ୍କର ମୋଟ୍ ସମ୍ପତ୍ତି ଏକ ନୂଆ ରେକର୍ଡ ହାସଲ କରିଛି । ବ୍ଲୁମବର୍ଗ
Anupambharat News Bureau | ଦେଶ | | 2797 | Read...
ନୂଆଦିଲ୍ê: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତୀନ ଗଡ଼କରୀ ପୁଣି ଚର୍ଚ୍ଚାରେ। ନିଜର ତୁଣ୍ଡ ପାଇଁ କିଛି ମାସ ହେଲା ଚର୍ଚ୍ଚାରେ ରହୁଥିବା ଗଡ଼କରୀ ଏବେ ପୁଣି ଗୋଟିଏ ବଡ଼ ବୟାନ ଦେଇଛନ୍ତି। ଗଡ଼କରୀଙ୍କ ବୟାନ କ୍ଷମତା
Anupambharat News Bureau | ଓଡ଼ିଶା | | 2796 | Read...
ଭୁବନେଶ୍ୱର, ,୩୦/୮: ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରଭାବରେ ଦିନର ତାପମାତ୍ରାରେ ବୃଦ୍ଧି ତଥା ଉଚ୍ଚ ଆଦ୍ରତା ପ୍ରଭାବରେ ଅସହ୍ୟ ଗୁଳୁ-ଗୁଳି ଅନୁଭୂତ ହେଉଛି। ତେବେ ଏହାର ପ୍ରଭାବରେ ଆସନ୍ତାକାଲି (୩୧, ଅଗଷ୍ଟ ୨୦୨୨) ଗଣେଶ ଚତୁର୍ଥ
Anupambharat News Bureau | ଦେଶ | | 2795 | Read...
ନୂଆଦିଲ୍ଲୀ,୨୬ା୮: ଭାରତରେ ସକ୍ରିୟ ଥିବା ଜାତୀୟ ରାଜନୈତିକ ଦଳମାନେ ବହୁ ଅଜଣାସୂତ୍ରରୁ କୋଟି କୋଟି ଟଙ୍କା ଆଦାୟ କରୁଥିବାର ଏକ ବାସ୍ତବ ଚିତ୍ର ପ୍ରକାଶ ପାଇଛି । ଗତ ୧୫ ବର୍ଷ ମଧ୍ୟରେ ଏଭଳି ରାଜନୈତିକ ଦଳମାନେ ୧୫,୦୭୮ କୋଟି ଟଙ
Anupambharat News Bureau | ଓଡ଼ିଶା | | 2794 | Read...
ଭୁବନେଶ୍ୱର, ୨୬ା୮(ଅନୁପମ ମିଡ଼ିଆ): ରାଜ୍ୟକୁ ଆବଶ୍ୟକ ପରିମାଣର ସାର ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍
Anupambharat News Bureau | ଓଡ଼ିଶା | | 2793 | Read...
ଭୁବନେଶ୍ୱର, ୨୬ା୮(ଅନୁପମ ମିଡ଼ିଆ): ଆସନ୍ତାକାଲି (ଶନିବାର) ଏଏସଓର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରରେ ୨ ଲକ୍ଷ ୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ଟି ସିଫଫରେ ହେବ ପରୀକ୍ଷା । ପ
Anupambharat News Bureau | ଓଡ଼ିଶା | | 2792 | Read...
ବ୍ରହ୍ମପୁର,୨୬ା୮(ଅନୁପମ ମିଡ଼ିଆ): ବ୍ରହ୍ମପୁର ବଡ଼ ଡାକ୍ତରଖାନା ସୁପରସ୍ପେଷିଆଲିଷ୍ଟ୍ କୋଠାର ୫ ମହଲା ସ୍ଥିତ ଅପରେସନ୍ ଥିଏଟର୍ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ଏବଂ ସେଠାରେ ଥିବା ଡାକ୍ତର, କର୍ମଚାରୀ ଓ ନିକଟସ୍ଥ ୟୁରୋ
Anupambharat News Bureau | ଦେଶ | | 2791 | Read...
ନୂଆଦିଲ୍ଲୀ,୨୫ା୮: ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀ ତଥା ଦିଲ୍ଲୀର ରାଜନୀତି ଦିନକୁ ଦିନ ଚାଞ୍ଚଲ୍ୟକର ହେବାରେ ଲାଗିଛି । କେଉଁ ମୁହୂର୍ତ୍ତରେ ମଧ୍ୟ ସୁଯୋଗ ଖୋଜି ଦିଲ୍ଲୀରେ କ୍ଷମତାସୀନ ଥିବା ଆପ୍ ସରକାରକୁ ଦୋହଲାଇବ
Anupambharat News Bureau | ଓଡ଼ିଶା | | 2790 | Read...
ଭୁବନେଶ୍ୱର,୨୫ା୮(ସ୍ୱତନ୍ତ୍ର ପ୍ରତିନିଧି) : ରାଜ୍ୟ ସ୍ତରରେ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ନୀତିକୁ ଜାବୁଡ଼ି ଧରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିର ଜାତୀୟ ସ୍ତରର ନେତାଙ୍କ ସହ ସୁସମ୍ପର୍କ ରଖିଛନ୍
Anupambharat News Bureau | ଦେଶ | | 2789 | Read...
ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛନ୍ତି । ଅଭିନେତ୍ରୀଙ୍କ ଅଧିକାରୀମାନେ ତାଙ୍କ ଡିପୋସିଟ୍ ବା ଜମା କରିଥିବା ଟଙ୍କାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ପ୍
Anupambharat News Bureau | ଦେଶ | | 2788 | Read...
ନୂଆଦିଲ୍ଲୀ: ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା କେନ୍ଦ୍ର ସରକାର ପାଣ୍ଠି ସଂଗ୍ରହ ଲାଗି ସରକାରୀ ସମ୍ପତ୍ତି ବିକ୍ରିକୁ ତ୍ୱରାନ୍ୱିତ କରିବା ଉପରେ ଜୋର ଦେଉଛନ୍ତି । ଏହି
Anupambharat News Bureau | ଦେଶ | | 2787 | Read...
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ୫ଜି ସେବାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦୂରସଞ୍ଚାର କମ୍ପାନି ଗୁଡିକ ଏହି ଦିଗରେ କାମ କରୁଛନ୍ତି
Anupambharat News Bureau | ଦେଶ | | 2786 | Read...
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ଭାରତର ସମସ୍ତ ଜାତୀୟ ରାଜମାର୍ଗରୁ ଟୋଲ ପ୍ଲାଜା ହଟାଇବାକୁ ଯୋଜନା କରିଛନ୍ତି । ଟୋଲ୍ ପ୍ଲାଜା ବଦଳରେ ଅଟୋମେଟିକ ନମ୍ବର ପ୍ଲେଟ୍ ରିଡର(ଏନପିଆର) କ୍ୟାମେରା ଲଗାଯିବ । ଏହି କ୍ୟାମେରା ଗା
Anupambharat News Bureau | ଓଡ଼ିଶା | | 2785 | Read...
ଭୁବନେଶ୍ୱର, ୨୪ା୮(ଅନୁପମ ମିଡ଼ିଆ): ହୀରାକୁଦ ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ଥିବା ନେଇ ରିପୋର୍ଟ ମିଳିଛି । ଡ୍ୟାମ୍ର ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀରେ ଫାଟ ରହିଛି । ଉଭୟ ବାମ ଓ ଦକ୍ଷିଣ ସ୍ପିଲେେୱ ଗେଟ୍ ସାଫଫ,
Anupambharat News Bureau | ଦେଶ | | 2784 | Read...
ନୂଆଦିଲ୍ଲୀ, ୨୪ା୮: ଏକ ଐତିହାସିକ ନିଷ୍ପତ୍ତି କ୍ରମେ କିନ୍ନରଙ୍କୁ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚ୍ଏ) ଓ ସାମାଜିକ ନ୍ୟାୟ ଓ ସଶକ୍ତ
Anupambharat News Bureau | ଦେଶ | | 2783 | Read...
ପାଟନା,୨୪ା୮: ବିହାର ରାଜନୀତିର ଅଚାନକ ଏକ ଅଚଳାବସ୍ଥା ସୃଷ୍ଟି ହେବା ପରେ ପରେ ପୁରୁଣା ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନୂଆ ମେଣ୍ଟ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ପରବର୍ତ୍ତୀ ଶାସନକାଳ ପର୍ଯ୍
Anupambharat News Bureau | ଓଡ଼ିଶା | | 2782 | Read...
ଭୁବନେଶ୍ୱର, ୨୪ା୮(ଅନୁପମ ମିଡ଼ିଆ): ଆସନ୍ତା ସେପେଫମ୍ବର ୩ ତାରିଖଠାରୁ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ । ସେପେଫମ୍ବର ୩, ୪ ଓ ୭ ତାରିଖରେ କମ୍ପୁ୍ୟଟର ବେସ୍ଡ ଟେଷ୍ଟ (ସିବିଟି) ମୋଡରେ ୪ଟି
Anupambharat News Bureau | ଓଡ଼ିଶା | | 2781 | Read...
ଭୁବନେଶ୍ୱର, ୨୩ା୮(ଅନୁପମ ମିଡ଼ିଆ): ପୂର୍ବ-କେନ୍ଦ୍ରୀୟ ଏବଂ ମିଆଁମାର ଅଞ୍ଚଳରେ ସକ୍ରିୟ ଗତକାଲିର ଘୂର୍ଣ୍ଣିବଳୟ ଆଜି ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ସକ
Anupambharat News Bureau | ଦେଶ | | 2780 | Read...
ନୂଆଦିଲ୍ଲୀ,୨୩ା୮: ସରକାର ଠିକ୍ ସମୟରେ ନିଷ୍ପତ୍ତି ନେଉ ନାହାନ୍ତି । ଏହା ହିଁ ସବୁଠାରୁ ବଡ଼ ସମସ୍ୟା ବୋଲି କହି ପୁଣି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଗଡ଼କରୀ । ଆସୋସିଏସନ ଅଫ କନସଲଫିଂ ଇଞ୍ଜିନିୟର୍ସ ପକ୍ଷରୁ ମୁମ୍ବାଇରେ ଆୟ
Anupambharat News Bureau | ଦେଶ | | 2779 | Read...
ନୂଆଦିଲ୍ଳୀ :ଏକ ହରର ଫିଲ୍ମ ୧୯୨୦’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ ଅଭିନେତ୍ରୀ ଅଦା ଶର୍ମା । ଫିଲ୍ମଟି ବକ୍ସ ଅଫିସରେ ବଡ଼ ସଫଳତା ପାଇଥିଲା । ଅଦାଙ୍କ ପ୍ରଦର୍ଶନ ବି ଖୁବ୍ ପ୍ରଶଂସିତ ହୋଇଥିଲା । ଏହା ପରେ ତାଙ୍କୁ ୨ୟ ଫିଲ୍
Anupambharat News Bureau | ଶିଳ୍ପ ବାଣିଜ୍ୟ | | 2778 | Read...
ମୁମ୍ବାଇ: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ଏବେ ଭାରତରେ ବେଶ ଲୋକପ୍ରୀୟ । ଏହିଡିଜିଟାଲ ପେମେଣ୍ଟରେ ଲୋକେ ନିମିଷକରେ ପୈଠ କରିପାରୁଥିବା ବେଳେ ଏଥିଲାଗି କୌଣସି ଚାର୍ଜ ଦେବାକୁ ବି ପଡୁନି । ତେବେ ଆଗାମୀ ଦିନ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 2777 | Read...
କାର୍ଲିଫର୍ଣ୍ଣିଆ: ସାରା ଦୁନିଆର ଅର୍ଥବ୍ୟବସ୍ଥା ଏବେ ଚାପରେ ରହିଛି ଏବଂ ମାନ୍ଦାବସ୍ଥାର ଭୟ ରହିଛି । ଏହାରି ଭିତରେ ଦୁନିଆର ଦ୍ୱିତୀୟ ସବୁଠୁ ବଡ ସିନେମା ଅପରେଟର ସିନେୱାର୍ଲଡ ଆମେରିକାରେ ନିଜକୁ ଦେବାଳିଆ ଘୋଷଣା କରିବା ପା
Anupambharat News Bureau | ଓଡ଼ିଶା | | 2776 | Read...
ଭୁବନେଶ୍ୱର ୨୧ା୮(ଅନୁପମ ମିଡ଼ିଆ): ରାଜ୍ୟରେ ସୁବର୍ଣ୍ଣରେଖା ଓ ବୈତରଣ ନଦୀରେ ଅଧିକ ଜଳପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଆଜି ପୂର୍ବାହ୍ନରେ ସ୍ଥିତି ସମୀକ୍ଷା କରିଛନ୍ତି ।
Anupambharat News Bureau | ବିଦେଶ | | 2775 | Read...
ମସ୍କୋ,୨୧ା୮: ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଆଲେକଜେଣ୍ଡର୍ ଦୁଗିନଙ୍କ ଝିଅଙ୍କୁ ମସ୍କୋ ଉପକଣ୍ଠରେ କାର ବୋମା ବିସ୍ପୋରଣରେ ହତ୍ୟା କରାଯାଇଛି । ୟୁକ୍ରେନ ବିରୋଧରେ ରୁଷର ଆକ୍ରମଣ
Anupambharat News Bureau | ଦେଶ | | 2774 | Read...
ନୂଆଦିଲ୍ଲୀ, ୨୧ା୮: ପୂର୍ବ କେନ୍ଦ୍ରମନ୍ତ୍ର ତଥା କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ରବିବାର ହିମାଚଳ ପ୍ରଦେଶରେ ନିର୍ବାଚନ ପାଇଁ ହୋଇଥିବା ଦଳର ସଞ୍ଚାଳନ ସମିତିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଦଳୀୟ ଅଧ୍ୟକ୍ଷା
Anupambharat News Bureau | ଓଡ଼ିଶା | | 2773 | Read...
ମାଲକାନଗିରି,୨୧ା୮(ଅନୁପମ ମିଡ଼ିଆ): ମାଲକାନଗିରି ଜିଲ୍ଲାର ଜଣେ ସହକାରୀ ଜିଲ୍ଳାପାଳ ନିଜ ସ୍ତ୍ରୀ ନାଁରେ ବିପିଏଲ କାର୍ଡ କରି ସରକାରୀ ଯୋଜନା ହଡପ କରୁଥିବା ଚର୍ଚ୍ଚାର ବିଷୟ ହୋଇଛି ।
ଘଟଣାରୁ ପ୍ରକାଶ ଯେ ମାଲକାନଗିରି ଜିଲ୍ଲ
Anupambharat News Bureau | ଓଡ଼ିଶା | | 2772 | Read...
ଭୁବନେଶ୍ୱର, ୨୧ା୮(ଅନୁପମ ମିଡ଼ିଆ): ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଲେ ଯେ, ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା
Anupambharat News Bureau | ଦେଶ | | 2771 | Read...
ଶିମଲା,୨୦ା୮: ଗତ କିଛିଦିନ ଧରି ପ୍ରବଳ ବର୍ଷାର ପୂର୍ବାନୁମାନ ଯୋଗୁଁ ଲୋକମାନଙ୍କ ମଧ୍ୟରେ ଆଶଙ୍କାର ବାତାବରଣ ଜାରି ରହିଥିବା ବେଳେ ବିଭିନ୍ନ ଅଞ୍ଚଳରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଛି । କେଉଁ ଅଞ୍ଚଳରେ ବାଦଲ
Anupambharat News Bureau | ଓଡ଼ିଶା | | 2770 | Read...
ଭୁବନେଶ୍ୱର, ୨୦ା୮(ଅନୁପମ ମିଡ଼ିଆ): ନବ ନିର୍ବାଚିତ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି ବିଜେଡିର ଦୁଇ ସାଂସଦ । ବିଜେଡି ସାଂସଦ ପିନାକୀ ମିଶ୍ର ଓ ସସ୍ମିତ ପାତ୍ର ଉପରାଷ୍ଟ୍ରପତିଙ୍କୁ ଭେଟି ମୁଖ୍ୟମ
Anupambharat News Bureau | ଓଡ଼ିଶା | | 2769 | Read...
ଭୁବନେଶ୍ୱର, ୨୦ା୮(ଅନୁପମ ମିଡ଼ିଆ): ଅବପାତର ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜରେ ୭ଟି ଗେଟ୍ ଖୋଲିଛନ୍ତି । ସେଠାରୁ
Anupambharat News Bureau | ଓଡ଼ିଶା | | 2768 | Read...
ଭୁବନେଶ୍ୱର, ୧୮ ।୮ (ଅନୁପମ ମିଡିଆ): ରାଜ୍ୟର ୩୦ ଟି ଜିଲ୍ଲାପାଇଁ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ବିଜେଡି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ
Anupambharat News Bureau | ଦେଶ | | 2767 | Read...
ନୂଆଦିଲ୍ଲୀ ୧୮ା ୮: ଜାମ୍ମୁକାଶ୍ମୀରରେ ବସବାସ କରୁଥିବା ବାହାର ରାଜ୍ୟର ଲୋକମାନେ ଏଣିକି ଭୋଟ ଦେଇପାରିବେ ବୋଲି କହିଛନ୍ତି । ଜାମ୍ମୁ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ହୃଦେଶ କୁମାର । ନିର୍ବାଚନ ଆୟୋଗ ଏମାନଙ୍କ
Anupambharat News Bureau | ଓଡ଼ିଶା | | 2766 | Read...
ଭୁବନେଶ୍ୱର, ୧୮ ।୮ (ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଆକାଶମାର୍ଗରୁ ରାଜ୍ୟର ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି । ବନ୍ୟାଞ୍ଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପା
Anupambharat News Bureau | ଓଡ଼ିଶା | | 2765 | Read...
ଭୁବନେଶ୍ୱର, ୧୭ା୮(ଅନୁପମ ମିଡ଼ିଆ): ମହାନଦୀର ମୁଣ୍ଡଳିରେ ବନ୍ୟଜଳସ୍ତର ଧୀରେ ଧୀରେ ହ ୍ରାସ ପାଇବାରେ ଲାଗିଛି । ରାତି ପାହିଲା ବେଳକୁ ମୁଣ୍ଡଳିରେ ଜଳସ୍ତର ଆହୁରି କମିଯାଇଥିବ । ୪ଟି ଜିଲ୍ଲାରେ ପିକ୍ ଫ୍ଲଡ କମିବା ଆରମ୍ଭ ହୋଇ
Anupambharat News Bureau | ଓଡ଼ିଶା | | 2764 | Read...
ରାଜ୍ୟରେ ଆଗାମୀ ତିନି ଦିନ ଯାଏ ବନ୍ୟା ସ୍ଥିତି ରହିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ବର୍ତ୍ତମାନ ହୀରାକୁଦ ଗେଟ୍ ଆଉ ଖୋଲିବା କି ବନ୍ଦ ନେଇ ନିଷ୍ପତ୍ତିି ହୋଇନି ।
ସ୍ଥିତି
Anupambharat News Bureau | ଓଡ଼ିଶା | | 2763 | Read...
ଭୁବନେଶ୍ୱର, ୧୭ା୮(ଅନୁପମ ମିଡ଼ିଆ): ଦିଲ୍ଲୀ ପୋଲିସରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ୧୫ ଦିନ ଯାଏଁ ଅନ୍ତରୀଣ ସୁରକ୍ଷ
Anupambharat News Bureau | ବିଦେଶ | | 2762 | Read...
ବେଜିଂ:ସୈନ୍ୟବାହିନୀରେ ଆରମ୍ଭ ହେଲା ନିଯୁକ୍ତି ପ୍ରକ୍ରିୟା । ସାମରିକ ବିଭାଗ ଓ ସୈନ୍ୟ ବାହିନୀକୁ ଅଧିକ ମଜବୁତ ଓ ଶତ୍ରୁୃଘାତକ କରିବା ପାଇଁ ସେନା ବାହିନୀରେ ନିଯୁକ୍ତି ପ୍ରକ୍ରିୟାକୁ ଚୀନ ଏବେ ଆହୁରି କୋହଳ କରିଛି । ପିପୁଲ
Anupambharat News Bureau | ବିଜ୍ଞାନ ଓ ପ୍ରଯୁକ୍ତି | | 2761 | Read...
ନୁ୍ୟୟର୍କ: ବିଜ୍ଞାନ ଓ କାଳ୍ପନିକ ଫିଲ୍ମରେ ଦେଖିଥିବା ଉଡ଼ନ୍ତା କାର୍ ଏବେ ସତରେ ରୂପାନ୍ତରିତ ହୋଇଛି । ଏବେ ଆପଣ ଉଡ଼ନ୍ତା କାର୍ କିଣିପାରିବେ । ଏହି କାର୍ ରାସ୍ତାରେ ଯିବା ସହିତ ଆକାଶରେ ବି ଉଡ଼ିବ । ଆମେରିକା ବଜାରକୁ ଆସିଛ
Anupambharat News Bureau | ଓଡ଼ିଶା | | 2760 | Read...
ଭୁବନେଶ୍ୱର, ୧୬ା୮(ଅନୁପମ ମିଡ଼ିଆ): ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଆଜି ରାଜଧାନୀ ଭୁବନେଶ୍ୱରର ୟୁନିଟ୍ -୩ସ୍ଥିତ ଇଡ୍ କୋ ପ୍ରଦର୍ଶନୀ ପଡ଼ିଆଠାରେ ପାଳିତ ହୋଇଯାଇଛି । କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ ଅନୁଯାୟୀ ଅନୁଷ୍ଠ
Anupambharat News Bureau | ଓଡ଼ିଶା | | 2759 | Read...
କୋରାପୁଟ ୧୬ା୮(ଅନୁପମ ମିଡ଼ିଆ): କୋରାପୁଟଠାରୁ ରାୟଗଡା ଯାଉଥିବା ଜାତୀୟ ରାଜପଥର ବଙ୍ଗଳାଗୁଡା ଓ ଲେନ୍ଦ୍ରୀମାଲିଗୁଡ଼ା ମଝିରେ ଥିବା ବହୁ ପୁରୁଣା ପୋଲଟି ଆଜି ଅପରାହ୍ନରେ ଭୁଶୁଡି ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । କୋର
Anupambharat News Bureau | ଓଡ଼ିଶା | | 2757 | Read...
ଭୁବନେଶ୍ୱର, ୧୬ା୮(ଅନୁପମ ମିଡ଼ିଆ): ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ତେଣୁ ନଦୀ ବନ୍ଧକୁ ଜଗିବା ଜରୁରୀ । ଗତକାଲି ରାତି ୯ଟାରୁ ୧୨ଟା ଭିତରେ ଖଇରମାଳରେ ସର୍ବାଧିକ ୧୨.୦୬ ଲକ୍ଷ କୁ୍ୟସେକ୍ ପାଣ
Anupambharat News Bureau | ଓଡ଼ିଶା | | 2756 | Read...
୧୯ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ୧୮ରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିବ । ୧୯ ଏବଂ ୨୦ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାର
Anupambharat News Bureau | ଓଡ଼ିଶା | | 2755 | Read...
ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର । ମୁଖ୍ୟମ
Anupambharat News Bureau | ଓଡ଼ିଶା | | 2754 | Read...
ଭୁବନେଶ୍ବର: ରାଜ୍ୟରେ ବର୍ଷା ଜାରି ରହିଛି। ମହାନଦୀ ଓ ବୈତରଣୀରେ ବନ୍ୟାଜଳସ୍ତରବ ବଢ଼ିଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଘନୀଭୂତ ହେଉଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଅବପାତ ପରେ ଛତିଶଗ
Anupambharat News Bureau | ଓଡ଼ିଶା | | 2753 | Read...
ରାଉରକେଲା/ଭୁବନେଶ୍ୱର, ୧୩ା୮(ଅନୁପମ ମିଡ଼ିଆ): ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ୧୯ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର
Anupambharat News Bureau | ଓଡ଼ିଶା | | 2752 | Read...
ଭୁବନେଶ୍ୱର, ୧୩ା୮(ଅନୁପମ ମିଡ଼ିଆ): ସ୍ୱାଧୀନତାର ୭୫ତମ ବର୍ଷରେ ଭାରତ ସରକାର ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛନ୍ତି । ଫଳରେ ଦେଶରେ ମୋଟ୍ ରାମସାର କ୍ଷେତ୍ରର କ୍ଷେତ୍ରଫଳ ୧୩,୨୬,୬୭୭ରେ ପହଞ୍ଚ
Anupambharat News Bureau | ଓଡ଼ିଶା | | 2751 | Read...
ବୈତରଣୀ ଶନିବାର ଆଖୁଆପଦାଠାରେ ବିପଦସଙ୍କେତ ସ୍ତର ଅତିକ୍ରମ କରିଛି । ସନ୍ଧ୍ୟା ୬ଟା ସୁଦ୍ଧା ନଦୀର ଜଳସ୍ତର ବିପଦସଙ୍କେତ ସ୍ତର ୧୭.୮୩ ମିଟରକୁ ଅତିକ୍ରମ କରି ୧୮.୦୩ ମିଟରରେ ପ୍ରବାହିତ ହେଉଛି ଓ ଜଳସ୍ତର ଘଣ୍ଟାପ୍ରତି ୧ ମିମି ବ
Anupambharat News Bureau | ଓଡ଼ିଶା | | 2750 | Read...
ଭୁବନେଶ୍ୱର, ୧୩ା୮(ଅନୁପମ ମିଡ଼ିଆ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନିଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ଅବପାତ ପରେ ଏହା ଛତିଶଗଡ଼ ମୁହାଁ ହେବ । ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ରର
Anupambharat News Bureau | ବିଦେଶ | | 2749 | Read...
ଲଣ୍ଡନ: ଭାରତ ଭଳି ବ୍ରିଟେନରେ ମଧ୍ୟ ରାଜନେତାମାନେ ଜନତାଙ୍କୁ ମାଗଣା ସେବା ଓ କରଛାଡ଼ର ଲୋଭ ଦେଖାଇ ଭୋଟ୍ ମାଗୁଛନ୍ତି । ବ୍ରିଟେନରେ ପ୍ରଚଣ୍ଡ ରୌଦ୍ରତାପ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଲୋକମାନଙ୍କ ପାଇଁ ବିଜୁଳି ବ
Anupambharat News Bureau | ଦେଶ | | 2748 | Read...
ମୁମ୍ବାଇ: ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ସାରିଛି ଆମୀର ଖାନ୍ଙ୍କ ଚଳଚ୍ଚିତ୍ର ଲାଲ୍ ସିଂହ ଚଢ଼ା । ଆମୀର ଖାନ୍ଙ୍କ ଏହି ଫିଲ୍ମକୁ ଲୋକେ ବର୍ଜନ କରିଥିବା ବେଳେ ଏହା ପ୍ରଥମ ଦିନରେ ମାତ୍ର ୧୦.୭୫ କୋଟି ଟଙ୍କା ହୋଇଛି । ସିନେମ
Anupambharat News Bureau | ଦେଶ | | 2747 | Read...
ନୂଆଦିଲ୍ଲୀ : ଭଡ଼ା ଘରେ ରହିବା ଲାଗି ଲୋକମାନଙ୍କୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ ବୋଲି ହେଉଥିବା କଳ୍ପନା ଜଳ୍ପନାର ଅବସାନ ଘଟାଇଛନ୍ତି କେନ୍ଦ୍ର ସରକାର । ଏପରି କୌଣସି ପ୍ରସ୍ତାବ ନାହିଁ, କେବଳ ବ୍ୟବସାୟ କାର୍ଯ୍ୟ ( ଯେପରି
Anupambharat News Bureau | ଦେଶ | | 2746 | Read...
ନୂଆଦିଲ୍ଲୀ: ଆମେରିକାରେ ବିକ୍ରି ବନ୍ଦ ପରେ ଏବେ ବିଶ୍ୱରେ ବେବି ପାଉଡର ବିକ୍ରି ବନ୍ଦ କରିବ ଜନସନ ଏଣ୍ଡ ଜନସନ । ୨୦୨୩ ମସିହାରେ ସାରା ବିଶ୍ୱରେ ଜନସନଏଣ୍ଡ ଜନସନଙ୍କ ବେବି ପାଉଡର ବିକ୍ରି ବନ୍ଦ ହୋଇଯିବ ବୋଲି ଔଷଧ ପ୍ରସ୍ତୁତ କ
Anupambharat News Bureau | ଦେଶ | | 2745 | Read...
ନୂଆଦିଲ୍ଲୀ: ଦେଶରେ ଦରବୃଦ୍ଧିକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ଜୁଲାଇରେ ଦେଶରେ ଖୁଚୁରା ମୁଦ୍ରାସ୍ପୀତି ହାର ହ ୍ରାସ ପାଇଛି । ଗତ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ହ ୍ରାସ ପାଇ ୬.୭୧ ପ୍ରତିଶତରେ ରହିଥିଲା । ଏହା ଗତ ପା
Anupambharat News Bureau | ଓଡ଼ିଶା | | 2744 | Read...
ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ):ଦୀର୍ଘ ୨୯ ବର୍ଷ ପରେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହୋଇଛି। ୨୯ ବର୍ଷ ପୂର୍ବେ ଚାଷୀଙ୍କ ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସ୍ବପ୍ନ ଦେଖିଥିଲେ, ଆଜି ଏହାକୁ ନବୀନ ବାବୁ ପୂରଣ କରିଛନ୍ତି । ମ
Anupambharat News Bureau | ଓଡ଼ିଶା | | 2743 | Read...
ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ): ପଶ୍ଚିମ ମିଆଁମାର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ
Anupambharat News Bureau | ଓଡ଼ିଶା | | 2742 | Read...
ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । କୃ
Anupambharat News Bureau | ବିଦେଶ | | 2741 | Read...
ନୁ୍ୟୟର୍କ,୧୨ା୮:ବୁକର ପୁରସ୍କାର ଜିତିଥିବା ବିବାଦୀୟ ଲେଖକ ସଲମାନ୍ ରସିଦଙ୍କୁ ନୁ୍ୟୟର୍କରେ ଜଣେ ଦୁର୍ବୃତ୍ତ ଛୁରା ମାଡ଼ କରିିଛି । ନୁ୍ୟୟର୍କର ଏକ କାର୍ଯ୍ୟକ୍ରମରେ ରସିଦ ଲେକଚର ଦେଉଥିବା ବେଳେ ମଞ୍ଚ ଉପରେ ତାଙ୍କୁ ଛୁରାମ
Anupambharat News Bureau | ଓଡ଼ିଶା | | 2740 | Read...
ନୂଆଦିଲ୍ଲୀ, ୧୨ା ଉତ୍କର୍ଷତା ପାଇଁ ସମ୍ମାନିତ ହେବେ ଓଡିଶାର ଚାରି ପୋଲିସ୍ ଅଧିକାରୀ । ମେଡାଲ୍ ପାଇବାକୁ ଥିବା ଓଡ଼ିଶାର ଚାରି ପୋଲିସ୍ ଅଧିକାରୀଙ୍କ ମଧ୍ୟରେ ଜଣେ ଡିଏସ୍ପି ଏବଂ ତିନି ଜଣ ଇନ୍ସପେକଫର ଅଛନ୍ତି । ସେମାନେ ହ
Anupambharat News Bureau | ଓଡ଼ିଶା | | 2739 | Read...
ଭୁବନେଶ୍ବର: ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ । ଜେଇଇ ଅଫିସିଆଲ ଓ୍ବେବସାଇଟରେ ଛାତ୍ରଛାତ୍ରୀଙ୍କ ସ୍କୋରକାର୍ଡ ଲିଙ୍କ ଆକ୍ଟିଭ ହୋଇଛି । ଚଳିତବର୍ଷ ୪୪୦ ସହରର ୬୨୨ ସେଣ୍ଟରରେ ପରୀକ୍ଷା ହୋଇଥିଲା । ୧୩ଟି ଭାଷାରେ ୫ ଲକ୍ଷ ୪୦
Anupambharat News Bureau | ଓଡ଼ିଶା | | 2738 | Read...
ବ୍ରହ୍ମପୁର,୮ା୮(ଅନୁପମ ମିଡ଼ିଆ): ଲଗାଣ ବର୍ଷା ଫଳରେ ବ୍ରହ୍ମପୁର ମହାନଗର ତଥା ଆଖପାଖ ଅଞ୍ଚଳ ବେହାଲ୍ ହୋଇ ପଡିଥିବା ଦେଖିବାକୁ ମିଳିଛି । ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ଏବଂ ବାରମ୍ବାର ବର୍ଷା ହୋଇ ମ
Anupambharat News Bureau | ଓଡ଼ିଶା | | 2737 | Read...
ଭୁବନେଶ୍ୱର,୮ା୮(ଅନୁପମ ମିଡ଼ିଆ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସହ କେନ୍ଦ୍ରମନ
Anupambharat News Bureau | ଓଡ଼ିଶା | | 2736 | Read...
ଭୁବନେଶ୍ୱର, ୮ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଆଗାମୀ ପାଞ୍ଚ ଦିନ ମଧ୍ୟରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଦକ୍ଷିଣ
Anupambharat News Bureau | ଓଡ଼ିଶା | | 2735 | Read...
ଭୁବନେଶ୍ୱର, ୮ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଏବେ ଗାଁକୁ ଗାଁ ବୁଲିବ ବୁଷ୍ଟର ଟୀକା ଭ୍ୟାନ । ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରା ଯାଉଛି । ଟିକାକରଣ ବଢ଼ାଇବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆ ଯାଇଛି
Anupambharat News Bureau | ଓଡ଼ିଶା | | 2734 | Read...
ଭୁବନେଶ୍ୱର,୮ା୮(ଅନୁପମ ମିଡ଼ିଆ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ଯୁକ୍ତ-୨ କଳା ସ୍ରୋତର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ପରିଷଦର ଅଧ୍ୟକ୍ଷ ଅ
Anupambharat News Bureau | କ୍ରୀଡ଼ା | | 2733 | Read...
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ୟାଡମିଣ୍ଟନରେ ଭାରତକୁ ତିନି ସ୍ୱର୍ଣ୍ଣ ପଦକ ମିଳିଛି । ପିଭି ସିନ୍ଧୁଙ୍କ ପରେ ପୁରୁଷ ଏକକ ବ୍ୟାଡମିଣ୍ଟନରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଲକ୍ଷ୍ୟ ସେନ । ରାଜ୍ୟଗୋଷ୍ଠୀ କ୍
Anupambharat News Bureau | ଓଡ଼ିଶା | | 2732 | Read...
ଭୁବନେଶ୍ୱର,୭ା୮(ଅନୁପମ ମିଡ଼ିଆ):ଗୃହରକ୍ଷୀ ମାନଙ୍କ ଡୁ୍ୟଟି କଲ ଅପ ଭତ୍ତାରେ ରାଜ୍ୟ ସରକାର ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନ
Anupambharat News Bureau | ଦେଶ | | 2731 | Read...
ହାଇଦ୍ରାବାଦ,୭ା୮:ବହୁବାର ସଫଳତା ହେଉଥିଲେ ମଧ୍ୟ ଭାରତୀୟ ବୈଜ୍ଞାନିକ କୌଶଳରେ ବେଳେ ବେଳେ ନୈରାଶ୍ୟଜନକ କାର୍ଯ୍ୟଧାରା ଚିନ୍ତାର କାରଣ ହୋଇଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ୱାରା ଅତ୍ୟାଧୁନିକ ମହାକାଶ
Anupambharat News Bureau | ଓଡ଼ିଶା | | 2730 | Read...
ଭୁବନେଶ୍ୱର,୭ା୮(ଅନୁପମ ମିଡ଼ିଆ): ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ୍ ବୈ
Anupambharat News Bureau | ଓଡ଼ିଶା | | 2729 | Read...
ଭୁବନେଶ୍ୱର,୭ା୮(ଅନୁପମ ମିଡ଼ିଆ): ରାଜ୍ୟର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୮ ତାରିଖ ସୋମବାର ସୁଦ୍ଧା ଓଡିଶାର କଳ
Anupambharat News Bureau | ଓଡ଼ିଶା | | 2728 | Read...
ପୁରୀ,୬ା୮(ଅନୁପମ ମିଡ଼ିଆ):ଗୁଣ୍ଡିଚାମନ୍ଦିର ଭକ୍ତଙ୍କ ଲାଗି ଖୋଲାଯିବ । ବାସହୀନ ଗରିବ ସେବାୟତଙ୍କୁ ଖୁବ୍ଶୀଘ୍ର ବାସଗୃହ ଯୋଗାଇଦିଆଯିବ । ଏଥିପାଇଁ ଶ୍ରୀମନ୍ଦିର ସେବାୟତ ବାସଗୃହ ଯୋଜନା ଲାଗି ପ୍ରସ୍ତୁତ ପ୍ଲାନକୁ ଶ୍ରୀମନ
Anupambharat News Bureau | ଓଡ଼ିଶା | | 2727 | Read...
ପାତ୍ରପୁର, ୬ା୮(ଅନୁପମ ମିଡ଼ିଆ): ପାତ୍ରପୁର ତହସିଲ ଅନ୍ତର୍ଗତ ବୁଢିଘାଟିରେ ଶନିବାର ତହସିଲଦାର, ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଚରା ମଦ କାରବାର ଉପରେ ଚଢ଼ାଉ ବେଳେ ଆଦିବାସୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ହୋଇ
Anupambharat News Bureau | ଓଡ଼ିଶା | | 2726 | Read...
ଭୁବନେଶ୍ୱର,୬ା୮(ଅନୁପମ ମିଡ଼ିଆ): ଆସନ୍ତାକାଲିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ଓ ସମବାୟ ବିଭାଗମନ୍ତ୍ରୀ ଅମିତ ଶାହା । ଏନେଇ ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ସୂଚନା ଦେଇଛନ୍ତି । ଆଜି ରାଜ୍ୟ କାର୍
Anupambharat News Bureau | ଓଡ଼ିଶା | | 2725 | Read...
ଭୁୁବନେଶ୍ୱର,୬ା୮(ଅନୁପମ ମିଡ଼ିଆ): ଆସନ୍ତା ୮ ତାରିଖ ଦିନ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶିତ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ୮ତାରିଖ ୪ଟାରେ ଯୁକ୍ତ ଦୁ
Anupambharat News Bureau | ଦେଶ | | 2724 | Read...
ନୂଆଦିଲ୍ଲୀ,୬ା୮:ଏନ୍ଡିଏ ପ୍ରାର୍ଥୀ ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ ଶନିବାର ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଧନକର ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ୩୬୪
Anupambharat News Bureau | ଓଡ଼ିଶା | | 2723 | Read...
ବ୍ରହ୍ମପୁର/ପାତ୍ରପୁର ,୫ା୮(ଅନୁପମ ମିଡ଼ିଆ): ପାତ୍ରପୁର ବ୍ଲକ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକକାଳୀନ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ୧୩
Anupambharat News Bureau | ଓଡ଼ିଶା | | 2722 | Read...
ନୂଆଦିଲ୍ଲୀ, ୫ା୮: ଆସନ୍ତା ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବଜେଟ୍ ଏବଂ ସମୟସୀମା ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆବାସ ପ୍ଲସ ୱିଣ୍ଡୋ ଖୋଲାଯାଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜ
Anupambharat News Bureau | ଦେଶ | | 2721 | Read...
ନୂଆଦିଲ୍ଲୀ,୫ା୮:କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଦେଶବ୍ୟାପୀ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଆଜି ଧର୍ମଘଟ ଦେଖାଦେଇଛି । ବେକାରୀ ସମସ୍ୟା ଏବଂ ଦରଦାମ ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କ ବିରୋଧରେ ଆନ୍ଦୋଳନ
Anupambharat News Bureau | ଓଡ଼ିଶା | | 2720 | Read...
ପାରାଦୀପ, ୫ା୮(ଅନୁପମ ମିଡ଼ିଆ): ପାରାଦୀପ ବନ୍ଦରରେ ଗତ ଦୁଇଦିନ ଧରି ଦିବା ରାତ୍ରି ଚାଲିଛି ସିବିଆଇର ତଦନ୍ତ । ବନ୍ଦରର ଆର୍ଥିକ ଅନିୟମିତତା ଉପରେ ଆଧାରିତ ଅଭିଯୋଗ ଉପରେ ତଦନ୍ତ ନିର୍ଦ୍ଦେଶରେ ସିବିଆଇର ଟିମ ଭାଗ ଭାଗ ହୋଇ ପାରାଦ
Anupambharat News Bureau | ଓଡ଼ିଶା | | 2719 | Read...
ଭୁବନେଶ୍ୱର, ୫ା୮(ଅନୁପମ ମିଡ଼ିଆ): ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ପ୍ରତି ୭ ଟି ଜିଲ୍ଲାର ନିର୍ଦ୍ଧିଷ୍ଟ କେତେକ ଅଞ୍ଚଳରେ ଦେଖାଦେଇଥିବା ଡ଼ାଇରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ସ୍ଥିତିର ସମୀକ୍ଷା କରିଥିଲ
Anupambharat News Bureau | ଦେଶ | | 2718 | Read...
ନୂଆଦିଲ୍ଲୀ, ୫ା୮: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ଦରରେ ୫୦ ବେସିସ ପଏ ବୃଦ୍ଧି କରିଛି । ଏହି ଦର ଆଧାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ବାଣିଜି୍ୟକ ବ୍ୟାଙ୍କମାନଙ୍କୁ ଋଣ ପ୍ରଦାନ କରିଥାଏ । ବିଶ୍ୱ ଅର୍ଥବ୍ୟବସ୍ଥାର ପ୍ରତିକ
Anupambharat News Bureau | ଓଡ଼ିଶା | | 2717 | Read...
ଭୁବନେଶ୍ୱର,୩ା୮(ଅନୁପମ ମିଡ଼ିଆ): ସାଇବର ଠକଙ୍କୁ ଧରିବା ପାଇ ରାଜ୍ୟରେ ସାଇବର ଥାନା ପ୍ରତିଷ୍ଠା ହୋଇଛି । ତେବେ ଏଥି ସଂକ୍ରାନ୍ତୀୟ ଠକ୍କୁ ଧରିବା ତ ଦୂରର କଥା ତାର ଛାଇଁ ବି ମାଡ଼ି ପାରୁ ନାହାନ୍ତି ଏହି ଥାନା କର୍ତ୍ତୃପକ୍ଷ । କ
Anupambharat News Bureau | ଓଡ଼ିଶା | | 2716 | Read...
ଭୁବନେଶ୍ୱର, ୩ା୮(ଅନୁପମ ମିଡ଼ିଆ): ମୌସୁମୀ ନିମ୍ନ ଚାପ ରେଖା ଆଜି ପଞ୍ଜାବର ଅମ୍ରିତସରରୁ ବାହାରି ଚଣ୍ଡିଗଡ, ବରେଲୀ, ଫୁରସତଗଞ୍ଜ, ବାରଣାସୀ, ଝାଡ଼ଖଣ୍ଡ ର ଡଲଟନଗଞ୍ଜ ମଧ୍ୟଦେଇ ଓଡ଼ିଶାର ବାଲେଶ୍ୱରରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ
Anupambharat News Bureau | ଦେଶ | | 2715 | Read...
ଭୁବନେଶ୍ୱର: ତାଲାବନ୍ଦଠାରୁ ବାତିଲ କରାଯାଇଥିବା ପୂର୍ବତଟ ରେଳପଥର ଚରି ଯୋଡ଼ା ଏକ୍ସପ୍ରେସ ରେଳ ସେବାକୁ ପୁନଃ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ ବ୍ୟତୀତ ପୂର
Anupambharat News Bureau | ଓଡ଼ିଶା | | 2714 | Read...
ଭୁବନେଶ୍ୱର: ଗତକାଲି ୫ଜି ସ୍ପେକଫ୍ର ମ୍ ନିଲାମ ପ୍ରକ୍ରିୟା ଶେଷ ହେବା ସହ କେଉଁ କଂପାନି କେଉଁ ଟେଲିକମ୍ ସର୍କଲର ସ୍ପେକଫ୍ର ମ୍ ହାସଲ କରିଛନ୍ତି ତାହାର ତାଲିକା ଜାରି ହୋଇଛି । ଓଡ଼ିଶା ପାଇଁ କେବଳ ରିଲାଏନ୍ସ ଜିଓ ଓ ଭାରତୀ ଏ
Anupambharat News Bureau | ବିଦେଶ | | 2713 | Read...
ବେଜିଂ:ଏକ ଚୀନ ନୀତି ଉଲ୍ଲଂଘନ କରାଯାଇଥିବାରୁ ଆମେରିକା ଓ ତାଇୱାନ ବିରୋଧରେ ଶକ୍ତ ଓ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଚୀନ ଚେତାବନୀ ଦେଇଛି । ଚୀନର ଚେତାବନୀକୁ ନମାନି ଆମେରିକୀୟ ପ୍ରତିନିଧି ସଭାର ବାଚସ୍ପତି ନାନସୀ
Anupambharat News Bureau | ଓଡ଼ିଶା | | 2712 | Read...
ଭୁବନେଶ୍ୱର, ୧ା୭(ଅନୁପମ ମିଡ଼ିଆ): ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରୀ ଭାବରେ ଗ୍ରହଣ ନକରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କର;ୁ । ମୋର ବିଶ୍ୱାସ, ମୋ ଓଡ଼ିଶାର ପିଲାମାନଙ୍କ ଭବିଷ୍ୟତକୁ ଉ
Anupambharat News Bureau | ବିଦେଶ | | 2711 | Read...
ଆବୁଧାବ,୩୦ା୭: ସଂଯୁକ୍ତ ଆରବ ଇମିରାଟ (ୟୁଏଇ)ରେ ପ୍ରବଳ ବର୍ଷା ଜନିତ ବନ୍ୟାରେ ଅତିକମ୍ରେ ୭ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଥିବା ବେଳେ ଅନେକ ଲୋକଙ୍କ ନିଖୋଜ ଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ବହୁ ଅଞ୍ଚଳରେ ବିଭିନ୍ନ ନଗର
Anupambharat News Bureau | ଓଡ଼ିଶା | | 2710 | Read...
ଭୁୁବନେଶ୍ୱର, ୩୦ା୭(ଅନୁପମ ମିଡ଼ିଆ): ୨୦୨୪ ନିର୍ବାଚନରେ ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ ବିଜେଡି । ବିଜେଡି ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି । ବିରୋଧୀଙ୍କ କିଛି ହାୱା କାମ ଦେବନି । ଜାତୀୟ ଗଣମାଧ୍ୟମ ସର୍ଭେର ରିପୋର୍ଟକ
Anupambharat News Bureau | ଓଡ଼ିଶା | | 2709 | Read...
ଭୁବନେଶ୍ୱର, ୩୦ା୭ (ଅନୁପମ ମିଡ଼ିଆ): ପତ୍ନୀ ତୃପ୍ତି ଦେଇଥିବା ଏତଲା ଆଧାରରେ ଆଜି ଜନ୍ମଦିନରେ ବାବୁସାନ୍ ଖାରବେଳ ଥାନାରେ ହାଜର ହୋଇଛନ୍ତି । ବାବୁସାନଙ୍କ ସହ ତାଙ୍କ ମାଆ ଅପରାଜିତା ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ର
Anupambharat News Bureau | ଓଡ଼ିଶା | | 2708 | Read...
ଭୁବନେଶ୍ୱର, ୩୦ା୭ (ଅନୁପମ ମିଡ଼ିଆ): ବିରୋଧୀ ଦଳ ନେତା ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଇଛନ୍ତି ଜୟନାରା
Anupambharat News Bureau | ଓଡ଼ିଶା | | 2707 | Read...
ଭୁବନେଶ୍ୱର, ୩୦ା୭(ଅନୁପମ ମିଡ଼ିଆ): ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ମନି ଲଣ୍ଡରିଂ ଆକଫ ଅନୁଯାୟୀ ତାଙ୍କର ଏହି ସ
Anupambharat News Bureau | ଦେଶ | | 2706 | Read...
ନୂଆଦିଲ୍ଲୀ,୩୦ା୭:ଭାରତରେ ମଙ୍କିପକ୍ସ ଭୂତାଣୁର ସଂକ୍ରମଣ କ୍ରମେ ଗୋଟିଏ ପରେ ଗୋଟିଏ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦେଶରେ ମଙ୍କିପକ୍ସର ଚିହ୍ନଟ ବହୁ ସଂଖ୍ୟାରେ ବଢ଼ିଯାଇଥିବା ବେଳେ ଭାରତରେ କିନ୍ତୁ ପଞ୍ଚ
Anupambharat News Bureau | ଓଡ଼ିଶା | | 2705 | Read...
ଭୁୁବନେଶ୍ୱର, ୩୦ା୭(ଅନୁପମ ମିଡ଼ିଆ): ଦରଦାମ ବୃଦ୍ଧି ଘଟିଛି । ପେଟ୍ରୋଲ ଡିଜେଲର ମୂଲ୍ୟ ମଧ୍ୟ ବଢିଲାଣି । ତେଣୁ ଯେତିକି ଅର୍ଥ ବିଧାୟକ ମାନଙ୍କୁ ଦରମା ଓ ଭତ୍ତା ବାବଦରେ ପ୍ରଦାନ କରା ଯାଉଛି ତାହା ସେମାନଙ୍କୁ ଯଥେଷ୍ଟ ହେଉ ନାହି
Anupambharat News Bureau | ଦେଶ | | 2704 | Read...
କୋଲକାତା : ବହିଷ୍କୃତ ହୋଇଛନ୍ତି ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିରେ ପାର୍ଥଙ୍କ ହ
Anupambharat News Bureau | ଓଡ଼ିଶା | | 2703 | Read...
ଭୁୁବନେଶ୍ୱର, ୨୮ା୭(ଅନୁପମ ମିଡ଼ିଆ): ନିତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଓ ସଦସ୍ୟ ଡ. ବିନୋଦ କେ. ପାଉଲଙ୍କ ସହ ନିତି ଆୟାଗର ଅନ୍ୟ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସି ଗୁରୁବାର ସକାଳେ ଭୁବନେଶ୍ୱରସ୍ଥ ବିଶ୍ୱ ଦକ୍ଷତା କେନ
Anupambharat News Bureau | ଦେଶ | | 2702 | Read...
ନୂଆଦିଲ୍ଲୀ,୨୮ା୭: ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ଗାଇଡଲାଇନ । ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ସଙ୍ଗରୋଧରେ ରହିବେ । ତ
Anupambharat News Bureau | ଓଡ଼ିଶା | | 2701 | Read...
ନୂଆଦିଲ୍ଲୀ ୨୮ା୭: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ସାମୁଦ୍ରି୍ରିକ ଦ୍ରବ୍ୟ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ(ଏମପିଇଡିଏ)ର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏନେଇ ରାଜ୍ୟସଭା ସମନ୍ୱୟ ସଂକ୍ରାନ୍ତୀୟ କମିଟି ପକ୍ଷରୁ ବ
Anupambharat News Bureau | ଓଡ଼ିଶା | | 2700 | Read...
ଭୁବନେଶ୍ୱର: ଗତକାଲିଠୁ ଚେନ୍ନାଇରୁ ଓଡ଼ିଶା ଫେରି ଆସିଥିବା ଓଲିଉଡର ଚକୋଲେଟ ବୟ ବାବୁଶାନ ଆଜି ଦେଖା ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଫ୍ୟାନ୍ସ ଗତକାଲିଠୁ ବାବୁଶାନଙ୍କ ଘର ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ରହୁଥ
Anupambharat News Bureau | ଓଡ଼ିଶା | | 2699 | Read...
ତାଳଚେର ସଦର,୨୭ ।୭: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ୨ ବିଜ୍ଞାନ ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ଆଇଲର୍ଣ୍ଣର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ସମସ୍ତେ ପ୍ରଥମ ଶ୍