ଖବର ସଂଗ୍ରହ

.



ଦେଶବାସୀଙ୍କୁ ଇଦ୍‌ ମୁବାରକ୍‌ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

Anupambharat News Bureau | ଦେଶ | | 2194 | Read...

ଦେଶବାସୀଙ୍କୁ ଇଦ୍‌ ମୁବାରକ୍‌ :  ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଦି ଭାଇଚାରାର ପର୍ବ ଇଦ୍‌ । ମାସକ ଯାକ ରୋଜା ରଖିବା ପରେ ଆଜି ଉପବାସ ଭାଙ୍ଗି ଇଦ୍‌ ପାଳିଥାନ୍ତି ମୁସଲମାନ ଭାଇ ଭଉଣୀ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇଦ୍‌ ଉପରେ ପଡିିଛି କରୋନା ଚଡକ । ଏବର୍ଷ ମଧ୍ୟ କରୋନା ପାଇଁ



ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ .... ୪୫୦ ମିସାଇଲ୍‌ ମାଡ଼ କଲା ଇସ୍ରାଏଲ

Anupambharat News Bureau | ବିଦେଶ | | 2193 | Read...

ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ .... ୪୫୦ ମିସାଇଲ୍‌ ମାଡ଼ କଲା ଇସ୍ରାଏଲ

ଜେରୁସାଲେମ୍‌: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ସଂଘର୍ଷ ଥମିବାର ନାଁ ଧରୁନି । ହମାସ ଉପରେ ଜୋରଦାର ଆକ୍ରମଣ କରିବା ସହ ଇସ୍ରାଏଲ କେବଳ ୪୦ ମିନିଟ୍ରେ ୪୫୦ରୁ ଅଧିକ ମିସାଇଲ୍‌ ମାଡ଼ କରିଛି । ଏହି ସବୁ ମିସାଇଲ୍‌ ମାଧ୍ୟମରେ ଇସ୍ରାଏ



ଥଣ୍ଡା ଏବଂ ଜ୍ୱରକୁ ହାଲକାରେ ନିଅ;ୁ ନାହିଁ: ପ୍ରଧାନମନ୍ତ୍ରୀ

Anupambharat News Bureau | ଦେଶ | | 2192 | Read...

ଥଣ୍ଡା ଏବଂ ଜ୍ୱରକୁ ହାଲକାରେ ନିଅ;ୁ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଭାରତର କୃଷକଙ୍କୁ ଅଷ୍ଟମ କିସ୍ତିରେ ୨୦ ହଜାର କୋଟି ଟଙ୍କା ଜାରି କରିଛି କେନ୍ଦ୍ର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୃଷକଙ୍କୁ ଖାସ ଅପିଲ ମ



ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚିଲା

Anupambharat News Bureau | ଦେଶ | | 2191 | Read...

ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚିଲା

ନୂଆଦିଲ୍ଲୀ, ୧୩ା୫: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ୨୦୨୧କୁ ବର୍ତ୍ତମାନ ପରୀପେକ୍ଷୀରେ ସ୍ଥଗିତ ନେଇ ୟୁପିଏସସି ଗୁରୁବାର ଘୋଷଣା କରିଛି । ଏହି ପରୀକ୍ଷା ଆସନ୍ତା ଜୁନ ୨



ଅନଲାଇନ୍‌ରେ ମିଳିବ ମଦ

Anupambharat News Bureau | ଓଡ଼ିଶା | | 2190 | Read...

ଅନଲାଇନ୍‌ରେ ମିଳିବ ମଦ

ଭୁବନେଶ୍ୱର, ୧୩ା୫(ଅନୁପମ ମିଡ଼ିଆ): ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଅନଲାଇନ୍‌ରେ ମିଳିବ ମଦ । ଲକଡାଉନ ବେଳେ ମଦର ହୋମ୍‌ ଡେଲିଭରି ଦିଆଯିବ । ଉଭୟ ଅଫ୍‌, ଅନ୍‌, ସିଏଲ୍‌ ଦୋକାନୀ ହୋମ୍‌ ଡେଲିଭରି ଦେଇପାରିବେ । ଖାଦ୍ୟ ଯୋଗାଣକାରୀ ସଂସ୍



ଜି. ମାଥିଭାଥନନ ବିଏମସି ପ୍ରଶାସକ

Anupambharat News Bureau | ଓଡ଼ିଶା | | 2189 | Read...

ଜି. ମାଥିଭାଥନନ ବିଏମସି ପ୍ରଶାସକ

ଭୁବନେଶ୍ୱର, ୧୩ା୫ (ଅନୁପମ ମିଡ଼ିଆ): ୧୯୯୪ ବ୍ୟାଚ୍‌ ର ଆଇଏଏସ୍‌ ଅଧିକାରୀ ଜି. ମାଥିଭାଥନନଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସଂଗ୍ରାମଜିତ ନାୟକଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ସ



ବର୍ଷର୍ା ସମ୍ଭାବନା

Anupambharat News Bureau | ଓଡ଼ିଶା | | 2188 | Read...

ବର୍ଷର୍ା ସମ୍ଭାବନା

ଭୁବନେଶ୍ୱର,୧୩ା୫(ଅନୁପମ ମିଡ଼ିଆ): ଟ୍ୱିନ ସିଟି ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ପବନ ଏବଂ ବିଜୁଳି ଘଡଘଡି ଲାଗିରହିଛି । ଉତ୍ତର ଓ ଉପକୂଳର ସମସ୍ତ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ସକ୍ର



ଟ୍ୱିନ୍‌ ସିଟି : ଲକଡାଉନରେ ୱାକିଂ ଓ ସାଇକ୍ଲିଂ ମନା

Anupambharat News Bureau | ଓଡ଼ିଶା | | 2187 | Read...

ଟ୍ୱିନ୍‌ ସିଟି :  ଲକଡାଉନରେ ୱାକିଂ ଓ ସାଇକ୍ଲିଂ ମନା

ଭୁବନେଶ୍ୱର, ୧୩ା୫(ଅନୁପମ ମିଡ଼ିଆ): ଏଣିକି ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବା ମନା । ଏହି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି ଯେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢ଼ି



ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌

Anupambharat News Bureau | ଦେଶ | | 2186 | Read...

ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌

ନୂଆଦିଲ୍ଲୀ: କରୋନା ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟ ସୀମାକୁ ବୃଦ୍ଧି କରିବା ପାଇଁ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଭାରତ ସରକାର । ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋ



ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ

Anupambharat News Bureau | ବିଦେଶ | | 2185 | Read...

ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ

ଜେରୁସାଲେମ: ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରିସ୍ଥିତି ଥମିବାର ନାଁ ଧରୁନି । ବିଶ୍ୱ ସମୁଦାୟର ଅପିଲ୍‌ ପରେ ମଧ୍ୟ ହିଂସାତ୍ମକ ପରିସ୍ଥିତି ଜାରି ରହିଛି । ଗୁରୁବାର ଇସ୍ରାଏଲ ଗାଜା ବର୍ଡରରେ



ଗରୀବଙ୍କ ଉପରେ ଧନୀଙ୍କ ଅତ୍ୟାଚାର : ଅକ୍ସିଜେନ ସିଲିଣ୍ଡର ବଦଳରେ ଶାରୀରିକ ସମ୍ପର୍କ

Anupambharat News Bureau | ଦେଶ | | 2184 | Read...

ଗରୀବଙ୍କ ଉପରେ ଧନୀଙ୍କ ଅତ୍ୟାଚାର : ଅକ୍ସିଜେନ ସିଲିଣ୍ଡର ବଦଳରେ ଶାରୀରିକ ସମ୍ପର୍କ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ପୂରା ଦେଶକୁ ଅଣନିଶ୍ୱାସୀ କରିପକାଇଛି । ଚାରିଆଡ଼େ ହାହା କାର । ଲୋକେ ଅକ୍ସିଜେନ ପାଇଁ ଡହଳ ବିକଳ ହେଉଛନ୍ତି । ଅକ୍ସିଜେନ୍‌ ସିଲିଣ୍ଡର ପାଇଁ ଲୋକେ ଘଣ୍ଟା ଘଣ୍ଟା ଲାଇନ୍‌ ଲଗାଉଛନ୍ତି । ଦେଶ



“ବେରୋଜଗାରୀଙ୍କୁ ଭତ୍ତା ଦିଆଯାଉ”

Anupambharat News Bureau | ଦେଶ | | 2183 | Read...

“ବେରୋଜଗାରୀଙ୍କୁ ଭତ୍ତା ଦିଆଯାଉ”

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ବିଭିନ୍ନ ବିରୋଧୀ ଦଳ । କେନ୍ଦ୍ର ସରକାର ସେଣ୍ଟ୍ରାଲ ପ୍ରୋଜେକଫ ବନ୍ଦ କରି ସେଇ ଅର୍ଥକୁ କରୋନା ପାଇଁ ଉପଯୋଗ କର;ୁ ବୋଲି ବିରୋଧୀ ଦଳମାନେ ପତ୍ରରେ ଉଲ୍ଲେଖ କର



ଗାଁ ଗାଁରେ ବ୍ୟପିଲାଣି କରୋନା !

Anupambharat News Bureau | ଦେଶ | | 2182 | Read...

ଗାଁ ଗାଁରେ ବ୍ୟପିଲାଣି କରୋନା !

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ସହର ସହିତ ଗାଁ ଆଡ଼କୁ ମଧ୍ୟ ଅଗ୍ରସର ହେଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦେଶରେ ଥିବା ଗ୍ରାମାଞ୍ଚଳରେ କିଭଳି କରୋନା ସତର୍କତା ଉପରେ ପ୍ରଚା



ପରିଚୟପତ୍ର ନଥିଲେ ବି ମିଳିବ ଟିକା

Anupambharat News Bureau | ଓଡ଼ିଶା | | 2181 | Read...

ପରିଚୟପତ୍ର ନଥିଲେ ବି ମିଳିବ ଟିକା

ଭୁବନେଶ୍ୱର, ୧୨ା୫(ଅନୁପମ ମିଡ଼ିଆ): ­ ଏଣିକି ପରିଚୟପତ୍ର ନଥିଲେ ମଧ୍ୟ ନେଇ ହେବ କରୋନା ଟିକା । ପରିଚୟପତ୍ର ନଥିବା ସାଧୁସନ୍ଥ, ଭିକାରୀ, କଏଦୀ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ପରିଚୟ ପତ୍ର



ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର

Anupambharat News Bureau | ଓଡ଼ିଶା | | 2180 | Read...

ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର

ଭୁବନେଶ୍ୱର, ୧୨ା୫ (ଅନୁପମ ମିଡ଼ିଆ): ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ଅଦଳ ବଦଳ କରିଛନ୍ତି । ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ୧୯୯୭ ବ୍



୭୮୬ ଡାକ୍ତର କୃତକାର୍ଯ୍ୟ

Anupambharat News Bureau | ଓଡ଼ିଶା | | 2179 | Read...

 ୭୮୬ ଡାକ୍ତର କୃତକାର୍ଯ୍ୟ

ଭୁବନେଶ୍ୱର ,୧୨ା୫(ଅନୁପମ ମିଡ଼ିଆ): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଡାକ୍ତରୀ ପଦବୀ ପୂରଣ ପାଇଁ ଗତ ଏପ୍ରିଲ ୨୮ରେ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ୭୮୬ ଜଣ ଡାକ୍ତର କୃତକାର୍ଯ୍ୟ ହୋଇଛନ୍ତି । ଓପିଏସସି ପକ୍ଷରୁ କୁହାଯାଇଛି ଯେ



ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ : କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ ହେଉ:ଧର୍ମେନ୍ଦ୍ର

Anupambharat News Bureau | ଓଡ଼ିଶା | | 2178 | Read...

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ :  କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ ହେଉ:ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୨ା୫(ଅନୁପମ ମିଡ଼ିଆ): ରାଜ୍ୟରେ ଗାଁ ଓ ୱାର୍ଡ଼ ସ୍ତରରେ କୋଭିଡ- ୧୯ର ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁ ନେଇ ‘କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ କରିବା ପାଇଁ ମୁଖ୍ୟ



କରୋନା କବଳରେ ମାଓବାଦୀ, ମଲେଣି ୧୦

Anupambharat News Bureau | ଓଡ଼ିଶା | | 2177 | Read...

କରୋନା କବଳରେ ମାଓବାଦୀ, ମଲେଣି ୧୦

ମାଲକାନଗିରି : ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆ ତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ମାଲ



ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ

Anupambharat News Bureau | କ୍ରୀଡ଼ା | | 2176 | Read...

ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ

ଦିଲ୍ଲୀ:ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ । ଯଦି କରୋନା ପଜିଟିଭ ବାହାରିବ ତେବେ ଜୁନ୍ ୨ରେ ଥିବା ଇଂଲଣ୍ଡ ଗସ୍ତରୁ ବିଦା ହୋଇଯିବ । ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସବୁଥିରେ ଲାଗିଛି ରୋକ୍ । ଆଉ ଏନେ



ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ କରୋନା

Anupambharat News Bureau | ଦେଶ | | 2175 | Read...

 ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ କରୋନା

ନୂଆଦିଲ୍ଲୀ: ମହାମାରୀ ସମୟରେ ଅକ୍ସିଜେନ ଠାରୁ ଆରମ୍ଭ କରି ଟିକାକରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଶୁଣାଣି କରୁଥିବା ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆ



ଆଖିବୁଜା ଗୁଳି ମାଡ, ୧୧ ମୃତ

Anupambharat News Bureau | ବିଦେଶ | | 2174 | Read...

ଆଖିବୁଜା ଗୁଳି ମାଡ, ୧୧ ମୃତ

ମସ୍କୋ: ରୁଷିଆର କାଜାନ ସହରରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ କିମ୍ବା ଜଣଙ୍କଠାରୁ ଅଧିକ ବନ୍ଧୁକଧାରୀ ସ୍କୁଲରେ ଗୁଳି ଚଳାଇବା ଫଳରେ ଅତିକମରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ୧୧ ଜଣଙ୍କର ଜୀବନ ଯାଇଥିବା ବେ



ଅନ୍ତର୍ଜାତୀୟ ନର୍ସ ଦିବସ

Anupambharat News Bureau | ଦେଶ | | 2173 | Read...

ଅନ୍ତର୍ଜାତୀୟ ନର୍ସ ଦିବସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ନର୍ସ ଦିବସ । ଯେତେବେଳେ ଲୋକେ କରୋନା ଭୟରେ ଘରୁ ବାହାରକୁ ଯିବାକୁ ଭୟ କରନ୍ତି । ଏଭଳି ପରିସ୍ଥିତିରେ ଡାକ୍ତରଖାନାରେ ନର୍ସ ଓ ଡାକ୍ତରମାନେ ୨ୟ ଭଗବାନ ସାଜି ଲୋକଙ୍କ ସେବା କରୁଛନ୍ତି । ଅହରହ ଦେବଦୂ



ଶପଥ ନେଲେ ହିମନ୍ତ

Anupambharat News Bureau | ଦେଶ | | 2172 | Read...

ଶପଥ ନେଲେ ହିମନ୍ତ

ଦିସ୍‌ପୁର, ୧୦ା୫: ଆସାମର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ଡ. ହିମନ୍ତ ବିଶ୍ୱ ଶର୍ମା ସୋମବାର ଶପଥ ଗ୍ରହଣ କରିଛନ୍ତି । ପୂର୍ବ କଳାକ୍ଷେତ୍ରରେ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ରୂପେ ଡ. ଶର୍ମାକୁ ରାଜ୍ୟପାଳ ପ୍ର. ଜଗଦୀଶ ମୁଖୀ ପ



ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର

Anupambharat News Bureau | ଓଡ଼ିଶା | | 2171 | Read...

 ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ୱର, ୧୦ା୫(ଅନୁପମ ମିଡ଼ିଆ): ରାଜ୍ୟରେ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରମୁଖ କମ୍ପାନୀମାନଙ୍କଠାରୁ କୋଭିଡ୍‌ ଟିକା ସଂଗ୍ରହ ନିମନ୍ତେ ଗ୍ଲୋବାଲ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟ



କରୋନା ରୋଗୀଙ୍କୁ ମିଳିବ ୫ ହଜାର

Anupambharat News Bureau | ଦେଶ | | 2170 | Read...

କରୋନା ରୋଗୀଙ୍କୁ ମିଳିବ ୫ ହଜାର

ଦାରିଦ୍ର ସୀମାରେଖା ତଳେ ଥିବା କରୋନା ସଂକ୍ରମିତ ରୋଗୀଙ୍କୁ ମିଳିବ ୫ ହଜାର ଟଙ୍କାର ଆର୍ଥିକ ସହାୟତା । ଏସମ୍ପର୍କରେ ଘୋଷଣା କରିଛନ୍ତି ହରିୟାଣା ସରକାର । ହରିୟାଣାର ଗୃହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ କହିଛନ୍ତି ଯ



ଆସ୍ଥାଭୋଟରେ ହାରିଲେ ଓଲି

Anupambharat News Bureau | ବିଦେଶ | | 2169 | Read...

ଆସ୍ଥାଭୋଟରେ ହାରିଲେ ଓଲି

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଆଜି ଆଉ ଏକ ଧMା ଲାଗିଛି । ନେପାଳ ସଂସଦର ପ୍ରତିନିଧିସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ସେ ପରାଜିତ ହୋଇଛନ୍ତି । ୨୭୫ ସଦସ୍ୟଭିତ୍ତିକ ପ୍ରତିନିଧିସଭାରେ ଆସ୍ଥାଭୋଟ ଜିତିବାକୁ ଅତି



୧୦୦ ଟପିଲା ପେଟ୍ରୋଲ ଦର

Anupambharat News Bureau | ଦେଶ | | 2168 | Read...

 ୧୦୦ ଟପିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ,୧୦ା୫:ଗୋଟିଏ ପଟେ କରୋନା ସଂକ୍ରମଣ ଯୋଗୁ ଲୋକମାନେ କଟକଣା ମଧ୍ୟରେ ରହିଥିବା ବେଳେ ସେମାନଙ୍କ ଉପରେ ମହଙ୍ଗା ମାଡ଼ ହେବାରେ ଲାଗିଛି । ଦୁଇ ଦିନର ବିରତୀ ପରେ ଆଜି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ବର୍ଦ୍ଧିତ



୨-ଡିଜିକୁ ଡିସିଜିଆଇର ମଞ୍ଜୁରୀ

Anupambharat News Bureau | ଓଡ଼ିଶା | | 2167 | Read...

୨-ଡିଜିକୁ ଡିସିଜିଆଇର ମଞ୍ଜୁରୀ

କୋଭିଡ଼ ଚିକିତ୍ସା ପାଇଁ ୨ଡେଓକ୍ସି-ଡି ଗ୍ଲୋକୁଜ(୨-ଡିଜି) ନାମକ ଏକ ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଶନିବାର ଡ୍ରଗ୍ସ କଣ୍ଟ୍ରୋଲର ଜେନରଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫଳରେ କରୋନା ବିରୋଧରେ ଲଢ଼େ



କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

Anupambharat News Bureau | ଓଡ଼ିଶା | | 2166 | Read...

କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

ଭୁବନେଶ୍ୱର, ୮ା୫ (ସ୍ୱତନ୍ତ୍ର ପ୍ରତିନିଧି): ଦେଶରେ କରୋନାର ଭୟାବହତା ଥମିବାର ନାଁ ନେଉ ନଥିବା ବେଳେ ଟିକାର ଅଭାବ ପରିସ୍ଥିତିକୁ ଅଧିକ ଗୁରୁତର କରିଛି । ଠିକ୍‌ ସମୟରେ ଟିକା ଆସି ପାରୁ ନଥିବାରୁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଟି



ନକଲି କରୋନା ଟୀକା ପ୍ରତି ସାବଧାନ

Anupambharat News Bureau | ଦେଶ | | 2165 | Read...

ନକଲି କରୋନା ଟୀକା ପ୍ରତି ସାବଧାନ

ନୂଆଦିଲ୍ଲୀ: କରୋନା ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ରୋଗୀଙ୍କ ପାଇଁ ରେମେïସିର୍ଭି ଇଞ୍ଜେକ୍ସନ୍‌ ଅନଲାଇନ୍‌ ମାଧ୍ୟମରେ ଅର୍ଡର କରୁଛନ୍ତି ସଂପର୍କୀୟ । ଯଦି ଆପଣ କରୋନା ରୋଗୀଙ୍କ ପାଇଁ ଏହି ଇଞ୍ଜେକ୍ସନ୍‌ ଅର୍ଡର କରୁଛ



ମୁକ୍ତ ହେବେ କଏଦୀ

Anupambharat News Bureau | ଦେଶ | | 2164 | Read...

ମୁକ୍ତ ହେବେ କଏଦୀ

ନୂଆଦିଲ୍ଲୀ: କରୋନା ବିପଦକୁ ଦୃଷ୍ଟିରେ ରଖି ଜେଲ୍‌ରେ ବନ୍ଦୀ ଥିବା କଏଦୀଙ୍କୁ ୯୦ ଦିନ ପାଇଁ ପାରୋଲ୍‌ରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ଏଥିରେ ଜେଲ୍‌ରେ କଏଦୀଙ୍କ ସଂଖ୍ୟାରେ କିଛି ମାତ୍ରାରେ ହ ୍ରାସ ଘଟ



ଖଣିରେ ଭୟଙ୍କର ବିସ୍ପୋରଣ, ୧୦ ମୃତ, ୧୦ ଆହତ

Anupambharat News Bureau | ଦେଶ | | 2163 | Read...

ଖଣିରେ ଭୟଙ୍କର ବିସ୍ପୋରଣ,  ୧୦ ମୃତ, ୧୦ ଆହତ

କଡ଼ପା: ଆନ୍ଧ୍ର ପ୍ରଦେଶର କଡ଼ପାରେ ଥିବା ଗୋଟିଏ ଖଣି ଖାଦାନରେ ଭୟଙ୍କର ବିସ୍ପୋରଣ ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ର୍ଭିତ୍ତି କରାଯାଇଛି । ବିସ୍ପୋରଣ ବେଳେ ଏଠା



କରୋନା ନୂଆ ଷ୍ଟ୍ରେନ...... ଶିଶୁଙ୍କ ପ୍ରତି ବିପଦ ବେଶୀ

Anupambharat News Bureau | ଦେଶ | | 2162 | Read...

କରୋନା ନୂଆ ଷ୍ଟ୍ରେନ...... ଶିଶୁଙ୍କ ପ୍ରତି ବିପଦ ବେଶୀ

ନୂଆଦିଲ୍ଲୀ: ଡରାଉଛି ମହାମାରୀ କରୋନା । ଶିଶୁଙ୍କ ପ୍ରତି ବିପଦ ବେଶୀ । ନୂଆ ଷ୍ଟ୍ରେନ ଶିଶୁଙ୍କୁ ଅଧିକ କରୁଛି ସଂକ୍ରମିତ । କରୋନା ସଂକ୍ରମଣର ପ୍ରଥମ ଲହରୀରେ ପ୍ରାପ୍ତ ବୟସ୍କ ଲୋକ ବେଶୀ ପ୍ରଭାବିତ ହୋଇଥିଲେ । ଛୋଟ ପିଲାମାନଙ୍



ଟିକା ଉପରୁ ଜିଏସଟି ଛାଡ କରାଯାଉ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Anupambharat News Bureau | ଓଡ଼ିଶା | | 2161 | Read...

ଟିକା ଉପରୁ ଜିଏସଟି ଛାଡ କରାଯାଉ  : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): ଟିକା ଉପରୁ ଜିଏସଟି ଛାଡ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ରୁ ୪୪ ବର୍ଷ ବର୍ଗ ପାଇଁ ରାଜ୍ୟ କିଣୁଥି



ସିଆରପିଏଫ୍‌ ଡିଆଇଜିଙ୍କ କରୋନାରେ ମୃତୁ୍ୟ

Anupambharat News Bureau | ଓଡ଼ିଶା | | 2160 | Read...

ସିଆରପିଏଫ୍‌ ଡିଆଇଜିଙ୍କ କରୋନାରେ ମୃତୁ୍ୟ

ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): କରୋନା ଲଢ଼େଇରେ ହାରି ଯାଇଛନ୍ତି ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥ । ତାଙ୍କ ପରଲୋକ ନେଇ ଭୁବନେଶ୍ୱର ସିଆରପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ସିଆରପିଏଫ୍‌ ଗ୍ରୁପ ସେଣ



ଆଦାୟ ହେଲାଣି ୧୫ କୋଟି

Anupambharat News Bureau | ଓଡ଼ିଶା | | 2159 | Read...

ଆଦାୟ ହେଲାଣି ୧୫ କୋଟି

ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): ସରକାରଙ୍କ କରୋନା ନିୟମ ଅନେକ ଲୋକ ମାନୁଛନ୍ତି କି;ୁ କିଛି ଅମାନିଆ ମାନୁନାହାନ୍ତି, ସେମାନଙ୍କୁ ଦଣ୍ଡିତ କରାଯାଉଛି । ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟ ୧୫ କୋଟି ଟ



ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

Anupambharat News Bureau | ଓଡ଼ିଶା | | 2158 | Read...

ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

ଭୁବନେଶ୍ୱର,୬ା୫(ଅନୁପମ ମିଡ଼ିଆ): ଯେଉଁମାନେ ଦ୍ୱିତୀୟ ଡୋଜ୍‌ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ପ୍ରଥମ ଡୋଜ୍‌ ଏବେ ଦିଆଯିବନି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍



ମହମାରୀ ସଙ୍କଟରେ ସମ୍ପୂର୍ଣ୍ଣ ବିଶ୍ୱ ଭାରତ ସହ ଛିଡା ହୋଇଛି

Anupambharat News Bureau | ଦେଶ | | 2157 | Read...

ମହମାରୀ ସଙ୍କଟରେ ସମ୍ପୂର୍ଣ୍ଣ ବିଶ୍ୱ ଭାରତ ସହ ଛିଡା ହୋଇଛି

ଲଣ୍ଡନ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରକୁ ବହୁତ ବଡ଼ ଆହ୍ୱାନ ବୋଲି କହିଛନ୍ତି । ଏଥିରେ ଭାରତକୁ ସାରା ବିଶ୍ୱର ଦେଶମାନଙ୍କରୁ ମିଳୁଥିବା ସହାନୁଭୂତିକୁ କୁଟନୈତିକ ଏକତା ବୋଲ



ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ

Anupambharat News Bureau | ଦେଶ | | 2156 | Read...

  ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ

ଭୋପାଳ: ଏଣିକି ଶ୍ମଶାନ ଜଗିବେ ଶିକ୍ଷକ। ଏମିତି କିଛି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ। ସୂଚନା ଅନୁସାରେ, ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଅନେକ ରାଜ୍ୟ ସରକାର ଲକଡାଉନ୍‌ ଓ ସଟଡାଉନ୍‌ ଘୋଷଣା କରିଛନ୍ତ



ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

Anupambharat News Bureau | ବିଦେଶ | | 2155 | Read...

  ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

ଟୋକିଓ: ଜାପାନରେ ପୁନର୍ବାର କରୋନାର ଦ୍ୱିତୀୟ ଲହରୀ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ଜାପାନ ସରକାର କେତେକ ସହରରେ ଲକଡାଉନ ସମୟ ସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୨୫ ଏପ୍ରିଲ ଥିବା ବେଳେ ଏବେ ଏହାକୁ ୧୧ ମେ ପର୍ଯ



ଭୁବନେଶ୍ବର ଡିସିପିଙ୍କ ବଡ ଘୋଷଣା: ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଫୋନ କରିବାକୁ ପଡ଼ିବ

Anupambharat News Bureau | ଓଡ଼ିଶା | | 2154 | Read...

ଭୁବନେଶ୍ବର ଡିସିପିଙ୍କ ବଡ ଘୋଷଣା: ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ  ଫୋନ କରିବାକୁ ପଡ଼ିବ

ଭୁବନେଶ୍ବର: ଲକଡାଉନ ସମୟରେ ରାଜଧାନୀବାସୀଙ୍କ ପାଇଁ ଡିସିପି ଉମାଶଙ୍କର ଦାଶ ଆଉ ଏକ ଘୋଷଣା କରିଛନ୍ତି। ଫୋନ ମାଧ୍ୟମରେ ଥାନାରେ କୌଣସି ଅଭିଯୋଗ କରିବାକୁ ଡିସିପି ଗତକାଲି ପରାମର୍ଶ ଦେଇଥିବା ବେଳେ ଆଜି ବାହାଘର ଏବଂ ଅନ୍ତ୍ୟେ



ଶପଥ ନେଲେ ମମତା

Anupambharat News Bureau | ଦେଶ | | 2153 | Read...

ଶପଥ ନେଲେ ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିପୁଳ ଭୋଟ୍‌ରେ ବିଜୟଲାଭ କରିବା ଯୋଗୁଁ ଟିଏମ୍‌ସିର ମୁଖ୍ୟ ମମତା ବାନାର୍ଜୀ ଆଜି ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କର



ଭାରତକୁ ଆଉ ୩ଟି ରାଫେଲ ଆସୁଛି

Anupambharat News Bureau | ଦେଶ | | 2152 | Read...

ଭାରତକୁ ଆଉ ୩ଟି ରାଫେଲ ଆସୁଛି

ଭାରତ ଆସୁଛି ଆଉ ୩ଟି ରାଫେଲ ବିମାନ । ଆଜି ସକାଳେ ଫ୍ରାନ୍ସର ମେରିଗନାଗ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିଛନ୍ତି । ଏଗୁଡ଼ିକ ଆଜି ରାତିରେ ଜାମନଗର ବାୟୁସେନାଘାଟିରେ ଓହ୍ଲାଇବ । ପରେ ଏଗୁଡ଼ିକୁ ଅମ୍ବାଲା ବାୟୁସେନା ଘାଟିକୁ ନ



ଦିନକରେ ୧୪୧ ଥର ଆକ୍ରମଣ, ୪୩୮ ମୃତ

Anupambharat News Bureau | ବିଦେଶ | | 2151 | Read...

ଦିନକରେ ୧୪୧ ଥର ଆକ୍ରମଣ, ୪୩୮ ମୃତ

କାବୁଲ: ଆଫଗାନିସ୍ତାନରେ ତାଲିବାନ୍‌ ଆତଙ୍କ ରଚିଥିବା ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଜଣାପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୪୧ଥର ଆକ୍ରମଣ କରିଥିବା ଏଥିରେ ସୂଚନା ଦିଆଯାଇଛି । ଆଫଗାନିସ୍ତାନର ଟୋଲୋ ନ୍ୟୁଜ



ଅକ୍ସିଜେନ ପ୍ଲାଣ୍ଟରେ ବିସ୍ପୋରଣ, ଦୁଇ ମୃତ

Anupambharat News Bureau | ଦେଶ | | 2150 | Read...

ଅକ୍ସିଜେନ ପ୍ଲାଣ୍ଟରେ ବିସ୍ପୋରଣ, ଦୁଇ ମୃତ

ଲକ୍ଷ୍ନୌ: ଗୋଟିଏ ପଟେ ଦେଶରେ ଅକ୍ସିଜେନ ସଙ୍କଟ ଦେଖାଯାଇଥିବା ବେଳେ ପ୍ଲାଣ୍ଟରେ ଏହାକୁ ଉତ୍ପାଦନ କରିବାକୁ ଜୋରଦାର ପ୍ରାୟସ କରାଯାଉଛି । କି;ୁ ଏସବୁ ଭିତରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ଗୋଟିଏ ଅକ୍ସିଜେନ ପ୍ଲାଣ୍ଟରେ



ନ’ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

Anupambharat News Bureau | ଦେଶ | | 2149 | Read...

ନ’ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ: ଜଣେ ମା’ ଗର୍ଭରୁ ଏକାସହ ଦୁଇଟି, ତିନୋଟି କିମ୍ବା ଚାରୋଟି ସନ୍ତାନର ଜନ୍ମ ଏକ ସାଧାରଣ କଥା କି;ୁ ଯଦି ଜଣେ ମହିଳା ଏକାସହ ୯ଟି ସନ୍ତାନ ଜନ୍ମ ଦିଅନ୍ତି ତାହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ । ପ୍ରକୃତରେ ମାଲିର ଜଣେ ମହିଳା



ବାପାର ଜୁଇକୁ ଡେଇଁଲା ଝିଅ

Anupambharat News Bureau | ଦେଶ | | 2148 | Read...

ବାପାର ଜୁଇକୁ ଡେଇଁଲା ଝିଅ

ବାରମେର୍‌ (ରାଜସ୍ଥାନ): ରାଜସ୍ଥାନର ବାରମେରକୁ ଆସିଛି ହୃଦୟ ବିଦାରକ ଦୃଶ୍ୟ । ଜଣେ ୩୪ ବର୍ଷୀୟା ଯୁବତୀ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ନିଜ ପିତାର ଜଳୁଥିବା ଜୁଇକୁ ଡେଇଁ ପଡ଼ିଛନ୍ତି । ଯାହା ଫଳରେ ଯୁବତୀ ଜଣକ ଗୁରୁତ



କରୋନା ମୂଳ ପୋଛ ପାଇଁ ବିରାଟ ଧାର୍ମିକ ରାଲି

Anupambharat News Bureau | ଦେଶ | | 2147 | Read...

କରୋନା ମୂଳ ପୋଛ ପାଇଁ ବିରାଟ ଧାର୍ମିକ ରାଲି

ଅହମଦାବାଦ: ମହାମାରୀ କରୋନା ସଂକ୍ରମଣ ଭିତରେ ଗୁଜରାଟରୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି । ମନ୍ଦିରରେ ପାଣି ଢାଳିଲେ କରୋନା ସବୁଦିନ ପାଇଁ ଶେଷ ହୋଇଯିବ ବୋଲି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶହଶହ ଲୋକ ଧାର୍



ବେଙ୍ଗଲରେ କଡାକଡି ହେଲା କରୋନା କଟକଣା

Anupambharat News Bureau | ଦେଶ | | 2146 | Read...

ବେଙ୍ଗଲରେ କଡାକଡି ହେଲା କରୋନା କଟକଣା

କୋଲକାତା: ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମମତା ବାନାର୍ଜୀ । ନିର୍ବାଚନ ପରେ ପରେ ପଶ୍ଚିମବଙ୍ଗରେ ଆଂଶିକ କରୋନା କଟକଣା ଲାଗିଥିବା ବେଳେ ଶପଥ ଗ୍ରହଣ ପରେ



୩ରୁ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ

Anupambharat News Bureau | ଓଡ଼ିଶା | | 2145 | Read...

୩ରୁ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ

ଭୁବନେଶ୍ୱର, ୩୦ା୪(ଅନୁପମ ମିଡ଼ିଆ): ଆସନ୍ତା ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ ରହିବ । ରାଜ୍ୟ ବ୍ୟବସାୟୀ ମହାସଂଘ ଏହି ନିଷ୍ପତ୍ତି ନେଇଛି । ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ମହାସଂଘ ପକ୍ଷ



ଆଜି ଶ୍ରମିକ ଦିବସ : ଶ୍ରମିକଙ୍କୁ ମିଳୁନି ଦୁର୍ଘଟଣା କ୍ଷତିପୂରଣ

Anupambharat News Bureau | ଓଡ଼ିଶା | | 2144 | Read...

ଆଜି ଶ୍ରମିକ ଦିବସ : ଶ୍ରମିକଙ୍କୁ ମିଳୁନି ଦୁର୍ଘଟଣା କ୍ଷତିପୂରଣ

ବ୍ରହ୍ମପୁର, ୩୦ା୪(ବିିନୋଦ ପଟ୍ଟନାୟକ): କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କ ନାମ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗ ଦ୍ୱାରା ପଞ୍ଜିକରଣ କରାଯାଉନଥିବା ଫଳରେ ଓଡ଼ିଶାରୁ ଯାଇ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଏବଂ ଅନ୍ୟ ରାଜ୍ୟର



ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ପାଞ୍ଚ କିଲୋ ଚାଉଳ

Anupambharat News Bureau | ଓଡ଼ିଶା | | 2143 | Read...

  ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ପାଞ୍ଚ କିଲୋ ଚାଉଳ

ଭୁବନେଶ୍ୱର, ୩୦ା୪ (ଅନୁପମ ମିଡିଆ): ରାଜ୍ୟରେ ବେକାବୁ କରୋନା ସ୍ଥିତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ଲାଗୁ କରିଛନ୍ତି କଟକଣା। ଉଭୟ ଜୀବନ ଜିବୀକାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି



କାହିିଁକି ପାଳନ ହୁଏ ବିଶ୍ୱ ଶ୍ରମିକ ଦିବସ

Anupambharat News Bureau | ଦେଶ | | 2142 | Read...

କାହିିଁକି ପାଳନ ହୁଏ ବିଶ୍ୱ ଶ୍ରମିକ ଦିବସ

ମେ ପହିଲା ଦିନକୁ ସାରା ବିଶ୍ୱର ଶ୍ରମିକମାନେ ଶ୍ରମିକ ଦିବସ ଭାବେ ପାଳନ କରିଥା'ନ୍ତି । ୧୯୮୬ ମସିହାରୁ ଏହି ଦିବସଟିକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ଅନ୍ତରାଳେ ରହିଛି ଶ୍ରମିକ ମାନଙ୍କ ସଂଘର୍ଷମୟ ଇତି



କରୋନାରେ 'ମିଷ୍ଟର ଇଣ୍ଡିଆ' ଜଗଦୀଶ ଲାଡଙ୍କ ଦେହାନ୍ତ

Anupambharat News Bureau | ଦେଶ | | 2141 | Read...

କରୋନାରେ 'ମିଷ୍ଟର ଇଣ୍ଡିଆ' ଜଗଦୀଶ ଲାଡଙ୍କ ଦେହାନ୍ତ

ନୂଆଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବଡି ବିଲ୍‌ଡର ତଥା ମିଷ୍ଟର ଇଣ୍ଡିଆ ଟାଇଟଲ୍ ଜିତିଥିବା ଜଗଦୀଶ ଲାଡ୍‌ଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଶୁକ୍ରବାର ଭଦୋଦରାରେ ଜୀବନ ମରଣ ସହ ଲଢେଇ କରି ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍



ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଲା କରୋନା

Anupambharat News Bureau | ଦେଶ | | 2140 | Read...

  ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଳୀ: କରୋନା ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ, ଟିଭି ପରଦାରେ ଲୋକଙ୍କୁ ସଚେତନ କରାଉଥିବା ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ବିୟୋଗ ଘଟିଛି । ଗତ କିଛିଦିନ ହେବ କରୋନାରେ ସଂକ୍ରମିତ ଥାଇ ଚିକିତ୍ସିତ ହେଉଥିଲେ ରୋ



ବଳାତ୍କାରୀଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

Anupambharat News Bureau | ଓଡ଼ିଶା | | 2139 | Read...

ବଳାତ୍କାରୀଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

ସୋର, : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସିଙ୍ଘାଖୁଣ୍ଟା ପଞ୍ଚାୟତର କରଞ୍ଜବଣିଆ ଗ୍ରାମର ଜଣେ ମହିଳାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବାରୁ ସ୍ଥାନୀୟ ଲୋକେ ପିଟି ପିଟି ତାଙ୍କୁ ମାରି ଦେଇଛନ୍ତି। ସୋର ପୋଲିସ ଗୁରୁବାର ରାତ



ଭାରତରୁ ସ୍ୱଦେଶ ଫେରିଲେ ଏହି ଦେଶର ନାଗରିକଙ୍କୁ ମିଳିବ ଜେଲଦଣ୍ଡ

Anupambharat News Bureau | ବିଦେଶ | | 2138 | Read...

ଭାରତରୁ ସ୍ୱଦେଶ ଫେରିଲେ ଏହି ଦେଶର ନାଗରିକଙ୍କୁ ମିଳିବ ଜେଲଦଣ୍ଡ

ମେଲବର୍ଣ୍ଣ: ଭାରତରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ନିୟମ ଆହୁରି କଡ଼ା କରି ଅଷ୍ଟ୍ରେଲିଆ। ଇତିହାସରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ସରକାର ନିଜ ଦେଶର ଲୋକଙ୍କ ଘର ବାହୁଡ଼ା ଉପରେ ରୋକ ଲଗାଇଛି। ଯଦି କୌଣସି ଅଷ୍ଟ୍ରେଲୀୟ ଭାରତରେ



ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବାଇଜଲଙ୍କୁ କରୋନା

Anupambharat News Bureau | ଦେଶ | | 2137 | Read...

ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବାଇଜଲଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଲ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ସେ ଏବେ ନିଜକୁ ଘରେ ଆଇସୋଲେଟଡ କରିଛନ୍ତି । ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର ଟେଷ



କରୋନାରେ ’ସୁଟର ଦାଦି’ ଚନ୍ଦ୍ରୋ ତୋମାରଙ୍କ ପରଲୋକ

Anupambharat News Bureau | ଦେଶ | | 2136 | Read...

କରୋନାରେ ’ସୁଟର ଦାଦି’ ଚନ୍ଦ୍ରୋ ତୋମାରଙ୍କ ପରଲୋକ

ନୂଆଦିଲ୍ଲୀ: ’ସୁଟର ଦାଦୀ’ ନାମରେ ମଧ୍ୟ ଜଣାଶୁଣା ଚନ୍ଦ୍ରୋ ତୋମାରଙ୍କ କରୋନା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ଦିନ ମିରଟ ହସ୍ପିଟାଲ୍‌ରେ ତାଙ୍କ ଦେହାନ୍ତ ହୋଇଛି। ଚନ୍ଦ୍ରୋ ତୋମାର ଏପ୍ରିଲ୍ ୨୭ରେ କର



କୋଭିଡ୍‌ ମୁକାବିଲା : ଡିଜିପିଙ୍କ ତିନି ସୂତ୍ରୀ ଫର୍ମୁଲା

Anupambharat News Bureau | ଓଡ଼ିଶା | | 2135 | Read...

 କୋଭିଡ୍‌ ମୁକାବିଲା :  ଡିଜିପିଙ୍କ ତିନି ସୂତ୍ରୀ ଫର୍ମୁଲା

ଭୁବନେଶ୍ୱର, ୨୯ା୪(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ କୋଭିଡ୍‌ ନିୟମକୁ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଡିଜିପି ଅଭୟ । କରୋନା ମୁକାବିଲାପାଇଁ ୩ଟି ମୁଖ୍ୟ ବିନ୍ଦ



କ୍‌ଜିଟ୍‌ ପୋଲ୍‌ : ପଶ୍ଚିମବଙ୍ଗରେ ପୁଣି ମମତା

Anupambharat News Bureau | ଦେଶ | | 2134 | Read...

କ୍‌ଜିଟ୍‌ ପୋଲ୍‌  : ପଶ୍ଚିମବଙ୍ଗରେ ପୁଣି ମମତା

ନୂଆଦିଲ୍ଲୀ,୨୯ା୪: ପଶ୍ଚିମବଙ୍ଗ ପୁଣି ମମତାଙ୍କ ହାତରେ ରହିବ । ଅନ୍ୟପକ୍ଷେ ବିଜେପି ଆସାମରେ ନିଜ ଜୟ ଯାତ୍ରା ଅବ୍ୟାହତ ରଖିବାକୁ ଥିବା ବେଳେ ତାମିଲନାଡ଼ୁରେ ବିରୋଧୀ ଡିଏମ୍‌କେ ଫେରିବ । ସେହିଭଳି କେରଳରେ ବିଜୟନ ପୁଣି କ୍ଷମତ



ଅଶୋକ ଗେହଲଟ କରୋନା ପଜିଟିଭ୍‌

Anupambharat News Bureau | ଦେଶ | | 2133 | Read...

 ଅଶୋକ ଗେହଲଟ କରୋନା ପଜିଟିଭ୍‌

ଦେଶରେ ଜାରି ରହିଛି କରୋନା ସଂକ୍ରମଣ । ପ୍ରତିଦିନି ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଏହିକ୍ରମରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍



ଏଲ୍‌ଆଇସି ହେଲା ଦୁନିଆର ତୃତୀୟ ଶକ୍ତିଶାଳୀ ବୀମା ବ୍ରାଣ୍ଡ

Anupambharat News Bureau | ଦେଶ | | 2132 | Read...

ଏଲ୍‌ଆଇସି ହେଲା ଦୁନିଆର ତୃତୀୟ ଶକ୍ତିଶାଳୀ ବୀମା ବ୍ରାଣ୍ଡ

ନୂଆଦିଲ୍ଲୀ : କରୋନା ସାରା ବିଶ୍ୱରେ ବୀମା କମ୍ପାନୀଗୁଡିକର ବ୍ରାଣ୍ଡ ମୂଲ୍ୟ ହ ୍ରାସ କରିଥିବାବେଳେ ଦେଶର ସର୍ବବୃହତ ବୀମା କମ୍ପାନୀ ଲାଇଫ୍‌ ଇନସୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏଲ୍‌ଆଇସି) ଏକ ଶକ୍ତିଶାଳୀ ବ୍ରାଣ୍ଡ ଭ



ଗ୍ରାମ ପଞ୍ଚାୟତଗୁଡିକ ଥଣ୍ଡା ପାନୀୟ, ଆଇସ୍କ୍ରିମ୍‌ ପ୍ରବେଶ ଉପରେ ଲଗାଇଲେ ପ୍ରତିବନ୍ଧକ

Anupambharat News Bureau | ଦେଶ | | 2131 | Read...

ଗ୍ରାମ ପଞ୍ଚାୟତଗୁଡିକ ଥଣ୍ଡା ପାନୀୟ, ଆଇସ୍କ୍ରିମ୍‌ ପ୍ରବେଶ ଉପରେ ଲଗାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ : କୋଭିଡ୍‌ -୧୯ ମାମଲାରେ ବଢ଼ିବା ଏବଂ ମହାମାରୀ ମଧ୍ୟରେ ମୃତ୍ୟୁକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଗ୍ରାମରେ ଗ୍ରାମ ପଞ୍ଚାୟତ ଥଣ୍ଡା ପାନୀୟ ଏବଂ ଆଇସକ୍ରିମ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଦେଶର କେତେକ ଅ



ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଇସ୍ତଫା ଦାବିକଲା କଂଗ୍ରେସ

Anupambharat News Bureau | ଦେଶ | | 2130 | Read...

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଇସ୍ତଫା ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଏକ ମନ୍ତବ୍ୟକୁ ନେଇ କଂଗ୍ରେସ ଜୋରଦାର ଟାର୍ଗେଟ କରିଛି । ଏହା ସହ ହର୍ଷବର୍ଦ୍ଧନ ଇସ୍ତଫା ଦିଅ;ୁ ବୋଲି ଦାବି କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ପି. ଚିଦାମ୍ବର



କରୋନା ବେଳେ ଅକ୍ସିଜେନ୍‌ ସଙ୍କଟ, ଦିଲ୍ଲୀକୁ ପାତର ଅନ୍ତର କରୁଛନ୍ତି କେନ୍ଦ୍ର ସରକାର: କେଜରିୱାଲ୍‌

Anupambharat News Bureau | ଦେଶ | | 2129 | Read...

କରୋନା ବେଳେ ଅକ୍ସିଜେନ୍‌ ସଙ୍କଟ,  ଦିଲ୍ଲୀକୁ ପାତର ଅନ୍ତର କରୁଛନ୍ତି କେନ୍ଦ୍ର ସରକାର: କେଜରିୱାଲ୍‌

ନୂଆଦିଲ୍ଲୀ: ଅକ୍ସିଜେନ ମାମଲାରେ ଦିଲ୍ଲୀ ସରକାରଙ୍କ ସଙ୍ଗୀନ ଅଭିଯୋଗ । କେନ୍ଦ୍ର ବିରୋଧରେ ହାଇକୋର୍ଟ ପହଞ୍ଚିଲେ ରାଜ୍ୟ ସରକାର । ସବୁ ରାଜ୍ୟକୁ ଅଧିକ ପରିମାଣରେ ଅକ୍ସିଜେନ୍‌ ମିଳୁଥିବା ବେଳେ ଆମକୁ ମାଗିଲେ ମିଳୁନି ବୋଲି କ



ଏଥର ବି ହବନି ଚାରଧାମ୍‌ ଯାତ୍ରା

Anupambharat News Bureau | ଦେଶ | | 2128 | Read...

ଏଥର ବି ହବନି ଚାରଧାମ୍‌ ଯାତ୍ରା

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାବତ ଗୁରୁବାର ଦିନ ଚାରଧାମ ଯାତ୍ରା ସ୍ଥଗିତ କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ନିର୍ଦ୍ଧାରିତ ତାରିଖରେ ମନ୍ଦିର କବାଟ ଖୋଲିବ ଓ କେବଳ ପୂଜାର୍ଚ୍ଚନା ହେବ କି;



ଶେଷ ହେଲା ପଶ୍ଚିମବଙ୍ଗ ନିର୍ବାଚନ

Anupambharat News Bureau | ଦେଶ | | 2127 | Read...

ଶେଷ ହେଲା ପଶ୍ଚିମବଙ୍ଗ ନିର୍ବାଚନ

କୋଲକାତା: ପଶ୍ଚିମବଙ୍ଗରରେ ଆଜି ଶେଷ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫.୩୦ ମିନିଟ୍‌ରେ ଶେଷ ହୋଇଛି । ୩୫ଟି ଆସନରେ ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୮୪ ଲକ୍ଷ ୭୮ ହଜାର ଭୋଟ



ଗୋଟିଏ ରାତିରେ ଛ’ଥର ଭୂକମ୍ପ ଝଟ୍‌କା

Anupambharat News Bureau | ଦେଶ | | 2126 | Read...

ଗୋଟିଏ ରାତିରେ ଛ’ଥର ଭୂକମ୍ପ ଝଟ୍‌କା

ଗୌହାଟି: ପୁଣି ଭୁକମ୍ପରେ ଥରିଲା ଆସାମ । ୨ ଦିନ ମଧ୍ୟରେ ୬ରୁ ଅଧିକ ଥରର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ୬ ଥରେ ଭୂକମ୍ପ ଝଟPା ଅନୁଭୂତ ହୋଇଛି । ଭୂକମ୍ପର ପ୍ରଥମ ଝଟPା ରାତି ୧୨.୨୪ ମିନିଟ ହୋଇଥିବା



ପେନସନ୍‌ ଅଦାଲତ ଦରଖାସ୍ତ ଅବଧି ବଢିଲା

Anupambharat News Bureau | ଓଡ଼ିଶା | | 2125 | Read...

ପେନସନ୍‌ ଅଦାଲତ ଦରଖାସ୍ତ ଅବଧି ବଢିଲା

ଭୁବନେଶ୍ୱର, ୨୮ା୪(ଅନୁପମ ମିଡ଼ିଆ): ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ପେନସନ୍‌ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ୱତନ୍ତ୍ର ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ଅବଧି ବୃଦ୍ଧି କରାଯାଇଛି । ଅନଲାଇନ୍‌ର



ପାଞ୍ଚ ଦିନ କାଳବୈଶାଖୀ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2124 | Read...

ପାଞ୍ଚ ଦିନ କାଳବୈଶାଖୀ  ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୮ା୪(ଅନୁପମ ମିଡ଼ିଆ): ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାର ପୂର୍ବାନୁମାନ କରିଛି ପାଣିପାଗବିଭାଗ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନାଅନୁ



ଚିନ୍ତା ବଢ଼ାଇଲା ରାଜଧାନୀ ୨୪ ଘଣ୍ଟାରେ ଆଉ ୧୦୪୪ ଆକ୍ରାନ୍ତ

Anupambharat News Bureau | ଓଡ଼ିଶା | | 2123 | Read...

ଚିନ୍ତା ବଢ଼ାଇଲା ରାଜଧାନୀ ୨୪ ଘଣ୍ଟାରେ ଆଉ ୧୦୪୪ ଆକ୍ରାନ୍ତ

ଭୁବନେଶ୍ୱର,୨୮ା୪(ଅନୁପମ ମିଡ଼ିଆ):­ ରାଜଧାନୀ ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୦୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଟିଆ , ନୟାପଲ୍ଲୀ , ଖଣ୍ଡଗିରି , ଚନ୍ଦ୍ରଶେଖରପ



୧୫୦ ଜିଲ୍ଲାରେ ଲକ୍‌ଡାଉନ ସମ୍ଭାବନା

Anupambharat News Bureau | ଓଡ଼ିଶା | | 2122 | Read...

 ୧୫୦ ଜିଲ୍ଲାରେ ଲକ୍‌ଡାଉନ ସମ୍ଭାବନା

ନୂଆଦିଲ୍ଲୀ,୨୮ା୪: ଦେଶରେ ଗତ ଏକ ସପ୍ତାହ ହେଲା କ୍ରମାଗତ ଭାବେ ଦୈନିକ କରୋନା ସଂକ୍ରମିତ ତିନି ଲକ୍ଷରୁ ଅଧିକ ଚିହ୍ନଟ ହେଉଛନ୍ତି । ଦୀର୍ଘ ମାସ ପରେ ଗତ ଗୁରୁବାର ପ୍ରଥମ ଥର ପାଇଁ ଦିନକରେ ସମଗ୍ର ଦେଶରୁ ୩ ଲକ୍ଷରୁ ଅଧିକ ସଂକ୍ରମି



କୋଭିସିଲï ଟିକା ଦାମ କମିଲା

Anupambharat News Bureau | ଦେଶ | | 2121 | Read...

କୋଭିସିଲï  ଟିକା ଦାମ କମିଲା

ନୂଆଦିଲ୍ଳୀ,୨୮ା୪: ଆସନ୍ତା ମଇ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ ତଥା କୋଭିଡ଼ ଗଣ ଟିକା ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ(ଏସ୍‌ଆଇଆଇ) ବୁଧବାର କୋଭିସିଲïର ଦରକୁ ହ୍ରସା କରିଛି । ପୂର୍ବରୁ



କ୍ୱାରେନ୍‌ଣ୍ଟାଇନ୍‌ରୁ ଫେରାର୍‌ ହେଲେ ୩ କୁଖ୍ୟାତ ଅପରାଧୀ

Anupambharat News Bureau | ଦେଶ | | 2120 | Read...

କ୍ୱାରେନ୍‌ଣ୍ଟାଇନ୍‌ରୁ ଫେରାର୍‌ ହେଲେ ୩ କୁଖ୍ୟାତ ଅପରାଧୀ

ପଞ୍ଜାବ: ସେଣ୍ଟ୍ରାଲ ଜେଲ, ପଟିଆଲାର ତିନି ଜଣ କଏଦୀ ନିଖୋଜ ହେବା ପରେ ଉତ୍ତେଜନା ସୃଷ୍ଟି ହୋଇଛି । ଜେଲ ମ୍ୟାନେଜର ସେମାନଙ୍କୁ ଜେଲ ଭିତରେ ଖୋଜୁଥିଲେ ମଧ୍ୟ କୌଣସି ସୂଚନା ନ ପାଇବା ପରେ ତ୍ରିପାଠୀ ପୋଲିସ ଷ୍ଟେସନକୁ ଡକାଯାଇଛି



କେବଳ ପେଟପୁରା ଖାଦ୍ୟ ହିଁ କରୋନାକୁ ମାତ୍‌ ଦେବ

Anupambharat News Bureau | ଦେଶ | | 2119 | Read...

କେବଳ ପେଟପୁରା  ଖାଦ୍ୟ ହିଁ କରୋନାକୁ ମାତ୍‌ ଦେବ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଦେଶରେ ହାହା କାର ପଡ଼ିଥିବା ବେଳେ ଗବେଷଣାରୁ ମିଳିଥିବା ତଥ୍ୟ ଆଶ୍ଚର୍ଯ୍ୟ କରିଛି । ରୋଗ ପାଖରେ ଧନୀ-ଗରିବ ଭେଦଭାବ ଥିବା ତଥ୍ୟ କହୁଛି । ଗରିବଙ୍କୁ ଦୟା କି;ୁ ଧନୀଙ୍କ ପାଇଁ ନିଷ୍ଠୁର କରୋନା



ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକ ପାଇଁ ପଞ୍ଜିକରଣ କଲେ ଗ୍ରାଜୁଏଟ୍‌, ପିଜି ଓ ପିଏଚ୍‌ଡି ପିଲା

Anupambharat News Bureau | ଦେଶ | | 2118 | Read...

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ  ଶ୍ରମିକ ପାଇଁ ପଞ୍ଜିକରଣ କଲେ ଗ୍ରାଜୁଏଟ୍‌, ପିଜି ଓ ପିଏଚ୍‌ଡି ପିଲା

ବେଙ୍ଗାଲୁରୁ: ବର୍ଷରେ ଅଧିକ ଦିନ ହେବ ସାରା ଭାରତବର୍ଷ କୋଭିଡରେ ଛଟପଟ ହେଉଛ । କେବଳ ଜୀବନ ନୁହେଁ ଜୀବିକା ଉପରେ ମଧ୍ୟ ଏହି ଉହାନ ଭାଇରସ ପ୍ରଭାବ ପକାଇଛି । ଯାହାର ତାଜା ନମୁନା କର୍ଣ୍ଣାଟକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ



ମୁଖ୍ୟମନ୍ତ୍ରୀ ନୁହଁ ଦିଲ୍ଲୀରେ ରାଜ୍ୟପାଳ ବୁଝିବେ କରୋନା ସ୍ଥିତି

Anupambharat News Bureau | ଦେଶ | | 2117 | Read...

ମୁଖ୍ୟମନ୍ତ୍ରୀ ନୁହଁ ଦିଲ୍ଲୀରେ  ରାଜ୍ୟପାଳ ବୁଝିବେ କରୋନା ସ୍ଥିତି

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀରେ ବେହାଲ ଦିଲ୍ଲୀରେ କେନ୍ଦ୍ର ସରକାର ‘ଗଭର୍ଣ୍ଣମେଣ୍ଟ ଅଫ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ’ ଶଂସୋଧିତ ଆଇନ ୨୦୨୧ ନୋଟିଫାଇ କରିଦେଇଛନ୍ତି । ଅର୍ଦ୍ଧରାତ୍ରରୁ ରାଷ୍ଟ୍ରୀୟ



ପରଲୋକରେ ବିଶିଷ୍ଟ ସାହିତି୍ୟକ ମନୋଜ ଦାସ

Anupambharat News Bureau | ଓଡ଼ିଶା | | 2116 | Read...

ପରଲୋକରେ ବିଶିଷ୍ଟ ସାହିତି୍ୟକ ମନୋଜ ଦାସ

ଭୁବନେଶ୍ୱର, ୨୭ା୪ (ଅନୁପମ ମିଡିଆ): ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ଯୁଗର ଅବସାନ ଘଟିଛି । ବାସ୍ତବିକ ଜଣେ ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଭାବେ ଶିକ୍ଷାବିତଙ୍କ ମଧ୍ୟରେ ହୃଦୟକୁ ଜିଣି ନେଇଥିବା ମନୋଜ ଦାସଙ୍କ ପରଲୋକ ଘଟିଛି । ଜ



ଝିଅର ଶବକୁ ବାଇକ୍‌ରେ ଆଣିଲା ବାପା

Anupambharat News Bureau | ଦେଶ | | 2115 | Read...

ଝିଅର ଶବକୁ ବାଇକ୍‌ରେ ଆଣିଲା ବାପା

ଉତ୍ତରପ୍ରଦେଶ: ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଯନ୍ତ୍ରଣାରେ ଚାଲିଗଲା ୧୯ ବର୍ଷିୟା ଝିଅର ଜୀବନ । ୟୁପିର ଫିରୋଜାବାଦରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗମ୍ଭୀର ଅବସ୍ଥାରେ ଝିଅକୁ ମୋଟର ସାଇକେଲରେ ସରକାରୀ ଟ



ମିଆଁମାର ସ୍ଥିତି ଅସମ୍ଭାଳ

Anupambharat News Bureau | ବିଦେଶ | | 2114 | Read...

ମିଆଁମାର ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ: ସେନା ଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନର ଡାକରା ଦେଲେ ମିଆଁମାରବାସୀ । ବିଜୁଳୀ ବିଲ୍‌, କୃଷି ଋଣ ଦେବେନି କି ପିଲାଙ୍କୁ ସ୍କୁଲ ଛାଡ଼ିବେ ନାହିଁ ବୋଲି ଆନ୍ଦୋଳନକାରୀ ଆହ୍ୱାନ ଦେଇଥିବା ଜଣାପଡ଼ିଛି । ମିଆଁମାରରେ ସ



ପହଁଞ୍ଚିବ ଋଷିଆର ସଞ୍ଜିବନୀ ଟିକା

Anupambharat News Bureau | ଦେଶ | | 2113 | Read...

ପହଁଞ୍ଚିବ ଋଷିଆର ସଞ୍ଜିବନୀ ଟିକା

ନୂଆଦିଲ୍ଲୀ: ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ୧୮ରୁ ୪୫ ବର୍ଷର ବୟସ୍କ ବ୍ୟକ୍ତି ଟିକା ନେବେଛ ହେଲେ ଟିକା ଉତ୍ପାଦନରେ ବିଳମ୍ବହୋଇଥିବାରୁ ଟିକାକରଣ ବିଳମ୍ବ ହେବ ବୋଲି ଜଣାପ



ଜଣେ ପଜିଟିଭ ବ୍ୟକ୍ତି ୪୧୧ ଜଣଙ୍କୁ ସଂକ୍ରମଣ କରିପାରିବ

Anupambharat News Bureau | ଦେଶ | | 2112 | Read...

ଜଣେ ପଜିଟିଭ ବ୍ୟକ୍ତି ୪୧୧ ଜଣଙ୍କୁ ସଂକ୍ରମଣ କରିପାରିବ

ନୂଆଦିଲ୍ଲୀ: ଜଣେ ପଜିଟିଭ ବ୍ୟକ୍ତି ୪୧୧ ଜଣଙ୍କୁ ସଂକ୍ରମଣ କରିପାରିବ । ସାରା ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଚାଲିଛି । ଏହି ସମୟରେ ସଂକ୍ରମଣର ଭୟାବହତା ଉପରେ ବ୍ରେକ୍‌ ଲଗାଇବାକୁ ବିଭିନ୍ନ ସରକାର ନାଇଟ୍‌ କର୍ଫ୍ୟୁ, ଲକଡା



କେନ୍ଦ୍ର ସରକାରଙ୍କୁ ସୁପି୍ରମ୍‌କୋର୍ଟଙ୍କ ପ୍ରଶ୍ନ ... ଦେଶରେ ଜରୁରୀ ସ୍ଥିତି ବେଳେ ଭ୍ୟାକସିନ୍‌ର ଅଲଗା ଅଲଗା ମୂଲ୍ୟ କାହିଁକି ?

Anupambharat News Bureau | ଦେଶ | | 2111 | Read...

କେନ୍ଦ୍ର ସରକାରଙ୍କୁ ସୁପି୍ରମ୍‌କୋର୍ଟଙ୍କ ପ୍ରଶ୍ନ ... ଦେଶରେ ଜରୁରୀ ସ୍ଥିତି ବେଳେ ଭ୍ୟାକସିନ୍‌ର ଅଲଗା ଅଲଗା ମୂଲ୍ୟ କାହିଁକି ?

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶର ସ୍ଥିତି ଯାହା ତାହା ଜରୁରୀ ସ୍ଥିତି ନୁହେଁ ତ କ’ଣ? ଭାରତରେ କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏଭଳି ଗୁରୁତର ପରିସ୍ଥିତିକୁ ସାମ୍ନା କରିବା ସହିତ



ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ : ବୁଧବାରରୁ ରେଜିଷ୍ଟ୍ରେସନ୍‌

Anupambharat News Bureau | ଓଡ଼ିଶା | | 2110 | Read...

ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ :  ବୁଧବାରରୁ ରେଜିଷ୍ଟ୍ରେସନ୍‌

ଭୁବନେଶ୍ୱର, ୨୬ା୪(ଅନୁପମ ମିଡ଼ିଆ): ଆସନ୍ତା ମଇ ପହିଲାରୁ ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଟିକା ଦିଆଯିବ । ଏଥିପାଇଁ ଆସନ୍ତା ୨୮ରୁ ପଞ୍ଜୀକରଣ ଆରମ୍ଭ ହେବ । ଅନଲାଇନ୍‌ରେ ପଞ୍ଜୀକରଣ ପରେ ଟିକାକରଣ ସମୟ



ବାଧୁଛି ବିଜୁଳି ଦର ବୃଦ୍ଧି

Anupambharat News Bureau | ଓଡ଼ିଶା | | 2109 | Read...

ବାଧୁଛି ବିଜୁଳି ଦର ବୃଦ୍ଧି

ଭୁବନେଶ୍ୱର, ୨୬ା୪ (ସ୍ୱତନ୍ତ୍ର ପ୍ରତିନିଧି): ଦିଲ୍ଲୀରେ ଲୋକଙ୍କୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦୁ୍ୟତ୍‌ ମାଗଣାରେ ଯୋଗାଇ ଦେଉଛି ଆପ୍‌ ସରକାର । ଦିଲ୍ଲୀରେ ବିଦୁ୍ୟତ୍‌ ଉପିାଦନ ସୁବିଧା ନାହିଁ । ବିଡ଼ମ୍ବନାର ବିଷୟ ବିଦୁ୍ୟତ



ଯୁକ୍ତ ଦୁଇ ପରୀକ୍ଷା ବାତିଲ କର: ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ

Anupambharat News Bureau | ଓଡ଼ିଶା | | 2108 | Read...

ଯୁକ୍ତ ଦୁଇ ପରୀକ୍ଷା ବାତିଲ କର:   ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୨୬ ।୪(ଅନୁପମ ମିଡ଼ିଆ): ପରୀକ୍ଷା ବାତିଲ ଦାବିରେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ । କେବେ ପରୀକ୍ଷା ହେବ ଏଯାଏ ସ୍ଥିର ହୋଇ ନାହିଁ । ଏପରି ସ୍ଥିତି ଲାଗି ରହିଲେ ଆଗକୁ ଉଚ୍ଚ ଶିକ୍ଷାରେ ଅ



ଅମ୍ଲଜାନ ବିମାନଗୁଡିକୁ ବାତିଲ୍‌କଲା ଚୀନ୍‌

Anupambharat News Bureau | ବିଦେଶ | | 2107 | Read...

ଅମ୍ଲଜାନ ବିମାନଗୁଡିକୁ ବାତିଲ୍‌କଲା ଚୀନ୍‌

ନୂଆଦିଲ୍ଲୀ: କରୋନା ବିସ୍ତାରକାରୀ ଦେଶ ଚୀନ ଭାରତ ପ୍ରତି ଆହୁରି କଠୋର ହେବାରେ ଲାଗିଛିା ସହଯୋଗ କରିବା ପାଇଁ ଉପର ଠାଉରିଆ ଭାବେ କହୁଥିବା ବେଳେ ପୁଣି ସାମ୍ନାକୁ ଆସିଛି ଚୀନର ଦୋମୁହାଁ ନୀତି । ୧୫ ଦିନ ପାଇଁ ଭାରତକୁ ଆସିବାକୁ



ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କଲେ ସେଥିପାଇଁ ଆଡମିନ୍‌ ଦାୟୀ ରହିବେ ନାହିଁ: ହାଇକୋର୍ଟ

Anupambharat News Bureau | ଦେଶ | | 2106 | Read...

ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କଲେ ସେଥିପାଇଁ  ଆଡମିନ୍‌ ଦାୟୀ ରହିବେ ନାହିଁ: ହାଇକୋର୍ଟ

ମୁମ୍ବାଇ: ସାଙ୍ଗ ସାଥୀଙ୍କଠୁ ନେଇ ଅଫିସ୍‌ ପର୍ଯ୍ୟନ୍ତ ସେ ସରକାରୀ ହେଉ କି ଘରୋଇ ଅଫିସ୍‌ ହେଉ, କାର୍ଯ୍ୟରେ ଉତ୍ତମ ସମନ୍ୱୟ ପାଇଁ ହ୍ୱାଟସ୍‌ଆପ ଗ୍ରୁପର ବହୁଳ ବ୍ୟବହାର ବଢିବାରେ ଲାଗିଛି । କି;ୁ ବେଳେ ବେଳେ ଗ୍ରୁପରେ ଆପତ୍ତିଜ



କୋଭିଡ ସ୍ଥିତି ପାଇଁ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍‌ ହାଇକୋର୍ଟ

Anupambharat News Bureau | ଦେଶ | | 2105 | Read...

କୋଭିଡ ସ୍ଥିତି ପାଇଁ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍‌ ହାଇକୋର୍ଟ

ଚେନ୍ନାଇ: ଦେଶରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ନେଉନାହିଁ । ଦିନ ବିତିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି । ଏହା ମଧ୍ୟରେ ମାଦ୍ରାସ ହାଇକୋର୍ଟ ଗତ କିଛି ସପ୍ତାହରେ କରୋନାର ବଢୁଥିବା ସଂକ୍ରମଣ ପାଇଁ ନିର୍ବାଚନ ଆୟୋ



ଅକ୍ସିଜେନ୍‌ ଅଭାବରୁ ଆଠ ଜୀବନ ଗଲା

Anupambharat News Bureau | ଦେଶ | | 2104 | Read...

ଅକ୍ସିଜେନ୍‌ ଅଭାବରୁ ଆଠ ଜୀବନ ଗଲା

ମିରଟ: ଭାରତରେ କରୋନା ସଂକ୍ରମଣର ଭୟାବହତା ଏବେ ବ୍ୟାପକ ହେବାରେ ଲାଗିଛି । କେଉଁଠି ଅକ୍ସିଜେନ ନାହିଁ ତ କେଉଁଠି ରୋଗୀଙ୍କୁ ବେଡ ମିଳୁନାହିଁ । ଗତ କିଛି ଦିନ ହେଲା ଦେଶରେ ଏଭଳି ସ୍ଥିତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ହସ୍ପ



ସାହାଯ୍ୟ କରିବାକୁ ଆମେରିକା ରାଜି

Anupambharat News Bureau | ବିଦେଶ | | 2103 | Read...

ସାହାଯ୍ୟ କରିବାକୁ ଆମେରିକା ରାଜି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ତାଣ୍ଡବ ରଚିଛି । ସଙ୍କଟ ସମୟରେ ପ୍ରଥମେ ରୋକ ଲଗାଇଥିବା ବେଳେ ଏବେ ଭ୍ୟାକସିନ୍‌ ଉତ୍ପାଦନ ପାଇଁ କଞ୍ଚାମାଲ୍‌ ଯୋଗାଇବାକୁ ରାଜି ହୋଇଛି ଆମେରିକା । ଆମେରିକା ଭାରତକୁ ସାହ



ମାଗଣାରେ ଟିକା ଦେବେ ଦିଲ୍ଲୀ ସରକାର

Anupambharat News Bureau | ଦେଶ | | 2102 | Read...

ମାଗଣାରେ ଟିକା ଦେବେ ଦିଲ୍ଲୀ ସରକାର

୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦେବା ଲାଗି ଦିଲ୍ଲୀ ସରକାର ସ୍ଥିର କରିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ଘୋଷଣା କରିଛନ୍ତି । ସେ କହିଛନ୍ତି, ସମଗ୍ର ଦେଶରେ କୋଭିଡ୍‌-୧୯ ଧ୍ୱଂସ ସାଧନ କ



କମିବ ଭ୍ୟାକ୍‌ସିନ୍‌ ଓ ଅକ୍ସିଜେନ୍‌ର ଦାମ୍‌

Anupambharat News Bureau | ଦେଶ | | 2101 | Read...

କମିବ ଭ୍ୟାକ୍‌ସିନ୍‌ ଓ ଅକ୍ସିଜେନ୍‌ର ଦାମ୍‌

ନୂଆଦିଲ୍ଲୀ: ଦେଶରେ ଅକ୍ସିଜେନ୍‌ ଏବଂ ଅକ୍ସିଜେନ୍‌ ଉପକରଣ ଉପରୁ ହଟିଲା କଷ୍ଟମ୍‌ ଡ୍ୟୁଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ କୋଭିଡ୍‌ ଭ୍ୟା



ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ

Anupambharat News Bureau | ଓଡ଼ିଶା | | 2100 | Read...

ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ

ଭୁବନେଶ୍ୱର, ୨୪ା୪(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ସଂକ୍ରମଣ ସଂପ୍ରତି ହୁ ହୁ ହୋଇ ବଢ଼ୁଥିବା ବେଳେ ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ ପାଇବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ ଏହା ମଧ୍ୟ କହିଛନ୍ତ



୨୬ରୁ କାଳବୈଶାଖୀ

Anupambharat News Bureau | ଓଡ଼ିଶା | | 2099 | Read...

 ୨୬ରୁ କାଳବୈଶାଖୀ

ଭୁବନେଶ୍ୱର, ୨୪ା୪(ଅନୁପମ ମିଡ଼ିଆ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଶନିବାର ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ହୋଇଛି ।



ଶପଥ ନେଲେ ଜଷ୍ଟିସ୍‌ ଏନ୍‌ ଭି ରମଣା

Anupambharat News Bureau | ଦେଶ | | 2098 | Read...

ଶପଥ ନେଲେ ଜଷ୍ଟିସ୍‌ ଏନ୍‌ ଭି ରମଣା

ନୂଆଦିଲ୍ଲୀ,୨୪ା୪: ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍‌ ନୁଥାଲାପତି ଭେଙ୍କଟ ରମଣା । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥପାଠ କରାଇଛନ୍ତି । ସେ ଆଜିଠାରୁ ୨୦୨୨ ଅଗଷ୍ଟ ୨୬ ପ



ମଇ ୧୫ ପର୍ଯ୍ୟନ୍ତ ଜଗା ଦର୍ଶନ ମନା

Anupambharat News Bureau | ଓଡ଼ିଶା | | 2097 | Read...

ମଇ ୧୫ ପର୍ଯ୍ୟନ୍ତ  ଜଗା ଦର୍ଶନ ମନା

ପୁରୀ, ୨୪ା୪(ଅନୁପମ ମିଡ଼ିଆ): ଆସନ୍ତା ମଇ ୧୫ ପର୍ଯ୍ୟନ୍ତ ସର୍ବ ସାଧାରଣଙ୍କ ଜଗା ଦର୍ଶନ ବନ୍ଦ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତିଭର୍ଚୁଆଲ ବୈଠକରେ ଉପରୋକ୍ତ ନିଷ୍



ଚାଲିଛି ଅକ୍ସିଜେନ୍‌ର କଳାବଜାରୀ

Anupambharat News Bureau | ଦେଶ | | 2096 | Read...

ଚାଲିଛି ଅକ୍ସିଜେନ୍‌ର କଳାବଜାରୀ

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଏବେ ଉତ୍କଟ ଅକ୍ସିଜେନ୍‌ ସମସ୍ୟା ଦେଖାଦେଇଛି । ଅକ୍ସିଜେନ ଅଭାବ ହେତୁ ପ୍ରାୟ ୨୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇସାରିଲାଣି । ଓଡିଶା ସମେତ ବିଭିନ୍ନ ସ୍ଥାନରୁ ଅକ୍ସିଜେନ୍‌



ଉତ୍ତରାଖଣ୍ଡ ଗ୍ଲେସିୟର ଅଘଟଣ : ୮ ମୃତ, ୩୪୮ ଉଦ୍ଧାର

Anupambharat News Bureau | ଦେଶ | | 2095 | Read...

ଉତ୍ତରାଖଣ୍ଡ ଗ୍ଲେସିୟର ଅଘଟଣ :  ୮ ମୃତ, ୩୪୮ ଉଦ୍ଧାର

ଡେରାଡୁନ୍‌ : ଭାରତ-ଚୀନ ସୀମାକୁ ଯୋଡ଼ୁଥିବା ରାସ୍ତାର ସୁମନା ଅଞ୍ଚଳରେ ଗ୍ଲେସିୟର ଭାଙ୍ଗିଯାଇଥିଲା । ଅଧିକ ମାତ୍ରାରେ ବରଫପାତ ଯୋଗୁ ଗ୍ଲେସିୟର ଭାଙ୍ଗିଥିବା କୁହାଯାଉଛି । ଗ୍ଲେସିୟର ଭାଙ୍ଗିବା ପରେ ଯୋଗାଯୋଗ ବିଛିନ୍ନ ହୋଇ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page