.
Anupambharat News Bureau | ଦେଶ | | 1492 | Read...
ନୂଆଦିଲ୍ଲୀ: କରୋନା ଭାଇରସ ବିଶ୍ୱର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଭାରତ ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ହଜାର ହଜାର ସଂଖ୍ୟାରେ ଲୋକ ଚାକିରୀ ହରାଇଛନ୍ତି । ଲକ୍ଷଲକ୍ଷ ଶ୍ରମିକ ମୂଲ ହରାଇ ଘରେ ବସିଛନ୍ତି । ଅନେକଙ୍କ
Anupambharat News Bureau | ଦେଶ | | 1491 | Read...
ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ରାଜସ୍ଥାନ କଂଗ୍ରେସରେ ଉପୁଜିଥିବା ରାଜନୈତିକ ସଙ୍କଟର ଠିକ୍ ମାସ ପରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲ
Anupambharat News Bureau | ଦେଶ | | 1490 | Read...
ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କୋଭିଡ଼-୧୯ ନମୁନା ପଜିଟିଭ ଆସିଥିବା ଜଣାପଡିଛି । ଏହି ସମ୍ପର୍କରେ ନିଜେ ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀ ଟୁଇଟ୍ କରି ମଧ୍ୟ ଜଣାଇଛନ୍ତି । ଭାରତରେ ୨୦୧୨ରୁ ୨୦୧୭ ପର୍ଯ୍
Anupambharat News Bureau | ଓଡ଼ିଶା | | 1489 | Read...
ଭୁବନେଶ୍ୱର, ୧୦ା୮(ଅନୁପମ ମିଡ଼ିଆ): ସରପଞ୍ଚଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ ପଜିଟିଭ୍ କେସ୍ କମୁଛି, ଆରୋଗ୍ୟ ହାର ବଢୁଛି, ମୃତୁ୍ୟହାର କମୁଛି k ଆଗାମୀ ଦିନରେ ସରପଞ୍ଚଙ୍କର ଭଲ କାମ କୋଭିଡ୍ ପରିଚାଳନାରେ ସାରା ଦେଶକୁ ବାଟ ଦେ
Anupambharat News Bureau | ଓଡ଼ିଶା | | 1488 | Read...
ଭୁବନେଶ୍ୱର, ୧୦ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୪ ମୁଣ୍ଡ ନେଇଛି କରୋନା । ଫଳରେ ରାଜ୍ୟରେ ଏହି ଅଦୃଶ୍ୟ ଭୂତାଣୁ ଜନିତ ମୃତୁ୍ୟ ସଂଖ୍ୟା ୨୮୬ କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁସା
Anupambharat News Bureau | ଓଡ଼ିଶା | | 1487 | Read...
ଭୁବନେଶ୍ୱର, ୧୦ା୮ (ଅନୁପମ ମିଡ଼ିଆ): ଆସନ୍ତା ୧୨ ତାରିଖରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ ।ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ୧୨ ତାରିଖ ମଧ୍ୟାହ୍ନ ସାଢ଼େ ୧୨ଟାରେ ପ
Anupambharat News Bureau | ଓଡ଼ିଶା | | 1486 | Read...
ଭୁବନେଶ୍ୱର, ୧୦ା୮(ଅନୁପମ ମିଡ଼ିଆ): ଅମୃତ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଓଡ଼ିଶା ପୁର୍ନବାର ଦେଶରେ ପ୍ରଥମ ସ୍ଥାନ ବଜାୟ ରଖିଛି । ପୂର୍ବରୁ ୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ ରେ ଓଡ଼ିଶା ଜାତୀୟ ସ୍ତରରେ କ୍ରମାଗତ ଉଲ୍ଲେଖନୀୟ ପ୍ରଦର
Anupambharat News Bureau | ଓଡ଼ିଶା | | 1485 | Read...
ଭୁବନେଶ୍ୱର,୧୦ା୮(ଅନୁପମ ମିଡ଼ିଆ): କରୋନା ପାଇଁ ବନ୍ଦ ଥିବା ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ରାଜ୍ୟରେ ମନ୍ଦିର ଖୋଲିବା ନେଇ ହୋଇଥିବା ଏକ ଆବେଦନର ଶୁଣାଣି କରି ଓଡିଶା
Anupambharat News Bureau | ବିଦେଶ | | 1484 | Read...
କରାଚୀ: ମେ ମାସ ପରଠାରୁ ପାକିସ୍ତାନକୁ ସାଉଦି ଆରବରୁ ଋଣରେ ଅଶୋଧିତ ତୈଳ ମିଳୁନାହିଁ । ଯୋଗାଣ କାରୀଙ୍କଠାରୁ ଏହି ସୁବିଧା ଜାରି କରିବା ପାଇଁ ପାକିସ୍ତାନ କୌଣସି ଉତ୍ତର ମଧ୍ୟ ପାଇନାହିଁ । ରିପୋର୍ଟ ଅନୁଯାୟୀ, ଉଭୟ ପକ୍ଷଙ୍କ ମଧ
Anupambharat News Bureau | ଦେଶ | | 1483 | Read...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି କୃଷି ଭିତ୍ତିଭୂମି ପାଣ୍ଠି ଅନୁସାରେ ଏକ ଲକ୍ଷ କୋଟି ଟଙ୍କା ଆର୍ଥିକ ସୁବିଧା ଆରମ୍ଭ କରିଛନ୍ତି । ଏହି ପାଣ୍ଠି କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍, କୃଷି କ୍ଷେତ୍ରରେ ଟେକ୍ନୋଲୋଜି କମ୍ପାନୀ ଏ
Anupambharat News Bureau | ଓଡ଼ିଶା | | 1482 | Read...
ଭୁୁବନେଶ୍ୱର,୯ା୮(ଅନୁପମ ମିଡ଼ିଆ): ଉତ୍ତର -ପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭ
Anupambharat News Bureau | ଓଡ଼ିଶା | | 1481 | Read...
ଭୁବନେଶ୍ୱର,୯ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଗୋଟିଏ ଦିନରେ ୧୭୩୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୪୫୯୨୭ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍
Anupambharat News Bureau | ଦେଶ | | 1480 | Read...
ବିଜୟୱାଡା, ୯ା୮: ରବିବାର ସକାଳେ ବିଜୟୱାଡା କୋଭିଡ କେୟାର ସେଣ୍ଟର ରୂପେ ବ୍ୟବହାର କରାଯାଉଥିବା ସ୍ୱର୍ଣ୍ଣ ପ୍ୟାଲେସ ହୋଟେଲରେ ନିଆଁ ଲାଗିଯିବାରୁ ୧୦ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛ
Anupambharat News Bureau | ଓଡ଼ିଶା | | 1479 | Read...
ବ୍ରହ୍ମପୁର, ୯ା୮(ଅନୁପମ ମିଡ଼ିଆ): ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ ଥିବା ଗଞ୍ଜାମ ଜିଲ୍ଲାରେ ଗତ କିଛି ଦିନ ଧିରେ ଧିରେ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଥିବାରେ ଲାଗିଛି । ସେହିଭଳି ସୁସ୍ଥ ହାର ମଧ୍ୟ ସନ୍ତୋଷ ଜନକ ରହିଛି । ତେବେ ଏହ
Anupambharat News Bureau | ବିଦେଶ | | 1478 | Read...
କଲୋମ୍ବୋ: ଶ୍ରୀଲଙ୍କା ପୋଡୁଜନା ପେରମୁନା ପାର୍ଟି (ପିପିପି) ନେତା ମହିନ୍ଦା ରାଜପକ୍ଷେ ଚତୁର୍ଥବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ରବିବାର ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ଏଥିଲାଗି କେଲାନିୟା ବୁଦ୍ଧ ମନ୍ଦିରରେ ଭବ୍ୟ ଉ
Anupambharat News Bureau | ଦେଶ | | 1477 | Read...
ଯୋଧପୁର: ରାଜସ୍ଥାନ ଯୋଧପୁର ଜିଲ୍ଲାରୁ ଏକ ବଡ ଖବର ଆସିଛି ୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଘଟଣାରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣା ସମ୍ପର୍କରେ ପୋଲିସ ମଧ୍ୟ ଟେର ପାଉନି । ସୂଚନା ପ
Anupambharat News Bureau | ବିଦେଶ | | 1476 | Read...
ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖଉଛି ସେତିକି ଉଷ୍ମ ହେଉଛି ରାଜନୀତି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଏହି ସୂଚନା ଦେଇ
Anupambharat News Bureau | ଦେଶ | | 1475 | Read...
ମୁମ୍ବାଇ: ଅଭିନେତା ସଂଜୟ ଦତ୍ତ ଅସୁସ୍ଥ । ତାଙ୍କୁ ତୁରନ୍ତ ଲୀଳାବତୀ ହସପିଟାଲରେ ଭର୍ତ୍ତୀ କରାଯାଇଛି । ନିଶ୍ୱାସ ନେବାରେ ସମସ୍ୟା ହେବା କାରଣରୁ ସଂଜୟ ଦତ୍ତ ହଠାତ ଅସୁସ୍ତ ହୋଇ ପଡିଥିଲେ । ତେବେ ଡାକ୍ତରଖାନାରେ ଭର୍ତ୍ତି କରା
Anupambharat News Bureau | ଦେଶ | | 1474 | Read...
ଅଯୋଧ୍ୟା: ଗୋଟାଏ ପଟେ ମୋଦି କହିଛନ୍ତି ଯେ, ପ୍ରତ୍ୟେକ ଭାରତବାସୀଙ୍କ ଏକ ଟଙ୍କା ଲେଖାଁଏରେ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହେବ । ଅନ୍ୟ ପଟେ ଅନେକ ସନ୍ଥ ଓ ବହୁଭକ୍ତ ଦାନ କରିବାରେ ଲାଗିଛି । ଉଲ୍ଲେଖଥାଉକି, ଶ୍ରୀରାମ ଜନ୍
Anupambharat News Bureau | ଦେଶ | | 1473 | Read...
ନୂଆଦିଲ୍ଲୀ:ଚେକ୍ ଜମାକୁ ଅଧିକ ସୁରକ୍ଷିତ କରିବା ଦିଗରେ ଆର୍ବିଆଇ ଗୁରୁତ୍ୱ ଦେଉଛି । ଚେକ୍ରେ ଜମାକୁ ଅଧିକ ସୁରକ୍ଷିତ ତଥା ସକରାତ୍ମକ କରିବା ପାଇଁ ଏଦିଗରେ ପ୍ରୋତ୍ସାହନ କରାଯାଇଛି । ସକରାତ୍ମକ ଜମା କରିବା ଚେକ୍ର
Anupambharat News Bureau | ଦେଶ | | 1472 | Read...
ନୂଆଦିଲ୍ଲୀ:ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ଲିଃ ଚେୟାର୍ମ୍ୟାନ୍ ମୁକେଶ ଅମ୍ବାନୀ ବିଶ୍ୱର ଚତୁର୍ଥ ଧନୀ ତାଲିକାରେ ରହିଛନ୍ତି । ବିଲିୟାନାରୀ ମୁକେଶ ବିଶ୍ୱର ଚତୁର୍ଥ ଧନୀ ହେବାର ଗୌରବଲାଭ କରିଛନ୍ତି । ବ୍ଳମ୍ବଗ ବିଲିୟ
Anupambharat News Bureau | ଦେଶ | | 1471 | Read...
କୋଝିକୋଡ଼: କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାତ୍ରା କରୁଥିବା ୨ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରୀୟ ଉଦ୍ୟୋଗୀକ ସୁରକ୍ଷାବଳ ସୂତ୍ର ସମାଚାର ଏଜେନ୍
Anupambharat News Bureau | ଓଡ଼ିଶା | | 1470 | Read...
ଭୁବନେଶ୍ୱର, ୮ା୮(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ମୃତୁ୍ୟ ୨୫୦ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ଅଜଣା ଅଦୃଶ୍ୟ ଭୂତାଣୁ ପୁଣି ୧୨ ମୁଣ୍ଡ ନେଇଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି ବୋଲି ରାଜ
Anupambharat News Bureau | ଓଡ଼ିଶା | | 1469 | Read...
ଭୁୁବନେଶ୍ୱର,୮ା୮(ଅନୁପମ ମିଡ଼ିଆ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିପାରେ । ଏହି ପରିପ୍ରେକ୍ଷୀରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକା
Anupambharat News Bureau | ଓଡ଼ିଶା | | 1468 | Read...
ବ୍ରହ୍ମପୁର,୮ା୮(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ ସମସ୍ତ ପ୍ରକାର ଦୋକାନ ଖୋଲିପାରିବେ କିନ୍ତୁ ଜିଲ୍ଲା ପ୍ରଶାସନର ପାଞ୍ଚ ସୂତ୍ରୀ ନିୟମକୁ ପାଳନ କରିବା ଜରୁରୀ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ବ୍
Anupambharat News Bureau | ଦେଶ | | 1467 | Read...
ନୂଆଦିଲ୍ଲୀ-ସମଗ୍ର ବିଶ୍ୱରେ ଆତଙ୍କ ବାତ୍ତାବରଣ ଖେଳାଇଥିବା କୋଭିଡ-୧୯ କରୋନା ରୋଗର ସଂକ୍ରମଣ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ବିଶ୍ୱର ବିଭିନ୍ନ ପ୍ରମୁଖ ରାଷ୍ଟ୍ରରେ ଲକ୍ଷାଧିକ ଜୀବନ ନଷ୍ଟ ହୋଇଛି । ପ୍ରଭାବିତ ର
Anupambharat News Bureau | ଓଡ଼ିଶା | | 1466 | Read...
ବ୍ରହ୍ମପୁର, ୮ା୮ (ଅନୁପମ ମିଡ଼ିଆ): ଆଜି ସକାଳ ପ୍ରାୟ ୭ଟା ୧୦ ମିନିଟ୍ ସମୟରେ ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକଫର ସ୍କେଲରେ ଏହାର ତୀବ୍ରତା ୩.୮ ଥିବା ସରକାରୀ ସୂତ୍ରରୁ ସୂଚନା
Anupambharat News Bureau | ଦେଶ | | 1465 | Read...
ନୂଆଦିଲ୍ଲୀ, ୮ା୮: ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ନିବାସୀ ଗିରିଶ ଚନ୍ଦ୍ର ମୁର୍ମୁ ଶନିବାର ଭାରତର ଚତୁର୍ଦ୍ଦଶ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କା
Anupambharat News Bureau | ଓଡ଼ିଶା | | 1464 | Read...
ଆଜି ରାଜ୍ୟରେ ଉଭୟ ସୁସ୍ଥ ଓ ଆକ୍ରାନ୍ତରେ ରେକର୍ଡ଼ ହୋଇଛି । ଆଜି ୧୮୧୦ ସୁସ୍ଥ ହୋଇଥିବା ବେଳେ ୧୮୩୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସୁସ୍ଥ ଙ୍କ ସଂଖ୍ୟା ବଢ଼ି ୨୮,୬୯୭ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ
Anupambharat News Bureau | ଓଡ଼ିଶା | | 1463 | Read...
ଭୁବନେଶ୍ୱର,୭ା୮(ଅନୁପମ ମିଡ଼ିଆ): ଗତ ଜୁଲାଇ ଭଳି ଚଳିତ ଅଗଷ୍ଟରେ ମଧ୍ୟ କରୋନା ରାଜ୍ୟରେ ତାର କାୟା ମେଲାଇ ଚାଲିଛି । ଗତ ଏକ ସପ୍ତାହ ମଧ୍ୟରେ ଏହି ଭୂତାଣୁ ରାଜ୍ୟରେ ୭୧ ମୁଣ୍ଡ ନେଇଛି । ସେଥିମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ
Anupambharat News Bureau | ଓଡ଼ିଶା | | 1462 | Read...
ଭୁବନେଶ୍ୱର, ୭ା୮,(ଅନୁପମ ମିଡ଼ିଆ): ରାଜ୍ୟ ପୋଲିସରେ ୯୦୫ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ୨୧ଟି ଜିଲ୍ଲାର ୨୨୦ ଥାନା ଓ ୬ଟି ଫାଣ୍ଡିରେ ପୋଲିସ କର୍ମଚାରୀ ଆବଶ୍ୟକତା ପୂରଣ କରାଯ
Anupambharat News Bureau | ଓଡ଼ିଶା | | 1461 | Read...
ଭୁବନେଶ୍ୱର, ୭ା୮(ଅନୁପମ ମିଡ଼ିଆ): ଶନିବାରଠାରୁ ଆଗାମୀ ୧୧ ତାରିଖ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ସେହିପରି ଆସନ୍ତ
Anupambharat News Bureau | ଦେଶ | | 1460 | Read...
ନୂଆଦିଲ୍ଲୀ: କେରଳର କୋଜିକୋଡ ରନ୍େୱରେ ଏୟାର ଇଣ୍ଡିଆର ଏକ ଯାତ୍ରୀ ବାହୀ ବିମାନ ଶୁକ୍ରବାର ସନ୍ଧ୍ୟା ୭.୪୦ରେ କ୍ରାସ ଲ୍ୟାଣ୍ଡିଂ ଦୁଇ ପାଇଲଟଙ୍କ ସମେତ ୧୫ ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ବହୁ ଗୁରୁତର ଥିବାରୁ ମୃତୁ୍ୟ ସଂଖ୍
Anupambharat News Bureau | ଦେଶ | | 1459 | Read...
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦାରେ ଜଣେ ଯୁବକଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଛି । ସମ୍ମାନ-ହାନି ପାଇଁ ଯୁବତୀଙ୍କ ପରିବାର ଲୋକେ ପ୍ରେମୀଯୁଗଳଙ୍କୁ ଜୀବିତ ଜଳାଇ ଦେଇଛନ୍ତି । ଅନର କିଲିଂର ଏହି ମାମଲା ମଣ୍ଟୌନ୍ଧ ଥାନା ଅଞ
Anupambharat News Bureau | ଦେଶ | | 1458 | Read...
ମୁମ୍ବାଇ: ମାୟନଗରୀ ମୁମ୍ବାଇରେ ଗତ କିଛି ଦିନ ହେଲା ଭୀଷଣ ବର୍ଷା ଲାଗି ରହିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କରୋନା ପାଇଁ ଲୋକେ ଏତେ ହଇରାଣ ହରକତ ହେଉଥବା ସମୟରେ ପୁଣି ବର୍ଷା ଯୋଗୁଁ ଲୋକଙ୍କ ଅବସ୍ଥା ଆହୁରି ବ
Anupambharat News Bureau | ଦେଶ | | 1457 | Read...
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଅବସରରେ ଗୁରୁବାର ଦିନ ବାଡ଼ମେର ଜିଲ୍ଲାର ପାୟଲ କଲ୍ଲା ପଞ୍ଚାୟତ ସମିତିର ମୋତିସରା ଗାଁର ୫୦ ମୁସଲମାନ ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ହିନ୍ଦୁ ଧର୍ମ ଗ୍ରହଣ କରିଥିବା
Anupambharat News Bureau | ଦେଶ | | 1456 | Read...
ନୂଆଦିଲ୍ଲୀ:ଭାରତ ସରକାର ଚୀନ୍ ବିରୁଦ୍ଧରେ ଡିଜିଟାଲ୍ ଷ୍ଟ୍ରାଇକ୍ ସ୍ୱରୁପ ୫୯ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଅନେକ ଆପ୍ ମଧ୍ୟରେ ଜିଓମି ଓ ବାଉଡୁ ସାମିଲ୍ ହୋଇଛି । ୧୦୮ଟି ବିଭିନ୍ନ ଆପ୍ଳିକେସନ୍ରେ
Anupambharat News Bureau | ଦେଶ | | 1455 | Read...
ନୂଆଦିଲ୍ଲୀ:ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ରେପୋ ରେଟ୍ ଓ ସୁଧହାର ଅପରିବର୍ତ୍ତିତ ରଖିଛନ୍ତି । ନିକଟରେ ଗ୍ରାହକ ମୁଦ୍ରାସ୍ପୀତି ଷ୍ଟକ୍ ଉତ୍ସାହଜନକ ବୃଦ୍ଧି ହୋଇଛି । ଖୁଚୁରା ମୂଲ୍ୟ ମଧ୍ୟମଧରଣ ଟାର୍ଗେଟ୍ ଅଗ୍
Anupambharat News Bureau | ଓଡ଼ିଶା | | 1454 | Read...
ଭୁବନେଶ୍ୱର, ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିଜର କରୋନା ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ନେଇ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ମିଳିଥିବା ସୂ
Anupambharat News Bureau | ଓଡ଼ିଶା | | 1453 | Read...
ଭୁବନେଶ୍ୱର, ୬ା୮(ଅନୁପମ ମିଡିଆ): ଆସନ୍ତା କାଲି (ଶୁକ୍ରବାର) ଦିନ ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନ
Anupambharat News Bureau | ଓଡ଼ିଶା | | 1452 | Read...
ବ୍ରହ୍ମପୁର,୬ା୮(ବିନୋଦ ପଟ୍ଟନାୟକ) : ଏପଟେ କରୋନା ସେପଟେ ଶ୍ରାବଣ । ଦୁହିଁଙ୍କ ଦାଉରେ ପେଶି ହୋଇଯାଇଛନ୍ତି ଚାଷୀକୂଳ । କରୋନା କଟକଣା ଫଳରେ ଦୀର୍ଘ ଦିନ ବନ୍ଦ ରହିଥିଲା ଦୋକାନ ବଜାର । ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଯାଇଥିଲା । ଫ
Anupambharat News Bureau | ଦେଶ | | 1451 | Read...
ଅହମଦାବାଦ, ଗତ ରାତିରେ ଗୁଜରାଟର ଅହମଦାବାଦସ୍ଥିତ ଏକ ଘରୋଇ କୋଭିଡ୍-୧୯ ହସ୍ପିଟାେରେ ଭୀଷଣ ଅଗ୍ନିକାଣ୍ଡ ଘଟି ୮ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଅହମଦାବାଦର ନବରଙ୍ଗପୁର ଅଞ୍ଚଳରେ ଅବସ୍ଥିତ ଉକ୍ତ ହସ୍ପିଟାଲର ଚତୁର୍ଥ ତାଲାରେ
Anupambharat News Bureau | ଓଡ଼ିଶା | | 1450 | Read...
ସମ୍ବଲପୁର: ବୁର୍ଲା ଭୀମସାର ମେଡ଼ିସିନ ବିଭାଗର ୯ ଜଣ ଡ଼ାକ୍ତର ଗତ ମଙ୍ଗଳବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଡ଼ାକ୍ତର ମାନଙ୍କ ସଂସ୍ପର୍ଶରେ ଆସିଥିବା ୭୦ ଜଣ ଡ଼ାକ୍ତରଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ
Anupambharat News Bureau | ଓଡ଼ିଶା | | 1449 | Read...
ଭୁବନେଶ୍ୱର, ୬ା୮ (ଅନୁପମ ମିଡିଆ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩୫ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର
Anupambharat News Bureau | ଦେଶ | | 1448 | Read...
ନୂଆଦିଲ୍ଲୀ/ଭୁବନେଶ୍ୱର, ୬ା୮: କରୋନା ଜରୁରୀକାଳୀନ ପ୍ରଶମନ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ପ୍ୟାକେଜର ଦ୍ୱିତୀୟ କିସ୍ତିରେ ଓଡ଼ିଶା ସମେତ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ପକ
Anupambharat News Bureau | ଓଡ଼ିଶା | | 1447 | Read...
ଭୁବନେଶ୍ୱର,୫ା୮(ଅନୁପମ ମିଡ଼ିଆ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ େୱଲ ମାର୍କ୍ ଲୋ ପ୍ରେସର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡ଼ିଶା ବିଭିନ୍ନ ଜିଲ୍ଲାରେ ପ୍ରବଳ ବ
Anupambharat News Bureau | ଦେଶ | | 1446 | Read...
ନୂଆଦିଲ୍ଲୀ:ଆମାଜନ୍ ପ୍ରାଇମ୍ ଡେ ୨୦୨୦ ଓ ଫ୍ଳିପ୍କାର୍ଟ ବିଗ୍ ସେଭିଂ ଡେ୍ ସେଲ୍ ମଧ୍ୟରାତ୍ରିରୁ ଆରମ୍ଭ ହେବା ଉଭୟ ଆମାଜନ୍ ଓ ଫ୍ଳିପ୍କାର୍ଟ ବିକି୍ର ଗ୍ରେଟ୍ ଡିଲ୍ ସହିତ କେତେକ ନିର୍ଦ୍ଧିଷ୍ଟ ମୋବା
Anupambharat News Bureau | ଓଡ଼ିଶା | | 1445 | Read...
ଭୁବନେଶ୍ୱର, ୫ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଦିନକରେ ୧୩୩୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହି ଭୂତାଣୁ ଆଉ ନ’ ମୁଣ୍ଡ ନେଇଛି । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୯୦୧୮ କୁ ବୃଦ୍ଧି ପାଇଛି । ସେହିଭଳି କରୋନା ମୃତୁ୍ୟ ୨
Anupambharat News Bureau | ଦେଶ | | 1444 | Read...
ନୂଆଦିଲ୍ଲୀ , ୫ା୮: ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ବୁଧବାର ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର
Anupambharat News Bureau | ଓଡ଼ିଶା | | 1443 | Read...
ଭୁବନେଶ୍ୱର, ୫ ।୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ବୁର୍ଲାର ଭିମ୍ସାରରେ ରାଜ୍ୟର ଚତୁର୍ଥ ଓ ପଞ୍ଚମ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି । ଏହି ଅବସର
Anupambharat News Bureau | ଓଡ଼ିଶା | | 1442 | Read...
ଭୁବନେଶ୍ୱର, ୫ା୮(ଅନୁପମ ମିଡ଼ିଆ): ଗତ ପାଞ୍ଚ ମାସ ଧରି ଓଡ଼ିିଶା କୋଭିଡ ବିରୁଦ୍ଧରେ ଲଢେଇ ଜାରି ରହିଛି । ଏହି ଲଢେଇର ଆଗଧାଡିରେ ରହିଥିବା କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ରାଜ୍ୟର କୋଭିଡ ଆରୋଗ୍ୟଙ୍କ
Anupambharat News Bureau | ଦେଶ | | 1441 | Read...
ନୂଆଦିଲ୍ଲୀ: ରେଡ୍ମି ୯ପ୍ରାଇମ୍ ବଜାରରେ ପ୍ରବେଶ କରିଛି । ଏହାର ମୂଲ୍ୟ ୯,୯୯୯ ଟଙ୍କା ଅବସ୍ଥାପିତ ୬୪ଜିବି ଷ୍ଟୋରେଜ୍ ଭର୍ସନ୍ ରହିଛି । ରେଡ୍ମି ୯ ପ୍ରାଇମ୍ ଜିଓମି ଗ୍ରାହକଙ୍କୁ ସୁହାଇଲା ଭଳି ସ୍ମାର୍ଟଫୋନ୍
Anupambharat News Bureau | ବିଦେଶ | | 1440 | Read...
ବେରୁଟ୍: ଲେବାନନ୍ ରାଜଧାନୀ ବେରୁଟ୍ ସହରରେ ଭୟଙ୍କର ବିସ୍ପୋରଣ । ବିସ୍ପୋରଣ ମାତ୍ରା ଏତି ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳ ଥରି ଉଠିବା ସହ କୋଠା ଗୁଡିକ ବାଲିଘର ଭଳି ଭୁଶୁଡ଼ି ପଡ଼ିଛି । ଏଥିରେ ଶତାଧିକ ଆହତ ହୋଇଥିବା ଖବର ଆ
Anupambharat News Bureau | ଦେଶ | | 1439 | Read...
ଅଯୋଧ୍ୟା: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଅଯୋଧ୍ୟା ଭୂମି ପୂଜନ ଉତ୍ସବ ପରେ ଟୁଇଟ୍ କରି ନରେନ୍ଦ୍ର ମୋଦୀ ସରକାରକୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଟୁଇଟ୍ର ଲେଖିଛନ୍ତି ଯେ, ରାମ ହେଉଛନ୍ତି ପ୍ରେମ, ସେ
Anupambharat News Bureau | ଓଡ଼ିଶା | | 1438 | Read...
ଭୁବନେଶ୍ୱର, ୪ା୮(ଅନୁପମ ମିଡ଼ିଆ): ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି । ଆଇଏଏସ୍, ଆପିଏସ୍, ଆଇଆରଏସ୍, ଆଇଏଫ୍ସ ଆଦି ବିଭିନ୍ନ ବର୍ଗର ପରୀକ୍ଷାର୍ଥୀଙ୍କୁ ମିଶାଇ ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ହ
Anupambharat News Bureau | ଓଡ଼ିଶା | | 1437 | Read...
ଭୁବନେଶ୍ୱର, ୪ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସହିଦ କୋଭିଡ ଯୋଦ୍ଧାଙ୍କ ପରିବାର ଯେପରି ସହାୟତା ପାଇବାରେ ଅସୁବିଧାର ସମ୍ମ
Anupambharat News Bureau | ଓଡ଼ିଶା | | 1436 | Read...
ଭୁବନେଶ୍ୱର,୪ା୮(ଅନୁପମ ମିଡ଼ିଆ): ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ସମଗ୍ର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଏହାସହ ପବନର ବେଗ ଘଣ
Anupambharat News Bureau | ଦେଶ | | 1435 | Read...
ନୂଆଦିଲ୍ଲୀ, ୪ା୮: କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନାରୁ ଜଣାପଡିଛି । କେନ୍ଦ୍ରମନ୍ତ୍ରୀ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହେବା ପରେ ତାହାଙ୍କୁ ମେଦାନ୍ତା ହସ୍ପିଟାଲ୍ରେ ଭର
Anupambharat News Bureau | ଦେଶ | | 1434 | Read...
ନୂଆଦିଲ୍ଲୀ: ସର୍ଟ ଭିଡିଓ ପ୍ଲାଟଫର୍ମ ଟିକଟକକୁ କ୍ରୟ କରିବା ନେଇ ଆଲୋଚନା ଜାରି ରହିବ ଏବଂ ସେପେଫମ୍ବର ୧୫, ୨୦୨୦ ସୁଦ୍ଧା ମାଇକ୍ରୋସଫଫ ଟିକ୍-ଟକକୁ କିଣିବ । ରବିବାର ଏ ନେଇ ଘୋଷଣା କରିଛି ମାଇକ୍ରୋସଫଫ । ସତ୍ୟ ନାଡେଲାଙ୍କ ନେ
Anupambharat News Bureau | ଦେଶ | | 1433 | Read...
ଭୁବନେଶ୍ୱର : ରାଜ୍ୟ ସରକାର ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାନଙ୍କ ନିମନ୍ତେ ଅଗଷ୍ଟ ମାସ ଲାଗି ନୂଆ ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟରେ ଥିବା ସବୁ ବାଣିଜ୍ୟିକ ବ୍ୟାଙ୍କ,ଗ୍ରାମୀଣ ବ୍ୟାଙ୍କ, ସମବାୟ ବ
Anupambharat News Bureau | ଦେଶ | | 1432 | Read...
ମୁମ୍ବାଇ: ଆଜି ସାରା ଦେଶରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଉଛି ।ସବୁ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ସୁରକ୍ଷାର ବଚ୍ଚନ ନେଉଛନ୍ତି । ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ଚଳିତ ବର୍ଷ ନିଜ ଭାଇ ହାତର
Anupambharat News Bureau | ଦେଶ | | 1431 | Read...
ନୂଆଦିଲ୍ଲୀ,୩ା୮:ଭାରତ ଚୀନ୍ ସୀମା ମଧ୍ୟରେ କୌଣସି ଭବିଷ୍ୟତର ଆକ୍ରମଣର ଆଶଙ୍କାକୁ ମୁକାବିଲା କରିବା ପାଇଁ ଭାରତ ସେନା ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଭାରତ-ଚୀନ୍ ସୀମା ମଧ୍ୟରେ କିଛି ଅଞ୍ଚଳ ଅକ୍ତିଆରକୁ କେନ୍ଦ
Anupambharat News Bureau | ଓଡ଼ିଶା | | 1430 | Read...
ଭୁବନେଶ୍ୱର, ୩ା୮(ଅନୁପମ ମିଡ଼ିଆ):ମଙ୍ଗଳବାରଠାରୁ ମୋ ବସ୍ ଚଳାଚଳ ଆରମ୍ଭ ହେବ । ମୋଟ ୮ ଟି ରୁଟ୍ ରେ ନନ୍ ଏସି ବସ୍ ଚାଲିବ । ସକାଳ ୭ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବସ୍ ସେବା ଚାଲୁ ରହିବ । ରୁଟ୍ ନଂ ୧୧, ୧୬ , ୧୮, ୨୦, ୨
Anupambharat News Bureau | ଓଡ଼ିଶା | | 1429 | Read...
ଭୁବନେଶ୍ୱର, ୩ା୮(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ମୃତୁ୍ୟର ତାଣ୍ଡବ ଜାରି ରଖିଛି । ଗତ ତିନି ଦିନରେ ଏହି ଅଜଣା ଭୂତାଣୁ ୩୦ ମୁଣ୍ଡ ନେଇଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ୨୦୭କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ ମୃତକଙ୍କ ମଧ୍
Anupambharat News Bureau | ଦେଶ | | 1428 | Read...
ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ପାଇଁ ଆଉ ୩ ଦିନ ବାକି ରହିଛି । ଭୂମିପୂଜନ ପାଇଁ ଆୟୋଜନ କାର୍ଯ୍ୟକ୍ରମ ଜୋର ସୋରରେ ଚାଲିଛି ଭୂମିପୂଜନରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ । ଏହା ପୂର୍ବରୁ ହନୁମାନ ଗଢିରେ ୩ ମି
Anupambharat News Bureau | ଦେଶ | | 1427 | Read...
ନୂଆଦିଲ୍ଲୀ: କଂଗ୍ରେସର ଅଭିଜ୍ଞ ତଥା ନୂଆ ନେତାଙ୍କ ମଧ୍ୟରେ ଛକାପrା ମଧ୍ୟରେ ଦଳର ବରିଷ୍ଠ ନେତାମାନେ ଶନିବାର ନିଜର ଯୁବ ସହକର୍ମୀଙ୍କୁ ନିଜର ଆଧିପତ୍ୟକୁ ଅପମାନ ନକରିବାକୁ ପରାମର୍ଶ ଦେଇଛନ୍ତି । ସେମାନେ କେବଳ ଜନସାଧାରଣଙ୍କ
Anupambharat News Bureau | ଦେଶ | | 1426 | Read...
ଅଯୋଧ୍ୟା: ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟା ରାମଜନ୍ମଭୂମିରେ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ । ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇଛି । ଏଥିଲାଗି ପ୍ରସ୍ତୁତି ଏବେ ଚ
Anupambharat News Bureau | ଦେଶ | | 1425 | Read...
ନୂଆଦିଲ୍ଲୀ: ଚାଲବାଜି ଚଳାଇଛି ଚାଇନା । ସୀମାରେ ଠୁଳ କରୁଛି ସୈନିକ । ଗଲୱନ୍ ଏବଂ ପାଙ୍ଗଗ ସୋ ପରେ ଏବେ ଲିପୁଲେଖ ପାସ୍ ନିକଟରେ ସୈନ୍ୟ ଠୁଳ କରୁଛି ଚାଇନା । କୁହାଯାଉଛି ଲିପୁଲେଖର ସେ ପାଖରେ ଚାଇନା ଏକ ବାଟାଲିଅନ ବା ୧ ହଜା
Anupambharat News Bureau | ଓଡ଼ିଶା | | 1424 | Read...
ଭୁବନେଶ୍ୱର,୨ା୮(ଅନୁପମ ମିଡ଼ିଆ): ରାଜ୍ୟରେ ରବିବାର ଆଉ ୧୪୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୪୯୧୩ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୧୪୩୪ ଜଣଙ୍କ ମଧ୍ୟରୁ ୮୮୯
Anupambharat News Bureau | ଓଡ଼ିଶା | | 1423 | Read...
ଭୁବନେଶ୍ୱର,୨ା୮ (ଅନୁପମ ମିଡ଼ିଆ): ଆସନ୍ତା ୪ ତାରିଖରେ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିିରି, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ଦେବଗଡ଼, ଢ଼େଙ୍କ
Anupambharat News Bureau | ଓଡ଼ିଶା | | 1422 | Read...
ବ୍ରହ୍ମପୁର,୨ା୮(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ଭୂତାଣୁ ପୁରା ବେକାବୁ ହେବାରେ ଲାଗିଛି । ଅନ୍ୟପକ୍ଷେ ଗଞ୍ଜାମ ଜିଲ୍ଳାର କରୋନା ସ୍ଥିତି ଉଦ୍ବେଗଜନକ ରହିଛି । ଜିଲ୍ଲାରେ କରୋନା ମୃତୁ୍ୟ ଶତକ ପାର କରିଥିବା ବେଳେ ଆକ୍ରାନ୍ତ
Anupambharat News Bureau | ଦେଶ | | 1421 | Read...
ନୂଆଦିଲ୍ଲୀ,୨ା୮: ଦେଶର ବିଶିଷ୍ଟ ନେତା ଓ ପ୍ରଶାସକ କରୋନା ଆକ୍ରାନ୍ତ ହେବାରେ ଲାଗିଛନ୍ତି । ତେବେ ଆଜି ସୁସ୍ଥ ପରେ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ଅମିତାଭ ବଚ୍ଚନ । ଆଜି ତାଙ୍କ ରିପୋର୍ଟ ନେଗଟିଭ ଆସିବା ପରେ ସେ ମେଡ଼ିକାଲରୁ
Anupambharat News Bureau | ଦେଶ | | 1420 | Read...
ନୂଆଦିଲ୍ଲୀ:ଅର୍ଥମନ୍ତ୍ରଣାଳୟ ସହିତ ଆର୍ବିଆଇ ଆବଶ୍ୟକୀୟ ଋଣ ପୁର୍ନଗଠନ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳାସୀତାରମନ୍ ପ୍ରକାଶ କରିଛନ୍ତି । ଆର୍ବିଆଇ ଋଣ ପୁନ ର୍ଗଠନ କରିବା ସହ କୋଭିଡ୍-୧୯ ପ୍ରଭାବିତ ହୋଇଥିବା ଉଦ
Anupambharat News Bureau | ଦେଶ | | 1419 | Read...
ନୂଆଦିଲ୍ଲୀ:ଟୟେଟା କମ୍ପାଟ୍ ଏସ୍ୟୁଭି ବଜାର ପ୍ରବେଶ କରିଛି । ପାର୍ବଣ ଋତୁକୁ ଦୃଷ୍ଟି ରଖି ଏହା ବଜାର ପ୍ରବେଶ କରିଥିବାବେଳେ ଜୁଲାଇରେ ବିକି୍ର ୫୨.୩ ପ୍ରତିଶତ ହ୍ରାସ ହୋଇଛିା କିନ୍ତୁ ୩୯.୩୨% ଏମ୍ଓଏମ୍ ମଧ୍ୟରେ ଟୟେଟ
Anupambharat News Bureau | ବିଦେଶ | | 1418 | Read...
ନୂଆଦିଲ୍ଲୀ : ଚୀନ ଓ ଭାରତ ବିବାଦରେ ଅଷ୍ଟ୍ରେଲିଆ ଭାରତକୁ ସମର୍ଥନ କରିବା ପରେ ଚୀନ ଅଷ୍ଟ୍ରେଲିଆର ସମାଲୋଚନା କରିଛି । ବେଜିଂ ବିରୁଦ୍ଧରେ ଭାରତରେ ଥିବା ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବେରି ଓ’ ଫେରାଲ ଦେଇଥିବା ମନ୍ତବ୍ୟ ବେଆଇନ
Anupambharat News Bureau | ଦେଶ | | 1417 | Read...
ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍ ସ୍ଥିତ ହିନ୍ଦୁସ୍ତାନ ସିପିୟାର୍ଡରେ ଏକ କ୍ରେନ୍ ଦୁର୍ଘଟଣାରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବିଶାଖାପାଟନମ୍ ଜିଲ୍ଲାପାଳ ବିନୟ ଚାନ୍ଦ ଏହି ଘଟଣା ସଂପର୍କରେ
Anupambharat News Bureau | ଦେଶ | | 1416 | Read...
ନୂଆଦିଲ୍ଲୀ: ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ । ସିଙ୍ଗାପୁରରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘଦିନ ଧରି ସିଙ୍ଗାପୁର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୨୦୧୩ରେ ଅମର ସିଂଙ୍କ କିଡନୀ ଅଚଳ ହୋ
Anupambharat News Bureau | ଓଡ଼ିଶା | | 1415 | Read...
ବ୍ରହ୍ମପୁର,୧ା୮(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ ବ୍ୟବସାୟୀ ଓ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଲକ୍ ଡାଉନ୍ ଓ ସଟ୍ ଡାଉନ୍ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ସକାଳ ୫ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ
Anupambharat News Bureau | ଓଡ଼ିଶା | | 1414 | Read...
ଭୁବନେଶ୍ୱର, ୧ା୮(ଅନୁପମ ମିଡ଼ିଆ): ରାଜ୍ୟରେ ପୁଣି କରୋନା ୧୦ ମୁଣ୍ଡ ନେଇଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୧୮୭ କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ପାଞ୍ଚ ଜଣ ହୋଇଥିବ
Anupambharat News Bureau | ଓଡ଼ିଶା | | 1413 | Read...
ଭୁବନେଶ୍ୱର,୧ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ବ୍ରହ୍ମପୁରରେ ୧୫୦ ଲେଖାଏଁ ଶଯ୍ୟା ଥିବା ଦୁଇଟି କୋଭିଡ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି । ବ୍ରହ୍ମପୁରର କନିଷି ଠାର
Anupambharat News Bureau | ଓଡ଼ିଶା | | 1412 | Read...
ଶିନିବାରଠାରୁଲାଗୁ ହେବାକୁ ଥିବା ନୂତନ ଗାଇଡ୍ ଲାଇନ୍ ଅନୁଯାୟୀ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ସର୍ବସାଧାରଣରେ ଛେପ ନ ପାକାଇବା, ବାହାଘର ଓ ଶୁଦ୍ଧିଘରରେ ନିର୍ଦ୍ଧାରିତ ଲୋକଙ୍କ ଠାରୁ ଅଧିକ ଲୋକ ଯୋଗ
Anupambharat News Bureau | ଓଡ଼ିଶା | | 1411 | Read...
ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ଏବଂ ପୁରା ରାଜ୍ୟରେ ବର୍ଷା ହେବାର ସ
Anupambharat News Bureau | ଓଡ଼ିଶା | | 1410 | Read...
ବ୍ରହ୍ମପୁର,୩୧ା୭(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ନିଜ କାୟା ମେଲାଇ ଚାଲିଥିବା ବେଳେ ଜୁଲାଇ ମାସରେ ସର୍ବାଧିକ୧୫୦ରୁ ଊର୍ଦ୍ଧ୍ୱ ମୁଣ୍ଡ ନେଇଛି । ଏଥିରେ ଶୀର୍ଷରେ ରହିଛି ଗଞ୍ଜାମ ଜିଲ୍ଲା । ଜୁଲାଇରେ ଏହି ଅଜଣା ଭୂତାଣୁ ଜିଲ୍ଲ
Anupambharat News Bureau | ଓଡ଼ିଶା | | 1409 | Read...
ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଅଗଷ୍ଟ ମାସ ଲାଗି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥର ଗାଇଡ୍ ଲାଇନ୍ରେ ସମଗ୍ର ରାଜ୍ୟରେ କଟକଣା କିଛି ମାତ୍ରାରେ କୋହଳ ହୋଇଥିବା ବେଳେ କେବଳକଣ୍ଟେନମେଣ୍ଟ ଜାନରେ ସ
Anupambharat News Bureau | ଦେଶ | | 1408 | Read...
ନୂଆଦିଲ୍ଲୀ:ଅନିଲ୍ ଅମ୍ବାନୀ ଗ୍ରୁପ୍ର ମୁଖ୍ୟାଳୟକୁ ୟସ୍ବ୍ୟାଙ୍କ୍ ନିଜ ଅଧିନକୁ ଆଣିଛି । ଅନିଲ୍ ଅମ୍ବାନୀ ୟସ୍ବ୍ୟାଙ୍କ୍ର ୨,୮୯୨ କୋଟି ବକେୟା ଜମା କରିବାରେ ବିଫଳ ହୋଇଛନ୍ତି । ବେସରକାରୀ ଋଣ ପ୍ରଦାନକାରୀ
Anupambharat News Bureau | ବିଦେଶ | | 1407 | Read...
ନୂଆଦିଲ୍ଲୀ: ଚୀନରେ ପୁଣି ଥରେ କରୋନା ଭାଇରସ୍ ଆକ୍ରମଣାତ୍ମକ ଭାବେ ଫେରିଛି । କାରଣ କ୍ରମାଗତ ଚତୁର୍ଥ ଦିନରେ ମଧ୍ୟ ଅଧିକ ସଂଖ୍ୟାରେ କେସ୍ ବୃଦ୍ଧି ଘଟିଛି । ଦେଶର ସ୍ୱାସ୍ଥ୍ୟ ବିଭାଗ ଗୁରୁବାର କହିଛି ଜୁଲାଇ ୩୦ ରେ ଦେଶରେ
Anupambharat News Bureau | ବିଦେଶ | | 1406 | Read...
ୱାଶିଂଟନ୍: ଭାରତ, ଚୀନ୍ ଏବଂ ଋଷ ନିଜ ଏୟାର କ୍ୱାଲିଟିର ଧ୍ୟାନ ରଖନ୍ତିନାହିଁ କି;ୁ ଆମେରିକା ସବୁବେଳେ ବାୟୁର ମାନ ପ୍ରତି ଗୁରୁତ୍ୱ ଦେଇଥାଏ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ । ସେ ପ୍ୟାରିସ୍
Anupambharat News Bureau | ଦେଶ | | 1405 | Read...
ନୂଆଦିଲ୍ଲୀ: ଭାରତବର୍ଷରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି କରୋନା ଭୂତାଣୁର ସଂକ୍ରମଣ । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହି କରୋନା ସଂକ୍ରମଣ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଦୈନିକ ହଜାର ହଜାର ମୃତୁ୍ୟବରଣ କରୁଥିବା ବେଳେ ଲ
Anupambharat News Bureau | ଓଡ଼ିଶା | | 1404 | Read...
ଭୁବନେଶ୍ୱର, ୩୦ା୭ (ଅନୁପମ ମିଡିଆ): କରୋନାରେ ପ୍ରାଣ ହରାଇଥିବା ରାଜ୍ୟର ୨ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ମଂଜୁର କରିଛନ୍ତି । ଏ ସଂକ୍ରାନ୍ତରେ
Anupambharat News Bureau | ଓଡ଼ିଶା | | 1403 | Read...
ଭୁବନେଶ୍ୱର, ୩୦ା୭ (ଅନୁପମ ମିଡିଆ):୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧିନରେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର । କରୋନା ସ୍ଥିତିର ସୁପରିଚାଳନା ପାଇ
Anupambharat News Bureau | ଓଡ଼ିଶା | | 1402 | Read...
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୯ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ
Anupambharat News Bureau | ଓଡ଼ିଶା | | 1401 | Read...
ଭୁବନେଶ୍ୱର, ୩୦ା୭ (ଅନୁପମ ମିଡିଆ): ରାଜ୍ୟରେ ଆଉ ୧୨୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୦୩୭୮ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନ
Anupambharat News Bureau | ଦେଶ | | 1400 | Read...
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସକୁ ୬ ମାସ ହୋଇସାରିଛି ୬ ମାସ ପରେ ଦେଶରେ କରୋନା ମାମଲାରେ ରେକର୍ଡ ସଂଖ୍ୟକ ବୃଦ୍ଧି ହୋଇଛି । ଗୋଟିଏ ଦିନରେ ୫୨ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଜୁଲାଇ ୨୭ ତାରିଖରେ
Anupambharat News Bureau | ଓଡ଼ିଶା | | 1399 | Read...
କଟକ, ୨୯ା୭(ଅନୁପମ ମିଡ଼ିଆ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଆଜି ପୂର୍ବାହ୍ନ ୧୧ଟା ବେଳେ ପ୍ରକ
Anupambharat News Bureau | ଦେଶ | | 1398 | Read...
ନୂଆଦିଲ୍ଲୀ,୨୯ା୭: ଦୀର୍ଘ ୩୪ ବର୍ଷ ପରେ ଦେଶର ଶିକ୍ଷା ନୀତଜ୍ଞେର wପରିବର୍ତ୍ତନ ଅଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ରେ ନୂଆ ଶିକ୍ଷାନୀତି ୨୦୨୦କୁ ମଞ୍ଜ
Anupambharat News Bureau | ଦେଶ | | 1397 | Read...
ନୂଆଦିଲ୍ଲୀ, ୨୯ା୭: ଦୀର୍ଘ ଦିନର ଅପେକ୍ଷା ପରେ ବୁଧବାର ଅପରାହ୍ନରେ ପାଞ୍ଚଟି ରାଫେଲ ବିମାନ ଅମ୍ବାଲା ଏୟାରବେସରେ ପହଞ୍ଚିଛି । ଏହି ଯୁଦ୍ଧ ବିମାନଗୁଡ଼ିକ ୟୁଏଇରୁ ସକାଳ ୧୧ ଟାରେ ଉଡ଼ାଣ ଆରମ୍ଭ କରିଥିଲା । ୭ଜାର କିମି ଯାତ୍ରା ପର
Anupambharat News Bureau | ଦେଶ | | 1396 | Read...
ନୂଆଦିଲ୍ଲୀ:ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ଭାରତୀୟ ଏୟାର୍ଟେଲ୍ ୫ଜି ବିକଶିତ ଓ ୪ଜି ଉନ୍ନତିକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛି । ୫ଜି ବିକଶିତ ଦିଗରେ ଟ୍ରାଏଲ୍ ଜାରି ରଖିଛି । ଯାହା କିଛିମାତ୍ରାରେ ଟେଲିକୋ ୫ଜି କ୍
Anupambharat News Bureau | ଦେଶ | | 1395 | Read...
ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କ ସ୍ୱତନ୍ତ୍ର ସ୍ଥାୟୀ ଜମାରାଶି ଉପରେ ନଜର ପକାଇବା । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ବେସରକାରୀ ଋଣପ୍ରଦାନକାରୀ ବ୍ୟାଙ୍କ୍ ଓ ଆଇସିଆଇସିଆଇ ବ୍ୟାଙ
Anupambharat News Bureau | ଦେଶ | | 1394 | Read...
ନୂଆଦିଲ୍ଲୀ:ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଧାତବ ପଦାର୍ଥ ସୁନା ୫୧,୬୬୦ ସପ୍ତାହିକ ଆଭରେଜ୍ ବୃଦ୍ଧି ହୋଇ ୫୦,୮୦୨.୮୬ ରହିବା ସହ ୧.୬୯% ରହିଛି । ଚଳିତ ଦିନରେ ସୁନା ୫୧,୬୫୦ ଟଙ୍କା ରହିଥିଲା । ସୁନା ଉଭୟ ବିଶ୍ୱରେ ୧୯୪୫.୩ ଆମେରିକା ଡ
Anupambharat News Bureau | ଦେଶ | | 1393 | Read...
ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ମହାମରୀର କୌଣସି ଔଷଧ ବାହାରି ନାହିଁ ତେଣୁ ଗ୍ରାମଦେବତୀ ତଥା ଗାଁ ଠାକୁରାଣୀଙ୍କୁ ପଣାପାଣି ତଥା ପୂଜାର୍ଚ୍ଚାନ ଏବଂ ପ୍ରତିଦିନ ନିଜ ଘରେ ହନୁମାନ ଚାଳିଶା ପାଠ କଲେ ଏହି ମହାମାରିର ଅନ୍ତ ହୋଇପା