.
Anupambharat News Bureau | ଓଡ଼ିଶା | | 174 | Read...
ଆଠଗଡ,୨୦ା୫ (ଅନୁପମ ମିଡିଆ): ଆଠଗଡରେ ଦେଶି ମଦ କାରବାର ଏତେ ମାତ୍ରରେ ବଢିଯାଇଛି ଯେ ବାରମ୍ବାର ମଦ ପିଇ ଧନ ଜୀବନ ନଷ୍ଟ ହେବାରେ ଲାଗିଛି ତଥାପି ପ୍ରଶାସନ ଏହାକୁ ଅଣଦେଖା କରିବାରେ ସାଧରଣରେ କ୍ଷୋଭ ପ୍ରକାଶ ପାଇଛି । ଆଠଗଡ ଥାନା ଅ&ls
Anupambharat News Bureau | ଓଡ଼ିଶା | | 173 | Read...
ଅନୁଗୋଳ, ୨୦ା୫ (ଅନୁପମ ମିଡିଆ): ଯୌତୁକ ପାଇଁ ବଧୂହତ୍ୟା ଭଳି ସାଂଘାତିକ ଅଭିଯୋଗ ଆସିଛି । ଅନୁଗୋଳ ଥାନା ପୁଲିସ ନତଡ଼ା ଗାଁର ସତ୍ୟାନନ୍ଦ ବେହେରା(ଛଦ୍ମନାମ)ଙ୍କ ପତ୍ନୀ ମୀତାଞ୍ଜଳୀଙ୍କୁ ହତ୍ୟା କରାଯାଇଛି । ଘଟଣା ପରେ ସତ୍ୟାନନ୍ଦ
Anupambharat News Bureau | ଓଡ଼ିଶା | | 172 | Read...
ସିନାପାଲି ୨୦ା୫ (ଅନୁପମ ମିଡିଆ): ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ନିସହାୟ ଲୋକଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ୱାସ୍ଥ୍ୟ ସେବାକୁ ନେଇ ମାଗଣା ସେବା ଯୋଗାଇ ଦେଉଛନ୍ତି । ହେଲେ ନୂଆପଡା ଜି
Anupambharat News Bureau | ଓଡ଼ିଶା | | 171 | Read...
କଟକ,୧୯ା୫(ଅନୁପମମିଡ଼ିଆ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ୨୦୧୯ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ଘଟିଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇଁ ବୋର୍ଡ଼ କର୍ତ୍ତୃପକ୍ଷ
Anupambharat News Bureau | ଓଡ଼ିଶା | | 170 | Read...
ଭୁବନେଶ୍ୱର, ୧୯ ।୫ (ଅନୁପମ ମିଡିଆ) : ଓଡ଼ିଆ ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି । ସେ ନିଜେ ଏକଥା ରବିବାର ପ୍ରକାଶ କରିଛନ୍ତି । ‘ଦ ସେଣ୍ଡ ଏକ୍ସପ୍ରେସ୍’ କୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି
Anupambharat News Bureau | ଦେଶ | | 169 | Read...
ନୂଆଦିଲ୍ଲୀ : ଦେଶର ସାତଗୋଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଆଜି ଆସିଛି ଏକ୍ଜିଯଥ ପୋଲ୍(ବହୁଡ଼ା ମତ) । ସବୁ ସଂସ୍ଥା ଯାହା ପରଖିଛନ୍ତି ବା ଯାହା ଭୋଟ ଦେଲଶ ପରେ ଲୋକଙ୍କ ଠାରୁ ମତ ସଂଗ୍ରହ କରିଛନ୍ତି ତାହା କହୁଛି ଦେଶର
Anupambharat News Bureau | କ୍ରୀଡ଼ା | | 168 | Read...
ଡର୍ବାନ୍,୧୯ ।୫: ବିଶ୍ୱକପ୍ରେ ଭାରତ ତାର ଅଭିଯାନ ଜୁନ୍ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରୁ ଆରମ୍ଭ କରିବ । ତେବେ ତା’ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର୍ ଲୁନ୍ଗି ଏନ୍ଗିଡି ବିରାଟ କୋହଲି
Anupambharat News Bureau | କ୍ରୀଡ଼ା | | 167 | Read...
ନୂଆଦିଲ୍ଲୀ,୧୯ ।୫: ସୀମିତ ଓଭର କ୍ରିକେଟ୍ରେ ଭାରତର ଅନ୍ୟତମ ମହାନ ଖେଳାଳି ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବାକୁ ବିଚାର କରୁଛନ୍ତି । ଆଇସିସି ଅନୁମୋଦିତ ବିଦେଶୀ ଟି୨୦ ଲିଗ୍ରେ ଏକ ସ୍ୱାଧୀନ କ୍ୟାରି
Anupambharat News Bureau | ଓଡ଼ିଶା | | 166 | Read...
ଆସିକା,୧୯ା୫(ଅନୁପମ ମିଡ଼ିଆ): ସ୍ଥାନୀୟ କଳିଙ୍ଗା ରୋଡ଼ ରାଜସ୍ୱ ଡ଼ାକବଙ୍ଗଳା ପଛ ପଟ ବଡ଼ନଦୀ ପଠାରେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ୨୮ରୁ ୩୦ ବର୍ଷ ମଧ୍ୟରେ ଏହି ବ
Anupambharat News Bureau | ଓଡ଼ିଶା | | 165 | Read...
ଗଞ୍ଜାମ,୧୯ା୫(ଅନୁପମ ମିଡ଼ିଆ): ଗଞ୍ଜାମ ସ୍ଥିତ ସରକାରୀ ମେଡିକାଲ୍ରେ ଗତ ୬ମାସ ତଳେ ନିଯୁକ୍ତି ପାଇଥିବା ଡାକ୍ତର ବିଦ୍ୟା ମହାରଣା ପିଜି ପଢ଼ିବା ପାଇଁ ଚାକିରି ଛାଡ଼ି ଯାଇଥିବା ବେଳେ ବର୍ତ୍ତମାନ ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜ
Anupambharat News Bureau | ଦେଶ | | 164 | Read...
ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଫନ୍ ଅମରିନ୍ଦର ସିଂହ ଓ ଦଳୀୟ ନେତା ତଥା ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ବିସ୍ପୋରକ ରୂପ ନେଇଛି । ସିଦ୍ଧୁ ହିଁ ବିବାଦୀୟ ବୟାନ ଦେଇ କଂଗ୍ରେସ ଓ
Anupambharat News Bureau | ଦେଶ | | 163 | Read...
ଝାବୁଆ (ମଧ୍ୟପ୍ରଦେଶ): ଦେଶରେ ଚାରିଆଡେ ଗ୍ରୀଷ୍ମ ଲହରି ଜାରି ରହିଛି । ଏହାରି ମଧ୍ୟରେ ରବିବାର ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ହେଉଛି । ମଧ୍ୟପ୍ରଦେଶର ୮ଟି ଲୋକସଭା ଆସନରେ ଆଜି ମତଗ୍
Anupambharat News Bureau | ଦେଶ | | 162 | Read...
ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ଆଜି ଚାଲିଛି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋ
Anupambharat News Bureau | ଓଡ଼ିଶା | | 161 | Read...
କେନ୍ଦୁଝର, ୧୯ା୫ (ଅନୁପମ ମିଡିଆ): କେନ୍ଦୁଝର ବନଖଣ୍ଡକୁ ବହିରାଗତ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କିଛିବର୍ଷ ପୂର୍ବରୁ ଯେପରି ଭାବରେ ବହିରାଗତ ପକ୍ଷୀମାନେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଜଳାଶୟମାନଙ
Anupambharat News Bureau | ଓଡ଼ିଶା | | 160 | Read...
ଭୁବନେଶ୍ୱର, ୧୯ା୫ (ଅନୁପମ ମିଡିଆ): ରାଜ୍ୟ ସରକାର ଓ ସ୍ଥାନୀୟ କର୍ତୃପକ୍ଷଙ୍କୁ ସହାୟତା ଓ ଆର୍ଥିକ ସହଯୋଗ ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ, ଭାରତର ତୃତୀୟ ସର୍ବବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ପକ୍ଷରୁ ରାଜ୍ୟ
Anupambharat News Bureau | ଓଡ଼ିଶା | | 159 | Read...
ଚଣ୍ଡିଖୋଲ,୧୯ା୫ (ଅନୁପମ ମିଡିଆ): ଚଣ୍ଡିଖୋଲ-ଡ଼ୁବୁରୀ ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର (ଚଡ଼େଇଧରା) ନିକଟରେ ଏକ ମେଘା କ୍ରର୍ସର ଚଳାଉଥିବା ଏନ.କେ.ସି ଠିକା କମ୍ପାନୀର ମନମାନୀ ଯୋଗୁ ସେହି କମ୍ପାନୀରେ କାମ
Anupambharat News Bureau | ଓଡ଼ିଶା | | 158 | Read...
ଆଠଗଡ, ୧୯ା୫ (ଅନୁପମ ମିଡିଆ): ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଥର ପାଇଁ ଆଠଗଡ ନିର୍ବାଚନ ମଣ୍ଡଳିରେ ୪ ଗୋଟି ବୁଥରେ ଆଜି ସାନି ମତଦାନ ସାମାନ୍ୟ ଉତ୍ତେନାକୁ ନେଇ ଶେଷ ହୋଇଛି । ମୃଦ ପାନୀୟ ଜନିତ କାଚ ବୋତଲ ମାଡ ହୋ
Anupambharat News Bureau | ଓଡ଼ିଶା | | 157 | Read...
ପିପିଲି, ୧୯ା୫ (ଅନୁପମ ମିଡିଆ): ସାମୁଦ୍ରିକ ଝଡ ବାତ୍ୟା ଫନି ପିପିଲି ଅଂଚଳ ସମେତ ସମଗ୍ର ଜିଲ୍ଲାର କତା ଶିଳ୍ପର ବହୁତ କ୍ଷତି ଘଟାଇଛି । ପିପିଲି ଅଂଚଳରେ ବହୁଳ ଭାବେ କତାଶିଳ୍ପ ଗଢି ଉଠିଥରଲା ବେଳେ ଫନି ବାତ୍ୟା ମାଡରେ ଧ୍ୱଂସ ବିଧ
Anupambharat News Bureau | ଓଡ଼ିଶା | | 156 | Read...
କଟକ, ୧୯ା୫ (ଅନୁପମ ମିଡିଆ): ମଧୁସୂଦନ ଆଇନ ମହାବିଦ୍ୟାଳୟ ଛାତ୍ରାବାସର ୪୨ ନମ୍ବର କୋଠରୀରୁ ଜଣେ ଦ୍ୱିତୀୟ ବର୍ଷ ଆଇନ ଛାତ୍ରଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ମାଲଗୋଦାମ ଥାନା ପୋଲିସ ଜବତ କରିଛି । ମୃତକ ଛାତ୍ର ଜଣକ ଅନୁଗୁଳ ଜ
Anupambharat News Bureau | ଓଡ଼ିଶା | | 155 | Read...
ମାଥିଲି,୧୮ ।୫ (ଅନୁପମ ମିଡିଆ):କିଛି ଦିନର ନିରବତା ପରେ ପୁଣିଥରେ ମାଥିଲି ବ୍ଳକର ଦୁର୍ଗମ ଅଞ୍ଚଳରେ କାଣ୍ଡ ଭିଆଇଛନ୍ତି ମାଓବାଦୀ । ମାଥିଲି ବ୍ଲକ ଅନ୍ତର୍ଗତ ଟେମୃପାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଶୁକ୍ରବାର ବିଳମ୍ବିତ ରାତିରେ
Anupambharat News Bureau | ଓଡ଼ିଶା | | 154 | Read...
ବ୍ରହ୍ମପୁର,୧୮ ।୫(ଅନୁପମ ମିଡ଼ିଆ) : ମାଓ ନେତା ସୁନୀଲ ଓରଫ୍ ସବ୍ୟସାଚୀ ପଣ୍ଡାଙ୍କୁ ଆଜି ବ୍ରହ୍ମପୁରସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ (୧) ସଞ୍ଜୟ କୁମାର ସାହୁ ଦେଶ ଦ୍ରୋହ, ବେଆଇନ୍ ମାରଣାସ୍ତ୍ର ଗଚ୍ଛିତ ଓ ଅନ୍ୟାନ୍ୟ ଗ
Anupambharat News Bureau | ଓଡ଼ିଶା | | 153 | Read...
ଭୁବନେଶ୍ୱର,୧୮ ।୫ (ଅନୁପମ ମିଡିଆ): ତାତିରୁ ମିଳିବନି ତ୍ରାହି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ , ଅସହ୍ୟ ତାତି ଓ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିଲାଣି । ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ । ବରଂ ତାତି
Anupambharat News Bureau | ଓଡ଼ିଶା | | 152 | Read...
ଭୁବନେଶ୍ୱର,୧୮ ।୫ (ଅନୁପମ ମିଡିଆ):ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ ବାହିନୀ ଓ ସିଭିଲ ଡିଫେନ୍ସ ସେ୍ୱଚ୍ଛାସେବୀ ମାନଙ୍କୁ ରାସନ ଭତା ଦେବା ସହ ପୁରୀ ଜିଲ୍ଲାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଆଉ ଏକ ମା
Anupambharat News Bureau | କ୍ରୀଡ଼ା | | 151 | Read...
ନୂଆଦିଲ୍ଲୀ,୧୮ ।୫: କ୍ରମାଗତ ସ୍ଥିର ତଥା ମ୍ୟାଚ୍ ବିଜୟୀ ପ୍ରଦର୍ଶନ ସହ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ମହାନ ଖେଳାଳିଙ୍କ ଲିଗ୍ରେ ନିଜକୁ ସାମିଲ କରିଛନ୍ତି । ତେବେ ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ବିଶ୍ୱକପ୍
Anupambharat News Bureau | ଦେଶ | | 150 | Read...
ନୂଆଦିଲ୍ଲୀ: ଭାରତୀୟ ତୈଳ ନିଗମ(ଆର୍ଓସି)ଭବିଷ୍ୟତାରେ ଆବଶ୍ୟକତାକୁ ଦୃଷ୍ଟି ରଖି ଆସନ୍ତା ୫ରୁ ୭ବର୍ଷ ଇନ୍ଧନ ଓ ଉର୍ଜା ଭବିଷ୍ୟତ କ୍ଷେତ୍ରରେ ଦୁଇ ଲକ୍ଷ କୋଟି ନିବେଶ କରିବାକୁ ଯୋଜନା କରିଛି । କମ୍ପାନୀ ନିଜର ରିଫାଇନରୀରେ ବି
Anupambharat News Bureau | ଦେଶ | | 149 | Read...
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ନିର୍ବାଚନ ଆୟୋଗରେ ଆଭ୍ୟନ୍ତରୀଣ କନ୍ଦଳ ଖବର ବାହାରକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଅରୋରା ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ, ଏହା ଆବଶ୍ୟକ ନୁହେଁ ଯେ, ଆୟୋଗର ସବୁ
Anupambharat News Bureau | ଦେଶ | | 148 | Read...
ନୂଆଦିଲ୍ଲୀ : ୬ ବର୍ଷ ପୂର୍ବେ ଭାରତ ମଙ୍ଗଳ ଗ୍ରହରେ ପାଦ ଥାପିଥିବା ବେଳେ ଏବେ ଶୁକ୍ର ଗ୍ରହରେ ପହଞ୍ଚିବା ପାଇଁ ଇସ୍ରୋ ପ୍ରସ୍ତìତି ଆରମ୍ଭ କରି ଦେଲାଣି । ଆସନ୍ତା ୧୦ ବର୍ଷ ମଧ୍ୟରେ ଇସ୍ରୋ ୭ଟି ବୈଜ୍ଞାନିକ ମିଶନର ଯୋଜନା କରିଛ
Anupambharat News Bureau | ଦେଶ | | 147 | Read...
ଭୋପାଲ: ସୀମାରେ ଏବଂ ଅନ୍ୟ କ୍ଷେତ୍ରରେ ଭାରତଠାରୁ ବାରମ୍ବାର ହାର ମାନିସାରିଥିବା ପାକିସ୍ତାନ ଏବେ ‘ହନି ଟ୍ରାପ୍’ ଚାଲ୍ ଆପଣାଇ ଭାରତର ଗୋପନୀୟ ତଥ୍ୟ ହାସଲ କରିବାର ପ୍ରୟାସ କରୁଛି । ଏଥିପାଇଁ ସୁନ୍ଦରୀ ଯୁବତୀ ଏବଂ ମ
Anupambharat News Bureau | ଓଡ଼ିଶା | | 146 | Read...
ବ୍ରହ୍ମପୁର,୧୮ ।୫(ଅନୁପମ ମିଡ଼ିଆ) : ସ୍ଥାନୀୟ ଲାଞ୍ଜିପଲ୍ଲୀସ୍ଥିତ ମା’ ତାରାଦେବୀ ଠାକୁରାଣୀ ଯାତ୍ରା ଆସନ୍ତାକାଲି ରାତ୍ରୀରୁ ଆରମ୍ଭ ହେଉଥିବା ଜଣାପଡ଼ିଛି ।୧୯୭୯ ମସିହାରୁ ପ୍ରତି ଦୁଇ ବର୍ଷରେ ଥରେ ଆରମ୍ଭ ହେଉଥିବା ପାରମ୍ପ
Anupambharat News Bureau | ଓଡ଼ିଶା | | 145 | Read...
ବାଲିମେଳା,୧୮ ।୫ (ଅନୁପମ ମିଡ଼ିଆ): ମାଲକାନଗିରି ଜିଲ୍ଲା ଓକେଲି ପୋଲିସ୍ ଏକ ଜୁଆ ଆzା ଉପରେ ଯୁବକ ନଦୀକୁ େଡ଼େିଁ ପଡ଼ିବାରୁ ତାଙ୍କର ମୃତୁ୍ୟ ଘଟିଛି । ମୃତକଙ୍କ ନାଁ ବିନୋଦ ଖେମୁଣ୍ଡି (୩୪) ଓ ଘର ବାଲିମେଳା ଧନପୁରିଆ ସାହିରେ । ପୋଲ
Anupambharat News Bureau | ଓଡ଼ିଶା | | 144 | Read...
କେନ୍ଦ୍ରାପଡା, ୧୮ା୫(ଅନୁପମ ମିଡିଆ) : ଫନି ମାଡରେ ଧ୍ୱସ୍ତ ବିଧ୍ୱସ୍ତ କେନ୍ଦ୍ରାପଡା ଜିଲ୍ଲା । ଫନି ଗ୍ରାସ କରିଛି ଗାଁ ଗଣ୍ଡା ସହର ବଜାର ସବୁ କିଛି । ଫନିର କବଳରେ ଚାଷ ବାସ ସବୁ କିଛି କବଳିତ ଓ ଧ୍ୱସଂ । ତେବେ ୧୯୯୯ ମସିହା ମହାବାତ
Anupambharat News Bureau | ଓଡ଼ିଶା | | 143 | Read...
ଭୁବନେଶ୍ୱର, ୧୮ ।୫ (ଅନୁପମ ମିଡିଆ): ଫନି ମହାବାତ୍ୟା ପାଇଁ କିଟ୍ ପକ୍ଷରୁ ରିଲିଫ୍ ସାମଗ୍ରୀ ବଂଟନ କରାଯାଇଛି । କିଟ୍ ପକ୍ଷରୁ ୧ଲକ୍ଷ ବିସ୍କୁଟ୍ ପ୍ୟାକେଟ ଓ ୧ଲକ୍ଷ ପାଣି ବୋତଲ ବାତ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ୧୧ଟି
Anupambharat News Bureau | ଓଡ଼ିଶା | | 142 | Read...
ପିପିଲି,୧୮ା୫ (ଅନୁପମ ମିଡିଆ): ସାମୁଦ୍ରୀକ ବାତ୍ୟା ’ଫନି’ପ୍ରଭାବରେ ପିପିଲି ବ୍ଲକର ମୋଟ ୨୧୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ଓ ହାଇ ସ୍କୁଲ ମଧ୍ୟରୁ ୧୯୫ଟି ସ୍କୁଲ ଘର ଭାଙ୍ଗିଥିବା ବିଭାଗ ସୁତ୍ରରୁ ଜଣାଯାଇଛ
Anupambharat News Bureau | ଓଡ଼ିଶା | | 141 | Read...
ଆନନ୍ଦପୁର,୧୮ା୫ (ଅନୁପମ ମିଡ଼ିଆ) ଆନନ୍ଦପୁର ଉପଖଣ୍ଡ ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ନୂଆରଗଡ଼ି ଓ କାନପୁର ଗ୍ରାମରେ ୧୭ତାରିଖ ରାତିରେ ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ମୃତୁ୍ୟବରଣ କରିଥିବା ଜଣାଯାଇଛି । ଖବରନେବାରୁ ଜଣାଯା
Anupambharat News Bureau | ଓଡ଼ିଶା | | 140 | Read...
ବିରଜାକ୍ଷେତ୍ର ,୧୮ା୫ (ଅନୁପମ ମିଡିଆ): ଜଣେ ସାଇକେଲ ରିପ୍ୟାରିଂ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କର ୧୪ ବର୍ଷ ପୁଅ ବ୍ରେନ ଟୁ୍ୟମରରେ ପିଡିତ ହୋଇ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କ ଜୀବନକୁ ବଞ୍ଚାଇବ
Anupambharat News Bureau | ଓଡ଼ିଶା | | 139 | Read...
ଅନୁଗୋଳ ,୧୮ା୫(ଅନୁପମ ମିଡିଆ): କିଶୋରନଗର ଅଞ୍ଚଳରେ ରଣିଆକଟା ଠାରେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଉଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ । ଘଟଣାରୁ ପ୍ରକାଶ ଯେ ରଣିଆକଟା ଗାଁର କନିଷ୍କ ଭୋଇ ଆ
Anupambharat News Bureau | ଓଡ଼ିଶା | | 138 | Read...
ଭଦ୍ରକ,୧୮ା୫(ଅନୁପମ ମିଡିଆ): ଗତକାଲି ରାତି ପ୍ରାୟ ସାଢେ ନଅଟା ସମୟରେ ଧାମନଗର ଫିଡର ସ୍କୁଲ ନିକଟରେ ଥିବା ଶୁଭଲକ୍ଷ୍ମୀ ପରିଧାନ ଲୁଗା ଦୋକାନରୁ ଦୁଇଜଣ ଅଜଣା ବ୍ୟକ୍ତି ପଶି ଲୁଗା କିଣିବା ଆଳରେ ଲୁଟ ଉଦ୍ୟମ ଓ ମରଣାତ୍ମକ ଆକ୍ରମଣ
Anupambharat News Bureau | ଦେଶ | | 137 | Read...
ନୂଆଦିଲ୍ଲୀ,୧୭ା୫: ଦୀର୍ଘ ପାଞ୍ଚ ବର୍ଷ ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିଛି । ଦଳୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ମିଳିତ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏହି
Anupambharat News Bureau | ଓଡ଼ିଶା | | 136 | Read...
ଧରାକୋଟ,୧୭ା୫(ଅନୁପମ ମିଡ଼ିଆ): ଧରାକୋଟ ତହସିଲର ପୂର୍ବତନ ବରିଷ୍ଠ କିରାଣୀ ଜଗଦୀଶ୍ ପାଣିଗ୍ରାହୀ ୨୪ଲକ୍ଷ ୩୪ହଜାର ୩୪୮ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ଶୁଗ୍ରବାର ଧରାକୋଟ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟଚାଲାଣ ହୋ
Anupambharat News Bureau | ଓଡ଼ିଶା | | 135 | Read...
ଭୁବନେଶ୍ୱର, ୧୭ ।୫ (ଅନୁପମ ମିଡିଆ): ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ପାଞ୍ଚଜଣଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ଆସିଛି । ବଲାଙ୍ଗୀର, ପୁରୀ , କେନ୍ଦୁଝର, ବୌଦ୍ଧ ଓ ନୂଆପଡା ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଅ
Anupambharat News Bureau | ଓଡ଼ିଶା | | 134 | Read...
ବ୍ରହ୍ମପୁର,୧୭ ।୫(ଅନୁପମ ମିଡ଼ିଆ) : ସାଉଥ୍କୋର ଜଣେ ଲାଇନ୍ମ୍ୟାନ୍ଙ୍କୁ ବଦଳି ପାଇଁ ୧୫ ହଜାର ଟଙ୍କା ଲାଞ୍ଚଦାବି କରି ନେବାବେଳେ ସାଉଥ୍କୋର ଖଲ୍ଲିକୋଟ ସହକାରୀ ଯନ୍ତ୍ରୀ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଥିବା
Anupambharat News Bureau | ଓଡ଼ିଶା | | 133 | Read...
ବ୍ରହ୍ମପୁର,୧୭ ।୫(ଅନୁପମ ମିଡ଼ିଆ) : ନିକଟସ୍ଥ ହଳଦିଆପଦର ଗ୍ରାମରେ ୨୦୧୪ ମେ’ ୧୪ ତାରିଖ ରାତିରେ ଜନୈକା ନାବାଳିକାକୁ ଘରୁ ଉଠାଇନେଇ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜି ଜିଲ୍ଲା ଦୌରାଜଜ୍ ବିଭୂପ୍ରସାଦ ରାଉତରା
Anupambharat News Bureau | ଶିଳ୍ପ ବାଣିଜ୍ୟ | | 132 | Read...
ଦୁଇ ପ୍ରୋମେଟର ରାକେଶ ଗଙ୍ଗୱାଲ ଓ ରାହୁଲ ଭାଟିଆ ମଧ୍ୟରେ ବିବାଦ ଦେଖାଦେଇଛି । ଉଭୟ ପ୍ରୋମେଟର ସମାନ ପ୍ରକାରର ଇକୁ୍ୟଟି ଏୟାର ୍ଲାଇନ୍ସରେ ରହିିଛି । ଏୟାର୍ଲାଇନ୍ସର ଚୁକ୍ତି ହୋଇନଥିବା ଫଳରେ ଭବିଷ୍ୟତ ନେଇ ଅନିଶ୍ଚିତା
Anupambharat News Bureau | କ୍ରୀଡ଼ା | | 131 | Read...
ଲଣ୍ଡନ,୧୭ ।୫: ଆଇସିସି ପୁରୁଷ ବିଶ୍ୱକପ୍-୨୦୧୯ର ଅଫିସିଆଲ୍ ଗୀତ ‘ଷ୍ଟାଣ୍ଡ୍ବାଏ’ ଶୁକ୍ରବାର ମୁକ୍ତିଲାଭ କରିଛି । ସବୁ ଡିଜିଟାଲ ମିଡିଆରେ ଏହା ଡାଉନ୍ଲୋନ୍ ପାଇଁ ଏବେ ପ୍ରଶଂସକଙ୍କ ପାଇଁ ଉପଲବ୍ଧ ହେବ । ବ୍ରିଟ
Anupambharat News Bureau | କ୍ରୀଡ଼ା | | 130 | Read...
ଲଣ୍ଡନ,୧୭ ।୫: ଏଥର ବିଶ୍ୱକପ୍ ବିଜେତା ପାଇବେ ରେକର୍ଡ ପୁରସ୍କାର ରାଶି । ମେ ୩୦ରୁ ଆରମ୍ଭ ହେଉଥିବା ଆଇସିସି ପୁରୁଷ ବିଶ୍ୱକପ୍ର ବିଜେତା ଦଳ ପୁରସ୍କାର ଅର୍ଥ ବାବଦକୁ ୪ ନିୟୁତ ଡଲାର (୨୮ କୋଟି) ପାଇବେ । ଯାହା ଏହି ଟୁର୍ଣ୍ଣା
Anupambharat News Bureau | ଓଡ଼ିଶା | | 128 | Read...
ଖଲ୍ଲିକୋଟ,୧୭ା୫(ଅନୁପମ ମିଡ଼ିଆ): ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁଶଢ଼ିପା ଗ୍ରାମରେ ବେଆଇନ ମଦଭାଟିକୁ ବିରୋଧ କରୁଥିବା ଜଣେ ଯୁବକ କୈଳାସ ବାରିକଙ୍କୁ ଗତ ମାସ ୨୮ତାରିଖ ରାତି୍ରରେ ଅତି ନୃଶଂସ ଭାବେ ଗାଁ ଦାଣ୍ଡରେ ପଥର ଛେଚି ହତ୍ୟା
Anupambharat News Bureau | ଓଡ଼ିଶା | | 127 | Read...
ମୋହନା, ୧୭ ।୫(ଅନୁପମ ମିଡ଼ିଆ): ଗଜପତି ଜିଲ୍ଲା ମୋହନା ବ୍ଳକ ଓଡିଶାର ଦ୍ୱିତୀୟ ବୃହତ୍ତମ ବ୍ଳକ । କିନ୍ତୁ ଏଠି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଅନେକ ରାଜନେତା ଏହି ଅଞ୍ଚଳରେ ବିଜୟ ଲାଭ କରି ଆସୁଛନ୍ତି ଯାଉଛନ୍ତି । ନିର୍ବା
Anupambharat News Bureau | ଓଡ଼ିଶା | | 126 | Read...
ହିଞ୍ଜିଳିକାଟୁ, ୧୭ା୫(ଅନୁପମ ମିଡ଼ିଆ): ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ଶୁକ୍ରବାର ଦିନ ମହାଆଡ଼ମ୍ବର ସହକାରେ ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ୧ୟ ଦିବସ କେଉଟବାଡ଼ ଓ
Anupambharat News Bureau | ଦେଶ | | 125 | Read...
ଚେନ୍ନାଇ: ନିର୍ବାଚନ ବେଳେ ଧର୍ମ ଆଧାରରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ଅଭିନେତା ତଥା ମMଲ ନିଧି ମଇୟମ୍ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ ଆଜି କହିଛନ୍ତି, ସେ ନିଜ ମନ୍ତବ୍ୟରୁ ଓହରିବେ ନାହିଁ । ଆଗାମୀ ଦିନରେ ଯାହା
Anupambharat News Bureau | ଦେଶ | | 124 | Read...
କୋଲକତା: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ଆଜି ପଶ୍ଚିମବଙ୍ଗ ଅଶାନ୍ତ ହୋଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବଂ ମୋଦି ଯେଉଁ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଆଁ ବୁଲାଇ
Anupambharat News Bureau | ଓଡ଼ିଶା | | 123 | Read...
ଭଦ୍ରକ, ୧୭ା୫ (ଅନୁପମ ମିଡିଆ): ଭଦ୍ରକ ଭଳି ଏକ ଉପକୂଳବର୍ତ୍ତୀ ଜିଲାରେ ଏବେ ଲୋକଙ୍କୁ ଘାରିଛି ସାପ କାମୁଡା ଭୟ । ସରକାରୀ ଭାବେ ଜିଲାରେ କେବଳ ସାପ କାମୁଡାରେ ବାର୍ଷିକ ୪୦ ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତୁ୍ୟ ଘଟୁଥିବା ବେଳେ ହଜାର ହଜ
Anupambharat News Bureau | ଓଡ଼ିଶା | | 122 | Read...
କେନ୍ଦୁଝର, ୧୭ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପିଟାପିଟି ଗ୍ରାମ ପଞ୍ଚାୟତ ଝାଡପୋଖରୀ ଗ୍ରାମ କାଜୁ ଜଙ୍ଗଲରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନ
Anupambharat News Bureau | ଓଡ଼ିଶା | | 121 | Read...
ଜଳେଶ୍ୱର,୧୭ା୫ (ଅନୁପମ ମିଡିଆ): ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋଚ୍ଛିଦା ତେଘରୀ ଗ୍ରାମ ପଂଚାୟତର ରାଣୀବସାଣ ଗ୍ରାମରେ ବିବାହ ଭୋଜି ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଅସୁସ୍ଥ ହେବା ଏବଂ ଚିକିସିା ପାଇଁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେ
Anupambharat News Bureau | ଓଡ଼ିଶା | | 120 | Read...
ପଟ୍ଟାମୁଣ୍ଡାଇ,୧୭ା୫(ଅନୁପମ ମିଡିଆ): ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଆଜି ଦିବା ୧୨ ଘଟିକା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ବଖରା ଚାଳଛପର ଘର ସମେତ ଆସବାବପତ୍ର ଓ ୩୦୦ କ୍ୱିଣ୍ଟାଲ
Anupambharat News Bureau | ଓଡ଼ିଶା | | 119 | Read...
ମାଥିଲି,୧୭ ।୫ (ଅନୁପମ ମିଡ଼ିଆ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୁଟୁଣୀପାଲି ପଞ୍ଚାୟତ ଡ଼ୁର୍କାଯୋଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନୂଆ ପିକ୍ ଅଫ୍ ଭ୍ୟାନ୍ ପୂଜା କଲାବେଳେ ଗାଡ଼ି ତଳେ ଚାପି ହୋଇ ଲେମ୍
Anupambharat News Bureau | କ୍ରୀଡ଼ା | | 118 | Read...
ନୂଆଦିଲ୍ଲୀ,୧୬ ।୫: ନେପାଳର କାଞ୍ଚନଜଙ୍ଗା ପର୍ବତ ଚଢୁଥିବା ବେଳେ ଭାରତର ଦୁଇ ପର୍ବତାରୋହୀଙ୍କ ମୃତୁ୍ୟ ଘଟିଛି । ସେମାନେ ହେଲେ ୪୮ ବର୍ଷୀୟ ବିପ୍ଳବ ବୈଦ୍ୟ ଓ ୪୬ ବର୍ଷୀୟ କୁନ୍ତଲ କରାର୍ । ପଶ୍ଚିମବଙ୍ଗରୁ ପାଞ୍ଚଜଣିଆ ଟିମ୍&zw
Anupambharat News Bureau | କ୍ରୀଡ଼ା | | 116 | Read...
ଲଣ୍ଡନ,୧୬ ।୫: ସମ୍ପ୍ରତି ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ରେ ମ୍ୟାଚ୍ଗୁଡିକ ହାଇସ୍କୋରିଂ ହୋଇଛି । ଏହି ସିରିଜ୍ର ଗତ ଦୁଇଟି ଦିନିକିଆରେ ଉଭୟ ଇନିଂସ୍ ସ୍କୋର ୭୦୦ ଟପିଛି । ମେ ୩୦ରୁ ଆରମ୍ଭ
Anupambharat News Bureau | ଓଡ଼ିଶା | | 115 | Read...
ଉମରକୋଟ,୧୬ ।୫ (ଅନୁପମ ମିଡ଼ିଆ): ଉମରକୋଟ ଥାନା ଅନ୍ତର୍ଗତ ସେମେଲା ପଞ୍ଚାୟତ ବାକଲିଗୁଡ଼ାର ନୀଳଗିରି ପ୍ଲାଣ୍ଟସେନ୍ ଭିତରୁ ଯୁବତୀଙ୍କ ଝୁଲନ୍ତା ଗଳିତ ଶବ ଉଦ୍ଧାର କରାଯାଇଛି । ଉମରକୋଟ ପୋଲିସ୍ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍
Anupambharat News Bureau | ଓଡ଼ିଶା | | 114 | Read...
କେନ୍ଦ୍ରାପଡା,୧୬ା୫(ଅନୁପମ ମିଡିଆ): କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ମନକରପୁର ସ୍ଥିତ ସେ୍ୱଛାସେବୀ ଅନୁଷ୍ଠାନ ନ୍ତରେସୱାନ୍ତର ମୁଖ୍ୟ ଲିଆକତ ହୁସେନ ଚାକିରି କରାଇ ଦେବା ନାମରେ ୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇ ଫେର
Anupambharat News Bureau | ଓଡ଼ିଶା | | 113 | Read...
ବାଲେଶ୍ୱର, ୧୬ା୫ (ଅନୁପମ ମିଡିଆ): ଆଜି ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସ୍ଥିତ ସମ୍ମିଳନୀ କକ୍ଷଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଅନ୍ତର୍କ୍ଷେତ୍ରୀୟ ଏକାଭିମୁଖି ବୈଠ
Anupambharat News Bureau | ଓଡ଼ିଶା | | 112 | Read...
ଭୁବନେଶ୍ୱର,୧୬ା୫ (ଅନୁପମ ମିଡିଆ): ଭାରତର ଏକ ନମ୍ବର ପ୍ରଯୁକ୍ତି ଭିତିକ ଡିଜିଟାଲ୍ ପ୍ଲାଟଫର୍ମ ଜିରୋଧା ପକ୍ଷରୁ ଭାରସିଟି ମୋବାଇଲ୍ ଆପ୍କୁ ଉନ୍ମୋଚନ କରାଯାଇଛି । ଜିରୋଧା ଭାରସିଟି ହେଛି ଜିରୋଧାର ପ୍ରମୁଖ ଶିକ୍ଷଣୀୟ
Anupambharat News Bureau | ଓଡ଼ିଶା | | 111 | Read...
ବ୍ୟାସନଗର,୧୬ା୫ (ଅନୁପମ ମିଡିଆ): କୋରାଇ ଅଂଚଳରେ ମାତିଛନ୍ତି ଏବେ କେତେକ ଦଲାଲ । ପରିକ୍ଷା ଦେଇଥିବା ପରିକ୍ଷାର୍ଥୀ ଖାତା କାମ କରିବା ନାଁରେ ଫେକ୍ ଫୋନ୍କଲ ଜରିଆରେ ମାଗୁଛନ୍ତି ଟଙ୍କା । ବିଶେଷ କରି ୨ ପରିକ୍ଷା ଦେଇଥିବା ଛ
Anupambharat News Bureau | ଓଡ଼ିଶା | | 110 | Read...
କେନ୍ଦୁଝର,୧୬ା୫ (ଅନୁପମ ମିଡିଆ): ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ କେନାଲ ଛକ ରାସ୍ତା ଉପରୁ ୧୫ ତାରିଖ ରାତ୍ରୀ ୧୦ଟା ସମୟରେ ବନ୍ଧୁକ ଦେଖାଇ ୧ଲକ୍ଷ ୪୦ ହଜାର ଟଙ୍କା ଦୁବୁର୍ତ୍ତ ମାନେ ଲୁଟି ନେଇଥିବା ଜଣାଯାଇଛି । ସୂଚନା
Anupambharat News Bureau | ଦେଶ | | 109 | Read...
କୋଲାକାତା,୧୫ା୫: ଚଳିତ ବର୍ଷର ସାଧାରଣ ନିର୍ବାଚନରେ ନିର୍ବାଚନୀ ହିସାଂକୁ ନେଇ ପ୍ରଥମରୁ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଚର୍ଚ୍ଚାରେ ଥିବା ପଶ୍ଚିମ ବଙ୍ଗରେ ଆଜି ପର୍ଯ୍ୟନ୍ତ ଶାନ୍ତି ପରିସ୍ଥିତି ସୃଷ୍ଟି ହୋଇପାରି ନାହିଁ । ଲୋକସ
Anupambharat News Bureau | ଓଡ଼ିଶା | | 108 | Read...
ଭୁବନେଶ୍ୱର, ୧୫ା୫ (ଅନୁପମ ମିଡିଆ) : ପୁରୀ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ବାତ୍ୟା ‘ଫନି’ରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ପାଇଁ ବୁଧବାର ରିଲିଫ୍ ଘୋଷଣା କରିଛନ୍ତି
Anupambharat News Bureau | ଓଡ଼ିଶା | | 107 | Read...
କେନ୍ଦୁଝର/ଆନନ୍ଦପୁର/ଆସିକା,୧୫ା୫ (ଅନୁପମ ମିଡିଆ): ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ଘଟି ପାଞ୍ଚ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନୁନ୍ୟ ୯ ଜଣ ଆହତ ହୋଇଥିବା ଜଣାପଡ଼ିିଛି । ମୃତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଏବଂ
Anupambharat News Bureau | ଓଡ଼ିଶା | | 106 | Read...
ବ୍ରହ୍ମପୁର,୧୫ ।୫(ଅନୁପମ ମିଡ଼ିଆ) : ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗୁମୁଳାରେ ସଙ୍ଗଠିତ ବୋମା ମାଡ଼ ଜନିତ ହତ୍ୟା ମାମଲାର ପୋଲିସ ହାତରେ ଆଉ ଦୁଇ ଜଣ ମାଇଣ୍ଡ ଧରାପଡ଼ିଥିବା ସୂଚନା ମିଳିଥିବାବେଳେ ଆଜି ବ୍ରହ୍ମପୁର ଏସ୍ପିଙ୍କ ପକ
Anupambharat News Bureau | କ୍ରୀଡ଼ା | | 105 | Read...
ବ୍ରିଷ୍ଟଲ,୧୫ ।୫: ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ୧୫୧ ରନ୍ର ଇନିଂସ୍ ଖେଳିବା ସହ ପାକ୍ ଓପନର ଇମାମ୍ ଉଲ୍ ହକ୍ ଏକ ରେକର୍ଡ ସ୍ଥାପନ କରିଛନ୍ତି । ଦିନିକିଆରେ ୧୫୦ କିମ୍ବା ତଦୁର୍ଦ୍ଧ୍ୱ ରନ୍
Anupambharat News Bureau | କ୍ରୀଡ଼ା | | 104 | Read...
ନୂଆଦିଲ୍ଲୀ,୧୫ ।୫: ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ୱାଗ୍ । ଭାରତୀୟ ଦଳରେ ସମ୍ପ୍ରତି ହାର୍ଦ୍ଦିକଙ୍କ ପ୍ରତିଭାର ତୁଳନା ନାହିଁ । ଏଥିପାଇଁ ସେ ଭାର
Anupambharat News Bureau | ଦେଶ | | 103 | Read...
ଜୟପୁର : ରାଜସ୍ଥାନର ବୁନ୍ଦୀରେ ଡାକ୍ତରୀ ଟିମ୍ ଏକ ବିରଳ ଅସ୍ତ୍ରୋପଚାର କରିଛନ୍ତି । ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର ପରେ ଡାକ୍ତର ମଧ୍ୟ ଚମକି ପଡ଼ିଛନ୍ତି । କାରଣ ବ୍ୟକ୍ତିଙ୍କ ପେଟରୁ ୧୧୬ଟି ଲୁହା କଣ୍ଟା ଏବଂ
Anupambharat News Bureau | ଦେଶ | | 102 | Read...
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ଭାରତ ସରକାରଙ୍କ ପକ୍ଷରୁ ପାଇଥିବା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଚାହୁଁଥିଲେ । ତାଙ୍କୁ ୨୦୧୦ରେ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କ
Anupambharat News Bureau | ଓଡ଼ିଶା | | 101 | Read...
ଘୁ.ଉଦୟଗିରି,୧୫ା୫(ଅନୁପମ ମିଡ଼ିଆ): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୯ନଂ ୱାର୍ଡ଼ କଚେରୀ ସାହିସ୍ଥିତ ଦେବନାଥ ଦଳବେହେରାଙ୍କ ବାସଭବନରେ ଦୁଇଟି ବ୍ରହ୍ମକମଳ ଫୁଲ ଫୁଟିଥିଲା । ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ବେଶ୍ ଭି
Anupambharat News Bureau | ଓଡ଼ିଶା | | 100 | Read...
ପାତ୍ରପୁର,୧୫ ।୫(ଅନୁପମ ମିଡ଼ିଆ): ଚିକିଟି ନିର୍ବାଚନ ମଣ୍ଡଳୀରେ ହିଂସା ଥମିବାର ନା ଧରୁନି । ଦିନକୁ ଦିନ ଗୁଣ୍ଡାରଜ ଓ ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଯେମିତି ମନେ ହେଉଛି ପୁଲିସ ଉପରେ କାହାର ଖାତିର ନାହି । ଖୁଲମ
Anupambharat News Bureau | ଓଡ଼ିଶା | | 99 | Read...
ପୁରୁଷୋତ୍ତମପୁର,୧୫ା୫(ଅନୁପମ ମିଡ଼ିଆ): ପୁରୁଷୋତ୍ତମପୁର ଥାନା ହିଞ୍ଜିଳିକାଟୁ ବ୍ଲକର ନନ୍ଦିକ ପଞ୍ଚାୟତର ମହିଳା ସରପଞ୍ଚ ମାଧୁରୀ ପାଣିଗ୍ରାହୀ ଏବଂ ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ଆକ୍ରମର ମାମଲାରେ ପୋଲିସ
Anupambharat News Bureau | ଓଡ଼ିଶା | | 98 | Read...
ମାଲକାନଗିରି,୧୫ା୫ (ଅନୁପମ ମିଡିଆ): ମାଟିର ବାସନା ନିଆରା । ରୋଷେଇ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ବସ୍ତୁ ତିଆରିରେ ବ୍ୟବହାର ହୁଏ ମାଟି ଦିନଥିଲା କୁମ୍ଭାର ମାନେ ସାହି ସାହି ବୁଲି ନିଜ ହାତ ଗଢା ମାଟି ପାତ୍ରକୁ ବିକ୍ରି କର
Anupambharat News Bureau | ଓଡ଼ିଶା | | 97 | Read...
ମାଲକାନଗିରି, ୧୫ା୫ (ଅନୁପମ ମିଡିଆ): ମାଲକାନଗିରି ଡାକ୍ତରଖାନାରେ ମଙ୍ଗଳବାର ରାତିରେ ଜଣେ ଯୁବକଙ୍କ ଅଦ୍ଭୁତ କାଣ୍ଡ ଉପସ୍ଥିତ ସମସ୍ତଙ୍କୁ ଆତଙ୍କିତ କରିଛି । ସାପ କାମୁଡିଲା ବୋଲି ସେଇ ସାପକୁ ଧରି ଯୁବକ ଜଣଙ୍କ ଡାକ୍ତରଖାନାରେ
Anupambharat News Bureau | ଓଡ଼ିଶା | | 96 | Read...
କଟକ, ୧୫ା୫ (ଅନୁପମ ମିଡିଆ): ନିଖୋଜ ହୋଇଥିବା ଦୁଇ ଜଣ କଲେଜ ଛାତ୍ରଙ୍କ ମୃତଦେହ ଆଜି ମହାନଦୀରୁ ଜଗତପୁର ଥାନା ପୁଲିସ ଉଦ୍ଧାର କରିଛି । ଗତ ସୋମବାର ମଧ୍ୟାହ୍ନରେ ଦୁଇ କଲେଜ ଛାତ୍ର ନିଖୋଜ ହୋଇଥିବା ନେଇ ସୋମବାର ସନ୍ଧ୍ୟାରେ ପରିବା
Anupambharat News Bureau | ଓଡ଼ିଶା | | 95 | Read...
କେନ୍ଦୁଝର, ୧୫ା୫(ଅନୁପମ ମିଡିଆ): କେନ୍ଦୁଝର ସଦର ଥାନା ଶୁଆକାଟୀସ୍ଥିତ ଓଏମ୍ସି ଖଣି ପରିସରରେ ବୁଧବାର ଦିନ ଏକ ଦୂର୍ଘଟଣା ଘଟି ଟ୍ରକଟି ୩୦ଫୁଟ୍ ତଳକୁ ଖସି ପଡିବାରୁ ଡ୍ରାଇଭରଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମିଳିଥିବା
Anupambharat News Bureau | ଓଡ଼ିଶା | | 94 | Read...
ବାଲେଶ୍ୱର,୧୫ା୫(ଅନୁପମ ମିଡିଆ): ଯେଉଁ ଆନ୍ଦୋଳନ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏବେ ସୁପର ସ୍ପେଶ୍ୟାଲିଟି ହସପିଟାଲ ତଥା ମେଡିକାଲ କଲେଜର ମାନ୍ୟତା ମିଳିଥିଲା ମାତ୍ର କର୍ମଚାରୀଙ୍କର ବେପରୁଆ ମନଭାବ ଯୋଗୁଁ ଅ
Anupambharat News Bureau | ଓଡ଼ିଶା | | 93 | Read...
ଚୌଦ୍ୱାର,୧୫ା୫(ଅନୁପମ ମିଡ଼ିଆ): ଚୌଦ୍ୱାର ଥାନା ଅନ୍ତର୍ଗତ ଡାଳିଯୋଡା ସଂରକ୍ଷିତ ବନାଞ୍ଚଳ ଅଧିନ ଜାମଣା ଗ୍ରାମ ନିକଟରେ ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି । ବନବିଭାଗ କର୍ମଚାରୀଙ୍କଦ୍ୱାରା ଶାବକର ଶବକୁ ବ୍ୟବଛେଦ କର
Anupambharat News Bureau | ଓଡ଼ିଶା | | 92 | Read...
ଭଞ୍ଜନଗର,୧୪ ।୫(ଅନୁପମ ମିଡ଼ିଆ) : ଏକତରଫା ପ୍ରେମରୁ ଅଘଟଣ । ଯୁବତୀକୁ ଏକା ପାଇଁ ଗାଢ ଚୁମ୍ବନ ଦେଲା ହତାଶ ପ୍ରେମିକ । ଚୁମ୍ବନ ଦେଇ ଓଠକୁ କାମୁଡି ଛିଣ୍ଡାଇ ଦେଇଥିବା ହତାଶ ପ୍ରେମିକକୁ ଶେଷରେ ପୋଲିସ କାବୁ କରିଛି । ଏଭଳି ଏକ ମାମଲ
Anupambharat News Bureau | କ୍ରୀଡ଼ା | | 91 | Read...
ମୁମ୍ବାଇ,୧୪ ।୫: ସିଏଟ୍ କ୍ରିକେଟ୍ ରେଟିଂ ଅନ୍ତର୍ଜାତୀୟ ପୁରସ୍କାରରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । କୋହଲି ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ସହ ୨୦୧୮ ସିଜନ୍ର ଶ୍ରେଷ୍ଠ
Anupambharat News Bureau | କ୍ରୀଡ଼ା | | 90 | Read...
ଦୁବାଇ,୧୪ ।୫: ପୂର୍ବତନ ଭାରତୀୟ ମହିଳା କ୍ରିକେଟର ଜିଏସ୍ ଲକ୍ଷ୍ମୀ ଇତିହାସ ରଚିଛନ୍ତି । ସେ ପ୍ରଥମ ମହିଳା ଭାବେ ଆଇସିସି ମ୍ୟାଚ୍ ରେଫରୀ ପ୍ୟାନେଲ୍ରେ ସାମିଲ ହୋଇଛନ୍ତି । ଲକ୍ଷ୍ମୀ ଏବେ ଅନ୍ତର୍ଜାତୀୟ ମ୍ୟାଚ୍ରେ ର
Anupambharat News Bureau | ଓଡ଼ିଶା | | 89 | Read...
ଭୁବନେଶ୍ୱର, ୧୪ ।୫ (ଅନୁପମ ମିଡିଆ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଜୁନ୍ ୪ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି । ତେବେ ଚଳିତ ବର୍ଷ ମୌସୁମୀ ସ୍
Anupambharat News Bureau | ଦେଶ | | 88 | Read...
ରାଏବରେଲୀ:ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲୀରେ କିଛି ଦୃର୍ବୃତ୍ତ କଂଗ୍ରେସ ବିଧାୟକ ଅଦିତି ସିଂହଙ୍କ ଗାଡ଼ିର ପିଛା କରିବାପରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିବା ସୂଚନା ମିଳିଛି । ସମ୍ପୃକ୍ତ ଦୁର୍ବୃତ୍ତ ଅଦିତିଙ୍କ ଉ
Anupambharat News Bureau | ଦେଶ | | 87 | Read...
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ତିଆରି ହୋଇଥିବା ଏକ ମିମକୁ ସୋସିଆଲ୍ ମିଡିଆରେ ଶେୟାର କରିବା ବିଜେପିର ଜଣେ ନେତ୍ରୀଙ୍କୁ ମହଙ୍ଗା ପଡ଼ିଛି । ବିଜେପି ଯୁବ ମୋର୍ଚ୍ଚା ନେତ୍ର
Anupambharat News Bureau | ବିଦେଶ | | 85 | Read...
ରିଆଦ୍: ଇରାନ୍ ଓ ଆମେରିକା ମଧ୍ୟରେ ତୈଳକୁ ନେଇ ପରିସ୍ଥିତି ଏପରି ହେଲାଣି ଯେ, କୌଣସି ମୂହୂର୍ତ୍ତରେ ଇରାନ୍ ଓ ଆମେରିକା ମଧ୍ୟରେ ପ୍ରବଳ ଯୁଦ୍ଧ ହେବାର ସମ୍ଭାବନା ଦେଖାଦେଇଛି । ଉଭୟ ଦେଶ ସେନା ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତ&
Anupambharat News Bureau | ଓଡ଼ିଶା | ଗଞ୍ଜାମ | 84 | Read...
ଭଞ୍ଜନଗର,୧୪ ।୫(ଅନୁପମ ମିଡ଼ିଆ): କାମ କରି ଦରମା ମାଗିଲେ ନାଲି ଆଖି ଦେଖାଉଛି ଓଏସଆରଟିସି କମ୍ପାନୀ । ୭ମାସ ଧରି କାମ କରିଥିବା ଶତାଧିକ ଡ୍ରାଇଭର ଓ କଣ୍ଡକଫରଙ୍କ ଦରମା ଏଯାଏଁ ମିଳିନି । ଅପରପକ୍ଷରେ ଦରମା ମାଗିଲେ କମ୍ପାନୀ କର୍ତ
Anupambharat News Bureau | ଦେଶ | | 83 | Read...
କୋଲକାତା, ୧୪ା୫: ଚଳିତ ବର୍ଷର ସାଧାରଣ ଲୋକସଭା ନିର୍ବାଚନ ଅତ୍ୟନ୍ତ ସଗରମ୍ ବାତାବରଣ ମଧ୍ୟରେ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ପରବର୍ତ୍ତି ସମ୍ପାଦନ ହେବ । ସାତଟି ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନ ପାଇଁ ଭୋଟ ପ୍ରଚାର କୁହ
Anupambharat News Bureau | ଓଡ଼ିଶା | | 82 | Read...
ଉମରକୋଟ,୧୪ ।୫ (ଅନୁପମ ମିଡ଼ିଆ): ନିଆରା ଢ଼ଙ୍ଗରେ ପାଳନ କଲେ ଯୁବକ ଅନୁରାଗ ପଟ୍ଟନାୟକ । ଆଜି କାଲିର ଯୁବଗୋଷ୍ଠୀ ଜନ୍ମଦିନରେ ଭୋଜି ଭାତ ଆୟୋଜନ କରି କେକ୍ କାଟୁଥିବା ବେଳେ କିନ୍ତୁ ଅନୁରାଗ ପଟ୍ଟନାୟକ ତାଙ୍କ ଜନ୍ମଦିନରେ ଏକ ରକ୍
Anupambharat News Bureau | ଓଡ଼ିଶା | କୋରାପୁଟ | 80 | Read...
କୋରାପୁଟ , ୧୩ା୫(ଅନୁପମ ମିଡିଆ): ମୃତ ଦୁଇଜଣ ମାଓବାଦୀଙ୍କ ମୃତଦେହ ନେବାକୁ କେହି ସମ୍ପର୍କୀୟ ଆସି ନ ଥିବାରୁ ପୋଲିସ ଆଜି ପୂର୍ବାହ୍ନ୍ନରେ ସେମାନଙ୍କ ଶବ ସକ୍ତାର କରିଛି । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାର
Anupambharat News Bureau | ଓଡ଼ିଶା | | 79 | Read...
ଭୁବନେଶ୍ୱର, ୧୪ ।୫ (ଅନୁପମ ମିଡିଆ): ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲଫ ପ୍ରକାଶ ପାଇବ । ତେବେ ନିର୍ଦ୍ଦିଷ୍ଟ କେତେ ତାରିଖରେ ପରୀକ୍ଷା ଫଳ ବାହାରିବ, ତାହା ସେ ସ୍ପଷ୍ଟ ହୋଇନାହିଁ । ପୂବରୁ ମଇ ପ୍ରଥମ ସପ୍ତାହରେ ଫଳା
Anupambharat News Bureau | ଓଡ଼ିଶା | | 78 | Read...
ଅନୁଗୋଳ ,୧୪ା୫(ଅନୁପମ ମିଡିଆ): ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାର ଏନ୍କ୍ଲୋଜର ଭିତରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀ ପାଇଁ ଗୃହପାଳିତ ପଶୁ ଶିକାର କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ବନ୍ତଳା ଥାନାରେ ଅଭିଯୋଗ ହେବ
Anupambharat News Bureau | ଓଡ଼ିଶା | | 77 | Read...
ସମ୍ବଲପୁର,୧୪ା୫ (ଅନୁପମ ମିଡିଆ): ବିବାହ ଏକ ସାମାଜିକ ବନ୍ଧନ ଅଟେ । ସାତ ଜନମ ପାଇଁ ସାଥୀ କରିବାକୁ ବର ନିଜର ଆତ୍ମିୟ ସ୍ୱଜନଙ୍କ ସହ କନ୍ୟା ଘରେ ପହଞ୍ଚିଥିବା ବେଳେ ମଦ୍ୟପାନ ମହଙ୍ଗା ପଡିଛି । ମଦ୍ୟପାନ ବରକୁ ଦେଖି କନ୍ୟା ବେଦିରୁ
Anupambharat News Bureau | ଓଡ଼ିଶା | | 76 | Read...
କେନ୍ଦୁଝର, ୧୪ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଙ୍ଗଳବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଗର୍ଭବତୀ ମହିଳାଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ଚିକିସିା ଅବହେଳାରୁ ମହିଳା ଜଣଙ୍କର ମୃତୁ୍ୟ
Anupambharat News Bureau | ଓଡ଼ିଶା | | 74 | Read...
ଅନୁଗୋଳ,୧୪ା୫ (ଅନୁପମ ମିଡିଆ): ରାସ୍ତା ଜବଲଦଖଲ କରି ଜିନିଷପତ୍ର ରଖିଥିବା ଜଣେ ବ୍ରବସାୟୀ ଆଜି ଅନୁଗୋଳ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣା କରିଛନ୍ତି । ଘଟଣା ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଶୁଭେ
Anupambharat News Bureau | ଓଡ଼ିଶା | | 73 | Read...
ବ୍ୟାସନଗର,୧୪ ।୦୫(ଅନୁପମ ମିଡ଼ିଆ): ଯାଜପୁର ସଦର ଥାନା ଅନ୍ତର୍ଗତ ମାଳଆନନ୍ଦପୁର ପଂଚାୟତର ରୁଢିଆ ଆନିକଟସ୍ଥିତ ବୁଢା ନଦୀରେ ୫ ଜଣ ଗୋଧୋଇବାକୁ ଯାଇଥିବା ବେଳେ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର
Anupambharat News Bureau | ଓଡ଼ିଶା | | 72 | Read...
କଟକ,୧୪ା୫ (ଅନୁପମ ମିଡିଆ): ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗତ ଏପ୍ରିଲ ୧୪ ତାରିଖରେ ହତ୍ୟା କରାଯାଇଥିଲେ ହେଁ ଗତ ୨୦୧୬ ମସିହାରେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଏହି ଘଟଣାରେ କ୍ରାଇମବ୍ରାଂଚ ୫ ଜଣ ଦୁର୍ଦ୍ଦାନ୍ତ ଅପରା
Anupambharat News Bureau | କ୍ରୀଡ଼ା | | 71 | Read...
ନୂଆଦିଲ୍ଲୀ,୧୩ ।୫: ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ ବୋଲି ଦକ୍ଷିଣ ଆଫି୍ରକାର ପୂର୍ବତନ ଷ୍ଟାର୍ ଫିଲïର ଜଣ୍ଟି ରୋଡ୍ସ ପ୍ରକାଶ କରିଛନ୍ତି । ଚଳିତବର୍ଷ ଇଂଲଣ୍ଡ ଠାରେ ଆଇସିସି କ୍ରିକେଟ୍ ବିଶ୍ୱକପ
Anupambharat News Bureau | ଓଡ଼ିଶା | | 70 | Read...
ଭୁବନେଶ୍ୱର, ୧୩ା୫ (ଅନୁପମ ମିଡିଆ) : ରବିବାର ମଧ୍ୟରାତ୍ର ସୁଦ୍ଧା ଭୁବନେଶ୍ୱର ସହରରେ ୧୦୦ ପ୍ରତିଶତ ବିଦୁ୍ୟତ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ ବାସ୍ତବ କ୍ଷେତ୍ରରେ କେତେକ ଅଞ୍ଚଳ ଏଥିରୁ ବଞ୍ଚ