.
Anupambharat News Bureau | ଓଡ଼ିଶା | | 1189 | Read...
ଭୁବନେଶ୍ୱର, ୧୮ା୫(ଅନୁପମମିଡ଼ିଆ): କରୋନା ମୁକାବିଲାରେ ଓଡ଼ିଶାର ପ୍ରଦର୍ଶନ ଉତ୍ସାହଜନକ । କରୋନା ଜନିତ ମୃତୁ୍ୟହାରରେ ଓଡ଼ିଶା ସର୍ବନିମ୍ନ । ଭାରତରେ କରୋନା ଜନିତ ମୃତୁ୍ୟ ହାର ୩.୧୫% ରହିଥିବା ବେଳେ ଓଡ଼ିଶାରେ ଏହି ହାର ମାତ୍ର ୦.୪
Anupambharat News Bureau | ଓଡ଼ିଶା | | 1188 | Read...
ଭୁବନେଶ୍ୱର, ୧୭ା୫(ଅନୁପମ ମିଡ଼ିଆ): ରାଜ୍ୟରେ ପୁଣି ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳେ ୪୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ଆଉ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ମୋଟ କ
Anupambharat News Bureau | ଓଡ଼ିଶା | | 1187 | Read...
ପୁରୀ,୧୭ା୫(ଅନୁପମମିଡ଼ିଆ): ରାଜ୍ୟରେ ପ୍ରଥମ ଥର ଲାଗି ଜେଲ୍ରେ ଥିବା ଜଣେ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ପୁରୀ ଜେଲ୍ରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଏହି ଅଭିଯୁକ୍ତକୁ ବାନ୍ଦି ଜେଲ
Anupambharat News Bureau | ଓଡ଼ିଶା | | 1186 | Read...
ଭୁବନେଶ୍ୱର, ୧୭ା୫(ଅନୁପମ ମିଡ଼ିଆ): ରାଜ୍ୟରେ ପୁଣି ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୮୨୮ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷ
Anupambharat News Bureau | ଓଡ଼ିଶା | | 1185 | Read...
ଭୁୁବନେଶ୍ୱର, ୧୭ା୫(ଅନୁପମମିଡ଼ିଆ): ବଙ୍ଗୋପ ସାଗରରେ ସୃଷ୍ଟି ବାତ୍ୟା ‘ଅମ୍ଫାନ’ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରୁ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ
Anupambharat News Bureau | ଦେଶ | | 1184 | Read...
ନୂଆଦିଲ୍ଲୀ:,୨୭ା୫: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗୁଥିବାରୁ ଲକ୍ଡାଉନ ଅବଧିକୁ ଆସନ୍ତା ୩୧ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ନୂଆ ଲକ୍ଡାଉନରେ ବହୁ କ୍ଷେତ୍ରରେ କୋହଳ କରାଯାଇଛି । ସୋମବାର ଠ
Anupambharat News Bureau | ଓଡ଼ିଶା | | 1183 | Read...
ଭୁବନେଶ୍ୱର,୧୬ା୫(ଅନୁପମମିଡ଼ିଆ): ବିଭିନ୍ନ ଆଳ ଦେଖାଇ ରୋଗୀଙ୍କୁ ଚିକିତ୍ସା ନକଲେ ଘରୋଇ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ସ୍ଥା
Anupambharat News Bureau | ଓଡ଼ିଶା | | 1182 | Read...
ଭୁବନେଶ୍ୱର, ୧୬ା୫(ଅନୁପମମିଡ଼ିଆ): ରାଜ୍ୟରେ ଆଉ ୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୩୭ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା
Anupambharat News Bureau | ଓଡ଼ିଶା | | 1181 | Read...
ଭୁବନେଶ୍ୱର, ୧୬ା୫(ଅନୁପମମିଡ଼ିଆ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ ଶନିବାର ଅବପାତର ରୂପ ନେଇଛି । ବର୍ତ୍ତମାନ ପାରାଦ୍ୱୀପ ଠାରୁ ଦକ୍ଷିଣ ପୂର୍ବ ଦିଗରେ୧୦୪୦କିମି ଏବଂ ପଶ୍ଚିମବଙ୍ଗର ଦକ୍ଷିଣ ଦକ୍ଷିଣ-ପ
Anupambharat News Bureau | ଦେଶ | | 1180 | Read...
ନୂଆଦିଲ୍ଲୀ:ଉତ୍ତର ପ୍ରଦେଶର ଔରେୟା ଜିଲ୍ଲାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ନେଇ ଏକ ଟ୍ରକ୍ ରାଜସ୍ଥାନରୁ ଉତ୍ତରପ୍ରଦେଶ ଫେରୁଥିବା ବେଳେ ଏହା ଅନ୍ୟ ଏକ ଭ୍ୟାନ୍ ସହିତ ମୁହାମୁହିଁ ର୍ଦୁଘଟଣା ଘଟିବା ଯୋଗୁଁ ଅତି କ
Anupambharat News Bureau | ଓଡ଼ିଶା | କେନ୍ଦୁଝର | 1179 | Read...
କେନ୍ଦୁଝର,୧୬ା୫ (ଅନୁପମ ମିଡିଆ): ବାଂଶପାଳ ବ୍ଲକ ଫୁଲଝର ଗ୍ରାମବାସୀ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଶନିବାର ଦିନ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ୨୦୦୯ ମସିହାରୁ ଆରଡେଣ୍ଟ ଷ୍ଟିଲ ସ୍ଥାନୀୟ ଲୋକଙ୍କ ଜମି ଅଧିଗ
Anupambharat News Bureau | ଦେଶ | | 1178 | Read...
ନୂଆଦିଲ୍ଲୀ,୧୪ା୫: ଭାରତବର୍ଷରେ କରୋନା ଭାଇରସ ମୁକାବିଲାର ଭୟାବହତା କ୍ରମେ ବ୍ୟାପିବାରେ ଲାଗିଛି । ମୃତକଙ୍କ ସଂଖ୍ୟା ଉ‹ାନ ପତନ ମଧ୍ୟରେ ଗତି କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ମୃତକଙ୍କ ସଂଖ୍ୟା ୧୩୪କୁ ବୃ
Anupambharat News Bureau | ଦେଶ | | 1177 | Read...
ଭୁବନେଶ୍ୱର ,୧୪ା୫(ଅନୁପମ ମିଡ଼ିଆ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ବର୍ତ୍ତମାନ ଘନୀଭୂତ ହୋଇ େୱଲ ମାର୍କଡ୍ ଲୋ ପ୍ରେସରର ରୂପ ନେଇଛି । ଏ
Anupambharat News Bureau | ଦେଶ | | 1176 | Read...
ମୁଜାଫରନଗର,୧୪ା୫: କରୋନା ରୋଗର ବ୍ୟାପକତା ଯୋଗୁଁ ସମଗ୍ର ଦେଶରେ ଲକ୍ଡ଼ାଉନ୍ ସ୍ଥିତି ଜାରି ରହିଛି । ଏଭଳି ଅବସ୍ଥାରେ ସମସ୍ତ କର୍ମକ୍ଷେତ୍ର ବନ୍ଦ ହୋଇପଡିବା ଯୋଗୁଁ ପ୍ରତ୍ୟେକ ଅଞ୍ଚଳରେ ଫସି ରହିଥିବା ଶ୍ରମିକ ଓ କର୍ମଚାର
Anupambharat News Bureau | ଦେଶ | | 1175 | Read...
ନୂଆଦିଲ୍ଲୀ,୧୪ା୫: କରୋନା ସଂକ୍ରମଣ ରୋକିବାକୁ ଦେଶରେ ଲକ୍ଡାଉନ ଜାରି ରହିଛି । ତେବେ ଲକ୍ଡାଉନ ଯୋଗୁ ଆର୍ଥିକ ସ୍ଥିତି ଏକ ପ୍ରକାର ଦୋହଲିଯାଇଛି । ତେବେ ଦେଶର ଆର୍ଥିକ ମେରୁଦଣ୍ଡକୁ ସଜାଡ଼ିବା ଲାଗି କେନ୍ଦ୍ର ସରକାର ୨୦ ଲକ୍
Anupambharat News Bureau | ଓଡ଼ିଶା | | 1174 | Read...
ଭୁବନେଶ୍ୱର, ୧୪ା୫(ଅନୁପମମିଡ଼ିଆ): ରାଜ୍ୟରେ ଦିନକୁ ଦିନ କରୋନା ବେକାବୁ ହେବାରେ ଲାଗିଛି । ଆଜି ଆଉ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୨୪ରେ ପହଞ୍ଚିଛି । ରା
Anupambharat News Bureau | ଓଡ଼ିଶା | | 1173 | Read...
ଭୁବନେଶ୍ୱର, ୧୨ା୫(ଅନୁପମମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର କୋଭିଡ୍ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ବରି
Anupambharat News Bureau | ଦେଶ | | 1172 | Read...
ନୂଆଦିଲ୍ଲୀ,୧୨ା୫: ସମଗ୍ର ଦେଶରେ କରୋନା ରୋଗର ବ୍ୟାପକତା ଯୋଗୁଁ ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ୍ କଡ଼ାକଡ଼ି ଭାବେ ପାଳନ କରାଯାଉଛି । କେତେକ ଅଣପ୍ରଭାବିତ ରାଜ୍ୟ ଓ ଜିଲ୍ଲାମାନଙ୍କୁ ଛାଡି ଦେଲେ ପ୍ରଭାବିତ ରାଜ୍ୟମାନଙ୍କରେ ଜୀ
Anupambharat News Bureau | ଓଡ଼ିଶା | | 1171 | Read...
କଟକ, ୧୨ା୫ (ଅନୁପମ ମିଡ଼ିଆ): କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ଥିବା ବେଳେ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୁନ୍ ୨୨ ତାରିଖ ସୁଦ୍ଧା ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର
Anupambharat News Bureau | ଓଡ଼ିଶା | | 1170 | Read...
ଭୁବନେଶ୍ୱର,୧୨ା୫(ଅନୁପମମିଡ଼ିଆ):ରାଜ୍ୟ ପାଇଁ ଖୁସି ଖବର । ମଙ୍ଗଳବାର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୩୧ ଜଣ କରୋନା ପଜିଟିଭ୍ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯା
Anupambharat News Bureau | ଦେଶ | | 1169 | Read...
ନୂଆଦିଲ୍ଲୀ,୯ା୫: ସାଂଘାତିକ ରୂପ ଧାରଣ କରିଛି କରୋନା ଭାଇରସ ଜନିତ ମହାମାରୀ । ସମଗ୍ର ବିଶ୍ୱରେ ଏହି କରୋନା ମହାମାରୀର ଭୟାବହତା ଅତ୍ୟନ୍ତ ଭୟଙ୍କର ଭାବେ ମୃତୁ୍ୟ ସଂଖ୍ୟାକୁ ବୃଦ୍ଧି କରିବାରେ ଲାଗିଛି । ସମଗ୍ର ଭାରତବର୍ଷରେ ଆଜ
Anupambharat News Bureau | ଓଡ଼ିଶା | | 1168 | Read...
ଭୁବନେଶ୍ୱର, ୯ା୫(ଅନୁପମ ମିଡ଼ିଆ): ରାଜ୍ୟରେ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆଗାମୀ ୨୦ ମଇରୁ ଆରମ୍ଭ ହେବ । ଆଗାମୀ ୧୯ ମଇରେ ଖାତା ଦେଖିବାକୁ ଶିକ୍ଷକ ମାନେ ଖାତା ଦେଖା କେନ୍ଦ୍ରରେ ପହଞ୍ଚିବେ । ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ରାଜ୍ୟ
Anupambharat News Bureau | ଓଡ଼ିଶା | | 1167 | Read...
ଭୁବନେଶ୍ୱର, ୯ା୫(ଅନୁପମମିଡ଼ିଆ): ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ଗତ ଏକ ମାସରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ବିଶେଷ ବୃଦ୍ଧି ପାଇନଥିବା ବେଳେ ଗତ ଅଳ୍ପ କେତେଦିନ ମଧ୍ୟରେ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । କି;ୁ
Anupambharat News Bureau | ଓଡ଼ିଶା | | 1166 | Read...
ଭୁବନେଶ୍ୱର, ୯ା୫(ଅନୁପମମିଡ଼ିଆ): ରାଜ୍ୟରେ ଆଉ ପାଞ୍ଚ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ୍ ଆସିଛି । ସେମାନଙ୍କ ମଧ୍ୟରୁ ଚାରିଜଣ ବାଲେଶ୍ୱରର ହୋଇଥିବା ବେଳେ ଜଣେ ଯାଜପୁରର । ଏଥି
Anupambharat News Bureau | ଓଡ଼ିଶା | | 1165 | Read...
ବ୍ରହ୍ମପୁର/ଛତ୍ରପୁର, ୯ା୫(ଅନୁପମମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ବେକାବୁ ହେବାରେ ଲାଗିଛି । ଦିନକୁ ଦିନ ପଜିଟିଭ ସଂଖ୍ୟା ବୃଦ୍ଧିି ଜିଲ୍ଲାବାସୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିବାରେ ଲାଗିଛି । ଅନ୍ୟପକ୍ଷେ ସମସ୍ତ
Anupambharat News Bureau | ଓଡ଼ିଶା | | 1164 | Read...
ଭୁବନେଶ୍ୱର,୯ା୫(ଅନୁପମମିଡ଼ିଆ): ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ସୁରତ ଫେରନ୍ତା । ଶନିବାର ଓଡିଶାରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ପକ୍ଷରୁ ଜଣଙ୍କୁ ଛାଡି ଦେଲେ ବାକି ସମସ୍ତେ ସୁରତ ଫେରନ
Anupambharat News Bureau | ଓଡ଼ିଶା | | 1163 | Read...
ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ଓଡିଶା ଫେରିଥିବା ପ୍ରବାସୀଙ୍କ ପାଇଁ ରାଜ୍ୟର ୬୭୯୮ଟି ପଞ୍ଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଯେଉଁ ପ୍ରବାସୀ ଓଡ଼ିଆ ଫେରି
Anupambharat News Bureau | ଓଡ଼ିଶା | | 1162 | Read...
ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ ତିନି ମହା ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନିର ୬ଷ୍ଠ ସେମିଷ୍ଟାରର (ଫାଇନାଲ୍) ପରୀକ୍ଷା ଜୁନ ୨୦ ତାରିଖ ପରେ ଆର
Anupambharat News Bureau | ଓଡ଼ିଶା | | 1161 | Read...
ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ମଇ ଗତ ୩ ମଇରୁ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ବୁଧବାର ୭୪୫୧ ଜଣ ଓଡ଼ିଆ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୩
Anupambharat News Bureau | ଓଡ଼ିଶା | | 1160 | Read...
ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ଘରେ ବୟସ୍କ , ଡାଏବିଟିସ୍ , ରକ୍ତଚାପ କିମ୍ବା କିଡନୀ ସମ୍ପର୍କିତ ରୋଗୀ ଥିଲେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅ;ୁ । ସେମାନଙ୍କର ଯତ୍ନ ନିଅ;ୁ । ସେମାନଙ୍କୁ ମାସ୍କ ପିନ୍ଧା;ୁ , ବାରମ୍
Anupambharat News Bureau | ଓଡ଼ିଶା | | 1159 | Read...
ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ରାଜ୍ୟରେ କରୋନାରେ ଦ୍ୱିତୀୟ ମୃତୁ୍ୟ ଘଟିଛି । ଭୁବନେଶ୍ୱରର ମଧୁସୂଦନ ନଗରର କରୋନା ସଂକ୍ରମିତ ୭୭ ବର୍ଷୀୟ ବ୍ୟକ୍ତି ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ କିମ୍ସ ହସପିଟାଲରେ ମୃତୁ୍ୟ ବରଣ କରିଛନ
Anupambharat News Bureau | ଓଡ଼ିଶା | | 1158 | Read...
ଭୁୁବନେଶ୍ୱର, ୨ା୫(ଅନୁପମମିଡ଼ିଆ): ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ରାଜ୍ୟରେ ୩୬,୫୯୩ ଟି କୋଭିଡ୍ - ୧୯ ନମୂନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୫୭ ଟି ରିପୋର୍ଟ ପଜିଟିଭ୍ ରହିଛି । ରାଜ୍ୟରେ ପଜିଟିଭ୍ ବ୍ୟକ୍ତିଙ୍କ ହାର
Anupambharat News Bureau | ଓଡ଼ିଶା | | 1157 | Read...
ଭୁବନେଶ୍ୱର, ୨ା୫(ଅନୁପମମିଡ଼ିଆ): କରୋନା ଭାଇରସ ପଜିଟିଭ କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଜିଲ୍ଲା ହୋଇଛି ଯାଜପୁର । ଶନିବାର ୮ଟି ନୂଆ ପଜିଟିଭ୍ ମାମଲା ଆସିବା ପରେ ଯାଜପୁର ଜିଲ୍ଲାରେ ପଜିଟିଭ୍ଙ୍କ ସଂଖ୍ୟା ୪୮ ଛୁଇଁଛି । ଗତକ
Anupambharat News Bureau | ଦେଶ | | 1156 | Read...
ନୂଆଦିଲ୍ଲୀ,୨ା୫: ଭାରତରେ କରୋନା ମୁକାବିଲା ପାଇଁ ଲକ୍ଡ଼ାଉନକୁ ପୁଣି ବୃଦ୍ଧି କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଆସନ୍ତା ୩ ତାରିଖରେ ଶେଷ ହେବାକୁ ରହିଥିବା ବେଳେ ଏହା ପୂର୍ବରୁ ଏହାର ଅବଧିରେ ଦୁଇ ସପ୍ତାହ ବୃଦ୍ଧ
Anupambharat News Bureau | ଓଡ଼ିଶା | | 1155 | Read...
ଜି.ଉଦୟଗିରି/ଭଞ୍ଜନଗର,୨ା୫ (ଅନୁପମମିଡ଼ିଆ): ସୁରତରୁ ଓଡ଼ିଆ ଶ୍ରମିକଙ୍କୁ ନେଇ ଗଞ୍ଜାମ ଜିଲ୍ଲାକୁ ଫେରୁଥିବା ବସ୍ ଶନିବାର ରାତିରେ ଜି.ଉଦୟଗିରି ଥାନା ସ୍ଥିତ କଳିଙ୍ଗା ଘାଟିରେ ଦୁର୍ଘଟଣାର ସମ୍ମୁଖିନ ହୋଇଛି । ଏହି ଘଟଣାରେ ଦୁ
Anupambharat News Bureau | ଦେଶ | | 1154 | Read...
ମୁମ୍ବାଇ,୩୦ା୪: ବଲିଉଡ଼ ଜଗତର ଲୋକପ୍ରିୟ ଅଭିନେତା ଋଷି କାପୁରଙ୍କର ୬୭ ବର୍ଷରେ ପରଲୋକ ଘଟିଛି । ବୁଧବାର ଋଷି ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ସାର ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିିଟାଲର ଆଇସିୟୁରେ ଭର
Anupambharat News Bureau | ଓଡ଼ିଶା | | 1153 | Read...
ଭୁୁବନେଶ୍ୱର, ୩୦ା୪(ଅନୁପମମିଡ଼ିଆ): ଯାଜପୁର ଜିଲ୍ଲାରେ ଗୁରୁବାର ଗୋଟିଏ ଦିନରେ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୧୭ ଜଣ ପଜିଟିଭ୍&
Anupambharat News Bureau | ଦେଶ | | 1152 | Read...
ନୂଆଦିଲ୍ଲୀ: ଚୀନ୍ରୁ ସୃଷ୍ଟି ହୋଇଥିବା ଭୟଙ୍କର ତଥା ଅତ୍ୟଧିକ ମାରାତ୍ମକ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ଭୂତାଣୁର ସଂକ୍ରମଣରେ ସମଗ୍ର ବିଶ୍ୱରେ ଆଜି ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହ
Anupambharat News Bureau | ଓଡ଼ିଶା | | 1151 | Read...
ଭୁବନେଶ୍ୱର, ୨୬ା୪(ଅନୁପମମିଡ଼ିଆ): ରାଜ୍ୟର ଆଉ ଜଣେ କାରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତାଙ୍କ ଘର ଭୁବନେଶ୍ୱର ହୋଇଥିବାବେଳେ ସେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଜଣକ
Anupambharat News Bureau | ଓଡ଼ିଶା | | 1150 | Read...
ରାଉରକେଲା/ଭୁବନେଶ୍ୱର, ୨୬ା୪(ଅନୁପମ ମିଡ଼ିଆ): ରାଜ୍ୟରେ ରବିବାର ସକାଳେ ଆଉ ତିନି କରୋନା ସଂକ୍ରମିତ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ
Anupambharat News Bureau | ଓଡ଼ିଶା | | 1149 | Read...
ଭୁବନେଶ୍ୱର, ୨୨ା୪ (ଅନୁପମ ମିଡିଆ): ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୩,୭୭୫ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ସମୁଦାୟ ୮୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୨ ଜଣ ରୋଗୀ ସଂପୂର୍ଣ୍ଣ ସୁ
Anupambharat News Bureau | ଓଡ଼ିଶା | | 1148 | Read...
ଭୁବନେଶ୍ୱର, ୨୨ା୪ (ଅନୁପମ ମିଡିଆ): କରୋନା ସଂକ୍ରମଣ ଆଶଙ୍କାରେ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଧ୍ୟ ବିଦ୍ୟୁତ ଦରକୁ ଅପରିବର୍ତିତ ରଖିଛନ୍ତ
Anupambharat News Bureau | ଓଡ଼ିଶା | | 1147 | Read...
ଭଦ୍ରକ, ୨୨ା୪ (ଅନୁପମ ମିଡିଆ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରୁ ଆଜି ତିନି ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତପିର ହୋଇଉଠିଛି । ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବାସୁଦେବପୁର ବ
Anupambharat News Bureau | ଓଡ଼ିଶା | | 1146 | Read...
ଭୁବନେଶ୍ୱର, ୨୨ ।୪ (ଅନୁପମ ମିଡିଆ): ରାଜ୍ୟରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୬୭୯୮ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥ ପାଠ କରାଇଛନ୍ତି । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋ
Anupambharat News Bureau | ଦେଶ | | 1145 | Read...
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଛି । ପ୍ରଥମେ ଚୀନ୍ ଓ ପରେ ପରେ ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକା ସମେତ ବହୁ ବୃହତ ରାଷ୍ଟ୍ରରେ କରୋନାର ବ୍ୟାପକତା ଅଗ୍ନି ଓ ପବନ ବେଗରେ ବ୍ୟାପୀ ଯାଇଛି ।
Anupambharat News Bureau | ଓଡ଼ିଶା | | 1144 | Read...
ଚିକିଟି,୨୧ ।୪(ଅନୁପମ ମିଡ଼ିଆ): ଓଡ଼ିଶା-ଆନ୍ଧ୍ର ସୀମା ସୋରଳ ଗ୍ରାମର ସାତ ଜଣ ଶ୍ରମିକ ଚେନ୍ନାଇରୁ ପୁଣି ସାଇକେଲ୍ ଯୋଗେ ନିଜ ଗ୍ରାମକୁ ଫେରିଥିବା ସୂଚନା ମିଳିଛି । ଗତ କିଛିଦିନ ଧରି ତାମିଲନାଡ଼ୁର ଚେନ୍ନାଇରେ ଦାଦନ ଭାବେ ଖଟୁଥି
Anupambharat News Bureau | ଦେଶ | | 1143 | Read...
ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷରେ କରୋନା ଭୂତାଣୁରେ ସଂକ୍ରମଣ ସଂଖ୍ୟାର ବ୍ୟାପକତା କ୍ରମେ ବୃଦ୍ଧି ପାଇ ମଙ୍ଗଳବାର ସୁଦ୍ଧା ୧୮,୯୮୫ ସଂଖ୍ୟାକୁ ପହଞ୍ଚିଛି । ଆଜି ସୁଦ୍ଧା ଏହି ରୋଗରେ ସମୁଦାୟ ୬୦୩ ଜଣ ରୋଗୀ ପ୍ରାଣ ହରାଇଛନ୍ତି ।
Anupambharat News Bureau | ଓଡ଼ିଶା | | 1142 | Read...
ଭୁବନେଶ୍ୱର ,୨୧ା୪ (ଅନୁପମମିଡ଼ିଆ): ନିକଟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପଡୋଶୀ ରାଜ୍ୟରୁ ଫେରିଥିବାର ସୂଚନା ମିଳିଛି । ତେବେ କରୋନା ମୁକାବିଲା ପାଇଁ ରାଜ୍ୟର ସୀମା ଜଗିବା କଷ୍ଟକର ବୋଲି ରାଜ୍ୟ କୋଭିଡ-୧୯ ମୁଖ୍ୟ ମ
Anupambharat News Bureau | ଓଡ଼ିଶା | | 1141 | Read...
ଭୁବନେଶ୍ୱର, ୨୧ା୪(ଅନୁପମମିଡ଼ିଆ): ରାଜ୍ୟରେ ମଙ୍ଗଳବାର ଆଉ ପାଞ୍ଚ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ
Anupambharat News Bureau | ଓଡ଼ିଶା | | 1140 | Read...
ଭୁବନେଶ୍ୱର, ୨୧ା୪(ଅନୁପମମିଡ଼ିଆ): ଓଡିଶାରେ କରୋନା ଯୋଗୁଁ ପୁଣି ଜଣେ ଆଖି ବୁଜିଛନ୍ତି । ମୃତକ ଜଣକ ହେଉଛନ୍ତି ପଶ୍ଚିମ ବଙ୍ଗର ତଥା ରାଜ୍ୟର ୪୪ ନମ୍ବର କରୋନା ପଜିଟିଭ୍ । ମଙ୍ଗଳବାର ସକାଳେ ସେପଫିକ୍ ଶକ୍ ,ହାଇପୋପିଟୁଇଟା
Anupambharat News Bureau | ଦେଶ | | 1139 | Read...
ନୂଆଦିଲ୍ଲୀ: ସମଗ୍ର ଦେଶରେ କୋଭିଡ଼-୧୯ ପଜିଟିଭ ନମୁନା ଏକ ଭୟଙ୍କର ମହାମାରୀ ରୋଗର କାରଣ ଘଟିଛି । ପ୍ରତିଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯଦିଓ ୟୁରୋପୀୟ ଓ ଆମେରିକୀୟ ରାଷ୍ଟ୍ର ଭଳି ସାଂଘାତିକ ମ
Anupambharat News Bureau | ଓଡ଼ିଶା | | 1138 | Read...
ଭୁବନେଶ୍ୱର/ଯାଜପୁର, ୨୦ା୪(ଅନୁପମମିଡ଼ିଆ): ଲକ୍ଡାଉନ୍ କଟକଣାକୁ ଉଲ୍ଲଂଘନ କରି ଗତକାଲି ସପରିବାରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ
Anupambharat News Bureau | ଓଡ଼ିଶା | | 1137 | Read...
ଚିକିଟି,୨୦ ।୪(ଅନୁପମ ମିଡ଼ିଆ): ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ନେଇ ରାଜ୍ୟ ସରକାର ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସିଲ୍ ଓ ଯାଞ୍ଚ ଚାଲିଥିବା ବେଳେ ଆଜି ୧୦ ଜଣ ଓଡ଼ିଆଙ୍କ ସମେତ ୨୭ ଜଣ ଡ଼ଙ୍ଗା ଯୋଗେ ଅନୁପ୍ରବ
Anupambharat News Bureau | ଓଡ଼ିଶା | | 1136 | Read...
ଭୁବନେଶ୍ୱର, ୨୦ା୪(ଅନୁପମ ମିଡ଼ିଆ): ସୋମବାର ଗୋଟିଏ ଦିନରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଭଦ୍ରକର ୫ ଜଣ, ଯାଜପୁରର ୫ ଜଣ , ବାଲେଶ୍ୱରର ୨ ଜଣ ଓ ସୁନ୍ଦରଗଡର ଜଣେ ଆକ୍ରାନ୍ତ
Anupambharat News Bureau | ଓଡ଼ିଶା | | 1135 | Read...
ଭୁବନେଶ୍ୱର,୧୯ା୪(ଅନୁପମମିଡ଼ିଆ): ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ । ସେମାନଙ୍କ ସହ ସେମାନଙ୍କ ପରିବାର ଓ ବନ୍ଧୁମାନେ ପଞ୍ଚାୟତରେ ରେଜିଷ୍ଟ୍ରେସନ୍ କରିବେ । ଏହାପରେ ସେମାନଙ୍କ
Anupambharat News Bureau | ଓଡ଼ିଶା | | 1134 | Read...
ଛତ୍ରପୁର, ୧୯ା୪ (ଅନୁପମ ମିଡ଼ିଆ): କୋଭିଡ଼ ୧୯ ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲାରେ ଜାରି କେତେକ କଟକଣାକୁ ସୋମବାରଠାରୁ କୋହଳ ନେଇ ଘୋଷଣା କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ରବିବାର ଏକ ଭିଡ଼ିଓ ବାର୍ତ୍ତାରେ ଜଣ
Anupambharat News Bureau | ଓଡ଼ିଶା | | 1133 | Read...
କଟକ ,୧୯ା୪(ଅନୁପମମିଡ଼ିଆ): ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ । ଏସମ୍ପର୍କରେ ଗତ ୧୮ ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜଷ୍ଟିସ
Anupambharat News Bureau | ଓଡ଼ିଶା | | 1132 | Read...
ଭୁବନେଶ୍ୱର,୧୯ା୪(ଅନୁପମମିଡ଼ିଆ): ଆସନ୍ତାକାଲି ଠାରୁ କୃଷିକାର୍ଯ୍ୟକୁ ଖୁବ୍ ସାବଧାନତାର ସହ ଆରମ୍ଭ କରାଯାଉଛି । କି;ୁ କଟକ ଓ ଭୁବନେଶ୍ୱରରେ କଟକଣା ପୂର୍ବଭଳି ଜାରି ରହିବ । ସେଥି ପାଇଁ ଲୋକେ ଦୟାକରି ଘରେ ରୁହ;ୁ ।ଲୋକେ ନିରାପ
Anupambharat News Bureau | ଦେଶ | | 1131 | Read...
ନୂଆଦିଲ୍ଲୀ,୧୯ା୪: ସମଗ୍ର ବିଶ୍ୱକୁ ସଂକ୍ରମଣ କରିଥିବା କୋଭିଡ଼-୧୯ କରୋନା ଭାଇରସ ଭୟଙ୍କର ରୂପ ଧାରଣ କରିଛି । ବହୁ ନିୟନ୍ତ୍ରଣ ସତ୍ତେ୍ୱ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ହଜାର ଟପି ଯାଇଥିବା ବେଳେ ୫୧୯ ଲୋକ ଏହି ରୋଗରେ
Anupambharat News Bureau | ଦେଶ | | 1130 | Read...
ନୂଆଦିଲ୍ଲୀ,୧୭ା୪: ସମଗ୍ର ବିଶ୍ୱରେ ଭୟଙ୍କର ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସର ସଂକ୍ରମଣରେ ବିଶ୍ୱର୨୦୦ରୁ ଉର୍ଦ୍ଧ୍ୱ ରାଷ୍ଟ୍ର ପ୍ରଭାବିତ ହୋଇଛନ୍ତି । ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଦେଶରେ ଶନିବାର ସୁ
Anupambharat News Bureau | ଓଡ଼ିଶା | | 1129 | Read...
ବିରଜାକ୍ଷେତ୍ର, ୧୮ା୪(ଅନୁପମମିଡ଼ିଆ): ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ଗୋପିନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ ତହସିଲଦାର ଜ୍
Anupambharat News Bureau | ଓଡ଼ିଶା | | 1128 | Read...
ଭୁବନେଶ୍ୱର, ୧୮ା୪(ଅନୁପମମିଡ଼ିଆ): ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୩ ଜଣ ଭୁବନେଶ୍ୱରର ବୋଲି ସୂଚନା ମିଳିଛି । ଏଥିସହିତ ମୋଟ ୨୪ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯ
Anupambharat News Bureau | ଓଡ଼ିଶା | | 1127 | Read...
ଭୁବନେଶ୍ୱର, ୧୮ା୪(ଅନୁପମମିଡ଼ିଆ): ଶେଷରେ ଉତ୍ତର ଓଡ଼ିଶାକୁ ପ୍ରବେଶ କରିଛି କରୋନା ମହାମାରୀ । ବାଲେଶ୍ୱର ସହର ନିଳିମାବାଗ ଅଞ୍ଚଳରେ ଜଣେ ପଜିଟିଭ ରୋଗୀକୁ ଚିହ୍ନଟ କରାଯିବା ପରେ ମୟୂରଭଞ୍ଜ ଜିଲ୍ଲାରେ କଟକଣାକୁ କଡ଼ାକଡ଼ି କରାଯାଇ
Anupambharat News Bureau | ଓଡ଼ିଶା | | 1126 | Read...
ଭୁବନେଶ୍ୱର, ୧୭ା୪(ଅନୁପମମିଡ଼ିଆ): କରୋନା ମୁକାବିଲା ପାଇଁ ରାଜ୍ୟର ୧୧୪ଟି ପୌରାଞ୍ଚଳର ସହର ମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହେ କୋଟି
Anupambharat News Bureau | ଦେଶ | | 1125 | Read...
ନୂଆଦିଲ୍ଲୀ,୧୭ା୪: କରୋନା ଭାଇରସ୍ ମହାମାରୀ ଓ ଲକଡାଉନ କାରଣରୁ ଦେଶରେ ଉପୁଜଥିବା ଆର୍ଥିକ ସଙ୍କଟରେ ଅର୍ଥବ୍ୟବସ୍ଥାକୁ ଗତି ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅନେକ ବଡ ବଡ ଘୋଷଣା
Anupambharat News Bureau | ଓଡ଼ିଶା | | 1124 | Read...
ପୁରୀ, ୧୭ା୪(ଅନୁପମମିଡ଼ିଆ): ଲକ୍ ଡାଉନ୍ ପାଇଁ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବାରୁ ପ୍ରତ୍ୟେକ ସେବାୟତ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନି
Anupambharat News Bureau | ଓଡ଼ିଶା | | 1123 | Read...
ଭୁବନେଶ୍ୱର,୧୭ା୪(ଅନୁପମମିଡ଼ିଆ): ଲକ୍ ଡାଉନ ନିୟମକୁ କଡ଼ାକଡ଼ି ପାଳନ ଲାଗି ଥାନାଧିକାରୀଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ଆଇପିସି ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ରାଜ୍ୟ ସରକାର ଏହି କ୍ଷମତା ପ୍ରଦାନ କରିଛନ
Anupambharat News Bureau | ଓଡ଼ିଶା | | 1122 | Read...
ଭୁବନେଶ୍ୱର,୧୭ା୪(ଅନୁପମ ମିଡ଼ିଆ): ରାଜ୍ୟର ଆଉ ଦୁଇ ଜଣ କରୋନା ପଜିଟିଭ୍ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଉଭୟ ଭୁବନେଶ୍ୱର ଅଞ୍ଚଳର । ସେମାନଙ୍କ ନମୁନା ଯାଞ୍ଚ ରିଂପୋର୍ଟ ନେଗେଟିଭ୍ ବାହାରିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡ
Anupambharat News Bureau | ଓଡ଼ିଶା | | 1121 | Read...
ଭୁବନେଶ୍ୱର, ୧୭ା୪(ଅନୁପମମିଡ଼ିଆ): ରାଜ୍ୟରେ ଗତ ଦୁଇ ଦିନ ମଧ୍ୟରେ ନୂଆ କରୋନା ପଜିଟିଭ ମାମଲା ସାମନାକୁ ଆସି ନାହିଁ । ଅନ୍ୟ ପକ୍ଷରେ ଭୁବନେଶ୍ୱର ସହର କରୋନାର ହଟ ସ୍ପଟ ହୋଇଛି ଓ ସହରରେ ମୋଟ ୪୬ଟି କରୋନା ମାମଲା ସାମନାକୁ ଆସିଛି ।
Anupambharat News Bureau | ଓଡ଼ିଶା | | 1120 | Read...
କେନ୍ଦୁଝର, ୧୭ା୪(ଅନୁପମମିଡ଼ିଆ): ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ସହରାଇ ଓରାମଙ୍କ ଶୁକ୍ରବାର ଦିନ ପରଲୋକ ହୋଇଛି । କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ଅନ୍ତର୍ଗତ ଭଦ୍ରାସାହିଠ
Anupambharat News Bureau | ଓଡ଼ିଶା | | 1119 | Read...
ଭୁବନେଶ୍ୱର,୧୭ା୪ (ଅନୁପମ ମିଡ଼ିଆ):କରୋନା ସ୍ଥିତିରେ ରଥଯାତ୍ରା ହେବା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି କରିବାକୁ ପୁରୀ ଗଜପତି ମହାରାଜ ଦିବ୍ୟ ସିଂହଦେବ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ।
Anupambharat News Bureau | ଓଡ଼ିଶା | | 1118 | Read...
ଭୁବନେଶ୍ୱର,୧୭ା୪ (ଅନୁପମ ମିଡ଼ିଆ):କରୋନା ସ୍ଥିତିରେ ରଥଯାତ୍ରା ହେବା ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି କରିବାକୁ ପୁରୀ ଗଜପତି ମହାରାଜ ଦିବ୍ୟ ସିଂହଦେବ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ।
Anupambharat News Bureau | ଓଡ଼ିଶା | | 1117 | Read...
ଭୁବନେଶ୍ୱର, ୧୪ା୪(ଅନୁପମମିଡ଼ିଆ): ଲକ୍ ଡାଉନ୍ ସମୟରେ ଚାଷୀମାନେ ସେମାନଙ୍କ ଉପିାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟ କରିବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେ
Anupambharat News Bureau | ଓଡ଼ିଶା | | 1115 | Read...
ଭୁବନେଶ୍ୱର, ୧୪ା୪(ଅନୁପମମିଡ଼ିଆ): ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍
Anupambharat News Bureau | ଓଡ଼ିଶା | | 1114 | Read...
ଭୁବନେଶ୍ୱର , ୧୪ା୪ (ଅନୁପମମିଡ଼ିଆ): ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକରେ ପରିବର୍ତ୍ତନ କରାଯାଇଛି । ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଥିବା ସୂଚନା ମିଳିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁ
Anupambharat News Bureau | ଓଡ଼ିଶା | | 1113 | Read...
ଭୁବନେଶ୍ୱର, ୧୪ା୪ (ଅନୁପମ ମିଡ଼ିଆ): ରାଜ୍ୟରେ ସୋମବାର ଜଣେ ଏବଂ ମଙ୍ଗଳାବର ଆଉ ଚାରି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬୦ରେ ପହଞ୍ଚିଛି । ରାଜ୍ୟର ଚିହ୍ନଟ ସୋମବାର ଚିହ୍ନଟ ୫୬ତମ
Anupambharat News Bureau | ଦେଶ | | 1112 | Read...
ଲାଗିଛି । ଆଜି ପ୍ରାପ୍ତ ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୩କୁ ସ୍ପର୍ଶ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗୋଟିଏ ଦିନରେ ଆଜି ଭାରତରେ ସର୍ବା
Anupambharat News Bureau | ଦେଶ | | 1111 | Read...
ନୂଆଦିଲ୍ଲୀ,୧୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରି କରୋନା ମହାମାରୀରୁ ପ୍ରସାରକୁ ରୋକିବା ପାଇଁ ଦେଶବ୍ୟାପୀ ଚାଲିଥିବା ଲକଡାଉନକୁ ଆସନ୍ତା ମଇ ମାସ ୩ ତାରିଖ ଯାଏ ବଢା ଯିବା ସମ୍ପର୍କ
Anupambharat News Bureau | ଓଡ଼ିଶା | | 1110 | Read...
ଧର୍ମଶାଳା,୧୩ା୪(ଅନୁପମମିଡ଼ିଆ): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଦେଓଦା ପଂଚାୟତର ଦେଓଦା ଗ୍ରାମରେ ବେକରେ ଫାଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଗାଁ ଲୋକ କରୋନା ରୋଗୀର ଆଖ୍ୟା ଦେବାରୁ ମାନସିକ ଭାରସାମ୍ୟ ହର
Anupambharat News Bureau | ଦେଶ | | 1109 | Read...
ନୂଆଦିଲ୍ଲୀ,୧୩ା୪: ଚୀନ୍ରୁ ସୃଷ୍ଟି ହୋଇଥିବା ଭୟଙ୍କର ତଥା ମହାମାରୀ କରୋନା ଭୂତାଣୁରେ ସମଗ୍ର ବିଶ୍ୱରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଇତିମଧ୍ୟରେ ପ୍ରାଣ ହରାଇଛନ୍ତି । ଭା
Anupambharat News Bureau | ଓଡ଼ିଶା | | 1108 | Read...
ଭୁବନେଶ୍ୱର, ୧୩ା୪(ଅନୁପମମିଡ଼ିଆ): ଆସନ୍ତା ୫ ମାସ ପାଇଁ ରାଜ୍ୟରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ଯଥା- ଆଣ୍ଟିବାୟୋଟିକ୍ସ, ଆନାଲ୍ଜେସିକ୍ସ ଓ ଆଣ୍ଟିଇନ୍ଫ୍ଲାମେଟାରୀ ଉପଲବ୍ଧ ରହିଛି । ଏହା ବ୍ୟତୀତ ଯଥେଷ୍ଟ ପରିମାଣର ତ
Anupambharat News Bureau | ଓଡ଼ିଶା | | 1107 | Read...
ଭୁବନେଶ୍ୱର, ୧୩ା୪ (ଅନୁପମ ମିଡିଆ): ରାଜ୍ୟରେ କରୋନା ପଜିଟିଭଙ୍କ ମଧ୍ୟରୁ ସୋମବାର ରାତିରେ ଆଉ ପାଞ୍ଚ ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚୀତ କରାଯଇଛି । ଏହାକୁ ମିଶାଇ ବର୍
Anupambharat News Bureau | ଓଡ଼ିଶା | | 1106 | Read...
ଭୁବନେଶ୍ୱର, ୧୩ା୪(ଅନୁପମମିଡ଼ିଆ): ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବମିଖାଲରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି । ସେ ବମିଖାଲରେ ପୂର୍ବରୁ ଚିହ୍ନଟ ୪ ଜଣ କରୋନା ପଜ
Anupambharat News Bureau | ଓଡ଼ିଶା | | 1105 | Read...
ଦିଗପହଣ୍ଡି,୧୩ ।୪(ଅନୁପମ ମିଡ଼ିଆ): ଭୂବନେଶ୍ୱର ସାଲିଆସାହିର ଜଣେ ଶ୍ରମିକ ଲକ୍ ଡାଉନ ସମୟରେ ଅନ୍ୟ ୩ ସମ୍ପର୍କୀୟଙ୍କ ସହ ଖସି ନିଜ ଗ୍ରାମ ସାନଖେମୁଣ୍ଡି ଅଞ୍ଚଳକୁ ଫେରି ଆସିଥିବା ଏବଂ ୧୨ ଦିନ ପରେ ଜ୍ୱର ରୋଗରେ ପୀଡିତ ହୋଇ ମୃତ
Anupambharat News Bureau | ଦେଶ | | 1104 | Read...
ନୂଆଦିଲ୍ଲୀ,୧୩ା୪: ଭାରତରେ କରୋନାର ମୁକାବିଲା କରିବା ପାଇଁ ୨୧ ଦିନିଆ ଲକ୍ଡ଼ାଉନ୍ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ତେବେ ମଧ୍ୟ ଦେଶରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ସମଗ୍ର ଦେଶରେ ଏହି କରୋନା ରୋଗର ପ
Anupambharat News Bureau | ଦେଶ | | 1103 | Read...
ନୂଆଦିଲ୍ଲୀ,୧୩ା୪:ସମଗ୍ର ବିଶ୍ୱରେ କରୋନା ଭାଇରସର ଭୟାବହତା ବ୍ୟାପିବାରେ ଲାଗିଛି । ଦୈନିକ ମୃତକଙ୍କ ସଂଖ୍ୟା ପ୍ରଭାବିତ ରାଷ୍ଟ୍ରମାନଙ୍କ ମଧ୍ୟରେ ହଜାରରୁ ଉର୍ଦ୍ଧ୍ୱ ବୃଦ୍ଧି ପାଉଛି । ଭାରତରେ ମଧ୍ୟ କରୋନାର ମୁକାବିଲା ପାଇ
Anupambharat News Bureau | ଦେଶ | | 1102 | Read...
ଅମରାବତୀ,୧୩ା୪: କରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ ସରକାର ନିଜ ନିଜର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ସର୍ବଦା ଚେଷ୍ଟା ଜାରି ରଖିଛନ୍ତି । ଯେକୌଣସି ସ୍ଥିତିରେ ମଧ୍ୟ ରାଜ୍ୟର କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍
Anupambharat News Bureau | ଓଡ଼ିଶା | | 1101 | Read...
ଭୁବନେଶ୍ୱର,୧୨ା୪(ଅନୁପମମିଡ଼ିଆ): ରାଜ୍ୟରେ ଆଉ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିଚ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ଏଥି ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ଜଣଙ୍କର
Anupambharat News Bureau | ଦେଶ | | 1100 | Read...
ମ୍ଭାବନା ରହିଛି । ତେବେ ପୁଣି ଲକ୍ଡାଉନ ବୃଦ୍ଧି ବେଳେ କେତେକ କ୍ଷେତ୍ରରେ କୋହଳ କରାଯିବା ଲାଗି କେନ୍ଦ୍ର ସରକାର ଚିନ୍ତା କରୁଥିବା କୁହାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି କୋଭିଡ ୧୯ର ମୁକା
Anupambharat News Bureau | ଓଡ଼ିଶା | | 1099 | Read...
ଭୁବନେଶ୍ୱର, ୧୧ା୪ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭ଟି ସକ୍ରିୟ କରୋନା ମାମଲା ରହିଛି । ଏହି ୩୭ ଜଣଙ୍କ ମଧ୍ୟରୁ ଦୁଇ ଜଣ ହସ୍ପିଟାଲ ସପୋର୍ଟରେ ଅଛନ୍ତି । ଅନ୍ୟ ମାନଙ୍କର କୌଣସି ହସ୍ପିଟାଲ ସପୋର୍ଟର ଆବଶ୍ୟକତା ପଡି ନାହିାଁ ତେଣ
Anupambharat News Bureau | ଓଡ଼ିଶା | | 1098 | Read...
ଭୁବନେଶ୍ୱର, ୧୧ା୪(ଅନୁପମମିଡ଼ିଆ): ରାଜ୍ୟରେ କରୋନା ପଜିଟିଭ ହେବାର ଦୁଇଟି ନୂଆ ମାମଲା ସାମନାକୁ ଆସିଛି । ଏହା ସହ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ମାମଲା ସଂଖ୍ୟା ୫୦ ରେ ପହଞ୍ଚିଛି । ଶୁକ୍ରବାର ରାତ୍ରୀରେ ରାଜ୍ୟ ସରକାରଙ୍କ ପକ
Anupambharat News Bureau | ଓଡ଼ିଶା | | 1097 | Read...
ହିିଳିକାଟୁ, ୧୧ା୪(ଅନୁପମମିଡ଼ିଆ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଖରିଡ଼ା ଗ୍ରାମରେ ଶନିବାର ପୂର୍ବାହ୍ନରେ ଜଣେ ନାବାଳକ ବନ୍ଧୁଙ୍କ ବ୍ୟାଟ୍ ମାଡ଼ରେ ଅନ୍ୟ ଜଣେ ନାବାଳକଙ୍କ ମୃତୁ୍ୟ ଘଟିଛି । ମୃତକ ଜଣକ ସମ୍ପୃକ୍ତ ଗ୍ରାମର କେ
Anupambharat News Bureau | ଓଡ଼ିଶା | | 1096 | Read...
ଭୁବନେଶ୍ୱର, ୧୦ା୪(ଅନୁପମମିଡ଼ିଆ): ରାଜ୍ୟରେ ଗୋଟିଏ ଦିନରେ ୧୦ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନାନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ନେଗଟିଭ ସହୁ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ହ
Anupambharat News Bureau | ଓଡ଼ିଶା | | 1095 | Read...
ଭୁବନେଶ୍ୱର, ୧୦ ।୪(ଅନୁପମମିଡ଼ିଆ): କୋବିଡ-୧୯ର ମୁକାବିଲା ପାଇଁ ୪୦୦୦ ଟେଷ୍ଟ ପାଇଁ ଟେଷ୍ଟ କିଟ ଓ ଅନ୍ୟାନ୍ୟ ସାମଗ୍ରୀ ମୁମ୍ବାଇରୁ ଅଣା ଯାଇଛି । ମୁମ୍ବାଇରୁ ସ୍ପେଶାଲ ଏୟାର କାର୍ଗୋ ଜରିଆରେ ଏହା ଅଣା ଯାଇଛି । ସ୍ୱାସ୍ଥ୍ୟ ଓ ପର
Anupambharat News Bureau | ଓଡ଼ିଶା | | 1094 | Read...
କଟକ,୧୦ା୪ (ଅନୁପମମିଡ଼ିଆ): ‘କରୋନା’ ଲକଡାଉନ୍ ବେଳେ ଅଣ୍ଡରଟେକିଂ ଲେଖି ଗାଡ଼ି ଛାଡ଼ିବା ଲାଗି ଗତକାଲି ହାଇକୋର୍ଟ ରାୟ ଶୁଣାଇଥିଲେ । ଆଜି କୋର୍ଟ ଏହି ରାୟର ସଂଶୋଧନ କରିଛନ୍ତ । କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତ
Anupambharat News Bureau | ଓଡ଼ିଶା | | 1093 | Read...
ଭୁବନେଶ୍ୱର, ୧୦ା୪(ଅନୁପମମିଡ଼ିଆ): ଓଡ଼ିଶାରେ ଚିହ୍ନଟ ହୋଇଥିବା ୪୮ ଜଣ କରୋନା ପଜିଟିଭ୍୍ଙ୍କ ମଧ୍ୟରେ ଦୁଇଜଣ ଶିଶୁ କନ୍ୟା ରହିଛନ୍ତି । ଆକ୍ରାନ୍ତ ଶିଶୁ କନ୍ୟାଙ୍କ ମଧ୍ୟରୁ ଜଣଙ୍କର ବୟସ ୯ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ
Anupambharat News Bureau | ଓଡ଼ିଶା | | 1092 | Read...
ଭୁବନେଶ୍ୱର ,୯ା୪(ଅନୁପମମିଡ଼ିଆ): ରାଜ୍ୟରେ ଗୁରୁବାର ଆଉ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ୫୧ ବର୍ଷୀୟା ମହିଳା କରୋନା ସଂକ୍ରମିତ ହୋଇଥିବା ବେଳେ ପଶ୍ଚିମବଙ୍ଗର ମେଦିନୀପୁର ଆମ୍
Anupambharat News Bureau | ଓଡ଼ିଶା | | 1091 | Read...
ଭୁବନେଶ୍ୱର, ୯ା୪ (ଅନୁପମ ମିଡ଼ିଆ): କରୋନା ସଂକ୍ରମଣର ଆଶଙ୍କାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଲକ୍ ଡାଉନକୁ ଆଗାମୀ ୩୦ ଯାଏ ବଢାଇଛନ୍ତି । ରାଜ୍ୟ କ୍ୟାବିନେଟର ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାର
Anupambharat News Bureau | ଓଡ଼ିଶା | | 1090 | Read...
କଟକ ୯ା୪(ଅନୁପମିଡ଼ିଆ): ଲକ୍ ଡାଉନ ବେଳେ ଚାଲିବା ଦୂରତାରେ ଅତ୍ୟାବଶକ ସାମଗ୍ରୀ ନମିଳିବା ପରିସ୍ଥିତିରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇ ପାରିବ ନାହିଁ । ଏଥି ସହିତ ଲକ୍ ଡାଉନ ବେଳେ ଜବତ କରାଯ
Anupambharat News Bureau | ଦେଶ | | 1089 | Read...
ନୂଆଦିଲ୍ଲୀ,୮ା୪:ସମଗ୍ର ବିଶ୍ୱରେ ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସ୍ର ମୁକାବିଲା କରିବା ପାଇଁ ସମଗ୍ର ବିଶ୍ୱର ପ୍ରଭାବିତ ରାଷ୍ଟ୍ରମାନଙ୍କରେ ତାଲା ବନ୍ଦ ସ୍ଥିତି ଜାରି ରହିଛି । ବିଶ୍ୱବ୍ୟାପୀ ଯାନବାହାନ ଚଳାଚ