ଖବର ସଂଗ୍ରହ

.



ମୋ ଜୀବନ ପ୍ରତି ବିପଦ ଅଛି: ମମତା

Anupambharat News Bureau | ଦେଶ | | 1994 | Read...

ମୋ ଜୀବନ ପ୍ରତି ବିପଦ ଅଛି: ମମତା

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଯେନ ତେନ ପ୍ରକାରେଣ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯୋଜନା ଚାଲିଛି । ନିଜ ଶାସନ ଗାଦି ବଞ୍ଚାଇବାକୁ ପ୍ରାଣ ପଣେ ଚେଷ୍ଟା ଚଳାଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ



୧୧ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

Anupambharat News Bureau | ଦେଶ | | 1993 | Read...

୧୧ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଭାରତର ୧୧ ମାଛ ଧରାଳିଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ ଦେଶର ସମୁଦ୍ର ସୀମାକୁ ଆସିଥିବାରୁ ୧୧ ମାଛ ଧରାଳିଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କର ଦୁଇଟି ଡଙ୍ଗା



ଭାରତୀୟଙ୍କ ଜୀବନକୁ ନେଇ ‘ଟିକା କୂଟନୀତି’ କରୁଛନ୍ତି ସରକାର: ତିୱାରୀ

Anupambharat News Bureau | ଦେଶ | | 1992 | Read...

ଭାରତୀୟଙ୍କ ଜୀବନକୁ ନେଇ ‘ଟିକା କୂଟନୀତି’ କରୁଛନ୍ତି ସରକାର: ତିୱାରୀ

ନୂଆଦିଲ୍ଲୀ: ସଂସଦରେ ବୁଧବାର ୨୦୨୧-୨୨ ବର୍ଷ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁଦାନ ଦାବି ଚର୍ଚ୍ଚାରେ କଂଗ୍ରେସ ସାଂସଦ ମନିଷ ତିୱାରୀ ଗୁରୁତର ଅଭିଯୋଗ ଆଣିଛନ୍ତି । ସରକାର ଭାରତୀୟଙ୍କ ଜୀବନକୁ ନେଇ ଟିକା କୂ



ମିଗ୍‌-୨୧ ବିମାନ ଦୁର୍ଘଟଣା, କ୍ୟାପ୍‌ଟେନ୍‌ ମୃତ

Anupambharat News Bureau | ଦେଶ | | 1991 | Read...

ମିଗ୍‌-୨୧ ବିମାନ ଦୁର୍ଘଟଣା, କ୍ୟାପ୍‌ଟେନ୍‌ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ମିଗ୍‌-୨୧ ବାଇସନ ବିମାନ ବୁଧବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛିଛ ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ଏ.ଗୁପ୍ତାଙ୍କ ମୃତ୍ୟୁ ହୋଇଛି । ଏହି ବିମାନ ମଧ୍ୟ ଭାରତର ଏକ ଏୟାରବେସରୁ ଏକ ଯୁଦ୍ଧ ପ୍ରଶ



ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ

Anupambharat News Bureau | ଦେଶ | | 1990 | Read...

ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ

ନୂଆଦିଲ୍ଲୀ: ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ (ଏଲଆଇସି) କର୍ମଚାରୀଛବ୍ୟାଙ୍କ କର୍ମାଚରୀଙ୍କ ଦୁଇ ଦିନିଆ ଧର୍ମଘଟ ପରେ ଏବେ ପବ୍ଲିକ୍‌ ସେକଫରର ଜେନେରାଲ୍‌ ଇନସ୍ୟୁରାନ୍ସ ଏବଂ ଭାରତୀୟ ଜୀବନ ବୀମା କମ୍ପା



କୃଷି ଓଡ଼ିଶା ଉଦ୍‌ଘାଟିତ

Anupambharat News Bureau | ଓଡ଼ିଶା | | 1989 | Read...

କୃଷି ଓଡ଼ିଶା ଉଦ୍‌ଘାଟିତ

ଭୁବନେଶ୍ୱର ,୧୫ା୩(ଅନୁପମ ମିଡ଼ିଆ): ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି ଆନୁକୂଲ୍ୟରେ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆରମ୍ଭ ହୋଇଛି ୫ ଦିନିଆ ରାଜ୍ୟସ୍ତରୀୟ ‘କୃଷି ଓଡ଼ିଶା-୨୦୨୧’ ।



୨୧ରେ ଆସୁଛନ୍ତି ରାଷ୍ଟ୍ରପତି

Anupambharat News Bureau | ଓଡ଼ିଶା | | 1988 | Read...

୨୧ରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର, ୧୫ା୩(ଅନୁପମ ମିଡ଼ିଆ): ­ ଆସନ୍ତା ୨୧ ତାରିଖରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ



ବିଏମସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ

Anupambharat News Bureau | ଓଡ଼ିଶା | | 1987 | Read...

ବିଏମସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ

ଭୁବନେଶ୍ୱର , ୧୫ା୩(ଅନୁପମ ମିଡ଼ିଆ): ଭୁବନେଶ୍ୱରରେ ବିଏମସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖାଯାଇଛି । ହାଇକୋର୍ଟ ରାୟ ନଦେବା ଯାଏ ବର୍ଦ୍ଧିତ ହୋଲïିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଗୃହ ଓ ନଗର



ହୁତୁ ହୁତୁ ହୋଇ ଜଳିଲା ତିନୋଟି ବସ୍‌

Anupambharat News Bureau | ଓଡ଼ିଶା | | 1986 | Read...

ହୁତୁ ହୁତୁ ହୋଇ ଜଳିଲା ତିନୋଟି ବସ୍‌

ପୁରୀ,୧୫ା୩(ଅନୁପମ ମିଡ଼ିଆ): ବସଷ୍ଟାଣ୍ଡ ଭିତରେ ୩ଟି ବସ ଛିଡା ହୋଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଥିଲା । ଅଗ୍ନିଶମ ବିଭାଗ ଖବର ପାଇ ନିଆଁ ଲିଭାଇଥିଲା । ପ୍ରଥମେ ଭୁବନେଶ୍ୱରୀ ଯାତ୍ରୀ ବାହୀ ବସ ନିଆଁ ଲ



କମଲ ହାସନଙ୍କ ଗାଡି ଉପରେ ଆକ୍ରମଣ

Anupambharat News Bureau | ବିଦେଶ | | 1985 | Read...

କମଲ ହାସନଙ୍କ ଗାଡି ଉପରେ ଆକ୍ରମଣ

ପ୍ରଥମେ ଅଭିନେତା ଓ ପରେ ନେତା ପାଲଟିଥିବା ତଥା ମMାଲ ନିହି ମାୟାମ (ଏମ୍‌ଏନଏମ) ଦଳର ମୁଖ୍ୟ ରହିଥିବା କମଲ ହାସନଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି । ଆସନ୍ତା ଅପ୍ରେଲ ୬ ତାରିଖରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ର୍ନିବାଚନ



ବଟଲା ହାଉସ ଏନ୍‌କାଉଣ୍ଟର ମାମଲା : ଅରିଜ ଖାନକୁ ଫାଶୀ ଦଣ୍ଡ

Anupambharat News Bureau | ଦେଶ | | 1984 | Read...

ବଟଲା ହାଉସ ଏନ୍‌କାଉଣ୍ଟର ମାମଲା : ଅରିଜ ଖାନକୁ ଫାଶୀ ଦଣ୍ଡ

ନୂଆଦିଲ୍ଲୀ,୧୫ା୩: ବହୁ ଚର୍ଚ୍ଚିତ ବଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ଅରିଜ ଖାନଙ୍କୁ ଦିଲ୍ଲୀର ସାକେତ କୋର୍ଟ ଆଜି ଫାଶୀ ଦଣ୍ଡରେ ଦଣ୍ଡିତ କରିଛି । ଗତ ୮ତାରିଖରେ ଅଭିଯୁକ୍ତ ଖାନଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କର



ଉଠିଲା ମଣ୍ଡି ସମସ୍ୟା: ଶାସକ, ବିରୋଧୀଙ୍କ ହଟ୍ଟଗୋଳ

Anupambharat News Bureau | ଦେଶ | | 1983 | Read...

ଉଠିଲା ମଣ୍ଡି ସମସ୍ୟା: ଶାସକ, ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର , ୧୫ା୩(ଅନୁପମ ମିଡ଼ିଆ): ଉଭୟ ଶାସକ ଓ ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ଦିନ ତମାମ ଗୃହ ଅଚଳ ରହିଥିଲା । ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ ।



ଆନ୍ଧ୍ରପ୍ରଦେଶର ମୁନିସପାଲ୍‌ଟି ନିର୍ବାଚନରେ ୱାଇଏସ୍‌ଆର୍‌ କଂଗ୍ରେସର ସଫଳତା

Anupambharat News Bureau | ଦେଶ | | 1982 | Read...

ଆନ୍ଧ୍ରପ୍ରଦେଶର ମୁନିସପାଲ୍‌ଟି ନିର୍ବାଚନରେ ୱାଇଏସ୍‌ଆର୍‌ କଂଗ୍ରେସର ସଫଳତା

ଆନ୍ଧ୍ରପ୍ରଦେଶରେ ଚାଲିଥିବା ମୁନିସପାଲ୍‌ଟି ଓ ପଞ୍ଜାୟତ ନିର୍ବାଚନରେ ଜଗନ ରେzୀଙ୍କ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଏକ ବଡ଼ ସଫଳତା ହାସଲ କରିଛି । ସମୁଦାୟ ୭୫ଟି ଆସନରୁ ୭୪ଟି ଆସନରେ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ବ



କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିଧାନସଭା ଟିକେଟ୍‌

Anupambharat News Bureau | ଦେଶ | | 1981 | Read...

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ବିଧାନସଭା ଟିକେଟ୍‌

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀ ତାଲିକା ଘୋଷଣା ବେଳେ ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ



ହ୍ୱିଲ ଚେୟାରରେ ମମତାଙ୍କ ରୋଡ ସୋ

Anupambharat News Bureau | ଦେଶ | | 1980 | Read...

ହ୍ୱିଲ ଚେୟାରରେ ମମତାଙ୍କ ରୋଡ ସୋ

କୋଲକାତା: ନନ୍ଦୀଗ୍ରାମରେ ରାଲି ବେଳେ ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ପ୍ରଚାର ମଇଦାନକୁ ଫେରିଛନ୍ତି । ରବିବାର ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତାରେ ହ୍ୱିଲ ଚେୟାରରେ ବସି ରୋଡ ସୋ କରିଛନ



ନ ମାନିଲେ ପୁଣି ଲକ୍‌ଡାଉନ୍‌: ଉଦ୍ଧବ

Anupambharat News Bureau | ଦେଶ | | 1979 | Read...

ନ ମାନିଲେ ପୁଣି ଲକ୍‌ଡାଉନ୍‌: ଉଦ୍ଧବ

ମୁମ୍ବାଇ: ନିଜ ନିଜର ପରିସୀମା ମଧ୍ୟରେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ପାଳନ କରିବା ଲାଗି ଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକୁ ଆଦେଶ ଦେବା ସହ ଚେତାବନୀ ଦେଇ କହିଛନ୍ତି ଯେ, ‘ଲକ୍&z



ସଚିନଙ୍କ ନାର୍କୋ ଟେଷ୍ଟ କରାଯାଉ: ବିଜେପି

Anupambharat News Bureau | ଦେଶ | | 1978 | Read...

ସଚିନଙ୍କ ନାର୍କୋ ଟେଷ୍ଟ କରାଯାଉ: ବିଜେପି

ମୁମ୍ବାଇ: ମୁମ୍ବାଇର ଆଣ୍ଟିଲିଆ ବାହାରେ ସନ୍ଦିU କାର୍‌ ମିଳିବା ଘଟଣାରେ ଏନଆଇଏର କାର୍ଯ୍ୟାନୁଷ୍ଠାନକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଜୋର୍‌ ଧରିଛି । ଶିବସେନା ସାଂସଦ ସଞ୍ଜୟ ରାୱତ ଏହାକୁ ନେଇ ଚକିତ କଲା ଭଳି ବୟାନ ଦେଇଛନ



ଟିଏମ୍‌ସିରେ ଯୋଗଦେଲେ ଯଶୋବନ୍ତ ସିହ୍ନା

Anupambharat News Bureau | ଦେଶ | | 1977 | Read...

ଟିଏମ୍‌ସିରେ ଯୋଗଦେଲେ ଯଶୋବନ୍ତ ସିହ୍ନା

କୋଲକାତା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଯଶବନ୍ତ ସିହ୍ନା ଆଜି କୋଲକାତା ଟିଏମସି ଭବନରେ ପହଞ୍ଚିଛନ୍ତି । ଯଶବନ୍ତ ସିହ୍ନା ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ସାମିଲ ହେବେ ବୋଲି ଖବର ଆସିଥିଲା । ଯଶବ



ଶତାବ୍ଦୀ ଏକ୍ସପ୍ରେସ୍‌ରେ ଭୟଙ୍କର ନିଆଁ

Anupambharat News Bureau | ଦେଶ | | 1976 | Read...

ଶତାବ୍ଦୀ ଏକ୍ସପ୍ରେସ୍‌ରେ ଭୟଙ୍କର ନିଆଁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଡେରାଡୁନ୍‌ ଯାଉଥିବା ଯାତ୍ରୀବାହୀ ଶତାବ୍ଦୀ ଏକ୍ସପ୍ରେସ୍ର ଏକ କୋଚ୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି । ଲୋକୋ ପାଇଲଟ୍‌ ଏବଂ ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଟ୍ରେନ୍‌କୁ କଂସରୋ ରେଳ ଷ୍



ଜୁନ ୨୮ରୁ ଅମରନାଥ ଯାତ୍ରା

Anupambharat News Bureau | ଦେଶ | | 1975 | Read...

ଜୁନ ୨୮ରୁ ଅମରନାଥ ଯାତ୍ରା

ଅମରନାଥ ଯାତ୍ରା ପାଇଁ ତାରିଖ ଘୋଷଣଶ କରାଯାଇଛି । ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ଯାତ୍ରା ଉପରେ କଟକଣା ଲାଗିଥିଲା । ହେଲେ ଚଳିତ ବର୍ଷ ଜୁନ ୨୮ରୁ ଅମରନାଥ ଯାତ୍ରା ଆରମ୍ଭ ହେବକୁ ଯାଉଛି । ଜୁନ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ପ



କରୋନା ଟିକା ନେଲେ ରତନ ଟାଟା

Anupambharat News Bureau | ଦେଶ | | 1974 | Read...

କରୋନା ଟିକା ନେଲେ ରତନ ଟାଟା

ଆଜି ଭାରତ ଜଣେ ପ୍ରତିଷ୍ଠିତ ଶିଳ୍ପପତି ତଥା ଟାଟା କମ୍ପାନୀର ଅଧ୍ୟକ୍ଷ ରତନ ଟାଟା କୋଭିଡ଼ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି । ଟିକା ନେବା ପରେ ସେ ସମସ୍ତଙ୍କୁ ଟିକା ନେବା ପାଇଁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଟିକା ନେବ



ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦

Anupambharat News Bureau | କ୍ରୀଡ଼ା | | 1973 | Read...

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦

ଅହମ୍ମଦାବାଦ,୧୧ା୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଟେଷ୍ଟ ସିରିଜରେ ଇଂଲଣ୍ଡକୁ ୩-୧ରେ ହରାଇବା ପରେ ଟି୨୦ରେ ମଧ୍ୟ ପ୍ରାଧାନ୍ୟ



ହୃଦୟ ମୋହିନୀଙ୍କ ପରଲୋକ

Anupambharat News Bureau | ଦେଶ | | 1972 | Read...

ହୃଦୟ ମୋହିନୀଙ୍କ ପରଲୋକ

ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ସଙ୍ଗଠନ ବ୍ରହ୍ମ କୁମାରୀର ମୁଖ୍ୟ ପ୍ରଶାସକ ଦାଦି ହୃଦୟ ମୋହିନୀଙ୍କର ଆଜି ଗୁରୁବାର ମୁମ୍ବାଇର ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ମୃତୁ୍ୟ ହୋଇଛି । ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ଗତ ୨ ସପ୍ତ



କଟକଣାରେ ପାଳିତ ଜାଗର ଯାତ୍ରା

Anupambharat News Bureau | ଓଡ଼ିଶା | | 1971 | Read...

କଟକଣାରେ ପାଳିତ ଜାଗର ଯାତ୍ରା

ଭୁବନେଶ୍ୱର,୧୧ା୩(ଅନୁପମ ମିଡ଼ିଆ): କୋଭିଡ୍‌ କଟକଣା ରାଜ୍ୟର ବିଭିନ୍ନ ଶିବାଳୟ ଗୁଡିକରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି । ମାସ୍କ , ସାନିଟାଇଜ୍‌ ସହ ସାମାଜିକ ଦୂରତା ରକ୍ଷା କରି ଭକ୍ତମାନେ ଦେବ ଦେବ ମହାଦେବଙ୍କ ଦର୍ଶନ କର



ବିଜେଡ଼ିର ନୂଆ ଷ୍ଟ୍ରାଟେଜି ‘ମହିଳା କାର୍ଡ’

Anupambharat News Bureau | ଓଡ଼ିଶା | | 1970 | Read...

ବିଜେଡ଼ିର ନୂଆ ଷ୍ଟ୍ରାଟେଜି ‘ମହିଳା କାର୍ଡ’

ଭୁବନେଶ୍ୱର, (ସ୍ୱତନ୍ତ୍ର ପ୍ରତିନିଧି) : ରାଜ୍ୟର ଶାସନଭାର ନେବା ଦିନଠାରୁ ବିଜେଡି କ୍ଷମତାକୁ କିଭଳି କରାୟତ କରାଯାଇ ପାରିବ ତାର ମନ୍ତ୍ର ପାଇଯାଇଥିବା ଦଳର ଲଗାତାର ସଫଳତା ପ୍ରମାଣିତ କରିଛି । ବିଭିନ୍ନ ବର୍ଗର ଭୋଟରଙ୍କୁ ଆପଣ



ସାତ ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା

Anupambharat News Bureau | ଓଡ଼ିଶା | | 1969 | Read...

ସାତ ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା

ଭୁବନେଶ୍ୱର, ୧୧ା୩(ଅନୁପମ ମିଡ଼ିଆ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସାତ ଜିଲ୍ଲାକୁ ୟେଲୋ ୱାର



ମହାରାଷ୍ଟ୍ର ସ୍ଥିତି ଗମ୍ଭୀର : ୧୫ରୁ ନାଗପୁରରେ ସାତଦିନିଆ ଲକ୍‌ଡ଼ାଉନ୍‌

Anupambharat News Bureau | ଦେଶ | | 1968 | Read...

ମହାରାଷ୍ଟ୍ର ସ୍ଥିତି ଗମ୍ଭୀର : ୧୫ରୁ ନାଗପୁରରେ ସାତଦିନିଆ ଲକ୍‌ଡ଼ାଉନ୍‌

ନୂଆଦିଲ୍ଲୀ,୧୨ା୩:କୋଭିଡ଼-୧୯ କରୋନା ରୋଗର ସଂକ୍ରମଣ ଭାରତରେ ପୁଣି ସାଂଘାତିକ ରୂପ ଧାରଣ କରିବାରେ ଲାଗିଛି । ମୁଖ୍ୟତଃ ଭାରତର ଏକ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇବା ଯୋଗୁଁ ସ୍ଥିତି ରାଜ୍ୟରେ ଗ



ଏପ୍ରିଲରୁ ରବିବାର ସ୍କୁଲ ବନ୍ଦ ­

Anupambharat News Bureau | ଓଡ଼ିଶା | | 1967 | Read...

ଏପ୍ରିଲରୁ ରବିବାର ସ୍କୁଲ ବନ୍ଦ ­

ଭୁବନେଶ୍ୱର,୧୦ା୩(ଅନୁପମ ମିଡ଼ିଆ): ଏପ୍ରିଲରୁ ସ୍କୁଲରେ ରିଭିଜନ କ୍ଲାସ୍‌ ଚାଲିବ, ହେଲେ ରବିବାର କ୍ଲାସ୍‌ ହେବନି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପିଲା ମାନଙ୍କର କୋର୍



ଚାଷୀ ଆନ୍ଦୋଳନ : ୨୬ରେ ପୁଣି ଭାରତ ବନ୍ଦ ଡାକରା

Anupambharat News Bureau | ଦେଶ | | 1966 | Read...

ଚାଷୀ ଆନ୍ଦୋଳନ :  ୨୬ରେ ପୁଣି ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: ଦେଶବ୍ୟାପୀ ଜାରି ରହିଥିବା ଚାଷୀ ଆନ୍ଦୋଳନ ଆଜି ସୁଦ୍ଧା ଥମି ନାହିଁ । ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାଠାରୁ ଆରମ୍ଭ କରି ଉପବାସ ଅନଶନ, ରେଳରୋକ ଭଳି ବଡ଼ଧରଣର ଧର୍ମଘଟ ପରିଚାଳନା କରାଯାଇଛି । ତେବେ ମଧ୍ୟ କେନ୍ଦ୍ର ସର



ଜାଗରରେ ଦୀପ ଜାଳି ପାରିବେ ଭକ୍ତ

Anupambharat News Bureau | ଓଡ଼ିଶା | | 1965 | Read...

ଜାଗରରେ ଦୀପ ଜାଳି ପାରିବେ ଭକ୍ତ

ଭୁବନେଶ୍ୱର,୧୦ା୩(ଅନୁପମ ମିଡ଼ିଆ): ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଜାଗରରେ ଭକ୍ତ ଜାଳିପାରିବେ ଦୀପ । କୋଭିଡ୍‌ ଗାଇଲାଇନ୍‌ ମାନି ମନ୍ଦିର ବେଢ଼ା ଭିତରେ ଭକ୍ତ ମାନେ ଦୀପ ଜାଳିପାରିବେ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ



ତୀର୍ଥ ସିଂ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

Anupambharat News Bureau | ଦେଶ | | 1964 | Read...

ତୀର୍ଥ ସିଂ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୦ା୩ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ବିଜେପିର ଜଣେ ବରିଷ୍ଠ ନେତା ତୀର୍ଥ ସିଂ ରାୱତ ଶପଥ ଗ୍ରହଣ କରିଛନ୍ତି । ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ ଆଜି ରାଜଧାନୀ ନଗରୀ ଡେରାଡୁନ ସ୍ଥିତ ରା



ଲୋୟର ଇନ୍ଦ୍ର ପ୍ରକଳ୍ପ ଲୋକାର୍ପିତ

Anupambharat News Bureau | ଓଡ଼ିଶା | | 1963 | Read...

ଲୋୟର ଇନ୍ଦ୍ର ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱରୟ/ନୂଆପଡା, ୧୦ା୩(ଅନୁପମ ମିଡ଼ିଆ): ଆସନ୍ତା ୨୦୨୨ ସୁଦ୍ଧା ନୂଆପଡାର ସବୁ ପରିବାରକୁ ୧୦୦ ପ୍ରତିଶତ ପାଇପପାଣି ଯୋଗାଇ ଦିଆଯିବ । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ ଟି ପାଇପ ୱାଟର ସପ୍ଲାଏ ପ୍ରକଳ୍ପ ଓ ଗୋଟିଏ ମେଗା ପାଇପ ୱ



ବନକର୍ମଚାରୀଙ୍କ ଛୁଟି ବାତିଲ, ଅଧିକ ଚାରିଟି ଓଡ୍ରାଫ ଟିମ୍‌ ମୁତୟନ ଅନୁରୋଧ

Anupambharat News Bureau | ଓଡ଼ିଶା | | 1962 | Read...

ବନକର୍ମଚାରୀଙ୍କ ଛୁଟି ବାତିଲ,  ଅଧିକ ଚାରିଟି ଓଡ୍ରାଫ ଟିମ୍‌ ମୁତୟନ ଅନୁରୋଧ

ରାଜ୍ୟର ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ କ୍ଷେତ୍ରୀୟ ବନ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମ



ନନ୍ଦୀଗ୍ରାମରେ ମମତାଙ୍କୁ ଆକ୍ରମଣ

Anupambharat News Bureau | ଦେଶ | | 1961 | Read...

ନନ୍ଦୀଗ୍ରାମରେ ମମତାଙ୍କୁ ଆକ୍ରମଣ

ନୂଆଦିଲ୍ଲୀ,୧୦ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅତ୍ୟନ୍ତ ସରଗରମ ହୋଇଥିବା ବେଳେ ଏହାଠାରୁ ଅଧିକ ସମ୍ବେଦନଶୀଳ ହେବାରେ ଲାଗିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନନ୍ଦୀଗ୍ରାମରେ ୪ରୁ୫ ଜଣ ବ୍ୟକ୍ତି ଆକ୍



ଜଙ୍ଗଲ ନିଆଁ ନିୟନ୍ତ୍ରଣ: ଟାସ୍କଫୋର୍ସ ଗଠିତ

Anupambharat News Bureau | ଓଡ଼ିଶା | | 1960 | Read...

ଜଙ୍ଗଲ ନିଆଁ ନିୟନ୍ତ୍ରଣ: ଟାସ୍କଫୋର୍ସ ଗଠିତ

ଭୁବନେଶ୍ୱର,୮ା୩(ଅନୁପମ ମିଡ଼ିଆ): ­ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଙ୍ଗଲ ମାନଙ୍କରେ ନିଆଁ ଲାଗିବା ଘଟଣା ମାନ ସାମନାକୁ ଆସିବାରେ ପରେ ଏହି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ପୂର୍ବତ



ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ କମିଶନର

Anupambharat News Bureau | ଓଡ଼ିଶା | | 1959 | Read...

ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ କମିଶନର

ଭୁବନେଶ୍ୱର, ୮ା୩(ଅନୁପମ ମିଡ଼ିଆ): ­ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ କ୍ୟାଡରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । ସରକାରୀ ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର-କଟକ ଦେ୍ୱðତ ନଗରୀ ପୋଲିସ୍‌ କମିଶନର ପଦବୀରେ ଥିବା ସୁଧାଂଶୁ



ଦଣ୍ଡ ଯାତ୍ରାରେ ଅପେରା ମନା : ପାରମ୍ପରିକ ରୀତିରେ ପାଳନ ଅନୁମତି

Anupambharat News Bureau | ଓଡ଼ିଶା | | 1958 | Read...

ଦଣ୍ଡ ଯାତ୍ରାରେ ଅପେରା ମନା : ପାରମ୍ପରିକ ରୀତିରେ ପାଳନ ଅନୁମତି

ଛତ୍ରପୁର ୮ା୩(ଅନୁପମ ମିଡ଼ିଆ): ଚଳିତ ବର୍ଷ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା କେବଳ ମାନସିକଧାରୀଙ୍କ ସକାଶେ ପାରମ୍ପରିକ ରୀତିରେ ଆୟୋଜିତ ହେବ । ଯାତ୍ରା ସମୟରେ ରାତ୍ରିରେ ହେଉଥିବା ଅପେରା ଏବଂ ସାସ୍କୃତିକ କାର୍ଯ୍ୟକ୍ରମକୁ ପୁ



ଶିମିଳିପାଳ ନିଆଁ ଥମୁନି

Anupambharat News Bureau | ଓଡ଼ିଶା | | 1957 | Read...

ଶିମିଳିପାଳ ନିଆଁ ଥମୁନି

ବାରିପଦା, ୭ା୩(ଅନୁପମ ମିଡ଼ିଆ): ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ ଶିମିଳିପାଳ ଜୈବ ମଣ୍ଡଳ ସାଙ୍ଗକୁ ଜିଲ୍ଲାରେ ଥିବା ପ୍ରାୟତଃ ସମସ୍ତ ସଂରକ୍ଷିତ ଜଙ୍ଗଲ ଆଜକୁ ପ୍ରାୟ ୧୨ ଦିନରୁ ଅଧିକ ସମୟ ଧରି ହୁ ହୁ ହୋଇ ଜଳୁଛି । ତେବେ ପିସିସିଏ



ଆୟକର ବିଭାଗର ଚଢ଼ଉ ହଜାରେ କୋଟି କଳା ଟଙ୍କା ଉଦ୍ଧାର

Anupambharat News Bureau | ଦେଶ | | 1956 | Read...

ଆୟକର ବିଭାଗର ଚଢ଼ଉ ହଜାରେ କୋଟି କଳା ଟଙ୍କା ଉଦ୍ଧାର

ନୂଆଦିଲ୍ଲୀ: ଚେନ୍ନାଇରେ ଅବସ୍ଥାନ କରୁଥିବା ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ବାସଭବନରେ ଚଢ଼ଉ କରି ଆୟକର ବିଭାଗର ଅଧିକାରୀମାନେ ଏକ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପରିମାଣର କଳା ଟଙ୍କା ଜବତ କରିଛନ୍ତି । ଉଦ୍ଧାର କରାଯାଇଥିବା



ହାତମାରିଲେ ଧରାପଡୁଛନ୍ତି କୋଟିପତି !

Anupambharat News Bureau | ଓଡ଼ିଶା | | 1955 | Read...

ହାତମାରିଲେ ଧରାପଡୁଛନ୍ତି କୋଟିପତି !

ଭୁବନେଶ୍ୱର, ୩ା୩ (ସ୍ୱତନ୍ତ୍ର ପ୍ରତିନିଧି): ଓଡ଼ିଶାରେ ଦୀର୍ଘ ବର୍ଷ ହେଲା ନବୀନ ପଟ୍ଟନାୟକଙ୍କ ସରକାର କ୍ଷମତା ଉପଭୋଗ କରୁଛି । ବିରୋଧୀ ଯେତେ ଚେଷ୍ଟା କଲେ ବି ନବୀନଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି । ବିଜେପି ସହ ମେଣ୍ଟ କରି



ପ୍ରତିଶୃତି ଦେଲେ ମୋଦି, ଗଠନ କରିବେ ସୁନାର ବଙ୍ଗ

Anupambharat News Bureau | ଦେଶ | | 1954 | Read...

ପ୍ରତିଶୃତି ଦେଲେ ମୋଦି, ଗଠନ କରିବେ ସୁନାର ବଙ୍ଗ

କୋଲ୍‌କାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି । ଭାରତୀୟ ଜନତାପାର୍ଟି (ବିଜେପି) ଓ ତୃଣମୂଳ କଂଗ୍ରେସ (ସିଏମ୍‌ସି) ରାଜ୍ୟରେ ମୁଖ୍ୟପ୍ରତିଦ୍ୱନ୍ଦୀ ଭାବେ ନିଜ ନିଜର ଶକ୍ତି ପ୍ରଦର୍



ମୁଁ ଗୋଟେ ଗୋଖର : ମିଥୁନ

Anupambharat News Bureau | ଦେଶ | | 1953 | Read...

ମୁଁ ଗୋଟେ ଗୋଖର : ମିଥୁନ

ବିଜେପିରେ ମିଶିଛନ୍ତି ବଲିଉଡ୍‌ର ମିଥୁନ ଚକ୍ରବର୍ତ୍ତୀ । କୋଲକାତାରେ ଏକ ବିଶାଳ ସମାବେଶରେ ଆଜି ବିଜେପିରେ ଯୋଗ ଦେଇଛନ୍ତି ମିଥୁନ । ବିଜେପିରେ ଦାଦାଙ୍କ ଯୋଗ ଦେବା ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା ଅନେକ ମିଡିଆରେ



ସ୍ତ୍ରୀ ଓ ଝିଅକୁ ବଞ୍ଚାଇବା ପାଇଁ ବାଘର ତଣ୍ଟି ଚିପି ମାରିଦେଲେ ଯୁବକ

Anupambharat News Bureau | ଦେଶ | | 1952 | Read...

ସ୍ତ୍ରୀ ଓ ଝିଅକୁ ବଞ୍ଚାଇବା ପାଇଁ ବାଘର ତଣ୍ଟି ଚିପି ମାରିଦେଲେ ଯୁବକ

ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନ ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କର ପରିବାରକୁ ବଞ୍ଚାଇବାକୁ ଯାଇ ବାଘ ସହିତ ଲଢ଼ି ଥିବା ଜଣାପଡ଼ିଛି । ପାଖପାଖି ରହୁଥିବା ଲୋକଙ୍କ କହିବା ମୁତାବକ, ଆରାସିକେରେ ତାଲୁକ୍ର ବନ୍ଦେକେରେ ଗ୍ରାମରେ ରହ



ପୁଅର ପଚାଷଢ଼ା ଶବକୁ ବସ୍ତାରେ ଧରି କାନ୍ଦି କାନ୍ଦି ଚାଲିଲେ ଅସହାୟ ପିତା

Anupambharat News Bureau | ଦେଶ | | 1951 | Read...

ପୁଅର ପଚାଷଢ଼ା ଶବକୁ ବସ୍ତାରେ ଧରି କାନ୍ଦି କାନ୍ଦି ଚାଲିଲେ ଅସହାୟ ପିତା

କଟିହାର: ବିହାର କଟିହାର ଜିଲ୍ଲାରେ ପ୍ରଶାସନର ସମ୍ବେଦନହୀନତାର ଛବି ସାମ୍ନାକୁ ଆସିଛି । ସୁଶାସନ ଦାବି ମଧ୍ୟରେ ସାହାଯ୍ୟ ନ ପାଇ ଜଣେ ଅସହାୟ ପିତାଙ୍କୁ ୧୩ ବର୍ଷୀୟ ପୁଅର ଶବକୁ ବସ୍ତାରେ ବାନ୍ଧି ୩ କିଲୋମିଟର ଯାଏଁ ଚାଲିବାକୁ



ଶିକ୍ଷକଙ୍କୁ ଗୁଳି କଲା ଛାତ୍ର

Anupambharat News Bureau | ଦେଶ | | 1950 | Read...

ଶିକ୍ଷକଙ୍କୁ ଗୁଳି କଲା ଛାତ୍ର

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଗୁଳି କରିଥିବା ଭଳି ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ତେବେ ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି । ସେ ଆହତ ଅଛନ୍ତି । ହସ



ଭାକସିନ୍‌ ପାଇଁ ‘ବାଲି’ ଅଡୁଆ

Anupambharat News Bureau | ଦେଶ | | 1949 | Read...

ଭାକସିନ୍‌ ପାଇଁ ‘ବାଲି’ ଅଡୁଆ

ନୂଆଦିଲ୍ଲୀ: ବିଶ୍ୱରେ ଦେଖେଦେଉଚି ବାଲିର ଭୟଙ୍କର ଅଭାବ । ଜଳ ପରେ ବାଲି ହିଁ ବିଶ୍ୱରେ ବ୍ୟବହାର ହେଉଥିବା ଦ୍ୱିତୀୟ ପଦାର୍ଥ । ଏବେ କି;ୁ ବାଲିର ଅଭାବ ପରିଲକ୍ଷିତ ହୋଇଛି । ଏପରିକି ଆମେରିକାରେ ମାତ୍ର ୧୦୦୦ରୁ କମ୍‌ ଖଣି ବାକି



ଓଡ଼ିଆ ଲେଖାପଢା ଜାଣିନଥିବାରୁ ସରପଞ୍ଚଙ୍କ ପଦ ଗଲା

Anupambharat News Bureau | ଓଡ଼ିଶା | | 1948 | Read...

ଓଡ଼ିଆ ଲେଖାପଢା ଜାଣିନଥିବାରୁ ସରପଞ୍ଚଙ୍କ ପଦ ଗଲା

ଛତ୍ରପୁର,୫ା୩(ଅନୁପମ ମିଡ଼ିଆ): ଓଡିଆ ଲେଖାପଢା ଜାଣି ନଥିବା ଅଭିଯୋଗରେ ରୁଜୁ ଏକ ମକଦ୍ଦମାର ବିଚାର କରି ଛତ୍ରପୁର ଜୁନିୟର ଡିଭିଜନ୍‌ ସିଭିଲ୍‌ଜଜ୍‌ ସନ୍ତୋଷ କୁମାର ପାଣିଗ୍ରାହୀ ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ସ



ଏସଏଫଡିଆର୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Anupambharat News Bureau | ଓଡ଼ିଶା | | 1947 | Read...

ଏସଏଫଡିଆର୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୫ା୩: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସଫଳତା ପୂର୍ବକ ସଲିଡ ଫୁଏଲ ଡକେଫଡ ରାମଜେଟ (ଏସଏଫଡିଆର) ପ୍ରଯୁକ୍ତି ଆଧାରିତ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦ



ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର

Anupambharat News Bureau | ଓଡ଼ିଶା | | 1946 | Read...

ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର

ଭୁବନେଶ୍ୱର,୫ା୩(ଅନୁପମ ମିଡ଼ିଆ): ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିବସ ତଥା ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ହଜାରରୁ ଅଧିକ ମୋ ସେବା କେନ୍ଦ୍ର ଓ ଓଡିଶା ୱାନ ପୋର୍ଟାଲ ଲୋକାର୍ପ



ସନ୍ଦିU ସ୍କର୍ପିଓ ଜବତ ଘଟଣାରେ ନୂଆ ମୋଡ଼ : ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର

Anupambharat News Bureau | ଦେଶ | | 1945 | Read...

ସନ୍ଦିU ସ୍କର୍ପିଓ ଜବତ ଘଟଣାରେ ନୂଆ ମୋଡ଼ : ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ସମ୍ମୁଖରୁ ବିସ୍ପୋରକ ସାମଗ୍ରୀ ଭର୍ତ୍ତି ସ୍କର୍ପିଓ ଉଦ୍ଧାର ଘଟଣା ତଦନ୍ତ ଜାରି ରହିଥିବା ବେଳେ ଆଜି ଏହା ନୂଆ ମୋଡ଼ ନେଇଛି । ଉକ୍ତ ସ୍କର୍ପିଓ ଗାଡିର ନମ୍ବର ନକଲି ଥିବାବେଳେ ଗ



ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ: ନବୀନ

Anupambharat News Bureau | ଓଡ଼ିଶା | | 1944 | Read...

ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ: ନବୀନ

ଭୁବନେଶ୍ୱର,୫ା୩(ଅନୁପମ ମିଡ଼ିଆ): ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ । ସେ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟକୁ ସାମଗ୍ରିକ ବିକାଶପଥରେ ଆଗେଇ ନେବାପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ ଆହ୍ୱନ ଦେଇଛନ୍ତି । ରାଜ୍ୟ ବ



ଆସାମରେ ୯୨ଟି ଆସନରେ ଲଢିବ ବିଜେପି

Anupambharat News Bureau | ଦେଶ | | 1943 | Read...

ଆସାମରେ ୯୨ଟି ଆସନରେ ଲଢିବ ବିଜେପି

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଏବଂ ସହଯୋଗୀ ଦଳ ଆସାମ ଗଣ ପରିଷଦ ବା ଏଜିପି ଓ ୟୁନାଇଟେଡ୍‌ ପିପୁଲ୍ସ ଲିବରାଲ ବା ୟୁପିପିଏଲ ମଧ୍ୟରେ ଆସନ ବୁଝାବଣାକୁ ନେଇ ସହମତି ପ୍ରକାଶ ପାଇଛି । ଏଜିପି ୨୬, ୟୁପିପିଏ



ଚାଷୀ ଆନ୍ଦୋନଳକୁ ୧୦୦ ଦିନ

Anupambharat News Bureau | ଓଡ଼ିଶା | | 1942 | Read...

ଚାଷୀ ଆନ୍ଦୋନଳକୁ ୧୦୦ ଦିନ

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ୧୦୦ ଦିନ ପୂରିଛି । ସିଂଘୁ ସୀମାରୁ ଟୀକରୀ ସୀମା ଏପରିକି ଗାଜୀପୁର ସୀମାରେ ଚାଷୀଙ୍କ ଆନ୍ଦୋଳନ ଏବେବି ଜାରି ରହିଛି । ବହୁତ କିଛି ବଦଳିଛି କି;ୁ ଚାଷୀଙ୍କ ମୁଡ୍‌



୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମ୍‌ସି

Anupambharat News Bureau | ଦେଶ | | 1941 | Read...

୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମ୍‌ସି

କୋଲକାତା: ତୃଣମୂଳ କଂଗ୍ରେସ ୨୯୪ ବିଧାନସଭା ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଯେଉଁଥିରେ ୪୨ ମୁସଲମାନ ପ୍ରାର୍ଥୀ, ଏସସି ୭୯ ଏବଂ ଏସଟି ଶ୍ରେଣୀର ୧୭ ପ୍ରାର୍ଥୀ ରହିଛନ୍ତି । ବାକି ତିନି ଆସନ କାଲିପାଙ୍ଗ, ଦାର୍ଜି



ପୁଣି ଅଶ୍ୱିନ-ଅକ୍ଷର ମ୍ୟାଜିକ୍‌ : ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ରେ ଅଲ୍‌ଆଉଟ୍‌, ଭାରତ ୨୪/୧

Anupambharat News Bureau | କ୍ରୀଡ଼ା | | 1940 | Read...

ପୁଣି ଅଶ୍ୱିନ-ଅକ୍ଷର ମ୍ୟାଜିକ୍‌ : ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୫ରେ ଅଲ୍‌ଆଉଟ୍‌, ଭାରତ ୨୪/୧

ଅହମ୍ମଦାବାଦ,୪ା୩: ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ସ୍ପିନ ଚକ୍ରବ୍ୟୁହରେ ପୁଣି ଫସିଛି ଇଂଲଣ୍ଡ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଏହି ଭାରତ



ଟିକା ନେଲେ କେଜରିୱାଲ୍‌

Anupambharat News Bureau | ଦେଶ | | 1939 | Read...

ଟିକା ନେଲେ କେଜରିୱାଲ୍‌

ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଗୁରୁବାର ବାପା ଗୋବିନ୍ଦ ରାମ କେଜ୍ରିୱାଲ ଏବଂ ମା’ ଗୀତା ଦେବୀଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିରମ୍‌ ଇନ୍‌ଷଫିଚ୍ୟୁଟ ଉତ୍ପାଦିତ କୋଭିସିଲ୍‌ଡ ଟି



କେନ୍ଦ୍ରାପଡାରେ ଷ୍ଟିଲ୍‌ ପ୍ଲାଣ୍ଟ କରିବ ମିତଲ

Anupambharat News Bureau | ଓଡ଼ିଶା | | 1938 | Read...

କେନ୍ଦ୍ରାପଡାରେ ଷ୍ଟିଲ୍‌ ପ୍ଲାଣ୍ଟ କରିବ ମିତଲ

ଭୁବନେଶ୍ୱର, ୪ା୩(ଅନୁପମ ମିଡ଼ିଆ):­ କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର ମିତଲ । କେନ୍ଦ୍ରାପଡାରେ ୧୨ ମିଲିୟନ୍‌ ଟନ୍‌ କ୍ଷମତା ବିଶିଷ୍ଟ ଏହି ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୫୦ ହ



ଓବିସିଙ୍କୁ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦିଅ;ୁ: ଧର୍ମେନ୍ଦ୍ର

Anupambharat News Bureau | ଓଡ଼ିଶା | | 1937 | Read...

ଓବିସିଙ୍କୁ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦିଅ;ୁ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୪ା୩: ଆସନ୍ତା ମଇରୁ ରାଜ୍ୟ ସରକାର ପଛୁଆ ବର୍ଗ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାର ଯ



ରାଜ୍ୟରେ ପୌର ନିର୍ବାଚନ ଖୁବ୍‌ ଶୀଘ୍ର

Anupambharat News Bureau | ଓଡ଼ିଶା | | 1936 | Read...

ରାଜ୍ୟରେ ପୌର ନିର୍ବାଚନ ଖୁବ୍‌ ଶୀଘ୍ର

ଭୁବନେଶ୍ୱର, ୪ା୩(ଅନୁପମ ମିଡ଼ିଆ): ରାଜ୍ୟରେ ଖୁବ୍‌ ଶୀଘ୍ର ପୌର ନିର୍ବାଚନ ହେବେ । ଏ ନେଇ ପ୍ରକ୍ରିୟା ଚାଲିଛି । ଅଦାଲତ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ସୀମିତ ରଖିବାକୁ କହିଛନ୍ତି । ସେତିକି ଭିତରେ କିପରି ହେବ, ସେ ନେଇ ବ୍ୟବସ୍ଥା



ଜାଲ୍‌ କରି ଟିକା ନେଲେ କାର୍ଯ୍ୟାନୁଷ୍ଠାନ

Anupambharat News Bureau | ଓଡ଼ିଶା | | 1935 | Read...

ଜାଲ୍‌ କରି ଟିକା ନେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୪ା୩(ଅନୁପମ ମିଡ଼ିଆ): ଜାଲ୍‌ ସାର୍ଟିଫିକେଟ ଦେଇ ଟିକା ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଜଟିଳ ରୋଗ ଥିବା ୪୫ ବର



ପୁଣି ବଢିଲା ବସ୍‌ ଭଡ଼ା

Anupambharat News Bureau | ଓଡ଼ିଶା | | 1934 | Read...

ପୁଣି ବଢିଲା ବସ୍‌ ଭଡ଼ା

ଭୁବନେଶ୍ୱର, ୪ା୩(ଅନୁପମ ମିଡ଼ିଆ): ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ପୁଣି ବସ ଭଡ଼ା ବଢ଼ିଛି । ଗତ ୨୬ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବସ୍‌ ଭଡ଼ା ବଢ଼ିଛି । ବର୍ଦ୍ଧିତ ଦର ଅନୁଯାୟୀ ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୫ ପ



ଦୟନୀୟ ପରିସ୍ଥିତିରେ ପରଭେଜ୍‌ ମୁଶାରଫ

Anupambharat News Bureau | ବିଦେଶ | | 1933 | Read...

ଦୟନୀୟ ପରିସ୍ଥିତିରେ ପରଭେଜ୍‌ ମୁଶାରଫ

ଇସ୍‌ଲାମାବାଦ : ପାକିସ୍ତାନ ସୋସିଆଲ ମିଡିଆରେ ଏବେ ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫଙ୍କ ଫଟୋ ଟ୍ରେଣ୍ଡ କରୁଛି । ମୁଶାରଫଙ୍କ ପାର୍ଟି ଅଲ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌(ଏପିଏମଏଲ) ପ୍ରଥମେ ତାଙ୍କ ଫଟୋ ସେ



ମଙ୍ଗଳ ମିଶନକୁ ଝଟକା

Anupambharat News Bureau | ଦେଶ | | 1932 | Read...

ମଙ୍ଗଳ ମିଶନକୁ ଝଟକା

ମିଶନ ମଙ୍ଗଳ କିଛି ମାତ୍ରାରେ ସଫଳ ହୋଇଥିଲେ ବି ଶେଷ ଆଡକୁ ଝଟକା ଲାଗିଛି । ମଙ୍ଗଳର ମହାକାଶଯାନ ଷ୍ଟାରସିପ୍‌ ଟେକ୍ସାସରୁ ଉତକ୍ଷେପଣ ହେବା ପରେ ୧୦ କିଲୋମିଟର ଉପରକୁ ଯାଇଥିଲା । ସଫଳତାର ସହ ଫେରି ଆସି ଲ୍ୟାଣ୍ଡିଂ ମଧ୍ୟ କରିଥ



ବନ୍ଦ ହେଲା କୁଆଖାଇ ବ୍ରିଜ୍

Anupambharat News Bureau | ଓଡ଼ିଶା | | 1931 | Read...

ବନ୍ଦ ହେଲା କୁଆଖାଇ ବ୍ରିଜ୍

ଅନୁପମ ମିଡିଆ: ଦୀର୍ଘ ଦିନ ଧରି ବିପଦସଂକୁଳ ଅବସ୍ଥାରେ ଥିବା କୁଆଖାଇ ନଦୀ ପୋଲ (ବ୍ରିଜ୍)ଉପରେ ଲାଗିଲା ଯାତାୟାତ କଟକଣା । କେତେକ ଆବଶ୍ୟକୀୟ ଜରୁରୀ କାଳୀନ ରକ୍ଷଣାବେକ୍ଷଣ କାର୍ୟ୍ୟ ନିମନ୍ତେ ଭୁବନେଶ୍ୱର-କଟକ କୁଆଖାଇ ନଦୀ ପୋଲ



ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ଜୟଦୀପ ଭଟ୍ଟନାଗର

Anupambharat News Bureau | ଓଡ଼ିଶା | | 1930 | Read...

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ଜୟଦୀପ ଭଟ୍ଟନାଗର

ଭୁବନେଶ୍ୱର,୧ା୩(ଅନୁପମ ମିଡ଼ିଆ): ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଆଜି ଜୟଦୀପ ଭଟ୍ଟନାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । ଭଟ୍ଟନାଗର ୧୯୮୬ ବ୍ୟାଚର ଜଣେ ଭାରତୀୟ ସୂଚନା ସେବା ଅଧିକାରୀ । ସେ ପୂ



କୋଭିଡ ଟିକା ନେଇ ମୁଁ ଖୁସି: ନବୀନ

Anupambharat News Bureau | ଓଡ଼ିଶା | | 1929 | Read...

କୋଭିଡ ଟିକା ନେଇ ମୁଁ ଖୁସି: ନବୀନ

ଭୁବନେଶ୍ୱର, ୧ା୩(ଅନୁପମ ମିଡ଼ିଆ): ­ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଧାନସଭା ପରିସରରେ ଥିବା ଡିସପେନସେରିରେ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି । ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନି



ମଇ ଯାଏଁ ପ୍ରବଳ ଖରା !

Anupambharat News Bureau | ଓଡ଼ିଶା | | 1928 | Read...

ମଇ ଯାଏଁ ପ୍ରବଳ ଖରା !

ଭୁବନେଶ୍ୱର, ୧ା୩(ଅନୁପମ ମିଡ଼ିଆ):­ ମାର୍ଚ୍ଚରୁ ମଇ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ଖରା ହେବ । ଏଥିନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ



ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟିଲା

Anupambharat News Bureau | ଓଡ଼ିଶା | | 1927 | Read...

ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟିଲା

ଗଞ୍ଜାମ, ୧ା୩(ଅନୁପମ ମିଡ଼ିଆ): ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଲକ୍ଷ୍ମୀପୁର-ସୂର୍ଯ୍ୟନାରାୟଣପୁର ମଧ୍ୟଭାଗରେ ଏକ ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିବାରୁ ସମ୍ପୃକ୍ତ ରାସ୍ତାକୁ ସିଲ୍‌ କରାଯାଇଛି । ଫଳରେ ସମ୍ପ



ଭାରତ ଠାରୁ ଋଣ ନେଲା ଆମେରିକା

Anupambharat News Bureau | ଦେଶ | | 1926 | Read...

ଭାରତ ଠାରୁ ଋଣ ନେଲା ଆମେରିକା

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ହେଉଛି ଆମେରିକାର ଅର୍ଥବ୍ୟବସ୍ଥା । କି;ୁ ଏହି ଅର୍ଥବ୍ୟବସ୍ଥାର ଋଣ ଭାର ଏବେ ଏତେ ବଢ଼ି ଯାଇଛି ଯେ, ଯେ କେହି ବି ଏହାକୁ ଶୁଣିବ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବ । ଏହି ଦେଶ ଭାରତଠାର



ପଶ୍ଚିମବଙ୍ଗରେ ପୁଣି ଦିଦି ହିଁ ଆସିବେ: ପ୍ରଶାନ୍ତକିଶୋର

Anupambharat News Bureau | ଦେଶ | | 1925 | Read...

ପଶ୍ଚିମବଙ୍ଗରେ ପୁଣି ଦିଦି ହିଁ ଆସିବେ: ପ୍ରଶାନ୍ତକିଶୋର

ଭୋପାଳ: ତାରିଖ ଘୋଷଣା ସହିତ ପଶ୍ଚିମବଙ୍ଗ ନିର୍ବାଚନୀ ରଣାଙ୍ଗନରେ ପରିଣତ ହୋଇଛି । ଏହା ମଧ୍ୟରେ ତୃଣମୂଳ କଂଗ୍ରେସ ପାଇଁ ପଶ୍ଚିମବଙ୍ଗରେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର କହିଛନ୍ତି, ଭାରତରେ ଗଣତନ୍



ସମ୍ମାନକୁ କ୍ଷତି ପହଞ୍ଚାଇଲେ ଦେଇ ପାରିବେ ଛାଡପତ୍ର: କୋର୍ଟ

Anupambharat News Bureau | ଦେଶ | | 1924 | Read...

ସମ୍ମାନକୁ କ୍ଷତି ପହଞ୍ଚାଇଲେ ଦେଇ ପାରିବେ ଛାଡପତ୍ର: କୋର୍ଟ

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତି ନିଜ ଜୀବନସାଥୀଙ୍କ ମାନ ସମ୍ମାନକୁ ଆଘାତ ଦିଅନ୍ତି ତେବେ ଏହା ମାନସିକ କ୍ରୁରତା ସହ ସମାନ । ଏହା ଛାଡପତ୍ରର ଆଧାର ମଧ୍ୟ ହୋଇ ପାରିବ । ସେନାର ଜଣେ ଅଧିକାରୀ ଏବଂ ତାଙ୍କ ପତ୍ନୀଙ୍କ ମାମଲାରେ ଶୁଣ



ମାର୍ଚ୍ଚ ମାସର ଗାଇଡ୍‌ଲାଇନ୍‌ : ଯାତ୍ରା ପରିବେଷଣକୁ ଅନୁମତି

Anupambharat News Bureau | ଓଡ଼ିଶା | | 1923 | Read...

ମାର୍ଚ୍ଚ ମାସର ଗାଇଡ୍‌ଲାଇନ୍‌ : ଯାତ୍ରା ପରିବେଷଣକୁ ଅନୁମତି

ଭୁବନେଶ୍ୱର, ୨୭ା୨(ଅନୁପମ ମିଡ଼ିଆ):­ ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି



ବଢୁଛି ରାଜଧାନୀ ତାପମାତ୍ରା

Anupambharat News Bureau | ଓଡ଼ିଶା | | 1922 | Read...

ବଢୁଛି ରାଜଧାନୀ ତାପମାତ୍ରା

ଭୁବନେଶ୍ୱର, ୨୭ା୨(ଅନୁପମ ମିଡ଼ିଆ):ଲଗାତାର ଚତୁର୍ଥ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଗତ ୩ ଦିନର ରେକର୍ଡକୁ ଭାଙ୍ଗି ଶନିବାର ଭୁବନେଶ୍ୱରରେ ୪୦.୦୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି



ଗ୍ୟାସ୍‌ ଦର ୨୫ ଟଙ୍କା ବଢ଼ିଲା

Anupambharat News Bureau | ଦେଶ | | 1921 | Read...

ଗ୍ୟାସ୍‌ ଦର ୨୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀନଗରୀ ନୂଆଦିଲ୍ଲୀରେ ଆଜି ପୁଣି ଥରେ ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ଘଟିଛି । ଦିଲ୍ଲୀ ନଗରୀରେ ଏହି ଦର ବୃଦ୍ଧି ଘଟିଥିଲେ ମଧ୍ୟ ସମଗ୍ର ଦେଶବାସୀଙ୍କ ମଧ୍ୟରେ ଏହା ଏକ ପ



ମହିଳା ଓ ଶିଶୁ ବିକାଶ ବିଭାଗର ଅନଲାଇନ୍‌ ସେବା ଲୋକାର୍ପିତ : ପୁଷ୍ଟି ବଜେଟ୍‌ କରିବାରେ ରାଜ୍ୟ ପ୍ରଥମ

Anupambharat News Bureau | କ୍ୟାରିୟର ନିଯୁକ୍ତି | | 1920 | Read...

ମହିଳା ଓ ଶିଶୁ ବିକାଶ ବିଭାଗର ଅନଲାଇନ୍‌ ସେବା ଲୋକାର୍ପିତ : ପୁଷ୍ଟି ବଜେଟ୍‌ କରିବାରେ ରାଜ୍ୟ ପ୍ରଥମ

ଭୁବନେଶ୍ୱର, ୨୫ା୦୨(ଅନୁପମ ମିଡିଆ):­ ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ।



କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

Anupambharat News Bureau | ଓଡ଼ିଶା | | 1919 | Read...

କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର, ୨୫ା୦୨(ଅନୁପମ ମିଡିଆ): ପ୍ରଦେଶ କଂଗ୍ରେସରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ପୁଣି ଥରେ ସାମନାକୁ ଆସିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇ କଂଗ୍ରେସ କାର୍ଯ୍ୟାଳ



ଭାରତ ବନ୍ଦକୁ ସିପିଆଇ (ଏମ)ର ସମର୍ଥନ

Anupambharat News Bureau | ଓଡ଼ିଶା | | 1918 | Read...

ଭାରତ ବନ୍ଦକୁ ସିପିଆଇ (ଏମ)ର ସମର୍ଥନ

ଭୁବନେଶ୍ୱର,୨୫ ଫେବୃୟାରୀ (ହି.ସ ) ­ ଏକ ରାଷ୍ଟ୍ର ଏକ ଟିକସ ବ୍ୟବସ୍ଥା ନାମରେ ମୋଦି ସରକାର ଜି.ଏସ.ଟି ବ୍ୟବସ୍ଥା ପ୍ରଚଳନ ଫଳରେ ସାଧାରଣ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ନାହିଁନଥବବା ଅସୁବିଧାର ସମ୍ମୁଖୀନ ହେଉଛନ୍



କାଞ୍ଜିପାଣି ଘାଟିରେ ବରଯାତ୍ରୀ ବସ୍‌ ଦୁର୍ଘଟଣା ମୃତୁ୍ୟ ସଂଖ୍ୟା ୨ କୁ ବୃଦ୍ଧି : ୨୪ ଆହତ

Anupambharat News Bureau | ଓଡ଼ିଶା | | 1917 | Read...

କାଞ୍ଜିପାଣି ଘାଟିରେ ବରଯାତ୍ରୀ ବସ୍‌ ଦୁର୍ଘଟଣା ମୃତୁ୍ୟ ସଂଖ୍ୟା ୨ କୁ ବୃଦ୍ଧି : ୨୪ ଆହତ

କେନ୍ଦୁଝର, ୨୫ ଫେବୃଆରୀ (ହି.ସ.)- ରାଉରକେଲା ବନ୍ଧମୁଣ୍ଡାରୁ କେନ୍ଧୁଝର ଜିଲ୍ଲା ଢ଼େଙ୍କିକୋଟ ଅଭିମୁଖେ ବରଯାତ୍ରୀ ନେଇ ଯାଇଥିବା ଏକ ବସ୍‌ ଆଜି ସକାଳେ ଫେରୁଥିବା ବେଳେ କାଞ୍ଜିପାଣି ଘାଟିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫ



ମଇ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

Anupambharat News Bureau | ଓଡ଼ିଶା | | 1916 | Read...

ମଇ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର, ୨୪ା୨(ଅନୁପମ ମିଡ଼ିଆ): ଆସନ୍ତା ମଇ୧୮ ତାରିଖରୁୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ମଇ୧୮ରୁ ଆରମ୍ଭ ହୋଇ ଜୁନ୍‌ ୧୨ରେ ଶେଷ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କଳା, ବିଜ୍ଞାନ ଓ ବାଣିଜ



ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକା

Anupambharat News Bureau | ଦେଶ | | 1915 | Read...

ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକା

ଭୁବନେଶ୍ୱର, ୨୪ା୨(ଅନୁପମ ମିଡ଼ିଆ): ଆସନ୍ତା ମାର୍ଚ୍ଚ ୧ରୁ ବୟସ୍କଙ୍କୁ କୋଭିଡ୍‌ ଟିକା ଦିଆଯିବ । ଏହି ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମୁ୍ୟନିସିପା



ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ

Anupambharat News Bureau | ଓଡ଼ିଶା | | 1914 | Read...

ପ୍ରଦୀପଙ୍କୁ ସର୍ତ୍ତମୂଳକ ଜାମିନ

କଟକ, ୨୪ା୨(ଅନୁପମ ମିଡ଼ିଆ): ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆଜି ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ଦୁଇଜଣ ଜାମିନଦାରଙ୍କ ଦ୍ୱାରା ୫ ଲକ୍ଷ ଟଙ୍କା ଲେଖାଏଁ ସହିତ ୨୪ ଲକ୍ଷ ଟଙ୍କା ଜମା ଦେଇ ଜାମିନର



ଜାପାନରେ ବୃଦ୍ଧିପାଉଛି ଆତ୍ମହତ୍ୟା

Anupambharat News Bureau | ବିଦେଶ | | 1913 | Read...

ଜାପାନରେ ବୃଦ୍ଧିପାଉଛି ଆତ୍ମହତ୍ୟା

ନୂଆଦିଲ୍ଲୀ: କରୋନା ସମୟରେ ଜାପାନରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଛି । ଦେଶରେ ବଢୁଥିବା ଆତ୍ମହତ୍ୟାକୁ ନେଇ ଜାପାନ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ସରକାର ଏକାକୀତ୍ୱ ଦୂର କରିବା ପାଇଁ (ମିନିଷ୍ଟର ଅଫ୍‌ ଲୋନ୍ଲିନେସ୍



ରାଜଧାନୀରେ ସିରିଜ୍ ଦୁର୍ଘଟଣା, ଦୁଇ ଅଟକ

Anupambharat News Bureau | ଓଡ଼ିଶା | | 1912 | Read...

ରାଜଧାନୀରେ ସିରିଜ୍ ଦୁର୍ଘଟଣା, ଦୁଇ ଅଟକ

ଭୁବନେଶ୍ୱର: ଜାତୀୟ ରାଜପଥ ସିଆରପି ଓଭରବ୍ରିଜ୍ ଉପରେ କାର୍ ସିରିଜ୍ ଦୁର୍ଘଟଣା ଘଟାଇଛି । ନିଶାସକ୍ତ ଅବସ୍ଥାରେ ୪ଟି କାର୍‌କୁ ପିଟିଛନ୍ତି ୨ଜଣ ଯୁବକ । ନିଶାସକ୍ତ ଅବସ୍ଥାରେ ଯୁବକ ଦୁଇ ଜଣ ଗୋଟିଏ ପରେ ଗୋଟିଏ ଗାଡିକୁ ପିଟିଚ



ପିପିଲି-ଡେଲାଙ୍ଗ ପାଇଁ ୬୮ କୋଟିର ପ୍ୟାକେଜ

Anupambharat News Bureau | ଓଡ଼ିଶା | | 1911 | Read...

ପିପିଲି-ଡେଲାଙ୍ଗ ପାଇଁ ୬୮ କୋଟିର ପ୍ୟାକେଜ

ଭୁବନେଶ୍ୱର, ୨୩ା୨(ଅନୁପମ ମିଡ଼ିଆ): ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପାଳନ କରୁଛେ । ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧୀଜୀ ପ୍ରଥମେ ଓଡିଶା ଆସିଥିଲେ । ୧୯୩୮ରେ ସେ ଡେଲାଙ୍ଗର ବେରବୋଇ ଆସିଥିଲେ ଏବଂ ଏହ



ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Anupambharat News Bureau | ଓଡ଼ିଶା | | 1910 | Read...

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୨୩ା୨(ଅନୁପମ ମିଡ଼ିଆ): ଓଡ଼ିଆ ଭାଷା ବିଶ୍ୱ ବିଦ୍ୟାଳୟର ରୂପରେଖ ସମ୍ପର୍କରେ ଆଜି ରାଜ୍ୟ ପୂର୍ତ୍ତବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇଥିଲା । ପୁରୀ ଜିଲ୍ଲାର ସତ୍ୟବା



ଶକ୍ତିକାନ୍ତଙ୍କ ତେଲ ଫର୍ମୁଲା

Anupambharat News Bureau | ଦେଶ | | 1909 | Read...

ଶକ୍ତିକାନ୍ତଙ୍କ ତେଲ ଫର୍ମୁଲା

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ୍‌ ହୁହୁ ହୋଇ ବଢିବାରେ ଲାଗିଛି । ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ତୈଳ ଦର ବୃଦ୍ଧିର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଡୁଛି । ପେଟ୍ରୋଲ ଦର ୧୦୦ ଛୁଇଁଥିବା ବେଳେ ଡିଜେଲ ମ



ମହାରାଷ୍ଟ୍ରରେ କରୋନା ଉପର ମୁହାଁ

Anupambharat News Bureau | ଦେଶ | | 1908 | Read...

ମହାରାଷ୍ଟ୍ରରେ କରୋନା ଉପର ମୁହାଁ

ନୂଆଦିଲ୍ଲୀ,୨୩ା୨:ଭାରତରେ କୋଭିଡ଼-୧୯ କରୋନା ରୋଗର ସଂକ୍ରମଣ ମହାରାଷ୍ଟ୍ରରେ ପୁଣି ଥରେ ଭୟଙ୍କର ସ୍ଥିତି ସୃଷ୍ଟି କରିବାକୁ ଯାଉଛି । ରାଜ୍ୟରେ ହଠାତ୍‌ କରୋନା ପଜିଟିଭ ସଂଖ୍ୟା ଅଧିକରୁ ଅଧିକ ଚିହ୍ନଟ ହେଉଛି । ପୁଣି ଗତ ୨୪ ଘଣ୍



ରାଜ୍ୟର ସାତ ସହର ଅଧିକ ପ୍ରଦୂଷିତ

Anupambharat News Bureau | ଓଡ଼ିଶା | | 1907 | Read...

ରାଜ୍ୟର ସାତ ସହର ଅଧିକ ପ୍ରଦୂଷିତ

ଭୁବନେଶ୍ୱର, ୨୩ା୨(ଅନୁପମ ମିଡ଼ିଆ): ରାଜ୍ୟର ସାତ ସହର ସବୁଠାରୁ ପ୍ରଦୂଷିତ । ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି । ତେଣୁ ଏହାକୁ ନନ୍‌-ଆଟେନମେଣ୍ଟ ସିଟି



ମହାରାଷ୍ଟ୍ରରେ ପାତଞ୍ଜଳିର କରୋନିଲ୍ର ବିକ୍ରି ଉପରେ ପ୍ରତିବନ୍ଧକ

Anupambharat News Bureau | ଦେଶ | | 1906 | Read...

ମହାରାଷ୍ଟ୍ରରେ ପାତଞ୍ଜଳିର କରୋନିଲ୍ର ବିକ୍ରି ଉପରେ ପ୍ରତିବନ୍ଧକ

ମୁମ୍ବାଇ: ବାବା ରାମଦେବଙ୍କ ପତଞ୍ଜଳିର କରୋନିଲ ଟାବଲେଟକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ବର୍ତ୍ତମାନ ମହାରାଷ୍ଟ୍ର ସରକାର ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଙ



୧୩୬ ଲୋକଙ୍କୁ ମୃତ ଘୋଷଣା କରିବେ ସରକାର

Anupambharat News Bureau | ଦେଶ | | 1905 | Read...

୧୩୬ ଲୋକଙ୍କୁ ମୃତ ଘୋଷଣା କରିବେ ସରକାର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ହୋଇଥିବା ଜଳ ମହାପ୍ରଳୟକୁ ୧୭ ଦିନ ବିତିସାରିଛି । ଏ ପର୍ଯ୍ୟନ୍ତ ମଧ୍ୟ ଫଶି ରହିଥିବା ୧୩୬ ଲୋକଙ୍କ ପତ୍ତା ମିଳିପାରିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ଲୋକଙ୍କ ଶବ ଏବଂ ୨୯ ମନୁଷ୍ୟ ଅଙ୍ଗ ମିଳିଥି



ଘୁଞ୍ଚିଲା ଶବନମଙ୍କ ଫାଶୀ

Anupambharat News Bureau | ଦେଶ | | 1904 | Read...

ଘୁଞ୍ଚିଲା ଶବନମଙ୍କ ଫାଶୀ

ଅମରୋହା: ଉତ୍ତର ପ୍ରଦେଶ ଅମରୋହାରେ ହତ୍ୟାକାଣ୍ଡ ଦୋଷୀ ଶବନମଙ୍କ ଫାଶୀ ପୁଣିଥରେ ଘୁଞ୍ଚିଯାଇଛି । ନ୍ୟାୟାଳୟ ହତ୍ୟାକାରୀ ଶବନମଙ୍କ ସବିଶେଷ ତଥ୍ୟ ମାଗିଥିଲେ । କି;ୁ ଶବନମଙ୍କ ଓକିଲ ରାଜ୍ୟପାଳଙ୍କ ଠାରେ ଦୟା ଆବେଦନ ଦାଖଲ କରିଥ



ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଇସ୍ତଫା

Anupambharat News Bureau | ଦେଶ | | 1903 | Read...

ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୨ା୨: ପୁଡ଼ୁଚେରୀରେ ସଂଖ୍ୟା ଖେଳରେ ପଛରେ ପଡ଼ି ଯାଇଥିବା କଂଗ୍ରେସ ସରକାରର ଆଜି ପତନ ଘଟିଛି । ଏହି କେନ୍ଦ୍ର ଶାସିତ ରାଜ୍ୟରେ କଂଗ୍ରେସ ସରକାରର ପତନ ଘଟିବା ନେଇ ଯେଉଁ ଆଶଙ୍କା ଦେଖା ଦେଇଥିଲା ତାହା ଆଜି ପ୍ରମାଣିତ ହ



ସଂସଦରେ ବିଜେଡି ସାଂସଦଙ୍କ ସଶକ୍ତ ସ୍ୱର ଶୁଭୁନି

Anupambharat News Bureau | ଓଡ଼ିଶା | | 1902 | Read...

ସଂସଦରେ ବିଜେଡି ସାଂସଦଙ୍କ ସଶକ୍ତ ସ୍ୱର ଶୁଭୁନି

ଭୁବନେଶ୍ୱର, ୨୨ା୨ (ସ୍ୱତନ୍ତ୍ର ପ୍ରତିନିଧି): ସଂସଦରେ ଓଡ଼ିଶାର ସ୍ୱର ଯେମିତି ଦମ୍‌ଦାର ହେବା କଥା ସେମିତି ହୋଇପାରୁ ନାହିଁ । ଅନ୍ୟ ରାଜ୍ୟର ସାଂସଦମାନେ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଉପଭ



ପରିସ୍ଥିତି ବିଗିଡ଼ିଲେ ହେବ ଲକଡାଉନ୍‌ : ସ୍ୱାସ୍ଥ୍ୟମନ୍ତ୍ରୀ , ସ୍କୁଲରେ କଟକଣା କଡ଼ାକଡ଼ି କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

Anupambharat News Bureau | ଓଡ଼ିଶା | | 1901 | Read...

ପରିସ୍ଥିତି ବିଗିଡ଼ିଲେ ହେବ ଲକଡାଉନ୍‌ : ସ୍ୱାସ୍ଥ୍ୟମନ୍ତ୍ରୀ , ସ୍କୁଲରେ କଟକଣା କଡ଼ାକଡ଼ି କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୨ା୨(ଅନୁପମ ମିଡ଼ିଆ):­ ପରିସ୍ଥିତି ବିଗିଡ଼ିଲେ ଲକଡାଉନ୍‌ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ରାଜ୍ୟରେ କରୋନା ସ୍ଥିତି ନେଇ ସେ କହିଛନ୍ତି ଯେ, ରାଜ୍ୟ ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖ



ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା : ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ

Anupambharat News Bureau | ଓଡ଼ିଶା | | 1900 | Read...

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା : ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ

କଟକ, ୨୨ା୨(ଅନୁପମ ମିଡ଼ିଆ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୨୨ ବର୍ଷ ପରେ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁରର



କୃଷି,ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ

Anupambharat News Bureau | ଓଡ଼ିଶା | | 1899 | Read...

କୃଷି,ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ

ଭୁବନେଶ୍ୱର, ୨୨ା୨(ଅନୁପମ ମିଡ଼ିଆ): ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ବେଜଟ୍‌ ପରିମାଣ ୧୩ ପ



ସଚେତନ ନହେଲେ ଫେରିବ ଲକ୍‌ ଡାଉନ୍‌

Anupambharat News Bureau | ଓଡ଼ିଶା | | 1898 | Read...

ସଚେତନ ନହେଲେ ଫେରିବ ଲକ୍‌ ଡାଉନ୍‌

ଭୁବନେଶ୍ୱର, ୨୦ା୨(ଅନୁପମ ମିଡ଼ିଆ): ପୁଣିଥରେ ରାଜ୍ୟରେ ଲାଗୁ ହୋଇପାରେ ଲକ୍‌ ଡାଉନ୍‌ । ରାଜ୍ୟରେ ବର୍ତ୍ତମାନ କୋଭିଡ କେସ୍‌ ସଂଖ୍ୟା କମୁଛି । ଏବେ ଲକଡାଉନ ସମ୍ଭାବନା ନାହିଁ କି;ୁ ଏହାକୁ ଏଡାଇ ହେବ ନାହିଁ । ତେବେ ଲୋକେ ନିଜେ



ଗୃହରେ ଧାନ କିଣା ଝଡ଼

Anupambharat News Bureau | ଓଡ଼ିଶା | | 1897 | Read...

ଗୃହରେ ଧାନ କିଣା ଝଡ଼

ଭୁୁବନେଶ୍ୱର, ୨୦ା୨(ଅନୁପମ ମିଡ଼ିଆ): ଚାଷୀ ମାନଙ୍କର ଉପିାଦିତ ଧାନ କିଣା ସମସ୍ୟାକୁ ନେଇ ଆଜି ବିଧାନସଭାରେ ଆଜି ତୃତୀୟ ଦିନ ଗୃହରେ ବିରୋଧୀ ଦଳ ପକ୍ଷରୁ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରାଯାଇଥିଲା । ହଟ୍ଟଗୋଳ କାରଣରୁ ଗୃହର ପ୍ରଥମାର



ଅର୍ଥନୈତିକ ସର୍ଭେ ରିପୋର୍ଟ, କମିଛି ମୁଣ୍ଡପିଛା ଆୟ

Anupambharat News Bureau | ଓଡ଼ିଶା | | 1896 | Read...

ଅର୍ଥନୈତିକ ସର୍ଭେ ରିପୋର୍ଟ, କମିଛି ମୁଣ୍ଡପିଛା ଆୟ

ଭୁବନେଶ୍ୱର, ୨୦ା୨(ଅନୁପମ ମିଡ଼ିଆ): ପ୍ରକାଶ ପାଇଲା ୨୦୨୦ -୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । କରୋନା ମାଡ଼ରେ ରାଜ୍ୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅଭ



ସଡକ ଦୁର୍ଘଟଣାରେ ନବବଧୂଙ୍କ ମୃତ୍ୟୁ

Anupambharat News Bureau | ଦେଶ | | 1895 | Read...

ସଡକ ଦୁର୍ଘଟଣାରେ ନବବଧୂଙ୍କ ମୃତ୍ୟୁ

ବିଜନୋର: ନଜୀବାବାଦରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବାହାଘର ପରେ ବିଦା ହୋଇ ଶାଶୁ ଘରକୁ ଫେରୁଥିବା ବେଳେ ଏକ ମର୍ମ;ୁଦ ସଡକ ଦୁର୍ଘଟଣାରେ ଜଣେ ନବବଧୂଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ କାରରେ ଥି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page