.
Anupambharat News Bureau | ଓଡ଼ିଶା | | 2394 | Read...
ଭୁବନେଶ୍ୱର, ୧୧ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦ୍ୟ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ଚାରି ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଓଡ଼ିଶାରୁ ଭାରତୀୟ ହକି ଟି
Anupambharat News Bureau | ଓଡ଼ିଶା | | 2393 | Read...
ପୁରୀ,୧୧ା୮ଅନୁପମ ମିଡ଼ିଆ): ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ସମସ୍ତ ଦର୍ଶନାର୍ଥୀଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ସଟଡ଼ାଉନ୍ ଦିନମାନଙ୍କରେ ଶ୍ରୀମନ୍ଦିର ଓ ଏହାର ଚତୁଃପାଶ୍ୱର୍କୁ ସାନିଟାଇଜ୍
Anupambharat News Bureau | ଦେଶ | | 2392 | Read...
ନୂଆଦିଲ୍ଲୀ,୧୧ା୮: ହିମାଚଳପ୍ରଦେଶରେ ବୁଧବାର ଏକ ବଡ଼ଧରଣର ଭୂÕଳନରେ ୧୧ ଜଣ ପ୍ରାଣ ହରାଇଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନିଖୋଜ ଥିବା ସୂଚନାରୁ ଜଣାପଡିଛି । ଫଳରେ ମୃତକଙ୍କ ସଂଖ୍ୟା ଆହୁରି ବ
Anupambharat News Bureau | ଓଡ଼ିଶା | | 2391 | Read...
ଭୁବନେଶ୍ୱର,୧୦ା୮(ଅନୁପମ ମିଡ଼ିଆ): ବହୁ ପ୍ରତିକ୍ଷୀତ ଏବଂ ଦୀର୍ଘ ସମୟ ଅତିକ୍ରାନ୍ତ ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ବିଭାଗ ଏନେଇ ଖୁବଶୀଘ୍ର ରାଜ୍ୟ ନିର୍ବାଚନ କମ
Anupambharat News Bureau | ଓଡ଼ିଶା | | 2390 | Read...
ଭୁବନେଶ୍ୱର, ୧୦ା୮(ଅନୁପମ ମିଡ଼ିଆ): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରା
Anupambharat News Bureau | ଓଡ଼ିଶା | | 2389 | Read...
ଭୁବନେଶ୍ୱର, ୧୦ା୮ (ଅନୁପମ ମିଡ଼ିଆ): ଆସନ୍ତା ୨୩ରୁ ଆରମ୍ଭ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ପରୀକ୍ଷା ନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଏକକ ପିଜି ଏଣ୍ଟ୍ରା
Anupambharat News Bureau | ଓଡ଼ିଶା | | 2388 | Read...
ଭୁବନେଶ୍ୱର, ୧୦ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢା ଯାଇଛି । ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ୍ ୫୪ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଏହି ସୂଚନା
Anupambharat News Bureau | ସମ୍ପାଦକୀୟ | | 2387 | Read...
ପ୍ରଥମତଃ , ଯୌଥ ପରିବାରମାନଙ୍କ ବିଘଟନ ଓ ଏକକ ପରିବାର ଗଠନ ପ୍ରକ୍ରିୟା । ଆଜିର ସାମାଜିକ ବ୍ୟବସ୍ଥାର ଏକ ବାଧ୍ୟତାମୂଳକ ପାଶ୍ୱର୍ ପ୍ରତିକ୍ରିୟା ବୋଲି ଧରି ନିଆଯାଇଛି । ଆଧୁନିକ ଶିକ୍ଷା ବ୍ୟବସ୍ଥା ଅଧିକରୁ ଅଧିକ ଔଦ୍ୟୋଗିକ ଓ
Anupambharat News Bureau | ଓଡ଼ିଶା | | 2386 | Read...
n ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି
n ପୂଜାମଣ୍ଡପରେ ୪ଫୁଟରୁ କମ୍ ଉଚ୍ଚତା ମୂର୍ତ୍ତି
n ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ଜରୁରୀ
n ପୂଜାମଣ୍ଡପ ତିନି ପଟରୁ ସମ୍ପୂର୍ଣ୍ଣ ଆବଦ୍ଧ ହେବ
ଭୁବନେଶ୍ୱର,୯ା୮(ଅନୁପମ ମି
Anupambharat News Bureau | ଓଡ଼ିଶା | | 2385 | Read...
ଭୁବନେଶ୍ୱର,୯ା୮(ଅନୁପମ ମିଡ଼ିଆ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍
Anupambharat News Bureau | ଓଡ଼ିଶା | | 2384 | Read...
ଭୁବନେଶ୍ୱର,୯ା୮(ଅନୁପମ ମିଡ଼ିଆ):ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ କରାଯିବ । ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବା ଜଣାପଡ଼ିଛି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ର
Anupambharat News Bureau | ଓଡ଼ିଶା | | 2383 | Read...
କେନ୍ଦୁଝର,୮ା୮(ଅନୁପମ ମିଡ଼ିଆ): କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ରବିବାର ସନ୍ଧ୍ୟାରେ ଗୋଟିଏ ପରିବାରର ଦୁଇ ଭଉଣୀଙ୍କ ମୃତୁ୍ୟ ହୋଇଛି । ବଡ଼ ଭଉଣୀ,ସାନ ଭଉଣୀକୁ ହାଣି ନିଜେ ଫ୍ୟାନରେ ଝୁଲି ଆତ୍ମହତ୍
Anupambharat News Bureau | ଓଡ଼ିଶା | | 2382 | Read...
ସମ୍ବଲପୁର, ୮ା୮(ଅନୁପମ ମିଡ଼ିଆ): ସମ୍ବଲପୁର ଜିଲ୍ଲା ପୋଲିସ ନକଲି ନୋଟ କାରବାରରେ ଲିପ୍ତ ଏକ ଆନ୍ତଃରାଜ୍ୟ ର୍ୟାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି । ଏହି କ୍ରମରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ଼ ଛ’ ଜଣ ଅଭିଯୁକ୍
Anupambharat News Bureau | ଦେଶ | | 2381 | Read...
ନୂଆଦିଲ୍ଲୀ,୮ା୮: ହାଜତ ନିର୍ଯାତନା ଉପରେ ଉଦ୍ବେଗ ପ୍ରକାଶ ପୂର୍ବକ ଥାନାରେ ମାନବାଧିକାର ସବୁଠାରୁ ଅଧିକ କ୍ଷୁର୍ଣ୍ଣ ହେଉଛି ବୋଲି ଏକ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଏନ୍ ଭି ରମଣା । ହାଜତ ନିର୍ଯା
Anupambharat News Bureau | ବିଦେଶ | | 2380 | Read...
ଟୋକିଓ,୮ା୮: ଦୀର୍ଘ ୧୭ ଦିନ ଧରି ଟୋକିଓରେ ଆୟୋଜିତ ହୋଇଥିବା କ୍ରୀଡ଼ାର ମହାକୁମ୍ଭ ରବିବାର ଉଦ୍ଯାପିତ ହୋଇଛି । କରୋନା ମହାମାରୀ ଯୋଗୁ ଗୋଟିଏ ବର୍ଷ ବିଳମ୍ବ ହେବା ସହ ଶେଷ ମୁହୂର୍ତ୍ତରେ ବାତିଲ ହେବାର ଆଶଙ୍କା ମଧ୍ୟରେ ଏହି କ୍
Anupambharat News Bureau | ଓଡ଼ିଶା | | 2379 | Read...
ଭୁବନେଶ୍ୱର, ୭ା୮(ଅନୁପମ ମିଡ଼ିଆ): ଆସନ୍ତା ୧୬ରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଗତ ବର୍ଷ ଅଗଷ୍ଟ ୨୧ ତାରିଖରେ ଯୁକ୍ତ ଦୁ
Anupambharat News Bureau | ଓଡ଼ିଶା | | 2378 | Read...
ବାଲେଶ୍ୱର/ଜଳେଶ୍ୱର/ଯୋଡ଼ା, ୭ା୮(ଅନୁପମ ମିଡ଼ିଆ): ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ସହ ବଜ୍ରାପତ ଘଟିବାରୁ ପୃଥକ ସ୍ଥାନରେ ତିନି ନାବଳକ ସମେତ ଛ’ ଜଣଙ୍କ ମୃତୁ୍ୟ ଘଟିଛି । ଏଥିସହିତ ଘଟଣାରେ ସାତ ଜଣ ଆହତ ହୋଇଛନ୍ତି । ମିଳିଥିବା
Anupambharat News Bureau | ଓଡ଼ିଶା | | 2377 | Read...
ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ନୀରଜ ଚୋପ୍ରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଜାଭେଲିନ୍ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିବା ପରେ ମୁଖ୍ୟମନ୍ତ୍ରୀ ଟୁଇଟ
Anupambharat News Bureau | କ୍ରୀଡ଼ା | | 2376 | Read...
ଟୋକିଓ, ୭ା୮: ଭାରତୀୟ ତାରକା ଜାଭଲିନ୍ ଥ୍ରୋ ନୀରଜ ଚୋପ୍ରା ଇତିହାସ ସୃ୍ଷ୍ଟି କରିଛନ୍ତି । ଐତିହାସିକ ପ୍ରଦର୍ଶନ କରି ଟୋକିଓ ଅଲିମ୍ପିକ୍ସରେ ନୀରଜ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି । ନୀରଜ ଜାଭଲିନ୍ ଥ୍
Anupambharat News Bureau | ଦେଶ | | 2375 | Read...
ନୂଆଦିଲ୍ଲୀ : କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ତଥା ଅସାଧାରଣ କୃତିତ୍ୱକୁ ଆଧାର କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରାଯାଇଥାଏ । ଠିକ୍ ସେହିଭଳି ଆଜି କେନ୍ଦ୍ର ସରକାର
Anupambharat News Bureau | ଓଡ଼ିଶା | | 2374 | Read...
ଭୁବନେଶ୍ୱର, ୬ା୮(ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶକ୍ତି ବିଭାଗର ନଅଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅନଲାଇନ୍ ସେବାଗୁଡିକ ଏକକ ପ୍ଲାଟଫର୍ମ ସହିତ ସଂଯୁକ୍ତ କରାଯାଇଛି । ଉପଭୋକ୍ତ
Anupambharat News Bureau | ଦେଶ | | 2373 | Read...
ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବିଗତ ଦିନରେ ବହୁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିବା ଯୋଗୁଁ ଏହାର ସ୍ଥାୟୀ ସମାଧାନ ପାଇଁ ଉଭୟ ରାଷ୍ଟ୍ର ସରକାର ପଦକ୍ଷେପ ନେଇଛନ୍ତି । ଉଚ୍ଚସ୍ତରୀୟ ଅଧିକାରୀଙ୍କ ଆଲୋଚନା ପରେ ପରେ ଉଭୟ ଦେଶ
Anupambharat News Bureau | ଓଡ଼ିଶା | | 2372 | Read...
ଭୁବନେଶ୍ୱର, ୬ା୮ (ଅନୁପମ ମିଡିଆ): ଖୁବ୍ ଶୀଘ୍ର ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡ଼ିବ ବିମାନ । ଉଡାନ୍ ଯୋଜନାରେ ଏହି ଦୁଇଟି ସ୍ଥାନରୁ ବିମାନ ଉଡିବ । ଏନେଇ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପ
Anupambharat News Bureau | ଓଡ଼ିଶା | | 2371 | Read...
ଭୁବନେଶ୍ୱର,୫ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ଦୁU ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଏକ ଲକ୍ଷ ଦୁଗ୍ଧ ଚାଷୀ ଛ’ହଜାର ଟଙ୍କା ପ
Anupambharat News Bureau | ଓଡ଼ିଶା | | 2370 | Read...
ଖଲ୍ଲିକୋଟ,୫ା୮(ଅନୁପମ ମିଡ଼ିଆ): ଖଲ୍ଳିକୋଟ ବିଧାୟକଙ୍କ ସମର୍ଥକ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ରାଜନୈତିକ ବିବାଦ ଗୁରୁବାର ଉଗ୍ର ରୂପ ଧାରଣ କରିଛି । ବିପକ୍ଷ ଗୋଷ୍ଠୀ ବିଧାୟକଙ୍କ ଘର ଉପରେ ଆକ୍ରମ
Anupambharat News Bureau | ଓଡ଼ିଶା | | 2369 | Read...
ଭୁବନେଶ୍ୱର, ୫ା୮(ଅନୁପମ ମିଡ଼ିଆ): ବିଶିଷ୍ଟ କଥାକାର ପାରମିତା ଶତପଥୀ ତାଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ନିମନ୍ତେ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଏହି ପୁସ୍ତକଟି ୨୦୧୬ ମସିହାରେ ପଶ୍ଚିମା ପବ୍ଲିକେଶନ୍
Anupambharat News Bureau | ଦେଶ | | 2368 | Read...
ଟୋକିଓ, ୫ା୮: ଭାରତୀୟ କୁସ୍ତିଯୋଦ୍ଧା ରବି ଦହିଆ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକରେ ସ;ୁଷ୍ଟ ହେବାକୁ ପଡ଼ିଛି । ପୁରୁଷ ଫ୍ରିଷ୍ଟାଇଲ ୫୭ କିଲୋଗ୍ରାମ ସ୍ୱର୍ଣ୍ଣ ପଦକ ମୁକାବିଲାରେ ରବି ରସିଅନ ଅଲମ୍ପିକ୍ କମିଟିର ଜାବୁର ୟଗୁଏ
Anupambharat News Bureau | ଦେଶ | | 2367 | Read...
ଟୋକିଓ, ୫ା୮: ଭାରତୀୟ ପୁରୁଷ ଦଳ ପ୍ରତିପକ୍ଷ ଜର୍ମାନୀକୁ ୫-୪ ଗୋଲ ବ୍ୟବଧାନରେ ପରାଜିତ କରି ଦୀର୍ଘ ୪୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ହକିରେ ଅଲିମ୍ପିକ୍ସ ପଦକ ହାସଲ କରିଛି । ଶେଷ ଥର ପାଇଁ ଭାରତ ୧୯୮୦ ମୋସ୍କୋ ଗେମ୍ସରେ ସ୍ୱର୍ଣ
Anupambharat News Bureau | ଓଡ଼ିଶା | | 2366 | Read...
ଭୁବନେଶ୍ୱର,୪ା୮(ଅନୁପମ ମିଡ଼ିଆ): ତୃତୀୟ ଲହର ସମ୍ପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ୱର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି ।
ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପା
Anupambharat News Bureau | କ୍ରୀଡ଼ା | | 2365 | Read...
ଟୋକିଓ,୪ା୮: ଭାରତର ଲଭଲିନା ବୋରଗୋହାଇଁ ଟୋକିଓ ଅଲିମ୍ପିକକ୍ସ(୬୪-୬୯ ବର୍ଗ)ରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ୨୩ ବର୍ଷୀୟା ଆସାମର ଏହି ଉଦୀୟମାନ ବକ୍ସର ବୁଧବାର ଅନୁଷ୍ଠିତ ସେମିଫାଇନାଲ ବାଉଟ୍ରେ ତୁର୍କୀ ପ୍ର
Anupambharat News Bureau | ଓଡ଼ିଶା | | 2364 | Read...
ଛତ୍ରପୁର,୪ ।୮(ଅନୁପମ ମିଡ଼ିଆ) : ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ନିଜ ସ୍ତ୍ରୀ ଉପରେ ବିଚ୍ ରାସ୍ତାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କରିବା ଘଟଣା ବୁଧବାର ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଲୋ
Anupambharat News Bureau | ଓଡ଼ିଶା | | 2363 | Read...
ପୁରୀ,୪ା୮(ଅନୁପମ ମିଡ଼ିଆ): ଆସନ୍ତା ୧୬ରୁ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ । ପ୍ରଥମ ପାଞ୍ଚଦିନ ଅର୍ଥାତ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ । ୨୧ ତାର
Anupambharat News Bureau | ଓଡ଼ିଶା | | 2362 | Read...
କଟକ, ୩ା୮(ଅନୁପମ ମିଡ଼ିଆ): ଚଳିତବର୍ଷର ମାଟ୍ରିକ ପରୀକ୍ଷାର ଫଳାଫଳକୁ ନେଇ ବହୁ ବାଦ ବିବାଦ ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏବେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ଅଫଲାଇନ ପରୀକ୍ଷା କରାଯାଉଛିି । ତେବେ ଏହି ପରୀକ୍ଷାରେ ଆଜ
Anupambharat News Bureau | ଓଡ଼ିଶା | | 2361 | Read...
ପୁରୀ, ୩ା୮(ଅନୁପମ ମିଡ଼ିଆ): ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ, ସାପ୍ତାହିକ ଓ ଦୈନିକ ହାଟ ଖୋଲିବା ଲାଗି ଜିଲ୍ଲାପ୍ରଶାସନ ଅନୁମତି ପ୍ରଦାନ କରିଛି । ଅନ୍ୟପକ୍ଷରେ ଭକ୍ତମାନଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆସନ୍ତାକ
Anupambharat News Bureau | ଦେଶ | | 2360 | Read...
ଭୋପାଲ,୩ା୮:ମଧ୍ୟପ୍ରଦେଶରେ ଗତ କିଛି ଦିନ ଧରି ଲଗାତାର ବର୍ଷା ହେତୁ ପରିସ୍ଥିତି ବିଗିଡି ଯାଇଛି । ଗୱାଲିଅର୍-ଚାମ୍ବଲ ଅଞ୍ଚଳ ବ୍ୟତୀତ ରାଜଧାନୀ ଭୋପାଳ ସମେତ ଅନେକ ଜିଲ୍ଲା ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ପ୍ରବହ ବର୍ଷା ଯ
Anupambharat News Bureau | ଓଡ଼ିଶା | | 2359 | Read...
ନୂଆଦିଲ୍ଲୀ, ୩ା୮: ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ସହ ତ୍ୱରାନ୍ୱିତ ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ
Anupambharat News Bureau | ଦେଶ | | 2358 | Read...
ନୂଆଦିଲ୍ଲୀ,୩ା୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସିବିଏସ୍ଇର ଏହି ଦଶମ ଶ୍ରେଣୀ ପରୀକ୍ଷାରେ ସମଗ୍ର ଦେଶରେ ୯୯ ପ୍ରତିଶତରୁ ଉର୍ଦ୍ଧ୍ୱ
Anupambharat News Bureau | ଓଡ଼ିଶା | | 2357 | Read...
ଭୁବନେଶ୍ୱର, ୨ା୮(ଅନୁପମ ମିଡ଼ିଆ): ଟୋକିଓ ଅଲିମ୍ପିକ୍ସ୍ର ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭା
Anupambharat News Bureau | ଓଡ଼ିଶା | | 2356 | Read...
ଭୁବନେଶ୍ୱର, ୨ା୮ (ସ୍ୱତନ୍ତ୍ର ପ୍ରତିନିଧି): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକିର ଅବିଶ୍ୱସନୀୟ ପ୍ରଦର୍ଶନ । ଉଭୟ ପୁରୁଷ ଓ ମହିଳା ହକି ଟିମ୍ ସେମିଫାଇନାଲ୍ରେ ପ୍ରବେଶ କରି ଦେଶବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି । ଅପ୍ରତ୍
Anupambharat News Bureau | ଦେଶ | | 2355 | Read...
ନୂଆଦିଲ୍ଲୀ: କୋଭିଡ଼-୧୯ କରୋନା ମହାମାରୀ ସମଗ୍ର ବିଶ୍ୱରେ ଅତ୍ୟନ୍ତ ମାରାତ୍ମକ ହୋଇପଡିଛି । ଏହାର ପ୍ରତିକାର ପାଇଁ ବିଭିନ୍ନ ଦେଶରେ ଟିକାକରଣ ବ୍ୟବସ୍ଥା ଜାରି ରହିଛି । ତେବେ କେଉଁ ଟିକା କେତେ କାର୍ଯ୍ୟକ୍ରମ ଏହାକୁ ନେଇ ବିଭି
Anupambharat News Bureau | ଓଡ଼ିଶା | | 2354 | Read...
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ବିଭିନ୍ନ ସମୟରେ ପୃଥକ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରରେ ଥିବା ଜଣେ ରାଜନେତା ବାବୁଲ ସୁପ୍ରିୟୋ ରାଜନୀତି ପ୍ରତି ସମ୍ପୂର୍ଣ୍ଣ ବିତୃଷ୍ଣା ହୋଇ ରାଜନୀତିରୁ ଓହରି ଯିବା ପାଇଁ ନିଷ୍ପ
Anupambharat News Bureau | ଓଡ଼ିଶା | | 2353 | Read...
ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲଫ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଶନିବାର ସନ୍ଧ୍ୟାରେ ରେଜଲଫ ପୁସ୍ତିକା ଉନ୍ମୋଚନ ପରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ
Anupambharat News Bureau | ଓଡ଼ିଶା | | 2352 | Read...
ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): କରୋନା ସଂକ୍ରମଣ ତଳମୁହାଁ ହେଉଥିବା ବେଳେ କୋଭିଡ୍ କଟକଣା ମଧ୍ୟ କୋହଳ ହେଉଛି । ଏହା ମଧ୍ୟରେ ଶନିବାର ଅଗଷ୍ଟ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନ
Anupambharat News Bureau | ଓଡ଼ିଶା | | 2351 | Read...
ଭୁବନେଶ୍ୱର, ୨୮ା୭(ଅନୁପମ ମିଡ଼ିଆ): ୨୦୨୧ ମସିହା ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷାର ବିଜ୍ଞାନ ଓ ବାଣିଜ୍ୟ ଶିକ୍ଷା ପାଠ୍ୟକ୍ରମର ଫଳ ଆସନ୍ତା ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ । କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକ
Anupambharat News Bureau | ଓଡ଼ିଶା | | 2350 | Read...
ପୁରୁଷୋତ୍ତମପୁର,୨୭ା୭(ଅନୁପମ ମିଡ଼ିଆ): ପୁରୁଷୋତ୍ତମପୁର ଥାନା ସ୍ଥିତ ପ୍ରତାପୁର ଅଞ୍ଚଳରୁ ଏକ ପରିତ୍ୟକ୍ତ ଘରୁ ଅର୍ଦ୍ଧ ଦU ଅବସ୍ଥାରେ ଉଦ୍ଧାର ହୋଇଥିବା ବୁଗୁଡା ବାଲିପଦର ଫାଣ୍ଡି ନିକଟ କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗା (
Anupambharat News Bureau | ଓଡ଼ିଶା | | 2349 | Read...
ଭୁବନେଶ୍ୱର, ୨୮ା୭(ଅନୁପମ ମିଡ଼ିଆ): ରାଜ୍ୟରେ ଥିବା ୪୦୦୦ ପଡ଼ା ବା ବସତିକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବାପାଇଁ ଥିବା ଦୀର୍ଘଦିନର ସମସ୍ୟାକୁ ରାଜ୍ୟ ସରକାର ୫-‘ଟି’ ସୂତ୍ର ଅଧୀନରେ ସମାଧାନ କରିଛନ୍ତି । ଏହା ଦ୍ୱାରା ଏହି ପଡ଼ାଗୁଡ଼
Anupambharat News Bureau | ଓଡ଼ିଶା | | 2348 | Read...
ଭୁବନେଶ୍ୱର, ୨୮ା୭(ଅନୁପମ ମିଡ଼ିଆ): ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ହ ୍ରାସ ପାଉଥିବା ବେଳେ ବନ୍ଦ ଥିବା ମେଡିକାଲ କଲେଜକୁ ପୁଣି ଥରେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିନେଇ ଡିଏମଇଟିଙ୍କୁ ଚିଠି ଲେଖି ଜଣାଇଛନ
Anupambharat News Bureau | ଓଡ଼ିଶା | | 2347 | Read...
ନୂଆଦିଲ୍ଲୀ, ୨୬ା୭: ଭାରତ ସରକାର ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦) ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ(ଏନଆରଏଫ) ଗଠନ କରିବା ସହ ଆଗାମୀ ୫
Anupambharat News Bureau | ଦେଶ | | 2346 | Read...
ନୂଆଦିଲ୍ଲୀ,୨୬ା୭:ସମ୍ବେଦନଶୀଳକ ହୋଇପଡିଛି ଆସାମ-ମିଜୋରାମ ସୀମା ବିବାଦ । ସୀମାବର୍ତ୍ତୀ ଅଞ୍ଚଳରେ ଆଜି ହିଂସାକାଣ୍ଡ ଘଟିବା ଯୋଗୁଁ ୩ ଜଣ ପୋଲିସ ଅଧିକାରୀଙ୍କ ମୃତୁ୍ୟ ଘଟିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମ
Anupambharat News Bureau | ଓଡ଼ିଶା | | 2345 | Read...
ଭୁବନେଶ୍ୱର, ୨୬ା୭ (ସ୍ୱତନ୍ତ୍ର ପ୍ରତିନିଧି): ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ସମ୍ବଲପୁରକୁ ପଛରେ ପକାଇଲା ଶ୍ରୀକ୍ଷେତ୍ର ପୁରୀ । ଆଗେ ବେଙ୍ଗ ମୁତିଲେ ବଡ଼ଦାଣ୍ଡ ପାଣିରେ ଉବୁଟୁବୁ ହେଉଥିଲା ଏବଂ ଏହାକୁ ନେଇ ପୁରୀ ସହର ଖୁବ୍ ସମ
Anupambharat News Bureau | ଦେଶ | | 2344 | Read...
ନୂଆଦିଲ୍ଲୀ,୨୬ା୭:କିଛି ଦିନର ସସ୍ପେନ୍ସ ପରେ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରªା ଇସ୍ତଫା ଦେବା ଘଟଣା ଚର୍ଚ୍ଚାର ବିଷୟ ରହିଛି । ୟେଦୁରªାଙ୍କ ଚତୁର୍ଥ ପାଳିର ଦୁଇବର୍ଷ ପର୍ଯ୍ୟନ୍ତ ସ୍ଥିର ଭାବରେ ଶାସନ ଚାଲିବ
Anupambharat News Bureau | ଓଡ଼ିଶା | | 2343 | Read...
ପୁରୀ,୨୬ା୭,(ଅନୁପମ ମିଡ଼ିଆ): ପାଇପ୍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସହରବାସୀଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆ
Anupambharat News Bureau | ଓଡ଼ିଶା | | 2342 | Read...
ବାଲେଶ୍ୱର, ୨୫ା୭(ଅନୁପମ ମିଡ଼ିଆ): ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତୁ୍ୟ ପରେ ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ତାର ଶବ ବ୍ୟବଚ୍ଛେଦ କରାଯାଇଛି । ମାଜିଷ୍ଟ୍ରେଟ ଓ ପୋଲିସର ଉପସ୍ଥିତିରେ ଶ
Anupambharat News Bureau | ଓଡ଼ିଶା | | 2341 | Read...
ଭୁବନେଶ୍ୱର,୨୫ା୭(ଅନୁପମ ମିଡ଼ିଆ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟ
Anupambharat News Bureau | ଓଡ଼ିଶା | | 2340 | Read...
ଭୁବନେଶ୍ୱର, ୨୫ା୭ (ସ୍ୱତନ୍ତ୍ର ପ୍ରତିନିଧି): ଆମ ଦେଶର ଭୌଗଳିକ ବିଶାଳତା ଦୃଷ୍ଟିରୁ ନ୍ୟାୟ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଏକାନ୍ତ ଆବଶ୍ୟକ । ଏଥିପାଇଁ ଦୀର୍ଘ ଦିନ ହେଲା ଦାବି ହେଉଥିଲେ ମଧ୍ୟ ଏ ଦିଗରେ ସରକାରଙ୍କ ଆନ୍ତରିକତାର
Anupambharat News Bureau | ଓଡ଼ିଶା | | 2339 | Read...
ଭୁବନେଶ୍ୱର, ୨୫ା୭(ଅନୁପମ ମିଡ଼ିଆ): ଆସନ୍ତାକାଲି (ସୋମବାର)ଠାରୁ କୋଭିଡ୍ କଟକଣା ମଧ୍ୟରେ ଖୋଲିବ ସ୍କୁଲ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠ ପଢା ଆରମ୍ଭ ହେବ । ଏହା ପୂର୍ବରୁ
Anupambharat News Bureau | ଦେଶ | | 2338 | Read...
ମୁମ୍ବାଇ: ମହାରାଷ୍ଟ୍ରରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଏବଂ ବିଭିନ୍ନ ସ୍ଥାନରେ ଭୂÕଳନ ଜନିତ ମାଟି ଅତଡ଼ା ଖସିବା ଯୋଗୁଁ ଅତିକମ୍ରେ ୧୩୮ ଲୋକଙ୍କ ମୃତୁ୍ୟ ଘଟିଛି । ଜଳବନ୍ଦୀ ମଧ୍ୟରେ ରହିଥିବା ଲକ୍ଷାଧିକ ଲୋକଙ୍କ ମଧ୍ୟରୁ ଆ
Anupambharat News Bureau | କ୍ରୀଡ଼ା | | 2337 | Read...
ଟୋକିଓ,୨୪ା୭: ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ୪୯ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ପଦକ ଆଣିଛନ୍ତି । ଏଥିସହିତ ଦୀର୍ଘ ୨୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ପଦକ
Anupambharat News Bureau | ଓଡ଼ିଶା | | 2336 | Read...
କଟକ/ବାଲେଶ୍ୱର, ୨୪ା୭ (ଅନୁପମ ମିଡ଼ିଆ): ପୋଲିସ ଗୁଳିରେ ଶନିବାର ଟଳିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସେକ ହାଇଦର । ବାରିପଦା ଜେଲକୁ ଏହି ଗ୍ୟାଙ୍ଗଷ୍ଟାରକୁ ନିଆଯାଉଥିବାବେଳେ ଅଧରାସ୍ତାରେ ଖସିଯିବାକୁ ଚେଷ୍ଟା କରୁଥିବା ଏହି କୁଖ
Anupambharat News Bureau | ଓଡ଼ିଶା | | 2335 | Read...
ଭୁବନେଶ୍ୱର, ୨୩ା୭(ଅନୁପମ ମିଡ଼ିଆ): ଯୁକ୍ତ ୩ ପାଠ୍ୟକ୍ରମରେ ‘ବିପର୍ଯ୍ୟୟ ପରିଚାଳନା’ ସାମିଲ ହେବ ଏବଂ ଏହା ବାଧ୍ୟତାମୂଳକ ହେବ । ଆଜି ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନିଆଯାଇଥିବା ନେ
Anupambharat News Bureau | ଓଡ଼ିଶା | | 2334 | Read...
ପୁରୀ,୨୩ା୭(ଅନୁପମ ମିଡ଼ିଆ) :ଜନ୍ମବେଦୀରୁ ଫେରିବା ପରେ ଆଜି ନୀଳାଦ୍ରି ବିଜେ ହୋଇ ରତ୍ନ ସିଂହାସନାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନବଦିନ ଯାତ୍ରା ଶେଷ କରି ସିଂହଦ୍ୱାରକୁ ଫେରିବା ପରେ ୩ଦିନ ଧରି ସିଂହଦ୍ୱାର ସମ୍ମୁଖର
Anupambharat News Bureau | ଓଡ଼ିଶା | | 2333 | Read...
ଭୁବନେଶ୍ୱର,୨୩ା୭(ଅନୁପମ ମିଡ଼ିଆ):ରାଜ୍ୟରେ ୧୪ଟି ଶିଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ ଶିଳ୍ପର ଉଦଘାଟନ କରିଛନ୍ତି । ସେହିପରି ୧୧ଶହ କୋ
Anupambharat News Bureau | ଦେଶ | | 2332 | Read...
ଟୋକିଓ,୨୨ା୭: ବିଶ୍ୱର ସର୍ବବୃହତ୍ତ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତା ଟୋକିଓରେ ଆସନ୍ତାକାଲି ଉଦ୍ଘାଟିତ ହେଉଛି । ଭାରତୀୟ ସମୟ ଅପରାହ୍ନ ୪.୩୦ ମିନିଟ୍ରେ ପ୍ରତିଯୋଗିତାର ଉଦ୍ଘାଟନ ସମାରୋହ ଆୟୋଜିତ ହେବ । କରୋନା କାରଣ
Anupambharat News Bureau | ଓଡ଼ିଶା | | 2331 | Read...
ଗୋପାଳପୁର, ୨୨ା୭ (ଅନୁପମ ମିଡ଼ିଆ): ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମ୍ପୁର ଗ୍ରାମର ପମ୍ପ ହାଉସ ସାହିରେ ଗୁରୁବାର ଅଭାବନୀୟ ଘଟଣା କ୍ରମେ ପାଇଖାନା ଟାଙ୍କ ସେଣ୍ଟ୍ରିଂ ଖୋଲିବାକୁ ଯାଇ ଶ୍ୱାସରୁଦ୍ଧରୁ ତିନି ଜଣଙ୍କ ମୃତୁ୍ୟ ଘ
Anupambharat News Bureau | ଓଡ଼ିଶା | | 2330 | Read...
ପୁରୀ,୨୨ା୭(ଅନୁପମ ମିଡ଼ିଆ): ଆଷାଢ଼ ଶୁକ୍ଳ ତ୍ରୈୟଦଶି ତିଥିରେ ରଥ ଉପରେ ଦାରୁ ବିଗ୍ରହଙ୍କର ଅଧରପଣା ନୀତି ସମ୍ପନ୍ନ ହୋଇଛି । ଶ୍ରୀବିଗ୍ରହମାନଙ୍କର ଅଧର ଉଚ୍ଚତାର ତୁମ୍ବାକୃତି ମାଟି ପାତ୍ର ମାନଙ୍କରେ ଅଧର ପଣା ପ୍ରସ୍ତୁତ କରାଯ
Anupambharat News Bureau | ଓଡ଼ିଶା | | 2329 | Read...
ଭୁବନେଶ୍ୱର, ୨୨ା୭(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଗୋପାଳପୁର ଇଣ୍ଡଷ୍ଟି୍ରଆଲ୍ ପାର୍କଠାରେ ଟାଟା କଞ୍ଜୁମର ପ୍ରଡକସ ଲିମିଟେଡ୍ର ଏକ ଚାହା ପ୍ୟାକେଜିଂ ୟୁନିଟ୍ ଉଦ୍ଘାଟନ କରିଛନ୍ତି । ଏହି ୟୁ
Anupambharat News Bureau | ଦେଶ | | 2328 | Read...
ନୂଆଦିଲ୍ଲୀ,୨୦ା୭:ଭାରତର ଜଣେ ବିଶିଷ୍ଟ ଶିଳ୍ପପତି ଭାବେ ପରିଚିତ ରାଜ କୁନ୍ଦ୍ରା ଆନ୍ତର୍ଜାତୀୟ ସ୍ତରରେ ପ୍ରସ୍ତìତ ହେଉଥିବା ବିଭିନ୍ନ ଅଶ୍ଲୀଳ (ପର୍ଣ୍ଣ) ଚଳଚ୍ଚିତ୍ର ର୍ୟାକେଟର ମାଷ୍ଟର ମାଇଣ୍ଡ ଥିଲେ ବୋଲି ମୁମ୍ବାଇ ପୋଲିସ
Anupambharat News Bureau | ଓଡ଼ିଶା | | 2327 | Read...
ପୁରୀ: ଆସନ୍ତା କାଲି ଆଷାଢ ଶୁକ୍ଲ ପକ୍ଷ ଦ୍ୱାଦଶୀ ତିଥିରେ ରଥ ଉପରେ ଶ୍ରୀଜିଉ ମାନଙ୍କର ସୁନାବେଶ ଅନୁଷ୍ଠିତ ହେବ । ବଡତଢାଉ ବେଶ ନାମରେ ସର୍ବଜନବିଦିତ ଏହି ସୁନାବେଶରେ ଦାରୁ ବିଗ୍ରହ ମାନେ ବିଭିନ୍ନ ସ୍ୱର୍ଣ୍ଣଅଳଙ୍କାର ଓ ଆୟୁ
Anupambharat News Bureau | ଓଡ଼ିଶା | | 2326 | Read...
ପୁରୀ,୨୦ା୭(ଅନୁପମ ମିଡ଼ିଆ): ଅଦ୍ଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଷାଢ ଶୁକ୍ଲ ଏକାଦଶୀ ତିଥିରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ବାହୁଡାଯାତ୍ରା । ନବଦିନ ଯାତ୍ରାରେ ଯାଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ
Anupambharat News Bureau | ଓଡ଼ିଶା | | 2325 | Read...
ଭୁବନେଶ୍ୱର, ୧୯ା୭(ଅନୁପମ ମିଡ଼ିଆ): ଆସନ୍ତା ୨୩ ତାରିଖ ସୁଦ୍ଧା ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର
Anupambharat News Bureau | ଓଡ଼ିଶା | | 2324 | Read...
ଭୁବନେଶ୍ୱର, ୧୯ା୭(ଅନୁପମ ମିଡ଼ିଆ): ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକଫର ଚାଷ ଜମିକୁ ପାଣି ଛଡା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।
Anupambharat News Bureau | ଓଡ଼ିଶା | | 2323 | Read...
ପୁରୀ, ୧୯ା୭(ଅନୁପମ ମିଡ଼ିଆ): କୋଭିଡ୍ କଟକଣାରେ ଆଷାଢ ଶୁକ୍ଲ ଏକାଦଶୀ ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାହୁଡାଯାତ୍ରା । ନବଦିନ ଯାତ୍ରାରେ ଯାଇ ଜନବେଦୀ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଅବସ୍ଥାନ କରୁଥିବା ଚତୁର୍ଦ୍
Anupambharat News Bureau | ଦେଶ | | 2322 | Read...
ନୂଆଦିଲ୍ଲୀ,୧୮ା୭: ଦେଶରେ ମୌସୁମୀ ବର୍ଷାର ଆଗମନଠାରୁ ମାତ୍ର କେତେକ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତର ରେକର୍ଡ ହୋଇଛି । ତେବେ ଜୁଲାଇରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି । ଜୁଲାଇରେ ଏଯାବତ୍ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥ
Anupambharat News Bureau | ଓଡ଼ିଶା | | 2321 | Read...
ପୁରୀ,୧୮ା୭(ଅନୁପମ ମିଡ଼ିଆ): ଆସନ୍ତା ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡା ଯାତ୍ରା । ନବଦିନ ଯାତ୍ରାରେ ବାହାରିଥିବା ଦାରୁ ବିଗ୍ରହ ମାନେ ଜନ୍ମ ବେଦୀରୁ ପ୍ରତ୍ୟାବର୍ତ୍ତନ କରିବେ ରତ୍ନ ବେଦୀକୁ । ରଥଯାତ୍ରା ଭଳି ବିନା ଭକ୍ତରେ ସମ
Anupambharat News Bureau | ଦେଶ | | 2320 | Read...
ମୁମ୍ବାଇ,୧୮ା୭: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ପୃଥକ ସ୍ଥାନରେ କୋଠା ଭୁଶୁଡ଼ି ୩୨ ଜଣଙ୍କର ମୃତୁ୍ୟ ଘଟିଛି । ମୂଷଳ ଧାରାରେ ବର୍ଷା ଯୋଗୁ କୋଠା ଭୁଶୁଡ଼ିବା ଯୋଗୁ ଚେମ୍ବୁର,ବିକ୍ରୋଲିରେ ଏବଂ ଭାଣ୍ଡୁପରେ ୩୨ଜଣଙ୍କର ମୃତୁ୍ୟ ହୋ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 2319 | Read...
ମୁମ୍ବଇ,୧୭ା୭: ଦେଶର ମୁଦ୍ର ସଂରକ୍ଷଣ ଭଣ୍ଡାର(ଫରେକ୍ସ ରିଜର୍ଭ ରେସିଓ)ରେ ୧.୮୮୩ ବିଲିୟନ ଡଲାର ବୃଦ୍ଧି ସହ ରେକର୍ଡ ସ୍ତର ୬୧୧.୮୯୫ ବିଲିୟନ ଡଲାର ହୋଇଛି । ଜୁନ ୯ରେ ଶେଷ ହୋଇଥିବା ସପ୍ତାହରେ ସ୍ତର ଏହା ଥିବା ବେଳେ ପୂର୍ବ ସପ୍ତା
Anupambharat News Bureau | ଶିଳ୍ପ ବାଣିଜ୍ୟ | | 2318 | Read...
ମୁମ୍ବଇ,୧୭ା୭:ଆନ୍ତର୍ଜାତିକ କାରଣରୁ ପେଟ୍ରୋଲ ଦର ବୃଦ୍ଧି ଅବ୍ୟାହତ ରହିଛି । ଏଭଳି ଦରବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆୟ ହ୍ରାସ ପାଉଥିବା ଏବଂ ଖାଦ୍ୟ ଦ୍ରବ୍ୟର ମୁîଲ୍ୟ ବୃଦ୍ଧି ବେଳେ ତୈଳ ଦର ବୃଦ୍ଧି ଏବେ ଦେଶର
Anupambharat News Bureau | ଓଡ଼ିଶା | | 2317 | Read...
ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ନେଇ ଗଣଶିକ୍ଷା ବିଭାଗ ଗାଇଡ୍ଲାଇନ୍ ଜାରି କରିଛି । ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏବଂ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା କେନ୍ଦ୍ର ଗୁଡିକୁ ସାନିଟାଇଜ୍ କରାଯିବ । ପ୍ରତି ପରୀକ୍ଷା କେନ
Anupambharat News Bureau | ଓଡ଼ିଶା | | 2316 | Read...
ଭୁବନେଶ୍ୱର, ୧୭ା୭(ଅନୁପମ ମିଡ଼ିଆ):ଆସନ୍ତା ୨୬ ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠ ପଢା ଆସନ୍ତା ୨୬ରୁ ଆରମ୍ଭ ହେବ । ଯେଉଁ ସ୍କୁଲରେ ମ
Anupambharat News Bureau | ଓଡ଼ିଶା | | 2315 | Read...
ଭୁବନେଶ୍ୱର, ୧୭ା୭(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳ
Anupambharat News Bureau | ଓଡ଼ିଶା | | 2314 | Read...
ପୁରୀ,୧୨ା୭(ଅନୁପମ ମିଡ଼ିଆ): ଶରଧାବାଲିରେ ଲାଗିଲା ତିନି ରଥ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ସାଢ଼େ ୫ଟାରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ।
Anupambharat News Bureau | ଓଡ଼ିଶା | | 2313 | Read...
ବ୍ରହ୍ମପୁର,୧୧ା୭ (ବିନୋଦ ପଟ୍ଟନାୟକ): ସାଧାରଣତଃ ଅକ୍ଷୟ ତୃତୀୟାରୁ ଚାଷ କାର୍ଯ୍ୟ ଆରମ୍ଭ ହୁଏ । ଜମିରେ ବିହନ ବୁଣିବା ପାଇଁ କୃଷକ ବର୍ଷାକୁ ଅନାଇ ବସିଥାଏ । ପାଣି ମୁନ୍ଦାଏ ପଡ଼ିଲେ କୃଷକ ଜମିରେ ତଳି ପକାଇବା କାର୍ଯ୍ୟ ଆରମ୍ଭ କର
Anupambharat News Bureau | ଓଡ଼ିଶା | | 2312 | Read...
ଭୁବନେଶ୍ୱର, ୧୨ା୭(ଅନୁପମ ମିଡ଼ିଆ): ରଥ ଯାତ୍ରାର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଇନଫୋଭାଲୀରେ ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରତିଷ୍ଠାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହ
Anupambharat News Bureau | ଦେଶ | | 2311 | Read...
ନୂଆଦିଲ୍ଲୀ, ୧୨ା୭: ଆସନ୍ତା ସେପେଫମ୍ବର ୧୨ ତାରିଖରେ କୋଭିଡ୍ ନିୟମକୁ ପାଳନ କରି ସାରା ଭାରତବର୍ଷରେ ଚଳିତବର୍ଷର ନିଟ୍(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଆସନ୍ତାକାଲି (ମଙ୍ଗଳବାର)ଅପରାହ୍ନ ୫ଟାରୁ ଏନଟିଏ େୱବସ
Anupambharat News Bureau | ଓଡ଼ିଶା | | 2310 | Read...
ସମ୍ବଲପୁର, ୧୧ା୭ (ଅନୁପମ ମିଡ଼ିଆ) : ହୀରାକୁଦ ନଦୀବନ୍ଧରୁ ଚଳିତ ମୌସୁମୀର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ନଦୀବନ୍ଧର ବାମପାଶ୍ୱର୍ ସ୍ପିଲେୱ ଅନ୍ତର୍ଗତ ଦୁଇଟି ଫାଟକ ଦେଇ ଆଜି ମହାନଦୀକୁ ଜଳ ନିଷ୍କାସନ ଆରମ୍ଭ କରାଯାଇଥ
Anupambharat News Bureau | ଓଡ଼ିଶା | | 2309 | Read...
ପୁରୀ,୧୧ା୭(ଅନୁପମ ମିଡ଼ିଆ): ରଥ ପଥ ପ୍ରସ୍ତୁତ । ସିଂହ ଦ୍ୱାରରେ ଦଣ୍ଡାୟମାନ ତିନି ରଥ ଅପଲକ ନୟନରେ ମହାପ୍ରଭୁଙ୍କ ବାଟକୁ ଚାହିଁ ବସିଛନ୍ତି । ଆସନ୍ତାକାଲି ରଥାରୁଢ଼ ହୋଇ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ ଅଭିମୁଖେ ଯାତ୍
Anupambharat News Bureau | ଦେଶ | | 2308 | Read...
କୋଲକାତା: ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଅମିତ ମିତ୍ର ତାଙ୍କର ଦଶ ବର୍ଷର କାର୍ଯ୍ୟକାଳ ଶେଷ କରିପାରନ୍ତି କାରଣ ସେ ତାଙ୍କ ଘନିଷ୍ଠ ସର୍କଲରେ କହିଛନ୍ତି ଯେ ସେ ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଇଚ୍ଛା କରୁନାହାଁନ
Anupambharat News Bureau | ଦେଶ | | 2307 | Read...
ଗୌହାଟୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା ରବିବାର ଦିନ ସମସ୍ତ ବିଧବାଙ୍କୁ ୨.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହାର ସ୍ୱାମୀ କୋଭିଡ଼-୧୯ କାରଣରୁ ମୃତ୍ୟୁବରଣ କରି
Anupambharat News Bureau | ଦେଶ | | 2306 | Read...
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ରାଜ୍ୟରେ ଆମ୍ ଆଦମୀ ପାର୍ଟି (ଏଏପି) କ୍ଷମତାକୁ ଆସିଲେ ଉତ୍ତରପ୍ରଦେଶରେ ୩୦୦ ୟୁନିଟ୍ ମାଗଣା ବିଦୁ୍ୟତ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଉତ୍ତ
Anupambharat News Bureau | ଦେଶ | | 2305 | Read...
ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତା ମାଧବ ମୋଘେଙ୍କ ପରଲୋକ ଘଟିଛି । ମୁମ୍ବାଇରେ ତାଙ୍କ ଦେହାନ୍ତ ହୋଇଛି । ସେ ଫୁସ୍ଫୁସ୍ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ମାଧବ ’ଦାମିନି’, ’ଘାତକ’,
Anupambharat News Bureau | ଓଡ଼ିଶା | | 2304 | Read...
ଭୁବନେଶ୍ୱର,୯ା୭ (ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ
Anupambharat News Bureau | ଓଡ଼ିଶା | | 2303 | Read...
ଭୁବନେଶ୍ୱର, ୯ା୭ (ଅନୁପମ ମିଡିଆ): ରାଜ୍ୟ ସରକାର ଶୁକ୍ରବାର ଭାରତୀୟ ପୋଲିସ ସେବା (ଆଇପିଏସ)ସ୍ତରରେ ଅଦଳବଦଳ କରିଛନ୍ତି । ଏହା ଦ୍ୱାରା ୬ ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ନିଯୁକ୍ତି ମିଳିଛି । ଏଥିନେଇ ଗୃହ ବିଭାଗ ପକ୍ଷରୁ ବିଜ
Anupambharat News Bureau | ଓଡ଼ିଶା | | 2302 | Read...
ଭୁବନେଶ୍ୱର, ୦୯ା୭(ଅନୁପମ ମିଡିଆ): ଜୁଲାଇ ୩୧ ତାରିଖ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ରେଜଲଫ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଦାଶ କହିଛନ୍ତି, ପୂର୍ବରୁ ଅଗଷ୍ଟ ଦ୍ୱିତ
Anupambharat News Bureau | ଓଡ଼ିଶା | | 2301 | Read...
ଭୁବନେଶ୍ୱର, ୯ା୭ (ଅନୁପମ ମିଡିଆ): ରାଜ୍ୟରେ ଗୋଟିଏ ଦିନରେ ୨୮୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩୫୧୩୬କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କର
Anupambharat News Bureau | ଓଡ଼ିଶା | | 2300 | Read...
ଭୁବନେଶ୍ୱର, ୮ା୭(ଅନୁପମ ମିଡ଼ିଆ): ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୯୦ ହଜାର ୩୮୦ ଡୋଜ୍ କୋଭିସିଲï ଓ ୨ ଲକ୍ଷ ୯୮ ହଜାର ୮୧୦ କୋଭାକ୍ସିନ ମହଜୁଦ୍ ରହିଛି । ରାଜ୍ୟରେ ଯେତିକି କୋଭିସିଲï ଟିକା ଅଛି ଆଉ ୨ ଦିନ ଟିକାକରଣ ହୋଇପାରିବ । ତା
Anupambharat News Bureau | ଓଡ଼ିଶା | | 2299 | Read...
କଟକ,୮ା୭(ଅନୁପମ ମିଡିଆ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରରେ ରହୁଥିବା ଜନୈକ ବ୍ୟକ୍ତିଙ୍କୁ ଜିଓ ଟାୱାର ବସାଇବା ସହ ପରିବାରର ଜଣକୁ ଚାକରି ଦେବାର ପ୍ରଲୋଭନ ଦେଖାଇ ୩୯ ଲକ୍ଷ ଟଙ୍କା ଠକିନେଇଥିବା ଦୁଇ ଅପରାଧୀଙ୍କୁ ପୋଲିସ କୋଲକ
Anupambharat News Bureau | ଓଡ଼ିଶା | | 2298 | Read...
ଭୁବନେଶ୍ୱର, ୮ା୭(ଅନୁପମ ମିଡ଼ିଆ): ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ
Anupambharat News Bureau | ଓଡ଼ିଶା | | 2297 | Read...
ଭୁବନେଶ୍ୱର, ୮ା୭ (ସ୍ୱତନ୍ତ୍ର ପ୍ରତିନିଧି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର କ୍ୟାବିନେଟ୍ର ପୁନର୍ବିନ୍ୟାସ ଘଟାଇ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଇଥିବା ସ୍ପଷ୍ଟ କରିଛନ୍ତି । ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ବହୁ
Anupambharat News Bureau | ଓଡ଼ିଶା | | 2296 | Read...
ଭୁବନେଶ୍ୱର,୩୦ା୬ (ଅନୁପମ ମିଡ଼ିଆ): ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍ ପାଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଉଭୟ ୨୦୦ ଓ ୧୦୦ ମିଟର ଦୌଡ଼ ଇଭେଣ୍ଟରେ ସେ ଭାରତର ପ୍ରତିନିଧିତ୍ୱ କରିବେ । ଅଲିମ୍
Anupambharat News Bureau | ଓଡ଼ିଶା | | 2295 | Read...
ଭୁବନେଶ୍ୱର, ୩୦ା୬(ଅନୁପମ ମିଡ଼ିଆ): ରାଜ୍ୟରେ ଆଂଶିକ ଲକଡାଉନକୁ ଆସନ୍ତା ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସ