.
Anupambharat News Bureau | ଓଡ଼ିଶା | | 1793 | Read...
କଟକ, ୨୩ା୧(ଅନୁପମ ମିଡ଼ିଆ): ନେତାଜୀ ଜୟନ୍ତୀ ଅବସରରେ ଖାନନଗରଠାରେ ହେବାକୁ ଥିବା ନେତାଜୀ ବସ୍ ଟର୍ମିନାଲର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ
Anupambharat News Bureau | ବିଦେଶ | | 1792 | Read...
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଆଜି ଶପଥ ଗ୍ରହଣ ସମାରୋହ । ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍ । ତାଙ୍କ ସହ ଉପରଷ୍ଟ୍ରପତି ଭାବେ କମଲା ହାରିଶ ମଧ୍ୟ ଶପଥ ନେଇଛନ୍ତି ଭାରତୀୟ ସମୟ ରାତି ପ୍ର
Anupambharat News Bureau | ଦେଶ | | 1791 | Read...
ବେଙ୍ଗାଲୁରୁ: ଜେଲ୍ରୁ ମୁକୁଳିପାରନ୍ତି ପୂର୍ବତନ ଏଆଇଏଡିଏମକେ ନେତ୍ରୀ ଭି.କେ. ଶଶିକଳା । ଜାନୁଆରୀ ୨୭ ସକାଳେ ସେ ବେଙ୍ଗାଲୁରୁ ସ୍ଥିତ ପାରାପନ୍ନା ଆଗ୍ରାହରା ଜେଲ୍ରୁ ମୁକୁଳିପାରନ୍ତି ବୋଲି ଜଣାପଡ଼ିଛି । ଆୟବର୍ହିଭୁତ ସମ୍ପତ
Anupambharat News Bureau | ବିଦେଶ | | 1790 | Read...
ନୂଆଦିଲ୍ଲୀ: ସାରା ବିଶ୍ୱରେ ଜଣାଶୁଣା ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଜାନୁାଆରୀ ୨୦ ରେ ବିଯୁକ୍ତ ୧୪ ଡିଗ୍ରୀ ସେଲସିୟସ୍ ପାଣିରେ ବୁଡ଼ ପକାଇଛନ୍ତି । ଫିଷ୍ଟ ଡେ ବା ଇପିଫନି (ଖ୍ରୀଷ୍ଟିଆନଙ୍କ ଏକ ପର୍ବ) ପାଳନ ଅବସ
Anupambharat News Bureau | ଦେଶ | | 1789 | Read...
ନୂଆଦିଲ୍ଲୀ: ୫୬ ଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ଆସିଥିବା ୩ଟି ନୂତନ କୃଷି ଆଇନ୍କୁ ନେଇ ବିରୋଧ ଜାରି ରହିଛି । ଜାନୁଆରୀ ୨୬ରେ କୃଷକମାନେ ଦିଲ୍ଲୀରେ ଟ
Anupambharat News Bureau | ଓଡ଼ିଶା | | 1788 | Read...
ଭୁବନେଶ୍ୱର,୧୮ା୧(ଅନୁପମ ମିଡ଼ିଆ): ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡିକରେ ରାତ୍ରି ତାପମାତ୍ରାରେ ୨ରୁ ୩ଡ଼ିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହାର ପରବର୍ତ୍ତୀ ୨ରୁ ୩ଦିନ ମଧ୍ୟରେ ରାତ୍ରି ତାପମାତ୍ରା ଧୀରେ ଧ
Anupambharat News Bureau | ଦେଶ | | 1787 | Read...
ୟୁପିର ମୁରାଦାବାଦ ଜିଲ୍ଲାରେ କରୋନା ଟିକା ଲଗାଇଥିବା ଜଣେ ୱାର୍ଡବୟଙ୍କର ରବିବାର ଦିନ ହଠାତ୍ ମୃତ୍ୟୁ ହୋଇଛି । ୱାର୍ଡବୟ ମହିପାଳ ସିଂହଙ୍କର ବୟସ ୪୬ ବର୍ଷ ଥିଲା । ଡାକ୍ତରମାନେ କହିଛନ୍ତି କି ପ୍ରାରମ୍ଭିକ ରିପୋର୍ଟ ମୁତା
Anupambharat News Bureau | ଓଡ଼ିଶା | | 1786 | Read...
ଭୁବନେଶ୍ୱର ,୧୮ା୧(ଅନୁପମ ମିଡ଼ିଆ): କେନ୍ଦ୍ର ଅର୍ଥମନ୍ତ୍ରୀ ସୋମବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ୍ ବଜେଟ୍ ଆଲୋଚନା କରିଛନ୍ତି । ଏଥିରେ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ
Anupambharat News Bureau | ଦେଶ | | 1785 | Read...
ଭୁବନେଶ୍ୱର, ୧୮ା୧ (ସ୍ୱତନ୍ତ୍ର ପ୍ରତିନିଧି): ପ୍ରଘଟ ହେଉଛି କି ହ୍ୱାଟସଆପ୍ କଥାବାର୍ତ୍ତା । ଏହିଭଳି ଚର୍ଚ୍ଚା ପରେ ଏବେ ସମସ୍ତଙ୍କ ମନରେ ଛାନକା ଲାଗିଛି । ରିପବ୍ଲିକ୍ ଟିଭି ଚ୍ୟାନେଲ୍ ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଓ ଟ
Anupambharat News Bureau | ଦେଶ | | 1784 | Read...
ନୂଆଦିଲ୍ଲୀ,୧୮ା୧:ଜଣକ ପରେ ଜେଣ ଓଡ଼ିଆ ପଦାଧିକାରୀଙ୍କୁ ଜାତୀୟ ସ୍ତରରେ ପ୍ରମୁଖ ସଂସ୍ଥାମାନଙ୍କରେ କାର୍ଯ୍ୟ କରିବାର ସୁଯୋଗ ମିଳିବାରେ ଲାଗିଛି । ପ୍ରଥମ ଓଡ଼ିଆ ଭାବେ ଲେଫଫନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ହେବେ ଦେଶର
Anupambharat News Bureau | ଦେଶ | | 1783 | Read...
ଦିଲ୍ଲୀ ଏନସିଆରରେ ଆଜି ସକାଳେ ଘନ କୁହୁଡି କାରଣରୁ ବଡ ଧରଣର ଦୁର୍ଘଟଣା ଘଟିଛି । କୁହୁଡି ପାଇଁ ଗାଜିଆବାଦରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସେୱରେ ୨୫ଟି ଗାଡି ପରସ୍ପର ସହିତ ମାଡ ହୋଇଯାଇଛି । ଘଟଣାରେ ଜଣେ ବ୍ୟକ୍ତିଙ୍କର
Anupambharat News Bureau | ଓଡ଼ିଶା | | 1782 | Read...
ଭୁବନେଶ୍ୱର, ୧୬ା୧ (ସ୍ୱତନ୍ତ୍ର ପ୍ରତିନିଧି): ଓଡ଼ିିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠାରୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଜାତୀୟ ସ୍ତରର ଗଣମାଧ୍ୟମ ସଂସ୍ଥା ଏବିପି ନୁ୍ୟଜ୍ ଓ ଜନମତ ସର୍ବେକ୍ଷଣ ସଂସ୍ଥା ସି&
Anupambharat News Bureau | ଦେଶ | | 1781 | Read...
ଚାଷୀ ଆନ୍ଦୋଳନ କ୍ରମେ ତୀବ୍ର ହେଉଥିବା ଯୋଗୁଁ ଏହାର ଆଶୁ ସମାଧାନ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ହସ୍ତକ୍ଷେପ କରି କମିଟି ଗଠନ କରିଥିଲେ । ଅନ୍ୟପଟରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ କୃଷକମାନେ ସରକାରଙ୍କୁ ଟାର୍ଗେଟ୍ କରୁଥିବ
Anupambharat News Bureau | ଦେଶ | | 1780 | Read...
ନୂଆଦିଲ୍ଲୀ, ୧୬ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତର କୋଭିଡ-୧୯ ଟୀକାକରଣ ଅଭିଯାନ ଅତ୍ୟନ୍ତ ମାନବୀୟ ଏବଂ ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଉପରେଆଧାରିତ । ସେ କହିଥିଲେ ଯେ ସର୍ବାଧିକ ଆବଶ୍ୟକତା ରହିଥିବା
Anupambharat News Bureau | ଦେଶ | | 1779 | Read...
ଭୁବନେଶ୍ୱର,୧୬ା୧(ଅନୁପମ ମିଡ଼ିଆ): କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଆଜିଠୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ପ୍ରକ୍ରିୟାରେ ଓଡ଼ିଶାରେ ସୁରୁଖୁରୁରେ ପ୍ରଥମ ଦିନର ଟିକାକରଣ ଶେଷ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନ
Anupambharat News Bureau | ଦେଶ | | 1778 | Read...
ଜାତୀୟ ପୋଲିଓ ଟୀକାକରଣ ଅଭିଯାନ ପୁଣି ଜାନୁଆରି ୩୧ ତାରିଖରୁ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରି ୧୭ ତାରିଖରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ ହେ
Anupambharat News Bureau | ଦେଶ | | 1777 | Read...
ଭୁବନେଶ୍ୱର, ୧୪ା୦୧ (ଅନୁପମ ମିଡିଆ): କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପଟ୍ଟ
Anupambharat News Bureau | ଓଡ଼ିଶା | | 1776 | Read...
ପୁରୀ, ୧୪ା୦୧ (ଅନୁପମ ମିଡିଆ) ଆଜି ପବିତ୍ର ମକର ସଂକ୍ରାନ୍ତୀ । ଆଜିଠୁ ସୂର୍ଯ୍ୟଙ୍କ ଉତରାୟଣ ଗତି ହୋଇଥାଏ । ମକର ସଂକ୍ରାନ୍ତୀ ଅବସରରେ ଘରେ ଘରେ ଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି କରାଯିବା ସହିତ ଘରେ ଘରେ ପିଠାପଣା ପ୍ରସ୍ତୁତି ଦ
Anupambharat News Bureau | ଦେଶ | | 1775 | Read...
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ସମଗ୍ର ଭାରତବର୍ଷରେ କରୋନା ସଂକ୍ରମଣର ମାତ୍ରା ଏଭଳି ବୃଦ୍ଧି ପାଇଗଲା ଯେ, ଏହା ଦେଢ଼ ଲକ୍ଷରୁ ଉଦ୍ଦ୍ୱର୍ ଲୋକଙ୍କ ଜୀବନ ନେଲା । ଏହା ବ୍ୟତୀତ ଏକ କୋଟିରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମଣର ଶିକାର ହେଲେ । ଏଭ
Anupambharat News Bureau | ଓଡ଼ିଶା | | 1774 | Read...
ଭୁବନେଶ୍ୱର, ୧୪ା୦୧ (ଅନୁପମ ମିଡିଆ): ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏହି ଦୁଇଟି ଜିଲ୍ଲାରେ ଥଣ୍ଡା ପବନ ପ୍ରବାହ ହେବାର ସମ୍ଭାବନା ରହିଛି । ଏଥ
Anupambharat News Bureau | ବିଦେଶ | | 1773 | Read...
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିବା ଘଟଣା ସମଗ୍ର ବିଶ୍ୱ ରାଷ୍ଟ୍ରମାନଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନାର କେନ୍ଦ୍ରରେ ରହିଛି । ଆମେର
Anupambharat News Bureau | ଓଡ଼ିଶା | | 1772 | Read...
ଭୁବନେଶ୍ୱର, ୧୨ା୧(ଅନୁପମ ମିଡ଼ିଆ): ବିବାହ ଉତ୍ସବରେ ବରଯାତ୍ରୀ ପ୍ରୋସେସନ୍ କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛ
Anupambharat News Bureau | ଦେଶ | | 1771 | Read...
ନୂଆଦିଲ୍ଲୀ,୧୨ା୧: ଦୀର୍ଘ ଦିନରେ ଆନ୍ଦୋଳନ ପରେ ଏହା ମାନ୍ୟବର ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ଆଜି ନିଷ୍ପତ୍ତି ଶୁଣାଇଲେ ଯେ, କେନ୍ଦ୍ର ସରକାର ପ୍ରଚଳନ କରିଥିବା ତିନୋଟି ନୂଆ ଆଇନ ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ ହେବ ନାହିଁ
Anupambharat News Bureau | ଓଡ଼ିଶା | | 1770 | Read...
ଭୁବନେଶ୍ୱର,୧୨ା୧(ଅନୁପମ ମିଡ଼ିଆ): ଛାତ୍ର ସମାଜର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫି’ ଛାଡ କରି
Anupambharat News Bureau | ଓଡ଼ିଶା | | 1769 | Read...
ଭୁବନେଶ୍ୱର, ୧୨ା୧(ଅନୁପମ ମିଡ଼ିଆ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ପହଞ୍ଚିଛି ବହୁ ପ୍ରତିକ୍ଷୀତ କରୋନା ଟିକା ‘କୋଭିସିଲï’ । ମଙ୍ଗଳବାର ଅପରାହ୍ନରେ ପୁଣେରୁ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଭୁବନେଶ୍ୱର ବ
Anupambharat News Bureau | ଓଡ଼ିଶା | | 1768 | Read...
ଭୁବନେଶ୍ୱର,୧୧ା୧(ଅନୁପମ ମିଡ଼ିଆ): କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୯୨.୩୭ କୋଟି ଟଙ୍କାର ବୋନସ୍ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି । ତନ୍ମଧ୍ୟରୁ କେ
Anupambharat News Bureau | ଦେଶ | | 1767 | Read...
ନୂଆଦିଲ୍ଲୀ,୧୧ା୧:ଦୀର୍ଘଦିନ ଧରି ଦେଶବ୍ୟାପୀ ଜାରି ରହିଥିବା ଚାଷୀ ଆନ୍ଦୋଳନ ଯୋଗୁଁ ଦେଶରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଛି ଏହାକୁ ମାନ୍ୟବର ସୁପ୍ରିମ୍କୋର୍ଟ ଅତ୍ୟନ୍ତ ଗମ୍ଭୀରଜନକ ଭାବେ ଗ୍ରହଣ କରିଛନ୍ତି । ଇତିମଧ୍ୟର
Anupambharat News Bureau | ଓଡ଼ିଶା | | 1766 | Read...
ଭୁବନେଶ୍ୱର, ୧୧ା୧(ଅନୁପମ ମିଡ଼ିଆ): ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଥିବା ବେଳେ ଏ ପ୍ରସଙ୍ଗରେ ମତ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଏହା ଉପର
Anupambharat News Bureau | ଶିଳ୍ପ ବାଣିଜ୍ୟ | | 1765 | Read...
ନୂଆଦିଲ୍ଲୀ: ବିଦେଶରେ ଥିବା କଳାଧନ ବିଷୟରେ ବିଭିନ୍ନ ଉପାୟରେ କେନ୍ଦ୍ର ସରକାରଙ୍କ ପାଖକୁ ତଥ୍ୟ ଓ ସୂଚନା ପହଞ୍ଚୁଛି । ନିକଟ ଅତୀତରେ ଅନେକ ଦେଶ ଓ ସଂସ୍ଥା ସହ ତଥ୍ୟ ଆଦାନପ୍ରଦାନ ପାଇଁ ସରକାର ଚୁକ୍ତି କରିଥିଲେ । ସେଥିରୁ ଅନେ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 1764 | Read...
ନୂଆଦିଲ୍ଲୀ : ଗତ ରବିବାର ଥିଲା ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ନ ଦାଖଲ କରିବାର ଶେଷ ଦିନ । ଏହା ପୂର୍ବରୁ ଆଇଟିଆର ଫାଇଲ କରିବାର ଶେଷ ତାରିଖ ଡିସେମ୍ବର ୩୧ ରହିଥିଲା । ବିଭାଗୀୟ ତ୍ରୁଟି ଓ କରଦାତାଙ୍କ ନିବେଦନକୁ ସମ୍ମାନ ଜ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 1763 | Read...
ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବିଟ୍ କଏନ୍ର ବ୍ୟବହାର ଓ ଚାହିଦା ମାତ୍ରାଧିକ ବୃଦ୍ଧି ପାଉଛି ।ଫଳରେ ଦେଶ ବିଦେଶରେ ପ୍ରଚଳିତ ବିଭିନ୍ନ ମୁଦ୍ରାର ଏକ ବିକଳ୍ପ ହୋଇଛି ଏହି ବିଟ୍ କଏନ୍ । ଭାରତରେ ଟଙ୍କା, ଆମେରିକାରେ ଡ
Anupambharat News Bureau | ଦେଶ | | 1762 | Read...
ନୂଆଦିଲ୍ଲୀ: ଦିଲ୍ଲୀ ପଶୁ ପାଳନ ବିଭାଗ ଜାତୀୟ ରାଜଧାନୀରେ ବାର୍ଡ ଫ୍ଲୁ ବ୍ୟାପୁଥିବାର ସୋମବାର ସ୍ପଷ୍ଟ କରିଛନ୍ତି । ବିଭାଗଙ୍କ ସୂଚନା ଅନୁସାରେ ମୃତ ପକ୍ଷୀଙ୍କ ୮ଟି ନମୁନା ପରୀକ୍ଷଣ ଲାଗି ପଠାଯାଇଥିଲା । ସମସ୍ତ ନମୁନା ବାର୍
Anupambharat News Bureau | ଦେଶ | | 1761 | Read...
ନୂଆଦିଲ୍ଲୀ: କୃଷି ଆଇନ ରଦ୍ଦ କରିବା ଦାବି କରି ଜିଦରେ ଚାଷୀ ନେତା । ଅନ୍ୟପଟେ ଆଇନ ରଦ୍ଦ ହେବନି ବୋଲି କେନ୍ଦ୍ର ସରକାର କହିଛନ୍ତି । ଆଗକୁ ଜାନୁଆରୀ ୨୬, ଏହି ଅବସରରେ ଟ୍ରାକଫର ରାଲି କରିବେ ବୋଲି ଚାଷୀ ନେତା ସରକାରଙ୍କୁ ଚେତାବନ
Anupambharat News Bureau | କ୍ରୀଡ଼ା | | 1760 | Read...
କୋଲକାତା,୩ା୧: ବିସିିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗାଙ୍ଗୁଲି ଗତକାଲି ହୃଦଘାତର ଶିକାର ହୋଇଥିଲେ । ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ବର୍ତ୍ତମାନ ସେ ଠିକ
Anupambharat News Bureau | କ୍ରୀଡ଼ା ଓ କ୍ରୀଡ଼ାବିତ | | 1759 | Read...
ନୂଆଦିଲ୍ଲୀ,୩ା୧: ଯଦି ଦେଶରେ ଆଇସିସି ଟି -୨୦ ବିଶ୍ୱକପ ଆୟୋଜନ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଟିକସ ଛାଡ ଦେବାକୁ ମନା କରନ୍ତି ତେବେ ବିସିସିଆଇକୁ ୯୦୬ କୋଟି ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ବୋଝ ନିଜେ ବହନ କରିବାକୁ ପଡ଼ିବ । ଯ
Anupambharat News Bureau | ଦେଶ | | 1758 | Read...
ସେମକୋ ଗ୍ରୁପର ରିସର୍ଚ୍ଚ ହେଡ୍ ଉମେଶ ମେହେଟା ସରକାର ରାଜସ୍ୱ୍ୱ କ୍ଷତି ଓ ଦେଶରେ କରୋନା ଟିକାକରଣ ଲାଗି ହେବାକୁ ଥିବା ଖର୍ଚ୍ଚ ଭରଣା ନିମନ୍ତେ କୋଭିଡ ସରଚାର୍ଜ ଲାଗୁ କରିପାରନ୍ତି ବୋଲି ଆକଳନ କରିଛନ୍ତି । କାରଣ ସରକାରଙ୍କ
Anupambharat News Bureau | ଓଡ଼ିଶା | | 1757 | Read...
ଭୁବନେଶ୍ୱର, ୩ା୧(ଅନୁପମ ମିଡ଼ିଆ): କମିଶନରେଟ ପୋଲିସ୍ର କୁଇକ୍ ଆକ୍ସନ ଟିମ ରବିବାର ରାଜଧାନୀ ଭୁବନେଶ୍ୱରରୁ ୫୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିଥିବା ଜଣାପଡିଛି । ଏହି ବ୍ରାଉନ ସୁଗାର ବାଲେଶ୍ୱର ଜିଲ୍ଲାର ଜଳ
Anupambharat News Bureau | ଓଡ଼ିଶା | | 1756 | Read...
ଭୁବନେଶ୍ୱର, ୩ା୧(ଅନୁପମ ମିଡ଼ିଆ): ପଶ୍ଚିମବଙ୍ଗ ପରି ଓଡିଶାରେ ରାଜନୈତିକ ହିଂସା ଦେଖାଦେଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କଲେ ଯେପରି ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଠି
Anupambharat News Bureau | ଦେଶ | | 1755 | Read...
ବ୍ରହ୍ମପୁର, ୩ା୧(ଅନୁପମ ମିଡ଼ିଆ): ସେପେଫମ୍ବର୍ ୨୦୧୯ରେ ଚୀନ୍ରୁ ବ୍ୟାପିଥିବା କରୋନା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ୨୦୨୦କୁ ସମ୍ପୂର୍ଣ୍ଣର୍ ଆଚ୍ଛନ୍ନ କରି ରଖିଥିଲା । ପ୍ରଶ୍ନ ଉଠୁଛି, କରୋନାକୁ ନେଇ ସୃଷ୍ଟି କରାଯାଇଥିବ
Anupambharat News Bureau | ଓଡ଼ିଶା | | 1754 | Read...
ଭୁବନେଶ୍ୱର,୩ା୧୨(ଅନୁପମ ମିଡ଼ିଆ): ଆଗାମୀ ତିନିଦିନ ଧରି ରାଜ୍ୟର ଅନେକ ଜିଲ୍ଳାରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ପରିପ୍ରେକ୍ଷୀରେ ରାଜ୍ୟର କୁହୁଡି ଦ୍ୱାରା ପ୍ରଭାବିତ ହେବାକୁ
Anupambharat News Bureau | ଦେଶ | | 1753 | Read...
ଲକ୍ଷ୍ମୌ,୩ା୧: ଉତ୍ତରପ୍ରଦେଶର ମୁର୍ଦ୍ଦାନଗର ସ୍ଥିତ ଶ୍ମଶାନ ଘାଟରେ ରବିବାର ଏକ ଅଘଟଣ କ୍ରମେ ଆଶ୍ରୟ ସ୍ଥଳର ଛାତ ଭୁଶୁଡ଼ିବା ଯୋଗୁ ୨୧ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂ
Anupambharat News Bureau | ଦେଶ | | 1752 | Read...
ନୂଆଦିଲ୍ଲୀ,୩ା୧: କରୋନା ପାଇଁ ଦୁଇ ଟିକାକୁ ଜରୁରୀକାଳୀନ ବ୍ୟବହାରକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ( ଡିସିଜିଆଇ) ମଞ୍ଜୁରୀ ଦେଇଛି । ପୁନେ ସ୍ଥିତ ସେରମ ଇନ୍ଷ୍ଟିଚୁ୍ୟଟ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ଼ ଦ୍ୱା
Anupambharat News Bureau | ଦେଶ | | 1751 | Read...
ଔରଙ୍ଗାବାଦ: ମହାରାଷ୍ଟ୍ରରେ ଶିବସେନା ଓ କଂଗ୍ରେସ ମଧ୍ୟରେ ପୁଣିଥରେ ଯୁଦ୍ଧ ଆରମ୍ଭ ହୋଇଛି । ଏଥର ଔରଙ୍ଗାବାଦ ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ମତଭେଦ ଆରମ୍ଭ ହୋଇଛି । ଶିବସେନା ଔରଙ୍ଗାବାଦର ନାଁ ବଦଳାଇ ସଂଭାଜୀନଗର ରଖିବାକୁ ଚାହ
Anupambharat News Bureau | ବିଦେଶ | | 1750 | Read...
ଜୋହାନ୍ସବର୍ଗ: ଆଫ୍ରିକୀୟ ଦେଶ ନାଇଜେରିଆରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଅତିକମରେ ୭୦ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଏହାସହ ୨୦ରୁ ଅଧିକ ଆହତ ହୋଇଛନ୍ତି । ମାଲି ସୀମାରେ ଥିବା ଦୁଇଟି ଗ୍ରାମରେ ଆତଙ୍
Anupambharat News Bureau | ଓଡ଼ିଶା | | 1749 | Read...
ପୁରୀ,୨ା୧(ଅନୁପମ ମିଡ଼ିଆ): ଦୀର୍ଘ ୯ମାସରୁ ଊର୍ଦ୍ଧ୍ୱ ଦର୍ଶନରୁ ବଞ୍ଚିତ ହୋଇଥିବା ଜଗନ୍ନାଥପ୍ରେମୀମାନେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦେଖିବାର ସୁଯୋଗ ପାଇବେ । ଦର୍ଶନାର୍ଥିମାନଙ୍କୁ ଶ୍ରୀମନ୍ଦିରରେ ପ୍
Anupambharat News Bureau | ଓଡ଼ିଶା | | 1748 | Read...
ଭୁବନେଶ୍ୱର,୨ା୧(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଆସନ୍ତା ୮ରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯିବେ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ
Anupambharat News Bureau | ଦେଶ | | 1747 | Read...
ନୂଆଦିଲ୍ଲୀ: ଭାରତ କରୋନା ଭାକସିନକୁ ନେଇ ପ୍ରସ୍ତୁତିକୁ ଜୋରଦାର୍ କରିଛି । ଶନିବାରଠାରୁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି
Anupambharat News Bureau | ଦେଶ | | 1746 | Read...
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାବଦରେ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ଯାହା ବିହାର ରାଜନୀତିକୁ ସରଗରମ କରିଦେଇଛି । ନୀତିଶ ମହାମେଣ୍ଟରେ ପୁଣି ସାମିଲ ହେବାକୁ ଯ
Anupambharat News Bureau | ଦେଶ | | 1745 | Read...
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଶନିବାର ସକାଳୁ ହାଲୁକା ବର୍ଷା ହୋଇଛି । ବର୍ଷା ଯୋଗୁଁ ଶୀତର ପ୍ରକୋପ ଆହୁରି ବଢିଯାଇଛି । ବର୍ଷା ଯୋଗୁଁ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ, ହରିୟାଣା
Anupambharat News Bureau | ଦେଶ | | 1744 | Read...
ନୂଆଦିଲ୍ଲୀ: ଶନିବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ବୁଟା ସିଂହଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ପ୍ରଥମେ ଅକାଳି ଦଳର ଜଣେ ସଦସ୍ୟଭାବେ ସେ ନିର୍ବାଚନ ଲଢ଼ିବା ପ
Anupambharat News Bureau | ଓଡ଼ିଶା | | 1743 | Read...
କଟକ, ୩୦ା୧୨(ଅନୁପମ ମିଡ଼ିଆ): ଚାରି ଦିନ ଧରି ଚାଲିଥିବା ରାଜ୍ୟର ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭର୍ଚୁଆଲ ମୋଡ୍&zw
Anupambharat News Bureau | ଓଡ଼ିଶା | | 1742 | Read...
ଭୁବନେଶ୍ୱର, ୩୦ା୧୨(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଜାନୁଆରୀ ମାସ ପାଇଁ ବୁଧବାର ଅନଲକ୍ ଗାଇଡଲାଇନ୍ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସାରା ରାଜ୍ୟରେ
Anupambharat News Bureau | ଓଡ଼ିଶା | | 1741 | Read...
ଭୁବନେଶ୍ୱର, ୩୦ା୧୨ (ଅନୁପମ ମିଡ଼ିଆ): ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର(୮୫)ଙ୍କ ଆଜି ପରଲୋକ ହୋଇଯାଇଛି । ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତକାଲି ରାତି
Anupambharat News Bureau | ଓଡ଼ିଶା | | 1740 | Read...
ଭୁବନେଶ୍ୱର, ୩୦ା୧୨ (ଅନୁପମ ମିଡ଼ିଆ): ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ଛ’ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଚାରି ଜଣ ଇଞ୍ଜିିନିୟର ଥିବା ବେଳେ ଦୁଇଜଣ ଅବକାରୀ ବିଭାଗର ଅ
Anupambharat News Bureau | ଓଡ଼ିଶା | | 1739 | Read...
ନୂଆଦିଲ୍ଲୀ,୩୦ା୧୨: ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ପାରାଦୀପରେ େୱଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ ପାରାଦୀପ ବନ୍ଦର
Anupambharat News Bureau | ଓଡ଼ିଶା | | 1738 | Read...
ଭୁୁବନେଶ୍ୱର ,୨୮ା୧୨(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଚଳିତ ବର୍ଷର ଶେଷ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୨ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର
Anupambharat News Bureau | ଓଡ଼ିଶା | | 1737 | Read...
ନୂଆଦିଲ୍ଲୀ,୨୮ା୧୨: ଭାରତରେ ସୃଷ୍ଟି ହୋଇଥିବା କୋଭିଡ଼-୧୯ କରୋନା ମହାମାରୀର ପ୍ରଭାବ ଯେଭଳି ଭୟଙ୍କର ହୋଇଛି ଏହାକୁ ନେଇ ଦେଶରେ ସଟ୍ଡାଉନ୍ ଲକ୍ଡ଼ାଉନ୍ ଭଳି ସ୍ଥିତି ଉପୁଜିଥିଲା । ସାମାନ୍ୟ ସ୍ଥିତି ସ୍ୱାଭାବିକ ହେବା
Anupambharat News Bureau | ଦେଶ | | 1736 | Read...
ହାଇଦ୍ରାବାଦ : ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଛ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ହାଇଦ୍ରାବାଦ ଆପୋଲ ହସ୍ପିଟାଲ ପକ୍ଷରୁ କୁହାଯାଇଛ
Anupambharat News Bureau | ଦେଶ | | 1735 | Read...
ମୁମ୍ୱାଇ - ଚଳିତ ବର୍ଷ ୧୪ ଜୁନରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିଜର ମୁମ୍ୱାଇ ସ୍ଥିତ ଆପାର୍ଟମେଣ୍ଟରେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କର ମୃତୁ୍ୟରେ ସାରା ଦେଶର ଲୋକଙ୍କୁ ବହୁତ ବଡ଼ ଝଟକା ଲାଗିଥିଲା । ଜଣେ
Anupambharat News Bureau | ଦେଶ | | 1734 | Read...
ନୂଆଦିଲ୍ଲୀ,୨୭ା୧୨: କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣିଥରେ ଯାନବାହନ ଚାଳନା ନିମନ୍ତେ ଆବଶ୍ୟକ ହେଉଥିବା ପ୍ରମାଣପତ୍ର ଯୋଗାଡ କରିବା ପାଇଁ ଧାର୍ଯ୍ୟ ହୋଇଥିବା ଭ୍ୟାଲିଡିଟି ଅବଧିକୁ ବୃଦ୍ଧି କରିଛନ୍ତି । ମ
Anupambharat News Bureau | କ୍ରୀଡ଼ା | | 1733 | Read...
ଭୁବନେଶ୍ୱର, ୨୭ା୧୨(ଅନୁପମ ମିଡ଼ିଆ): ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟେªାଙ୍କୁ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଙ୍କୁ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ସେହିପରି ଭାରୋତ୍ତ
Anupambharat News Bureau | କ୍ରୀଡ଼ା | | 1732 | Read...
ନୂଆଦିଲ୍ଲୀ,୨୭ ।୧୨:ଭାରତର ବ୍ୟାଟିଂ ମହାରଥି ସଚିନ୍ ତେନ୍ଦୁଲକର ଙ୍କ ପୁଅ ଅର୍ଜୁନ୍ ତେନ୍ଦୁଲକର ଅଭ୍ୟାସ୍ ମ୍ୟାଚ୍ରେ ରନ୍ ସଂଗ୍ରହ କରିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ସୟଦ୍ ମୁସ୍ତାକ୍ ଅଲ୍ଲୀ
Anupambharat News Bureau | ଦେଶ | | 1731 | Read...
ନୂଆଦିଲ୍ଲୀ: ୨୦୨୫ ମସିହା ସୁଦ୍ଧା ଭାରତ ସାରାବିଶ୍ୱରେ ପଞ୍ଚମ ବୃହତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହେବ ଏବଂ ୨୦୩୦ ବେଳକୁ ଏହା ତୃତୀୟ ସ୍ଥାନକୁ ଆସିବ । ଏହି ସ୍ଥାନରେ ଭାରତ ୨୦୩୫ ପର୍ଯ୍ୟନ୍ତ ବଜାୟ ରହିବ । ୨୦୨୮ରେ ଆମେରିକାର ଅ
Anupambharat News Bureau | ଦେଶ | | 1730 | Read...
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଟୋଲ ଟିକସ୍ ଆଦାୟ ୮୦ କୋଟିରୁ ଊର୍ଦ୍ଧ୍ୱକୁ ପହଞ୍ଚି ପାରିଛି । ପ୍ରଥମ ଥର ପାଇଁ ଏହି ଫାଷ୍ଟ ଟାଗ୍ ନିୟମାବଳୀ ଆଧାରରେ ଏହି ଟିକସ ଆଦାୟ ହୋଇପାରିଛି । ଯଦିଓ ଦୈନିକ ୫୦ ଲକ୍ଷ ଆଦାୟ ହେଉଥିବା ରେକର
Anupambharat News Bureau | ଓଡ଼ିଶା | | 1729 | Read...
ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ଗତ ୧୪ଦିନ ମଧ୍ୟରେ ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ମୋଟ୍ ୪୩ଜଣ । ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି । ଏହି ୪୩ଜଣଙ୍କ ମଧ୍ୟରେ ୩୫ଜଣ ପୁରୁଷ ଏବଂ ୮ଜଣ ମହ
Anupambharat News Bureau | ଓଡ଼ିଶା | | 1728 | Read...
ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ଗୁରୁବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ନେଇ ସୂଚନା ମିଳିଛି । ଫୁଲବାଣୀରେ ସବୁଠାରୁ କମ ତାପମାତ୍ରା ୪.୫ ଡିଗ୍ରି ଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସା
Anupambharat News Bureau | ଓଡ଼ିଶା | | 1727 | Read...
ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ସେ ନିଜ ମାମଲା ବାବଦରେ ଓକିଲଙ୍କ ସ
Anupambharat News Bureau | ଓଡ଼ିଶା | | 1726 | Read...
ନୟାଗଡ, ୨୪ା୧୨(ଅନୁପମ ମିଡ଼ିଆ): ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଯଦୁପୁର ଆଣି ସିନ୍ ରିକ୍ରିଏସନ୍୍ କରିଛି ଏସଆଇଟି । ଘଟଣାସ୍ଥଳକୁ ଆଣି ସରୋଜ ସେଠୀକୁ ଡେମୋ କରାଇଛି ଏସଆଇଟି । ପ
Anupambharat News Bureau | ଓଡ଼ିଶା | | 1725 | Read...
ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ଆସନ୍ତା ୨୦୨୩ରେ ଓଡିଶାରେ ପୁଣିଥରେ ପୁରୁଷ ହକି ବିଶ୍ୱକପ୍ ଆୟୋଜିତ ହେବାକୁ ଯାଉଛି । ଏହା ପୂର୍ବରୁ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ସହରରେ ଏକ ନୂତନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନି
Anupambharat News Bureau | ଓଡ଼ିଶା | | 1724 | Read...
ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡ଼ିଓ କନ®ରେନ୍ସିଂ ମାଧ୍ୟମରେ ପର୍ଯ୍ୟଟନ ବିଭାଗ ତରଫରୁ ଭିତରକନିକାରେ ‘ଅରଣ୍ୟ ନିବାସ’ର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ
Anupambharat News Bureau | ଦେଶ | | 1723 | Read...
ଭାରତରେ ନୂଆ ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତ ଚିହ୍ନଟ ପରେ ସରକାର ସତର୍କ ହେବାରେ ଲାଗିଛନ୍ତି । ପୂର୍ବରୁ ମହାରାଷ୍ଟ୍ରରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ କରାଯାଇଥିବା ବେଳେ ଏବେ କର୍ଣ୍ଣାଟକରେ ମଧ୍ୟ ରା
Anupambharat News Bureau | ଓଡ଼ିଶା | | 1722 | Read...
ଭୁବନେଶ୍ୱର, ୨୩ା୧୨(ଅନୁପମ ମିଡ଼ିଆ): ଗତ ସପ୍ତାହରେ ବ୍ରିଟେନ୍ରୁ ଭୁବନେଶ୍ୱରକୁ ଫେରିଥିବା ବ୍ୟକ୍ତି ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିିଟାଲରେ ଭର୍ତ୍ତି କରାଯାଇଛି । ବ୍ରିଟେନରୁ ଓଡ଼ିଶ
Anupambharat News Bureau | ଓଡ଼ିଶା | | 1721 | Read...
ଭୁବନେଶ୍ୱର, ୨୩ା୧୨(ଅନୁପମ ମିଡ଼ିଆ): ପରୀ ହତ୍ୟା ମାମଲାକୁ ନେଇ ବିବାଦକୁ ଆସିଥିବା ନୟାଗଡର ଏସ୍ପି ପ୍ରତୁ୍ୟଷ ଦିବାକରଙ୍କୁ ଶେଷରେ ରାଜ୍ୟ ସରକାର ବୁଧବାର ବଦଳି କରିଛନ୍ତି । ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ଼ଧରଣର ଅ
Anupambharat News Bureau | ଦେଶ | | 1720 | Read...
ନୂଆଦିଲ୍ଲୀ,୨୧ା୧୨: ଭାରତରେ କରୋନା ମହାମାରୀ କ୍ରମେ ଶୀର୍ଷ ସ୍ଥାନ୍ତରେ ପହଞ୍ଚି ଏହା ସାମାନ୍ୟ ହ୍ରାସ ପାଇବା ବେଳକୁ ଅନ୍ୟ ଦେଶମାନଙ୍କରେ ପୁଣି ଏହାର ଦ୍ୱିତୀୟ ପର୍ଯ୍ୟାୟ ଆଯରମ୍ଭ ହୋଇଥିବା ଘଟଣା ବିଶ୍ୱରେ ଏକ ନୂତନ ଆତଙ୍କର ବ
Anupambharat News Bureau | ଓଡ଼ିଶା | | 1719 | Read...
ପୁରୀ,୨୧ା୧୨(ଅନୁପମ ମିଡିଆ): ଦୀର୍ଘ ୯ ମାସ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ମିଳନ । ଏଥିପାଇଁ ବିସ୍ତୁତ ଏସଓପି ପ୍ରସ୍ତୁତ ହୋଇଛି । ପ୍ରଥମ ତିନିଦିନ ଅର୍ଥାତ, ୨୩ ରୁ ୨୫ ସେବାୟତ ଓ ତାଙ୍କ ପରିବାରର ସଦସ୍ୟ କରିବେ ଦର୍ଶନ । ସେମା
Anupambharat News Bureau | ଓଡ଼ିଶା | | 1718 | Read...
ଭୁବନେଶ୍ୱର, ୨୧ା୧୨(ଅନୁପମ ମିଡ଼ିଆ): ଆଗାମୀ ତିନି ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିବ ଶୀତ-ଲହରୀ । କିଛି ଜିଲ୍ଲାରେ ତାପମାତ୍ରା ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହା୍ରସ ପାଇବ । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, ଅନୁଗୁଳ, ଝ
Anupambharat News Bureau | ଓଡ଼ିଶା | | 1717 | Read...
ନୟାଗଡ଼, ୨୧ା୧୨( ଅନୁପମ ମିଡ଼ିଆ): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ କଲେଜ ଛାତ୍ରକୁ ଆଜି ଏସଆଇଟି ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର ପରେ ତିନି ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡରେ ନେବା ପରେ ଏସ୍ଆଇଟି ଏଥିରେ ଅନ୍ୟଙ୍
Anupambharat News Bureau | ଓଡ଼ିଶା | | 1716 | Read...
ଭୁବନେଶ୍ୱର, ୨୧ା୧୨(ଅନୁପମ ମିଡ଼ିଆ): ଦୁର୍ନୀତି ବିକାଶର ସବୁଠାରୁ ବଡ଼ ଶତ୍ରୁ । ଆମେ ଯଦି ସ୍ୱଚ୍ଛତା ବଜାୟ ନରଖିବା ତେବେ ଅସମାନତା, ଦାରଦ୍ର୍ୟ, ଆଞ୍ଚଳିକ ବୈଷମ୍ୟ, ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ ଆମର ଲଢେଇ ନିରର୍ଥକ ହୋଇଯ
Anupambharat News Bureau | ଓଡ଼ିଶା | | 1715 | Read...
ଭୁବନେଶ୍ୱର, ୨୦ା୧୨(ଅନୁପମ ମିଡ଼ିଆ): ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟା ମାମଲାରେ ଏସ୍ଆଇଟି ରବିବାର ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଯଦୁପୁର ଗାଁର । ଅଭିଯୁକ୍ତକୁ ଆସନ୍ତାକାଲ
Anupambharat News Bureau | ଓଡ଼ିଶା | | 1714 | Read...
ଭୁବନେଶ୍ୱର, ୨୦ା୧୨(ଅନୁପମ ମିଡ଼ିଆ): ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ମୁଖ୍ୟକାର୍ଯ୍ୟାଳୟଠାରେ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଛ
Anupambharat News Bureau | ଓଡ଼ିଶା | | 1713 | Read...
ରାଉରକେଲା,୨୦ା୧୨(ଅନୁପମ ମିଡ଼ିଆ): ରାଉରକେଲା ସହରର ୯ଜଣ ୧୦ମ ଶ୍ରଣୀ ଛାତ୍ର ଆଜି ଝିରିପାଣି ଜାମସେରା ଘାଟ ନିକଟକୁ ପିକନିକ ଲାଗି ଯାଇ ଗାଧୋଇବା ବେଳେ ପାଣିରେ ଖେଳୁ ଖେଳୁ ସେମାନଙ୍କ ଭିତରୁ ଚାରି ଜଣ ବୁଡିଜିବାରୁ ସେମାନଙ୍କ ଭିତ
Anupambharat News Bureau | ଓଡ଼ିଶା | | 1712 | Read...
ଭୁବନେଶ୍ୱର, ୨୦ା୧୨(ଅନୁପମ ମିଡ଼ିଆ): ଆସନ୍ତା ତିନି ଦିନ ଯାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ । ଆଗାମୀ ୨୪ଘଣ୍ଟା ମଧ୍ୟରେ ତୀବ୍ର ଶୀତ ଲହରୀ ପାଇଁ ରାଜ୍ୟର ପାଞ୍ଚ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୧ ଜିଲ୍ଲାକୁ
Anupambharat News Bureau | ଦେଶ | | 1711 | Read...
ଅହମ୍ମଦାବାଦ: ବିଶ୍ୱର ସବୁଠାରୁ ବଡ ଚିଡିଆଖାନା ନିର୍ମାଣ କରିବ ରିଲାଏନ୍ସ । ଏହା ଗୁଜୁରାଟର ଜାମନଗରରେ ତିଆରି ହେବ । ଏନେଇ କମ୍ପାନୀ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି । ଏହି ଚିଡିଆଖାନାରେ ୧୦୦ରୁ ଅଧିକ ପ୍ରଜାତିର ଜୀବଜ;ୁ, ପ
Anupambharat News Bureau | ଦେଶ | | 1710 | Read...
ନୂଆଦିଲ୍ଲୀ: ଭାରତରେ ପାରଦ ୧୫-୨୦ ଡିଗ୍ରୀ ତଳକୁ ଖସିଯାଇଛି । ସାରା ଦେଶରେ ଥଣ୍ଡା ଅନୁଭୂତ ହେଉଛି । ଉତ୍ତର ଭାରତରେ ହାଡଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପର୍ଯ୍ୟଟକ ଶୀତର ମଜା ନେଉଛନ୍ତି । ଭାରତରେ ୨-୩ ଡିଗ୍ରୀ
Anupambharat News Bureau | ବିଦେଶ | | 1709 | Read...
ଇସ୍ଲାମାବାଦ : ବିମାନ ଉଡ଼ାଉଛନ୍ତି ନକଲି ପାଇଲଟ୍! ନକଲି କାଗଜପତ୍ର ଆଧାରରେ ବିମାନ ଉଡ଼ାଉଥିବା ୫୦ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି ସରକାର । ତେବେ ପାଇଲାଟଙ୍କୁ କିଭଳି ନକଲି ଲାଇସେନ୍ସ ମିଳୁଛି ସେନେଇ ତଦନ୍ତ କରିବାକୁ
Anupambharat News Bureau | ଦେଶ | | 1708 | Read...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳେ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକାବଙ୍ଗଜରେ ପହଁଚିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁ ତେଗବାହଦୁରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦୀ ହଠାତ ଗୁରୁ
Anupambharat News Bureau | ବିଦେଶ | | 1707 | Read...
ଆମେରିକାରେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରଠାରୁ ବିବାଦରେ ରହିଛି ଫାଇଜର ଟିକା । ପ୍ରତିଦିନ ଟିକା ନେଇ ଅସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ଆମେରିକାର ଜଣେ ନର୍ସ ଫାଇଜର ଟିକା ନେବା ପର
Anupambharat News Bureau | ଦେଶ | | 1706 | Read...
ବଲିଉଡ ପଙ୍ଗା କ୍ୱିନ୍ କଙ୍ଗନା ରଣାୱତ ସବୁବେଳେ ନିଜର ଟିପ୍ପଣୀ ଯୋଗୁ ଚର୍ଚ୍ଚାରେ ରହୁଛନ୍ତି । ଗତ କିଛି ଦିନ ହେଲା କଙ୍ଗନା କୃଷି ଆନ୍ଦୋଳନକୁ ନେଇ ନିଜ ବିଚାରଧାରା ଓ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । କୃଷି ଆନ୍ଦୋଳନ
Anupambharat News Bureau | ଦେଶ | | 1705 | Read...
ନୂଆଦିଲ୍ଲୀ,୧୮ା୧୨: ଭାରତରେ ଚାଷୀମାନଙ୍କ ଦ୍ୱାରା ଉତ୍ପାଦନ ହେଉଥିବା ଶସ୍ୟକୁ ଉଚିତ ଦରରେ ବଜାରରେ ବିକ୍ରି କରାଯାଇ ପାରୁନାହିଁ । ଦୀର୍ଘବର୍ଷ ଧରି ଚାଷୀମାନେ ପାଇକାରୀ ବ୍ୟବସାୟୀଙ୍କୁ ଅତି କମ୍ ଦରରେ ଶସ୍ୟ ବିକ୍ରି କରି ବ
Anupambharat News Bureau | ଓଡ଼ିଶା | | 1704 | Read...
ଭୁବନେଶ୍ୱର, ୧୮ା୧୨(ଅନୁପମ ମିଡ଼ିଆ): ନିର୍ବାଚନ ବେଳେ ଉଭୟ ବିଜେପି ଓ କଂଗ୍ରେସ ଇସ୍ତାହାରରେ ସ୍ୱତନ୍ତ୍ର ପାହ୍ୟା କଥା କହିଥିଲେ । ହେଲେ ନିର୍ବାଚନ ପରେ ସବୁ କଥା ଭୁଲି ଯାଇଛନ୍ତି । କି;ୁ ବିଜେଡି ଏଥିପାଇଁ ଲଢେଇ ଜାରି ରଖିବ । ଓଡି
Anupambharat News Bureau | ଦେଶ | | 1703 | Read...
ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥରସର ୧୯ ବର୍ଷ ବୟସ୍କା ଦଳିତ ମହିଳାଙ୍କ ହତ୍ୟା ମାମଲାରେ କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ (ସିବିଆଇ) ଚାର୍ଜସିଟ୍ ଦାଖଲ କରିଛି । ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଏହି ଚାର୍ଜସିଟରେ ଉ
Anupambharat News Bureau | ଓଡ଼ିଶା | | 1702 | Read...
ଭୁବନେଶ୍ୱର ,୧୮ା୧୨ (ଅନୁପମ ମିଡ଼ିଆ): ଆଗାମୀ ୪୮ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡିକରେ ରାତ୍ରି- ତାପମାତ୍ରା ୩ରୁ- ୫ଡ଼ିଗ୍ରୀ ଯାଇଁ କମିବ । ଏହାସହ ଶୀତ ବଢିବାର ସମ୍ଭାବନା ରହିଛି । ପରବର୍ତ୍ତୀ ୩ଦିନ ଯାଇଁ ଏହି ତାପମାତ୍ରା ରେ କ
Anupambharat News Bureau | ଓଡ଼ିଶା | | 1701 | Read...
ପୁରୀ,୧୮ା୧୨(ଅନୁପମ ମିଡିଆ): ଆଉ ମାତ୍ର ଚାରି ଦିନ ପରେ ଭକ୍ତ ସହ ଭଗବାନଙ୍କର ହେବ ମିଳନ । ଆସନ୍ତା ୨୩ରୁ ଖୋଲିବ ଶ୍ରୀମନ୍ଦିର । ମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ଏନେଇ ଅଧିକ ସୂଚନା ଦେଇ ସ
Anupambharat News Bureau | ବିଦେଶ | | 1700 | Read...
ଆଫଗାନିସ୍ଥାନର ଗଜନୀରେ ଏକ ଅଟୋରିକ୍ସାରେ ରଖାଯାଇଥିବା ବୋମା ବିସ୍ପୋରଣ ହେବାରୁ ଅତି କମରେ ୧୫ ଜଣ ଶିଶୁ ନିହତ ହୋଇଛନ୍ତି ଓ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା ଜଣାଯାଇଛି । ଆଫଗାନିସ୍ଥାନର ଆଭ
Anupambharat News Bureau | ଦେଶ | | 1699 | Read...
ନୂଆଦିଲ୍ଲୀ: ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ ପ୍ରଥମ କରୋନା ଟିକା ଉପଲବ୍ଧ ହେବ ବୋଲି କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର କରୋନା ଯୋଦ୍ଧାଙ୍କ ସମେତ ୩ କୋଟି ଲୋକଙ୍କର ଟିକାକରଣ କରିବେ ବୋଲି ନଜର ରଖିଛନ୍ତି ।
Anupambharat News Bureau | ଦେଶ | | 1698 | Read...
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମୁଖ୍ୟ ବଳରାମ ଭାର୍ଗବ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଏବେ ତାଙ୍କୁ ଦିଲ୍ଲୀସ୍ଥ
Anupambharat News Bureau | ଦେଶ | | 1697 | Read...
ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସବୁକ୍ଷେତ୍ରରେ ଦୁଷ୍କର୍ମ ବୋଲି କହିହେବନି । ଜଷ୍ଟିସ ବିଭୁ ବଖରୁଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି
Anupambharat News Bureau | ଦେଶ | | 1696 | Read...
ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ୨୨ ଦିନ ଧରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗୁରୁବାର ଚାଷୀମାନଙ୍କ ନିକଟକୁ ୮ ପୃଷ୍ଠା ସମ୍ବଳ
Anupambharat News Bureau | ଦେଶ | | 1695 | Read...
ନୂଆଦିଲ୍ଲୀ: ସଡକ ଏବଂ ପରିବହନ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡକରୀ ଟୋଲ୍ ବୁଥ୍ଗୁଡିକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ଟୋଲ ବୁଥ୍ଗୁଡିକରେ ଜିପିଏସ୍ ମାଧ୍ୟମରେ କାରବାର କର
Anupambharat News Bureau | ଦେଶ | | 1694 | Read...
ନୂଆଦିଲ୍ଲୀ: ରାଇଟର କନିକା ଧିଲ୍ଲନ୍ ହିମାଂଶୁ ଶର୍ମାଙ୍କ ସହ ନିର୍ବନ୍ଧ କରିଛନ୍ତି । କନିକା ଏବଂ ହିମାଂଶୁ ଦୁହେଁ ବଲିଉଡର ଅନେକ ଲୋକପ୍ରିୟ ଫିଲ୍ମର କାହାଣୀ ଲେଖିଛନ୍ତି । ସୋସିଆଲ୍ ମିଡିଆରେ ଉଭୟଙ୍କ ନିର୍ବନ୍ଧ ଫଟୋ ଭା