.
Anupambharat News Bureau | ଓଡ଼ିଶା | | 786 | Read...
ଭୁବନେଶ୍ୱର, ୨୩ ।୧୦ (ଅନୁପମ ମିଡିଆ): ରାଜ୍ୟ ରେ ସ୍ୱାସ୍ଥ୍ୟ ସେବା ୫-ଟି ଯୋଗୁଁ ଅଧିକ କ୍ରିୟାଶୀଳ ହୋଇପାରିବ ବୋଲି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନ ମିଶନ ବୁଧବାର ଦିନ ମତ ଦେଇଛନ୍ତି । ଡାକ୍ତର ହିମାଂଶୁ ଭୂଷଣଙ୍
Anupambharat News Bureau | ଦେଶ | | 784 | Read...
ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିୱାରୀଙ୍କ ହତ୍ୟା ଘଟଣାକୁ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ କମଲେଶଙ୍କୁ ଯେଉଁଭଳି ଭାବେ ହତ୍ୟା କରିଥିଲେ, ସେକଥା ଶୁଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ
Anupambharat News Bureau | ଦେଶ | | 783 | Read...
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ପୁଣିଥରେ ସରକାର ଗଠନ କରିବାକୁ ଥିବା ବେଳେ ହରିଆଣାରେ ବିରୋଧୀ ଉକ୍ତ ଦଳକୁ କଡ଼ା ଟMର ଦେବେ ବୋଲି ଇଣ୍ଡିଆ ଟୁଡେ ଏକଜିଟ୍ ପୋଲ ପୂର୍ବାନୁମାନ କରିଛି । ପ୍ରାୟ ଅଧିକାଂଶ ସଂସ୍ଥା ନିଜର ଏକଜି
Anupambharat News Bureau | ବିଦେଶ | | 782 | Read...
ଇସଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେବଳ ପାକିସ୍ତାନ ସରକାର ନୁହନ୍ତି ଦେଶର ନାମାଦାମୀ କଳାକାର ମଧ୍ୟ ବିଚଳିତ ହୋଇପଡ଼ିଛନ୍ତି । ଏଥିପାଇଁ ସେମାନେ ଭାରତ ସରକାରଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି । ଏହିକ୍
Anupambharat News Bureau | ଦେଶ | | 781 | Read...
ଶ୍ରୀନଗର: କୁଖ୍ୟାତ ଆତଙ୍କୀ ସଂଗଠନ ଅଲ-କାଏଦର ସହଯୋଗୀ ଭାବେ ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରୁଥିବା ଅନସାର ଘାଜୱାଟ ଉଲ ହିନ୍ଦ (ଏଜିଏଚ୍) ଏବେ ମୂଳପୋଛ ହୋଇଯାଇଛି । ଅଲ-କାଏଦର ସହଯୋଗୀ ଭାବେ ଏଜିଏଚ୍ କଶ୍ମୀରରେ ସକ୍ରିୟ ରହି ବ
Anupambharat News Bureau | ଦେଶ | | 780 | Read...
ନୂଆଦିଲ୍ଲୀ: ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବଡ଼ କାର୍ଡ ଖେଳିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍
Anupambharat News Bureau | ଓଡ଼ିଶା | | 779 | Read...
ଭଦ୍ରକ,୨୩ା୧୦(ଅନୁପମ ମିଡିଆ): ଭଦ୍ରକ ସହର ଭିତରେ ଦିନକୁ ଦିନ ବୃଦ୍ଧି ପାଉଥିବା ଲୁଟ୍ ଘଟଣା ପାଇଁ ଅତିଷ୍ଠ ହେଲେଣି ଜନସାଧାରଣ । ଲୁଟେରାଙ୍କ ଆତଙ୍କରାଜରେ ଏବେ ଅସୁରକ୍ଷିତ ଓ ଆତଙ୍କିତ ସହରବାସୀ ଲଗାତର ଛୋଟବଡ ଚୋରି ଓ ଲୁଟ୍
Anupambharat News Bureau | ଓଡ଼ିଶା | | 778 | Read...
ଭଦ୍ରକ,୨୩ା୧୦(ଅନୁପମ ମିଡିଆ): ଭଦ୍ରକ ପୌରାଞ୍ଚଳରେ ଥିବା ବିଭିନ୍ନ ମହିଳା ସଂଘ ପକ୍ଷରୁ ଜିଲାପାଳ ଜ୍ଞାନ ଦାସଙ୍କୁ ରାନୀ ପଣ୍ଡାଙ୍କ ନଗ୍ନ ନୃତ୍ୟକୁ ବିରୋଧ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଭଦ୍ରକ ଐତିହ
Anupambharat News Bureau | ଓଡ଼ିଶା | | 777 | Read...
କେନ୍ଦୁଝର,୨୩ା୧୦(ଅନୁପମ ମିଡିଆ): ସାଂପ୍ରତିକ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲର ଦର ହୁ ହୁ ହୋଇ ବଢୁଥିବାବେଳେ କେହି କେହି ଏହାକୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର କାରଣ କହୁଥିବାବେଳେ ଆଉ କେତେକ ସରକାରୀ ଦୋଷ
Anupambharat News Bureau | ଓଡ଼ିଶା | | 776 | Read...
ଚୌଦ୍ୱାର,୨୩ା୧୦(ଅନୁପମ ମିଡିଆ): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ବଣକରଞ୍ଜି ପଂଚାୟତର ଗୋଡଧୁଆ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ଘନ ସୋରେନ୍ (୬୫)ନାମକ ଜଣେ ବୃଦ୍ଧଙ୍କ ମୃତଦେହକୁ ଚୌଦ୍ୱାର ପୋଲିସ ଚଳିତ ମାସ ୧୪ତାରିଖରେ ଉଦ
Anupambharat News Bureau | ଓଡ଼ିଶା | | 773 | Read...
ଭୁବନେଶ୍ୱର, ୨୧ ।୧୦(ଅନୁପମ ମିଡିଆ): ସୋମବାର ବିଜେପୁର ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ ଶେଷ ହୋଇଛି । ଏହି ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି । ମୁଖ୍ୟ ନିର୍ବାଚ
Anupambharat News Bureau | ଓଡ଼ିଶା | | 772 | Read...
ସମ୍ବଲପୁର, ୨୧ା୧୦ (ଅନୁପମମିଡ଼ିଆ): ଭିମସାରରେ ନ୍ତ୫ଟି’ ଉପରେ ସେତେବେଳେ ଶକ୍ତ ଚାପୁଡ଼ା ପଡ଼ିଛି ଯେତେବେଳେ କି ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତିରେ ଅନେକ ଜୁନିୟର ଡାକ୍ତର ଜଣେ ରୋଗୀଙ୍କ ପୁଅକୁ ମାଡ଼ ମାରିଛନ୍ତି, ମୋବ
Anupambharat News Bureau | ଓଡ଼ିଶା | | 771 | Read...
ଯାଜପୁର ୨୧ା୧୦(ଅନୁପମମିଡ଼ିଆ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ବିଜେଡି ନେତାଙ୍କ ଗେଷ୍ଟ ହାଉସରେ ମୃତୁ୍ୟକୁ ନେଇ ସାରା ରାଜ୍ୟରେ ଚହଳ ପଡିଯାଇଛି । କି;ୁ ଏହି ସ୍ପର
Anupambharat News Bureau | କ୍ରୀଡ଼ା | | 770 | Read...
ରାଞ୍ଚି,୨୧ ।୧୦: ପେସ୍ ଯୋଡ଼ି ମହମ୍ମଦ ସାମି ଓ ଉମେଶ ଯାଦବଙ୍କ ପୁଣିଥରେ ଘାତକ ବୋଲିଂ ବଳରେ ଭାରତ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଏକ ବୃହତ୍ ବିଜୟର ନିକଟତର ହୋଇଛି । ସାମି-ଯାଦବଙ୍କ ଆଗରେ ଦକ୍ଷିଣ ଆଫ୍ରିକାର
Anupambharat News Bureau | ଶରୀରମାଦ୍ୟମ | | 769 | Read...
ଆଲର୍ଜି :- ଶ୍ୱାସ ହେବାର ବିଭିନ୍ନ କାରଣ ମଧ୍ୟରୁ ଆଲର୍ଜି ହେଉଛି ଅନ୍ୟତମ । ସାଧାରଣତଃ ଶରୀରର କ୍ଷତିକରୁନଥିବା ଦ୍ରବ୍ୟ ପ୍ରତି ଶରୀରର ଅସ୍ୱଭାବିକ ପ୍ରତିକ୍ରିୟାକୁ ଆଲର୍ଜି କୁହାଯାଏ । ଏହି ଦ୍ରବ୍ୟଗୁଡ଼ିକ ମଧ୍ୟରେ ଫୁଲର ପରାଗ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 768 | Read...
ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଧର୍ମଘଟ ଏବଂ ବିଧାନ ସଭା ନିର୍ବାଚନ ରହୁଥିବା ମହାରାଷ୍ଟ୍ର ଏବଂ ହରିୟାଣାରେ ବ୍ୟାଙ୍କ ୩ ଦିନ କାମ କରିବ । ମଙ୍ଗଳବାର ବ୍ୟାଙ୍କ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 767 | Read...
ନୂଆଦିଲ୍ଲୀ : ଆଜି ସୁନାଦର ମାତ୍ର ୩୦ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୦ ଟଙ୍କା ହ୍ରାସ ପାଇ ୩୮,୯୫୫ ଟଙ୍କାରେ ପହଞ୍ଚିଛି । ଗତ କିଛି ସପ୍ତାହ ଧରି ସୁନା କ୍ରମାଗତ ଭାବେ ବଢି ଚାଲିଥି
Anupambharat News Bureau | ଶିଳ୍ପ ବାଣିଜ୍ୟ | | 766 | Read...
ନୂଆଦିଲ୍ଲୀ : ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି । ଅନ୍ୟ ନେଟୱର୍କକୁ କଲ୍ କରିବା ପାଇଁ ଆଇୟୁସି
Anupambharat News Bureau | ଦେଶ | | 765 | Read...
ନୂଆଦିଲ୍ଲୀ: ଦୀପାବଳିରେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ କରିପାରନ୍ତି । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଆଜି ଏହି ସୂଚନା ଦେଇଛି । ଆତଙ୍କବାଦୀ ମାନେ ନେପାଳ ଏବଂ କଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଦୀପାବଳି ପୂର୍ବର
Anupambharat News Bureau | ଦେଶ | | 764 | Read...
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ ପାକିସ୍ତାନ ଡ଼ାକ ସେବା ବନ୍ଦ କରିଛି । ଭାରତକୁ କୌଣସି ସୂଚନା ନଦେଇ ପାକିସ୍ତାନ ଡ଼ାକ ସେବା ଉପରେ ରୋକ୍ ଲଗାଇଛି । ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କ
Anupambharat News Bureau | ଓଡ଼ିଶା | | 763 | Read...
ମୁମ୍ବାଇ: ଆଜି ଦେଶରେ ଦୁଇ ରାଜ୍ୟ ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନ ବ୍ୟତୀତ ୧୮ଟି ରାଜ୍ୟର ୫୧ଟି ବିଧାନସଭା କ୍ଷେତ୍ର ଏବଂ ୨ଟି ଲୋକସଭା ଆସନର ଉପ ନିର୍ବାଚନ ପାଇଁ ଭୋଟିଂ ଚାଲିଛି । ମହାରାଷ୍ଟ୍ରରେ ୨୮୮ ଆସନ ପାଇଁ ୯
Anupambharat News Bureau | ଓଡ଼ିଶା | | 762 | Read...
ଧର୍ମଶାଳା/ବରୀ/ ବ୍ୟାସନଗର, ୨୧ା୧୦(ଅନୁପମ ମିଡ଼ିଆ): ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ପାଇଁ ପ୍ରଶାସନର କାର୍ଯ୍ୟାବଳିକୁ ଦାୟୀ କରି ସୋମବାରଦିନ ୧୨ ଘଣ୍ଟିଆ ବିଜେପି ତରଫରୁ ଯାଜପୁର ଜିଲା ବନ୍ଦ ଡାକରା ଦିଆଯାଇଥିଲ
Anupambharat News Bureau | ଓଡ଼ିଶା | | 761 | Read...
କେନ୍ଦୁଝର, ୨୧ା୧୦: କେନ୍ଦୁଝର ରିଜର୍ଭ ପୋଲିସ ପଡିଆଠାରେ ୬୦ତମ ପୋଲିସ ସହିଦ ଦିବସ ଭାବଗମ୍ଭୀର ପରିବେଶ ମଧ୍ୟରେ ସୋମବାର ଦିନ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସମ୍ମିଳିତ ପ୍ୟାରେଡରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ମିତ୍ରଭ
Anupambharat News Bureau | ଓଡ଼ିଶା | | 760 | Read...
ସମ୍ବଲପୁର ୨୦ା ୧୦ (ଅନୁପମ ମିଡିଆ):ଆଜି ସମ୍ବଲପୁର ମଣ୍ଡଲ କରାଗାର ରେ ବନ୍ଦି ଜିବନ କାଟୁଥିବା ବୁର୍ଲା ଥାନା ୱାନର୍ କଲୋନିର ପୁରନ୍ଦର ସୁନା ଙ୍କ ପୁଅ ପ୍ରକାସ ସୁନା ଓରଫ ବଣ୍ଟି (୨୭) ଙ୍କ ଆଜି ବୁର୍ଲା ମେଡିକାଲ ରେ ଚିକିତ୍ସାଧି
Anupambharat News Bureau | ଓଡ଼ିଶା | | 759 | Read...
ଭୁବନେଶ୍ୱର, ୧୯ ।୧୦(ଅନୁପମ ମିଡିଆ): ବିଜେପୁର ଉପନିର୍ବାଚନ ପାଇଁ ଶନିବାର ପ୍ରଚାର ଶେଷ ହୋଇଛି । ସୋମବାର ବିଜେପୁର ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବାହାରର ସମସ୍ତ ନେତାଙ୍କୁ ଅଞ୍ଚଳ ଛାଡିବାକୁ
Anupambharat News Bureau | ଓଡ଼ିଶା | | 758 | Read...
କଟକ, ୧୯ା୧୦(ଅନୁପମମିଡ଼ିଆ): ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଓ ମହାଜନପୁରରେ ବେଆଇନ ବାଣ କାରଖାନା ଉପରେ କମିଶନରେଟ ପୋଲିସ ଚଢଉ କରି ବିପୁଳ ପରିମାଣର ବାଣ, ବିସ୍ପୋରକ, ବାରୁଦ ଓ ଲୁହା ଗୁଣ୍ଡ ଆଦି ଜବତ କରିବା ସହ ଏଥିରେ ସମ୍
Anupambharat News Bureau | ଦେଶ | | 756 | Read...
ଭୁବନେଶ୍ୱର, ୧୯ ।୧୦ ।(ଅନୁପମ ମିଡିଆ): ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ଏହି ଘର ପାଇଁ ଏମଜିନରେଗା ମଜୁରୀ ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ
Anupambharat News Bureau | ଓଡ଼ିଶା | | 755 | Read...
ଯାଜପୁର/ଧର୍ମଶାଳା,୧୯ା୧୦(ଅନୁପମମିଡ଼ିଆ): ଯାଜପୁର ଜିଲ୍ଳାର ଧର୍ମଶାଳା ବ୍ଲକର ଗ୍ରାମସେବୀକା ତଥା ହରିଦାସପୁର ଗ୍ରାମପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତୁ୍ୟ ମାମଲାରେ ରେ ପୋଲିସ ସ୍ଥାନୀୟ ସରପଞ୍ଚଙ୍
Anupambharat News Bureau | ଦେଶ | | 754 | Read...
ନୂଆଦିଲ୍ଲୀ: ଏଣିକି ପୁଅଙ୍କ ଭଳି ଝିଅମାନେ ମଧ୍ୟ ଦେଶର ବିଭିନ୍ନ ସୈନିକ ସ୍କୁଲରେ ନାଁ ଲେଖାବା ସହ ପାଠ ପିପାରିବେ । ଦୀର୍ଘଦିନରୁ ଏନେଇ ହୋଇ ଆସୁଥିବା ଦାବିକୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇ
Anupambharat News Bureau | ଦେଶ | | 753 | Read...
ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ପ୍ରତି ଘରେ ପରିଚିତ ହୋଇଥିବା ଆମେରିକାର ଜନସନ୍-ଆଣ୍ଡ୍-ଜନସନ୍ କମ୍ପାନୀ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା
Anupambharat News Bureau | ଦେଶ | | 752 | Read...
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍ କରିଛି । ଏହି କଥିତ ଗୁରୁଙ୍କୁ ସମସ୍ତେ କଲକି ଭଗବାନ ବୋଲି ଜାଣିଛନ୍ତି । ତାଙ୍କର ମୂଳ ନାମ କି;ୁ ବିଜୟ
Anupambharat News Bureau | ଓଡ଼ିଶା | | 748 | Read...
କେନ୍ଦ୍ରାପଡା, ୧୯ା୧୦(ଅନୁପମ ମିଡିଆ) : କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ସଭାପତି ପ୍ରମୋଦ କୁମାର ସାହୁଙ୍କ ନାମରେ ସେହି ସୋସାଇଟର ଜନୈକ ମହିଳା କର୍ମଚାରୀଙ୍କୁ ଯୈðାନ ଶୋଷଣ କରିଥିବା ନେଇ କେନ୍ଦ୍ରାପଡା ଟାଉନ ଥ
Anupambharat News Bureau | ଓଡ଼ିଶା | | 747 | Read...
ସମ୍ବଲପୁର, ୧୮ା୧୦,(ଅନୁପମମିଡ଼ିଆ): ବରଗଡ଼ ଜିଲ୍ଳା ବିଜେପୁର ବିଧାନସଭା ଆସନ ପାଇଁ ଆଗାମୀ ୨୧ ତାରିଖ ଦିନ ଭୋଟଗ୍ରହଣ କରାଯିବ । ଆସନ୍ତାକାଲି ଅପରାହ୍ନରେ ଭୋଟ ପ୍ରଚାର ସ୍ଥଗିତ ହେବାକୁ ଯାଉଥିବାରୁ ଏବେ ନିର୍ବାଚନ ମଣ୍ଡଳୀ ସାରା
Anupambharat News Bureau | ଓଡ଼ିଶା | | 746 | Read...
ପିପିଲି,୧୮ା୧୦(ଅନୁପମମିଡ଼ିଆ): ପିପିଲି ଓ ପୁରୀ ତାଳବଣିଆ ପୋଲିସର ମିଳିତ ଏନ୍କାଉଣ୍ଟର ରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଆହତ ହୋଇ ପୋଲିସ ହାତରେ ଧରାପଡ଼ିଛି । ଭାଗୁର ବାମ ଗୋଡରେ ଗୁଳି ବାଜିଥିବା ବେଳେ ତ
Anupambharat News Bureau | ଓଡ଼ିଶା | | 745 | Read...
ଭୁବନେଶ୍ୱର,୧୮ ।୧୦(ଅନୁପମ ମିଡିଆ): ଶୁକ୍ରବାର ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ତାମିଲନାଡୁ, କେରଳ ସମେତ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବ
Anupambharat News Bureau | ଦେଶ | | 744 | Read...
ନୂଆଦିଲ୍ଲୀ:ଦୁଇ ବ୍ୟାଙ୍କ୍ ୟୁନିୟନ୍ ଚେତାବନୀ ସ୍ୱରୁପ ପବ୍ଳିକ୍ ସେକଫର ବ୍ୟାଙ୍କ୍ ମିଶ୍ରଣକୁ ବିରୁଦ୍ଧ କରି ଦିନିକିଆ ବ୍ୟାଙ୍କ୍ ଧର୍ମଘଟ ଡାକରା ଦେଇଛି । ଏହି ଧର୍ମଘଟରେ ଷ୍ଟେଟ୍ବ୍ୟାଙ୍କ୍ ଶାଖା ଗୁଡିକ ପ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 743 | Read...
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଟ୍ଲାଭ ୪୫ % ବୃଦ୍ଧି ହୋଇଛି । ସେପେଫମ୍ବର ତ୍ରୈମାସିକରେ ଏହା ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ନିଟ୍ଲାଭ ୯୯୦ କୋଟି ହେବା ସହ ସମୀକ୍ଷାରେ ୬୮୧ କୋଟ
Anupambharat News Bureau | ବିଦେଶ | | 742 | Read...
ପ୍ୟାରିସ୍: ଆତଙ୍କୀସ୍ତାନ ପାକିସ୍ତାନକୁ ଆଜି ଶକ୍ତ ଧMା ଦେଇଛି ଫାଇନାନସିଆଲ ଆକ୍ସନ ଟାକ୍ସଫୋର୍ସ(ଏଫ୍ଏଟିଏଫ୍) । ଆତଙ୍କବାଦୀଙ୍କୁ ସହଯୋଗ ଓ ପାଣ୍ଠି ଯୋଗାଣ କରୁଥିବାରୁ ଏଫ୍ଏଟିଏଫ୍ ପାକିସ୍ତାନ କ୍ଷୁବ୍ଧ ହୋଇଛି
Anupambharat News Bureau | ବିଦେଶ | | 741 | Read...
ୱାଶିଂଟନ୍: ସିରିଆରେ ଆକ୍ରମଣ ପାଇଁ ଆମେରିକା ଓ ତୁର୍କୀ ମୁହାଁମୁହିଁ ହୋଇଛି । ସିରିଆରେ ଥିବା ଆମେରିକା ସହଯୋଗୀ କୁର୍ଦ୍ଦ ସେନା ଉପରେ ତୁର୍କୀ ଘନଘନ ବୋମା ମାଡ଼ କରୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତୁର୍କୀ ଏଭଳ
Anupambharat News Bureau | ବିଦେଶ | | 740 | Read...
ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡରେ ଦେଖିବାକୁ ମିଳିଛି ଅଜବ ଘଟଣା । ଜଣେ ବିଲ୍ଡ଼ର ୫୮ ବର୍ଷ ବୟସରେ ବିବାହ କରିଛନ୍ତି ୧୨୦ ଜଣ ମହିଳାଙ୍କୁ । ଥାଇଲ୍ୟାଣ୍ଡର ନୋକନ ନାୟକ ପ୍ରାନ୍ତର ଏହି ବିଲïର ତମ୍ବନ ପ୍ରେଜର୍ଟ ଏପର୍ଯ୍ୟନ୍ତ ମୋଟ ୧
Anupambharat News Bureau | ଦେଶ | | 739 | Read...
ମୁମ୍ବାଇ: ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଲିଭର୍ରେ ସମସ୍ୟା ଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବା
Anupambharat News Bureau | ଦେଶ | | 738 | Read...
ନୂଆଦିଲ୍ଲୀ: ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱବହନ କରୁଥିବା ଅଯୋଧ୍ୟା ଜମି ବିବାଦ ମାମଲାରେ ଆଜି ମୁସଲିମ ପକ୍ଷ ନୂଆ ଟୁୱିଷ୍ଟ ଆଣିଛି । ପୂର୍ବରୁ ସୁନ୍ନି ୱାକଫ ବୋର୍ଡ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥତା ପ୍ୟାନେ
Anupambharat News Bureau | ଦେଶ | | 737 | Read...
ଲକ୍ଷ୍ନୌ: ସେପେଫମ୍ବର ୧ରେ ଦେଶରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ହୋଇଛି । ଯେଉଁମାନେ ନୂଆ ଆଇନକୁ ମାନୁ ନାହାନ୍ତି ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡ଼ୁଛି । ହେଲେ ଭୁଲ୍ ନକରି ଅନେକ ଗାଡ଼ି ଚାଳକଙ୍କ ବିରୋଧରେ
Anupambharat News Bureau | ଓଡ଼ିଶା | | 736 | Read...
ଭୁବନେଶ୍ୱର, ୧୮ ।୧୦ (ଅନୁପମ ମିଡିଆ): କିଟ୍ ଇଣ୍ଟରନାସନାଲ ସ୍କୁଲର ଚେୟରାପର୍ସନ ଡ. ମୋନାଲିସା ବଳଙ୍କୁ ଏନଆରଆଇ େୱଲଫେୟାର ସୋସାଇଟି ଇଂଲଣ୍ଡ ଚାପଫର ପକ୍ଷରୁ ସମ୍ମାନଜନକ ମହାତ୍ମା ଗାନ୍ଧୀ ଲିଡରସିପ ସମ୍ମାନ ପ୍ରଦାନ କରାଯାଇ
Anupambharat News Bureau | ଓଡ଼ିଶା | | 735 | Read...
ସମ୍ବଲପୁର, ୧୮ା୧୦ (ଅନୁପମ ମିଡିଆ): ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବାଉରୀଜୋର ଜଙ୍ଗଲରେ ବାରାହା ଶିକାର ପାଇଁ ପଡ଼ିଥିବା ବିଦୁ୍ୟତ ତାରର ଫାସରେ ଲାଗି ପିତାମହୂଲ ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁତ୍ରର ମୃତୁ୍
Anupambharat News Bureau | ଓଡ଼ିଶା | | 734 | Read...
ସମ୍ବଲପୁର, ,୧୮ା୧୦(ଅନୁପମ ମିଡିଆ): ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ୫-ଟି ଯୋଜନା ସ୍ୱାଗତଯୋଗ୍ୟ । ହେଲେ ଏହାକୁ ଲାଗୁ କରିବା ପୂର୍ବରୁ ଡାକ୍ତରଖାନା ଭଳି ସଂସ୍ଥାରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଓ ଅବାଶ୍ୟକ ହେଉଥିବା ସ
Anupambharat News Bureau | ଓଡ଼ିଶା | | 733 | Read...
ଭୁବନେଶ୍ୱର,୧୭ ।୧୦ ।(ଅନୁପମ ମିଡିଆ): ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଅନୁଷ୍ଟିତ ହେବ । ଏହା ପୁର୍ବରୁ ଏକ୍ସ-ରେଗୁଲାର ଛାଛ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି । ଗତ ମାସ ଠ
Anupambharat News Bureau | ଓଡ଼ିଶା | | 732 | Read...
ଭୁବନେଶ୍ୱର,୧୭ ।୧୦ ।(ଅନୁପମ ମିଡିଆ):କେନ୍ଦ୍ରପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତକୁ ଅବହେଳା ପ୍ରମାଣ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦା
Anupambharat News Bureau | ଶରୀରମାଦ୍ୟମ | | 731 | Read...
ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ଖାଦ୍ୟ ଆବଶ୍ୟକ କରେ । ସମସ୍ତେ ଜାଣନ୍ତି ଖାଦ୍ୟ କ୍ଷୁକ୍ଷା ନିବାରଣ କରେ ଓ ତୃପ୍ତି ଦେଇଥାଏ ଏବଂ ନୂତନ ଶକ୍ତି ଯୋଗାଏ । ଖାଦ୍ୟ ଆମ ଦୈନନ୍ଦିନ ଜୀବନର ଏକ ଅଂଶ । ଖାଦ୍ୟ ଆମ ଶରୀର ଭିତରେ ଯାଇ ମିଶିକରି ଅନ
Anupambharat News Bureau | ଦେଶ | | 730 | Read...
ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ ଖରାଦିନେ ପାଣି ସମସ୍ୟା ଦେଇ ଗତିକରେ । ଏବେ ସେହି ରାଜ୍ୟରେ ଭୂତଳ ଜଳ ଚୋରି ଅଭିଯୋଗ ଆସିଛି । ତାହା ପୁଣି ୭୩ କୋଟି ଟଙ୍କାର । ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତଛ ୧୧ ବର୍ଷ ତଳର ଏହ
Anupambharat News Bureau | ଦେଶ | | 729 | Read...
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ଚାଲିଛି । ମଝିରେ ଉଭୟ ବିବାହ କରିବା ନେଇ ଖବର ଆସୁଥିଲା । କି;ୁ ରଣବୀର ଏବଂ ଆଲିଆଙ୍କୁ ଏ ସମ୍ପର୍କରେ କେବେ ସର୍ବସମ୍ମୁଖରେ
Anupambharat News Bureau | ଦେଶ | | 728 | Read...
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବାଲାକୋଟ୍ ଏୟାର ଷ୍ଟ୍ରାଇMୁ ଆଜି ଯାଏ ପାକିସ୍ତାନ ଭୁଲି ପାରୁନାହିଁ । କାଳେ ଭାରତ ପୁଣିଥରେ ଏୟାର ଷ୍ଟ୍ରାଇକ କରିବ, ସେନେଇ ପାକିସ୍ତାନ ଯେକୌଣସି ଭାରତୀୟ ବିମାନକୁ ଦେଖିଲେ ଭୟରେ ଥରିବା ଆର
Anupambharat News Bureau | ଦେଶ | | 727 | Read...
ଜୟପୁର: ସିନେମାରେ ନାୟିକା ପାଇଁ ଲେଇ ହେଉଥିବା କଥା ଜାଣିଥିବେ । ଏପରିକି ସାଧାରଣ ଜୀବନରେ ମଧ୍ୟ ତ୍ରିକୋଣୀୟ ପ୍ରେମ କାହାଣୀର ସଂଖ୍ୟା କିଛି କମ୍ ନୁହେଁ । ତେବେ ଯଦି ବାଘଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟେ, ଆଶ୍ଚର୍ଯ୍ୟଜନକ ହେ
Anupambharat News Bureau | ଓଡ଼ିଶା | | 726 | Read...
ଭଦ୍ରକ,୧୭ା୧୦(ଅନୁପମ ମିଡିଆ): ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ମାଧବାର୍ଜୁନ ମହାବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିଥିବା ଅଭିଯୁକ୍ତକୁ ପୁଲ
Anupambharat News Bureau | ଓଡ଼ିଶା | | 725 | Read...
ଅନୁଗୋଳ,୧୭ା୧୦(ଅନୁପମ ମିଡିଆ): ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ସରକାର ବିଭିନ୍ନ ସହାୟତା ଯୋଗାଇ ଦେଇଛନ୍ତି । ଏହି ସେବା ଗୁଡ଼ିକ କିପରି ସେମାନଙ୍କ ନିକଟରେ ସହଜରେ ଉପଲବ୍ଧ
Anupambharat News Bureau | ଓଡ଼ିଶା | | 724 | Read...
ସମ୍ବଲପୁର, ୧୭ା୧୦ (ଅନୁପମ ମିଡିଆ): ଦେଶର ଆର୍ଥିକ ନୀତି ତୃଟୀପୂର୍ଣ୍ଣ ହୋଇଥିବାରୁ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କର ଘରୋଇକରଣର ପ୍ରତିବାଦ କରି ବାମପନ୍ଥୀ ଦଳମାନଙ୍କ ପକ୍ଷର
Anupambharat News Bureau | ଓଡ଼ିଶା | | 723 | Read...
ଜଳେଶ୍ୱର ୧୭ ।୧୦(ଅନୁପମ ମିଡିଆ): ଦିନ କୁ ଦିନ ମାନବ ସମାଜ ଉନ୍ନତିର ଶିଖରରେ ପହଂଚିବାକୁ ପ୍ରୟାସ ଜାରି ରଖିଥିବା ବେଳେ ପ୍ରକୃତି ଓ ତାର ଜୀବଜନ୍ତୁମାନେ ମଧ୍ୟ ମଣିଷ ସମାଜ ପ୍ରତି ତାଙ୍କର ଅସହିଷ୍ଣୁତା ପ୍ରକାଶ କରିବା ଜାରି ରଖିଛ
Anupambharat News Bureau | ବିଦେଶ | | 722 | Read...
ଷ୍ଟକହୋମ,୧୪ା୧୦: ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଚଳିତ ବର୍ଷ ଅର୍ଥନୀତି କ୍ଷେତ୍ର ପାଇଁ ୩ ଜଣଙ୍କୁ ନୋବେଲ ମିଳିବ । ଏ
Anupambharat News Bureau | କ୍ରୀଡ଼ା | | 721 | Read...
ନୂଆଦିଲ୍ଲୀ,୧୪ା୧୦: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସର୍ବସମ୍ମତି କ୍ରମେ ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଆଜି ଅପରାହ୍ନରେ ବିସିସିଆଇ ସଦସ୍ୟ ରାଜୀବ ଶୁକ୍ଳା ବୋର୍ଡ଼ର
Anupambharat News Bureau | ଓଡ଼ିଶା | | 720 | Read...
ସମ୍ବଲପୁର,୧୪ା୧୦(ଅନୁପମମିଡ଼ିଆ): ଓପିଜିସିରେ ଦେଖାଦେଇଛି କୋଇଲା ସଙ୍କଟ । ଫଳରେ ଆଜିଠାରୁ ଓପିଜିସିର ଗୋଟିଏ ୟୁନିଟ ବନ୍ଦ ହୋଇଯାଇଛି । ଗତକାଲି ରାତିରେ ଏହା ବନ୍ଦ କରି ଦିଆଯାଇଛି । ଝାରସୁଗୁଡା ଜିଲ୍ଲା ବନହରପାଲିଠାରେ ରହିଥି
Anupambharat News Bureau | ଓଡ଼ିଶା | | 719 | Read...
ଭୁବନେଶ୍ୱର, ୧୪ ।୧୦ (ଅନୁପମ ମିଡିଆ) : ଚଳିତ ବର୍ଷ ବିଳମ୍ବରେ ଓଡ଼ିଶାରେ ଶୀତ ପ୍ରବାହ ହେବ । ଦକ୍ଷିଣ -ପଶ୍ଚିମ ମୌସୁମୀ ପ୍ରବେଶ ସମୟରେ ଯେମିତି ଲୁଚକାଳି ଖେଳଥିଲା, ପ୍ରତ୍ୟାବର୍ତ୍ତନ ସମୟରେ ବି ସମାନ ସ୍ଥିତି ଲାଗି ରହିଛି । କେବେ
Anupambharat News Bureau | ଓଡ଼ିଶା | | 718 | Read...
ଭୁବନେଶ୍ୱର, ୧୪ା୧୦ (ଅନୁପମ ମିଡିଆ) : ସୋମବାରଠାରୁ ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସ ଆରମ୍ଭ ହୋଇଛି । ଏତଦ୍ ବ୍ୟତୀତ କାର୍ତ୍ତିକ ମାସର ପ୍ରଥମ ସେମାବାର ହୋଇଥିବାରୁ ସମସ୍ତ ଶୈବାଳୟ ଓ ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଭିଡ଼ ଜ
Anupambharat News Bureau | ଓଡ଼ିଶା | | 717 | Read...
ଭୁବନେଶ୍ୱର,୧୪ ।୧୦(ଅନୁପମ ମିଡିଆ): ଦକ୍ଷିଣ ଓଡ଼ିଶାର ମାଲକାନଗିରି , ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ସମ୍ପୃକ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଗୁଡିକର ଭିତ୍ତିଭୂମିର ବିକାଶ ସମ୍ପର୍କରେ ମ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 716 | Read...
ନୂଆଦିଲ୍ଲୀ : ଯଦି ଆପଣ ଘର କିଣିବା ପାଇଁ ଲୋନ ନେବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ କିଛି ସରକାରୀ ବ୍ୟାଙ୍କ୍ ଲୋନ ଦେବା ନିୟମରେ କିଛି ପରିବର୍ତ୍ତନ କରିଛନ୍ତି । ବ୍ୟାଙ୍କ୍ ଏବ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 715 | Read...
ନୂଆଦିଲ୍ଲୀ : ବଜାଜ ଏବେ ଏହାର ନୂଆ ସ୍କୁଟରକୁ ନେଇ ଚର୍ଚ୍ଚାରେ ରହିଛି । ଆସନ୍ତା ୧୬ ତାରିଖରେ ବଜାଜ ପକ୍ଷରୁ ଏହି ସ୍କୁଟରକୁ ଲଞ୍ଚ କରାଯିବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ସମେତ ନୀ
Anupambharat News Bureau | ଦେଶ | | 714 | Read...
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାତିସଂଘରେ ପାକିସ୍ତାନକୁ କଶ୍ମୀର ପ୍ରସଙ୍ଗରେ ସମର୍ଥନ କରିଥିଲା ମାଲେସିଆ । ଯାହାର ପରିଣାମ ଆଗାମୀ ଦିନରେ ଭୋଗିପାରେ ମାଲେସିଆ । ଖବର ସରବରାହ ସଂସ୍ଥା ରଏଟର୍ସ ଅ
Anupambharat News Bureau | ଦେଶ | | 713 | Read...
ମୁମ୍ବାଇ: ହ୍ରିତିକ୍ ରୋଶନ୍ ଏବେ ‘ୱାର୍’ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି । ଫିଲ୍ମଟି ବକ୍ସ ଅଫିନ୍ରେ ବ୍ଳକ୍ଷ୍ଟର ହୋଇଛି । ଏହା ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି । ତେବେ ଫିଲ୍ମଟି ଥିଏଟର୍&zwnj
Anupambharat News Bureau | ବିଦେଶ | | 712 | Read...
ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆଜିଠାରୁ ଆରମ୍ଭ ହୋଇଛି ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ ) ବୈଠକ । ଟେରର ଫଣ୍ଡିଂ ମାମଲାରେ ଏହି ବୈଠକରେ ଆଲୋଚନା ହେଉଛି । ଏ ନେଇ ଏଫଏଟିଏଫ ଟୁଇଟ୍ କରି ସୂଚନା ଦେଇଛି
Anupambharat News Bureau | ଦେଶ | | 711 | Read...
ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ କର୍ତ୍ତାରପୁର କରିଡରର ଉ“ାଟନ କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକିସ୍ତାନରେ ଥିବା ଶ୍ରୀ କର୍ତ୍ତାପୁର ସାହିବ ଯିବା ପାଇଁ ନିର୍ମାଣ କର୍ତ୍ତାରପୁର କରିଡ
Anupambharat News Bureau | ଓଡ଼ିଶା | | 710 | Read...
ଆନନ୍ଦପୁର,୧୪ା୧୦ (ଅନୁପମ ମିଡ଼ିଆ): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକର ୨ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରେ ଅବହେଳା ନେଇ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଖବରନୋବରୁ ଜଣାଯାଏ ଘସିପୁରା ବ୍ଲକର ପ୍ରଧାନମନ୍ତ
Anupambharat News Bureau | ଓଡ଼ିଶା | | 709 | Read...
ବାଲେଶ୍ୱର,୧୪ା୧୦ (ଅନୁପମ ମିଡିଆ): ପୁଲିସର ନାଁ ଶୁଣିଲେ ସାଧାରଣତ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ହେଲେ ବାଲେଶ୍ୱର ଏସପି ଆହତ ଦୁଇଜଣଙ୍କୁ ଉଦ୍ଧାର କରି ନିଜ ମାନବିକତାର ପରିଚୟ ଦେଇଛନ୍ତି । ସୂଚନା ଅନୁଯାୟୀ ଖଇରା ବ୍ଲକ ତୁ
Anupambharat News Bureau | ଓଡ଼ିଶା | | 708 | Read...
ବାଲେଶ୍ୱର,୧୪ା୧୦ (ଅନୁପମ ମିଡିଆ): ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଖନ୍ତାପଡା ଥାନା ସେରଗଡଠାରେ ବେଆଇନ ଗୋରୁ ଚାଲାଣ ଘଟଣାରେ ଦୁଇ ଟୋଲଗେଟ୍ କର୍ମଚାରୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ତେବେ ଗେଟ କର୍ମଚାରୀ କୋର
Anupambharat News Bureau | ଓଡ଼ିଶା | | 707 | Read...
ସମ୍ବଲପୁର/ସୁନ୍ଦରଗଡ଼, ୧୪ା୧୦ (ଅନୁପମ ମିଡିଆ): ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କରାଯାଇଥିବା ନିଲମ୍ବନ ଆଦେଶକୁ ବିଜେପି ବିରୋଧ କରିଛି । ଆଜି ସକାଳ
Anupambharat News Bureau | ଓଡ଼ିଶା | | 706 | Read...
କଟକ,୧୪ା୧୦(ଅନୁପମମିଡ଼ିଆ): ଓଟିଇଟିରେ ଅନିୟମିତତାକୁ ନେଇ ବୋର୍ଡ଼ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଭିଯୋଗ ଅନୁଯାୟୀ ୨୦୧୯ରେ ହୋଇଥିବା ଓଟିଇଟି
Anupambharat News Bureau | ଓଡ଼ିଶା | | 705 | Read...
କଟକ,୧୪ା୧୦(ଅନୁପମ ମିଡିଆ): ଅପରାଧୀ ଦମନ ପାଇଁ ରକ୍ତମୁଖା ହୋଇଛି କଟକ କମିଶନରେଟ୍ ପୋଲିସ । ଅପରାଧ ନିୟନ୍ତ୍ରଣ ପାଇଁ ବେଶ ତପିରତା ପ୍ରକାଶ ପୂର୍ବକ ଆବଶ୍ୟକ ସ୍ଥଳେ ଅପରାଧୀକୁ ଏନକାଉଣଫର କରିବାକୁ ବାଧ୍ୟ ହେଉଛି । ମାତ୍ର ୨୪ ଘ
Anupambharat News Bureau | ଓଡ଼ିଶା | | 704 | Read...
ଭୁବନେଶ୍ୱର, ୧୨ ।୧୦ (ଅନୁପମ ମିଡିଆ) : ସଡ଼କ ସୁରକ୍ଷା ଓ କେନ୍ଦ୍ର ସରକାରଙ୍କ ସଂଶୋଧିତ ମୋଟର ଯାନ ଆଇନକୁ ରାଜ୍ୟରେ କଡ଼ା କଡ଼ି ପାଳନ କରିବା ଦିଗରେ ପରିହବନ ବିଭାଗ ଗୁରୁତ୍ୱ ଦେଇଛି । ଏହାକୁ ନେଇ ଶନିବାର ବାଣିଜ୍ୟ ଓ ପରିବହନ ବିଭାଗ ପ
Anupambharat News Bureau | ଦେଶ | | 703 | Read...
ଚେନ୍ନାଇ ୧୨ ।୧୦: ସ୍ୱଚ୍ଛ ଭାରତ ପାଇଁ ପ୍ରୟାସ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶ ପାଇଁ ପୁଣି ଥରେ ଏକ ଉଦାହରଣ ପ୍ରତିଷ୍ଠା କରିଛନ୍ତି ଯେ ପରିବେଶକୁ ସଫା ରଖିବା ନେଇ ପ୍ରତ୍ୟେକ ବ୍ୟକ୍ତିବିଶେଷ ସେମାନଙ୍କର ଶ
Anupambharat News Bureau | ଓଡ଼ିଶା | | 702 | Read...
କଟକ, ୧୨ା୧୦(ଅନୁପମମିଡ଼ିଆ): ବେଆଇନ୍ ଭାବେ ରାଜ୍ୟରୁ ଶ୍ରମିକ ଚାଲାଣ କରଥିବା ଅଭିଯୋଗରେ ୪୧ ଜଣ ଦଲାଲ୍ ଗିରଫ ହୋଇଛନ୍ତି । ବଲାଙ୍ଗୀରରୁ ୨୫ ଏବଂ ନୂଆପଡା ଜିଲ୍ଲାରୁ ୧୬ ଜଣ ଦଲାଲ୍ ଗିରଫ ହୋଇଛନ୍ତି । ରାଜ୍ୟ ବାହାରକୁ ଚାଲାଣ
Anupambharat News Bureau | ଓଡ଼ିଶା | | 701 | Read...
ଭୁବନେଶ୍ୱର,୧୨ ।୧୦(ଅନୁପମ ମିଡିଆ): ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାରେ ଭୂଷଣ ପାୱର ଆଣ୍ଡ ଷ୍ଟିଲ ଲିମିଟେଡର ୪,୦୨୫.୨୩ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ବଲପୁରରେ ଥି
Anupambharat News Bureau | ଓଡ଼ିଶା | | 700 | Read...
ଭୁବନେଶ୍ୱର, ୧୨ ।୧୦(ଅନୁପମ ମିଡିଆ): ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ‘ମୋ ସରକାର’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥାନା ଏବଂ ହସ୍ପିଟାଲକୁ ଗୁରୁତ୍ୱ ଦେଇଥିଲେ । ରାଜଧାନୀରେ ଥିବା କ୍ୟାପିଟାଲ ହସ୍ପିଟାଲରୁ ଆର
Anupambharat News Bureau | ଦେଶ | | 699 | Read...
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ଗିରଫ ପର୍ୱାନା ଜାରି କରିଛନ୍ତି । ତାଙ୍କ ବିରୋଧରେ ପ୍ରଯୋଜକ ଅଜୟ କୁମାର ଚେକ୍ ବାଉନ୍ସ ନେଇ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ କୋ
Anupambharat News Bureau | ଦେଶ | | 698 | Read...
ନୂଆଦିଲ୍ଲୀ: ମାଗଣା କଲ୍ ସେବା ଯୋଗାଇ ଗ୍ରାହକ ବୃଦ୍ଧି କରିବା ପରେ ଲୋକଙ୍କୁ ଝଟ୍କା ଦେଇଥିବା ଜିଓ ନେଟୱର୍କ ଏବେ ଜନଅସନ୍ତୋଷକୁ ପ୍ରଶମିତ କରିବାକୁ ନୂଆ ଯୋଜନା କରିଛି । ଏବେ ଜିଓ ପକ୍ଷରୁ ତା’ର ଗ୍ରାହକମାନଙ୍କୁ ୩୦ ମିନ
Anupambharat News Bureau | ଦେଶ | | 697 | Read...
ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଆଗାମୀ ଦିନରେ ବିବାଦ ବୋଲି ବୁଝିବେ ନାହିଁ ଭାରତ ଏବଂ ଚାଇନାଛ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତ
Anupambharat News Bureau | ଓଡ଼ିଶା | | 696 | Read...
ତାଳଚେର,୧୨ା୧୦ (ଅନୁପମ ମିଡିଆ): ପର୍ଜଙ୍ଗ ବ୍ଲକ୍ ଅନ୍ତର୍ଗତ ସରାଙ୍ଗ ଗ୍ରାମରେ ଗତ କାଲି ରାତିରେ ଅନୁ୍ୟନ ୩୦ ରୁ ୪୦ ଟି ହାତି ଦୁଇ ଦଳ କରି କଦମନାଳ ଜଙ୍ଗଲ ଓ ପାଣ ଜଙ୍ଗଲରେ ରହିଛନ୍ତି । କାଲି ବିଳମ୍ବିତ ରାତିରେ ସରାଙ୍ଗ ଗ୍ରାମର
Anupambharat News Bureau | ଓଡ଼ିଶା | | 695 | Read...
ଚୌଦ୍ୱାର୧୨ା୧୦(ଅନୁପମ ମିଡ଼ିଆ):ବିରୁପା ନଦୀରେ ଗାଧୋଉଥିବାବେଳେ ନଦୀରେ ଭାସିଯାଇ ୨ଜଣ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ନିଖୋଜ ହୋଇଥିବାବେଳେ ଅନ୍ୟ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।ନିଖୋଜ ଯୁବକ ଜଣକ ହେଲେ
Anupambharat News Bureau | ଓଡ଼ିଶା | | 694 | Read...
କଟକ,୧୨ା୧୦(ଅନୁପମ ମିଡିଆ): ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲର ନୁ୍ୟ ମେଡିସିନ ୱାର୍ଡରେ ଚିକିସିାଧୀନ ଜଣେ ବୃଦ୍ଧ ମାନସିକ ଭାରସାମ୍ୟ ହରାଇ କୋଠାର ୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ଗତ ୬ ଦିନ ପୂର୍ବରୁ ଏହ
Anupambharat News Bureau | ଓଡ଼ିଶା | | 693 | Read...
ଭଦ୍ରକ,୧୨ା୧୦(ଅନୁପମ ମିଡିଆ): ଧାମରା ବନ୍ଦରରେ ପୁଣି ଏକ ଅଘଟଣ ଘଟି ଜଣେ ବିହାରୀ ନିବାସୀ ଜଣେ ଶ୍ରମିକର ଚିକିସିାଧୀନ ଅବସ୍ଥାରେ ମୃତୁ୍ୟ ଘଟିଛି । ତେବେ ବିଦ୍ୟୁତ ସର୍ଟ ସର୍କିଟରେ ରାଜାରାମଙ୍କ ବ୍ୟତୀତ ୩ଜଣ ବାହାର ରାଜ୍ୟର ଶ୍ର
Anupambharat News Bureau | ଓଡ଼ିଶା | | 692 | Read...
ଭୁବନେଶ୍ୱର/ବିଜେପୁର, ୧୧ ।୧୦ ।(ଅନୁପମ ମିଡିଆ) ବିଜେପୁରର ଦାୟିତ୍ୱ ନେବା କହି ଅଞ୍ଚଳବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଛନ୍ତି ବୋଲି ଶୁକ୍ରବାର ବିଜେପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ମଣ୍ଡଳିର ଗା
Anupambharat News Bureau | ଓଡ଼ିଶା | | 691 | Read...
ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଆଜି ଭୋର୍ରେ ଜଣେ ମହିଳା ତାଙ୍କର ଦୁଇ ଝିଅକୁ ଧରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ମହିଳା ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଦୁ
Anupambharat News Bureau | ବିଦେଶ | | 690 | Read...
କହୋମ୍,୧୧ା୧୦ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଳୀଙ୍କୁ ୨୦୧୯ର ଶାନ୍ତି ପାଇଁ ନୋବେଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତିି । ଇରିଟ୍ରିୟା ସହ ଶାନ୍ତି ପ୍ରତିଷ୍ଠା ଲାଗି ତାଙ୍କର ଉଲ୍ଳେଖନୀୟ ଅବଦାନ ରହିଥିବାରୁ
Anupambharat News Bureau | ଦେଶ | | 689 | Read...
ଚେନ୍ନାଇ, ୧୧ା୧୦: ଦ୍ୱିତୀୟ ଅନୌପଚାରିକ ବୈଠକ ପାଇଁ ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ଜିପନିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଜି ଚେନ୍ନାଇ ନିକଟସ୍ଥ ମହାବଳୀପୁରମରେ ଭେଟ ସାକ୍ଷାତ ହୋଇଛି ।
Anupambharat News Bureau | କ୍ରୀଡ଼ା | | 688 | Read...
ପୁଣେ,୧୧ ।୧୦: ପ୍ରଥମ ଦିବସରେ ମୟଙ୍କ ମ୍ୟାଜିକ୍ରେ ବାଉଳା ହୋଇଥିବା ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଦିବସରେ ‘ବିରାଟ’ ଝଟ୍କା ଲାଗିଛି । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ସପ୍ତମ ଦ୍ୱିଶତକ ବଳରେ ଏଠା
Anupambharat News Bureau | ଦେଶ | | 687 | Read...
ଚେନ୍ନାଇ: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଭାରତ ଗସ୍ତରେ ଆସି ଚେନ୍ନାଇ ଠାରେ ପହଞ୍ଚିଛନ୍ତି । ସେ ଆଇଟିସି ଗ୍ରାଣ୍ଡ ଛୋଲା ହୋଟେଲରେ ରହିଛନ୍ତି । ତେବେ ଚେନ୍ନାଇର ଏହି ହୋଟେଲ ସାମ୍ନାରେ ଜିନପିଙ୍ଗକୁ ବିରୋଧ କରାଯାଇଛି
Anupambharat News Bureau | ଦେଶ | | 686 | Read...
ମୁମ୍ୱାଇ : ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ତାଙ୍କ ଫିଲ୍ମ ‘ସା„ କି ଆଁଖ୍’ର ପ୍ରୋମୋସନ୍ କରିବାରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଜଣେ ମହିଳା ସାମ୍ବାଦିକଙ୍କ ପ୍ରଶ୍ନରେ ତାପସୀ ରାଗି ଯାଇଥିବା ଖ
Anupambharat News Bureau | ବିଦେଶ | | 685 | Read...
ତେହେରାନ୍: ସାଉଦି ଆରବ ଉପକୂଳ ଦେଇ ରେଡ୍ ସି’ରେ ଯାଉଥିବା ଇରା[୍ର ସିନୋପା ନାମକ ତେଲ ଜାହାଜ ଉପରେ ଦୁଇଟି ରେକଟ୍ ମାଡ଼ କରାଯାଇଛି । ରକେଟ୍ ମାଡ଼ ଯୋଗୁ ଜାହାଜଟିରେ ନିଆଁ ଲାଗିଯାଇଛି । ସେହିପରି ଏହା ମଧ୍ୟରେ ଥିବା ତେ
Anupambharat News Bureau | ଓଡ଼ିଶା | | 684 | Read...
ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ଆଜି ଅଚାନକ ବ୍ରହ୍ମପୁର ଏସ୍ପିଙ୍କ ନେତୃତ୍ୱରେ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ପହଞ୍ଚି ବିଭିନ୍ନ କାର୍ଯ୍ୟଧାରା ନେଇ ତଦାରଖ କରିଥିବା ଜଣାପଡ଼ିଛି । ର
Anupambharat News Bureau | ଓଡ଼ିଶା | | 683 | Read...
ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ଗତକାଲି ରାତି ପ୍ରାୟ ୧ଟାରେ ବ୍ରହ୍ମପୁର ଜିଆର୍ପି ଥାନା ପୋଲିସ କୋଣାର୍କ ଏକ୍ସପ୍ରେସ୍ ଟ୍ରେନ୍ରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଥିବା ସୂଚନା ମିଳିଛି ।ଗତକାଲି ରାତି ପ୍ରାୟ ୧ଟାରେ
Anupambharat News Bureau | ଓଡ଼ିଶା | | 682 | Read...
ବ୍ରହ୍ମପୁର,୧୧ ।୧୦(ଅନୁପମ ମିଡ଼ିଆ) : ବ୍ରହ୍ମପୁର ମହାନଗର ଭୀମାରାଓ ପେଟା, ଆଙ୍କୋଲି ଓ ଲକ୍ଷ୍ମୀନୃସିଂହ ସାହିରେ ଗତକାଲି ରାତିରେ ପୋଲିସ ଚଢ଼ଉ କରି ୨୩ ଜଣଙ୍କୁ ଗିରଫ କରି ୮,୧୯,୪୪୦ଟଙ୍କା ସହ ୨୦ଟି ମୋବାଇଲ୍, ୫ଟି ବାଇକ୍ ଓ ତା
Anupambharat News Bureau | କ୍ୟାରିୟର ନିଯୁକ୍ତି | | 681 | Read...
ବିରଜାକ୍ଷେତ୍ର,୧୧ା୧୦(ଅନୁପମ ମିଡିଆ): ଗତ ମହାଷ୍ଟମୀ ଦିନ ବିରଜାମନ୍ଦିର ପରିସରରେ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଜଣେ ଭିନ୍ନକ୍ଷମ ବ୍ୟକ୍ତି କରୁଣାକର ସାହୁଙ୍କୁ କେତେକ ଆକ୍ରମଣ କରିଥିଲେ । ଘଟଣା ନେଇ ଶ୍ରୀ ସାହୁ ଯାଜପୁର ଥା
Anupambharat News Bureau | ଓଡ଼ିଶା | | 680 | Read...
କଟକ,୧୧ା୧୦(ଅନୁପମ ମିଡିଆ): ବୁଧବାର ଭସାଣ ଦିନ କାଠଯୋଡି ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେବବ୍ରତ ମହାପାତ୍ରଙ୍କ ପତ୍ତା ତିନି ଦିନ ପରେ ବି ମିଳିନାହିଁ । ଓଡ୍ରାଫ୍ ଟିମ, ଅଗ୍ନିଶମ ବାହିନୀ ମିଳିତ ଭାବେ ଖୋଜୁଥିଲ