.
Anupambharat News Bureau | ଦେଶ | | 2698 | Read...
ନୂଆଦିଲ୍ଲୀ,୨୮ା୭: ଦେଶରେ ମଙ୍କିପକ୍ସ ସଂକ୍ରମଣ ଧୀରେ ଧୀରେ ବଢୁଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ପୂର୍ବରୁ କେବଳ ବିଦେଶ ଫେରନ୍ତାଙ୍କ ନିକଟରେ ଏହି ସଂକ୍ରମଣ ଦେଖାଯାଇଥିବା ବେଳେ ଦିଲ୍ଲୀରେ ବିଦେଶ ଯାତ୍ରା କରିନଥିବ
Anupambharat News Bureau | ଓଡ଼ିଶା | | 2697 | Read...
ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ । ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟାରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍ ପରିଷଦ(ଏସ୍ସିଟିଇ ଆଣ୍ଡ୍ ଭିଟି) କାର
Anupambharat News Bureau | ଓଡ଼ିଶା | | 2696 | Read...
ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଘୋଷଣା କରିଛନ୍ତି । ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟର
Anupambharat News Bureau | ଦେଶ | | 2695 | Read...
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନ୍ୟାସନାଲ ହେରାଲï ଖବର କାଗଜର ଆର୍ଥିକ ଠକେଇ ଘଟଣାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦେଶର ନିରପେକ୍ଷ ଆର୍ଥିକ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଦୀର୍ଘ ୬ ଘଣ
Anupambharat News Bureau | ଦେଶ | | 2694 | Read...
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ସମୟରେ ହେଉଥିବା ଚାପ ଓ ପ୍ରଭାବକୁ ବହୁ ବିଶିଷ୍ଟ ବ୍ୟକ୍ତି ସହଜରେ ସମ୍ମୁଖୀନ ହୋଇପାରୁନାହାଁନ୍ତି । ଅନିଚ୍ଛା ସତ୍ତେ୍ୱ ମଧ୍ୟ ସରକାରଙ୍କ ଚାପର ବଶବର୍ତ୍ତି ହୋଇ ଶାସନ କାର୍ଯ୍ୟକଳ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 2693 | Read...
ନୂଆଦିଲ୍ଲୀ : ଭାରତରେ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ସହ ତୀବ୍ରତର କରିବା ନିମନ୍ତେ ଅତ୍ୟାଧୁନିକ ଯାନ୍ତ୍ରିକ କୌଶଳ ପ୍ରୟୋଗ କରାଯାଉଛି । ଚଳିତ ସ୍ଥିତିରେ ୪-ଜି ବ୍ୟବସ୍ଥା ଯୋଗାଯୋଗ କରାଇବା କ୍ଷେତ୍ରରେ ବ
Anupambharat News Bureau | ଓଡ଼ିଶା | | 2692 | Read...
ଭୁବନେଶ୍ୱର, ୨୬ା୭ (ଅନୁପମ ମିଡିଆ): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଅପରାହ@ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଯୁକ୍ତ ଦୁଇ ବି
Anupambharat News Bureau | ଓଡ଼ିଶା | | 2691 | Read...
ଭୁବନେଶ୍ୱର, ୨୬ା୭ (ଅନୁପମ ମିଡିଆ): ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମା
Anupambharat News Bureau | ଓଡ଼ିଶା | | 2690 | Read...
ଭୁବନେଶ୍ୱର, ୨୬ା୭ (ଅନୁପମ ମିଡିଆ): ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଛନ୍ତି । ସେହିପରି ରାଜ୍ୟରେ ବର୍ତମାନ ୨୧,୨୩୯ ଭୂମିହୀନ ପରିବାର ଅଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୂଚନା
Anupambharat News Bureau | ଶିଳ୍ପ ବାଣିଜ୍ୟ | | 2689 | Read...
ମୁମ୍ବାଇ:ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ୧୫ ଜୁଲାଇରେ ସମାପ୍ତ ସପ୍ତାହରେ ୭.୫୪୧ ବିଲିୟନ ଡଲାର ଖସି ୫୭୨.୭୧୨ ବିଲିୟନ ଡଲାରରେ ପହଞ୍ଚିଛି । ଟଙ୍କାର ମୂଲ୍ୟ ହ ୍ରାସ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ବାରମ୍ବାର ହସ୍
Anupambharat News Bureau | ଶିଳ୍ପ ବାଣିଜ୍ୟ | | 2688 | Read...
ମୁମ୍ବାଇ: ସାରା ବିଶ୍ୱର ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ବେଳେ ଭାରତ କି;ୁ ଅନ୍ୟମାନଙ୍କ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି । ବ୍ୟାଙ୍କ ଅଫ୍ ବରୋଦାର ବାର୍ଷିକ ବ୍ୟାଙ୍କିଙ୍ଗ୍ କନେP୍ଲଭ୍ ୨୦୨୨କୁ ଭର୍ଚୁ୍ୟଆ
Anupambharat News Bureau | ଓଡ଼ିଶା | | 2687 | Read...
ଭୁବନେଶ୍ୱର, ୨୩ା୭ (ଅନୁପମ ମିଡିଆ): ଓଲିଉଡ୍ର ଲୋକପ୍ରିୟ ନାୟକ ବାବୁସାନ୍ଙ୍କ ଘର କଳି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ନାୟକ ବାବୁସାନ୍ ଓ ନାୟିକା ପ୍ରକୃତି ମିଶ୍ର ଏକାଠି ଯାଉଥିବା ବେଳେ ନାୟକଙ୍କ ପତ୍ନୀ ତୃପ୍ତି
Anupambharat News Bureau | ଦେଶ | | 2686 | Read...
କୋଲକାତା: ଚଳିତ ଶାସନ ବ୍ୟବସ୍ଥାରେ ଯଦିଓ କଡ଼ା ନିୟମାବଳୀ କାର୍ଯ୍ୟକାରୀ କରୁଛି ତେବେ ମଧ୍ୟ କେତେକ କ୍ଷେତ୍ରରେ ସରକାରଙ୍କ କୋହଳ ମନୋଭାବ ଏବଂ ଉଦାସୀନତାର ସୁଯୋଗ ନେଇ ବିଶିଷ୍ଟ ବ୍ୟକ୍ତିମାନେ କୋଟି କୋଟି ଟଙ୍କାର ଜାଲିଆତି କର
Anupambharat News Bureau | ଦେଶ | | 2685 | Read...
ନୂଆଦିଲ୍ଲୀ: ଭାରତରେ ଗଣମାଧ୍ୟମର କାର୍ଯ୍ୟକଳାପର ସୀମା ଟପି ଯାଇଥିବା ସମ୍ପର୍କରେ ହୃଦବୋଧ କରାଇଛନ୍ତି ଭାରତର ମୁଖ୍ୟ ନ୍ୟାୟାଧୀଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ଭି ରମଣା । ବିଭିନ୍ନ ଜାତୀୟ ଗଣମାଧ୍ୟମର
Anupambharat News Bureau | ଓଡ଼ିଶା | | 2684 | Read...
ରାୟଗଡ଼ା, ୨୩ ।୭ (ଅନୁପମ ମିଡିଆ) ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଆଉ ଜଣକର ମୃତୁ୍ୟ ଘଟିଛି । ଫଳରେ ବ୍ଲକରେ ଝାଡ଼ାବାନ୍ତିଜନିତ ମୃତୁ୍ୟ ସଂଖ୍ୟା ୮ କୁ ବୃଦ୍ଧି ପାଇଛି । ମୃତ
Anupambharat News Bureau | ଦେଶ | | 2683 | Read...
ନୂଆଦିଲ୍ଲୀ : ବିଶ୍ୱରେ ମଙ୍କିପକ୍ସ ମାମଲା ଚିନ୍ତାଜନକ ଭାବେ ବଢିଚାଲିଛି । ଭାରତରେ ମଧ୍ୟ ଏହା ନିଜର କାୟା ମେଲାଇ ଚାଲିଛି । ଶନିବାରଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲìଏଚ୍ଓ ) ଏହାକୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଜରୁରୀ ପର
Anupambharat News Bureau | ଦେଶ | | 2682 | Read...
ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଜି କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଦେଶର ସର୍ବୋଚ୍ଚ ବ୍ୟକ୍ତିଙ୍କୁ ସମ୍ମାନୀୟ ଭାବେ ଆଜି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କର
Anupambharat News Bureau | କ୍ରୀଡ଼ା | | 2681 | Read...
ନୂଆଦିଲ୍ଲୀ,୨୧ା୭: ନବ ନିଯୁକ୍ତ ଅନ୍ତରୀଣ ସଭାପତି ସୈଫ ଅହମ୍ମଦଙ୍କ ନେତୃତ୍ୱରେ ଏକ ତିନି ସଦସ୍ୟ ବିଶିଷ୍ଟ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫ୍ଆଇଏଚ୍) ଦଳ ଅଗଷ୍ଟ ୧୫ ରେ ଭାରତ ଗସ୍ତ କରି ନୂଆ ସମ୍ବିଧାନ କାର୍ଯ୍ୟକାରୀ କରିବ
Anupambharat News Bureau | କ୍ରୀଡ଼ା | | 2680 | Read...
ପୋର୍ଟ ଅଫ୍ ସ୍ପେନ୍,୨୧ା୭: ଭାରତ ଓ େୱଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହେଉଛି । ସମ୍ପ୍ରତି ଦିନିକିଆ ଫର୍ମାଟ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବା ବେ
Anupambharat News Bureau | ଦେଶ | | 2679 | Read...
ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲï ଦୁର୍ନୀତି ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପ୍ରଥମଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରାର ସମ୍ମୁଖୀନ ହୋଇଛନ୍ତି । ଇଡିର ଅଧିକାରୀମାନେ ତାଙ୍କୁ ପ୍ରାୟ
Anupambharat News Bureau | ଓଡ଼ିଶା | | 2678 | Read...
ଭୁୁବନେଶ୍ୱର, ୨୧ା୭ (ଅନୁପମ ମିଡିଆ): ବିଭିନ୍ନ ନିର୍ବାଚନମଣ୍ଡଳୀ ମାନଙ୍କରେ ଜନସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଲାଣି । ବିଭିନ୍ନ ପ୍ରକଳ୍ପର ମୂଲ୍ୟ ମଧ୍ୟ ବଢିବାରେ ଲାଗିଛି । ତେଣୁ ଏମଏଲଏ ଲ୍ୟାଡ ଫଣ୍ଡରେ ଯେଉଁ ୩ କୋଟି ଟଙ
Anupambharat News Bureau | ଓଡ଼ିଶା | | 2677 | Read...
ଭୁବନେଶ୍ୱର, ୨୧ା୭ (ଅନୁପମ ମିଡିଆ): ନିର୍ବାଚନ ଆୟୋଗଙ୍କ ସଂଶୋଧିତ ନୂତନ ନିୟମାନୁସାରେ ତ୍ରୁଟିଶୂନ୍ୟ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରାଜ୍ୟର ସମସ୍ତ ଜ
Anupambharat News Bureau | ଦେଶ | | 2676 | Read...
ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ସଂପ୍ରଦାୟର ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଘଟଣା ସମଗ୍ର ବିଶ୍ୱରେ ଆକର୍ଷଣର କେନ୍ଦ୍ରକୁ ଆସିଛି । ସର୍ବତ୍ର ଚର୍ଚ୍ଚା ହେଉଛି ଯେ, ସାଧାରଣ ଜ
Anupambharat News Bureau | ଦେଶ | | 2675 | Read...
ବୋରସଦା: ଖାକୀକୁ ଟାର୍ଗେଟ୍ କରାଯାଇଛି । କେଉଁଠି ଗୁଳି କରାଯାଉଛି ତ କେଉଁଠି ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ସ୍ଥାନରେ ପୁଲିସ ଅଫିସରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ପ୍ରଥମେ ହରିଆଣା ପରେ ର
Anupambharat News Bureau | ଦେଶ | | 2674 | Read...
ନୂଆଦିଲ୍ଲୀ : ଭାରତବର୍ଷରେ ଜନସଂଖ୍ୟା ବିସ୍ପୋରକ ଭାବରେ ବୃଦ୍ଧି ପାଉଥିବା ବେଳେ ଏହା ଆଗାମୀ କିଛିବର୍ଷ ପରେ ଚୀନକୁ ବୃହତ୍ତ ଜନସଂଖ୍ୟା ରାଷ୍ଟ୍ର ଠାରୁ ଟପିଯିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଅନ୍ୟପକ୍ଷରେ ଦେଶରୁ କେତ
Anupambharat News Bureau | ଓଡ଼ିଶା | | 2673 | Read...
ଭୁବନେଶ୍ୱର, ୨୦ା୭ (ଅନୁପମ ମିଡିଆ): ମୌସୁମୀ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅ
Anupambharat News Bureau | ଓଡ଼ିଶା | | 2672 | Read...
ଭୁବନେଶ୍ୱର, ୨୦ା୭ (ଅନୁପମ ମିଡିଆ): ରାଜ୍ୟରେ ବିହନ ଅଭାବ, ଚାଷୀ ମାନଙ୍କୁ ସଠିକ ସମୟରେ ବିହନ ନମିଳିବା ଓ କେତେକ ସ୍ଥାନରେ ବିହନ ଗଜା ହେଉ ନ ଥିବା ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଛନ୍ତ
Anupambharat News Bureau | ଦେଶ | | 2671 | Read...
ଚଣ୍ଡିଗଡ: ହରିୟାଣାରେ ଆଜି ଜଣେ ପୋଲିସ ଅଧିକାରୀଙ୍କୁ ଖଣି ମାଫିଆ ଗାଡି ଚଢ଼ାଇ ହତ୍ୟା କରିଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏହାମଧ୍ୟ ପୋଲିସ ଅଧିକାରୀ ମଧ୍ୟ ଚଢ଼ାଉ କରିବାକୁ ଯାଇଥିବା ବେଳେ ଜଣେ ପୋଲିସ ଅଧିକ
Anupambharat News Bureau | ଓଡ଼ିଶା | | 2670 | Read...
ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହୋଇଛି । ଖାଦ୍ୟ ଯୋଗାଣ ବିଭାଗର ୧୨୦୫ କୋଟି ୩୫ ଲକ୍ଷ ୪୯ ହଜାର ଟଙ୍କା ଏବଂ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟ ବରା
Anupambharat News Bureau | ଓଡ଼ିଶା | | 2669 | Read...
ବ୍ରହ୍ମପୁର,୧୯ା୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ପୁଣି ସ୍ଥିତି ଜାହିର୍ କରି ସଂକ୍ରମିତ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଥିବା ବେଳେ ଆଜି ଏହା ତଳକୁ ଖସିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗତକା
Anupambharat News Bureau | ଓଡ଼ିଶା | | 2668 | Read...
ଭୁବନେଶ୍ୱର, ୧୯ା୭ (ସ୍ୱତନ୍ତ୍ର ପ୍ରତିନିଧି): ଓଡ଼ିଶାରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ସରକାରଙ୍କ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେବା ପରେ ଓଡ଼ିଶାବାସୀ କେତେ ସ୍
Anupambharat News Bureau | ଓଡ଼ିଶା | | 2667 | Read...
ଭୁବନେଶ୍ୱର,୧୯ା୭ (ଅନୁପମ ମିଡିଆ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ଦିଆ ଯାଇଛି । ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜ
Anupambharat News Bureau | ଓଡ଼ିଶା | | 2666 | Read...
ପୁରୀ,୧୮ା୭(ଅନୁପମ ମିଡ଼ିଆ) : କଣାସଥାନା ଅଞ୍ଚଳରେ ଦଶବର୍ଷ ପୂର୍ବେ ସଂଗଠିତ ଏକ ହତ୍ୟା ଜନିତ ମାମଲାର ବିଚାର କରି ପୁରୀର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜ କିଶୋର ଲେଙ୍କା ୨୦ଜଣ ଅଭିଯୁକ୍ତଙ୍କୁ ଆଜୀବନ୍ କାରଦଣ୍ଡରେ ଦଣ୍ଡିତ କ
Anupambharat News Bureau | ଓଡ଼ିଶା | | 2665 | Read...
ସମ୍ବଲପୁର, ୧୮ା୭ (ଅନୁପମ ମିଡିଆ): ସୋମବାର ସଂନ୍ଧ୍ୟା୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୫ଟି ସ୍ଲìଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଜଳ ଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ
Anupambharat News Bureau | ଦେଶ | | 2664 | Read...
ଭୋପାଲ: ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ନଦୀକୁ ଖସିପଡିବା ଫଳରେ ଅନୁ୍ୟନ ୧୩ ଜଣ ଯାତ୍ରୀଙ୍କ୍ର ମୃତୁ୍ୟ ଘଟିଛି । ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯାତ୍ରୀବାହୀ ବସ୍ ମଧ୍ୟପ୍ରଦେଶର ଧାର ଜିଲ୍
Anupambharat News Bureau | ଦେଶ | | 2663 | Read...
ନୂଆଦିଲ୍ଲୀ ୧୮/୦୭: ଦେଶବ୍ୟାପୀ ସାଧାରଣ ଓ ଅତ୍ୟନ୍ତ ନିମ୍ନବର୍ଗର ଲୋକମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ଏକ ବଡ଼ଧରଣର ମହଙ୍ଗା ମାଡ଼ ପଡିଛି । ଲଗାତାର ପ୍ରତ୍ୟେକ ଜିନିଷର ଦର ବୃଦ୍ଧି ଘଟୁଥିଲେ ମଧ୍ୟ ଚଳିତ ସ୍ଥିତିରେ ବହୁ ଖାଦ୍ୟ
Anupambharat News Bureau | ଓଡ଼ିଶା | | 2662 | Read...
ଭୁୁବନେଶ୍ୱର, ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୋଟ ୧୪୫ ଜଣ ବିଧାୟକ ନିଜ ମତ ସାବ୍ୟସ୍ତ କରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦିଲ୍ଲୀରେ ଚିକିତ୍ସାଧୀ
Anupambharat News Bureau | ଦେଶ | | 2661 | Read...
ନୂଆଦିଲ୍ଲୀ: ଭାରତୀୟ ସଂସଦରରେ ଆଜି ମୌସୁମୀ ଅଧିବେଶ ଆରମ୍ଭ ହୋଇଛି । ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ପ୍ରଥମ ଦିନରେ ହିଁ ରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଆଜି ସଂସଦରେ ଏବଂ ଦେଶର ସମସ୍ତ ବିଧାନସଭା ଗୁଡିକରେ ଆକର୍ଷଣର
Anupambharat News Bureau | ଓଡ଼ିଶା | | 2660 | Read...
ଭୁବନେଶ୍ୱର,୧୯ା୭ (ସ୍ୱତନ୍ତ୍ର ପ୍ରତିନିଧି): ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟସାମଗ୍ରୀ ଉପରେ ଜିଏସ୍ଟିର କୋରଡ଼ା ମାଡ଼ । ଏଥର ଗରିବଗୁରୁବାଙ୍କୁ ବି ଆଉ ନିସ୍ତାର ନାହିଁ । ବଜାରରେ ବିକ୍ରି ହେଉଥିବା ମୁଢି, ଚୁଡ଼ା ପ୍ୟାକେଟ୍ ଉପରେ ଜ
Anupambharat News Bureau | ଓଡ଼ିଶା | | 2659 | Read...
ନୂଆଦିଲ୍ଲୀ/ଭୁବନେଶ୍ୱର,୧୬ ।୭ (ଅନପମ ମିଡିଆ): ଆଜି (ରବିବାର)ପ୍ରକାଶ ପାଇବ ଆଇସିଏସ୍ଇର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଆସନ୍ତାକାଲି ଅପରାହ୍ନ ୫ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନ
Anupambharat News Bureau | ଓଡ଼ିଶା | | 2658 | Read...
ସମ୍ବଲପୁର/ଭୁବନେଶ୍ୱର, ୧୬ ।୭(ଅନୁପମ ମିଡିଆ): ଆସନ୍ତା ୧୮ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର । ୧୮ ତାରିଖରେ ଦିନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ ବୋଲ
Anupambharat News Bureau | ଓଡ଼ିଶା | | 2657 | Read...
ଭୁବନେଶ୍ୱର, ୧୬ା୭ (ଅନୁପମ ମିଡିଆ): ଯୁକ୍ତ ୨ ପ୍ରଥମ ବର୍ଷରେ ନାମଲେଖାଇବା ପାଇଁ ଆସନ୍ତା ଜୁଲାଇ ୨୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୦ରୁ ଅଗଷ
Anupambharat News Bureau | ଓଡ଼ିଶା | | 2656 | Read...
ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ ସାମଲ ରାଜ୍ୟର କେତେ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି ବୋଲି ପ୍ରଶ୍ନ କରିଥିଲେଛ ଏହାର ଲିଖିତ ଉତ୍ତର ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, ରାଜ୍ୟର ମାତ୍ର ୩
Anupambharat News Bureau | ଓଡ଼ିଶା | | 2655 | Read...
ଭୁବନେଶ୍ୱର,୧୬ା୭ (ଅନୁପମ ମିଡିଆ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲଗାତାର ଭାବେ ଲିକ୍ ହେବା ମାମଲା ଶନିବାର ଦିନ ବିଧାନସଭାରେ ଉଠିଛି । ଏହାକୁ ନେଇ ବିରୋଧୀ ଦଳର ଉପ ନେତା ବିଷ୍ଣୁ ସେଠୀ ରାଜ୍ୟ ସରକାରଙ୍କୁ କାଠଗ
Anupambharat News Bureau | ଓଡ଼ିଶା | | 2654 | Read...
ଖଲ୍ଲିକୋଟ, ୧୫ା୭(ଅନୁପମ ମିଡ଼ିଆ): ଦୀର୍ଘ ୭୦ ବର୍ଷ ହେଲା ଅଭିଶପ୍ତ ଜୀବନ ବଞ୍ଚୁଛିନ୍ତି ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଫାସୁଳା ଗ୍ରାମ ଧରମା ବିଶ୍ୱକର୍ମା ସମାଜର ୮୫ ପରିବାର । ଏହି ସମାଜର ଝିଅ ଖଲ୍ଲିକୋଟ ଧରମ
Anupambharat News Bureau | ଓଡ଼ିଶା | | 2653 | Read...
ମାଲକାନଗିରି,୧୫ା୭ (ଅନୁପମ ମିଡିଆ): ମାଲକାନଗିରି ଜିଲ୍ଲାର ମୋଟୁରେ ପଶିଲା ପୋଲାଭରମର ପଛୁଆ ପାଣି । ଜିଲ୍ଲାରେ ଗତ ୫ ଦିନ ଧରି ଲଗାଣ ବର୍ଷା ଲାଗିରହିଥିବାରୁ ଜିଲ୍ଲାର ସମସ୍ତ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି । ଏପଟେ ଗୋଦାବରୀ
Anupambharat News Bureau | ଓଡ଼ିଶା | | 2652 | Read...
ଗଞ୍ଜାମ,୧୫ା୭(ଅନୁପମ ମିଡ଼ିଆ): ଆଜି ଚେନ୍ନାଇ-ହାୱଡା ମେଲ୍ ଚଳନ୍ତା ଟ୍ରେନରେ ଛତ୍ରପୁ-ଗଞ୍ଜାମ ମଧ୍ୟରେ ଏକ ପରିବାରର ଦୁଇ ସଦସ୍ୟ ମଧ୍ୟରେ ଅବୈଧ ସମ୍ପର୍କ ସନ୍ଦେହରୁ ସଂଘଠିତ ବିବାଦ ନେଇ ଛୁରାମାଡ଼ କରି ଜଣେ ବ୍ୟକ୍ତିଙ୍କୁ ନିର୍
Anupambharat News Bureau | ଓଡ଼ିଶା | | 2651 | Read...
ଭୁବନେଶ୍ୱର, ୧୫ା୭ (ଅନୁପମ ମିଡିଆ): କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ କଥା ଶୁକ୍ରବାର ଦିନ ବିଧାନସଭାରେ ଉଠିଛି । ରାଜ୍ୟ ସରକାର ଓଡିଶାର ସୀମାକୁ ନେଇ ସମ୍ବେଦନଶୀଳ ନୁହନ୍ତି ବୋଲି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହି
Anupambharat News Bureau | ଓଡ଼ିଶା | | 2650 | Read...
ଭୁବନେଶ୍ୱର ,୧୪ ।୭ (ଅନୁପମ ମିଡିଆ): ଆସନ୍ତାକାଲିଠାରୁ ୧୮-୫୯ ବର୍ଷ ଲୋକଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ୍ ଅଭିଯାନ ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଇଞ୍ଜିନିଅରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନ ଆଦିରେ
Anupambharat News Bureau | ଓଡ଼ିଶା | | 2649 | Read...
ଫୁଲବାଣୀ, ୧୪ ।୭(ଅନୁପମ ମିଡିଆ): ଫୁଲବାଣୀ ସହରର ପବ୍ଲିକ୍ ସ୍କୁଲ୍ ନିକଟରେ ଥିବା ତ୍ରିଦେବନଗରରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ଗୋଟିଏ ପରିବାରର ମା’ ଓ ଝିଅଙ୍କ ଜୀବନ ଯାଇଛି ।
ଏଥିରେ ବାପା ଓ ପୁଅ ଗୁରୁତର ଭାବେ ଆହତ ହୋଇଛ
Anupambharat News Bureau | ଓଡ଼ିଶା | | 2648 | Read...
ଭୁବନେଶ୍ୱର, ୧୪ା୭(ଅନୁପମ ମିଡିଆ): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବିଧାନସଭାରେ ଶୂନ୍ୟକାଳରେ ମଧ୍ୟ ହଟ୍ଟଗୋଳ ଦେଖା ଦେଇଥିଲା । ଏହି ପ୍ରସଙ୍
Anupambharat News Bureau | ବିଦେଶ | | 2647 | Read...
କଲମ୍ବୋ: ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ଦେଶର ରାଜନୈତିକ ସ୍ଥିତି ମଧ୍ୟ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡିଛି । ଦେଶରେ ଆର୍ଥିକବସ୍ଥା ସୃଷ୍ଟି ହେବା ଯୋଗୁଁ ସାଧାରଣ ଜନତାଙ୍କ ଜୀବନଜୀବିକା ପ୍ରତି ଏକ ବ
Anupambharat News Bureau | ଓଡ଼ିଶା | | 2646 | Read...
ଭୁବନେଶ୍ୱର, ୧୩ା୭ (ଅନୁପମ ମିଡିଆ): ଓଡ଼ିଶାର ବାଲେଶ୍ୱରରେ ସ୍ଥାପନ ହେବ ବ୍ୟାଙ୍କ ନୋଟ୍ ପେପର ମିଲ୍ । ବୁଧବାର ଦିନ ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ନବୀନ ନିବାସ ଯାଇ ମୁଖ୍ୟମନ୍
Anupambharat News Bureau | ଦେଶ | | 2645 | Read...
ନୂଆଦିଲ୍ଲୀ: ଭାରତରେ କୋଭିଡ଼-୧୯ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ଭୟଙ୍କର ସ୍ଥିତିରେ ଗତି କରିବାକୁ ଲାଗିଛି । ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା
Anupambharat News Bureau | ଓଡ଼ିଶା | | 2644 | Read...
ସମ୍ବଲପୁର, ୧୩ା୭ (ଅନୁପମ ମିଡିଆ): କିଛି ଦିନର ଅନ୍ତରାଳ ପରେ ପୁଣି ଏସଟିଏଫ୍ କୁ ଗୋଟିଏ ବଡ଼ ସଫଳତା ମିଳିଛି । କୈଣସି ବଡ ଅପରାଧର ତଦନ୍ତ ପାଇଁ ସମ୍ବଲପୁର ସହରରେ ଏସଟିଏଫ ଟିମ୍ ସମ୍ବଲପୁର ଜିଲ୍ଲାରେ ଡେରା ପକାଇଥିବା ବେଳେ ଆଜି
Anupambharat News Bureau | ଓଡ଼ିଶା | | 2643 | Read...
କରୋନା ସମୟରେ ଜୀବନଜୀବିକା ପ୍ରଭାବିତ ହେଇଥିବାରୁ ଗରିବ ରାସନକାର୍ଡଧାରୀଙ୍କୁ ଓଡ଼ିଶା ସରକାର ଦୁଇଟି ପର୍ଯ୍ୟାୟରେ ହଜାରେ ଟଙ୍କା ଲେଖାଏଁ ସହାୟତା ଦେଇଥିଲେ । କି;ୁ ପ୍ରଥମ ପର୍ଯ୍ୟାୟରେ ୨.୦୯ଲକ୍ଷ ପରିବାର ଓ ଦ୍ୱିତୀୟ ପର୍ଯ୍
Anupambharat News Bureau | ଓଡ଼ିଶା | | 2642 | Read...
ଭୁବନେଶ୍ୱର, ୧୩ା୭ (ଅନୁପମ ମିଡିଆ): ମାଲକାନଗିରି ଜିଲ୍ଲାରେ ଚିତ୍ରକୋଣ୍ଡା ଅଞ୍ଚଳରେ ଏସଡିପିଓଙ୍କ ଦ୍ୱାରା ମଧ୍ୟ ରାତ୍ରୀରେ ଗାଁରେ ପ୍ରବେଶ କରି ମହିଳାଙ୍କୁ ମାଡ ମାରିବା ଓ ଦୁର୍ବ୍ୟବହାର ପ୍ରସଙ୍ଗରେ ଆଜି ଗୃହ ହୁଲସ୍ତୁଲ ହୋ
Anupambharat News Bureau | କ୍ରୀଡ଼ା | | 2641 | Read...
ଲଣ୍ଡନ,୧୨ା୭: ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ସହାୟତାରେ ମଙ୍ଗଳବାର କେନିଙ୍ଗଟନ ଓଭାଲରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇଛି । ଅନ୍ତର୍ଜାତୀୟ ଦିନିକିଆରେ ଭାରତ ପ୍ରଥମ
Anupambharat News Bureau | ଓଡ଼ିଶା | | 2640 | Read...
ଦିଗପହଣ୍ଡି, ୧୨ା୭(ଅନୁପମ ମିଡ଼ିଆ): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ବୟସାଧିକ୍ୟ କାରଣରୁ ଗତ କିଛି ଦିନ ହେଲା ଅସୁସ୍ଥ ରହି ରାଜନୀତିର
Anupambharat News Bureau | ଓଡ଼ିଶା | | 2639 | Read...
ପୁରୀ,୧୨ା୭(ଅନୁପମ ମିଡ଼ିଆ):ନବଦିନ ଯାତ୍ରା ଶେଷ କରି ସିଂହଦ୍ୱାର ସମ୍ମୁଖରେ ଶନିବାର ଠାରୁ ମାନବୀୟଲୀଳା କରୁଥିବା ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆସନ୍ତାକାଲି ଆଷାଢ ଶୁକ୍ଳ ଚତୁର୍ଦ୍
Anupambharat News Bureau | ଓଡ଼ିଶା | | 2638 | Read...
ଭୁବନେଶ୍ୱର, ୨୫ ।୧(ଅନୁପମ ମିଡ଼ିଆ): ୨୦୨୧ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ମଙ୍ଗଳବାର ଘୋଷଣା ହୋଇଛି । ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ୧୭ ଜଣଙ୍କୁ ପଦ୍ମଭୂଷ
Anupambharat News Bureau | ଦେଶ | | 2637 | Read...
ମୁମ୍ବାଇ, ୨୫ା୧: ମଙ୍ଗଳବାର ବଡି ଭୋରରୁ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାର ସେଲସୁରା ନିକଟ ଏକ ବ୍ରିଜରୁ ଏକ କାର ୪୦ ଫୁଟ ତଳକୁ ଖସିପଡିଛି । ଏହି ଦୁର୍ଘଟଣାରେ ସାତ ଜଣ ଡାକ୍ତରୀ ଛାତ୍ରଙ୍କ ମୃତୁ୍ୟ ଘଟିଛି । ପୋଲିସ ସମସ୍ତ ଶବକୁ
Anupambharat News Bureau | ଦେଶ | | 2636 | Read...
ନୂଆଦିଲ୍ଲୀ : ସମଗ୍ର ମନୁଷ୍ୟ ଜାତି ପାଇଁ କୋଭିଡ଼-୧୯ କରୋନା ସଂକ୍ରମଣ ଜନିତ ମହାମାରୀ ରୋଗ ମୁକାବିଲା କରିବା ଏକ ଅସାଧାରଣ ସଂଘର୍ଷ ବୋଲି ଆଜି ରାଷ୍ଟ୍ରବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ମନ୍ତବ୍ୟର
Anupambharat News Bureau | ଓଡ଼ିଶା | | 2635 | Read...
ଭୁବନେଶ୍ୱର, ୧୧ା୧ (ସ୍ୱତନ୍ତ୍ର ପ୍ରତିନିଧି): ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏକ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ସରକାରୀ ଚାକିରିରେ ପ୍ରବେଶର ସର୍ବୋଚ୍ଚ ବୟସସୀମାକୁ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି ।
Anupambharat News Bureau | ଓଡ଼ିଶା | | 2634 | Read...
ଭୁବନେଶ୍ୱର,୧୧ା୧(ଅନୁପମ ମିଡ଼ିଆ): ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଫଳରେ ରାଜ୍ୟରେ ପଞ୍ଚ
Anupambharat News Bureau | ଓଡ଼ିଶା | | 2633 | Read...
ଭୁବନେଶ୍ୱର, ୧୧ା୧(ଅନୁପମ ମିଡ଼ିଆ): ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲ୍ରେ ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବେ କିଡନୀ ସଂକ୍ରମଣ ଯୋଗୁଁ ଗୁ
Anupambharat News Bureau | ଓଡ଼ିଶା | | 2630 | Read...
ଭୁବନେଶ୍ୱର,୧୬ା୧୧(ଅନୁପମ ମିଡ଼ିଆ): ଅନଲାଇନ ଶିଶୁ ଯୌନ ଶୋଷଣ ମାମଲାରେ ଗତକାଲି ୩ଟି ସ୍ଥାନରେ ସିବିଆଇ ରେଡ୍ କରିବା ପରେ ଢେଙ୍କାନାଳର ସୁରେନ୍ଦ୍ର ନାୟକଙ୍କୁ ଗିରଫ କରାଯାଇଛି । ସିବିଆଇର ସ୍ୱତନ୍ତ୍ର ସେଲରେ ହୋଇଥିବା ଅଭିଯୋ
Anupambharat News Bureau | ଓଡ଼ିଶା | | 2629 | Read...
ପୁରୀ,୧୭ା୧୧(ଅନୁପମ ମିଡ଼ିକ):ପଞ୍ଚକ ଅବସରରେ ଶ୍ରୀମନ୍ଦିରରେ ଚତୁଦ୍ଧାମୂର୍ତ୍ତିଙ୍କ ଦର୍ଶନ ଲାଗି ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ସମୟ ଅବଧି ବୃଦ୍ଧି କରାଯାଇଛି । ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁମାନେ ସକାଳ ୭ଟା ଠାରୁ ରାତି
Anupambharat News Bureau | ଓଡ଼ିଶା | | 2628 | Read...
ଭୁବନେଶ୍ୱର,୧୭ା୧୧(ଅନୁପମ ମିଡ଼ିଆ): ରାଜ୍ୟରେ ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ମିଶନ ଶକ୍ତି ମା ମାନଙ୍କୁ ସରକାରୀ କାମ ଯୋଗାଇ ଦେବା ଏହାର ଏକ ପ୍ରମୁଖ ମାଧ୍ୟମ । ଏହାକୁ ଦୃଷ୍ଟିରେ ରଖି
Anupambharat News Bureau | କ୍ରୀଡ଼ା | | 2627 | Read...
ଦୁବାଇ: ଟି-୨୦ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ରେ ନୁ୍ୟଜିଲାଣ୍ଡକୁ ୮ ୱିକେଟ୍ରେ ପରାଜିତ କରି ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଏହି ଟାଇଟଲ୍ ହାସଲ କରିଛି ଅଷ୍ଟ୍ରେଲିଆ । ୧୭୩ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡିଆକ
Anupambharat News Bureau | ଓଡ଼ିଶା | | 2626 | Read...
ଭୁବନେଶ୍ୱର, ୧୪ା୧୧(ଅନୁପମ ମିଡ଼ିଆ): ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ଟ୍ରାନ୍ସଫରମେସନ୍ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛ
Anupambharat News Bureau | ଓଡ଼ିଶା | | 2625 | Read...
ନୂଆଦିଲ୍ଲୀ,୧୩ା୧୧: ଓଡିଆ ପାରାଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ନାନଜନକ ପୁରସ୍କାର ଗ୍ରହଣ କରିଛନ
Anupambharat News Bureau | ଦେଶ | | 2624 | Read...
ନାଗପୁର: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଏକ ବଡ଼ ଧରଣର ମାଓଦମନ ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି । ଗୋଟିଏ ଆକ୍ରମଣରେ ସମୁଦାୟ ୨୬ ଜଣ ମାଓବାଦୀ ପୋଲିସ ଏନ୍କାଉଣ୍ଟରରେ ଟଳିପଡିଥିବା ଘଟଣା ଘଟିଯାଇଛି । ମହାରାଷ୍ଟ୍
Anupambharat News Bureau | ଓଡ଼ିଶା | | 2623 | Read...
ଭୁବନେଶ୍ୱର, ୧୩ା୧୧ (ଅନୁପମ ମିଡ଼ିଆ): ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେଇ ଉତ୍ତର ଆଣ୍ଡାମାନ ଉପକୂଳ ଓ ତତସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗ
Anupambharat News Bureau | ଓଡ଼ିଶା | | 2622 | Read...
ପୁରୀ, ୧୩ା୧୧(ଅନୁପମ ମିଡ଼ିଆ): ରବିବାର ଓ ସୋମବାର ଦର୍ଶନାର୍ଥୀମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ପରିସର ସାନିଟାଇଜ୍ କରାଯାଉଥିବାରୁ ଆସନ୍ତାକାଲି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦ
Anupambharat News Bureau | ଦେଶ | | 2621 | Read...
ନୂଆଦିଲ୍ଲୀ, ୧୦ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସଭାବେ ପାଳନ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି । ମହାନ୍ ପ
Anupambharat News Bureau | ଓଡ଼ିଶା | | 2620 | Read...
ଭୁବନେଶ୍ୱର, ୧୦ା୧୧(ଅନୁପମ ମିଡ଼ିଆ): କଟକ ଜିଲ୍ଲାର ଅରିଲୋଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍ଫେଡ୍ର ଅତ୍ୟାଧୁନିକ ଦୁU ପ୍ରକ୍ରିୟାକରଣ କାରଖାନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇ
Anupambharat News Bureau | ଓଡ଼ିଶା | | 2619 | Read...
ଭୁବନେଶ୍ୱର, ୧୦ା୧୧(ଅନୁପମ ମିଡ଼ିଆ): ଆସନ୍ତା ନଭେମ୍ବର ୧୫ ତାରିଖରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍ ଖୋଲିବ । ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ଆଧାରରେ ପାଠପଢ଼ା ହେବ
Anupambharat News Bureau | ଓଡ଼ିଶା | | 2618 | Read...
ଭୁବନେଶ୍ୱର, ୧୦ା୧୧(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି ।
ରାଜ୍ୟ ପରି
Anupambharat News Bureau | ବିଦେଶ | | 2617 | Read...
ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲ ୟୁସୁଫଜାଇ । ୨୪ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମଲାଲା । ବିବାହ ନେଇ ମଲାଲା ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ।
ସେ ଟୁ
Anupambharat News Bureau | ଓଡ଼ିଶା | | 2616 | Read...
କୁକୁଡ଼ାଖଣ୍ଡି/ବ୍ରହ୍ମପୁର, ୯ ।୧୧(ଅନୁପମ ମିଡିଆ): ବହୁ ପ୍ରତିକ୍ଷୀତ ବ୍ରହ୍ମପୁର ରିଙ୍ଗ୍ ରୋଡ୍ ନିର୍ମାଣ କାର୍ଯ୍ୟ ମଙ୍ଗଳବାର ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହ
Anupambharat News Bureau | ଓଡ଼ିଶା | | 2615 | Read...
ଭୁବନେଶ୍ୱର, ୯ା୧୧(ଅନୁପମ ମିଡ଼ିଆ): ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୧ ବର୍ଷ ପାଇଁ ସମସ୍ତ ବିଜେତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଓଡ଼ିଶାରୁ ଆଜି ମୋଟ ଛ’ ଜଣଙ୍
Anupambharat News Bureau | ଓଡ଼ିଶା | | 2614 | Read...
ଭୁବନେଶ୍ୱର, ୯ା୧୧(ଅନୁପମ ମିଡ଼ିଆ): ଦୁଇ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଏକାଠି କାମ କରିବେ ଓଡିଶା-ଆନ୍ଧ୍ର । ସୀମା ବିବାଦ, ପୋଲାଭରମ୍ ତଥା ମାଓ ସମସ୍ୟା ଭଳି ପ୍ରସଙ୍ଗରେ ସହଯୋଗ କରିବାକୁ ସହମତ ହୋଇଛନ୍ତି ଉଭୟ ରାଜ୍
Anupambharat News Bureau | ଓଡ଼ିଶା | | 2613 | Read...
ଭୁବନେଶ୍ୱର,୯ା୧୧(ଅନୁପମ ମିଡ଼ିଆ): ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଏବଂ ଶୃଙ୍ଖଳିତ ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାପାଳ ଓ
Anupambharat News Bureau | ଓଡ଼ିଶା | | 2612 | Read...
ଭୁବନେଶ୍ୱର, ୯ା୧୧(ଅନୁପମ ମିଡ଼ିଆ): ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ େୱଲଫେଆର୍ କର୍ପୋରେସନ(ଓପିଏଚଡବ୍ଲୁସି)ର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛ
Anupambharat News Bureau | ଓଡ଼ିଶା | | 2611 | Read...
ଭୁବନେଶ୍ୱର, ୭ା୧୧(ଅନୁପମ ମିଡ଼ିଆ): ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ୩୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୩୧୫୧କୁ ବୃଦ୍ଧି ପାଇଛି । ସେହି
Anupambharat News Bureau | ଦେଶ | | 2610 | Read...
କୋଲକାତା: ଟେଲିଭିଜନ ଚାନେଲ ବ୍ରଡକାଷ୍ଟର ଚାନେଲର ଦରବୃଦ୍ଧି କରିବାକୁ ସୁପ୍ରୀମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଟେଲକମ ରେଗୁଲେଟରି ଏଥରିଟି ଦରବୃଦ୍ଧି ସପକ୍ଷରେ ନଥିବା ବେଳେ ବ୍ରଡକାଷ୍ଟର ଦର ବୃଦ୍ଧି କରିବାକୁ ଚାହଁଛନ୍ତ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 2609 | Read...
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦ ଶୁÂ ଓ ରାଜ୍ୟସରକାରମାନେ ଭାଟ ହ୍ରାସ କରିବା ଫଳରେ କିଛି ଦିନ ହେଲା ଏହି ଦୁଇ ଦ୍ରବ୍ୟର ମୂଲ୍ୟବୃଦ୍ଧି ହୋଇନାହିଁ । ଫଳରେ ଗ୍ରାହକ ଆଶ୍ୱସ୍ତ ହୋଇଛନ୍ତି । କ୍ରମାଗତ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 2608 | Read...
ମୁମ୍ବାଇ:ଚଳିତ ସପ୍ତାହରେ ପୁଞ୍ଜି ବଜାର ମୁଖ୍ୟତଃ ତିନିଟି କାରଣ ପାଇଁ ପ୍ରଭାବିତ ହେବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ସେହି ତିନି କାରଣ ହେଲା ବିଶ୍ୱବଜାର ସ୍ଥିତି, ବିଭିନ୍ନ କମ୍ପାନୀଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ
Anupambharat News Bureau | ଦେଶ | | 2607 | Read...
ନୂଆଦିଲ୍ଲୀ: ମଣିଷମାନଙ୍କ ପରେ ବର୍ତ୍ତମାନ କୋରୋନାର ଆଲଫା ଭାରିଆଣ୍ଟ ଦେଖିବାକୁ ମିଳିଛି ପଶୁମାନଙ୍କ ଶରୀରରେ । ପଶୁ ଚିକିତ୍ସା ରେକର୍ଡରେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ଗୃହପାଳିତ ପଶୁମାନେ ମଧ୍ୟ ୨ର ଆଲଫା ଭାରିଆଣ୍ଟର
Anupambharat News Bureau | ଦେଶ | | 2606 | Read...
ଅଗରତାଲା: ତ୍ରିପୁରାରେ ନିକଟରେ ଘଟିଥିବା ସାମ୍ପ୍ରଦାୟିକ ସଂଘର୍ଷ । ଯାହାକୁ ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ କିଛି ୟୁଜର୍ସ ଆପତ୍ତିଜନକ ପୋଷ୍ଟ କରିବାରେ ଲାଗିଛନ୍ତି ଛ ଏହା ବିରୋଧରେ ତ୍ରିପୁରା ପୋଲିସ ନେଇଛି କଡ
Anupambharat News Bureau | ଓଡ଼ିଶା | | 2605 | Read...
ପୁରୀ, ୭ା୧୧(ଅନୁପମ ମିଡ଼ିଆ): ସରକାରୀ ଜମି ଜବର ଦଖଲକୁ କେନ୍ଦ୍ରକରି ବ୍ରହ୍ମଗିରି ଥାନା ଅନ୍ତର୍ଗତ ନାଥପୁରଗ୍ରାମରେ ସ୍ଥାନୀୟ ଅଧିବାସୀ ଓ ଅସ୍ଥାୟୀଭାବେ ରହୁଥିବାଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ବୋମା ଓ ଗୁଳିମାଡ଼ ହୋଇଛି
Anupambharat News Bureau | ଦେଶ | | 2604 | Read...
ନୂଆଦିଲ୍ଲୀ: ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀରେ ଭୟଙ୍କର ବିପର୍ଯ୍ୟୟ ଆସିପାରେ । ଯାହାକୁ ନେଇ ସାରା ବିଶ୍ୱରେ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି । ବିଜ୍ଞାନ ଉପରେ ରିପୋର୍ଟ ପ୍ରକାଶିତ କରୁଥିବା ବିଶ୍ୱର ସବୁଠୁ ବଡ଼ ମାଗା
Anupambharat News Bureau | ଦେଶ | | 2603 | Read...
କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ଟିଏମ୍ସିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ପରଲୋକ । ଗୁରୁବାର ରାତିରେ ହୃଦଘାତରେ ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟ ବେଳକୁ ସୁବ୍ରତଙ୍କୁ ୭୫ ବର୍ଷ ହୋଇଥିଲା ।
ଗତ ଅକେଫାବର ମାସର
Anupambharat News Bureau | ଦେଶ | | 2602 | Read...
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଆସିଲା ବିଶ୍ୱର ପ୍ରଥମ ବଟିକା ମୋଲନୁପିରାଭିର । ଏହାକୁ ଗ୍ରୀନ ସିଗନାଲ ଦେଇଛି ବ୍ରିଟେନ ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ । ମୋଲୁନ ପ୍ରସ୍ତୁତକାରୀ କମ୍ପାନୀ ମୋଲୁନପିରାଭିର ବଟିକା ଦ
Anupambharat News Bureau | ଦେଶ | | 2601 | Read...
ଡେରାଡୁନ: ଆଜି (ଶୁକ୍ରବାର) ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ସ୍ୱତନ୍ତ୍ର ହେଲିକାପଫରରେ ସମୟ ୯ଟାରେ ଉତ୍ତରାଖଣ୍ଡ ଭୂମିରେ ପହଞ୍ଚି ଥିଲେ ମୋଦି । ପ୍ରଥମେ ବାବା କେଦାରନା
Anupambharat News Bureau | ଓଡ଼ିଶା | | 2600 | Read...
ଭୁବନେଶ୍ୱର, ୨ା୧୧(ଅନୁପମ ମିଡ଼ିଆ): ଗ୍ରୀନ୍ କ୍ରାକରରେ ପ୍ରଦୂଷଣର ମାତ୍ରା କମ୍ । ସରକାରଙ୍କ ନିୟମ ମାନି ଆମେ କମ୍ ସମୟ ବାଣ ଫୁଟାଇବା । ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇଲେ ପ୍ରଦୂଷଣର ମାତ୍ରା ବଢିବ । ଏହାଯୋଗୁଁ କେବଳ କୋଭିଡ୍
Anupambharat News Bureau | ଓଡ଼ିଶା | | 2599 | Read...
ପୁରୀ,୨ା୧୦(ଅନୁପମ ମିଡ଼ିଆ):ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଥିବା ୧୯୬.୨୬କୋଟି ଲକ୍ଷ ୫ହଜାର ୩୦୬ଟଙ୍କାର ବଜେଟ ପରିଚାଳନା କମିଟିର ଅନୁମୋଦନଲାଭ କରିଛି । ଆଜି ଗଜପତି ମହାରାଜା ଦ
Anupambharat News Bureau | ଓଡ଼ିଶା | | 2598 | Read...
ସମ୍ବଲପୁର, ୨ା୧୧(ଅନୁପମ ମିଡ଼ିଆ): ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଜରୁରୀ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ
Anupambharat News Bureau | ଓଡ଼ିଶା | | 2597 | Read...
କେନ୍ଦୁଝର, ୧ା୧୧(ଅନୁପମ ମିଡ଼ିଆ) : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ରାଜ୍ୟ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି । କେନ୍ଦୁଝର ଜିଲ୍ଲା ଭାଜପା ପକ୍ଷରୁ ୪ ଦଫା ଦାବି ନେଇ ଏସ୍ପି ଅଫିସ ଘେରା